Tragedy strikes as a law college professor kills father in Bhubaneswar | Nandighosha TV

Поділитися
Вставка
  • Опубліковано 2 лип 2024
  • #Bhubaneswar #Odisha #policecommissionerate #NandighoshaTV
    Tragedy strikes as a law college professor kills father in Bhubaneswar | Nandighosha TV
    ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା। ରଙ୍ଗମାଟିଆ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ବାପାଙ୍କୁ ହତ୍ୟା କଲା ପୁଅ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 127

  • @kapilashsunaniofficial2078
    @kapilashsunaniofficial2078 2 дні тому +120

    କେବଳ ସଂସ୍କାର ର ଅଭାବ,, ଶିକ୍ଷିତ ହେଲେ କଣ ହେଲା । ଏଣୁ ଶିକ୍ଷା ସହ ସଂସ୍କାର ବହୁତ ଜରୁରୀ ।

    • @devbehera9506
      @devbehera9506 2 дні тому

      ରାମାୟଣ ପଢ଼ାହେଉଛି, ମହାଭାରତ, ଗୀତା ସବୁ ପଢ଼ାହେଉଛି ଆଉ କଣ ପଢିଲେ ନୈତିକ ଶିକ୍ଷା ମିଳିବ

    • @kushamajhi6440
      @kushamajhi6440 День тому

      Budha mane b marijiba jae luve maruchhan

    • @itishreepriyadarsaninayak3341
      @itishreepriyadarsaninayak3341 День тому +1

      Pilabelu Atyadhika sneha,atma garba, Bina sanskar jogu emiti huae

    • @badboysai3947
      @badboysai3947 День тому

      ​@@devbehera9506😊

  • @skdsingerkumarsaroj655
    @skdsingerkumarsaroj655 2 дні тому +22

    ଜ୍ଞାନୀ ହେବେ ବାଟବଣା
    କଳୀଯୁଗର ଶେଷ ସଂକେତ
    ଜୟ ଜଗନ୍ନାଥ

  • @cutekajal123
    @cutekajal123 2 дні тому +78

    ବାପା ଯେତିକି ଟଙ୍କା ଖର୍ଚ୍ଚ କରିକି ପାଠ ପଢ଼େଇଛନ୍ତି ସାରା ଜୀବନ କମେଇ ପାରିବ ବାପା ମାରିକି କଣ ମିଳିଲା ଯେତେ ପାଠ ପଢିଲେ କଣ ହେବ ଜ୍ଞାନ ଥାଇ ଓଜ୍ଞାନ ଶିକ୍ଷା ଥାଇ ଓଶିକ୍ଷିତ ମାନସିକ ରୋଗୀ ଲୋକ ଯୋଉ ଟଙ୍କା ପାଇଁ ମାରିଲୁ ସେହି ଟଙ୍କା ତମେ ମାନେ ସବୁ ଆଗକୁ ଉପଭୋଗ କରିଥାନ୍ତ ତମ ବାପା କଣ ଟଙ୍କା ସର୍ଗକୁ ଧରିକି ଗଲେ ki

    • @sayuris1139
      @sayuris1139 2 дні тому +1

      What does this mean?

    • @zehidabegum3617
      @zehidabegum3617 2 дні тому

      Krutaghna Pua, se jaha bi hoi thau sie BAPA, jahank pain Pua sansar ku asi thila,
      Professor Pua SAMAJ KU KAN BARTA DELA ?

    • @rabindrasahoo3059
      @rabindrasahoo3059 День тому

      😅😊

    • @bishnupriyamishra3326
      @bishnupriyamishra3326 День тому +1

      ରାଗ ପରମ ଚଣ୍ଡାଳ...!ବୁଦ୍ଧି ,ବିବେକ ହଜାଇ ଦିଏ। କ୍ଷଣକ ରାଗର ବଶବର୍ତ୍ତୀ ମଣିଷକୁ କଣ ନ କରେ....!! ବିନାଶ କଲେ ବିପରୀତ ବୁଦ୍ଧି !

  • @surendranathrath504
    @surendranathrath504 2 дні тому +35

    କଦାପି ସେ ମିଷ୍ଟଭାଷୀ ନୁହନ୍ତି, ଏଭଳି ଚରିତ୍ର ପ୍ରଫେସର୍ ହେବା ପାଇଁ ଅଯୋଗ୍ୟ, ଯେଉଁ ଉଚ୍ଚଶିକ୍ଷିତ ଆପଣ କହିଲେ ସେଥିରେ ମୁଁ ଏକମତ ନୁହେଁ, ସାର୍ଟିଫିକେଟ କଦାପି ଶିକ୍ଷା ର ମାପକାଠି ନୁହେଁ।ଏ ଜଣେ ହତ୍ୟାକାରୀ, ଏଭଳି ପିତୃହନ୍ତା ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ଏହାକୁ, କଠୋର ରୁ କଠୋର ଦଣ୍ଡ ଦିଆଯାଉ। ପୈତୃକ ସଂପତ୍ତି ରୁ ବଞ୍ଚିତ କରିବା ଉଚିତ୍। ରାଜରାସ୍ତାରେ ଅଣ୍ଟାରେ ଦଉଡ଼ି ବାନ୍ଧି ଚଲେଇ ଚଲେଇ ନେବା ଠିକ୍। ଆଇନ୍ ଯାହା ବି ହେଉ,ଏ ବ୍ୟକ୍ତି କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ।

    • @user-jf4xd9qx9e
      @user-jf4xd9qx9e 2 дні тому +1

      ପୁରା ଠିକି କହି ଥାନ୍ତି

    • @ShriKshetraPurusottama
      @ShriKshetraPurusottama 2 дні тому

      Aapana thik kahuchanti kintu kie bujheiba ye generation ku... kie aaniba pathahudaa youth ku baataku

    • @biswaranjandas2935
      @biswaranjandas2935 День тому

      Apana thk kahuchanti e chintadhara loka crime knowledge student ka mundare inject karidebe patha na kn padhauthila

    • @surendranathrath504
      @surendranathrath504 День тому

      @@ShriKshetraPurusottama ନା ଯୁବଗୋଷ୍ଠୀ ପଥଭ୍ରଷ୍ଟ ଉଦଭ୍ରାନ୍ତ ପାଇଁ ଅନେକ ଭାବେ ବାପା ମା ଦାୟୀ। ତଥାପି ଅନେକ ଯୁବକ ଯୁବତୀ ପିତା ମାତା ମାନଙ୍କ ପାଇଁ ସମର୍ପିତ। ଏ ଘଟଣା ରେ ଜଣେ ସାର୍ଟିଫିକେଟ ଧାରୀ ମୂର୍ଖ ପ୍ରଫେସର ଜଡ଼ିତ ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।

  • @manasbeher7264
    @manasbeher7264 2 дні тому +27

    ପିଲାମାନ ଙ୍କୁ ଅଧିକ ପାଠ ପଢ଼େଇଲେ ଏମିତି ଅବସ୍ଥା ହୁଏ ସବୁବେଳେ ପିଲାମାନଙ୍କୁ ଅଳ୍ପ ପାଠ ପଢ଼େଇ ରୋଜଗାର କରିବା ଶିଖାନ୍ତୁ

    • @dipun84in
      @dipun84in 2 дні тому

      Tuma bhali murkha hi emti katha kahi paribe, jahara pila rickshaw chalanti.

    • @rakeshparidaparidrakeha8877
      @rakeshparidaparidrakeha8877 2 дні тому +1

      Right

    • @santoshpatnaik3686
      @santoshpatnaik3686 День тому +2

      ଅଧିକ ପାଠ ପଢିଥିବା ସବୁ ପିଲା ଏମିତି କରନ୍ତି ନାହିଁ. ତୁମର ଚିନ୍ତାଧାରା ଭୁଲ୍.

    • @manasbeher7264
      @manasbeher7264 День тому

      @@santoshpatnaik3686 ମୋର ଯଦି ଚନ୍ତା ଧାରା ଭୂଲୁ ସେ ଲୋକ ଜଣେ ପ୍ରଫେସର ହେଇ ପିତା ମୋହ ଭୀଷ୍ମ କୁ କାହିଁକି ମାରିଲେ 🙏

  • @bksethy1
    @bksethy1 2 дні тому +15

    Wrong statement. He is Not educated. He is A certificate holder.

  • @routking8192
    @routking8192 2 дні тому +26

    ସମାଜ ର ଶିକ୍ଷିତ ଲୋକୋ ଏମିତି କରିବେ ଛି

  • @saroj1296
    @saroj1296 2 дні тому +23

    ତୁମେ କିଏ ବାପା କିଏ ପୁଅ କିଏ ଝିଅ ଭଉଣୀ କହିପାରୁନ

  • @AmanEntertainment7
    @AmanEntertainment7 2 дні тому +13

    ଏଠି ତାଙ୍କ ଝିଅ ର ଭୂମିକା ନିହାତୀ ରହିଛି, ଝିଅ ନିଶ୍ଚିତ କିଛି ସମ୍ପତି ର ଲୋଭ ରେ ବାପା ମା କୁ ନିଜ ଆୟତରେ ରଖିଥିବ, ସେଥିପାଇଁ ପୁଅ ରାଗିକି ଏମିତି କରିଛି,

  • @socialworkerajay8658
    @socialworkerajay8658 День тому +4

    ଭଗବାନ କରନ୍ତୁ ଏମିତି ପୁଅ କୋଉ ବାପା ମାଆ ଙ୍କୁ ନ ମିଳୁ 🙏🙏

  • @swarnalatajena6430
    @swarnalatajena6430 2 дні тому +10

    Pua manaku bapa maa besi vala paile emiti fala mile

    • @TravisBickle58
      @TravisBickle58 День тому +1

      Tahale khali jhiku bhala paiba katha? Kichi din tale Goa ra gote lodge re gote mahila nijara 4 yr pua ku murder kari, suitcase re bhari phingibaku neuthila. It's human nature very dark.

  • @crazyyyy-cp5ih
    @crazyyyy-cp5ih 2 дні тому +6

    ଅତ୍ୟଧିକ ଗ୍ୟାନ ରୁ ଗର୍ବ, ଖର୍ବ ହୁଏ

    • @phenoix_990
      @phenoix_990 День тому +1

      Sethi pain profile re free fire ra photo achhi😂

  • @patitakumarchoudhury9855
    @patitakumarchoudhury9855 2 дні тому +12

    ବୁଢ଼ା ବୋପାର ସମ୍ପତି ଲୋଭ ଯେତିକି, ଭେଣ୍ଡା ପୁଅର ବୋପାର ସମ୍ପତି ପ୍ରତି ଲୋଭ ସେତିକି 🙏

  • @binayapradhan4671
    @binayapradhan4671 2 дні тому +6

    ଶଳା ପ୍ରଫେସର ଟା ଚୋର ପରି ଦେଖାଯାଉଛି

  • @Ssae528
    @Ssae528 2 дні тому +4

    Tanku fasi diajau.

  • @bijaypatra9105
    @bijaypatra9105 2 дні тому +3

    ବିଜେପି ସରକାର ଆସିଛି ଆହୁରି ହିସା ବଢିବ

  • @bhagabanpradhan7500
    @bhagabanpradhan7500 2 дні тому

    Thanks

  • @bijaysahoo2341
    @bijaysahoo2341 2 дні тому +11

    Sabu ra mula jhia

  • @suryanarayan848
    @suryanarayan848 2 дні тому +5

    The daughter-in-law is the main abettor

  • @mahimavastuseva
    @mahimavastuseva 2 дні тому +5

    ଶିକ୍ଷା ମନ୍ତ୍ରୀ ଯାହା ପ୍ରଫେସର କଣ ଅଲଗା ହେବ ?

    • @jayaprakashsahu9839
      @jayaprakashsahu9839 2 дні тому

      Yahan bhi Rajneeti...
      Aur lagta hai pehle govt ka chatukaar aur chamcha hai Tu...

  • @bhagyadharanayak
    @bhagyadharanayak 2 дні тому +2

    ନ୍ୟାୟ ମୂର୍ତ୍ତି

  • @dipun84in
    @dipun84in 2 дні тому +1

    This is shocking and alarming for our society.

  • @Samir.920
    @Samir.920 2 дні тому

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @brajakishorepadhi4022
    @brajakishorepadhi4022 11 годин тому +1

    ନୈତିକ ଶିକ୍ଷା ର ଅଭାବ।

  • @user-dz7zs3bc3i
    @user-dz7zs3bc3i 2 дні тому +5

    Bapa gotey asala mg

  • @baikunthabehera3971
    @baikunthabehera3971 2 дні тому +4

    pathha na balla padhhuthila

  • @minutesaboutShantikunjbyDSLenk

    ଦୁର୍ବୁଦ୍ଧି ଯୋଗୁ, ବାପା ମା ସଂସ୍କାର ଦେଇ ନାହାନ୍ତି, ଆଗକୁ ଏହା ଆହୁରି ବଢିବ

  • @khusikhabarrupsa4987
    @khusikhabarrupsa4987 2 дні тому +1

    Very Sad
    🙏🏻 ନମସ୍ତେ (Namastey)
    "One Earth, One Family."
    🇮🇳🙏🏻🇮🇳ॐ बसुधेय कुटुम्बकम्🇮🇳🙏🏻🇮🇳
    🪷 🇮🇳🇮🇳🙏🏻🇮🇳🇮🇳Jai Akhanda Bharata🇮🇳🇮🇳🪷🇮🇳🇮🇳(India)🇮🇳🇮🇳🙏🏻🇮🇳🇮🇳

  • @itsumesh663
    @itsumesh663 8 годин тому

    ବଡ ଲୋକ ହୋଇ ମରିବା ଖୁବ୍ ଜରୁରୀ ନୁହେଁ, ଭଲ ଲୋକ ହୋଇ ମରିବା ମହାପୁଣ୍ୟ ,
    ପିଲାଙ୍କୁ ପାଠ ପଢି ଚାକର ହେବା ପାଇଁ ସ୍ୱପ୍ନ ନ ଦେଖାଇ ପିଲା ସଂସ୍କାର ଶିଖି ସଂସାର ଭିତରେ ଆଦର୍ଶ ସନ୍ତାନ ହୋଇ ବଞ୍ଚିବା ଦେଶ ସମାଜର ହିତ ପାଇଁ ଖୁବ୍ ଜରୁରୀ......🙏

  • @Dk-ec8gm
    @Dk-ec8gm 2 дні тому +4

    Bapa ra dosa thiba aaji Kali budha jaka besi hauchhanti

    • @GoswamiJagat-pc3vb
      @GoswamiJagat-pc3vb 2 дні тому +2

      To bapa ku b maride fer kana pai semiti kana kahu chhu

  • @ramakantmahanta6994
    @ramakantmahanta6994 День тому

    ଦିବ୍ୟ ଜ୍ଞାନ ନୁହେଁ କାଂଦ ଜ୍ଞାନ 'ପ୍ରାୟୟୋନ୍ ।କାଂଦ ଜ୍ଞାନର ଅଭାବ ତଥା ସାସ୍ଲାର୍ ଅଭାବ ।

  • @latsaheb1947
    @latsaheb1947 2 дні тому +2

    Tama ku kie kahithila jiba ku,khali trp

  • @mmohanty3522
    @mmohanty3522 День тому

    Law and order problem in bhubaneswar especially senior citizens is rising!

  • @prasantapadhi4934
    @prasantapadhi4934 День тому +2

    Bapa pua ku sampati debani ta au kahaku deba. Bapa ra main bhul.

    • @prasantapadhi4934
      @prasantapadhi4934 День тому

      Ta pare pua ra bhul. Janma deba pila ku gharu bahara karuchhanti .bhul kahara athire

  • @malayakumarpanda9899
    @malayakumarpanda9899 День тому

    ନନ୍ଦିଆ ଟିଭି ରେ ପ୍ରସାରିତ ଖବର ଠିକ ତ? କାହିଁକି ନା ଏମାନେ ମିଛ ଖବର ବେଶି ଦେଖାନ୍ତି।

  • @ArabindaMohapatra
    @ArabindaMohapatra 2 дні тому +2

    Wrong information provided by Nandighos tv

  • @lunarayinstrumental
    @lunarayinstrumental День тому

    Education ke sath knowledge b chahiye.

  • @sujatapatnaik5421
    @sujatapatnaik5421 2 дні тому +1

    Gharoi?! You mean the fraternal institution?!😂

  • @saisree_369
    @saisree_369 2 дні тому

    😢😢😢😢😢😢Jay jagganath 🙏🏻🙏🏻

  • @SachidanandaSahu-y4x
    @SachidanandaSahu-y4x 2 дні тому

    He Prabhu e kana karuchha

  • @DevD597
    @DevD597 2 дні тому +7

    ସରକାରୀ କମ୍ପାନୀ ରେ ଜଣେ ବେତନ ଭୋଗୀ କର୍ମଚାରୀ ହୋଇ 3-୪ ଟା ଜାଗା ଓ ଫ୍ଲାଟ୍ କିଣି ,ପୁଅ କୁ ବିଦେଶ ରେ ପାଠ ପଢ଼ାଇଛି ମାନେ ବୁଢା ଚାକିରି ରେ ବହୁତ୍ ଦୁର୍ନୀତି କରିଛି ଓ ରାଜସ୍ବ ଖାଇଛି,ତେଣୁ ପାପ ଧନ ରେ ଯୋଉ ପୁଅ କୁ ଗଢ଼ିଥିଲା,ସିଏ ହିଁ ତାକୁ ମାରିବ,ଏହା ତ god ଙ୍କ Law of karma. ଏଥିରେ ଦୁଃଖ କରିବାର କିଛି ନାହିଁ।ପାପ ତା ବାପା କୁ ବି ଛାଡେ ନାହିଁ।

  • @prativajena6995
    @prativajena6995 День тому

    Bhai a news agami pidhiki ki sandesha daba

  • @SmilingOrca-oz6mj
    @SmilingOrca-oz6mj 2 дні тому +2

    Sarbe hoibe eka kara nathiba bedara bichara tenu hoibe alpasayush jeeva sakle sarbanasha... Pitru hatya kari papi sata janma jae tor mukti nahi

  • @sagarsahu5937
    @sagarsahu5937 2 дні тому

    ପାଠ ପଢିକି ଚାକିରୀ କରିଦେଲା ସତ ମାତ୍ର ସଂସ୍କାର ର ଅଭାବ ଯୋଗୁଁ ଏମିତି ଘଟିଛି।

  • @prasantapadhi4934
    @prasantapadhi4934 День тому

    Bapa mala belaku sampati sabu neba

  • @lalitadei953
    @lalitadei953 2 дні тому

    Bada ghara bada humara katha

  • @soumyaranjanbiswal9728
    @soumyaranjanbiswal9728 2 дні тому

    education not important right eduacation is important.

  • @ranjanapanda6538
    @ranjanapanda6538 День тому

    ପୁଅର ହାତଗୋଡ଼ 4ଟାକୁ ଟାଙ୍ଗିକି ଛାଡ଼ିଦେଉ ଆଈନ୍‌।ଏତିକି କରିଦେଲେ ସାରା ଦୂନିଆ ଠିକ୍‌ ହେଇଯିବ।ଦେଶରେ ଶାନ୍ତି ଆସିଯିବ।ଶ୍ରୀକୃଷ୍ଣଙ୍କ ଠାରୁ ଦେଶ ଶିଖିବା ଦରକାର।ଅଶ୍ୱସ୍ଥାମାକୁ ଯେଉଁ ପରି
    ଦଣ୍ଡ ଦେଇଥଲେ,ଆଉ ଅଶ୍ୱସ୍ଥାମା ଦଣ୍ଡ ସହି ନ ପାରି ମରିବାକୁ ଚାହୁଁଥିଲେ ବି ଆଜିଯାଏ ନ ମରି କଷ୍ଟ ରେ ଅମର ହେଇକି ଅଦୃଶ୍ୟ ରେ ଅଛି।ଏ ପୁଅକୁ କଷ୍ଟ ରେ ବଂଚିବା ପରି ଦଣ୍ଡ ଦେଇକି ତା ଘରେ ଛାଡ଼ିଦିଆଯାଉ।ଅଜଥା ଜେଲ୍‌ରେ ରଖିକି ମଟନ୍‌ ଭାତ ଦିଆନଯାଉ।

  • @bhanjdisom1635
    @bhanjdisom1635 День тому

    Maikina dai

  • @littlequeenrakhi
    @littlequeenrakhi День тому

    ବଦଘର ବଡ଼ ଗୁମର

  • @minutesaboutShantikunjbyDSLenk

    ନୋ bail

  • @madhabchandranayak3011
    @madhabchandranayak3011 2 дні тому

    ପୋଲିସ ଯାଞ୍ଚ କରୁଛି କଣ ପୁଅ ତ ମାରିଛି ବୋଲି କ୍ଳିଅର ଆଉ ଘର କୁ ନଜର ରଖିଲେ କଣ ମିଳିବ

  • @17138
    @17138 2 дні тому

    A professor has knowledge in one subject. In other subject , they are ----

  • @ArabindDs-Reaction
    @ArabindDs-Reaction День тому

    Jete sikhita hele kana heba ..jiye paisa pain bapa ku hatya karipate se jane lobhi hoithiba

  • @SaumyaRupa1992
    @SaumyaRupa1992 День тому

    ଆରେ ବଦମାସ ପୁଅ ନିଜ ଗୋଡ଼ ରେ ନିଜେ ଠିଆ ହେଲୁନି? ଯଦି ଘର ସହିତ ପଡୁ ନ ଥିଲା ଅଲଗା ହେଇ ଯାଇ ଥାନ୍ତୁ। ମାରିବାକୁ ହାତ ଗଲା କେମିତି? କେତେ ନୃଶଂସ ଟା । ପଇସା ପାଇଁ ବାପା ଙ୍କୁ ହତ୍ୟା କରିଦେଲୁ ରେ କୁକୁର। ଅଯୋଗ୍ୟ ସନ୍ତାନ।ପାଠ ପଢା ମୂର୍ଖ କୁକୁର।ଏଇଭଳି ପୁଅକୁ ଫାଶୀ ଦଣ୍ଡ ଦିଆ ଯାଉ।

  • @shusilabalaawwchhotagadi1036
    @shusilabalaawwchhotagadi1036 2 дні тому +1

    Kaliyuga sesa hebar suchana

  • @alokkumarrout763
    @alokkumarrout763 День тому

    Bapa maa nka failed product results negative. Lobha and asat upayare dhana arjan jadi karithibe pua nije dekhichi pua...

  • @ShriKshetraPurusottama
    @ShriKshetraPurusottama 2 дні тому

    Faasi deideba katha dui swami shtri nku

  • @amitkumarbehera722
    @amitkumarbehera722 День тому

    A e loka ta Kalinga ias re padhouchhi

  • @saradaprasannananda1204
    @saradaprasannananda1204 День тому

    Besi patha padheile emiti haba... Kana kariba... Khali ta patha padha... Certificate ana.. Bada job kara.. Bass aau kichhi nuha.. Sebhali patha padha ku dhik...

  • @darkclouds6246
    @darkclouds6246 2 дні тому

    ଶଳା କି ପୁଅ ରେ ମାଘି ଆ ବଡ଼ ଘର ବଡ ଗୁମର କଥା

    • @anantacharannaik150
      @anantacharannaik150 2 дні тому

      Eita bada Ghar nuhe.Badaghar Bala khandare hananti.chhuri nuha.

  • @Lippy773
    @Lippy773 День тому

    ସେ ତ ବଡ଼ଘର ବଡ଼ ଗୁମରକଥା 😂

  • @Preciousprapti7
    @Preciousprapti7 День тому

    Tume kemiti manisha heba seita totally nija upare depend karuchi...jie jete b educated heithau na kahniki jadi tara prakruti aau chintadhara bhala nathiba tahele se kichhi b crime karipariba...manisha nije chesta kale vala manisha tia heipariba...kichhi kama kariba purbaru nija mana aau hrudayaku thare pachariki bujha seita kete thik aau kete bhul..jadi etiki kariparuna tahele tume manisha janma paibara jogya nuhna...

  • @biswaranjandas2935
    @biswaranjandas2935 День тому

    Se pua taku phasi deidia

  • @damodarsatapathy6418
    @damodarsatapathy6418 2 дні тому

    Saburamulabahu

  • @nababarika4028
    @nababarika4028 2 дні тому

    What may be he is useless. Value less education

  • @monajsabat8383
    @monajsabat8383 День тому

    N TV show B j D party meicha katha pars parchar karuchie Naveen geta gauchie

  • @sribant7489
    @sribant7489 2 дні тому

    Money ete important kei. ..😂

  • @user-pk1tz5lf8w
    @user-pk1tz5lf8w 2 дні тому

    ପିଲାବେଳ ବାପା ମାଆ କାନରେ ଗୋଡ଼ି ପୁରାଇ ମୋଡା ଖାଇନି ପୁଅ

  • @raghunandansasmal483
    @raghunandansasmal483 2 дні тому

    Samsar dabanala

  • @dayalugovinddaas1390
    @dayalugovinddaas1390 2 дні тому

    Frod tv Nandighosh tv , I have heard interview of Alok , he was not pratyaskh darshi, he came after 4 mins when Mr Choudhary's wife asked Alok to come . Don't spread wrong news.

  • @jyotiranjan6678
    @jyotiranjan6678 День тому

    Galu pura marijuba jail re ajibana

  • @luckyme9154
    @luckyme9154 2 дні тому +1

    Mo sasura amaku asuvidha time re kichi tanka deithile aau deba darkar nahi boli kahithile. Ebe se sei paisa anya pua buddhi re padi maguchanti jouta ame dei paribu nahi. Sasura seithipain mote o mo swami nku bahut kharap bhasa se sodhuchanti prati choto choto katha re. Emitiki ame dui jana suicide karibu boli bhabiluni. 😢😢😢

    • @jyotiswain4778
      @jyotiswain4778 2 дні тому

      Jetebele apana nkr subidha samya asila sete sampurna nadei kichhi jachileni. 🙏🏾mota moti bhabre kahibkubgale artha ru anrtha 🙏🏾🙏🏾

    • @luckyme9154
      @luckyme9154 2 дні тому

      @@jyotiswain4778 deichu.. almost half dei sarichu.

  • @narayanadash552
    @narayanadash552 День тому

    ତୁରନ୍ତ, ଫାସୀ, ଦିଆ, ଯାଉ

  • @shaitansingh9698
    @shaitansingh9698 2 дні тому +1

    Sabu 25lac pai maridela!!! Ete bada rajagaria loka 25 lac karja ku darigala😢😢

  • @akashray594
    @akashray594 2 дні тому

    gharoi college.. media wala kete selfish .. mani baku padiba.. Ebe jadi accused female hei thanta .. ta chehera dekhei v nathante.. Male boli taku publically harass karihaba ,, na kaan !!

  • @swarnalatasahoo1293
    @swarnalatasahoo1293 День тому

    Pua prati astha au nahi

  • @sishirrout9026
    @sishirrout9026 2 дні тому

    Dekhare joumane paisa pachha re dou ducha
    Ki paisa sesare bapaku hatya kari dela, Khali university ru degree hasala kale habani,tk purana aau sastra ra charcha kariba aau prathana kariba

  • @krushnachandrapanda5961
    @krushnachandrapanda5961 2 дні тому

    Marichi thik heichi

  • @niranjanbiswas5534
    @niranjanbiswas5534 День тому

    Turonto fachi dieyajau kulangarku

  • @mansingmurmu626
    @mansingmurmu626 2 дні тому +2

    ଘର କରିବା ପାଇଁ ଏତେ ଟଙ୍କା କଉଠି ପାଇଲା। ସାଲା ଓଡ଼ିଆ ଲୋକଙ୍କୁ ଏତେ ଟଙ୍କା ଲୁନ ମିଳୁଛି। ଆଦିବାସୀ ଲୋକଙ୍କୁ ସାମାନ୍ୟ ଟଙ୍କା ଲୁନ କରିବା ପାଇଁ ମାସ ମାସ ବର୍ଷ ବର୍ଷ ବ୍ୟାଙ୍କ ଧାଇଁ ବାକୁ ପଡୁଛି

  • @sureshasahoo1493
    @sureshasahoo1493 2 дні тому

    Tara wife ku pachara kan sabu uskeilabhali katha kahiachhi

  • @prasantapadhi4934
    @prasantapadhi4934 День тому

    Ati lobhe tanti mare.

  • @samirparida4209
    @samirparida4209 16 годин тому

    Tu MG MAA ku repha Kari bi kahibu mo maipa nandighose newes

  • @samirparida4209
    @samirparida4209 17 годин тому

    BJD sarkar pai marchi

  • @aleenshowmeen3221
    @aleenshowmeen3221 2 дні тому

    Emiti pua ku marijiba bhala chhi dhik se pua ..chhi chhi

  • @sureshasahoo1493
    @sureshasahoo1493 2 дні тому

    Tara wife dhara

  • @sujatapatnaik5421
    @sujatapatnaik5421 2 дні тому

    Nandighosa! Try to stay relevant, our best wishes in your soon depleting days!🤣

  • @mannamohanty4837
    @mannamohanty4837 2 дні тому

    Lova bada satru.Gyana nahin dharya nahin tenu sampati v bhoga kari parilni.

  • @skentertainmentpromotions3115
    @skentertainmentpromotions3115 День тому

    Third class news channel Nandighosh TV