This is new India…: UP CM Yogi Adityanath

Поділитися
Вставка
  • Опубліковано 20 вер 2024
  • ବଦମାସୀ କଲେ ଛାଡିବୁନି
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 45

  • @Trupti-Animal
    @Trupti-Animal 4 місяці тому +7

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

    • @MaheshWorld20
      @MaheshWorld20 4 місяці тому +1

      ୨୫ ବର୍ଷ ପରେ ଆଜି ବି ଖଟିଆରେ ବୁହା ହେଉଛନ୍ତି ରୋଗୀ🤦‍♂️🤦‍♂️🤦‍♂️🤦‍♂️🤦‍♂️🤦‍♂️🤦‍♂️

    • @Riderrollxbhai
      @Riderrollxbhai 3 місяці тому +1

      Nobin to maa biha ra gehithila

  • @Purna-GaonTOKA
    @Purna-GaonTOKA 4 місяці тому +5

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।

    • @MaheshWorld20
      @MaheshWorld20 4 місяці тому

      ବିଜେଡ଼ି ଭିନ୍ନ ଭିନ୍ନ ସଭା ପାଇଁ ସ୍କ୍ରିପ୍ଟ ଟିକେ ପରିବର୍ତ୍ତନ କରୁ। ଗୋଟିଏ ଭାଷଣ କେନ୍ଦ୍ରୀୟ ନେତୃତ୍ବଙ୍କ ପ୍ରଚଣ୍ଡ ପ୍ରଚାର ଓ ଶାଣିତ ଆକ୍ରମଣ ଆଗରେ ବିଜେଡି ଭାଷଣ ଫିକା ପଡି ଯାଉଛି।

  • @RaviPatel-187
    @RaviPatel-187 4 місяці тому +5

    ଓଡ଼ିଶାର ବିରୋଧୀ ବିଜେପି ଦଳ ସବୁବେଳେ ଲୋକଙ୍କୁ ମିଛ ପ୍ରତିଶୃତି ଦେବାର ଅଭ୍ୟାସ କରି ଚାଲିଛନ୍ତି , କିନ୍ତୁ ଭୋଟ ସମୟ ଆସିଲେ ଲୋକଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଏବଂ ଭୋଟ ସରିଗଲେ ସବୁ ପ୍ରତିଶୃତି ଭୁଲିଯାଆନ୍ତି।

    • @MaheshWorld20
      @MaheshWorld20 4 місяці тому

      25 years ହେଲା କରିପାରିଲାନି ଏବେ କହୁଛ କରିବୁ | ଏହି ସବୁ ତମ ମୁଣ୍ଡରେ ରଖ ଲୋକେ ସବୁ ଜାଣିଗଲେଣି ଓଡିଶାକୁ କେମିତି ଲୁଟୁଛ

  • @Merry-24
    @Merry-24 4 місяці тому +4

    ଅନ୍ୟାୟ, ଭାବରେ ଷଡ଼ଯନ୍ତ୍ର ଓ ଛଳନା ପ୍ରଦର୍ଶନ କରି ବିଜେପି ଆଗାମୀ ନିର୍ବାଚନରେ ପରିଣାମ ନିଶ୍ଚୟ ଭୋଗିବ ରାଜ୍ୟ ବିଜେପି ଦଳ

    • @MaheshWorld20
      @MaheshWorld20 4 місяці тому

      ନବୀନ ସରକାର ସବୁ କରିଛନ୍ତି, ଦାଦନ ପାଇଁ କାହିଁକି ଯାଉଛନ୍ତି କାହିଁକି କିଛି ଗାଁ ଭୋଟ ବର୍ଜନ କରୁଛନ୍ତି, ଗର୍ଭବତୀ ରୋଗୀ କାହିଁକି ଖଟିଆରେ ବୁହା ହଉଛନ୍ତି, କାହିଁକି ଶବ କାନ୍ଧରେ trolly ରେ ନେବାକୁ ବାଧ୍ୟ ହଉଛନ୍ତି ପାଣି ଟିକକ ପାଇଁ କୋଷ କୋଷ ଦୂର ଯିବାକୁ କାହିଁକି ପଡୁଛି ।

  • @jagannthmallik1910
    @jagannthmallik1910 4 місяці тому +6

    ❤jogi jogi

  • @sukantasahoo3973
    @sukantasahoo3973 4 місяці тому +5

    Yogi❤

  • @user-el5gg8tg
    @user-el5gg8tg 4 місяці тому +6

    ବିଜେପି ଦଳ ର କର୍ମୀ ମାନେ ସର୍ବଦା ନିଜ ସ୍ଵାର୍ଥରେ ଅନ୍ଧ, ସେମାନଙ୍କୁ ନିଜ ସ୍ଵାର୍ଥ ଛଡ଼ା ଅନ୍ୟ କିଛି ଦେଖାଯାଏ ନାହିଁ ।

    • @ae.shrxnay-p6q
      @ae.shrxnay-p6q 4 місяці тому

      Pandu nuha re se Yogi bhala daba to. Pandu ku se tamilnadu jiba hare

    • @MaheshWorld20
      @MaheshWorld20 4 місяці тому

      ଏଇ ଗୋଟିଏ ପାଣ୍ଡୁ ପାଇଁ ସାରା ତାମିଲନାଡୁ State ଅପମାନିତ ହେଉଛି ‌।

    • @ae.shrxnay-p6q
      @ae.shrxnay-p6q 4 місяці тому

      @@MaheshWorld20 thk katha Bhai😂

    • @allishamanojitcreations5939
      @allishamanojitcreations5939 4 місяці тому

      To bhaliya genda dala nuhe re latine bi khaideucha

    • @artimajhi2359
      @artimajhi2359 4 місяці тому

      Sabu dala ra karmi nija swarth hin dekhanti Sethi pain e dala bhala se dala bhala kahiba band kara 😊😊😊

  • @Deepali2024
    @Deepali2024 4 місяці тому +5

    ଓଡିଶା ବାସୀ ଆଜି ଗର୍ବିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ନବୀନ ଅଧ୍ୟକ୍ଷଙ୍କ ତତ୍ୱlବଧାନ ଫଳରେ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଗଢି ଉଠିଛି l

    • @MaheshWorld20
      @MaheshWorld20 4 місяці тому

      25 ବର୍ଷ ରେ ହେଇ ପାଇଲା ନାହିଁ, ପୁଣି କହୁଚ ହବ!!!! ଲଜ୍ୟା ନାହିଁ ନିର୍ଲଜ୍ଜ

    • @pubg1550
      @pubg1550 4 місяці тому

      😂Bjd it cell

  • @RakeshDalai-x6p
    @RakeshDalai-x6p 4 місяці тому +2

    ବିଜେପି ଓଡିଶା ନେତା ମାନେ ସବୁବେଳେ ହୀନ ରାଜନୀତି କରି ସାଧାରଣ ଜନତା ଙ୍କୁ ଠକୁଛନ୍ତି ଆଉ କିଛି ନୁହେଁ। ତେଣୁ ବରଂ ଭଲ ହେବ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପୁନର୍ବାର ଜୟଯୁକ୍ତ କରି ଓଡିଶା ର ଭଲ କାର୍ଯ୍ୟକ୍ରମ ଆଗରୁ ଜେମିତି ଆରମ୍ଭ ହେଉଥିଲା ପୁଣିଥରେ ଆରମ୍ଭ ହେବ।

    • @MaheshWorld20
      @MaheshWorld20 4 місяці тому

      କଣ କରୁଥିଲ 24 ବର୍ଷ, ରୋଜଗାର ର ବ୍ୟବସ୍ଥା କଣ ପାଇଁ ଓଡ଼ିଶାରେ ନାହିଁ । ବାହାର ରାଜ୍ୟ ରେ ଭଲ ରୋଜଗାର ଆଉ ଭଲ income ହେଉଛି ଓଡ଼ିଶାରେ କାହିଁକି ନାହିଁ ।

  • @sheetalslifestyle1414
    @sheetalslifestyle1414 4 місяці тому

    My almost favorite jogi ji 🙏

  • @laxmipriyakhatei2951
    @laxmipriyakhatei2951 4 місяці тому +3

    Ygi❤🎉❤

  • @odiadesiblogger5926
    @odiadesiblogger5926 3 місяці тому

    Jay shree ram

  • @SonaliNanda-i3u
    @SonaliNanda-i3u 4 місяці тому +2

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ମିଛ କହି ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

    • @MaheshWorld20
      @MaheshWorld20 4 місяці тому

      25 ବର୍ଷ ରେ ହେଇ ପାଇଲା ନାହିଁ, ପୁଣି କହୁଚ ହବ!!!! ଲଜ୍ୟା ନାହିଁ ନିର୍ଲଜ୍ଜ

  • @nahasonlofi8728
    @nahasonlofi8728 4 місяці тому +1

    ମାନ୍ୟବର ଯୋଗୀ ତ ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ଓଡିଶା ଠାରୁ ମଧ୍ୟ ଅଧିକ ଚୋରୀ, ଡକାୟତି, ମର୍ଡର୍, ଲୁଟ୍ ଗୁଡିକ ବହୁ ମାତ୍ରାରେ ଚାଲୁଛି ଯା ତାକୁ ଆଗ ସମ୍ଭାଳିବୁ ବୁଝିଲୁ ଶୀଘ୍ର ପଳା।

    • @MaheshWorld20
      @MaheshWorld20 4 місяці тому

      ଘର ମୁରବି ଯଦି ଦିନରାତି ମଦ ପିଇବ, ଘର ଚଳାଇବା ଦାୟିତ୍ୱ ବାହାର ଲୋକଙ୍କୁ ଦେବ ତାହେଲେ ଭେଜାଲ ମସଲା,ଭେଜାଲ ତେଲ,ଭେଜାଲ ଖାଦ୍ୟ,ଭେଜାଲ ପେଟ୍ରୋଲ ମିଳିବନି ତ କଣ ମିଳିବ ?

  • @hariharbehera
    @hariharbehera 3 місяці тому

    Only Howling like a mad dog

  • @ae.shrxnay-p6q
    @ae.shrxnay-p6q 4 місяці тому +1

    Pandu tamilnadu jiba😁