VK Pandian Targets Assam CM Himanta Biswa Sarma; Says Odisha CM Has Worked With Your 'Guru's Guru'

Поділитися
Вставка
  • Опубліковано 22 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha

КОМЕНТАРІ • 40

  • @GuruMajhi-
    @GuruMajhi- 23 дні тому +5

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @Sipun303
    @Sipun303 23 дні тому +3

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @Anirudh-590
    @Anirudh-590 23 дні тому +3

    ନବୀନଙ୍କ ରାଇଜରେ, ସାଢେ ୪ କୋଟି ଓଡିଶାବାସୀ ରହିଛନ୍ତି ଖୁସିରେ । ପରିବାର ଭଳି ପାଳୁଛନ୍ତି, ସଭିଙ୍କ ଭଲମନ୍ଦ ବୁଝୁଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ।

  • @Anirudh-590
    @Anirudh-590 23 дні тому +3

    ପ୍ରତିଟି ଜୀବନ ମୂଲ୍ୟବାନ । ସମସ୍ତଙ୍କ ଯତ୍ନ ନେଉଛନ୍ତି ନବୀନ । ସାଢେ ୪ କୋଟି ଓଡିଶାବାସୀଙ୍କୁ ନିଜ ପରିବାର ଭାବି ସେବା ଯୋଗାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @user-cs9nc5pk2f
    @user-cs9nc5pk2f 23 дні тому +1

    ଓଡିଶା ମୋ ପରିବାର... ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେବା ମୋ ଅଧିକାର । ମାଟିର ବିକାଶ, ରାଜ୍ୟରେ ରୂପାନ୍ତରଣ ଆଣିବା ମୋ କର୍ତ୍ତବ୍ୟ... ଏମିତି ଆମ ମୁଖ୍ୟମନ୍ତ୍ରୀ, ଯାହାଙ୍କ ପ୍ରାଣ ସବୁବେଳେ ଲୋକସେବାରେ ସମର୍ପିତ ।

  • @chandrikasahoo3179
    @chandrikasahoo3179 23 дні тому +3

    ସେ ତ ଏତେ କାମ କରିଛି, ଭୋଟ ପାଇଁ ପ୍ରତି ମହିଳା ଗୋଷ୍ଠୀ କୁ ଦଶ ହଜାର ଟଙ୍କା, ପ୍ରତ୍ୟେକ ପୁରୁଷ କୁ ପାଞ୍ଚଶହ ଟଙ୍କା ରେ କୀନୁ ଛନ୍ କାନା ପାଇଁ ❤ ଜବାବ୍ ଦେ ପାଣ୍ଡିଆଣ୍ 😮😮😮😮

  • @LataNani833
    @LataNani833 23 дні тому +3

    ନବୀନ ସରକାରରେ କୃଷକଙ୍କର ହେଉଛି କଲ୍ୟାଣ, ବିନା ସୁଧରେ ମିଳୁଛି ଋଣ । ଚାଷୀ ଭାଇ ଓଠରେ ହସ ଦେଖିବାକୁ ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି ପଣ ।

  • @user-cs9nc5pk2f
    @user-cs9nc5pk2f 23 дні тому +1

    ଆମ ନବୀନ ସରକାର, ଆମେ ସବୁ ତାଙ୍କ ପରିବାର । ହାତ ପାହାନ୍ତାରେ ଦେଇଛନ୍ତି ସବୁ ସୁବିଧା । ଖାଇବା, ପିଇବା, ରହିବାରେ ହେଉନି କିଛି ଅସୁବିଧା ।

  • @PujaKumari-xe6kc
    @PujaKumari-xe6kc 23 дні тому +1

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

  • @PulakitDhal
    @PulakitDhal 23 дні тому +1

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @GuruMajhi-
    @GuruMajhi- 23 дні тому +5

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା...

  • @PoojaYadav-kg8xc
    @PoojaYadav-kg8xc 23 дні тому

    ନବୀନ ବାବୁ ! ଆପଣ, ମାଟିର ମହାନାୟକ... ଆମ ଓଡିଶାର ସ୍ୱାଭିମାନ ଓ ଅଭିମାନର ପ୍ରତୀକ ।

  • @PujaKumari-xe6kc
    @PujaKumari-xe6kc 23 дні тому +1

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @saniray884
    @saniray884 23 дні тому

    ଲୋକଙ୍କ ବଳ, ଲୋକଙ୍କ ଦଳ- ବିଜୁ ଜନତା ଦଳ । ମୁଁ ଗର୍ବିତ ମୋ ଦଳ ପାଇଁ, ମୁଁ ଗର୍ବିତ ମୋ ସୁପ୍ରିମୋଙ୍କ ପାଇଁ...

  • @Praveen23451
    @Praveen23451 23 дні тому +3

    Ethara BJP

  • @kartikdas7219
    @kartikdas7219 23 дні тому

    ନବୀନ ପଟ୍ଟନାୟକଙ୍କ ଭଳି ନେତା ପାଇଁ ଆମ୍ଭେ ଗର୍ବିତ। କାରଣ ଆମ ମୁଖ୍ୟମନ୍ତ୍ରୀଙ୍କର ସାରାଦେଶର ନେତାଙ୍କ ସହ ଲଢେ଼ଇ କରିବାକୁ ସାହାସ ଅଛି। ଗୋଟିଏ ପଟେ ଏକା ନବୀନ ଆଉ ଗୋଟାଏ ପଟେ ଭାରତବର୍ଷ ର ସବୁ ନେତା।

  • @saniray884
    @saniray884 23 дні тому

    ଲୋକଙ୍କ ସ୍ୱାର୍ଥ ସାଧନ, ଲୋକଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜେଡିର ମୂଳମନ୍ତ୍ର, ନୀତି, ଆଦର୍ଶ ।

  • @subhalgiri6181
    @subhalgiri6181 23 дні тому +2

    Atedina keuthi thila.pandu ku Nehi asithila

  • @subhrajyoti7809
    @subhrajyoti7809 23 дні тому

    ସବୁତିରେ ଓଡିଶା ପଛରେ

  • @SuniSethi88
    @SuniSethi88 23 дні тому +4

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର ।

  • @SuniSethi88
    @SuniSethi88 23 дні тому +4

    ଦକ୍ଷ ଦୂରଦୃଷ୍ଟି ଓ ସ୍ୱଚ୍ଛ ଶାସନ ପାଇଁ ଆଜି ସାରା ବିଶ୍ୱରେ ନବୀନଙ୍କ ବିକାଶର ମଡେଲ୍ ଅନୁକରଣୀୟ । ଓଡିଶା ଆଜି ଅନେକ କ୍ଷେତ୍ରରେ ଅଗ୍ରଣୀ ।

  • @PoojaYadav-kg8xc
    @PoojaYadav-kg8xc 23 дні тому

    ସାଢେ ୪ କୋଟି ଓଡିଆଙ୍କ ଆଶା, ବିଶ୍ୱାସ, ଭରସାର ଡାକ ନବୀନ । ପ୍ରତି ପରିବାରର ପୁଅ ନବୀନ । ପୂରା ଓଡିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସେବା, ଯତ୍ନ ଓ ସୁରକ୍ଷା ପାଇଁ ସର୍ବଦା ସଜାଗ ।

  • @saniray884
    @saniray884 23 дні тому

    ରାଜନୀତି ନୁହେଁ ସେବାନୀତିରେ ସବୁବେଳେ ବିଶ୍ୱାସ କରେ ବିଜେଡି । ଦଳର ନୀତି, ନୈତିକତା ସ୍ପଷ୍ଟ । ଗୋଟିଏ ଲକ୍ଷ୍ୟ- ଲୋକଙ୍କ ସେବା, ଓଡିଶାର ଉନ୍ନତି ।

  • @debasissahoo5132
    @debasissahoo5132 23 дні тому

    Apana ta Odishare rahi Odisha bhasa ku nasta karidele

  • @bapass4984
    @bapass4984 23 дні тому

    ନବୀନ ବାବୁ ଜଣେ ଭଲ ଲୋକ, ସେଥିରେ କିଛି ସନ୍ଦେହ ନାହିଁ।।କିନ୍ତୁ, ଅଧିକ ବୟସ ଏବଂ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ସେ ଠିକ ସେ କଥା ଭି କହି ପାରୁ ନାହାନ୍ତି, ଠିଆ ହେଇ ପାରୁ ନାହାନ୍ତି, ତାଙ୍କ ଆଖ ପାଖ ରେ କଣ ଘଟୁଛି, ସେ ଜାଣି ଭି ପାରୁ ନାହାନ୍ତି।।ଗତ ଚାରି ବର୍ଷ ଧରି ତାଙ୍କ ଅବସ୍ଥା ଏହି ପରି।।
    ନବୀନ ଙ୍କ ନାମ ନେଇ ଶାସନ ପାଣ୍ଡିଆନ ବାବୁ ,,ଆପଣ ଚଳାଉ ଛନ୍ତି,, ଏହା ସମସ୍ତ ଙ୍କୁ ଜଣା।।କିନ୍ତୁ ଆପଣ ଆପଣଙ୍କ ମନ୍ତ୍ରୀ ମାନଙ୍କୁ ଖାଲି ସଖି କଣ୍ଢେଇ କରି ରଖିଛନ୍ତି,,କୌଣସି ମନ୍ତ୍ରୀ ଙ୍କୁ କ୍ଷମତା ଦେଇ1ନାହାନ୍ତି।।
    ମନ୍ତ୍ରୀ, ବିଧାୟକ ମାନେ ଅଫିସର ଙ୍କୁ ଡ଼ରୁଛନ୍ତି ଓଡ଼ିଶାରେ ବାବୁ ଙ୍କ ଶାସନ ନ କରି, ଲୋକ ଶାସନ କଲେ ଭଲ ହୁଅନ୍ତା।।।
    ଆଉ ରହିଲା ବିକାଶ କଥା,, ୭୦% ଘରେ, ଗାଁ ଗାଁ ରେ, ଛୋଟ ସହର ରେ ଘର ପିଛା ଜଣେ କି ୨ ଜଣ ଦାଦନ ଖଟି ବାକୁ ବାହାର କୁ ଯାଉଛନ୍ତି,, ସେ ଯେଉଁ ପଇସା ପଠାଉ ଛନ୍ତି ସେଥିରେ ହିଁ ଯାହା ଭି ଚଳଣି ରେ ପରିବର୍ତନ ହେଇଛି।।
    ଖଣିଜ ସମ୍ପଦ ରେ ଭରପୁର ଓଡିଶା, ଏହା ସହ ଦୀର୍ଘ ୭୦୦ କି ମି ର Coastline ଭି ଅଛି ଓଡିଶା ରେ।।ଯଦି ଶିଳ୍ପ କୁ ପ୍ରାଧାନ୍ୟ ଦିଆ ଯାଇ ଥାନ୍ତା, ଆଜି ଆମ ରାଜ୍ୟ ର ଦାଦନ ସମସ୍ୟା ବହୁତ କମ ହେଇ ଯାଇଥାନ୍ତା।।
    ଆପଣ ତାମିଲ contractor ମାନଙ୍କୁ କେଉଁଝର ଆଉ ଯାଜପୁର ରେ ସବୁ ଲିଜ ରେ ଦେଉଛନ୍ତି, ଓଡ଼ିଆ ମାନଙ୍କ ପ୍ରତି ଆପଣଙ୍କ ଆନ୍ତରିକତା କମ,, ଓଡ଼ିଆ ମାନଙ୍କୁ ଆପଣ ହୀନ ଦୃଷ୍ଟି ରେ ଦେଖୁଛନ୍ତି।।

  • @debasissahoo5132
    @debasissahoo5132 23 дні тому

    Navin babu nka kandhare bandhunka rakhi futeiba chada... Pandian babu apana Odisha CM heba swapna chadi diantu

  • @LataNani833
    @LataNani833 23 дні тому +3

    ଗାଁକୁ ଗଡୁଛି ବିକାଶର ବସ୍ । ଫିଟୁଛି ଅପହଞ୍ଚ ଇଲାକାକୁ ବାଟ । ଗାଁ ଗାଁକୁ ରାସ୍ତା ଓ ଗମନାଗମନରେ ସୁବିଧା ଆଣିଛନ୍ତି ଆମ ନବୀନ ସରକାର ।

  • @subhalgiri6181
    @subhalgiri6181 23 дні тому

    Gurunkar guru kea

  • @babupatro5568
    @babupatro5568 23 дні тому

    😀🤔🤔😄👈🏻

  • @Sipun303
    @Sipun303 23 дні тому +3

    ବେକାରୀ ହାତରେ ଚାକିରୀ । ନିଯୁକ୍ତିର ନୂଆ ସୁଯୋଗ ଆଣିଛି ଯୁବପିଢିଙ୍କ ମୁହଁରେ ଖୁସିର ଲହରୀ ।

  • @krushnabehadi8747
    @krushnabehadi8747 23 дні тому

    Jai BJP BJP BJP BJP BJP BJP BJP BJP JINDABAD

  • @subhalgiri6181
    @subhalgiri6181 23 дні тому +1

    Sdissa ta to baparo.tu to tamila

  • @NiranjanSwain-rg4lx
    @NiranjanSwain-rg4lx 23 дні тому

    Tu manaku pachara tu kata Odessa ru 9cor kouthe anilu

  • @HakaiEditz55
    @HakaiEditz55 20 днів тому

    No tamil boycottt bjd 🙏🙏🙏🙏

  • @user-gz3uq8rj2d
    @user-gz3uq8rj2d 23 дні тому

    please get out of odisha, go to your home state, people of odisha like me should be meade CM.

  • @satyaphitarsahoo7598
    @satyaphitarsahoo7598 23 дні тому +1

    ଆରେପାଢୀଆ,ତେରକଣସନମାନ ଅଛି,ନାତେରକଣଇଜତଅଛି

  • @PoojaYadav-kg8xc
    @PoojaYadav-kg8xc 23 дні тому

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...