Janata Darbaar: Supreme Court's Decision On Adultery

Поділитися
Вставка
  • Опубліковано 30 січ 2025

КОМЕНТАРІ • 1 тис.

  • @jhasketanpradhan602
    @jhasketanpradhan602 4 роки тому +30

    ଆଇନ ପ୍ରଣୟନ ନୀତି ଠିକ ନାହିଁ ଆଇନ ଜିଏ କରିଛି ସେ ଗୋଟେ ମାନସୀକ ରୋଗି

  • @o-sgamingff7301
    @o-sgamingff7301 3 роки тому +33

    ଏ ରାୟ ଠିକ୍ ନୁହେଁ ,ତାମାନେ ଆକୁ କହିବା ସଂସାର ,ଏମିତି ହେଲେ ସଂସାର ଭାଙ୍ଗିଜିବ ସାର୍ ଟିକେ ସଂସାର କୁ ଦେଖ ।ଭାରି ସଭାପତି ହେଇଛ ହୋ ତମ ବିଚାର ରଖ ।।

  • @yeslilacreative
    @yeslilacreative 6 років тому +25

    ଭଲ ଲୋକେ ବି ଖରାପ ହୋଇଯିବେ

  • @yeslilacreative
    @yeslilacreative 6 років тому +23

    ସୃପ୍ରିମ କୋଟ ର ଏ ରାୟେ ଉଚିତି ନୁହେଁ ଏହା କୁ ତୁରନ୍ତ ବନ୍ଦ କରାଯାଉ.ବ୍ୟବବିଚାର ବଡିବ ନିଚିତ.ନକରିବା ଲୋକ ବି ଏହା ହିଁ କରିବେ.କାରଣ ଭୟ କାହାରି ମନରେ ରହିବନାହିଁ.କାହାରି ପରିବାରରେ ଟିକେ ଝଗଡା ହେଲା ମନେ ଏହି ପରିସ୍ଥିତି ସୃଷ୍ଟି ହେବ.ଏହା କଦାବି ଠିକି ନୁହେଁ.

  • @babulapatiarbabulapatiar8338
    @babulapatiarbabulapatiar8338 2 роки тому +5

    ପରକୀୟା ପ୍ରୀତି ଗୋଟେ ଅଧର୍ମ......... ଆଇନିଜୀବି ତାଙ୍କ ଝିଅ ବହୋ ଆମେ ସଫର୍କ ରଖୁଲୁ ତମେ ଚୁପ୍ ରହିବ ପ୍ରଥମେ କୁହ ଆଇନି ଠିକ୍ ରେ ଚାଲୁ ପରକୀୟା ପ୍ରୀତି କୁ ଦଣ୍ଡ ମିଳୁ ଗୋଟେ ଭୁଲୁ ପାଇଁ ସବୁ ସମାଜ ଖରାପ.. ଖରାପ ବାଟରେ ପହଞ୍ଚିଲା ବାହାହେଲ କାହିଁ ସବୁ ଆଇନିଜୀବି ପାଠ ପଢୀ ମୂର୍ଖ ପଇସା ପାଇଁ ନାଟ ........ଆପଣକୁ ଆମେ କହିପାରିବୁ ଶଳା ମାଗିହା ଭଉଣୀନିଆ ତମ ଝିଅ ବହୋ କୁ ରଖିବୁ ଚୁପ୍ ରହିବେ କୁହ......ଆଇନିଜୀବି ଆଗ ତାପରେ ଆମ ଭାରତ ର ଜନତା କହିବେ ଏ ଅଶିଳ ଭାଷା କହିଲି ଭୁଲୁ ନା ଠିକ୍ କୁହ ପରକୀୟା ପ୍ରୀତି ପାଇଁ ଏ ପୁରାଣ ଦେଶ ରହିବ ନାଁ ଛିଡିବ ଆଇନିଜୀବି ଧନ୍ଦା ଲଗେଇଛ କୁହ .....ପୁରାଣ ଦେଶ କଣ ହବ... ସବୁ ଧର୍ମ ର ଲୋକ ଙ୍କର ଅଧିକାର୍ ଅଛି ନ୍ଯାୟ

  • @mtutyunjaya3186
    @mtutyunjaya3186 2 роки тому +3

    ଅତି ସୁନ୍ଦର ବିଷୟ ବିଚାର ଧନ୍ଯବାଦ🙏ଆଛା କଳି ଭୟଙ୍କର ।

  • @rajaashoksamrat417
    @rajaashoksamrat417 3 роки тому +17

    ଏହି ରାୟରୁ ଦେହ ଜିବିମାନେ ଅଧୀକରୁ
    ଅଧୀକ ଲାଭବାନ ହେବେ ଠକମାନେ ଅଧିକ ଠକିପାରିପେ

  • @jituraut3869
    @jituraut3869 2 роки тому +4

    ଜାତି , ଧର୍ମ , ବର୍ଣ୍ଣ ,ନିର୍ବିଶେଶରେ ଆଇନ ସମସ୍ତଙ୍କ ପାଇଁ ସମାନ ! ଲୋକତନ୍ତ୍ର ଡାହା ମିଛ କଥା ପ୍ରଚାର କରୁଚି ।

  • @prafulladash748
    @prafulladash748 2 роки тому +5

    6ଏହା ନିୟମ ବିରୁଦ୍ଧରେ ଯାଉଛି ଭବିଷ୍ୟତ ରେ ଏହା କେବେ ସୁଫଳ ଦେବନାହିଁ.

  • @jogeshchandrabeheraodisha156
    @jogeshchandrabeheraodisha156 3 роки тому +27

    ମଣିଷ ସଭ୍ୟତାରେ କୁକୁର, ଛେଳି ପ୍ରବୃତ୍ତିର ମଣିଷମାନଙ୍କର ଆମଦାନୀର ପଥ ପ୍ରସସ୍ଥ ହୋଇଗଲା ............
    ଉନ୍ନତ ବୁଦ୍ଧିମତାର ପରିପ୍ରକାଶ !!!!!!!

  • @nrusinghmuduli1567
    @nrusinghmuduli1567 3 роки тому +5

    ମାନ୍ୟବର ସୁପ୍ରିମକୋର୍ଟ ଭାରତୀୟ ସଂସ୍କୃତି ସଭ୍ୟତା ଜୁ ପାଶ୍ଚାତ୍ୟ ସଭ୍ୟତାର ଆଧୁନିକତାରେ ପରିଣତ କରିବାକୁ ଚାହିଁଛନ୍ତି

  • @prafulladash748
    @prafulladash748 2 роки тому +2

    ଯେବ୍ୟକ୍ତିୟାକୁ support କଲା ସେହି ଅ ସାମାଜିକ ମଣିଷ.

  • @tapankumardas8427
    @tapankumardas8427 3 роки тому +12

    ଏହା ପ୍ରତି ନୁହେଁ ଅଗାଣ୍ଡିଆ ନୀତି। ଦୟାକରି ଏହି ନୀତି ଉଠାଇ ନିଅ ନହେଲେ ଲଙ୍ଗଳା ହୋଇ ବୁଲ ।

  • @rameshchnaik9192
    @rameshchnaik9192 3 роки тому +6

    କେମିତି ପରକ୍ରିୟା ପ୍ରିତି ବନ୍ଦ ହେବ ତାହା ଉପରେ ଚିନ୍ତା କରାଯାଉ

  • @o-sgamingff7301
    @o-sgamingff7301 3 роки тому +3

    ସବୁ ନାରି ଜାତି କଣ ବେଶ୍ୟା ତୁମର ବି ମା ଭଉଣୀ ଅଛିନା ନାହିଁ ,ଯୋଉ ପୁରୁଷ ନାଇ ସେଇ ପୁରୁଷ ନାରୀ ପାଖକୁ ଆସିବ ନାରୀ କଣ ଗୋଟେ ଖେଳନା?

  • @ganapatinayak9732
    @ganapatinayak9732 2 роки тому +2

    Monalisha medam and prafula sir apanka jurdgmen pura thik achi
    I agree with u

  • @minaketanhikaka2242
    @minaketanhikaka2242 4 роки тому +3

    ଭାରତୀୟ ମହାନ ସଂସ୍କୃତ କୁ ନେଇ ବିବାହ ବନ୍ଧନ ସିନ୍ଦୂର , ଶଙ୍ଖା,ମଙ୍ଗଳସୂତ୍ର, ଏହା ସ୍ତ୍ରୀ ଙ୍କ ପତି ଧର୍ମ ପାଳନ । ପରକୀୟା ପ୍ରୀତି ତ କଳଙ୍କିନି ! ସନାତନ( ହିନ୍ଧୁ) ଧର୍ମ କୁ ବଞ୍ଚେଇରଖିବା ହେଉଛି ପତିବ୍ରତା ନାରୀ ଙ୍କ ତେବେ ପୃଥିବୀର ମହା ପାପର ଭାର କୁ ଧୋଇବା ପାଇଁ ସଂୟ ଭଗବାନ ଜନ୍ମ ନେବାର ରହସ୍ୟ ରହିଛି । ମାତୃ ତ୍ଵ ନୀତି କୁ ବ୍ୟବସାୟ କରଣ ପ୍ରଥା ଖରାପ ।

  • @anathswain8442
    @anathswain8442 2 роки тому +2

    ଏହି ରାୟ ଠିକ୍ ନୁହେଁ

  • @bishnujati3264
    @bishnujati3264 3 роки тому +14

    ମାନ୍ୟବର ସୁପ୍ରିମକୋର୍ଟ ଆଉ ଥରେ ବିଚାର କରନ୍ତୁ ।ଯାହା କରିଛନ୍ତି ତାହା ଠିକ ଼ ନୁଊ ।

  • @prakashchandranandsaysamaj3955
    @prakashchandranandsaysamaj3955 3 роки тому +1

    Thanks medam

  • @kanhadakua3731
    @kanhadakua3731 2 роки тому +4

    ପର କ୍ରିୟା ପ୍ରୀତି ରେ ଅନେକ ଘର ଭାଙ୍ଗୁଛି ଏହା କୁ ବିରୋଧ କରା ଯାଉ

  • @srikantabehera6961
    @srikantabehera6961 6 років тому +26

    ସୁପ୍ରମକୋର୍ଟଙ୍କ ଏହି ରାୟକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି ।
    ଯଦି ସୁପ୍ରିମ କୋର୍ଟ ଏହି ରାୟକୁ ସ୍ଵାଗତ କରିଛନ୍ତି । ତାହାହେଲେ ମୁଁ ମୋ ମନଇଚ୍ଛା କୌଣସି ନାରୀ ସାଙ୍ଗରେ ପ୍ରେମ କରିବି ତାହାହେଲେ କାନୁନ୍ ମୋତେ କଛି କରିପାରିବେନି କି ।

  • @chudamanisamal6636
    @chudamanisamal6636 6 років тому +76

    ମନୋରଞ୍ଜନ ସାର .ଏଇ ରାୟ ରୁ ଦେହବ୍ୟବସାୟି ମାନେ ବହୁତ ଲାଭ ପାଇବେ

    • @dularamsoren4887
      @dularamsoren4887 3 роки тому

      ଦେହଜୀବୀ ମାନେ ରାୟ ପୂର୍ବରୁ, ଏହାର କର୍ଯ୍ଯକାରୀ କରି ଆସୁଛନ୍ତି । ପାଶ୍ଚାତ୍ୟ ସମାଜରେ ଏହା ସୁରୁଖୁରୁରେ ପ୍ରଚଳିତ ହୋଇ ପାରୁଛି । ପରକିୟା ପ୍ରୀତି କୋୖଣସି ଆଇନକୁ ଅପେକ୍ଷା କରେ ନାହିଁ ।

  • @mahendradasdas1247
    @mahendradasdas1247 2 роки тому +2

    Suprime Correct Direction is wrrong Distortion

  • @rajendraswain5470
    @rajendraswain5470 3 роки тому +3

    ବାହା ଘର ଆଗରୁ ଆଜୀବନ ଥିବାରୁ ଅପରାଧ ହେଉଥିଲା
    କିନ୍ତୁ ଏହା ଉଭୟଙ୍କ ସହମତି ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ଥିବାରୁ ଅପରାଧ କମିଲା।

  • @hidden2assassin252
    @hidden2assassin252 3 роки тому +1

    Mona mam very right right right right right right right right n very right

  • @rukshansahoo444
    @rukshansahoo444 6 років тому +57

    definitely bad impact on society plz sotp this rule

  • @rajendraswain5470
    @rajendraswain5470 3 роки тому +1

    ସ୍ତ୍ରୀ ଅନ୍ୟ ବିବାହିତ ପୁରୁଷ ସହ ସମ୍ପର୍କ ରଖିଲେ କିଛି ଅପରାଧ ଧାରଣ ଗଲେ ମଧ୍ୟ ରୋଗ ହେଉଥିବାରୁ,ଜନ୍ମିତ ସନ୍ତାନ,ଜୀବନ ସାଥି ଅନାଥ ହୋଇଯିବେ।ତେଣୁ କେବଳ ଖଳ ବ୍ୟକ୍ତି ଚାହିଁବେ। ଓ ନିଜର ପୂର୍ବ ଜୀବନ ଦାଥିକୁ ମାରିବେ ନାହିଁ। ତେଣୁ ଅପରାଧ କମିଯିବ। ତେଣୁ ଧୂର୍ତ ସ୍ବାମୀ ଓ ପୁରୁଷ ସ୍କଥି ହୋଇ ଧୂର୍ତ୍ତ ପରିବାର ହୋଇ ତହିଁ। ହଲ
    ତେବେ ମାନବିକତା ଉପରେ ରହିଥିବା ସ୍ବାମୀ,ସ୍ତ୍ରୀ ଅଧିକ ସମ୍ମାନ ପାଇବେ ଓ ସନ୍ତାନ ମାନେ ତାଙ୍କୁ ହିଁ ସମ୍ମାନ ଦେବେ। ସେମାନେ ନୂଆ ଜୀବନ ସାଥି ଖୋଜିଲେ ତାଙ୍କର ସଂସାର ଭଲ ହେବା।

  • @truptidas9354
    @truptidas9354 6 років тому +5

    Monalisa madam absolutely right.thanks madam

  • @jayantakumarpanda2146
    @jayantakumarpanda2146 3 роки тому +1

    ଅପସଂସ୍କୃତି

  • @susilkumar557
    @susilkumar557 6 років тому +25

    It is very harmful effects on society...

  • @bhimacharan3027
    @bhimacharan3027 2 роки тому +2

    ପର କିୟା ପ୍ରୀତି କର ମଜା ନିଅ କିନ୍ତୁ ଧରାପଡିଲେ ଦୁଇ ଜଣ କୁ ଜେଲ ରେ ଦଣ୍ଡାଦେଶ ଘୋଷଣା କରନ୍ତୁ ।

  • @rashmimanjariparida7821
    @rashmimanjariparida7821 3 роки тому +12

    Monalisa apa and praphula sir i agree with your speech you are right🙏🙏

  • @mithunsingh5702
    @mithunsingh5702 2 роки тому +1

    ପରିବାର ନଷ୍ଟ ହୋଇଯିବ ବେଳେ ଶଳେଇ

  • @yeslilacreative
    @yeslilacreative 6 років тому +11

    ସବୁ ସ୍ତ୍ରୀ ମାନକୁ ମନା କରିଦିଅ ସାବିତ୍ରୀ ବ୍ରତ କରିବା ବନ୍ଦ କରିଦେବେ

  • @dhirendrapanda5804
    @dhirendrapanda5804 2 роки тому +2

    ଆଇନ ରେ ପାଁଣ୍ଡିତ୍ୟ ଥିବା ଲୋକଙ୍କୁ ଡାକିଥିଲେ ଆଲୋଚନା ଭଲ ହୋଇଥାନ୍ତା

  • @jyotiranjansahoo3099
    @jyotiranjansahoo3099 6 років тому +32

    ସତ୍ୟଯୁଗ ଆସିଗଲା ରେ ଭାଇ .ମାଳିକା ବଚନ ସାତହେଲା.

  • @babulasabar9098
    @babulasabar9098 2 роки тому +2

    କେଉଁ ମାଦାର୍ ଚୋଦ୍ ସୁପ୍ରିମକୋର୍ଟ ରେ ଥାଇ ଏହି ପ୍ରକାର ର କଲା?

    • @chaitali7423
      @chaitali7423 22 дні тому

      👍👍👍
      👌👌👌
      👏👏👏

  • @SkKumar-cu1vh
    @SkKumar-cu1vh 6 років тому +12

    ଆମ ସମାଜରୁ ମୁଁ ଅନୁଭବ କରୁଛି ଯେ 70-80% ଲୋକ ଖରାପ କାମକୁ ଅପଣାଉଛନ୍ତି କିନ୍ତୁ କମ ଲୋକ ଭଲକୁ . exp---କ୍ଷୀର ଅଧିକ ଲୋକେ ନେଉଛନ୍ତି ନ ମଦ ,ସେହିପରି junkfood ଅଧିକ ଖାଉଛନ୍ତି ନା healthy food ?? ଆପଣ ଚିନ୍ତା କରନ୍ତୁ .....

  • @unique186slwww
    @unique186slwww 6 місяців тому +1

    ଯଦି ପରକୀୟା ପ୍ରୀତି ନୈତିକତା ରେ ଚାଲିବ ତେବେ ଆଉ ସବୁ ବି ନୈତିକତା ଉପରେ ଛାଡ଼ିଦିଅ।................ଆଉ ଜଣେ ଯଦି murder ବି କରିବ ତେବେ ତାକୁ ବି ଜେଲ୍ ଯିବାକୁ ପଡ଼ିବନି କାହିଁକି ନା ନୈତିକତା ଦୃଷ୍ଟିରୁ 😊 ଯଦି କମେଣ୍ଟ ଭଲ ଲାଗିଲା ତାହେଲେ ଲାଇକ କର

    • @chaitali7423
      @chaitali7423 22 дні тому

      Maintenance case ta bi uthijiba katha

  • @umeshchandrasahu5869
    @umeshchandrasahu5869 6 років тому +20

    Wrong decision

  • @pabitramohandas6943
    @pabitramohandas6943 3 роки тому +2

    ଦୁଃଖ ଏବଂ ପରିତାପର ବିଷୟ !

  • @ashisparida8605
    @ashisparida8605 6 років тому +5

    Monalisa madam is told true all ......thanks

  • @o-sgamingff7301
    @o-sgamingff7301 3 роки тому +2

    ଏ ରାୟ କଣ ଛୁଆ ପିଲାଙ୍କୁ ବାପା ମାଆ ମିଳିବ ତ ?

  • @subashshrambutika5030
    @subashshrambutika5030 6 років тому +10

    It is harmful for society.........

  • @sunandagiri8537
    @sunandagiri8537 2 роки тому +1

    Priti mam great

  • @satyanarayanmohakud4486
    @satyanarayanmohakud4486 6 років тому +18

    ଲୟର ଗୁଡାକ ପାଗଳ ହୋଇ ଗଲେଣି

  • @jayantakumarpanda2146
    @jayantakumarpanda2146 3 роки тому +2

    ବର୍ଣ୍ଣଶଙ୍କରଙ୍କ ବିଚାର କୁ ହଟାଇବା ପାଇଁ ଦୃଢ ବିରୋଧ କରାଯାଉ ।

  • @dp7158
    @dp7158 6 років тому +10

    ଵନ ଵଵୁକଂର ପରକୀୟା,, ଅଛି କି?

  • @jayantakumarpanda2146
    @jayantakumarpanda2146 3 роки тому +2

    ସପକ୍ଷବାଦୀମାନେ ଏହାକୁ ସ୍ବାଗତ କରୁଛନ୍ତି

  • @thabirasuna4171
    @thabirasuna4171 3 роки тому +2

    ପରିବାର ବିବାହ ବନ୍ଧନ ଉଠିଯିବ ା

  • @anandbehera3461
    @anandbehera3461 3 роки тому +2

    497totall, ❌❌❌❌❌❌❌❌❌

  • @0801227227
    @0801227227 6 років тому +11

    Definitely Very worst Judgement by supreme court.It is clearly showing that western culture doesn't capture automatically to Indian society but it is invited by SC in many Judgemeent.Why SC praises western culture is open culture.Is Indian culture is lower level than other culture?This judgement should be rejected by Modi govt. unless we have through govt. out of power.

  • @azubizu2534
    @azubizu2534 3 роки тому +1

    କଲିଯୁଗ ର ସେଷ୍ ସମିୟା ହେଲା

  • @priyadarshineepati3658
    @priyadarshineepati3658 6 років тому +5

    Nice question by manoranjan sir

  • @hatakishorsahu6328
    @hatakishorsahu6328 3 роки тому +1

    ତୁମ ସ୍ତ୍ରୀ ଠିକ୍ ନାହାନ୍ତି ବୋଲି ସେ ପର ପୁରୁଷ ସହିତ ଯାଉଛନ୍ତି ତୁମେ ତମ ସ୍ତ୍ରୀ କୁ ଠିକ୍ ରେ ରଖନ୍ତୁ

  • @gayatrisethi1864
    @gayatrisethi1864 6 років тому +5

    Nonsense... law...

  • @ramguru9823
    @ramguru9823 3 роки тому +1

    correct direction good 👍👍🙏

  • @brahnanandamisrha9771
    @brahnanandamisrha9771 6 років тому +9

    Change the rule

  • @niranjanrout3351
    @niranjanrout3351 6 років тому +1

    Are kaha love vhangani please Supreme Court A niama banada karidia please please please please

  • @ldvideos5879
    @ldvideos5879 6 років тому +5

    Mu Monalisa madam & praphula sirnku support karuchi..plzzzz honourable supreme Court au thare ei rule upare chinta karantu bcz di jananka khusire duita family destroy heijiba.

  • @klingarajpatra7474
    @klingarajpatra7474 3 роки тому +2

    ପଶୁ ଓ ପକ୍ଷୀ ସଦୃଶ ମଣିଷ ହେବେ ମାନବିକତା କେଉଁଠି ରହିବ, କିନ୍ତୁ ପେରେମ ପଥ ପରିଷ୍କାର।

  • @prasantadas4648
    @prasantadas4648 6 років тому +8

    The decission of the Supreme court is very wrost .It impact on society as well family .

  • @akashparida8224
    @akashparida8224 3 роки тому +1

    ଆପଣଙ୍କ ସ୍ତ୍ରୀ ପର କ୍ରିୟା ପ୍ରୀତି ଯଦି କରେ
    ଆପଣ କଣ କରିବେ

  • @Desi.Toka-
    @Desi.Toka- 6 років тому +6

    Supreme Court absolutely wrong wrong wrong

  • @beherauttambeherauttam
    @beherauttambeherauttam 8 місяців тому

    ପୁରୁଷ କୁ ବୁଲା ଷଣ୍ଢ ଶାଠିପିକେଟ ମିଳି ବା ଦରକାର ଘର ସମ୍ଭାଳିବା ନୁହେଁ କି ‌ସ୍ତ୍ରୀ ର ସ୍ବମି ହେବା ଅଧିକାର ନମିଳିବା ଦର କାର😢

  • @bibhutibhusannayak6445
    @bibhutibhusannayak6445 3 роки тому +3

    ସୁପ୍ରିମ କୋର୍ଟ ଙ୍କ ମନ ଇଛା Law କୁ ପରିବର୍ତ୍ତନ କରାଯାଇ ।।

  • @mamatasahoo8806
    @mamatasahoo8806 2 роки тому +1

    ଆହୁରି ବଢିବ

  • @prasantakumarbarik4191
    @prasantakumarbarik4191 6 років тому +16

    This is not success by rules

  • @dhirenmohapatra4584
    @dhirenmohapatra4584 3 роки тому +1

    ପାରିବାରିକ ସମ୍ପର୍କରେ ଅବନତି ଆସିବ

  • @all-timehit7224
    @all-timehit7224 6 років тому +11

    It's very wrong for hindu society . India always India not other countries custom ..

  • @isudasmallickcreation
    @isudasmallickcreation 3 роки тому +1

    Monalisa mam jindabad

  • @rkrocker3676
    @rkrocker3676 6 років тому +12

    2018 ru 2019 September end bhitare kete divorce case heba pura bharat dekhiba

  • @Ajubenjya
    @Ajubenjya 11 місяців тому

    God bless you

  • @subratmohapatra5201
    @subratmohapatra5201 6 років тому +7

    It will be very bad impact on indian society and culture.

  • @singlasaigond2997
    @singlasaigond2997 3 роки тому +1

    ଛୁଞ୍ଚିକୁ ହଲାହ ଜଣେ ଲୋକ ଆଉ ଯା କୁ ବି ସୂତା ପୁରାଇ ବାକୁ କୁହ ସବୁ ଜାଣି ପାରିବ ଆପେ . ...

  • @nirmalnath5234
    @nirmalnath5234 6 років тому +16

    Mo hisaba re pura galat.

  • @jharendrabehera7971
    @jharendrabehera7971 3 роки тому +2

    I am not satisfy for Supreme court judgement. Please change the judgement

  • @rkp6786
    @rkp6786 3 роки тому +20

    This judgement is purely injustice for the indian society & humanity, but it's suitable for animalities,so that's supreme court's decision is purely wrong not only in india but also every where.

  • @kingdhruti1557
    @kingdhruti1557 3 роки тому +1

    From Jagatsinghpur

  • @chiranjibimahali9232
    @chiranjibimahali9232 6 років тому +8

    Indirectly legalise prostitution..bad impact on society ..

    • @lagguru8032
      @lagguru8032 3 роки тому

      its already there remember
      MARRIAGE

  • @bijaykumarsahoo2025
    @bijaykumarsahoo2025 3 роки тому +1

    ଆପଣ କଥା ଶୁଣନ୍ତୁ ତା ପରେ ଜବାବ ଦିଅନ୍ତୁ

  • @pragyanprasad4034
    @pragyanprasad4034 6 років тому +5

    I agree with Praful babu...jadi constitution ra samaj re control rahibani ta in future ye samaj ra gote part hehijiba ....!!!

  • @sanjaynaik6849
    @sanjaynaik6849 3 роки тому +1

    ହାଏ ରେ 🤦‍♂️ସରକାର.
    ଚୋରକୁ ଅଧିକାର ଦେଇଦେଲା.
    ଖେଳାଳିକୁ ଖେଳିବାକୁ ସୁଯୋଗ ମିଳିଗଲା.

  • @newprojectupdate4576
    @newprojectupdate4576 6 років тому +5

    dhire dhire samaste kharap hebe

  • @lipun8117
    @lipun8117 3 роки тому +1

    ଭାରତ ର କୋଟ ଚାହଁଉଛି କି ଯିଏ ଯେତେ ପରକୀୟା କରିପାରିବ ⁿ କି ପ୍ରକାର ଜଜ

  • @satyanarayanmohakud4486
    @satyanarayanmohakud4486 6 років тому +4

    ଚ୍ଛାଦପତ୍ର ଅଧିକ ଘଟିବ

  • @jamasumandal8151
    @jamasumandal8151 2 роки тому

    I agree with Madam Pritee expose regarding this concerned matter. Thanks madam this law most be should not be continued.

  • @kingdhruti1557
    @kingdhruti1557 3 роки тому +3

    I am siba Prasad behera , from Jagatsinghpur . You should request to supreme court on to do only arrenge marriage . Not to do contact marriage or love marriage.

  • @priyadarshini4501
    @priyadarshini4501 Рік тому

    ପୂର୍ବ ଆଇନ ଠିକ ଥିଲା, ଏହି ଆଇନ ପାଇଁ କେତେ ଘର ଭାଙ୍ଗି ଗଲାଣି , 497 କୁ ପୁନର୍ବାର ବିଚାରକୁ ନେଇ ମନ୍ତବ୍ୟ ଦିଆଯାଉ

  • @SkKumar-cu1vh
    @SkKumar-cu1vh 6 років тому +3

    ସେହିପରି ଏ ନିୟମ କୁ କେତେ ପ୍ରତିଶତ ଲୋକ କେମିତି ନେଉଛନ୍ତି ଦେଖିବା....

  • @madankisan9527
    @madankisan9527 4 роки тому +1

    ଯିଏ ଏମିତି କାମ କରିବ ତାର ଇଜତ୍ ନଥିବା ଲୋକ
    ସେ

  • @jyotiranjanpradhan5613
    @jyotiranjanpradhan5613 6 років тому +3

    This is not a good rulu by the suprem court....

    • @ommprakashsahoo9570
      @ommprakashsahoo9570 6 років тому

      Bahut Vala Hela. Thank you suprime cout bcz - Mora 4 ta women sahita relation achhi but mu daruthili. ebe suprime cout mo akhi kholi dela.

  • @kaliabehera4956
    @kaliabehera4956 5 місяців тому

    ଯୌମନେ କହୁଛନ୍ତି ଠିକ୍ ସେମାନେ ନିଜ ଝିଅ ଭଉଣୀ କୁ ପର ପୁରୁଷ ପାଖକୁ ପଠେଇ ଦିଅ

  • @debaprasandas5858
    @debaprasandas5858 6 років тому +8

    Justice sala pagal heijaichi

    • @tarunarts429
      @tarunarts429 6 років тому

      Deba Prasandas tu law ku bujhi paribuni ajatha re justice ku gali karni

  • @shaktisensarafofficial
    @shaktisensarafofficial 3 роки тому

    Bhala topic topic padichhi thank you kanak news

  • @jayjagannathaswami143
    @jayjagannathaswami143 6 років тому +3

    Super court have need healthy mind judge

  • @JitendraKumarNayak-ov2gl
    @JitendraKumarNayak-ov2gl 4 місяці тому

    Jai jagannath ❤

  • @devnanduideas1269
    @devnanduideas1269 6 років тому +4

    Yes... Pagala heigalani Supreme Court
    Bhangidela India ku

    • @Goruffffffff
      @Goruffffffff 6 років тому

      Nandini Mishra yes u r right

  • @sadhurout8450
    @sadhurout8450 6 років тому +1

    Monalisa Madam you are 100% right