ବାପାକୁ ଛୁରି ଭୁସିଲା, ପାଖରେ ଜଗି ରହିଲା || Son Stabs Father to Death in Bhubaneswar Apartment || OR

Поділитися
Вставка
  • Опубліковано 2 лип 2024
  • ପିଲାଙ୍କୁ ଆଇନର ପାଠ ପଢାଉଥିଲେ। ମାନବାଧିକାର ସହ ଇଣ୍ଟରନ୍ୟାଶନାଲ ଲ’ ଉପରେ ଅଗାଧ ଜ୍ଞାନ ବି ଥିଲା। ହେଲେ ଶେଷରେ ମଣିଷପଣିଆ ହରାଇ ଆଇନକୁ ନିଜ ହାତକୁ ନେଲେ। ପୁରା ଘଟଣାଟି ଏହିଭଳି। ବୁଧବାର ଭୋରରୁ ରାଜଧାନୀର ରଙ୍ଗମାଟିଆ ଅଞ୍ଚଳରେ ଥିବା ଏହି ଆପାର୍ଟମେଣ୍ଟରେ ହୁରି ପଡିଲା
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #lawproffesor #lecture #law #crime #bhubaneswar #odisha #OdishaReporter

КОМЕНТАРІ • 16

  • @Sanidev6227
    @Sanidev6227 6 днів тому +8

    ବଡ ଘର ବଡ ଗୁମର କଥା 😢😢😢

  • @sonampattanaik5811
    @sonampattanaik5811 5 днів тому +1

    ପୁଅ ସିନା ବହୁତ୍ ପାଠ ପଢି ପ୍ରଫେସର ହେଇଗଲା ହେଲେ ମଣିଷ ପଣିଆ ପାଠ ରେ ସେ ମୂର୍ଖ ବୋଲି ସାବ୍ୟସ୍ତ ହେଇଗଲା। ପାଠ ପଢି ବଡ଼ ପ୍ରଫେସର ହେଲେ କଣ ହେଇଗଲା ଯେ ବିବେକ ଜ୍ଞାନ ନାହିଁ
    ଧିକ ତମ ମଣିଷ ଜୀବନ ଯିଏ ଜୀବନ ଦେଲା ତାକୁ ହିଁ ମାରିଦେଲା।

  • @saibanibehera2882
    @saibanibehera2882 5 днів тому

    Chhi chhi aathu 🙈🙉🙊 this is education 📖

  • @sankarbeherdalai5943
    @sankarbeherdalai5943 4 дні тому

    କେବଳ ଫାଶୀ😂

  • @pradeepkumarmohapatra235
    @pradeepkumarmohapatra235 6 днів тому +1

    Kichi new katha nuha 😂😂pila ku gita Gyan dia, nam jap kar nahle agaku Amit daly news asiba wet... comming soon. Radhe Krishna ❤

    • @suryanarayan848
      @suryanarayan848 6 днів тому

      Hare Krishna Hare Krishna Hare Hare Hare Rama Hare Rama Rama Rama Rama Hare Hare

  • @manjumaharana6298
    @manjumaharana6298 6 днів тому

    ତାକୁତକାନାଫାସି ଦିଅ.ସିଖାଇଲା

  • @user-xv1jf7xv9d
    @user-xv1jf7xv9d 6 днів тому +1

    Jia kahucha tike ta humanity dekhao,emti kan kahucha rawody vali.

  • @TheLifeVibes
    @TheLifeVibes 6 днів тому

    Pubilc ra mari sampati badi menche kale amiti fala mile

    • @TheLifeVibes
      @TheLifeVibes 6 днів тому

      Bapa gala pua bi jiba jail tahele ki sukha milia ate sampati badi kari chua ku patha satha padhei ବଡ଼ ମଣିଷ କରି କିଛି ନାହି loko Khali Paisa pachhare ଦେଉଛନ୍ତି ଶେଷ କୁ barbaad heuchanti

  • @santilatapanda1386
    @santilatapanda1386 6 днів тому

    Nija pua bodhe nuha

  • @santoshkumarmallick6785
    @santoshkumarmallick6785 5 днів тому +1

    Kalijugara saitan pua