Listen ! Here's What Naveen Patnaik's Nephew Arun Patnaik Has To Say On His Enter Into Politics

Поділитися
Вставка
  • Опубліковано 15 лис 2024

КОМЕНТАРІ • 757

  • @ratikanta_1438
    @ratikanta_1438 5 місяців тому +39

    ହେ ପ୍ରଭୁ ୟେ ବି ଓଡ଼ିଆ ଜାଣିନାହାନ୍ତି, ଜୟ ଜଗନ୍ନାଥ 🙏

    • @jhulidigal7791
      @jhulidigal7791 5 місяців тому

      😂😂😂😂 Tama coment dekhiki hasa control hruni😂

    • @Sangram_Sethy
      @Sangram_Sethy 25 днів тому

      Murkh bujha paduni ki

  • @aanandrao2408
    @aanandrao2408 3 роки тому +55

    ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନ
    ଉତ୍କଳ ନେତା ନିଜେ ନାରାୟଣ

  • @user-bh8xl6tk1j
    @user-bh8xl6tk1j 5 місяців тому +97

    How polite Arun Pattnaik is ❤❤ whole family is royal humbe educated ❤❤

  • @hnmusic3636
    @hnmusic3636 5 місяців тому +109

    Only Naveen Sarkar odishare amaku shree Naveen Patnaik darkar achhanti❤❤

  • @jagabandhupattanayak5782
    @jagabandhupattanayak5782 3 роки тому +90

    ଓଡିଶା ଏକମାତ୍ର ରାଜ୍ୟ ଯଉଠି ନିଜ ରାଜ୍ୟ ର ଭାଷା ଅବହେଳିତ

    • @azadmohammed1911
      @azadmohammed1911 5 місяців тому +5

      ଓଡ଼ିଆ ଭାଷା ଜାଣି ନ ? ଓଡ଼ିଆ ଜାତି ର ଛୁଆ ତମେ !

    • @Finestkitchen
      @Finestkitchen 5 місяців тому

      😢

    • @KalpanaMangaraj
      @KalpanaMangaraj 5 місяців тому +7

      Kemiti haba sabu bapa mane ta tanka pilanku English mideum patha padheile odia vasa ra kemiti pragati haba😊

  • @biranchinarayanmahalik897
    @biranchinarayanmahalik897 2 роки тому +16

    ଆଉ ଗୋଟେ Cartoon😄🤣
    ଇଏ ବି ଓଡ଼ିଆ ନୁହେଁ,,,

  • @ratnakarkar7354
    @ratnakarkar7354 4 роки тому +12

    ଜେଜେ ତେଲେଙ୍ଗା, ଆଈ ବଂଗାଲୁଣି, ମା ପଞ୍ଜାବୀ, ସ୍ତ୍ରୀ ଫ୍ରେଞ୍ଚ୍, ଏମାନେ କିପରି ଓଡ଼ିଆ ହେଲେ ବୁଝି ହେଉନାହିଁ

    • @riky6403
      @riky6403 5 місяців тому

      😂😂😂

  • @madankisan9527
    @madankisan9527 4 роки тому +15

    ପ୍ରବାଦ ପୁରୁଷ ଓଡ଼ିଆ ମାନେ କହୁନାହାନ୍ତି କେବଳ ବିଜେଡ଼ି ବାଲେ କହିଛନ୍ତି ନବୀନ ଭୟରେ

  • @rabindrarouta2465
    @rabindrarouta2465 Рік тому +45

    ମାତୃଭୂମି ମାତୃ ଭାଷାରେ ମମତା ଯା ହୃଦେଜନମି ନାହିଁ""" ତାଙ୍କୁଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ,.......... ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏

    • @GobindaChandraSatapathy-se5yr
      @GobindaChandraSatapathy-se5yr 5 місяців тому

      ଦୁର୍ଭାଗ୍ୟ ଏ ଓଡ଼ିଆ ଙ୍କର, ଯେଉଁ ବିଜୁ ଙ୍କୁ ନେଇ ଓଡିଶା ରେ ତାଙ୍କୁ ସଂମାନ ରେ ତୁମ୍ବିତୋଫାନ ସେହି ବିଜୁ ଙ୍କ ଦାୟାଦ ମାନଂକର ଓଡ଼ିଆ ପ୍ରତି କେତେ ଯେ ଆଗ୍ରହ ଜଣାପଡୁଛି, ସେ ଇଣ୍ଡୋନେସିଆ ରେ କଣ ହେଲା ନାହିଁ ଆମ ଓଡ଼ିଆ ଙ୍କ କି ଉପକାର ସାଧିତ ହେଲା ଏ ଓଡ଼ିଆ ଜାଣିବା ଦରକାର, କିନ୍ତୁ ବିଜୁ ଙ୍କୁ ଛାଡି ଅନ୍ୟ ଯେଉଁ ମହାପୁରୁଷ ଏ ଓଡିଶା ତଥା ଓଡ଼ିଆ ଭାଷା କୁ ଗୌରବନୀତ କରି ଥିଲେ ସେମାନଙ୍କର ଦାୟାଦ ନିଶଛୀନ୍ତ ଭଲଭାବେ ଓଡ଼ିଆ କୁ ଜାଣି ଥିବେ, ତେଣୁ ଏବେ ଓଡିଶା ଦେଖୁ କେବଳ ନବୀନ ନୁହଁ ବିଜୁ ଙ୍କ ସମ୍ପୂର୍ଣ ବଂଶଜ ଙ୍କ ଓଡ଼ିଆ ପ୍ରୀତି, ସେଥିପାଇଁ ପ୍ରାୟ ବିଜୁ ଶେଷ ସମୟ ଏମାନଙ୍କ ପାଖରେ ନଥିଲେ, ତେଣୁ ବିଜୁ ଓଡ଼ିଆ ଙ୍କର, ତାଙ୍କ ପରିବାର ନୁହଁ, ଜଗନ୍ନାଥ ତାଙ୍କ ଆତ୍ମା କୁ ସଦଗତି ଦିଅନ୍ତୁ, ବିଜୁ ଅମର ରହେ,

  • @madankisan9527
    @madankisan9527 4 роки тому +14

    ଓଡ଼ିଶାର ମହା ପୁରୁଷ ମାନେ ଗଲେ କୁଆଡେ ସେମାନଙ୍କ ନା ଏମାନେ ନେଉ ନାହାନ୍ତି ଖାଲି ବିଜୁ ନାମ ଜପ କରୁଛନ୍ତି ନବୀନ ଭୟରେ

  • @JOGESWAR128
    @JOGESWAR128 4 роки тому +46

    ଗର୍ବ କଥା ....ମାତ୍ର ଅରୁଣ ପଟ୍ଟନାୟକ ଙ୍କୁ ନେଇ କନକ ଟିଭି ର ଭବିଷ୍ୟତ ରାଜନୀତି କୁ ନେଇ ପସନ୍ଦ ହେଉନି...

  • @bikashswain6959
    @bikashswain6959 4 роки тому +50

    ଓଡିଆ ମାନେ ଦେଖ ଜୋଉ ପରିବାର କୁ ଓଡିଆ କହିବା ଆସୁନି ସେମାନକୁ କନକ ଲତା କିପରି ଭାବରେ ମହାନ କରୁଚି

    • @bhagirathijena6551
      @bhagirathijena6551 4 роки тому +2

      Right sir

    • @bigdady1281
      @bigdady1281 2 роки тому +2

      Odisha re uneducated voter adhika tenu genda dala bar bar jiti jauchi

  • @comedymix4150
    @comedymix4150 2 роки тому +3

    Next ଓଡିଶା କୁ ଗଢିବା ଏଭଳି ଲୋକ ଙ୍କୁ ଭୋଟ dabani

  • @manasranjansahoo3050
    @manasranjansahoo3050 4 роки тому +6

    ଆରେ ନିଜ ଭାଷା କହିବାକୁ ଡର ଲାଗୁଛି ରାଜନୀତି କ'ଣ କରିବ 😭😭😭😭😭

  • @ranjankumarmallick1157
    @ranjankumarmallick1157 4 роки тому +52

    କନକ ନ୍ୟୁଜ୍ ଦେଖିବା ଓଡ଼ିଆ ରେ ପ୍ରଶ୍ନ କଲାନି

  • @mrganulolodia1491
    @mrganulolodia1491 3 роки тому +2

    ତାହେଲେ ଇଏ କି ଗଣତନ୍ତ୍ର ଶାସନ...
    ବିଜୁ ବାବୁ 🙏ଜଣେ ଯୋଗ୍ୟ ନେତା ଥିଲେ...
    ତାପରେ ତାଙ୍କ ପୁଅ... ପୁଣି ତାଙ୍କ ପୁତୁରା... ତାହେଲେ କଣ ଏବେ ବି ରାଜ ରାଜୁଆଡା ଶାସନ ଚାଲିଛି କି 🤔🤔🤔

  • @malaymohapatra1706
    @malaymohapatra1706 4 роки тому +29

    1:49 - ଆଲଗାପ୍ରକାର୍ ବେଜିତ୍

  • @sanjibrout424
    @sanjibrout424 4 роки тому +9

    Thanks The Great man Storng Biju Babu Amar Rahya

  • @odiasong539
    @odiasong539 5 місяців тому +4

    ଓଡ଼ିଆ ଶିଖ ତାପରେ ମୁଖ୍ୟ ମନ୍ତ୍ରୀ ହବ ବାଳ କୁଆଡୁ କୁଆଡୁ ଆଉଛ ସବୁ

  • @NareshKanhar-fj9mr
    @NareshKanhar-fj9mr 5 місяців тому +14

    କନକ ନ୍ୟୂଜ ଭାଇମାନେ ଅରୂଣପଟନାକ ଙ୍କୁ ଓଡିଆ ପ୍ରଶ୍ନ ପଚାର ଓଡ଼ିଆ ରେ କଥା ହୁଅନ୍ତୁ଼
    ଓଡ଼ିଆ ଭାଷା କହିନ ପାରିଲେ ତଡ଼ି ଦିଅନ୍ତୁ

    • @alfasonali4698
      @alfasonali4698 5 місяців тому +1

      Hn hn tanka family function re tanku tadiba tme ki ajab loka emane

  • @basantasahoo425
    @basantasahoo425 3 роки тому +6

    ଏମାନଙ୍କୁ କାହାକୁ ବି ଆମ ମାତୃଭାଷା ଆସୁନି

  • @bibhunayak9709
    @bibhunayak9709 4 роки тому +6

    ଆଉ ଗୋଟେ ଇଂଗ୍ରେଜ ଓଡିଶାର ମୁଖ୍ୟମନ୍ତ୍ରୀ ହେବ ? ନା ଆଉ ସହି ହେବନି ।

  • @pinturock4993
    @pinturock4993 4 роки тому +150

    କେହି ଶଳା ଓଡିଆ କହି ପାରୁନି ଏ ମାନେ କଣ ରାଜନୀତି କରିବେ

    • @career8939
      @career8939 4 роки тому +15

      ଭାଇ ମୁ ଏଇ vedio କୁ ଖାସ ଏଇଥି ପାଇଁ ଦେଖୋଲି , କି ନବୀନ ର ପୁତୁରା ଓଡ଼ିଆ କହିପାରୁଛି ନ ନାହିଁ । ଧିକ ବେ ମଣିଷ ପଣିଆ କୁ ।

    • @rudranarayanbarik9745
      @rudranarayanbarik9745 4 роки тому

      Right

    • @nnb7902
      @nnb7902 4 роки тому +7

      Odia re mobile ku kan kuhanti bhai mane

    • @career8939
      @career8939 4 роки тому +1

      @@nnb7902 ଦୁରଭାସି ଯନ୍ତ୍ର

    • @abhinandan2664
      @abhinandan2664 4 роки тому +3

      @@career8939 seita ta telephone.

  • @manoramanayak3786
    @manoramanayak3786 5 місяців тому +1

    ଯେଉଁ ମାନେ ଓଡ଼ିଆ ଜାଣି ନାହାନ୍ତି ।ଓଡ଼ିଶା ବିଷୟରେ କିଛି ଜାଣି ନାହାନ୍ତି ସର୍ବ ଉପରେ ଯେଉଁ ମାନେ ଓଡ଼ିଆ ଭାଷା ଶିଖି ନାହାନ୍ତି ସେମାନଙ୍କ ଉପରେ କହିଙ୍କୀ ଭରସା କରୁ ଛନ୍ତି ।ବିଜୁ ବାବୁ ଙ୍କ ଶେଷ ନିଃଶ୍ୱାସ ତ ସେମାନଙ୍କ ସହିତ ନଥିଲେ ।ତେଣୁ ବିଜୁ ବାବୁଙ୍କ ସହିତ ଏମାନଙ୍କ କିଛି ଆନ୍ତରିକ ତା ନଥିଲା ।

  • @bijayanandaprusty6222
    @bijayanandaprusty6222 4 роки тому +19

    ନବୀନ ବାବୁ ଙ୍କ ପରେ ଆମ ଓଡିଶା ର ଜଦି କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହେଲେ ଭୋଟ ଦେବେ କିନ୍ତୁ ଏ ମାନଙ୍କୁ ନୁହଁ

    • @bigdady1281
      @bigdady1281 2 роки тому +3

      No only vote for pattnayak dynasty

  • @hemantakumarmohanty849
    @hemantakumarmohanty849 4 роки тому +18

    ଓଡ଼ିଆ ରେ ଭାଷଣ ଦେଲେ ଆମେ ଭୋଟ ଦେବୁ ବୋଲି କହୁଛୁ

  • @user-yj6te6wp2r
    @user-yj6te6wp2r 5 місяців тому +8

    This guy speaks exactly like Naveen style. Short and sweet.

    • @Zanil-kr7ll
      @Zanil-kr7ll 4 дні тому +1

      Yes his feature his speaking style like Naveen Pattanaik

  • @sarojrout7956
    @sarojrout7956 4 роки тому +107

    ଏମାନେ କେବେ କଳିଙ୍ଗ ଷଣ୍ଡ ବିଜୁ ବାବୁ ଙ୍କ
    ପୁଅ କି ନାତି ହୋଇ ନଥିବ?
    ବନ୍ଦେ ଉତ୍ତକଳ ଜନନୀ @$

    • @huiraj
      @huiraj 4 роки тому

      Ha ha ...

    • @bapujinayak6539
      @bapujinayak6539 4 роки тому +1

      Right bhai

    • @pragatiamant7076
      @pragatiamant7076 4 роки тому +2

      Dude....r u understand English?...

    • @laxmannaik3239
      @laxmannaik3239 4 роки тому +3

      ଇଏ ମାଗ୍ୟା ଗୁଡାକ ଓଡ଼ିଆ ମାନଙ୍କୁ ଲୋଟୁଛନ୍ତି ଓ ବାହାର ଦେଶ କୁ ଯାଇ ୟେସ କରୁଛନ୍ତି

    • @lki890
      @lki890 4 роки тому

      😂😂

  • @priyacharandas7352
    @priyacharandas7352 4 роки тому +9

    ଏମାନେ ସମସ୍ତେ ହେଲେ ଖ୍ରୀଷ୍ଟିଆନ ସଭ୍ୟତା ର ଲୋକ। ଓଡ଼ିଆ ଭାଷା ଆଉ କେହି କେହି କହନ୍ତି ନାହିଁ ଧିକ୍କାର

  • @mobitech4203
    @mobitech4203 4 роки тому +29

    Report--what is your hobbies? 😜😜😜😜

  • @ranjankumarmallick1157
    @ranjankumarmallick1157 4 роки тому +10

    ସେମାନେ କନ୍ ଇଂରେଜ ଥିଲେ କି ଓଡ଼ିଆ ଭାଷା ଜାଣିନାହାନ୍ତି କନକ ନ୍ୟୁଜ ବି ବେହିଆ ଙ୍କ ଭଳି ଭାବୁଛି ଗୋଟେ ଜାତୀୟ ଗଣମାଧ୍ୟମ ନିଜକୁ ଯୋଉଥିପାଇଁ ଇଂରାଜୀ ରେ ପ୍ରଶ୍ନ ପଚାରୁଛି

    • @laxmidharswain4028
      @laxmidharswain4028 4 роки тому +1

      ଏମାନେ ସବୁ ବ୍ରିଟିଶ breed, ଆଙ୍କ ଘରେ ମୁସଲମାନ, ଖ୍ରୀଷ୍ଟିଆନ ସବୁ ଅଛନ୍ତି, ଜଗନ୍ନାଥ ମନ୍ଦିର ରେ ପୁରାଇବା ପୂର୍ବରୁ ୟାଙ୍କର ଧର୍ମ ଯାଞ୍ଚ କରିବା କଥା

  • @pabitrafun1344
    @pabitrafun1344 4 роки тому +93

    ଓଡ଼ିଆ କହିଲେ ମାଗୀହା କୁ ଭୋଟ ଦେବି ନହେଲେ ନାଇ 😂😂

  • @rameshchjena6348
    @rameshchjena6348 4 роки тому +137

    ଓଡ଼ିଶା ରେ ଇଂରେଜ୍ ଶାସନ୍ ଚାଲୁଛି କେହି ବି ପାଟି ଖୋଲୁ ନାହାନ୍ତି dinga mara

    • @Senapati_Ankit
      @Senapati_Ankit 4 роки тому +5

      Bhai kebala Odisha nuhne pura Bharat Varsha aji Bi mentally gulam acchi uropean countries mansnkra

    • @adityapb9629
      @adityapb9629 4 роки тому +5

      Maghia Randi pua nabina patanyk ama upare atyachara karichu au vote paibani to putura vote paibani ethara Congress sarakar jitiba Bjd hariba Congress jitiba

    • @ansumanayushansumanayushma5176
      @ansumanayushansumanayushma5176 4 роки тому

      Right

    • @abhisekjagadev2832
      @abhisekjagadev2832 4 роки тому

      Right

    • @abhinandannayak6703
      @abhinandannayak6703 4 роки тому +1

      You illiterate morons would never understand the continuous efforts of government for development

  • @muralimohan14306
    @muralimohan14306 4 роки тому +21

    Vote ମିଳିବନି ଦୟାକରି ରାଜନୀତିକୁ ଆସନୀ। indonesia ରେ ଲଢ ସେଠାରେ vote ମିଳିବ।

  • @silentripu2875
    @silentripu2875 4 роки тому +11

    ଅରୁପ ପଟଟନାୟକ ଶଳା ଜାଣିନି ଓଡିଆ ମାଘିଆ କନକ ଟିଭି ବେହିଆ ଙ୍କ ଭଳି କିଛି ସମୟ ପାଇଁ English ରେ ପଚାରୁ ଥିଲା ମାଘିଅା

  • @rameshpatnaik5403
    @rameshpatnaik5403 5 місяців тому +1

    Biju Patnaik a great Statesman, great Personality .

  • @managobindapatra4764
    @managobindapatra4764 Рік тому +2

    ଇଣ୍ଡୋନେସିଆ ରେ ଚାକର,ଆସ ଓଡ଼ିଶା ରେ CM ହୁଅ ଯଦି ବିଜୁ ପଟ୍ଟନାୟକଙ୍କ ନାମ ରଖିବାର ଅଛି

  • @spandanmishra456
    @spandanmishra456 4 роки тому +22

    ଆଜି ଯଦି ବିଜୁ ବାବୁ ଥାନ୍ତେ, ତେବେ ତାଙ୍କ ଆତ୍ମା ନିଶ୍ଚୟ କାନ୍ଦି ଥାନ୍ତା । ତାଙ୍କ ରି ନାମରେ ଦଳ ଗଢ଼ି ତାଙ୍କ ପୁଅ 4 ଥର ଓଡ଼ିଶା କୁ ଲୁଟିଲେ । କୁଆଡ଼େ ଗଲା ସେ ସୁନାର ଓଡ଼ିଶା 🤔 ? ଶିକ୍ଷା , ସ୍ୱାସ୍ଥ୍ୟ , ଗରିବୀ ରେ ଓଡ଼ିଶା ଆଜି ରେକର୍ଡ କଲା ।

  • @mlmdiwana6344
    @mlmdiwana6344 4 роки тому +15

    ଏ ମୂର୍ଖ ଓଡ଼ିଆ ଜାଣି ନାହିଁ ଏଟାକୁ ଓଡିଶା ରେ ଜାଗା ଦେବା ଉଚିତ୍ ନୁହେଁ।

  • @satyacreation95
    @satyacreation95 Рік тому

    ଏ ମାନେ କଣ କରିବେ ଓଡ଼ିଆ ପାଇଁ ଏମାନେ ତ ଠିକସେ ଓଡ଼ିଆ ବି ଜାଣିନାହାନ୍ତି ଓଡିଶା ପାଇଁ ଦେଶୀ ଟୋକା ଦରକାର ଦେଶୀ

    • @gulasnaziza2822
      @gulasnaziza2822 5 місяців тому

      Kamma ta main thaee language nuhee e Hara bada example ama cm Navin patnaik odisha pain sea kn kichi Kari nanahti ki ????

  • @Marndikisan152
    @Marndikisan152 4 роки тому

    ବିଜୁ ପଟ୍ଟନାୟକଙ୍କ ବଂଶଧର ମା ଗିହା ନବୀନ ପଟ୍ଟନାୟକ
    ଓଡ଼ିଶା ଖାଉଛନ୍ତି

  • @kadambinibiswal7331
    @kadambinibiswal7331 5 місяців тому +1

    Only Nabin pattanayak ji number one CM of world 👍👍👍👍👍👍🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sudipkumarparida3029
    @sudipkumarparida3029 4 роки тому +3

    ବିଜେଡ଼ି ଦଳକୁ କେହି ଚଳାଇବାକୁ ନାହାନ୍ତି....
    ଏଣୁ ସବୁ ଓଡ଼ିଆ ଜାଣିନ ଥିବା ଲୋକଙ୍କୁ ନେଇ..... 😀😀😀

  • @sarojinimohanty6701
    @sarojinimohanty6701 5 місяців тому

    ଓଡ଼ିଆ ବୁଝି ପାରୁଥିବା ଏବଂ ଓଡିଆ କହିପାରୁଥିବା ନେତା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବା ଠିକ୍

  • @papunkumar7104
    @papunkumar7104 5 місяців тому

    ଧନ୍ୟବାଦ ନବୀନ ସାର୍, ନିଜର ପୁତୁରା ହେଲେ ବି,ଆମଦାନୀ ନେତା ପ୍ରତ୍ୟାଖାନ କରିଥିବାରୁ ......

  • @baikunthasingh3433
    @baikunthasingh3433 3 роки тому +2

    ଏ ଶଳାର ମାଆକୁ ବି ଇଂରେଜ ମାନେ ଠେଲି ଛନ୍ତି..... ଶଳା ଓଡ଼ିଆ ଭାଷା ଜାଣିନାହିଁ

    • @santoshbiswal3057
      @santoshbiswal3057 5 місяців тому +2

      To bouku kana Nepali theli thile ki semiti laguchhi vasa thik rakha

  • @kandhamaltravelers2344
    @kandhamaltravelers2344 Рік тому +1

    ଅରୁଣ ପଟନାୟକ ଓଡ଼ିଆ ବୁଝି ପାରନ୍ତି ଏବଂ କହି ପାରନ୍ତି ମଧ୍ୟ

  • @jagannathdehuri5268
    @jagannathdehuri5268 4 роки тому +4

    ନବୀନ୍ ପୁତୁରା ଓଡ଼ିଶାକୁ ବିକି ଦେବ.. ଦେଖିବ....

    • @adityapb9629
      @adityapb9629 4 роки тому +1

      Se maghia Randi pua nabina patanyak putura ku vote kehi debeni

  • @deepaksahoo2239
    @deepaksahoo2239 3 роки тому +56

    One thing I have to add our Oriya reporter must develop the communication skill in English and in Hindi.

    • @sumittete801
      @sumittete801 3 роки тому +10

      He is not even good at communication in odia...forget about other languages 😂

    • @shubhamkumarhealthandyoga3938
      @shubhamkumarhealthandyoga3938 2 роки тому +1

      also one thing I want to inform you... that is not Oriya that is Odia

  • @hemantakumarmohanty849
    @hemantakumarmohanty849 4 роки тому +5

    ଓଡିଶାରେ ଓଡ଼ିଆ ଙ୍କ ଦୁଖ ଯିଏ ବୁଝିବେ ତାକୁ ଆମେ ଭୋଟ ଦେବୁ

  • @nescothikasangha7514
    @nescothikasangha7514 4 роки тому +4

    ଆଉ ଯାହା ଅଛି ବିକି କି ଖାଇବା ପାଇଁ ନବୀନ ଙ୍କ ପୁତୁରା କହିଲେ

  • @ayaskantaswain8961
    @ayaskantaswain8961 5 місяців тому

    ନରଣ ସବୁ ସାରିଦେଲା

  • @sanjayparida2997
    @sanjayparida2997 5 місяців тому +1

    Please Arun Pattnaik sir Orissa please asiba please

  • @biswabhusannanda8664
    @biswabhusannanda8664 Рік тому +1

    Late Biju Pattnaik is the fittest person to receive the Bharat Ratna posthumously. This will increase the prestige of Odisha/India.

  • @natural9937
    @natural9937 4 роки тому +1

    ଆମେ ବିଜୁ ବାବୁଙ୍କୁ ସନ୍ନମାନ କରୁ କାରଣ ସମସ୍ତେ ଜାଣିଛନ୍ତି ହେଲେ ତାଙ୍କ ନାତି ------------------------------------ଆମେ ସନ୍ନମାନ କରୁନା ମେତେତ ରାଗ ଲାଗୁଚି news ଵାଲା ଙ୍କ ଉପରେ

  • @SUSHILARJUNNDAS
    @SUSHILARJUNNDAS 11 місяців тому +1

    ବନ୍ଦେ ମାଆ ତାରାମ୍

  • @SUSHILARJUNNDAS
    @SUSHILARJUNNDAS 11 місяців тому +1

    ଜୟ ମାତୃଭାଷା

  • @ChittaranjanPradhan-yq2bd
    @ChittaranjanPradhan-yq2bd 5 місяців тому +1

    Welcome to odisha Aruna pattanaik sir please bjd party

  • @career8939
    @career8939 4 роки тому +8

    ମହାଶୟ ,
    କିଭଳିଆ ପ୍ରଶ୍ନ ପଚାରୁଛନ୍ତି ।

  • @bijaymohanty2248
    @bijaymohanty2248 5 місяців тому

    ଏ କନକ ନ୍ୟୁଜ ଆଉଗୋଟେ ପ୍ରମାଦ ନିଜ ପାଇଁ ସୃଷ୍ଟି କରୁନି ତ ? ନବୀନ ପଟ୍ଟନାୟକ ଙ୍କୁ ଓଡ଼ିଶାକୁ ଡାକି ବିଜୟ ମହାପାତ୍ର , ଦିଲ୍ଲୀପ ରାୟ ପୁରସ୍କୃତ ହେବା ଭଳି ପରିସ୍ଥିତି ,କନକ ନ୍ୟୁଜ୍ ଆଶା ପୋଷଣ କରେ କି ?
    ତତ୍ କାଳୀନ ସମ୍ପାଦକ ସୌମ୍ୟରଞ୍ଜନ ଙ୍କ ସଂପାଦକୀୟ ସ୍ମରଣୀୟ !!!!!!

  • @akhayakumarswain8391
    @akhayakumarswain8391 3 роки тому +37

    I am very sad about arun patnayak's speech because odisha culture is odia language but he can't know odia .....jay hind

    • @kcpradhan8285
      @kcpradhan8285 2 роки тому +2

      ok I'll look l ll l

    • @shubhamkumarhealthandyoga3938
      @shubhamkumarhealthandyoga3938 2 роки тому +3

      even Navin Patanaik can't speak odia

    • @sarbeswarmohanto2207
      @sarbeswarmohanto2207 2 роки тому

      @@kcpradhan8285 to

    • @Mr.dash_6
      @Mr.dash_6 Рік тому +1

      Bhai naa tame odia janichha naa bhala English 😂😂😂😂
      Tame odia re lekhithile bhala hoithanta😂😂

    • @Mr.dash_6
      @Mr.dash_6 Рік тому +1

      Bhai "He can't know Odia" hebani..
      "He doesn't know Odia" heba
      Or
      He can't speak Odia heba
      😂😂😂

  • @SUSHILARJUNNDAS
    @SUSHILARJUNNDAS 11 місяців тому +1

    ଜୟ ମାତୃଭୂମି

  • @sushantamallik2137
    @sushantamallik2137 4 роки тому

    ଏଠାରେ କନକ ନିଉଜ ବିଜେଡି ପାଇ ଗୋଲାମ ହୋଇଯାଇଛି

  • @bktvbicharkrantitv...5402
    @bktvbicharkrantitv...5402 3 роки тому +2

    ଏଇ ଭଳି ଚାଟୁକାର୍ ସାମ୍ବାଦିକ ମାନଙ୍କର ଆଉ କୌଣସି ଆବଶ୍ୟକତା ନାହିଁ ଭାଇ ଆମ ଦେଶରେ !
    ଓଡିଶାଟା ବିଜୁ ବାବୁ ବା ନବୀନ ବାବୁଙ୍କର କୌଣସି ପୈତୃକ ସମ୍ପତ୍ତି ନୁହେଁ ଆଞା ! ତେଣୁ ବିଜୁ ବାବୁଙ୍କର ପୁଅ ଓ ପୁଅ ପରେ ନାତି ନାତୁଣୀ ମାନେ ଓଡିଶାରେ ରାଜୁତି କରି ରାଜ୍ୟଟାକୁ ରସାତଳକୁ ନେଇ ଚାଲିଥିବେ !
    ଏବେ ନବୀନ ବାବୁ ରାଜ୍ୟଟାକୁ ଚଲାଉ ନାହାଁନ୍ତି ବରଂଚ ସେହି ଚାଲାକିଆ ଚୋର ପାଣ୍ଡିଆନ୍ ହିଁ ଚଲାଉଛି ।ନବୀନ ନାମକୁ ମାତ୍ର ।ପାଣ୍ଡିଆନ୍ ଠାରୁ ଆମର ବେଶୀ ସାତ୍ତ୍ଵିକ ବୁଦ୍ଧି ଅଛି ହୋ !
    ହଁ ଅବଶ୍ୟ ଅତି ବୁଦ୍ଧିଆ ତାମିଲ୍ ଚୋର ପାଣ୍ଡିଆନ୍ ବିଧାନ ପରିଷଦ ଜରିଆରେ ମୁଖ୍ୟମନ୍ତ୍ରୀ ହୋଇ ଯିବା ଅପେକ୍ଷା ଅରୁଣ ପଟ୍ଟନାୟକଙ୍କୁ ଆଣିବା ଭଲ ହେବ । ନଚେତ୍ ପାଣ୍ଡିଆନ୍ ଆମ ରାଜ୍ୟଟାକୁ ଅଧିକ ଲୁଟି କରି ପୁରା ରସାତଳକୁ ନେଇ ଯିବ !ତାକୁ ଲୁଟିବା ପାଇଁ ଦେବା ଅପେକ୍ଷା ଅରୁଣ ହିରାନୀ ପଟ୍ଟନାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ କରିବାଟା ବହୁତ ଅଧିକ ଭଲ ହେବ !
    କିନ୍ତୁ ଯାହାବି ହେଉ ଏହାକୁ ବାସ୍ତବ ଲୋକତନ୍ତ୍ର ତ କୁହାଯିବ ନାହିଁ ବରଂଚ ଏହାକୁ ଗୋଟେ ପ୍ରକାର ରାଜତନ୍ତ୍ର ହିଁ କୁହାଯିବ ।
    କ୍ରମଶଃ:-.....
    W:-9861 506030

  • @KaliaKandi-zc9nv
    @KaliaKandi-zc9nv 5 місяців тому

    ଏଟା ଆମର ଓଡିଶା ଶାର ବାହାର ଷ୍ଟେଟ୍ ନୁହେ ଓଡ଼ିଆ କୁହ ଆମ ମାତ୍ରୁଭାଶା କଣ ପୁଣି ଶେଇ ପାଠ

  • @bhismacharyachoudhury9043
    @bhismacharyachoudhury9043 5 місяців тому

    Dhanyawad 💐💐

  • @nnb7902
    @nnb7902 4 роки тому +21

    Nonsense kanak news reporter,,,,A little knowledge of reporting, way of speaking degraded the value of news.

  • @Saismanctc
    @Saismanctc 4 роки тому

    ଗୁଲମି କରିବାର ଅଭ୍ୟାସ ଚଡ଼ିପରୁନି ଆମ ଓଡ଼ିଶା , ପ୍ରଥ ମେ ରାଜା ମାନଙ୍କ ଗୁଳମି କଲ ,ତାପରେ ଇଂରେଜ ମାନଙ୍କ ଗୁଲାମି କଲ ,ତାପରେ ନେତା ,ପୁଣି ଏବେ ନବୀନ ର ବଂଶଧର ମାନଙ୍କ ଗୁଲମ୍ ହବାକୁ ଚାହୁଚ ,ଗଣତନ୍ତ୍ର ର ମନେ କଣ୍ ଗୁଲମୀ କରିବ ,ଓଡ଼ିଶା ରେ କଣ୍ ଆଉ କେହି ନାହାଁନ୍ତି cm habaku, ଗାନ୍ଧୀଙ୍କ ଶିକ୍ଷ୍ୟା ର କିଛି ବି ମର୍ଯ୍ୟାଦା ରଖୁନ ,ତୁମ ଜୀବନ ଏମିତି ଗୁଲମ୍ ହେଇ ରହିବ

  • @panchananapadhiari5368
    @panchananapadhiari5368 4 роки тому

    He Prabhu Jagannath Rakshya Kara Odisha ku......

  • @anantamoharana2305
    @anantamoharana2305 4 роки тому +4

    ସବୁଯାକ ଅଣ ଓଡିଆ

  • @ncmworld5332
    @ncmworld5332 2 роки тому +1

    ପରିବାର ବାଦକୁ କାହିଁକି ଉତ୍ସାହିତ କରାଯାଉଛି।

  • @Odisha_BLS_King_Hitman
    @Odisha_BLS_King_Hitman 13 днів тому

    Jay Jagannath 🙏

  • @deepikasaraka4666
    @deepikasaraka4666 3 роки тому

    ମ୍ୟାଡାମ୍ ଏଠି କହିବାର ଶୁଣାଯାଉଛି ଯେ, ନବୀନ ପଟ୍ଟନାୟକ ଙ୍କ ଉତ୍ତରାଧିକାରୀ ଅରୁଣ ପଟ୍ଟନାୟକ ବୋଲି। ଓଡ଼ିଶାରେ ଗଣତନ୍ତ୍ର ଶାସନ ଚାଲିଛି ନା ରାଜତନ୍ତ୍ର ଶାସନ ଚାଲିଛି???

  • @tulukandi6180
    @tulukandi6180 5 місяців тому

    A ଶଳା କେହି ଜଣେ ଓଡିଆ ଭାଷା ଜାଣିନାହିଁ ପୁଣି ସେହି ଅଣ ଓଡ଼ିଆ କଣ ଶାସନ୍ କରିବେ

  • @gurubhailifestyle
    @gurubhailifestyle 5 місяців тому

    ଓଡିଆ ତ କହି ପାରୁନି ସେ ରାଜନୀତି କଣ କରିବ

  • @chandanlicmayurbhanj8065
    @chandanlicmayurbhanj8065 5 місяців тому

    Out him in odisha, We want odia cm, ଲୁଟି ବାକୁ ଆସି ଥ ଇ ପାରନ୍ତି

  • @jagannathbehera8472
    @jagannathbehera8472 4 роки тому

    ସବୁ ସମାନ କଥା କୁ ନେଇ କହୁଛ ଅଧିକ ଯୋଡିବା ପାଇଁ.୩ ମିନିଟ୍ ର କଥା କୁ ଲମ୍ବା କହୁଛ

  • @aniyachhotaray4072
    @aniyachhotaray4072 5 місяців тому

    ବାପା ଓ ପୁଅ କେହି ଓଡିଆରେ ପଦେ ହେଲେ କଥା ହେଲେ ନାହିଁ | କାହିଁକି ଚର୍ଚ୍ଚା !!!!!!!!!!!

  • @mahantsarjupurisarju6383
    @mahantsarjupurisarju6383 Рік тому

    ଜୟ ଜଗନ୍ନାଥ 🙏🌹

  • @alokkhandayatray1362
    @alokkhandayatray1362 5 місяців тому

    ଓଡ଼ିଶାରେ ଆଞ୍ଚଳିକ ଦଳ ବୋଲି କିଛି ରଖିବୁନି

  • @susantachalanchalan8789
    @susantachalanchalan8789 3 роки тому

    Kanak news best

  • @rasmibhuyan6255
    @rasmibhuyan6255 4 роки тому

    ଆମ ରାଜ୍ୟରେ ଆଉ କେହି ନାହାନ୍ତି ଜ୍ଞାନୀ ଦେଶଭକ୍ତି ମୁଖ୍ୟମନ୍ତ୍ରୀ ହେବାକୁ, ବାସ ନବୀନ ପରେ କିଏ, ମିଡ଼ିଆକୁ ଆଉ କାମ ନାହିଁ, ମିଡ଼ିଆକୁ ଦେଖାଇବା ଜରୁରୀ ଯେତେ ପ୍ରାକୃତିକ ସମ୍ପତ୍ତି ର smuggling ହେଉଛି ଯଦି ବାସ୍ତବରେ କର ଠିକ ଭାବରେ ଦେଇଥାନ୍ତେ ମୋ ଓଡ଼ିଶା ସ୍ୱିଜ଼ରଲଣ୍ଡ ଠାରୁ କମ ହେଇନଥାନ୍ତା

  • @rajivroutray8126
    @rajivroutray8126 3 роки тому +20

    It's an odia news channel
    Odia reporter 1st talks in Odia
    Then communicates with Arun Pattnaik in hindi
    Then Arun Sir replies in English
    And finally the report concludes in Odia
    Incredible
    Aame Swabhimani Odia

    • @dip2786
      @dip2786 3 роки тому +1

      Our reporters realy need to work on accent and speaking quality...

  • @sushilkumards9134
    @sushilkumards9134 4 роки тому +24

    Oh...Babu nku b odia Jana Nahi...kintu fursat milile cm hei jibe...😂😂😂

  • @bblpbiswjit4736
    @bblpbiswjit4736 2 роки тому

    ଏ ସବୁ ଓଡ଼ିଆ ନୁହଁ

  • @jagdishpanigrahi6245
    @jagdishpanigrahi6245 4 роки тому +1

    କୋଲକାତା ରେ ଥିବା ବିଜୁବାବୁ ଙ୍କ ଡ଼ାକୋଟା ବିମାନ ଓଡିଶା କୁ ଅଣାଯାଉ

  • @bijayparida8085
    @bijayparida8085 8 місяців тому

    ଭଲ ହେବ

  • @MousumiDas-wk6hk
    @MousumiDas-wk6hk 5 місяців тому

    Only Naveen patanayak sir odisha basi nka dukho bujhiparanti BCS se mrd nuho tankara odisha basi nka prati bahut bhala paiba Achii 😢😢😢😢😢

  • @debjitmishra4819
    @debjitmishra4819 4 роки тому +2

    Nice !! Welcome Arun Patnaik... 5 years for you sir. The state is yours.

  • @ExcitedBoatLake-pf2qs
    @ExcitedBoatLake-pf2qs 6 місяців тому +1

    Next cm

  • @birupakshapradhan8147
    @birupakshapradhan8147 4 роки тому

    ଚର୍ଚ୍ଚା କଣ ନବୀନ ପଟ୍ଟନାୟକ ର ଉତ୍ତରାଧକାରୀ ସୌମ୍ୟରଞ୍ଜନ ପଟ୍ଟନାୟକ

  • @kanhudas3308
    @kanhudas3308 5 місяців тому +1

    Welcome welcome 👏👏👍👍👍👍👍👍👍👍👍👍👍🙋‍♂️🙋‍♂️🙋‍♂️🙋‍♂️🙋‍♂️

  • @viralodisha1241
    @viralodisha1241 4 роки тому +4

    Biju pattnaik greatest man in India

  • @SunilSahu-sd6xy
    @SunilSahu-sd6xy 3 роки тому +1

    Nice good

  • @kingcobra5909
    @kingcobra5909 4 роки тому

    Next Odisha king and CM...

  • @sanjibakumardash7246
    @sanjibakumardash7246 3 роки тому +10

    Arun patnayak seems to be a befitting future cm of Odisha, at least he won't be befooled by bureaucracy.

  • @kartiraj3635
    @kartiraj3635 2 роки тому +2

    The great freedom fighter biju pattanik deserves padma vivusan awards

  • @lopamudrasahoo1623
    @lopamudrasahoo1623 4 роки тому +4

    ମାତୃଭାଷା ର କଳଙ୍କିତ ପୁରୁଷ

  • @bhagirathidasodisha.6934
    @bhagirathidasodisha.6934 5 місяців тому

    ଏ ବି ଓଡ଼ିଆ ଜାଣି ନାହାନ୍ତି
    ବାଃ ବାଃ ରେ

  • @pabitraswain1273
    @pabitraswain1273 5 місяців тому

    ଏଇଟା କେତେଦିନର ନିଊଜୁ