🔵 Neglected Brother Of CM Naveen Patnaik | "No Contributions To Own Family"

Поділитися
Вставка
  • Опубліковано 1 жов 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #Odisha #naveenpatnaik

КОМЕНТАРІ • 426

  • @deardevesh0416
    @deardevesh0416 Рік тому +115

    ଛିଃ ଛିଃ ନବୀନ ବାବୁ ଆଜି ଠାରୁ ମୁଁ ଆପଣଙ୍କୁ ଭୋଟ୍ ଦେବିନି ହୁଏତ ମୋ ଭୋଟ୍ ର ମହତ୍ତ୍ଵ କିଛି ନାହିଁ

    • @Asishi3379
      @Asishi3379 Рік тому +2

      😊😅😮😢🎉😂❤

    • @anjananayak747
      @anjananayak747 Рік тому +3

      ଏତେ ସୁବିଧା ପାଇଲା ପରେ ନିନ୍ଦୁଛ?

    • @santoshkumarsatapathy1385
      @santoshkumarsatapathy1385 Рік тому

      Kutu kutu😂😂😂😂

    • @MMMurmu-og6eo
      @MMMurmu-og6eo Рік тому +2

      Navin sir thu aduniaya re bholo chief minister nahanti. Se amo Odisha re bohut kichhi subidha korichhonti. Apono tanku ninda koruchhonti. Hnn dukhoto amo ku b laguchhi se tanko bhai pain kichhib korile nahin

    • @MMMurmu-og6eo
      @MMMurmu-og6eo Рік тому +1

      Navin is great of Odisha❤❤❤❤❤❤❤❤

  • @bharatasahu1628
    @bharatasahu1628 Рік тому +145

    ଅତ୍ୟନ୍ତ ଲଜ୍ୟାଜନକ
    କ୍ଷମତା ପାଇବା ପରେ ଭାଇକୁ ଭୁଲିଯିବା ଅତ୍ୟନ୍ତ ଦୁଃଖ ଦାୟକ
    ଆଜ୍ଞା ଙ୍କ କଥା ଭାଷା ରୁ ଜଣା ପଡୁଛି ସେ କେତେ ଦୁଃଖୀ ଏବଂ ମର୍ମାହତ ଅଛନ୍ତି

    • @jyotiranjanpatra1989
      @jyotiranjanpatra1989 Рік тому +1

      Bada bapa nka pua 😅😅

    • @dhaneswarpatra1921
      @dhaneswarpatra1921 Рік тому +8

      ଆରେ ଯିଏ ନିଜ ପରିବାର ର‌ ସଦସ୍ୟ ଙ୍କ କଥା ବୁଝି ପାରୁନି ସିଏ ସାଢ଼େ ଚାରି କୋଟି ଓଡ଼ିଆଙ୍କ କଥା ବୁଝିବ କେମିତି। ଛିଃ........ତମ ମୁଖ୍ୟମନ୍ତ୍ରୀ ପଣିଆ।

    • @yubarajsingh6743
      @yubarajsingh6743 Рік тому +6

      ​@@jyotiranjanpatra1989 Bada bapa nka pua kn bhai nhua ki ???

    • @satyajitswain6994
      @satyajitswain6994 Рік тому +1

      @@dhaneswarpatra1921 thik modi maikina ku chhadi India katha kemiti bujhuchi modi ta ede gandimara

    • @satyajitswain6994
      @satyajitswain6994 Рік тому +1

      @@yubarajsingh6743 nabin ete swath nuhe nija katha bujhiba se odisha katha bujhuchhi aji nabin prove karidela se hni sachot neta

  • @disumsuder6947
    @disumsuder6947 Рік тому +55

    ବିଦେଶ ରେ ପାଠ ପଡିଛନ୍ତି, ବିଦେଶୀ ସଂସ୍କୃତି, ପରମ୍ପରା,ଜାଣିଛନ୍ତି, କେମିତି ଓଡିଶାର ପରମ୍ପରା ଜାଣିବେ, ସମ୍ପର୍କ କଣ, ଭାଇ କିଏ ?

    • @anjananayak747
      @anjananayak747 Рік тому +3

      ଏଇ ଲୋକଟି ନବୀନ ଙ୍କର ଭାଇ ନୁହେଁ ଭଗାରୀ

    • @Lofi_Girl05
      @Lofi_Girl05 3 місяці тому

      Murkha loko kn janiba bhai 😂😂​@@anjananayak747

  • @odiaJatrakhalanayak
    @odiaJatrakhalanayak Рік тому +28

    ଅତି ସୁନ୍ଦର କଥା କହିଲେ sir 🙏🙏🙏🙏ନବୀନ ବାବୁଙ୍କୁ ମୋର ଅନୁରୋଧ ନିଜ ଭାଇ ନିଜ ପରିବାର କଥା ପ୍ରଥମେ ବୁଝନ୍ତୁ 🙏🙏🙏

  • @pradoshkumar7833
    @pradoshkumar7833 Рік тому +81

    ନବୀନ ବାବୁ ଏ ବୟସରେ ତ ନିଜ ଭାଇ ସହିତ ମିଶିକି ରୁହନ୍ତୁ. ବହୁତ ବଡ଼ ଦୁଃଖ ର ବିଷୟ.ନିଜ ସାନ ଭାଇ ଙ୍କୁ କଣ ପାଇଁ ପଚାରୁନାହାନ୍ତି

  • @brahmanandapradhan4859
    @brahmanandapradhan4859 Рік тому +44

    ଘୋର ପାପୀ ନବୀନ ପଟ୍ଟନାୟକ ଓଡ଼ିଶା ର ।
    ଓଡିଶା ର ଚାରି କୋଟି ଲୋକ ନବୀନ ପଟ୍ଟନାୟକଙ୍କ ପରିବାର। ନବୀନ ପଟ୍ଟନାୟକ ତାଙ୍କ ଟଙ୍କା ପଇସା ନ ଦେଲେ ନାହିଁ ଆମ tax ଟଙ୍କା ଦିଆ ଯାଉ।

    • @anjananayak747
      @anjananayak747 Рік тому

      ଚାନ୍ଦା କରିକି ଦିଅ

  • @DeepakKumar-fc5xk
    @DeepakKumar-fc5xk Рік тому +43

    ଭୂଲ୍ କହିଲେ ସାମ୍ବାଦିକ ଭାଇ ନବୀନ ଙ୍କ ପ୍ରତି ତାଙ୍କ ଭାଇ ଆଦୌ ଖୁସି ନାହାଁନ୍ତି କାରଣ ଯିଏ ନିଜ ଭାଇ ଏବଂ ପରିବାର କୁ ଅଣଦେଖା କରେ କିଏ କାହିଁକି ବା ଖୁସି ହବ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ କୁ ନେଇ

    • @anjananayak747
      @anjananayak747 Рік тому +2

      ପାରିବାରିକ ବିବାଦ ଥିବ

    • @Learn_with_Rajat917
      @Learn_with_Rajat917 Рік тому +1

      ଠିକ୍ କଥା କହିଛନ୍ତି ଆପଣ

  • @pradhankrushna7455
    @pradhankrushna7455 Рік тому +21

    ଭାଇ ଯେମିତି ଅଛନ୍ତି ଓଡିଶାର ସମସ୍ତ contractual ଓ ପ୍ରୋଜେକ୍ଟ employees ସେମିତି ଅଛନ୍ତି କେବଳ ମୁଖ୍ୟମନ୍ତ୍ରୀଙ୍କ ଆସନ ଟି କେମିତି ସୁରକ୍ଷିତ ରଖିବେ ତାହା ଚାହାଁନ୍ତି not for others

  • @fakirmohansahoo2079
    @fakirmohansahoo2079 Рік тому +50

    ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @Asishi3379
    @Asishi3379 Рік тому +23

    ନବୀନ ସାରେ plz 🙏 ଥରଟିଏ ରାମାୟଣର ଚିତ୍ରକୁଟ ପ୍ରସଙ୍ଗ ପ୍ରଭୁ ଶ୍ରୀରାମ ଆଉ ଭରତ ମିଳନର ଅପୂର୍ବ ଦୂର୍ଶ୍ୟ ଦେଖନ୍ତୁ

  • @stuluachary
    @stuluachary Рік тому +13

    ନବୀନ ପଟ୍ଟନାୟକ ନିରୁପାୟ ଅଶହାୟ ସେ କିଛି କରି ପାରିବ ନାହିଁ ଯଦି କରିବ । 5T ଲଗାଇ ପାଣ୍ଡିଆ କରିବ । ଓଡ଼ିଶାର ଆଉ ଭାରତର ନଂ-1 ମୁଖ୍ୟମନ୍ତ୍ରୀ ତାମିଲ୍ ପାଣ୍ଡିଆ । ସେ ଜାହାବି ହ‌ଉ ଅତ୍ୟନ୍ତ ହୃଦୟ ବିଦାରକ । ❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା। ଆପଣ ଅତି ଶିଘ୍ର ଭଲ ହୋଇଯିବେ 😢😢😢😢😢😢😢😢😢😢😢😢😢

  • @anjananayak747
    @anjananayak747 Рік тому +15

    ତାଙ୍କର ଫାମିଲି ଫାମିଲି ପଡ଼ୁ ନା ଥିବେ !ପିଲା ବେଳେ ବଡ଼ ବାପା ଦାଦା ପୁଅ ସାଙ୍ଗ ହେଇକି ଥାନ୍ତି କିନ୍ତୁ ବଡ଼ ହେଲା ପରେ ଜମି ବାଡ଼ି ବାବଦ ନେଇକି ଝଗଡା ଥିବ

    • @raghunathbarikbarik2527
      @raghunathbarikbarik2527 Рік тому +3

      Hmm. Tanka family problem
      Emiti ta amara bi hue. E news balanku jhadu re pita. Tanka toxic relationship dekheiki samastanku hairan karuchanti and naveen patnaik ku kharab image dauchanti. Naveen patnaik ra personal and professional life ku kan pai connect karuchanti emane. Jadi emankara personal life bhi dekhein darkar. Emankara nija bhai prati kete prema sabu janidebe

  • @jayantanayak1793
    @jayantanayak1793 Рік тому +17

    ପ୍ରକୃତ ଶ୍ୟଭିମନି ଓଡ଼ିଆ ଶେଷ ପର୍ଯ୍ୟନ୍ତ ମୁଣ୍ଡ ନୁଆଇଁ ନାହାନ୍ତି

  • @Lucky-sk3lo
    @Lucky-sk3lo Рік тому +10

    ମୁଁ ଯାହା ଅନୁଭବ କଲି ,କଳକାରଖାନା ଓ ସରକାର ଅଧିନରେ ଠିକ କର୍ମ ଚାରି ଅବସ୍ଥା ଯାହା ଭାଇ ହୋଇ ଆପଣଙ୍କ ଅବସ୍ଥା ସେୟା । ନେତାଏ ୫ ବର୍ଷରେ ପେନସନ ଏମାନିଷ ୩୩ବର୍ଷ ସେବାକାରୀ ଜୀବନ ମାଟି

  • @santosh-creation
    @santosh-creation Рік тому +6

    ବଡ଼ ଘର ବଡ଼ ଗୁମର କଥା ରେ ଭାଇ କେହି ଏ ବିଷୟ ରେ ମୁଣ୍ଡ ପୁରଓନି ମୁଣ୍ଡ ଖରାପ ହେଇଯିବ

  • @rajibakumarnayak2896
    @rajibakumarnayak2896 Рік тому +9

    ଓଡିଶା ର ବିଭିନ୍ନ ଓଡିଆ news chhannel ରେ ମୁଖ୍ୟମନ୍ତ୍ରୀ ଙ୍କ ନିଜ ର ପୁତୁରା ଓ ଝିଆରୀ ଙ୍କ ର ଦୟନୀୟ ଓ ଦୁଃଖ ସମୟ ରେ ଯଦି ନବୀନ ପଟ୍ଟନାୟକ ଙ୍କ ର ଦାୟିତ୍ୱ ବୋଧ ଓ କର୍ତ୍ତବ୍ୟ ବୋଧ ନ ରହିଲା, ତେବେ ଓଡିଶା ର ସାଢେ ଚାରି କୋଟି ଓଡ଼ିଆ କିପରି ନବୀନ ପଟ୍ଟନାୟକ ଙ୍କ ର ନିଜର ପରିବାର ହେଲେ? ଆମେ ସାଢେ ଚାରି କୋଟି ଓଡ଼ିଆ ଏହି ପ୍ରସଙ୍ଗ କୁ ଅତି ଗୁରୁତ୍ୱ ର ସହ ନେବା ଉଚିତ l ନିଜ ରକ୍ତ ଗତ ସମ୍ପର୍କ କୁ ଯେଉଁ ଲୋକ ଭୁଲି ଗଲେ, ସେ କିପରି ଓଡ଼ିଆ ଙ୍କ ର ହେବେ? ଏହି ପ୍ରଶ୍ନ ଏବେ ଆମ ର ସାଢେ ଚାରି କୋଟି ଓଡ଼ିଆ ଙ୍କ ପାଇଁ ଏକ ଅସମାହିତ ପ୍ରଶ୍ନ ବାଚୀ ? ( ଓଡିଶା ର ସମସ୍ତ ଜନସାଧାରଣ )

  • @pintusahu195
    @pintusahu195 Рік тому +6

    ତୁମ ଭାଇ ନବିନା ବାବୁ ଏବେ ମହିଳା ଗ୍ରୁପ୍ ର ଉନ୍ନତି କାର୍ଯ୍ୟ ରେ ଟିକେ busy ରହୁ ଛନ୍ତି... ଆପଣ ଟିକେ ଅପେକ୍ଷା କରନ୍ତୁ

    • @Lofi_Girl05
      @Lofi_Girl05 3 місяці тому

      Kete abhadra ra tu

    • @pintusahu195
      @pintusahu195 3 місяці тому

      @@Lofi_Girl05 sethi pain aji harigale...
      Alasuna hele mariba aau

  • @MsDeny74
    @MsDeny74 Рік тому +1

    ଆଜି ଯାଏଁ କୋଉଠି ଥଲ ଲ..... ସୌମ୍ୟ patnaik କେତେ ମାଲ ଖୁଏଇଛି.... ବିଚରା ଚୋର ମନ୍ତ୍ରୀ ହେଇପାରୁନି ବୋଲି ବାଉଳି ହଉଚି

  • @babuliamanta484
    @babuliamanta484 Рік тому +6

    ନିଜ ଘରେ ପରିସ୍ଥିତି ସମ୍ଭାଳି ପାରୁନି। ଓଡ଼ିଶା ସରକାର କିଏ ସମ୍ଭାଳି ଛି? ଜଣା ପଡିଛି।

  • @chaitanyachaitanya8103
    @chaitanyachaitanya8103 Рік тому +10

    ଜଣକ କଥାକୁ ନେଇ ନ୍ଯାୟ ବିଚାର କରାଯାଏନା ଥରେ ନବିନକୁ ପଚାର ଶିଏ କଣ କହୁଛନ୍ତି

    • @bastabkumar05
      @bastabkumar05 3 місяці тому

      Thik katha
      Se Geeta Mehta nku support କରୁଛନ୍ତି
      ଭାଇ କର୍ତ୍ତବ୍ୟ ନିଭାଇଛନ୍ତି

  • @biswaranjanparida297
    @biswaranjanparida297 Рік тому +11

    ନିଜ ଭାଇକୁ ଯିଏ ପଚାରୁନି ସେ ଓଡିଶାବାସୀଙ୍କୁ କଣ ପଚାରିବ?

    • @swarnaprabhapattanaik7730
      @swarnaprabhapattanaik7730 Рік тому

      Rajniti aalga family aalga jaga re nij r kicchi parsonal problem thib jaha ki aame janinu

    • @Lofi_Girl05
      @Lofi_Girl05 3 місяці тому

      Ahuri kete pachariba re lobhi ate paiki tme santusta naha abhadra

  • @anupkumarsahoo3959
    @anupkumarsahoo3959 Рік тому +1

    ନିଜ ଭାଇ କୁ ପଚାରୁନି.... ଓଡ଼ିଶା ବାସୀ କୁ କଣ କରିବ..... ବିଜୁ ବାବୁ ନବୀନ କୁ ଜନ୍ମ କରିବା ଟା ଭୁଲ

  • @sadhanbepari7638
    @sadhanbepari7638 Рік тому +8

    କେବଳ ସେ ଦିଲୀପ ପଟ୍ଟନାୟକ ପ୍ରତି ଅବହେଳା କରିନାହାନ୍ତି, ଓଡ଼ିଶା ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ମଧ୍ୟ ଅବହେଳା କରିଛନ୍ତି

  • @amarendrabehera1302
    @amarendrabehera1302 Рік тому +10

    ଯିଏ ନିଜ ପରିବାର କଥା ବୁଝିପାରୁନାହାନ୍ତି ସେ ଓଡିଶା ର ଲୋକଙ୍କ କଥା କଣ ବୁଝିବେ

  • @MunnakarjeeMunnakarjee-ph1lj
    @MunnakarjeeMunnakarjee-ph1lj Рік тому +24

    Mu bi gote bjd pilla but amiti nija bhai nku anadekha ta thik laguni

  • @harishmallck2
    @harishmallck2 Рік тому +2

    ଏ ନନ୍ଦିଘୋଷ chanel ବୋଲା କୁଆଡେ ଗଲେ

  • @Odishaparikrama143
    @Odishaparikrama143 Рік тому +7

    କେହି ଜଣେ ନିଜର ଦୁରାବସ୍ଥା ବିଷୟରେ ଜଣାଇବା ପୂର୍ବରୁ ତାର ଦୁରାବସ୍ଥା ଜାଣି ତାକୁ ସାହାଯ୍ୟ କରେ ସିଏ ମହାନ କିନ୍ତୁ ଏଠି....... ସବୁ ମାୟାରେ

  • @amirkumardas6984
    @amirkumardas6984 Рік тому +10

    ଛି ଛି ଏହାଠାରୁ ଲଜ୍ଜାଜନକ କଥା କଣ। 😢

  • @manasbehera90
    @manasbehera90 Рік тому +8

    ଯେ ନିଜେ ଓଡ଼ିଆ ଜାଣିନି, ସେ କଣ ବୁଝିବ ଭାଇର ଦୁଃଖ

  • @ranjanmartha8731
    @ranjanmartha8731 Рік тому +4

    ଗୋଟେ ହାତରେ ତାଳି ବାଜେନି। କଥାରେ ଅଛି "ଦେଇ ଥିଲେ ପାଇ" ।

  • @Aarti-uj3tl
    @Aarti-uj3tl Рік тому +3

    ନବୀନ ପଟ୍ଟନାୟକ ର ଗର୍ବ ହେଇଗଲା ବେଶୀ ,, କହିବ କଣ ନା , "ଓଡିଶା ବାସୀ ମୋ ଭାଇ ଭଉଣୀ "

  • @am9519
    @am9519 Рік тому +1

    ତୁମେ mg ସାମ୍ବାଦିକ ମାନେ ଆଜିଯାଏ କୋଉଠି ଥିଲ ବେ 😡😡
    ... ଭାରି ଦରଦ mg ତୁମର... ତାଙ୍କୁ କାଇଁ ହଇରାଣ କରୁଛ ବେ ଯାଇକି...🤨

  • @hemantcreationstatus731
    @hemantcreationstatus731 Рік тому +3

    ପ୍ରଧାନ ମନ୍ତ୍ରୀ ତାଙ୍କ ସ୍ତ୍ରୀ ଙ୍କୁ ପଚାରୁଛନ୍ତି କି? କିଏ କହିପାରିବ

  • @SpramodNahak-yr9cw
    @SpramodNahak-yr9cw 3 місяці тому +3

    ଏହିଭଳି ପାରିବାରିକ ସମ୍ପର୍କ ବିଷୟରେ ଦେଖେଇକି ଆପଣ କଣ କହିବାକୁ ଚହୁଁଛନ୍ତି? ଓଡ଼ିଶା ର ପ୍ରଜାମାନେ ବୁଝିସାରିଛନ୍ତି ତାଙ୍କଦ୍ୱାରା ବଛାହୋଇଥିବା ଜନ ନାୟକଟି ଉଜ୍ବଳ ଆକାଶ ର ଧ୍ରୁବ ତାର ପରି ଖାଲି ପ୍ରତିଟି ଓଡ଼ିଆ ର ❤ ହୃୟସ୍ପର୍ଶୀ ଅଦମ୍ୟ ପ୍ରତିଭା ବାନ ମୋ ପାଇଁ ସେ ସାଧୁ। ସେ ନିଜେ ଗୋଟେ ସନ୍ୟାସୀ ଓଡ଼ିଶା ସାରା ହିଁ ସବୁ ଲୋକ ତାର ଭାଇ । ମୁଁ ତ କେବେ ଅଭିଯୋଗ କରୁନି। ତୁ ମ କୁ ଆଉ kn extra ଦେଖିବ पंडिताः सम दर्शिनम्

  • @CreativeNatureLife
    @CreativeNatureLife Рік тому +10

    ଆପଣ ଥରେ ମନ ଖୋଲି ଆପଣଙ୍କ ଅସୁିଧା ଭାଇଙ୍କ ପାଖେ କହିଦିଅନ୍ତୁ, ଦେଖିବେ ସବୁ ଅସୁିଧା ଦୂର ହୋଇଯିବ,
    ଆପଣଙ୍କ ଭାଇ ନିଶ୍ଚୟ ଏଇ ଗଣମାଧ୍ୟମ ସହାୟତା ଖବର ପାଇ, ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।
    ଏହାହିଁ ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
    ଜୟ ଜଗନ୍ନାଥ

  • @tulsirammajhi3022
    @tulsirammajhi3022 Рік тому +7

    ଲଜ୍ୟା ଜନକ କଥା ନିଜ ସାନ ଭାଇ ର ଦୁଃଖ ବୁଝିପାରିଲେ ନାହିଁ ।

  • @kaminimohanamohanty8573
    @kaminimohanamohanty8573 Рік тому +4

    ଆରେ ନିଜ ମା ପେଟର ଭାଇ ଭଉଣୀ ହଉନାହାନ୍ତି ଆଉ ଇଏତ ବଡବାପା ପୁଅ ଭାଇ ହା ହା ହା

  • @pradiptasahoo2273
    @pradiptasahoo2273 Рік тому +2

    ମିଡିଆ ରେ ପ୍ରଚାର ହେଲାଣି ଏଥର ପାଟ ପଟୁଆର ସାଥିରେ ଆସିବେ, ମେଡିକାଲ ନେବେ, ମଙ୍ଗୁ ଚାଙ୍ଗୁ ଭଲକରି ପ୍ରଚାର କରିବେ ଏଇ ତ ନବୀନ ଓଡ଼ିଶାର ପ୍ରଥମ କାମ ହେବ

  • @amulyanayaks1438
    @amulyanayaks1438 Рік тому +2

    ଏ ମିଡ଼ିଆ ଆଗରୁ କୋଉଠି ଥିଲା 22ବରଷ ହେଲା

  • @MikuMikyvlog411
    @MikuMikyvlog411 Рік тому +4

    ଯିଏ ଘରର ସଦସ୍ୟ ମାନଙ୍କୁ ଭୁଲି ଦେଶ ସେବା କରୁଛି ସିଏ ହେଉଛି navinpatnayak ଭାରତ ଦେଶ ର ଓଡିଶା ରାଜ୍ଯ ର no.. 1 ମୁଖ୍ୟମନ୍ତ୍ରୀ ଯାହାକି ନିଜ ପାଇଁ time ନୋ ଦେଇ ରାଜ୍ଯ ପାଇଁ ଦେଉଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍

    • @rakeshpradhan3350
      @rakeshpradhan3350 Рік тому +1

      Kemty ka CM ho,, Vote Paiba pain Odisha ku Nija Parivar vabe eta best dialogue,,,, Odia ra Sabu tharu Aparaga/Inefficient/Inactive/Kamzor CM...sabu Vakua ame .. Nahele 25 yr helani Sei Loka Pade Odia re Loka nka katha hei parantani... Not interested in Odia.. Eya Ama Durbhagya ki amity Good for nothing CM ku paichhu

    • @raghunathbarikbarik2527
      @raghunathbarikbarik2527 Рік тому +1

      Eita tanka family matter. Amara ethire interfere karibara hi nhi. Ame only eita dekhiba ki naveen patnaik as a cm ama pai kan karuchanti. Tanka family disturbance ku neiki tanku judge kariba bhul. Are yaar emiti ta sabu family re hue, sethi samaste kaha kathare ete kuhantini ta eita jadi cm family re hela ta kan cm ku accuse kariba. Tankara family re kan heithiba. Kie right and wrong ame ta janinu ta ame kan pai cm ku galat kahiba. Jadi tanka bada bhainka emiti situation ta ebe tanku financial help kara. Au e news dekheiki drama karani. Tame news bala tanka matter ku besi investigation kariki au trp badhaoni. Kichi bhala and basefull news dekhao

    • @MikuMikyvlog411
      @MikuMikyvlog411 Рік тому +1

      @@rakeshpradhan3350 ଆଉ କେମିତି pm ho ୯ବର୍ଷ re desha biki khaiba au adani Ambani ku Saha Saha କୋଟି କୋଟି ଟଙ୍କା ଦେବା ଗରିବଙ୍କ ଦୁଃଖ କୁ ଗରିବଙ୍କ ପେଟକୁ ଲାଥ ମାରି ଇଂରେଜ ଶାସନ ଠୁ ବଳିକି ଶାସନ କରିବା ସବୁ କିଛିରେ gst ଲଗେଇବା ସାମାନ୍ୟ ମୁଢ଼ିରେ gst ଲଗେଇବା pm na.. ku modi... Hele gariba nka pain kichi nuha ଲକଙ୍କ pain ଗରିବଙ୍କ ପାଇଁ ସେ ଜଣେ ଇଂରେଜ ଠାରୁ ନକ୍ସଲଠାରୁ ବଳିକୀ ଅମୋ ଭାରତ ଦେଶ ପାଇଁ ।।।।।।।।।।

    • @rakeshpradhan3350
      @rakeshpradhan3350 Рік тому

      @@MikuMikyvlog411 Are bhai mu inefficient & Inactive & Not involved CM Neveen pattnaik katha kahuchhi.. Tme amity kn hauchha.. Jadi PM Modi Kichhi karuni se b Bida heba darkar na.. Jemty ama CM ku Bakra Banei Pvt Secretary Pandiyan Odisha re Raaj kariba start kari sarilani.. Sabu MLA/MP chup Tickets Lova re,, Thik Laguchhi ta tmku.. IAS meeting kariba au Vasana daba kou Constitution re achhi.. Eta ama durbhagya nuha ta au kn.. CM soichhanty au IAS ku MLA Mane stage Sajadibe.. Wow wow good

  • @secretbrand
    @secretbrand Рік тому +1

    ନବୀନ ବାବୁ ବେଧ ଛୁଆ ସେ ତା ଚୋର ଏକାଠି ଖାଇବା ଶୋଇବା ସବୁଠିକ ହେଲେ ବର୍ତ୍ତମାନ ମୂର୍ଖ ମନ୍ତ୍ରୀ ଆପଣ ଭଗବାନ ଙ୍କୁ ଡାକନ୍ତୁ ଶୀଘ୍ର ପରିସ୍ଥିତି ବଦଳି ଯାଉ ତାର କଳଙ୍କିତଟଙ୍କା ତମ କାମରେ ନ ଆସୁ

  • @queenofhearts7691
    @queenofhearts7691 Рік тому +13

    ଭାଇ ଫାଇ ନାହିଁ ଜନତା ହିଁ ସବୁ ଅତି ସୁନ୍ଦର ମୋହ ତ୍ୟାଗ ସବୁ ଛାଡ଼ି ଧଳା ରଙ୍ଗର ବସ୍ତ୍ର ରେ 🥰🤗

  • @santosh-creation
    @santosh-creation Рік тому +1

    ସାରା ଓଡ଼ିଶା ବାସି ତ ତାଙ୍କ ନିଜର ଆଉ ଗୋପବନ୍ଧୁ ସାଜିଛନ୍ତି ନବୀନବାବୁ ନିଜ ଘର ଲୋକ ଅସୁବିଧା ଥିଲେ କଣ ହେବ ସାରା ଓଡ଼ିଶା କୁ ତ ସବୁ ସୁରକ୍ଷା ଦେଉଛନ୍ତି ।

  • @sushantakumarrout5229
    @sushantakumarrout5229 Рік тому +1

    ସରକାରୀ ଚାକିରୀ କରିଥିଲେ, ପେନସନ ପାଉଛନ୍ତି। କଣ ପାଇଁ ସାହାଯ୍ୟ କରାଯିବ?

  • @ranajitjena4668
    @ranajitjena4668 Рік тому +2

    ବିଧା ମାରି ପଣସ ପଚାଗଲେ ତାର ସ୍ୱାଦ ନଥାଏ, କଣ ପାଇଁ ଆଜି ଏଭଳି ଘଟଣା ଘଟିଛି ତାକୁ ଟିକେ news ମାଧ୍ୟମରେ କହିଥିଲେ ଭଲ ହୋଇଥାନ୍ତା

    • @starindiadigitalcreation8644
      @starindiadigitalcreation8644 Рік тому

      Tu janichu jodi kohunu

    • @ranajitjena4668
      @ranajitjena4668 Рік тому

      @@starindiadigitalcreation8644 ମୁ ଜାଣିଛି ବୋଲି କମେଣ୍ଟ କଲି, ତୋର କଣ ପାଇଁ ଫାଟିଲା....? ଜୋରେ ଲାଗିଗଲାକି

    • @ranajitjena4668
      @ranajitjena4668 Рік тому

      @@BuluRaut-fh3lx ନପଚାରିବାର ରହସ୍ୟଟା ତାଙ୍କ ଭାଇ ଲୁଚାଉଛନ୍ତି

    • @starindiadigitalcreation8644
      @starindiadigitalcreation8644 Рік тому

      @@ranajitjena4668 ମର ଜାଣିବା ପାଇଁ ଇଚ୍ଛା ହେଉଛି
      ନହେଲେ ଏମିତି ରେ ବି ମର କିଛି ଫାଟିବା ର ନାହିଁ . . .

  • @bikashranjanbehera9690
    @bikashranjanbehera9690 Рік тому +5

    ଆଜି ମୋତେ ବହୁତ ଖରାପ ଲାଗୁଛି

  • @ramanbehera220
    @ramanbehera220 Рік тому +16

    Jie nuhen bhaira se heba kahara

  • @surenmagar9736
    @surenmagar9736 Рік тому +3

    ନିଜ ଭାଇ କୁ ଭୁଲିଯିବା ସେ କି ମନ୍ତ୍ରି
    ସବୁ ନିଜ ସ୍ୱାଥ ପାଇଁ ଏହି ମନ୍ତ୍ରୀ

  • @KPTAll-i4t
    @KPTAll-i4t Рік тому +1

    ନିଜ ଭାଇ ଙ୍କୁ ଦୁଃଖ ଭୂଜୁନାହାନ୍ତି
    ଓଡ଼ିଶା ଭାସି କୁ ଆଉ ସମ୍ମାଲି କଣ 3:51 😂

  • @atozkirtanvideo
    @atozkirtanvideo Рік тому +2

    ବାଳ ମୁଖ୍ୟମନ୍ତ୍ରୀ ହୋଇଛି

  • @tofandalai3815
    @tofandalai3815 Рік тому

    ଦେଖ ସେଇଟା ତାଙ୍କ ବେକ୍ତିଗତ ବେପାର ତେଣୁ ଏ ବିଷୟରେ ଏତେ ଚର୍ଚ୍ଚା କରିବା କିଛି ଆବଶ୍ୟକ ନାହିଁ
    Up ରେ ଯୋଗୀ ଆଦିତ୍ୟ ନାଥ ଙ୍କ ଭଉଣୀ ଫୁଲ ବିକ୍ରି କରି ବଞ୍ଚୁ ଛନ୍ତି ସେ ତ ପୁଣି ଜଣେ CM
    Nabin Babu ପରିବାର ବାଦ କୁ ପ୍ରଶୟ ଦେଉନାହାନ୍ତି ସେଥିପାଇଁ ଏ ଭାଇ ପ୍ରେମ ଉଛୁଳୁଚି

  • @bastabkumar05
    @bastabkumar05 3 місяці тому +1

    ସେ ନିଜ ଭାଇ ଭି ନୁହନ୍ତି ଅଧିକ କାହିଁ ଗପୁଛନ୍ତି....

  • @MunnakarjeeMunnakarjee-ph1lj
    @MunnakarjeeMunnakarjee-ph1lj Рік тому +12

    Jia nija bhai nku bhala bhabare dekhinahanti se kemiti ate confidence rey kouchanti odisha basi mara family bali aita aka bada dukhada bisaya bali ame sara odisha mane karuchu

    • @anjananayak747
      @anjananayak747 Рік тому

      ଓଡିଶା ର ବହୁତ ଉନ୍ନତି କରଛନ୍ତି ନବୀନ

  • @rubinamatagajasingh2676
    @rubinamatagajasingh2676 Рік тому +3

    ଦ୍ଵୀପ ତଳ ଅନ୍ଧାର😂😂😂😂

  • @abhimanyurout4574
    @abhimanyurout4574 Рік тому

    ନବୀନ ପଟ୍ଟନାୟକ, ନିଜଭାଇକଥା,ବୁଝିପାରୁନାହାନ୍ତି, ଭାଷଣମାରୁଛି,ସହେଚାଳିସି,କୋଟି,ମୋପରିବାର

  • @Aditya.aditya.
    @Aditya.aditya. Рік тому +8

    ବହୁତ ଦୁଃଖଦାୟକ ଘଟଣା

  • @SubhasisNayak-g6s
    @SubhasisNayak-g6s 9 місяців тому

    Sabu ମଦ ଟଙ୍କାରେ ରାଜନୀତି caluchi kya kare ,bjp sarkar darkar ପଡ଼ିବ ବୋଧେ😅😅😅😅😅😅❤❤❤❤

  • @satyammorko3035
    @satyammorko3035 Рік тому +1

    ନବୀନ ବାବୁକୁ family ଦରକାର ନାହିଁ ତାଙ୍କୁ ଦରକାର ଟଙ୍କା ଆଉ ଭଟ ଛି କି ମୁଖ୍ୟମନ୍ତ୍ରୀ ହେ ଲଜ୍ୟା ଲାଗୁନି ନବୀନ ବାବୁ ତୁମକୁ

  • @bastabkumar05
    @bastabkumar05 3 місяці тому

    Kain Geeta Mehta nku bhi pacharanti tanka pila ଛୁଆଙ୍କୁ ପଚାରନ୍ତି ତମେ କିଏ କି ତମକୁ ପଚାରିବେ
    ପ୍ରେମ ପଟଟନାୟକ ଙ୍କୁ ତ ପଚାରୁଛନ୍ତି

  • @bastabkumar05
    @bastabkumar05 3 місяці тому

    ଆକୁ କହନ୍ତି jealousy
    Nije kichi na କରିପାରିଲେ ଗୋଡ଼ ଟାଣିବା

  • @navinhinjida
    @navinhinjida Рік тому +1

    ନଵୀନ ମଦୁଆ ଟା ଓ ହିଞ୍ଜିଡା

  • @firamingindiabikram
    @firamingindiabikram Рік тому +2

    ବଡ ଘର ବଡ ଗୁମର କଥା

  • @pabitramohandas6943
    @pabitramohandas6943 Рік тому +4

    ବିଶ୍ୱାସ-ଘାତକ !

  • @sumantakumarswain9978
    @sumantakumarswain9978 Рік тому

    ଅଶୁବିଧା ଅଛିଇ ବୋଲି ଇଏ ଖୋଜୁଥିବା ଜଣାପଡିଛି ନହେଲେ ଇଏ ୬୦ ବର୍ଷ ହେଲା କୁଆଡେ ଯାଇଥିଲା ଇଏ ବି ଶାନ ଇଏ ବଡଭାଇ କତିକି କେବଳ ଗୋଟିଏ ଥର ହିଁ ଜିବାର ଥିଲା ଏବେ ଙ୍କାହିକି ଆସାରଖୁଛ

  • @lipshaglorychannel1230
    @lipshaglorychannel1230 Рік тому

    ଆପଣ ମାନେ ଖୁସି ତ କହିବା ଆଗରୁ ଥରେ ନିଜ ଭାଇ କୁ ପଚାର ଭାଇ ତୁମେ ଖୁସି ଅଛ କି ନାହିଁ ବୋଲି ଧୀକ ତୁମକୁ ଛିଃ 😡😡😡

  • @BhujabalaGouda-me2567
    @BhujabalaGouda-me2567 Рік тому

    ଏକାନବିନବାବୁନୁଅନ୍ତି ଓଡ଼ିଶାର କିଛନେତା ନିଜଲୋକଙ୍କୁଭୁଲିଯାଇଚନ୍ତି

  • @JagamohanJena-l3p
    @JagamohanJena-l3p Рік тому +3

    ଅବିକଳ ନବୀନ ଙ୍କ ପରି ମୁହଁ

  • @alekhchandrabeja5578
    @alekhchandrabeja5578 Рік тому +2

    ଛି ଛି,କି ମୁଖ୍ୟ ମନ୍ତ୍ରୀ

  • @himms984
    @himms984 Рік тому +2

    ନବୀନା ଜାଣିଛି ତ ତାର ଗୋଟେ ଭାଇ ଅଛି ବୋଲି ?

  • @aprajitanayak4853
    @aprajitanayak4853 Рік тому

    ସାମ୍ବାଦିକ ଭାଇ ତମେ ଟିକିଏ ତାଙ୍କର କୁଟୁମ୍ବ କଥା ନେଇ ନବିନ କୁ ପଛାର, ତାଙ୍କର କୁଟୁମ୍ବକୁ କହିବକି ନାହିଁ, ଆପଣ ମାନେ ଖୁସିତ ,ଆମେ ତାଙ୍କ ପାଟିରୁ ଶୁଣିବୁ ହେଲା ।

  • @upasanamahapatra
    @upasanamahapatra 3 місяці тому

    ଭାଇ ହଉଛି ଭଗାରୀ ଜୁଗେ ଜୁଗେ ଲେଖା ହେଇଛି ସବୁ ସଂପତ୍ତିର ଲୋଭ. ଯିଏ ଯାହା ବୁଛିବ

  • @aswinipradhan2237
    @aswinipradhan2237 Рік тому

    ନବିନ ତାର ବାପାକୁ ବାପା ବୋଲି ଡାକିଥିଲା ବିଜୁ ପଟନାୟକ ଶେଷ ଜୀବନରେ ଦିଲୀପ ରାୟ ବୁଝାବୁଝି କରିଥିଲେ ଯିଏ ବାପକୁ ମଲାବେଳେ ପଚାରିନି କକା ପୁଅ ଭାଇକୁ କଣ ପଚାରିବ ଏ ବାବୁ କାହିଁକି ଅଭିମାନ କରୁଚନ୍ତି କେବଳ ପାଣ୍ଡିଆନ

  • @JagdishNayak-jm4xb
    @JagdishNayak-jm4xb Рік тому

    ମୁଁ BJD ର କୌଣସି WARDMEMBER ବି କୁ କେବେ ଭୋଟ ଦେବାର ନାହି

  • @ashishsamal5889
    @ashishsamal5889 Рік тому +2

    Eie micha kahuchanti ta pare bhai Paisa ku aneile kan heba , nija goda re chida hua apananka family kuade gale mane pua jhia au wife eie khali bleam pain jojana

  • @bishnupriya4689
    @bishnupriya4689 3 місяці тому

    ନବୀନ ପଟ୍ଟନାୟକଙ୍କ ସବୁକିଛି ହେଲ ପାଣ୍ଡିଆ ଏବଂ ତା ପରିବାର୍

  • @govindaroul1349
    @govindaroul1349 Рік тому

    Neveen Babu, Yogi, Modi are bachelors and they live for the motherland. There are very few people who can do it. What's the news channel trying to prove here ? Have you seen how Yogi's family is staying?

  • @pravashdas5461
    @pravashdas5461 Рік тому +3

    20 year hela kouthi thele media bala channel trp pri ea sabu show baz

    • @anjananayak747
      @anjananayak747 Рік тому

      ବିଜେପି ଆଉ କିଛି ପାଇଲା ନାଇଁ ନବୀନ ବିରୁଦ୍ଧରେ

  • @prasanta600
    @prasanta600 Рік тому

    ଅଧର୍ମ ଭାଇ ନବୀନା, ଏମିତିକା ଭାଇ କାହାକୁ ନମିଳୁ ,ନବୀନା ହଟାଅ ଓଡ଼ିଶା ବଂଚାଅ,

  • @amentertainment6998
    @amentertainment6998 Рік тому +1

    ସେ କାହାର ନୁହଁ

  • @brajakishorepadhi4022
    @brajakishorepadhi4022 Рік тому +2

    Jiye nija bapa maa ra care nei nahin.. Se puni tuma ku pacha ri ba..pitru giha navin pattanayak..

  • @ranjitpanda3507
    @ranjitpanda3507 7 місяців тому

    ବର୍ତ୍ତ ମନ ନିଜ ଭୋଟ ନବୀନ କୁ ଦବା ମାନେ ନିଜ ଭୋଟ ପାଣି ରେ ପକେଇବା😢

  • @TukunaBehera-v1b
    @TukunaBehera-v1b Рік тому

    ସେହି ମହୁକାରେ ପାଣ୍ଡିଆନ ବୁଲୁଛନ୍ତି

  • @itspabitracreation4130
    @itspabitracreation4130 Рік тому +3

    So sad news.
    Nija bhai nku help karantu.
    Naveen Pattanaik Sir.
    Ete bada nisthura loka Ama CM.
    Oh God

  • @debasisroutray341
    @debasisroutray341 Рік тому +1

    ଆଗରୁ ସୋଇ ଥିଲ କନକ ନିଜ ବାଲା

  • @gopinathkhamari5736
    @gopinathkhamari5736 Рік тому

    ନବୀନ ସାର୍ ଆପଣଙ୍କର ବଡ଼ ବାପାରପୁଅ ଆପଣଙ୍କର ଭାଇ ନିଜର ରକ୍ତ ତାଙ୍କୁ ତ ଟିକେ ଦୁଃଖ ସୁଖରେ ଟିକେ ସାହାଯ୍ୟ କର । ଦେଖ ମୋଦୀ ଜୀ ତାଙ୍କ ଭାଇ ଖାନଦାନ କ'ଣ ଖୁସିରେ ରଖି ଛନ୍ତି ପାଣ୍ଡିଆନ ସାର୍ ଆପଣତ collector ଥିଲେ ଆପଣ ତ ଓଡିଆ ମାନଙ୍କ କଥା ଜାଣିଛନ୍ତି ଆପଣ ଟିକେ ସାହାଯ୍ୟ କରିବା ପାଇଁ ଟିକେ help କରନ୍ତୁ ।

  • @ranjitmohapatra9461
    @ranjitmohapatra9461 Рік тому

    ଆଜି କାଲି ଦୁନିଆ ରେ କିଏ ନୁହେଁ କାହାର, ,,ଭାଇ ହେଲା ଭଗାରି,,, ଏଇ କଥା ପ୍ରଥମ ରୁ ସମସ୍ତେ ଜାଣିଛନ୍ତି,,ଆଜି କା ଦୁନିଆରେ ପ୍ରତେକ୍ ପରିବାର ରେ ଏହି ପ୍ରକାରର ସମସ୍ୟା ଦେଖିବାକୁ ମିଳେ ଭାଇ ଭାଇ ଭିତରେ ଏଇଟା କୋଉ ବଡ଼ କଥା ନୁହେଁ,,,news ରେ ଆଉ ତ କିଛି ଭଲ କଥା ନାହିଁ ଦେଖାଇବାକୁ,,,ବାଳ କଥା ଦେଖାଉଛନ୍ତି😡😡

  • @rojalininaik1825
    @rojalininaik1825 Рік тому

    Nabin ra ହୃଦୟ। ବୋଳି କିଛି ନାହିଁ ସେ ନିର୍ଦ୍ଦୟ

  • @rohitchhatria5041
    @rohitchhatria5041 Рік тому +3

    ଭାଇ ଭଗାରୀ, ପିତା ଶତ୍ରୁ

  • @rupecreation143
    @rupecreation143 Рік тому

    ନବୀନ ପଟ୍ଟନାୟକଙ୍କ ବାପା ବିଜୁ ବାବୁ
    ନବୀନ ପଟ୍ଟନାୟକଙ୍କ ଭାଇ ଦିଲୀପ ପଟ୍ଟନାୟକ ବିଜୁ ବାବୁଙ୍କୁ ଭାଇ କହି ବେ କି?

  • @SushantJena-pg7rd
    @SushantJena-pg7rd Рік тому +1

    ନବୀନ ବାବୁ ପ୍ରଥମେ ଯାଇ ଦେଖ

  • @pramodnag9182
    @pramodnag9182 Рік тому +1

    ଧିକ୍କାର ନବୀନ ପଟ୍ଟନାୟକଙ୍କ ଙ୍କୁ

  • @antarayamidigaljoshuapoors4185

    Cmo antata dukha bele dekha kari santana diantu

  • @deepaknaik9947
    @deepaknaik9947 Рік тому +1

    ଏବେ ତୋ କିଏ କାହାର ନୁହଁ

  • @munasasmal9600
    @munasasmal9600 Рік тому +5

    Thank you Kanak news

  • @TruptiBarik-oj5vm
    @TruptiBarik-oj5vm Рік тому +1

    Correct 💯 kintu magia chamucha alajya jay Naveen hauchanti chi chi

  • @PadiptaPattnik
    @PadiptaPattnik Рік тому +2

    Aita kalijuga /kiye kahara/kebala vagaban shaha

  • @jenabiswa
    @jenabiswa Рік тому

    ପରିବାର କଥାରେ ଦୟାକରି ପାସନ୍ତୁ ନାହିଁ। ଏକ ତରଫା କଥା ଶୁଣି ଜଜ କରିବ ଠିକ୍ ନୁହଁ

  • @srikantpatnaik2849
    @srikantpatnaik2849 Рік тому +3

    Now, political drama started on this issue. He never seek help from Naveen Patnaik or he never go to his house. How he expect help from him.

    • @raghunathbarikbarik2527
      @raghunathbarikbarik2527 Рік тому

      Seya ta. Emanku family matter tv re dekheiba kan darkar. Financially help ta emiti bi simple news dekheiki kariparithante. Naveen patnaik ra bhai jani trp badhauchanti.

    • @aratiparida2736
      @aratiparida2736 Рік тому

      Absolutely right 🎉

  • @jenabiswa
    @jenabiswa Рік тому

    ନବୀନ ନିବାସ ଯାଉନାହାନ୍ତି କଣ ପାଇଁ। ସୋଶ ପାଖକୁ ପାଣି ଯାଏନି ଆପଣ ଯାଆନ୍ତୁ କଥା ହୁଅନ୍ତୁ

  • @AbhijitpatnaikSabitri
    @AbhijitpatnaikSabitri 3 місяці тому +1

    Nabin sir kna thu apana bahut bhala odia kahuchanti sir