dhoka khaiba pare baanchi rahiba bi jaruri au apekhya kariba v jaruri .......both positive and negative both are jaruri ......beautiful song by premanand sir sang by sri charn sir....
This composition is world class. The voice is world class, the writer is writing only emotions,& feeling, from his depth of the heart and the musicians are playing smoothly NO REPLACEMENT OF THIS SONG ❤
It's been 10years since I stopped singing odia song but i went crazy listening to Prem Anand sir music .odia industry bollywood se Kam nhi hai. Now I started singing odia song. Dil ko chhu raha hai
Emiti Sangeeta bahut barsapare puni sunibaku milila .....Prema bhai apan unique as ever .....khoka Bhai ka pare puni odia gazal sunibaku milila ......its only possible by you premanand bhai ....thanks to Charan bhai ...superb u r ...
Touches inner corner of heart.WoW
ଜଣେ ସଫଳ ସଂଗୀତଜ୍ଞ ଏତେ ଅନୁଭବୀ ହେବା କ'ଣ ଜରୁରୀ ??? ହଁ ହଁ ନିହାତି ଜରୁରୀ । ଆମେ ପ୍ରେମାନନ୍ଦ ସାର୍ ଙ୍କର ଗୀତ ଶୁଣିବାବି ବହୁତ୍ ଜରୁରୀ । ବହୁତ୍ ସୁନ୍ଦର୍ ହେଇଛି ସାର୍ ❤🙏🙏🙏
I agree
Absolutely Sir😊
Nice 💜
ମନ ଛୁଇଁ ଯାଉଛି ଯେତେ ଶୁଣିଲେ ବି ମନ ବୁଜୁନି,tq ପ୍ରେମାନନ୍ଦ sir,keep it up ❤
Those facial expressions astounding, mesmerizing song
ମୁଁ ଆଉ ଗୋଟେ ପଦ ଯୋଡୁଛି 🙏 ଏ ଦୁନିଆଁ ରେ ନିଜେ ବଞ୍ଚିବା ମଧ୍ୟ ଜରୁରୀ ,....... ସମସ୍ତଙ୍କୁ ନେଇ ବଞ୍ଚିବା ମଧ୍ୟ ଜରୁରୀ ...... ନହେଲେ କିଏ ବା କେମିତି ଜାଣିବ ଏ ଦୁନିଆଁ ରଙ୍ଗମଞ୍ଚ ପରି ...........🙏🙏🙏🙏🙏🙏🙏🙏🙏🙏
❤❤❤❤
@JagaNayak-d7x ❤️
❤ବହୁତ ସୁନ୍ଦର ଭାବରେ ବୁଝେଇ ଦେଲେ sir ଜରୁରୀ କଣ 🎉🎉🎉
ମୋ ଜୀବନରେ ଅନେକ ଗୀତ ଶୁଣିଛି
କିନ୍ତୁ କେଜାଣି ଏଇ ଗୀତଟି ଖୁବ୍ ମନକୁ ଛୁଇଁଲା । ଭଜନ ଭଳି ଭଲପାଇବାକୁ ବର୍ଣ୍ଣନା କରିଛନ୍ତି ଶ୍ରୀଚରଣ ଭାଇ ... ଆଉ ପ୍ରେମାନନ୍ଦ ସାର୍ ... ଆପଣ ତ music scientist ❤❤
ଆହା କି ସୁନ୍ଦର ଲେଖା, କି ସୁନ୍ଦର ସ୍ଵର .... ସଙ୍ଗୀତଜ୍ଞ, ଗୀତିକାର, ଗାୟକ ସମସ୍ତଙ୍କୁ ଅଭିନନ୍ଦନ
ବଢିଆ ଗଜଲ୍❤
Amiti Sruti Madhura Sangeet Suniba Gote Sachha Artist Ku nihati Jaruri ❤️
Nice voice ❤😊
Very nice 😊
ଶ୍ରୀଚରଣ ଙ୍କର ଏଇ ବୋଧେ ବହୁତ୍ ଅଲଗା ରୁପ । ସବୁବେଳେ ଆମେ ତାଙ୍କୁ ଗୋଟେ ମଜାକିଆ କଣ୍ଠଶିଳ୍ପୀ ଭାବେ ଦେଖିଆସିଚୁ...ଏଇ ଗୀତ ଟି ବହୁତ୍ ସୁନ୍ଦର୍ ଲାଗିଲା❤❤
Aa haa kete sundar kete sundar ete sundar haba jaruri
ଓଡିଆ ଭଜନ ଗଜଲରୁ ପଦେ ସାର ଜୀ
ବ୍ରହ୍ମ ଦର୍ଶନ ଯେ ଜରୁରୀ
ଜୀବ ପାଇଁ କି ଇଏ ଜରୁରୀ
ନ ହେଲେ କିଏ ବା କେମିତି ଜାଣିବ
ପ୍ରେମ ଆନନ୍ଦ ଯେ କିପରି
ଆତ୍ମ ଦର୍ଶନ ବି ଜରୁରୀ
ଜ୍ୟୋତି ଜଳିବା ବି ଜରୁରୀ
ନ ହେଲେ କିଏ ବା କେମିତି ଜାଣିବ
ବ୍ରହ୍ମ ଆନନ୍ଦ ଯେ କିପରି
ବ୍ରହ୍ମ ଦର୍ଶନ ଯେ ଜରୁରୀ .......
କ୍ରମଶଃ
ଲେଖା ପୂର୍ଣ୍ଣ ହୋଇଯାଇଛି ସାର ଆପଣ ଆଜ୍ଞା ଦେଲେ ସେୟାର କରିବି
ଆପଣଙ୍କର ସେବକ
ସୁନ୍ଦର ଲେଖା ସହ ସୁନ୍ଦର ସ୍ୱର wow sir ଖାଲି କଣ ଆପଣଙ୍କ ନାଆ ପ୍ରେମାନନ୍ଦ ହେଇଚି??
ଧନ୍ୟବାଦ sir ଏମିତି ଗୀତଟେ ଓଡିଶା କୁ ଦେଇ ଥିବାରୁ ❤️❤️❤️
ପ୍ରେମ ସାର ଙ୍କ ଗଜଲ୍ ଗୀତ ଶୁଣି ଭାବନା ଭିତରେ ପଶିବା ଜରୁରୀ । ଆଇ ଲଭ୍ ପ୍ରେମ ସାର❤🌹❤🌹❤
ଗୀତ ଶୁଣିବାବି ଜରୁରୀ ଭଲ ପାଇବାବି ଜରୁରୀ ❤❤
ଓଡିଶାରେ ଗଜଲ୍ ଶ୍ରେଣୀର ଗୀତକୁ ସବୁଠୁ ଅଧିକ ନ୍ୟାୟ ଦେବାର ଯୋଗ୍ୟ କେବଳ ଜଣେ ଗାୟକ ଶ୍ରୀଚରଣ ସାର୍ ❤❤
ପ୍ରେମାନନ୍ଦ ସାର୍ ଙ୍କୁ ଅନୁରୋଧ କୈାଣସି ଓଡ଼ିଆ କଥାଚିତ୍ରରେ ଏମିତି ଏକ ଚମତ୍କାର ଗଜଲ ରଖନ୍ତୁ। ଅଧିକ ଶ୍ରୋତା ଙ୍କ ପାଖକୁ ପହଞ୍ଚି ପାରିବ।
ଗଜଲର ମିଠାପଣ ଯିଏ ଅନୁଭବ କରେ ସିଏ ଏହାର ମହତ୍ତ୍ଵ ଜାଣେ।❤❤❤❤
dhoka khaiba pare baanchi rahiba bi jaruri au apekhya kariba v jaruri .......both positive and negative both are jaruri ......beautiful song by premanand sir sang by sri charn sir....
ସଙ୍ଗୀତ ଏକ ଜୀବନ୍ତ ଅନୁଭବ ,ମନର ବେଦନା ଉପଶମ ପାଇଁ ସଙ୍ଗୀତ ସତରେ ଯଥେଷ୍ଟ ,ଆନ୍ତରିକ ଧନ୍ୟବାଦ ପ୍ରେମାନନ୍ଦ sir ଆପଣଙ୍କ ସଂଯୋଜନା ନିମନ୍ତେ, ଏତେ ସୁନ୍ଦର ଉପସ୍ଥାପନା ହୃଦୟ ପୂରି ଉଠିଲା 💕💕💝💝💝
ହୃଦସ୍ପର୍ଶୀ ଗୀତ...... ଶ୍ରୀଚରଣ ଭାଇ ଅନେକ ଅନେକ ଶୁଭେଚ୍ଛା
Ehi bhali bhala Gita sunibabi Jaruri. Nahele Kieba Kemiti Janiba Sasta Gita sabu Kipari........
This is a very very Nice song. Truly a Masterpiece.
ଶ୍ରୀଚରଣ sir voice is best
Mind-blowing song
Bahut sundar hai chhe ..🎧❤
Ebe laaguchi ki j odia Sangita industry.. puni sei puruna swarnima duniyaa ku pheruchhi... Aau eta b JARURI
ବହୁତ ସୁନ୍ଦର ହେଇଛି❤
Odisha ra Mahmad Aziz ❤❤❤
Music Scientst Prem Anand Sir ପାଇଁ ଗୋଟେ ଲାଇକ ବି କରିବା ଜରୁରୀ 🤟🤟🤟.....
Excellent singing
Anubhabi Premanand 🙏
ପ୍ରେମାନନ୍ଦ ସାର୍ ନମସ୍ତେ । ଗୀତ ଅତି ସୁନ୍ଦର ସଜାଯାଇଛି । ମନକୁ ସ୍ୱର୍ଷ କରି ପାରୁଚି , ମାନିବା କଥା । କଣ୍ଠ ଦାନ ମଧ୍ୟ ସୁନ୍ଦର ଲାଗୁଚି ।
ମନକୁ ଛୁଇଁଗଲା 🙏🙏🙏🙏🙏 ଚରଣ ଭାଇ
ଏଭଳି ଗୀତ ଶୁଣିବା ମଧ୍ୟ ଜରୁରୀ
ଚମତ୍କାର ଏଇ 'ଜରୁରୀ'.....❤ ଶବ୍ଦ, ସ୍ଵର ଓ ସଂଯୋଜନା.... ସବୁକିଛି ମନ ଛୁଆଁ
ଏହି ଗୀତ କୁ ଶ୍ରୀଚରଣ ସାର୍ ଅତି ସୁନ୍ଦର୍ ଭାବରେ ଗାଇଛନ୍ତି । ମୁଁ ଭାବୁଛି କୁ ତାଙ୍କ ଠାରୁ କେହି ଆଉ ଏତେ ଭାବ ଏବଂ ଲୟ ରେ କମ୍ ଗାଇଥାନ୍ତେ। ଧନ୍ୟବାଦ୍ ପ୍ରେମ୍ ଆନନ୍ଦ ସାର୍ ଏହିଭଳି ଏକ ଚମତ୍କାର ଗୀତ କୁ ସଂଯୋଜନା କରିଥିବାରୁ। 40 ବର୍ଷ ବୟସରେ ଏହି ଗୀତ ଶୁଣିଲା ପରେ କଲେଜ୍ ବେଳର କଥା ମନେ ପଡୁଛି।
Really heart touching soulful voice....❤
Premananda and Sricharan combination is superb. Long live both.
Wow...out standing.what a meaningful song !!odiya re emti Geeta haba jaruri
This song is bringing delightness n peace in mind n also mind blowing thanks for your preparation jay jagannath
ଭଲ ଗୀତଟିକୁ ଭଲ କହିବା ବି ଜରୁରୀ...... ଭଲ ଗାୟକକୁ ଭଲ କହିବା ବି ଜରୁରୀ...
😊
ଆଉ ଆମେ like, comment କରିବା ବି ଜରୁରୀ. Views ବଢେଇବା ବି ଜରୁରୀ 😊
@@RahulKumar-zm1gc😂😂😂😂ta kolo khainki comment💬 ki jaruri 😂
ବାରମ୍ବାର ଗୀତ ଟିକୁ ଶୁଣିବା ଜରୁରୀ
❤
Wa wa wa... Kya batt he. Jaruri.
ବହୁତ ସୁନ୍ଦର ଗୀତ ଟି ❤
ମନ ର ସ୍ପନ୍ଦନ ଟା ପ୍ରେମ ର ରୁପ ନେବା ବି ଜରୁରି,
ସବୁ ଜାଣି ମନର ଭାବନାକୁ ଲୁଚେଇ ବା ବି ଜରୁରି...
ବହୁତ ସୁନ୍ଦର ମନଛୁଆଁ ଗିତ ଟିଏ, ବାରମ୍ବାର ଶୁଣିବାକୁ ଇଚ୍ଛା ହେବା ବି ସ୍ଵାଭବିକ ।
❤❤❤
❤
Oh....❤😢❤.....KICHHI MANE PADIGALA.....
Wao....Kete sundar
Rahafata Alli Khan ଙ୍କ ଏ ସୁନ୍ଦର୍ ଗଜଲ୍ ହୃଦୟଷ୍ପର୍ଶୀ ।ଯାହା ହେଉ ତାକୁ ଓଡ଼ିଆ ଅନୁବାଦ କରି ସଙ୍ଗୀତ ରୂପ ଦେଇ ଗୌରବ ଅର୍ଜନ କରିଛନ୍ତି। ପ୍ରୟାସ କରିଛନ୍ତି ଓ ପ୍ରସାରଣ କରିଛନ୍ତି । ସମସ୍ତ କଳାକାରଙ୍କୁ ଅଭିନନ୍ଦନ । 5:45
which song of Rahafata Ali Khan, can you pls share the link?
Jaruri tha @@bimal185
High class
Khub sundar
Ati sundar
Soulful song ✨
Ohh...Srichandan ki voice paaicha...roma tankuri uthuchhi...Prem sir your composition keeps us hooked....
Wow what a song what a music what a voice
ଭାଇ ଗୀତଟି ପୁରା ହୃଦୟକୁ ଛୁଇଁ ଗଲା
କେତେଥର ଶୁଣିଲିଣି ଜାଣେନି 🥰 କିନ୍ତୁ ଏମିତି ଗୀତ ବାରମ୍ବାର ଶୁଣିବା ବି ଜରୁରୀ
Nice song prema nand sir nd sricharan bro ❤️❤️
This composition is world class. The voice is world class, the writer is writing only emotions,& feeling, from his depth of the heart and the musicians are playing smoothly
NO REPLACEMENT OF THIS SONG ❤
Aama generation ra jane highly talented singer....Sricharan
Just close eyes n listen this gajal👌... woh majaa agaya.. fantastic 😍👍
❤ଯେତେବେଳେ ସୁଣିଲେବି ନୂଆ ଲାଗୁଛି
Beautiful music and singing
ଗଜଲର ମାଦକତା ଭିତରେ ହଜିଗଲା ଭଳି ଅପୂର୍ବ ରଚନାର ଶ୍ରୀଚରଣଙ୍କ କଣ୍ଠରେ ସଫଳ ରୂପାୟନ ଦେଖି ଆତ୍ମବିଭୋର ପ୍ରେମାନନ୍ଦଙ୍କ ସ୍ମିତହାସ୍ୟ ବାସ୍ତବିକ୍ ଖୁବ୍ ଆକର୍ଷଣୀୟ ।
Subscribe କରିବା ବି ଜରୁରୀ.... Like କରିବା ବି ଜରୁରୀ ,।ନହେଲେ କିଏବା କେମିତି ଜାଣିବ । ନୁଆଁ ଗୀତ Upload ହେଲା ବୋଲି ।
Thik thik bhai😂😂😂
Nihati😅
What a matching comment 😮😮😮 😂😂😂😂
ଏ ଗୀତ ଶୁଣିଲା ପରେ ସମସ୍ତଙ୍କୁ inspire କରେଇବ ନିଶ୍ଚିତ,..... ଏ ଗୀତ ଶୁଣିବା ଜରୁରୀ ❤🥰always my fav ଚରଣ ଭାଇ
ବହୁତ ସୁନ୍ଦର ଜୀବନରେ ଘଟୁଥିବା ସମସ୍ତ ଘଟଣା ବଳି ଉପରେ ଏହି ଗୀତଟି ଆଧାରିତ
ଏହି ଗୀତରେ ଯୋଗ ଦାନ କରିଥିବା ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏
ଚମତ୍କାର ଗୀତ... ମନ ଖୁସି ହେଇଗଲା 🙏
ଏଇ ସପନ୍ଦନ କୁ ଛୁଇଁ ଲା ପରି ଏଇ ଗୀତ❤❤❤ ତେଣୁ ଧନ୍ୟବାଦ ଦେବା ବି ଜରୁରୀ ❤❤❤❤
Emitika sundar song sunibabai jaruri
❤❤ ଧନ୍ୟବାଦ୍ ପ୍ରେମାନନ୍ଦ ଓ ସଶାଙ୍କ sir ❤
Premanand sir Legend Music Director of Odia Industry...what a composition ❤Sricharan Bhai Voice also as usual outstanding ❤
ଏ ଗୀତ ମୁଁ ଦିନକୁ ବାର ଥର ସୁଣୁଚି କେଜେଣେ କେମିତି love you sir I lov song ❤❤
Very attractive lyrics music and voice.. congratulations to all the team.. jay Jagannath..
ଖୁବ୍ ସୁନ୍ଦର ମନଛୁଆଁ ଗୀତ ଟିଏ। ଶ୍ରୀ ଚରଣ ଙ୍କ କଣ୍ଠ ସାଙ୍ଗକୁ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନା ବି ଜରୁରୀ।🎉🎉
Bahut sunder heichhi, superb ❤
It's been 10years since I stopped singing odia song but i went crazy listening to Prem Anand sir music .odia industry bollywood se Kam nhi hai. Now I started singing odia song. Dil ko chhu raha hai
ବହୁତ ସୁନ୍ଦର ୱା
ଅତି ସୁନ୍ଦର 🙏🙏
Heart Touching song 🙏🙏🙏
Wow... 👌.. What a composition , soooo nice lyrics by premanand.. Sricharan is my favorite singer.. God bless to both for future wonderful composition
Thank you.. keep Blessings 🙏
ଓଡ଼ିଆ ଗଜଲ ଶ୍ରୀଚରଣ ଭାଇଙ୍କୁ ହିଁ ମାନୁଛି ❤️❤️❤️❤️
Wow super se upar❤❤❤❤❤
ଏ ଗୀତଟି। ଶୁଣିଲି। କଣ ବା। କମେଣ୍ଟ ରଖିବି। ଭାବି। ପାରୁନି ସବୁତ। ଜରୁରୀ ଏ ଭଳି। ଗୀତ ଲେଖିବାବି ଜରୁରୀ। ଏମିତି। ଗୀତ। ଗାଇବା ବି ଜରୁରୀ ଶତ। ଧନ୍ୟବାଦ୍
Sundar bahut sundar👌
Sir apananka kantha sabubele hrudaya sparshi🙏🙏🙏
ପ୍ରେମ୍ ଭାଇଙ୍କ ଗୀତ ଶୁଣିବା ବି ଜରୁରୀ .........🔥🥰🥰🥰🥰🔥🔥
Sir ebhali song kebala premanand sir nka thu milipare❤❤❤❤ luv u sir
ନିହାତି ଜରୁରୀ। ଆଜି କାଲି ସମାଜ ରେ ଲୋକ ଚିହ୍ନିବା ମୁସ୍କିଲ।
Musician Bhai mane bi Bahut bhala bajauchanti ❤
ପ୍ରେମା ନନ୍ଦ ସାର ଙ୍କ ଲେଖା ଚରଣ ଭାଇ ଙ୍କ ସୁମଧୁର କଣ୍ଠ ବହୁତ ଆକର୍ଷଣ ଥିଲା ଏମିତି ମଝିରେ ମଝିରେ ଚରଣ ଭାଇ ଙ୍କ କଣ୍ଠ ରୁ ହେ ଉ ସାର ❤❤❤
I love 💗 my sweet friend Sricharan, Dil jit liya
Ye Gita ta suniba mora thila jaruri
Ete sundar gita ...suni sarila pare rati sara nida heini❤❤❤
Premananda bhainku mora pranam apanankara a Gita suni kahin kejani akhiru mora dhara dhara luha bohigala❤
Ati sundar sir❤️❤️❤️❤️🙏🙏
ମୁଁ ଆପଣଙ୍କ ବହୁତ ବଡ fan Sir ଗୀତ ବହୁତ ସୁନ୍ଦର ଲେଖା ଆଉ ସ୍ୱର ବି sir ଙ୍କ ବହୁତ ବଡ଼ିଆ ❤🥰💚
ବାଃ ବହୁତ୍ ବଢ଼ିଆ
Music scientist 🙏 Premanand Sir
ଏମିତିକା। ଗୀତ କେବଳ। ନିରୋଳା ରେ ବସି ଶୁଣିଲେ। ହିଁ। ୟାର ଭାବ। ଅନୁଭବ କରିହେବ
Wah.... Heart touching lyrics and singing 😍🎉❤😘🥰🤩
Bahuta sundara❤❤❤
ବାଃ ଆପଣଙ୍କ ଗୀତ ଶୁଣିବା ମଧ୍ୟ ଜରୁରୀ
Emiti Sangeeta bahut barsapare puni sunibaku milila .....Prema bhai apan unique as ever .....khoka Bhai ka pare puni odia gazal sunibaku milila ......its only possible by you premanand bhai ....thanks to Charan bhai ...superb u r ...
What a song Prem Anand Sir...
Mind-blowing
Such a heart touching song...
❤❤❤❤
Lot's of love 💕💕💕💕
ହୃଦୟସ୍ପର୍ଶୀ ❤
ବହୁତ୍ ସୁନ୍ଦର ହେଇଛି