What Hurts The Most Is That He Has Not Kept Any Relation With Us: Naveen Patnaik's Cousin Brother

Поділитися
Вставка
  • Опубліковано 3 жов 2024
  • What Hurts The Most Is That He Has Not Kept Any Relation With Us: Naveen Patnaik's Cousin Brother
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #Odisha

КОМЕНТАРІ • 282

  • @chinmayadhal7082
    @chinmayadhal7082 Рік тому +151

    ବହୁତ ଦୁଃଖ ଲାଗିଲା ନବୀନ ପଟ୍ଟନାୟକ ଙ୍କ ନିଜ ଭାଇ ଙ୍କ ଅବସ୍ଥା ଏମିତି

    • @anjananayak747
      @anjananayak747 Рік тому

      କଣ ଦୁଃଖ? ଏତେ ବଡ଼ ଘରେ ରହୁଛି, କାମବାଲୀ ରୋଷେୟା ରଖିଛି, ବୁଢ଼ା ପରିବା ପାଇଁ ମାର୍କେଟ ଯାଉଛି ବୋଲି ତାକୁ କଷ୍ଟ ଲାଗୁଚି

    • @_hiunh_
      @_hiunh_ Рік тому +2

      Nabin ta bapa katha bujhilai bha katha pachariba kouthi?

    • @anjananayak747
      @anjananayak747 Рік тому

      @@_hiunh_ ଟା ବାପା ର ତ କିଛି ଅସୁବିଧା ହେଇନି
      ଓଡିଶା ର ଭାଗ୍ୟ ଭଲ ଥିଲା ବୋଲି ନବୀନ ବାବୁ ଆସିଲା

    • @priyabratamohanty5657
      @priyabratamohanty5657 Рік тому

      Nijo bhai nai eha

  • @manoranjansingh5209
    @manoranjansingh5209 Рік тому +162

    🙏🙏🙏🙏🙏sir.... ବିଜେଡି ସୁପ୍ରିମୋ କୁହନ୍ତି ସାଢେ 4କୋଟି ଓଡିଶା ବାସୀ ମୋ ପରିବାର କିନ୍ତୁ ନିଜ ପରିବାର କୁ କେମିତି ଭୁଲିଗଲେ 👏👏👏👏👏👏

    • @satyapradhan7708
      @satyapradhan7708 Рік тому +1

      Kahibaku kan paisa paduchu
      Eimiti kahiki lokanku mariba katha.
      Se para bidesu ru aihi kama sikhiki asichanti. Loka nku mariba katha.

    • @manoranjansingh5209
      @manoranjansingh5209 Рік тому

      @@satyapradhan7708 oooook ri8 brrrrrro

    • @mamakuli9175
      @mamakuli9175 Рік тому

      Nobin obibahita ki gurantee ochhi se jone hinjda au pandian taro ratiro sathhi pandian Jo bolega wo hoga. Ha ha ha ha ha ha ha ha ha

    • @shibameher6573
      @shibameher6573 Рік тому

      Good👍👍👍

    • @StaraViews-dh5ns
      @StaraViews-dh5ns Рік тому

      Jemiti Modi semiti... Je nija family ra nuha se puni mahan...

  • @TravellerBijay
    @TravellerBijay Рік тому +41

    ନବୀନ ଙ୍କ ସାଡ଼େଚାରି କୋଟି ଓଡ଼ିଆ ଙ୍କ ତାଲିକା ମଧ୍ୟରେ ସାନଭାଇ ନାହାନ୍ତି କି

  • @rajkumarmohanty9330
    @rajkumarmohanty9330 Рік тому +49

    ଯିଏ ନିଜ ଜନ୍ମ କଲା ବାପ ର ହେଇ ନାହାନ୍ତି, ସେ ବଡ ବାପା ପୁଅ ଭାଇର ହେବେ।

  • @biplabchoudhuri4717
    @biplabchoudhuri4717 Рік тому +37

    ଦୁଃଖର କଥା।ବିଜୁ ପରିବାରର ଏ କି ଅବସ୍ଥା ?
    ଯିଏ ନିଜ ଭାଇର ନୁହେଁ ତା ଠାରୁ ଆଉ କଣ ଆଶା କରାଯାଇପାରେ।ଛି.. ଛି.. ଛି...
    ବାସ୍ତବରେ ଇଏ ହେଉଛି "ନବୀନ ଓଡ଼ିଶା"

  • @sakrim1234
    @sakrim1234 Рік тому +28

    ଅତ୍ୟନ୍ତ ଦୁଃଖ ଦାୟକ, ନବୀନ ପଟ୍ଟନାୟକ ଦୃଷ୍ଟି ଦେବା ଆବଶ୍ୟକ।

    • @movie4630
      @movie4630 Рік тому +1

      Abe dusty dele kn heba agaru kuade jaithile navin chora

  • @pramodadora2245
    @pramodadora2245 Рік тому +25

    ଯିଏ ନିଜ ଭାଇଙ୍କ ର ଦୁଃଖ ବୁଝିପାରିନାହାନ୍ତି ତ ଓଡ଼ିଶା ବାସୀଙ୍କ କଥା କ'ଣ ବୁଝିବେ

  • @balakrushnarath4854
    @balakrushnarath4854 Рік тому +40

    🙏🙏🙏🙏🙏🙏 sir କୋଟି ପ୍ରଣାମ ଆପଣ ଙ୍କୁ.... ଭଗବାନ ଅଛନ୍ତି ବାକି ଜୀବନ ଭଲରେ କଟିଯାଉ

    • @susantarana587
      @susantarana587 Рік тому +1

      🕉🙏❤Bhagabaanji❤🕉🙏 kuha respect diya

  • @srikant999
    @srikant999 Рік тому +18

    ପ୍ରଥମ ଭୁଲ୍ ବିବାହ କଲ ନାହିଁ। ଦୂତୀୟ ଭୁଲ ସରକାରୀ ଚାକିରୀ କଲ ନାହିଁ। ତୃତୀୟ ଭୁଲ ତୁମ ଭାଇ ଙ୍କ ସହିତ ସମ୍ପର୍କ ରଖିଲ ନାହିଁ। ଏବେ ଭଇ ଙ୍କୁ ଦୋଷ ଦେଲେ କଣ ହେବ।

  • @surendrabehera7609
    @surendrabehera7609 Рік тому +47

    ଛି କଣ କହିବି ନିଜକୁ ଦୁଃଖ ଲାଗୁଛି ଆମ ମୁଖିଆ ଏମିତି ଏ ଭାଇ ଙ୍କ ପ୍ରଶ୍ନ ଉତ୍ତର ନବିନ ବାବୁ ନିଜେ ଦିଅ ନ୍ତି

    • @jenabiswa
      @jenabiswa Рік тому

      ସାର୍ ତୁମେ ଭୋଟ କାହାକୁ ଦେଇଛ । ସତ କୁହ

  • @udayapanigrahi4413
    @udayapanigrahi4413 Рік тому +71

    ଯିଏ ଭାଇର ନୁହେଁ ସେ ଓଡ଼ିଶାକୁ ପରିବାର ବୋଲି କହୁଛି।ଧିକ୍

  • @surendranath4516
    @surendranath4516 Рік тому +7

    ମିଡିଆ ବାଲା ଙ୍କୁ ଅନୁରୋଧ ନବୀନ ପଟ୍ଟନାୟକ ଙ୍କୁ ଏବିଷୟରେ ପଚାରନ୍ତୁ, ମୁଁ ଭାବୁଛି ଏ ମିଡିଆ ବାଲାଙ୍କ ର ବି ସାହସ ନାହିଁ ନବୀନ ବାବୁଙ୍କ ସହ କଥା ହେବା ପାଇଁ

  • @fakirmohansahoo2079
    @fakirmohansahoo2079 Рік тому +39

    ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @fu7h676
    @fu7h676 Рік тому +23

    ଯିଏ ଭାଈ ର ହୋଇପାରୁନି, ସେ କଣ ଓଡ଼ିଶା ସମ୍ଭାଳିବ ?

    • @prashantasethi9922
      @prashantasethi9922 Рік тому

      22barsha hela samhaluchi aou puni kn

    • @straj6435
      @straj6435 Рік тому

      Sambhali Bo se nija Bhai ku help karunothibe

  • @kalyanpanda5885
    @kalyanpanda5885 Рік тому +8

    ଗାଦି ଆଗରେ କୋଉ ସମ୍ପର୍କ କୋଉ ଭାଇ

  • @bhagabanpradhan7500
    @bhagabanpradhan7500 Рік тому +7

    ସୁର ଭାଇ ଆପଣ ଏ ପରିସ୍ଥିତି ରେ କିଛି କରନ୍ତୁ

  • @yudhisthirkundu4180
    @yudhisthirkundu4180 Рік тому +5

    ନବୀନ ପଟ୍ଟନାୟକ ଆପଣଙ୍କୁ ଚିହ୍ନିଛନ୍ତି ନାଁ ନାହିଁ ।

  • @parsurambhoi8518
    @parsurambhoi8518 Рік тому +16

    ଜୟ ଜଗନ୍ନାଥ ସାହା 🙏🙏🙏

  • @patitakumarchoudhury9855
    @patitakumarchoudhury9855 Рік тому +22

    ମୁକିମ ଭାଇ ଯାହା ତୁମ ହାତରେ ହୋଇ ପାରିବ ସାହାଯ୍ୟ କର 🙏🙏ବିରଳ ବିବେକ ହୀନ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀ, ନବୀନ ପଟ୍ଟନାୟକ.

    • @ka-52alligator48
      @ka-52alligator48 Рік тому +9

      Aaditya yogi sanyas neichanti sethi pai family chadichati , yogi bholi mohan loko nku Naveen sohito tulona korontu nahi🙏🙏🙏🙏

    • @novalin8129
      @novalin8129 Рік тому

      Aditya yogi nabin 😂😂😂jhia saha game Karuchi...pandian saha.....

    • @abhilasdas2838
      @abhilasdas2838 Рік тому

      ​@@ka-52alligator48dhongi chora ta

    • @ka-52alligator48
      @ka-52alligator48 Рік тому

      @@abhilasdas2838 jal raha hai apka 😂😂😂 Yogi se

  • @bhagabanpradhan7500
    @bhagabanpradhan7500 Рік тому +9

    ପାଣ୍ତିଆନ ସାର୍ ଶୀଘ୍ର ପଦକ୍ଷେପ ନିଅନ୍ତୁ

  • @laxmi5634
    @laxmi5634 Рік тому +6

    ନବୀନ ବାବୁ କେମିତି ତୁମେ ଏମିତି ଅଭେହେଳା କରିପାରିଲ।

  • @sikshaovakti4688
    @sikshaovakti4688 Рік тому +3

    ନବୀନଙ୍କ ପରିବାର ଓ ଓଡ଼ିଆ ଭାଷା ନବୀନଙ୍କ ପାଇଁ ଏକା । ଉଭୟ ପାଇଁ ତିଲେ ମାତ୍ର ଅନ୍ତର ନାହିଁ😢😢😢

  • @swainj8202
    @swainj8202 Рік тому +11

    ନବିନ୍ ବାବୁଙ୍କ ଭାଇ ଏ ନୁହନ୍ତି . ତାଙ୍କ ଭାଇ ହେଉଛନ୍ତି ପାଣ୍ଡିଆନ୍

  • @SushantSushant-v2k
    @SushantSushant-v2k Рік тому +12

    ବହୁତ ଦୁଃଖ କଥା ନବିନ ବାବୁ କଣ
    ଜାଣି ପାରୁ ନାହିଁନ୍ତି ଏ କେତେ ଦୁଃଖ ରେ ଅଛନ୍ତି

  • @Reenabehera0
    @Reenabehera0 Рік тому +13

    Jay jagannath Jay jagannath Jay jagannath 🙏🙏🙏🙏🙏🙏

  • @barshadash2230
    @barshadash2230 Рік тому +1

    ଧନ୍ୟବାଦ ନବୀନ

  • @sarojrout9173
    @sarojrout9173 Рік тому +8

    ନବୀନ ହଟାଅ ଓଡ଼ିଶା ବଂଚାଅ ଓଡ଼ିଶା ବାସି

  • @manashnayak2794
    @manashnayak2794 Рік тому +4

    ଭାଇ ହେଲା ଭଗାରୀ

  • @maheswarparida8745
    @maheswarparida8745 Рік тому +7

    Jay jagannath swami nayana path grami bhava tume🙌👏 🙏🙏🙏🙏🙏🥥💐

  • @anjananayak747
    @anjananayak747 Рік тому +1

    ତମ ମାନଙ୍କର କୌଣସି ପାରିବାରିକ ସମସ୍ୟା ହେଇ ଥିବ!ତେଣୁ ତମ ମାନଙ୍କ ଭିତରେ ସମ୍ପର୍କ ନାହିଁ!

  • @srisaidesignvastu9209
    @srisaidesignvastu9209 Рік тому +4

    ଆପଣ ଗଲେ ଦଖିଣି ସ୍ବାନ ଆପଣକୁ ଛାଡ଼ିବେ ନାହିଁ

  • @Dremy_Date
    @Dremy_Date Рік тому +6

    ଆପଣ ଯାଇକି ନିଜ ହକ ନବା କଥା...

  • @Santalinewupdat
    @Santalinewupdat Рік тому +8

    ଧିକ ନବୀନ ବାବୁ,
    😢😢😢

  • @balajinaik9195
    @balajinaik9195 Рік тому +4

    ଦେଖ ଦେଖରେ ପିଳେ ଆମେ ଏଜ ଜାନଳୁ ସାର 🙏

  • @maheswarkumar4907
    @maheswarkumar4907 Рік тому +2

    Thanku Brathear❤❤❤❤❤

  • @sankarbeherdalai5943
    @sankarbeherdalai5943 Рік тому +1

    ନବୀନ ପଟ୍ଟନାୟକ ବେଶୀ English ଚୋବାଉଛନ୍ତି,

  • @amrjitbiswal7243
    @amrjitbiswal7243 Рік тому +8

    ଭାଇ ଜାର କେହିନୁଅ......

  • @pramilabarik3626
    @pramilabarik3626 Рік тому +3

    Jagannath bless you💐🙏💐🙏💐🙏💐🙏💐

  • @anjananayak747
    @anjananayak747 Рік тому +1

    ବଡ଼ ଘରେ ରହୁଛ ଆଉ ରୋଷଇ କରିବାକୁ ଲୋକ ଅଛନ୍ତି, କାମବାଲୀ ଵି ଥିବେ
    ତମେ କଣ ଖରାପ ରେ ଅଛ ହୋ ?ପରିବା ଦିଟା ଆଣୁଛ ମାର୍କେଟ ରୁ ବୋଲି ଦୁଃଖ ରେ ଅଛ ବୋଲି କହୁଛ !
    ଓଡିଶା ରେ 80ବର୍ଷ ଲୋକ ଵି ଖଟିକି ଖାଉଛନ୍ତି

  • @tukuuswain8096
    @tukuuswain8096 Рік тому +5

    ଦୁଃଖର କଥା 🙏

  • @christinoritik9298
    @christinoritik9298 Рік тому +12

    Nabin babu kindly help to your brother

  • @mybetarkendra
    @mybetarkendra Рік тому +1

    ଲୋକଙ୍କୁ ଭ୍ରମିତ କରିବାର ଏକ ନୂଆ ଶୈଳୀ

  • @srisaidesignvastu9209
    @srisaidesignvastu9209 Рік тому +1

    ନବୀନ ହାତ ହଲଉଛି ନିଜ ଘର କଥା ବୁଝି ପାରୁନି !

  • @j.rbagartti8477
    @j.rbagartti8477 Рік тому +1

    ନବୀନ ବାବୁ ଖାଲି ପାଣ୍ଡିଆ କୁ ଚିନିଛି।

  • @alokaloktripathy2472
    @alokaloktripathy2472 Рік тому +1

    ହେ ଭଗବାନ 😭😭😭😭

  • @papunpradhan1432
    @papunpradhan1432 Рік тому

    ନିଜ ଭାଇ ନିଜ ପରିବାର ଲୋକଙ୍କୁ ସେ ଭୋକରେ ମାରୁଚି ଓଡ଼ିଶା ବାସୀଙ୍କୁ କଣ ଭଲ ରେ ରଖିବ ଏ ନବୀନ ତୁ ସଲା ମାରିଯାଉନୁ କାନପାଇ

  • @udaynathray4251
    @udaynathray4251 Рік тому +1

    Sir ନବୀନ ବାବୁଙ୍କ ବଡ଼ ଭଲ ଙ୍କ ବିଷୟରେ କିଛି କହିଲେ ନି ତ

  • @satyadurga1267
    @satyadurga1267 Рік тому +3

    Jayjagannath saha 🙏🙏🙏

  • @Truth4al
    @Truth4al Рік тому +5

    ଯେତେ ଭାଇ ସେତେ ଘର. ନିଜ ମା ପେଟର ଭାଇ ଭଗାରୀ ହେଇଯାଉଛି ଏଠି. ତୁମେ ତ ସମ୍ପର୍କୀୟ ଭାଇ. ଭାଇ ହେଲା ଭଗାରୀ film ଦେଖ. ସବୁ ମନର କୋହ ଦୂର ହେଇଯିବ. ଭାଇ ପାଖରେ power ଓ property ବଢିଗଲା ବୋଲି ସେଥିରେ ସବୁ ସମ୍ପର୍କୀୟ ଲୋଭ ରଖିବେ, ଏକଥା ଠିକ ଲାଗୁନି. ନିଜ power ଓ ଧନ ନିଜକୁ କମେଇବାକୁ ପଡେ. ଅନ୍ୟ କାହାକୁ ବି ଭରସା କରନି ଏ ସ୍ୱାର୍ଥପର ଦୁନିଆରେ.

    • @Asishi3379
      @Asishi3379 Рік тому

      ନବୀନ ପଟ୍ଟନାୟକଙ୍କ ଭାଈ ଙ୍କୁ ଏମିତି ଫିଲିମ୍ ଦେଖିବା ଉପଦେଶ ଦେବା ଠିକ୍ ହେଇନି ଆପଣଙ୍କର, କାହିଁକି ନା ସେ ବି ବୟସ୍କ ଆଉ ଅଭି ବାହୀତ୍ , ବରଂ ଆପଣ ନବୀନ ପଟ୍ଟନାୟକଙ୍କୁ ଉପଦେଶ ଦିଅନ୍ତୃ ରାମାୟଣ ର ଚିତ୍ରକୁଟ ପ୍ରସଙ୍ଗ ପ୍ରଭୁ ଶ୍ରୀରାମ ଆଉ ସନ୍ଥ ଭରତ ମିଳନ ର ଅପୂର୍ବ ଦୃଶ୍ୟ ଦେଖିବା ପାଇଁ🙏

    • @Truth4al
      @Truth4al Рік тому

      @@Asishi3379 ରାବଣ ରାଜ୍ୟରେ ରାମ ରାଜ୍ୟର ସ୍ବପ୍ନ ଦେଖୁ ଥା. ଦେଶର, ରାଜ୍ୟର ଅବସ୍ଥା, ପରିସ୍ଥିତି ଦେଖ, ବୁଝିଯିବ, ଏଠି ଆଉ ସତ୍ୟ, ଧର୍ମ, ନ୍ୟାୟ ର ଦିନକୁ ଦିନ ବିନାଶ ଘଟୁଛି, ଅଧର୍ମୀ, ଚୋର, ଦଲାଲ, ଅପରାଧୀ, କଳୁଷିତ ରାଜନୀତି ଘରେ ଘରେ ପଶିଗଲେଣି. ସ୍ୱାର୍ଥ ରୁ ଉର୍ଦ୍ଧକୁ ଉଠିବାକୁ ଲୋକଙ୍କୁ ଅନୁରୋଧ କରିବା ବ୍ୟତୀତ ଆଉ କିଛି ବାଟ ନାହିଁ. କଳୁଷିତ, ଅପରାଧୀ ରାଜନୀତି, ସ୍ୱାର୍ଥବାଦୀ ଦେଶ ସେବାରେ ବିଶ୍ୱାସ ନ କରି, ଲୋକଙ୍କୁ ରାଜନୀତିର ଅସଲି ସତ ରୂପ ଦେଖାଇବା, ସମସ୍ତେ ନିସ୍ଵାର୍ଥ ହେବାକୁ ଚେଷ୍ଟା କରିବା.

  • @Lalit-e5i
    @Lalit-e5i Рік тому

    ସ୍ବାଭିମାନ ବ୍ୟକ୍ତି କର୍ମ ରେ ବିଶ୍ବାସ କରନ୍ତି
    ବହୁତ ଦୁଖଃ ଲାଗେ ଏହା ଶୁଣି

  • @Kajal-jz4yb
    @Kajal-jz4yb Рік тому +4

    Jou laka nija paribar ra hei parini se puni odisha bhasi nku nija pari bar boli kemiti manuchi 😢

  • @manojkumarpatrakumarpatra
    @manojkumarpatrakumarpatra Рік тому +1

    ମୁଁ ଗୋଟାଏ କଥା କହୁଛି ଏଟି ସବୁ ପାଣ୍ଡିଆନ୍ ର ଖେଳ ନବୀନ ପଟ୍ଟନାୟକ କିଛି ନାହିଁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🅾️❗🅾️🙏

  • @jenabiswa
    @jenabiswa Рік тому

    ଆପଣକଂ ପୁଅ ଝିଅ ସ୍ତ୍ରୀ କାହାନ୍ତି ❤

  • @sudhansukumarbehera-xu9sc
    @sudhansukumarbehera-xu9sc Рік тому

    ଯାହା ହେଉ ଗେଣ୍ଡା ଚିହ୍ନ ଜିନ୍ଦାବାଦ୍

  • @ghackundayeod9938
    @ghackundayeod9938 Рік тому +1

    odisha CM babu bhai ku help karantu..(..1 bloods relation brother..)...

  • @sunatidassunati6405
    @sunatidassunati6405 Рік тому +9

    Aaji kali Jia dhani hela se kebe poor vai,Bandhu nku help kariba ta durar katha seman nkar parichay debaku tanku ghruna lage.

  • @dk.kishor906
    @dk.kishor906 Рік тому +1

    Jai jagannath ❤❤

  • @rajibakumarnayak2896
    @rajibakumarnayak2896 Рік тому +2

    ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଓଡିଶା ର news chhannel ଦେଖୁ ନାଁହାନ୍ତି କି? ଆନନ୍ଦ ଭବନ ର ମାଟି ଓ ନିଜ ରକ୍ତ ଗତ ସମ୍ପର୍କ ଗତ ପୁତୁରା ଓ ଝିଆରୀ କୁ ଯିଏ ଏ ପରି ଦୁଃଖଦ ସମୟ ରେ ନ ପଚାରି ଲେ ଓ ସେମାନଙ୍କ ଦୁଃଖ ଦୁର୍ଦଶା ରେ ସହଭାଗୀ ନ ହେଲେ, ସେ ମୁଖ୍ୟମନ୍ତ୍ରୀ ବା ଯେତେ ବଡ଼ ପଦବୀ ରେ ଥିଲେ କି ଲାଭ? ଆମ ରାଜ୍ୟ ର ସାଢେ ଚାରି କୋଟି ଓଡିଶା ବାସୀ ଏ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବି ଆସନ୍ତା ନିର୍ବାଚନ ରେ ଉଚିତ ଜବାବ ଦେବା ଜରୁରୀ l ( ଓଡିଶା ର ସାଢେ ଚାରି କୋଟି ଭାଇ ଭଉଣୀ )

  • @pokalenu4722
    @pokalenu4722 Рік тому +1

    Jai jagannath

  • @sarojsahu9275
    @sarojsahu9275 Рік тому +1

    Jay Jagannath 🙏🇮🇳🚩

  • @PadiptaPattnik
    @PadiptaPattnik Рік тому

    Perfect kathha kahichanti. Thanks mausa

  • @thebeststudycenter7403
    @thebeststudycenter7403 Рік тому +1

    Really i fill sad 😭😭😭😭😭

  • @tularampujari8425
    @tularampujari8425 Рік тому

    Jay jagannath

  • @sidheswarkandi3783
    @sidheswarkandi3783 Рік тому +2

    Sir, ଆପଣ ଯାହା କହୁଛନ୍ତି ତାହା ଠିକ.... କିନ୍ତୁ ଆପଣ ଯାହା କହୁଛନ୍ତି ସେ ମୁଖ୍ୟମନ୍ତ୍ରୀ ହେଲେ ବୋଲି ଆପଣଙ୍କୁ ଅନୁକମ୍ପା ଦେଖାଇବା ବାଧ୍ୟତା. ନା.... ଆପଣ ଟିକେ ଆଗକୁ ଭାବନ୍ତୁ.....

  • @soubhagyabagarti2417
    @soubhagyabagarti2417 Рік тому

    God bless you

  • @parsurambhatra5251
    @parsurambhatra5251 Рік тому

    Jagannath shaha. Bharasa sir

  • @satyabratapradhan1651
    @satyabratapradhan1651 Рік тому +6

    Dilip Sir ebe bite deba ku daribe......sabu media bala soi thile agaru....Nandi Ghosa ku ggadh nida

  • @rutuparnarath1371
    @rutuparnarath1371 Рік тому +1

    Eita sure opposition ra sadajantra. Ama Chief Minister Shree Naveen Patnaik is a great person. Getting help is different and expecting to lead a life like CM is absolutely wrong. This person is trying to create a bad impression about CM. Anyways, we the people of Odisha love him a lot. It is his Father's legacy which he has maintained and brought to this level. This person's family has nothing to do with this. So many cousin's like him will try to take the advantage of the relation with CM. There is nothing to feel bad about this. Try to understand my dear people instead of questioning about CM's duty. He is an educated, merciful, dutiful and responsible CM. So, please don't try to create any nuisance about him. Naveen Patnaik Jinda Baad.

  • @jaydevadha7816
    @jaydevadha7816 Рік тому +1

    God bless you

  • @RjManoj530
    @RjManoj530 Рік тому

    ଓଡ଼ିଶାରେ BJD ଶାସନ ଆଉ ଚଳିବନି

  • @sarojsahu9275
    @sarojsahu9275 Рік тому +1

    Jay Jagannath ...God help you

  • @Reverbmusic2686
    @Reverbmusic2686 3 місяці тому

    ଏହି ଲୁହ ପଡ଼ିଲା ଏବେ ହାରିଲେ 🙏

  • @rajeshkumar34112
    @rajeshkumar34112 Рік тому

    Jay jagannath 🙏🤝🙏🤝 God bless you Jay jagannath 🙏👍👏✍️👌 Like you 🎉🎉🎉🎉❤❤

  • @tophankharsel3089
    @tophankharsel3089 Рік тому

    ଛି ଛି ନବୀନ

  • @rohitchhatria5041
    @rohitchhatria5041 Рік тому

    ଛି ଛି ନବୀନ ପଟ୍ଟନାୟକ ତୁମକୁ ଲାଜ ଲାଗିବା କଥା

  • @PrasantaSabar-fq2rq
    @PrasantaSabar-fq2rq Рік тому

    Yeshu masiha tume ଜାଣିଛ

  • @anjananayak747
    @anjananayak747 Рік тому +4

    ଯଦି କର୍ମ ରେ ବିଶ୍ୱାସ ରଖନ୍ତି, ତେବେ ତମେ ତମ କର୍ମ ର ଫଳ ପାଉଚ ଆଉ ନବୀନ ବାବୁ ତାଙ୍କ କର୍ମ ଫଳ ଭୋଗୁଛନ୍ତି

  • @RanjuBhoi-w6l
    @RanjuBhoi-w6l Рік тому

    Dhanya naming selpis jibana

  • @arunamohanty2986
    @arunamohanty2986 Рік тому +1

    Jurge pattanayk is a good docter dentits mun tanka pakhare treatment heichhi

  • @biswa1981ranjan
    @biswa1981ranjan Рік тому +3

    If Naveen Babu not visited him, How many times this man has visited him ..please ask... without asking to his own brother highlighting in media does not make any sense...

  • @jenabiswa
    @jenabiswa Рік тому

    ସାର୍ ଆପଣଙ୍କ ଯୁବ ଅବସ୍ଥା ରେ ଆପଣ କଣ କରୁଥିଲେ କି ଏତେ ଅଭାବ ରହି ଗଲା। ଆପଣ ଜାଣି ରଖିବା କଥା ସେ ବାହା ହେଲେନି ପ୍ରେମ କରିବ ପାଇଁ time ହେବନି ବୋଲି । ଆଉ ଆଜି ଏ ମିଡ଼ିଆ ଆଗରେ କଉଠୁ ବାହାରି ଆସିଲେ । ଆଗରୁ କୌ ରାଲୀ ରେ ଦେଖିନୁ କାଉଠି ଜୟ ଗାନ କରିବାରେ ବି ଦେଖିନୁ ଆଜି ଫାଟିଲା ବୋଲି ଗପୁଛ ଛି ଛି ତୁମେ ଭାଇ😂😂😂

  • @bharatasahu1628
    @bharatasahu1628 Рік тому

    Very said news

  • @nslife4311
    @nslife4311 Рік тому +5

    Naben bekar government

  • @fu7h676
    @fu7h676 Рік тому +1

    Nandighosh TV kuade ??

  • @pabirana289
    @pabirana289 Рік тому

    ବଂଝ କି ଜାଣିବ ପ୍ରସବ ବେଦନା ଚାରି କୋଟି ଟ ପାରିବାର ନୁହେଁ ୧୪୭ ଟ ପାରିବାର

  • @renubalamohapatra7437
    @renubalamohapatra7437 Рік тому +1

    ଏ ନବିନ୍ ଙ୍କ ଭାଇ ଓ ଭଉଣୀ ଆଗରୁ କୁଆଡେ ଥିଲେ ଏବେ ତାଙ୍କ ବିରୋଧରେ କହିଛନ୍ତି।

  • @ullashmaharana6320
    @ullashmaharana6320 Рік тому

    Right

  • @rajibnayak6293
    @rajibnayak6293 Рік тому

    Truth

  • @gadadharaswain4487
    @gadadharaswain4487 Рік тому

    Salute

  • @jenabiswa
    @jenabiswa Рік тому

    ସବୁ ସାନ ଭାଇ ବଡ଼ ଭାଇ କୁ ମାରିବା ଲାଗିଛନ୍ତି😅😅😅

  • @anjananayak747
    @anjananayak747 Рік тому

    ତମ ପୁଅ ଝିଅ କେହି ନାହାନ୍ତି କି

  • @utkarshhembram5343
    @utkarshhembram5343 Рік тому +3

    ସବୁ ନିଜ ନିଜର କର୍ମ ଫଳ, ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ ।

  • @subashmishra5616
    @subashmishra5616 Рік тому +1

    ଭାଇର ନୁହେଁ ତ ସେ କାହାର ନୁହେଁ । ଭାଷା ସମ୍ପର୍କ ମାଟି ସମ୍ପର୍କ ଲୋକ ସମ୍ପର୍କ କିଛି ନ ଥାଇ ବି ଓଡ଼ିଶାର ଭାଗ୍ୟ ବିଧାତା। ଜୟ ଜଗନ୍ନାଥ

  • @kalyanpanda5885
    @kalyanpanda5885 Рік тому

    ଏଇନେ ମାଉସୀ ପୁଅ ଆଗ

  • @movieworld5829
    @movieworld5829 Рік тому +4

    Biju Patnaik Naa re cm hela e sala nabin patanayak Biju Babu kanar pua kasta dau chi

  • @shibameher6573
    @shibameher6573 Рік тому

    Good news reporter

  • @harekrushnabehera3138
    @harekrushnabehera3138 Рік тому

    ସେ ଓଡ଼ିଆ ବୁଝନ୍ତି ନାହିଁ ।

  • @sachhidanandamallick6433
    @sachhidanandamallick6433 Рік тому

    ଆପଣ ମାନେ ଖୁସି ତ

  • @duhkhishyamnayak9496
    @duhkhishyamnayak9496 Рік тому

    Agia.jay.jagannath.ji..mate.tek.seba.kariba.ku.dya

  • @mr.charan5064
    @mr.charan5064 Рік тому

    ଭଲପଡ଼ିଗଲେ କିଏ କାହାକୁ ପଚାରେ