8 Yrs Old Innocent Boy Brings Allegation On Uncle And Aunt Over Brutal Behavior, Cuttack | Sambad

Поділитися
Вставка
  • Опубліковано 7 жов 2022
  • 8 Yrs Old Innocent Boy Brings Allegation On Uncle And Aunt Over Brutal Behavior, Cuttack | Sambad
    SAMBAD Odisha Digital , not only brought about a revolution in the media industry of Odisha but also set new standards in Odia journalism. Sambad, is no longer a newspaper but a movement for socio-economic changes in Digital Platform . Riding on the support of the readers Sambad today is the No.1 Odia daily, a household name for substance and style.
    Sambad Digital And Sambad Print Media Platform are always aheading with odisha 's Trusted News Publication
    For The Latest News Follow us:
    Visit: sambad.in/
    Twitter:- / sambad_odisha
    Facebook:- / sambadofficial
    Instagram :- thesambad?...
    Linkedin :-www.linkedin.com/company/kana...
    #Sambad #8yrOldBoy #Allegation #Cuttack

КОМЕНТАРІ • 1 тис.

  • @ommylife4932
    @ommylife4932 Рік тому +322

    ମାଉସି ମୋର ଏତିକି ଅନୁ ରୋଧ
    ପିଲା ଟିକୁ ତୁମ ପାଖରେ ରଖ
    କଥାରେ କହନୃ ମା ନାହି ଜାଆର ସାହା ନାହି ତାଆର
    ପିଲାଟିକୁ ଦେଖି ଆଖିରେ ଲୁହ ଆସିଗଲା 😢😢😢

  • @srujanikasahoo1121
    @srujanikasahoo1121 Рік тому +210

    ଯଦି ସତ ହେଇ ଥିବ..... ଭଗବାନ୍ ତତେ ବାଞ୍ଝ କରି କି ରଖିବେ। ସେତେବେଳେ ଜାଣିବୁ କଷ୍ଟ କଣ 😡😡😡

  • @prasantakumar6857
    @prasantakumar6857 Рік тому +84

    ଯଦି ମିଛ କହୁଥିବୁ l ତୁ ବlଞ୍ଝ ହବୁ l ସାରା ଜୀବନ ତୋ କୋଳ ଶୂନ୍ୟ ହବ

  • @meenakunuvlogs
    @meenakunuvlogs Рік тому +148

    ଛୋଟ ପିଲା ଭଗବାନ ସମାନ ମୁଁ ବହୁତ ଦୁଃଖୀ 🙏🙏🙏ପୁଅ ତୁ ବହୁତ ଭଲ ହବୁ 🤲🤲🤲

  • @debashisparida8117
    @debashisparida8117 Рік тому +140

    ଏ ମାଘିଆ ପୋଲିସ କଣ କରୁଛି ,ନାବାଳକ କେସ୍ , ଏଇଟା ଜଲଦୀ action ନିଆଯାଉ ଆଉ ସେ ପିଲା କୁ ମାଉସୀ ତୁମେ ରଖ ାମୁ ଯେବେ ଏଇଭିଡିଓ ଦେଖୁଚି ମୋତେ ବହୁତ୍ ଦୁଃଖ ଲାଗୁଛି

    • @sea4758
      @sea4758 Рік тому +1

      ଗାନ୍ଧୀ ମୁଣ୍ଡ

    • @pbm650
      @pbm650 Рік тому

      Odisha police puni quick action

    • @rinkudhibar856
      @rinkudhibar856 Рік тому +1

      Sethipain bhai police ku matia kukur kahanti

    • @aru6922
      @aru6922 Місяць тому

      Tankara jiju police ra kana bada post re achanti. Jani paruthibe Kahin ki ebe jain police kichi action nei paruni 😅

    • @ommprakash8258
      @ommprakash8258 Місяць тому

      Mg police banda ku dhariki basichi

  • @Sonapradhana143
    @Sonapradhana143 Рік тому +36

    ବାବା ମା ଙ୍କୁ ଭଲ ପାଅ ସମସ୍ତେ ମା ନାହିଁ ବୋଲି କେତେ ଅସୁବିଧା 😭😭😭କେତେ କଷ୍ଟ ଛୁଆଟା ପାଇଛି ହେ ଭଗବାନ 🙏🙏ଯିଏ ଯେମିତି କରିଛି ସେଏ ସେମିତି ପାଇବ

  • @jashobantamallik101
    @jashobantamallik101 Рік тому +35

    ଦାଦା ଖୁଡି ପାୟଲ ଅଣ୍ଟି ପବ୍ଲିକ ରେ ତମ ଛାଡ଼ି ଦିଆ ଯାଉ।ମିଡିଆ ଭାଇ ଙ୍କୁ ମୋର ଅନୁରୋଧ ଙ୍କୁ କ୍ୟାମେରା ଆଗକୁ ଅଣାଯାଉ।

  • @sanyasipatra4475
    @sanyasipatra4475 Рік тому +142

    Please... Arrest them as soon as possible. And Please dont dont leave to the child. He is a good boy.🙏🙏

    • @jashobantamallik101
      @jashobantamallik101 Рік тому

      Tu କନଲିଆ କଥା କହନି ତୁ ଆରେଷ୍ଟ ହେବା ଦରକାର।ନିରାଟ ସତ୍ୟ କଥା।ବାଜେ କଥା। କାହା କୁ କହିବ।ଚେଙ୍କ ତୁ ଦେଇଚୁ।ତୁ ସଂପତ୍ତି ପାଇଁ ସବୁ ନାଟ। ଛୁଆ କୁ କାମ ରେ ଲଗାଉଥିଲୁ।ମା ବୋଲି ଚେଙ୍ଗ ଦବ। ଭଗବାନ ତମ କୁ ବହୁତ୍ ଶାସ୍ତି ଦେବେ।

    • @dujibaral2879
      @dujibaral2879 Рік тому

      ​@@jashobantamallik101

    • @dancer.rilu99youtube24
      @dancer.rilu99youtube24 Рік тому

      Hii

  • @chittaccc
    @chittaccc Рік тому +61

    Please arrest the culprits as soon as possible
    God bless the little one
    🙏🙏

    • @panchanangaan6451
      @panchanangaan6451 Рік тому

      Madurchud dada khudinku fashihele bi bahut kom

    • @panchanangaan6451
      @panchanangaan6451 Рік тому

      E dada khudi nku rastare jiba time re gadi madijau jiban Sara panguvhei padantu

  • @Aaradhya872
    @Aaradhya872 Рік тому +141

    ସବୁ ସତ କଥା କହିଛି ଗୋଟେ ଛୁଆ କେବେବି ମିଛ କହିବେନି ତୁ ଭୋଗିବୁ ରହ ଜୟ ଜଗନ୍ନାଥ 🙏

  • @chiranjibbehera7109
    @chiranjibbehera7109 Рік тому +41

    ହେ ଭଗବାନ ଛୁଆ ମାନଙ୍କ ଠୁ ମାଙ୍କୁ ଛଡେଇ ନିଅନି

  • @badaldkl7921
    @badaldkl7921 Рік тому +52

    ତୁ ଶାଳୀ ମାଇକିନିଆ ତାକୁ ମାରୁଛୁ।ଛୁଆ ଟା ମିଛ କହୁଛି।ତୁ ଶାଳୀ ସତ କଥା କହୁଚୁ।ମୋ କମେଣ୍ଟେ ପଢ଼ିବୁ ଯଦି ମତେ ଫୋନ୍ କରେ ତୋ ଗାଲ ଫଟେଇ ଦେବୀ

    • @panchanangaan6451
      @panchanangaan6451 Рік тому +6

      Se maikina sabu Dina pain banjha hei rahiba.

    • @kailashsethy3
      @kailashsethy3 10 місяців тому +1

      Right

    • @sonalisahoo4020
      @sonalisahoo4020 2 місяці тому

      Right ❤❤🙏🙏🙏sa nariku uchiti sati miliba dara kara
      Chota chua emiti micha kata. Kaba kahiba Nahi
      Buje parile

    • @Abhijit29
      @Abhijit29 2 місяці тому +1

      Maa ghia stree loka

    • @Fiftyshadesoffood
      @Fiftyshadesoffood Місяць тому

      😂😂😂😂😂❤bhala ktha kahile bhai

  • @mikhealgamanga5799
    @mikhealgamanga5799 Рік тому +22

    A child is never telling lie bcoz child is pure heart and even don't know to tell lie

  • @Bapa4207
    @Bapa4207 Рік тому +37

    କେତେ କଅଁଳିଆ କଥା କହୁଛି ବଚନ ମଧୁର ତିଲିକ ସରୁ ତୁ ବେଧେଇ ଠକଙ୍କ ଗୁରୁ....

  • @4PM384
    @4PM384 Рік тому +59

    ଖୁଡି ମିଛ କହିବାର ଧୁରନ୍ଧର। ପିଲା କଥାରୁ ଜଣ ପଡ଼ିଲା ଯେ ସେ ସାତ କଥା କହୁଛି । ପୋଲିସ ଏଇ ସବୁ କଥାକୁ ତଦନ୍ତ କରନ୍ତୁ।

    • @kumari5378
      @kumari5378 Рік тому

      Right maha michui na mahu jaruchi muh ru aajikali kau khudi ete prema dauchi ma aasila maharani devi yeah Gote 😏😏😏😏

  • @priyaseemun2866
    @priyaseemun2866 Рік тому +17

    ଛୋଟ ପିଲାମାନେ କିଛି ଯାନତି ନାହିଁ। ସେମାନେ ଭଗବାନଙ୍କ ରୂପ।

  • @chiranjibbehera7109
    @chiranjibbehera7109 Рік тому +81

    ପ୍ରଫେସର ହେଇ କଥା କହିବା ଶୈଳୀ ଶିଖି ଯାଇଯାଇଛି ତ ସେଥିପାଇଁ ଭାବି ଚିନ୍ତି କଥା କହୁଛି ଯେମିତି ଧରା ପଡି ନ ଯାଉ ହେଲେ ଛୋଟ ଛୁଆ କେବେ ମିଚ୍ଛ କହିବନି ମୋର ପୁଅ ବି ଅଛି 7yr ରେ ମୁଁ ଜାଣିଛି

    • @Jagan2020
      @Jagan2020 Рік тому

      Bsc nursing tutor at ashwini nsg school

  • @prakashswain7856
    @prakashswain7856 Рік тому +30

    Shameful incident. ଆଖିରୁ ଲୁହ ଆସିଯାଉଛି ଏ କାହାଣୀ ଶୁଣିଲାପରେ.

  • @mazalo02
    @mazalo02 Рік тому +35

    Maa durga MAA se pila ku rakhya karichi 🙏🙏🙏🙏😢😢🙏

  • @monalisagarhnayak4380
    @monalisagarhnayak4380 Рік тому +18

    God bless you Pua❤️Jay Jagannath 🙏🏻🙏🏻🙏🏻

  • @kamalnayak706
    @kamalnayak706 Рік тому +27

    ଏଇଟା ବହୁତ ବଡ଼ କେସ୍ ହବ।

  • @sea4758
    @sea4758 Рік тому +30

    ଅଲଗା ମେଡିୟା ଭାଇ ମାନେ କୁଆଡେ ଗଲେ ଓଡ଼ିଆ ହୋ ସେ ଲଗୁଳି ପଛରେ ପଡିଛନ୍ତି

    • @ratikantparida4209
      @ratikantparida4209 Рік тому

      ମୋ ମତରେ ପିଲାଟିକୁ ଆଇ ପାଖରେ ରଖାଯାଉ ତା ଦାଦା ଖୁଡ଼ିକୁ ଦଣ୍ଡ ମିଳିବା ଦରକାର

  • @fastcarrs
    @fastcarrs Рік тому +24

    They got a free child labour that's why they treat like hell. Kindly punish these family..

  • @chiranjibbehera7109
    @chiranjibbehera7109 Рік тому +109

    ଏ ବେଧେଇ କୁ ଲୁଗା ଟେକି ଗାଣ୍ଡିରେ ଚେଙ୍କ ଦେଲେ thik ହେବ ଯଦି ସତରେ ଜଗତର ନାଥ ଜଗନ୍ନାଥ ବଡ ଦେଉଳ ରେ ବସି ଥିବ ସେ ଛୋଟ ପିଲା ଟିକୁ ଠିକ ନ୍ୟାୟ ଦିଅ 🙏🙏🙏😭

    • @missing19893
      @missing19893 Рік тому +3

      ଆଉ ବୀଆ କୁ ବାରିଶି ରେ ଛାଞ୍ଚି ଦେଲେ କେମିତି ହବ

    • @bimalhi747
      @bimalhi747 Рік тому +1

      🙏🙏🙏😭😭😭

    • @sanatanbadatya6516
      @sanatanbadatya6516 Рік тому +1

      Badhia heba

  • @sea4758
    @sea4758 Рік тому +16

    ଭଗବାନ ଦେଖିଛନ୍ତି ଲୋ ମା ତୋର ସେଇଜାଗା ରେ କୋଭିଡ ହେବ ଜମା ମିଛ କହନି

  • @silinamaharana4305
    @silinamaharana4305 Рік тому +9

    ବହୁତ୍ କଷ୍ଟ ଲାଗୁଚି ଏ ଚୂଆ କଥା ଶୁଣିକି ।
    😭😭😭ମା ନାଇ ନାଇ ବୋଲି ଏଭଳି ବେବହାର ।ସେ ଦାଦା ଖୁଡି ନୁହଁ ତ ସୈତାନ୍ ।ସେ ସୈତାନ୍ ଗୁଡ଼ାଙ୍କୁ ସୈତାନ୍ ଭଳି ଦଣ୍ଡ ଦିଆ ଯାଉ ।ସେ ଛୁଆକୁ ଯେତିକି ଶାସ୍ତି ମିଳିଛି ୧୦୦ ଗୁଣ ସେ ସୈତାନ୍ କୁ ବି ଶାସ୍ତି ମିଳୁ।

  • @himansudash2090
    @himansudash2090 Рік тому +14

    Immediately arrest them and should be punished severely.

  • @subhashreerout1881
    @subhashreerout1881 Рік тому +8

    Please arrest his uncle, aunty nd aunty's sister immediately ..this case should be proper investigate
    ...nd save the innocent boy🙏🙏

  • @amritpanigrahi7101
    @amritpanigrahi7101 Рік тому +11

    Literally due to some common things!! I could feel this boy!!

  • @satyadeeppatra
    @satyadeeppatra Рік тому +11

    Semanka photo dekhaethibaru dhanyawad, Cuttack ra sabu loka ae photo ku dekha ,pakhare purae nahi amanku

  • @oyester6394
    @oyester6394 Рік тому +25

    Jaha hau chhua ta sahas kari kahila boli nahele jiban sara😥😥😥😥jana b padi nathanta......Chhua kahinki michha kahiba...

  • @user-jo5vo3jg2u
    @user-jo5vo3jg2u Рік тому +8

    ମାଗିଆ ତମେ ମଣିଷ ନା ଅମଣିଷ ଛି ତମ ଜୀବନ ଛି ତମ ମଣିଷ ପଣିଆ

  • @rasmisradha1114
    @rasmisradha1114 Рік тому +20

    Kete bhalei heuchi lo chhoto chhua ku torture kariki.. badmas lady

  • @cssantoshnayak9746
    @cssantoshnayak9746 Рік тому +14

    Request to odisha police to take all these bastard people in custody and collect all truth by hook or cook..Truth should reveal to everyone..please

  • @prakashswain7856
    @prakashswain7856 Рік тому +6

    ସବୁ ମିଛ କଥା. ଛୋଟ ପିଲାମାନେ ମିଛ କୁହନ୍ତିନାହିଁ. Child is very innocent. Action should be taken against them immediately.

  • @ankita.m5582
    @ankita.m5582 Рік тому +15

    Chenka jie roseikare tara lage , chhua ra to lageideichu, clearly his khudi is ... .the culprit.

  • @banishreedas5242
    @banishreedas5242 Рік тому +14

    Dada khudi au ta bhauni ki langala kari rastare anthei dia jau😡

  • @rashmiranjanmohanty1365
    @rashmiranjanmohanty1365 Рік тому +9

    at 16:20 she's telling that....jaha sanskara deithile agaru seita thk nuhen .....from this we can predict her nature ...

  • @sea4758
    @sea4758 Рік тому +11

    ଛୁଆ କହୁଛି ଲୋ ମା ଛୋଟ ପିଲା ହଉଛନ୍ତି ଭଗବାନ ହାତ ଆଉ ତୋ husband ରେ ହାତ ରେ

    • @meenakunuvlogs
      @meenakunuvlogs Рік тому +1

      ସତରେ 🙏🙏🙏

    • @sea4758
      @sea4758 Рік тому

      @@meenakunuvlogs
      ବିଦ୍ୟା ରାଣ

  • @bichismitalifestyles7768
    @bichismitalifestyles7768 Рік тому +5

    Proper investigation should be done.But it is obvious no one can give care like his own mother.If grand father and mother want to keep it with them let him keep with them.

  • @MIZUL..
    @MIZUL.. Рік тому +10

    Plz take action..... about this matter 🙏..akhire luha asijauchii.....amti bi manisa achhantii........chhhii.....semanku punishment...miliba darkar🙏🙏🙏

  • @PriyaKiPareshani
    @PriyaKiPareshani Рік тому +7

    କୋଉ ଭଳି ମଣିଷ ଅଛନ୍ତି ଦୁନିଆ ରେ, ଛୁଆ ଟେ ସହ ଏମିତି କେମିତି କରିପାରିଲେ ? ଏତେ ନିଷ୍ଟୁର ଦୃଦୟ ପାଇଚ ଛି ଛି ଛି

  • @deepakmishra1311
    @deepakmishra1311 Рік тому +18

    This lady master vilian....

  • @bapibarik236
    @bapibarik236 Рік тому +18

    ଜଗନ୍ନାଥ ନିଁଛିତ ଦଣ୍ଡ ଦେବେ

  • @chinusingh6890
    @chinusingh6890 Рік тому +20

    This lady's voice is clear she is culprit and persecutor

  • @saheenusmani9318
    @saheenusmani9318 Рік тому +5

    A child never telling lies

  • @zaynli8692
    @zaynli8692 Рік тому +4

    These culprits should be arrested immediately

  • @pbm650
    @pbm650 Рік тому +6

    Sometime u just know by seeing that ..this is real...this is real...she started with anger but ultimately could not stop her tear

  • @dasknowledgecenter8261
    @dasknowledgecenter8261 Рік тому +3

    ପିଲାଟି ର କଥାରୁ ସବୁ ବୁଝି ହେଉଛି. ମାଉସୀ ତମେ ଡାହା ମିଛ କହୁଛ. ଥାନାକୁ ଯା ସେଠି ସବୁ ସତ ବାହାରିବ.

  • @pallavi6348
    @pallavi6348 Рік тому +2

    A Little Child Never tell lie .....so police should be take action Against child's Uncle & Anty ...God bless you My Child

  • @sandhyadas8195
    @sandhyadas8195 2 місяці тому +2

    ମାଆ ଛେଉଣ୍ଡ ପିଲା କୁ ଏମିତି ଟ୍ର ଚର କରୁ ଛ ଧର୍ମ ସହିବନି ଛୁଆ ଅଜା ଆଇ ପାଖରେ ରହିବା ଦରକାର ଆପଣ ଙ୍କୁ ଆମର ଅନୁରୋଧ 🙏🙏🙏🙏🙏

  • @SIPULIMAVLOG
    @SIPULIMAVLOG Рік тому +11

    ଆଈ ହବ ତ ଏମିତି

  • @rohitabisoyi1703
    @rohitabisoyi1703 Рік тому +5

    ମାଗିଆ ରେ ତୋ ମାଈକିନାକୁ ଗେହିବୁ ପିଲା କାଢ଼ିବୁ କେତେ କସଟ ଜାନିବୁ ମାଗିଆ🙏😪🙏

  • @mamatasethi1017
    @mamatasethi1017 Рік тому +1

    God bless u my son tume vala pai jagannath nku dakuchhi tumaku vala re rakhantu....

  • @rameshpradhan8772
    @rameshpradhan8772 2 місяці тому +2

    ପିଲାଟିର କଥା ଶୁଣି ଆଖିରେ ଲୁହ ଆସିଗଲା । ମାଉସୀ ତୁମେ ପିଲାକୁ ପାଖରେ ରଖ , ତାକୁ ଛାଡନାହି । ଛୋଟ ବାବୁଟିକୁ ଭଗବାନ ଅଶ୍ରିବାଦ କରନ୍ତୁ । Jay jagnnath.

  • @sarambotv8270
    @sarambotv8270 Рік тому +3

    ପୋଲିସ ତା ତରଫରୁ ପଦକ୍ଷେପ ନେଉ. ପିଲାଟିକୁ ବହୁତ ନିର୍ଯ୍ୟାତନା ଦେଇଛି ଖୁଡି......

  • @iamsatyashree4340
    @iamsatyashree4340 Рік тому +6

    Dada khudi ku arrest karajau jaldi......

  • @amohapatra123
    @amohapatra123 Рік тому +2

    Sad, U r Great Grand Parents

  • @sanyasipatra4475
    @sanyasipatra4475 Рік тому +2

    Hai jagannath... A sabu asur loko ku dand diyantu.,🙏🙏🙏

  • @annu5693
    @annu5693 Рік тому +3

    he bhagwan bachoke sath ye sab 🥺🥺🥺🥺🥺 in sbko achhese punishment milni chaiye 😡😡😡😡

  • @gobindachandraswain3060
    @gobindachandraswain3060 Рік тому +7

    ଛୁଆ ଟିକୁ ଛାଡ ନାହିଁ। ପାଖରେ ରଖି ତାକୁ ଲାଳନ ପାଳନକର। ବହୁତ ଭଲ ହେବ।

  • @rashmirekhapatra9699
    @rashmirekhapatra9699 Рік тому +2

    ete educated heiki loko aji b child abuse pai pachaunahanti.... wah.. 👏 gold medal paibe emananku... emane hela desha ra bhabisyat... police bhalaki yankara tution niantu.... emananku b semiti darkar...

  • @bhagabanbehera5238
    @bhagabanbehera5238 Рік тому +20

    Jay jagananth, ଏ ପିଲାଟି ସତରେ ଏତେ କଷ୍ଟ ଭୋଗିଛି ପୁଣି ନିଜର ଦାଦା ଖୂଡି ହିଁ ଦେଇଛନ୍ତି ।ଖୂଡି ପୂଣି ସଫେଇ ଦେଇଛନ୍ତି ଯେ ଏ ସବୁ ମିଛକଥା ବୋଲି, ଆଛା ଯଦି ପିଲାଟି କହୁଥିବା କଥା ସବୁ ସତହୁଏ ।ତା ପରେ ତୁ କହ ଖୂଡି ତୁ କି ଦଣ୍ଡ ପାଇବୁ ।ବିଚାର public ଦେବେ ଜୟ ଜଗନ୍ନାଥ

  • @sea4758
    @sea4758 Рік тому +7

    ଦାଦା ଖୁଡିଙ୍କ ନା କଣ ଟିକେ କହୁଅନ୍ତୁ

  • @godgiftedlife
    @godgiftedlife Рік тому +4

    Mausi bahut innocent..bahut kasta laguchhi e katha Sunila belaku

  • @mazalo02
    @mazalo02 Рік тому +15

    Babu aare cute boy yaar aai tome rakho se pila ku aau chadoni 🙏🙏🙏🙏🙏🙏🙏😢😢🙏

  • @ramachandra8999
    @ramachandra8999 2 місяці тому +1

    ❤Dharmo❤ balak ku russiji or shuvaom ch diyaungi tks lordzrmji

  • @swrnalatajena5812
    @swrnalatajena5812 Рік тому +10

    Chota beta dounia kan janini say micha kahipariba *AKATHA HEART KU CHUNI

  • @mamundas2120
    @mamundas2120 Рік тому +3

    Se Baby maushi Payal khudi au Niku dadaku arrest karajau semananku uchit danda milu Plzzzz 🙏🙏🙏

  • @kamalinitailoringclass2916
    @kamalinitailoringclass2916 Рік тому +2

    Jay jagannath🙏

  • @sridharbabul2350
    @sridharbabul2350 Рік тому +5

    Reporter bro please ask authentic question. Don't ask why they are biting him. You know for property only as that child may be half owner of the property or they might not wants to take responsibility of his expenditures

  • @BEkta-xi5me
    @BEkta-xi5me Рік тому +4

    Arrest them sir.....please sir

  • @sea4758
    @sea4758 Рік тому +31

    ଖୁଡିର ବାପା ମା ନିଛନ୍ତ ଅଶିକ୍ଷିତ ଟାଉଟର ହୋଇଥିବେ ସେଥିପାଇଁ ତାଙ୍କ ଝିଅ ଅଶିକ୍ଷିତ କାମ କରିଛି

  • @LovelySHUBHA
    @LovelySHUBHA Рік тому +1

    Duniare ate nirdaya loko achhanti he bhagaban 🙏🙏🙏

  • @sunakarmallick7536
    @sunakarmallick7536 2 місяці тому +2

    ତୁମେ ଜାହା କହୁଚ ସବୁ ସତ ସେ ରୁଟି ସେକିବା ହଉ,କି ଗରମ ଲାଗିବା ଠିକ୍ ଅଛି
    ସେ ପିଲା ର ବୟସ କେତେ ସେ ଛୋଟ ପିଲାକୁ କଣ ପାଇ ( ଘର ର କଚଡା )ସେ କଣ ନେଇକି ଜିବ ବାହାରେ ପକେଇବାକୁ କଣ ପାଇ
    ତୁମେ ଜନ୍ମ କରିଥିବା ନିଜ ପିଲା କୁ ଏମ୍ତି କାମ କରାଇ ପାରିବ ତ

  • @sunomama2096
    @sunomama2096 Рік тому +3

    A stri loka ta pura Micha kahuchii...se chua ta ku jama bi ta pakha ku chadanii..🙏🙏🙏

  • @pranatipattnaik135
    @pranatipattnaik135 Рік тому +3

    😭😭😭😭😭😭Kan pain amiti karanti kejani choto chua ta 😭😭😭

  • @Pin2_420
    @Pin2_420 Рік тому +2

    Great aayee… god bless him

  • @anitasahu70
    @anitasahu70 Рік тому +4

    Kebe b dada khusi pakhare nijo chus ku chadani ...se maane kebe b bhalo paiba debeni .. aau nijo aja ayi thu adhiko kehi b bhalo paibeni 😭😭🙏🏻🙏🏻

  • @lipunbiswal9413
    @lipunbiswal9413 Рік тому +11

    Tama pakhare rakhuna tama jhira pua tamara nati bhalo karicha chadani

  • @kabitaparida5831
    @kabitaparida5831 Рік тому +5

    Pls justice pls

  • @mitalibarik3213
    @mitalibarik3213 Рік тому +1

    Jay jagannath

  • @ranjayarout4523
    @ranjayarout4523 9 місяців тому +1

    Jay jagannath ok thanks

  • @mariyakhan8867
    @mariyakhan8867 Рік тому +3

    Pila ku jadi ete kasta na hoithantha ta kn gote 8years ra pila ete story kariki tuma na re kahithanta ,, katha bohut sunder kahucha 😒😒

  • @nareshnaik5028
    @nareshnaik5028 Рік тому +2

    God bless you beta

  • @sandippradhan6883
    @sandippradhan6883 Рік тому +3

    Maa apanku 1000 Namaskar

  • @bharatibag6206
    @bharatibag6206 Рік тому +3

    plzz immediately arrest them🙏

  • @bhupenchakraborty123
    @bhupenchakraborty123 Рік тому +3

    🙏🙏🙏

  • @sunilatabehera7908
    @sunilatabehera7908 2 місяці тому +1

    Satare ମା ନାହିଁ jahara ସାହା ନାହିଁ tara maushi apana ସେ pilatiku rakha🙏🙏

  • @nalinimohanty5435
    @nalinimohanty5435 Рік тому +1

    କୋମଳ ମତି ପିଲାଟିର କଥା କେତେ ମିଠା।ଖୁଡି ମିଛ କହୁଛନ୍ତି।ପିଲାଟିକୁ କାମ କରିବା ପାଇଁ ରଖିଥିଲେ।ଏମିତି ଅନେକ ସ୍ବାର୍ଥୀଲୋକ ଅଛନ୍ତି।ପିଲା ମିଛ କହୁନି।

  • @devb9548
    @devb9548 Рік тому +5

    Amiti maa samastinku milu.. 🙏🙏🙏

  • @Parthasutar
    @Parthasutar Рік тому +5

    କହୁଛି ଆରାମରେ ଟ୍ରଚର୍ କରିହେବ

  • @santosh74495
    @santosh74495 Рік тому +4

    Child act kan karuchi
    Se officer mane gale kouthi

  • @umakantirana2496
    @umakantirana2496 2 місяці тому +2

    ଛୋଟ ପିଲା କେବେ ମିଛ କହିବନି ଭଗବାନ ତତେ କେବେ ସହିବନି

  • @dibyansidusmantasunita4571
    @dibyansidusmantasunita4571 Рік тому +1

    Chhua ra mamu ghara aai pakhare rakha plz 🙏🙏🙏🙏🙏🙏🙏🙏🙏

  • @krushnamallick9734
    @krushnamallick9734 Рік тому +7

    Dada khudi gandi re luha rod garam kariki purei dijau

  • @sanyasipatra4475
    @sanyasipatra4475 Рік тому +5

    dada khudi ku turant arrest karajau

  • @partimabarik2645
    @partimabarik2645 2 місяці тому +2

    IPC ଧାରା ୨୦୭ ଅନୁସାରେ ଦାଦା ଖୁଡି ଏ ଦୁଇଜଣ କୁ ଦଣ୍ଡ ମିଳିବା ଦରକାର 😂

  • @saudaminimohanty447
    @saudaminimohanty447 3 місяці тому +1

    God bless you Beta

  • @bishudas7722
    @bishudas7722 Рік тому +4

    ଏ ମାଉସୀ ଯଦି ତମ କଥା ସତ ତା ହେଲେ ତୁମ ପାଖରେ ରଖୁନ କାହିଁକି

    • @shubhasmitaRout1170
      @shubhasmitaRout1170 Рік тому +1

      Rakhi thilu tankara force kariki neigale

    • @lipianshuvlogs
      @lipianshuvlogs Рік тому +1

      Kana ଶୁଣୁଚ ସେ ଆଇ ବା ରଖିଥିଲେ 4 ବର୍ଷ

    • @shubhasmitaRout1170
      @shubhasmitaRout1170 Рік тому +1

      @@lipianshuvlogs hn rakhithilu tanakra jabara kariki April re neigale..

    • @LipinPandab-nl5mb
      @LipinPandab-nl5mb Місяць тому

      ​@@shubhasmitaRout1170pls tama pakhe rakha. Au se bastard dada khudi no. Kindly dia. Mu tanku torture kariki shanti hebi. Parile pilara expenditure ame you tube family ru collect karideba sure. But se payal peta re mu maribi.