Janata Darbar: Controversy Over Ram Setu

Поділитися
Вставка
  • Опубліковано 22 жов 2024

КОМЕНТАРІ • 546

  • @SameerKumar-r3k
    @SameerKumar-r3k 6 місяців тому +6

    ଭଗବାନ ଶ୍ରୀକୃଷ୍ଣ ରାମ ବିଷ୍ଣୁ ସମସ୍ତେ କଣ ଭାରତରେ ଜନ୍ମ ହେଲେ ଆଉ କଉ ଅନ୍ୟ ଦେଶରେ କାହଙ୍କି ଜନ୍ମ ହେଲେ ନାହିଁ ଟିକେ ଭାଇ କୁହ।

  • @banamalibhatra6756
    @banamalibhatra6756 4 роки тому +40

    Pratap sadangi right

  • @pratapmoharana1188
    @pratapmoharana1188 4 роки тому +25

    Proud to be hindu
    Jay sri ram

  • @prananathpati9976
    @prananathpati9976 3 роки тому +8

    ପ୍ରଦୀପ୍ତ ଗୋଟାଏ ମାଓବାଦୀ।।ରାମ ବିରୋଧୀ ରାକ୍ଷସ।

  • @akshayakumarrath4296
    @akshayakumarrath4296 3 роки тому +11

    ସ୍ଵାମୀଜୀ ଥିବା ପର୍ଯ୍ୟନ୍ତ ଆମ‌ ଧର୍ମ ର ଐତିହ୍ୟ କୁ କିଏ ଆଖି ଉଠେଇ ଚାହିଁ ପାରିବ ନାହିଁ ।

  • @pravatimallik4738
    @pravatimallik4738 Рік тому +3

    ଆଜିର ସମାଜରେ ସାରଥୀ ବାବା କୁ ଭଗବାନ ବୋଲି ମାନୁଥିଲେ ଭଗବାନ ର ଅବତାର।ଜଦି ସାରଥୀ ବାବା ଧରା ନ ପଢି ମରିଜାଇଥାନ୍ତେ ତେବେ ତାଙ୍କୁ ମାନୁ ଥିବା ଲୋକେ ମନ୍ଦିର କରି ପୂଜା କରିଥାନ୍ତେ । ସେହି ପରି ପୁରାଣ ଏକ କାଳ୍ପନିକ ।

  • @rabindranathpanigrahi8025
    @rabindranathpanigrahi8025 3 роки тому +5

    ଦୟାକରି କହି ପାରିବେ କି ଭାରତରେ କେବେ ଠାରୁ ଇତିହାସ ଲେଖା ଯାଇଛି ?

  • @tulasadasbibhutibhusanjena408
    @tulasadasbibhutibhusanjena408 Рік тому +2

    I like this type of discussion Manoj sir 🙏
    Sub -Rajya re kipari sikhya khetra re develope heba
    Eka discussion karajau

  • @suchitrasathapathy8592
    @suchitrasathapathy8592 Рік тому +4

    ଅନ୍ୟ ଧର୍ମ ବିରୁଧ ରେ କୁହ ,ଯଦି ସାହସ ଅଛି।ଖାଲି ହିନ୍ଦୁ ଧର୍ମ ଉପରେ ପ୍ରଶ୍ନ କଣ ପାଇଁ। ଜୟ ଶ୍ରୀରାମ 🙏

  • @funnyvlog7
    @funnyvlog7 3 роки тому +11

    ନାୟକ ବାବୁ ପ୍ରକାର ଲୋକ କୁ ଏ ସମାଜରେ ଜାଗା ନାହିଁ 👍

    • @rabindranathpanigrahi8025
      @rabindranathpanigrahi8025 3 роки тому

      ଏମିତି professor ପାଠ ପଢେଇଲେ ଯାହା ଅବସ୍ଥା ହେବ ମା ଗଙ୍ଗେ ଜାଣନ୍ତି ।

  • @Daibishakti
    @Daibishakti 3 роки тому +7

    ଯଦି ପ୍ରକୃତି ସେତୁ ତିଆରି କରିଛି ତେବେ କେବଳ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କାହିଁକି ହେଲା ? ଭାରତ ଓ ଲାକ୍ଷାଦ୍ବୀପ କିମ୍ବା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ମଧ୍ୟରେ କାହିଁକି ସୃଷ୍ଟି ହେଲା ନାହିଁ ?? ଯଦି ଜାଣିଛ ବାମପନ୍ଥୀ ମାନେ ଉତ୍ତର ଦିଅ ।

  • @acharyamanisankarpandit769
    @acharyamanisankarpandit769 Рік тому +1

    ଏ ଶଳା ହେତୁବାଦୀ ବା ମାଓବାଦୀ ମାନଙ୍କୁ ବହେ ଚଢ଼େଇବା ଦରକାର । ଜୟ ଶ୍ରୀ ରାମ

  • @funnyvlog7
    @funnyvlog7 3 роки тому +6

    ନାୟକ ବାବୁଙ୍କୁ ମୋ ନମ୍ୱର କୁ କଲ କର ମୁ ଆପଣକୁ ଭଲ ସେ ବୁଝିଇଦେବି ୯୯୩୭୯୭୯୩୫୫, କୌଉ ଦୁନିଆର ଅଛନ୍ତି 😀

  • @Pratap9988
    @Pratap9988 5 років тому +13

    ପ୍ରଭୁ ଶ୍ରୀ ରାମ ଆଛନ୍ତି

  • @narayanmahanta9973
    @narayanmahanta9973 3 роки тому +8

    ଆମେ ଜନ୍ମ ହେଲୂ କେମିତି , ନିଶ୍ଚୟ କେହି ପୂର୍ବ ପୁରୁଷ ଥିଲେ ତେଣୁ ରାମ ସେତୁ ରାମ ହିଁ ତିଆରି ଥିଲେ

  • @subhammohantys3179
    @subhammohantys3179 5 років тому +5

    A ଏଇଟା ଇଂରାଜୀର ଏ ବୋଲି ବିଜ୍ଞାନ ଦ୍ବାରା ପ୍ରମାଣ ଦେଇପାରିବ‌ କି

    • @bauribandhubehera5998
      @bauribandhubehera5998 2 роки тому

      Who crrated to this creation =God or scintislt . If God do not bhul quarreld.

  • @ranjitbehera8919
    @ranjitbehera8919 Рік тому +1

    Pratap sarangi arguments is absolutely right

  • @giridharimahapatra2119
    @giridharimahapatra2119 Рік тому +1

    30 km ତାପରେ ହନୁମାନ କୁହାଯାଉଛି ଯେ 7ସମୁଦ୍ର କୁଦ୍ ମାରିଛନ୍ତି କୋଉଟା ଠିକ

  • @shrinibassutar7763
    @shrinibassutar7763 Рік тому +1

    ପ୍ରଫୁଲ୍ଲ ରଥ କହିଲେ ୫୦୦୦ ବର୍ଷ ତଳେ ସେତୁ ତିଆରି ହୋଇଛି । ପୁଣି ଆମ ସଂସ୍କୃତି କହୁଛି ୪୩୨୦୦୦ ବର୍ଷ କଳିଯୁଗ ରୁ ବିତିଗଲାଣି ୫୦୦୦୦ବର୍ଷ । ସେତୁ ତିଆରି ତ୍ରେତୟା ଯୁଗରେ ହୋଇଥିଲା ତାପରେ ଦ୍ବାପର ଗଲା । ପ୍ରଫୁଲ୍ଲ ରଥ ଟା ଗାଲୁଆଟା ଗାଲୁପେଲୁଛି ।

  • @suryasadhika4157
    @suryasadhika4157 Рік тому +1

    ରାମ, କୃଷ୍ଣ ସମସ୍ତଙ୍କର ଆଇଡେଣ୍ଟି କାର୍ଡ ଅଛି ।ତାହା ହେଉଛି ହରସ୍କୋପ । ହରସ୍କୋପ ଠାରୁ ବଡ଼ ଆଇଡେଣ୍ଟି କାର୍ଡ ଆଉକିଛି ନାହିଁ ।

  • @optimisticgirllipi6182
    @optimisticgirllipi6182 3 роки тому +8

    Manoranjan sir always perfect man I like it

  • @suryasadhika4157
    @suryasadhika4157 2 роки тому +1

    ଏ ଯେତେଜଣ ବସିଛନ୍ତି ସମସ୍ତ ଚାହାଁନ୍ତି ମୋ କଥାରେ ପୃଥିବୀଟା ଚାଲୁ ।ତମ କଥାରେ କାହିଁକି ପୃଥିବୀ ଚାଲିବହୋ ?

  • @purnachandramoharana3095
    @purnachandramoharana3095 5 років тому +16

    Pradeep Nayak . Murkha

    • @SomeSome-rz6kx
      @SomeSome-rz6kx 4 місяці тому

      If the scientists are able to build an another Ram Setu there

  • @Hulu936
    @Hulu936 5 років тому +8

    Mu kedara mishra kathare khusi hei ek chapala mala pradana karuchi, kedara mishra hindu ta tanku kuha tanka maa ku pachari asantu nirlaja

  • @maniramashabar773
    @maniramashabar773 2 роки тому +3

    ରାମାୟଣ ସତ୍ୟ ଘଟଣା ,ସମସେତୁ ସତ୍ୟ ,

  • @bijaymuduli903
    @bijaymuduli903 Рік тому

    Pratap babu good argument. Very good

  • @rajaashoksamrat417
    @rajaashoksamrat417 Рік тому +1

    ରାବଣର ସୁନାର ଲଙ୍କାଟି ଏବେ କୋଉଠି ଅଛି ନା କିଏ ଭାଙ୍ଘିକି ବିକିଦେଇଚି ସୁନାର ମୁଲ୍ୟ ଏବେ ଅଧିକ କିଏ ବିକିଚି ନା କିଏ ନେଇଜାଇଚି ଶେଇ ବିଶୟରେ ଆଲୋଚନା ହେଉ

  • @kntechnicalsupport6776
    @kntechnicalsupport6776 5 років тому +5

    Jay sriram

  • @chakradharpanigrahi1609
    @chakradharpanigrahi1609 3 роки тому +5

    Pradeep babu apan hindu na anya dharmar loka. Apna sriram nku bisws karunahanti .jay sri ram

  • @akshayakumarrath4296
    @akshayakumarrath4296 3 роки тому +2

    ରାମ ନ କରିଥିଲେ ତ କିଏ କରିଥିଲେ । ଫାଇୟାନ୍ ନା ହୁଏନ୍ ସା ନା ଖ୍ରୀଷ୍ଟ ନା କିଏ କହୁନ ମନୋରଞ୍ଜନ ବାବୁ ।

  • @Daibishakti
    @Daibishakti 3 роки тому +3

    ବାମପନ୍ଥୀ ମାନେ ମୂର୍ଖ ମାନଙ୍କ ସର୍ଦ୍ଦାର । ଏମାନେ ନିଜର ବାପାଙ୍କ ପରିଚୟ ପାଇବା ପାଇଁ ପାଶ୍ଚାତ୍ୟ ଦେଶକୁ ଯାଆନ୍ତି। ତେଣୁ ଅନ୍ଧ କି ଜାଣିବ ଜହ୍ନ ର ସୌନ୍ଦର୍ଯ୍ୟ। ଏମାନେ ମହାମୂର୍ଖ । ବିଜ୍ଞାନ ବିଜ୍ଞାନ କହି ଏମାନେ ଅନ୍ୟ ବୈଜ୍ଞାନିକ ମାନଙ୍କ ଉପରେ ନିର୍ଭର କରନ୍ତି। ଏମାନଙ୍କ ନିଜସ୍ଵ ଜ୍ଞାନ ନାହିଁ। ସେଥିପାଇଁ ଆମ ଭାରତର ପୁରାତନ ବିଜ୍ଞାନ କୁ ଜାଣିପାରୁନାହାନ୍ତି ।

  • @deepikanahak3892
    @deepikanahak3892 4 роки тому +4

    Jay hanuman ......Jay Sri ram

  • @bipracharannayak5508
    @bipracharannayak5508 Рік тому

    Nayak Babu 100 percent correct I salute you

  • @arupkumardas7632
    @arupkumardas7632 3 роки тому +5

    Scientist's manku pachara FAST ANDA na FAST KUKUDA. (NASA)

  • @umasankarpatra2300
    @umasankarpatra2300 Рік тому

    Hello sir prakruti ku kiea tiari karithili sir kuhantu apana

  • @debarajsahu9765
    @debarajsahu9765 Рік тому +2

    Have you seen Babar akber,etc from history?

  • @sankarshanpanigrahi610
    @sankarshanpanigrahi610 3 роки тому

    How to see prabal?

  • @pradeepkhosla4970
    @pradeepkhosla4970 3 роки тому +6

    Please study "Sachhi Ramayan" written by Pariyar .

  • @pratapmoharana1188
    @pratapmoharana1188 4 роки тому +6

    Proud to be Hindu

  • @mkbr1701
    @mkbr1701 3 роки тому +4

    ପ୍ରଦୀପ୍ତ ର ଗାଣ୍ଡୀ କାହିଁକି ଫାଟୁଛୀ

  • @sambhabaosambhabana3800
    @sambhabaosambhabana3800 3 роки тому +1

    ଆମ ସଂସ୍କୃତି ,ପରମ୍ପରା ଓ ଆଧ୍ଯାତ୍ମିକ ଭାବନାକୁ କୁଠାରଘାତ କରୁଥିବା ବିଷୟକୁ ନେଇ ଚର୍ଚ୍ଚା ନକରିବା ଉଚିତ । ଏଭଳି ଆଧ୍ୟାତ୍ମିକ ଓ ହିନ୍ଦୁ ଭାବନାକୁ କୁଠାରାଘାତ କରୁଥିବା ବିଷୟକୁ ନେଇ ଭୁଲ ଚର୍ଚ୍ଚା କୁ ପ୍ରୋଗ୍ରାମ୍ କରୁଥିବା ଚେନେଲକୁ ହିନ୍ଦୁମାନେ ଏକତ୍ରୀତ ହୋଇ ବର୍ଜନ ନକରିବେ କାହିଁକି?

    • @batapattanaik3401
      @batapattanaik3401 Рік тому

      ମନୋରଞନ ଵାଵୁ ଆସିଲା ଦିନୁ ଏ ଭଳି ବିଷୟ କୁ ନେଇ ଚରଚ୍ଚା ପାଉଚି, ଏହାର କାରଣ କଣ?କାହିକି ଏ ଭଳି ବିଷୟକୁ ନେଇ , ଚରଚ୍ଚା କରାଯାଉଛି?ଫଳରେ ଏଥିରେ କାହାର କ୍ଷତି ହଉଚି -? :- ଧରମର

  • @prasant459
    @prasant459 2 роки тому +1

    This discussion is against our religion.

  • @khokankatak
    @khokankatak Рік тому

    ଉପଗ୍ରହ ଚିତ୍ର କୁ ଦେଖିଲା ପରେ ପୁଣି କିଛିକାଂସରେ ସତ କାହିଂକି। ବିଶ୍ବାସ କୁ ନେଇ ସଂସାର ଚାଲିଛି

  • @subashchandramallik8073
    @subashchandramallik8073 3 роки тому

    Then what's thesis?Thesis ia a concern problames of a writer.

  • @babulasamal9742
    @babulasamal9742 3 роки тому +3

    Jai shree Ram Jai shree hanuman

  • @nilamanihianl7323
    @nilamanihianl7323 5 років тому +2

    Kedar mishra is right

    • @sibaprasaddalabehera9294
      @sibaprasaddalabehera9294 3 роки тому

      Kedar Mishra parama mgh Tia. Nija bapa Maa nku abiswasa karuchhi . Nija dharma ku ninduchhi sala ahi bama panthi neta mane kalanka Hindu sanskruti au sanatana dharma pain

  • @adweitakumarpati5983
    @adweitakumarpati5983 3 місяці тому

    ଅଯୋଗ୍ୟ ବ୍ୟକ୍ତି କୁ
    ପିତୃ ପୁରୁଷ ମାନୁ ନ ଥିବା
    ଲୋକ କେବଳ ସଂହାର ଜାଣନ୍ତି
    ହାରାହାରି ବର୍ଣ୍ଣସଙ୍କର ଗୋଷ୍ଠୀ ର

  • @PankajMaikap-d6i
    @PankajMaikap-d6i Рік тому

    Education

  • @rajeshkumarnandi6744
    @rajeshkumarnandi6744 2 роки тому

    ଜୟ ଶ୍ରୀ ରାମ

  • @dharmendrarath8482
    @dharmendrarath8482 5 років тому +8

    Bingyan dharm thu bahare nuhen .

  • @SanjuktaMoharana-hk8gz
    @SanjuktaMoharana-hk8gz Рік тому

    ଗବେଷକ ମାନେ ବିଜ୍ଞାନ ପ୍ରୟୋଗ ଦ୍ଵାରା ଉଚିତ ତଥ୍ଯ ଦେଲା ପରେ ଏ ବିଷୟରେ ଆଲୋଚନା କରିବାର ଥିଲା, ସତ୍ୟତା ଆସିବା ପୂର୍ବରୁ ଆପଣଙ୍କ ମିଡ଼ିଆର ଏତେ ଉଦବେଗ କାହିଁକି

  • @infonkn1875
    @infonkn1875 3 роки тому +1

    ରିସର୍ଚ୍ଚ କଲେ ଜଣା ପଡ଼ିବ ସତ୍ୟ କଣ।
    ପ୍ରଭୁ ଶ୍ରୀ ରାମ ପ୍ରକୃତ ରେ ଭାରତ ବର୍ଷ ରେ ଜନ୍ମ ନେଇଥିଲେ କି ନାହିଁ ତାହା ଉପରେ ବେସୀ ବିତର୍କ ନକରି ପ୍ରଭୁ ଶ୍ରୀ ରାମଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେବା ଦରକାର । ଗୋଟେ ଜିନିଷ କୁ କହିଦେଲେ ତାହା ସତ୍ୟ ହେଇଯାଇନା ।।।ଆଉ ସବୁ ବେଳେ କହିଥିବା କଥାକୁ ପ୍ରମାଣ କରିବା ବି କଷ୍ଟ। ଭଗବାନ ଚମତ୍କାର କରିବା ଦରକାର ନାହିଁ ତାଙ୍କୁ କୌଣସି ଚିତ୍ର ରେ କି ନାମ ରେ ସୀମିତ କର ନାହିଁ ।।।।ସେ ନିରାକାର।।।।

  • @subashbaraj8705
    @subashbaraj8705 3 роки тому +1

    Kedar Babu and communist gentleman are correct Thanks

  • @suchitrasathapathy8592
    @suchitrasathapathy8592 Рік тому

    ଜୟ ଶ୍ରୀ ରାମ 🙏🙏🙏🙏🙏

  • @akshayakumarrath4296
    @akshayakumarrath4296 3 роки тому +1

    ବିଜ୍ଞାନ ହେଉଛି ମିଛ ଏଇଟା process ନୁହେଁ ।

  • @sahadevbaskey6110
    @sahadevbaskey6110 3 роки тому +1

    Pradeep Nayak is right

  • @JugalSingh-e6g
    @JugalSingh-e6g Місяць тому

    ପ୍ରତାପ ବାବଙ୍କୁ ହାଣିବାକୁ ଜଣା ମାରିବାକୁ ଜଣା ବଞ୍ଚେଇବାକୁ ଜଣା ନାହିଁ

  • @ranjitbehera8919
    @ranjitbehera8919 Рік тому

    ଜୟ ଶ୍ରୀରମ

  • @nilakanthasahoo32
    @nilakanthasahoo32 3 роки тому +5

    Being a Hindu talking against Hinduism and not believing in Hindu scripture is a source of disunity of Indian dominion which is going on.

  • @brahmanand7584
    @brahmanand7584 2 роки тому +6

    Many many thank you Mr sarangi you are absolutely right. You argument is logical. Those who are atheist They do not believe in the existence of God.

  • @LokanathBehera-i4h
    @LokanathBehera-i4h 8 місяців тому

    ଆମର ଧର୍ମ ହିନ୍ଦୁ ଧର୍ମ ସବୁ ଧର୍ମୃରୁ ଉର୍ଦ୍ଧ୍ବରେ ଏବଂ ଜାତି ଭେଦ ଭାବ ଉଚ୍ଚ ନିଚ ଘୃଣା ରେ ବି କଣ ଉର୍ଦ୍ଧ୍ବରେ

  • @rangaballavrout8226
    @rangaballavrout8226 3 роки тому +1

    Pratapsrangi.right

  • @dharmendrarath8482
    @dharmendrarath8482 5 років тому +9

    Pradip nayak nku bharatiya sasnkruti jana nahin

  • @AkashKumar-up5te
    @AkashKumar-up5te 5 років тому +1

    Both are right

  • @chhabindramansingh73
    @chhabindramansingh73 Рік тому

    କାଞ୍ଚି ରାଜ ଜେମା ଚଣ୍ଡାଳ ରାଜାଙ୍କୁ ବିବାହ କରିଥିଲେ ଉତ୍କଳ ଗଜପତି ଙ୍କୁ ଶ୍ରୀମନ୍ଦିର କୋଣାର୍କ ମନ୍ଦିର ରେ ଲାଗିଥିବା ପଥର ମଣିଷ ଦ୍ୱାରା lgini😍ବୋଲି ଆପଣ କହିବେ

  • @parameswarmallik1325
    @parameswarmallik1325 5 років тому +3

    ସେତେବେଳେ ଯଦି ଏତେ ଉନ୍ନତ ସଭ୍ୟତା ଥିଲା ତାହେଲେ ମଣିଷ କେବେଠାରୁ ବସ୍ତ୍ର ପରିଧାନ ଶିଖିଲେ, ଘର ତିଆରି, ଧାତବ ତିଆରି ଅଳଙ୍କାର ପିନ୍ଧିବା, ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ରାସ୍ତା ଘାଟ ଓ ଅନ୍ୟାନ୍ୟ ଯୋଗାଯୋଗ ବ୍ୟବସ୍ଥା ଆଦି ଅଳ୍ପ କେଇ ବର୍ଷ ହେଲା ସମସ୍ତେ ଜାଣନ୍ତି। ଆଉ ଆମେ ପୁରାଣ ରୁ ଯାହା ଜଣାଯାଏ ଯେ, ସେତେବେଳେ ଏ ସମସ୍ତ ଥିବାର ଦେଖାଯାଏ କିନ୍ତୁ ଏହା ପରେ ବି ମନୁଷ୍ୟ ମାନେ କେମିତି ଥିଲେ ଯେ ଉନ୍ନତ ସଭ୍ୟତା କଣ କେହି କିଛି ଜାଣି ନାହିଁ। ଯଦି ୭000 ବର୍ଷ ତଳେ ସେମାନେ ସ୍ବର୍ଣ୍ଣ ଅଳଙ୍କାର ବ୍ଯବହାର କରୁଥିଲେ ତେବେ ଇତିହାସ ରେ ଲିଖିତ ପ୍ରସ୍ଥର ଯୁଗ, ଲୌହ ଯୁଗ , ତାମ୍ର ଯୁଗ, ସ୍ବର୍ଣ୍ଣ ଯୁଗ ତ ଅଳ୍ପ କେଇ ହଜାର ବର୍ଷ ର। ତ ଆପଣମାନେ କିପରି ବିଶ୍ବାସ କରିବେ କି ବାଲ୍ମୀକି ଗୋଟିଏ ସିମୀତ ଭିତରେ ରହି ଏତେ ସବୁ ଜାଣିଲେ ଆଉ ପୁରାଣ ରେ ଲେଖିଲେ। ଏବେ କେଇ ଦଶନ୍ଧି ତଳେ ତ କେଉଁଠି କଣ ହେଉଥିଲା ଜାଣିବା ସମ୍ଭବ ହେଉନଥିଲା। ଏ ବିଷୟରେ ଆଲୋଚନା କଲେ ତ ଏମିତି ଅନେକ କଥା ଅଛି କି ପ୍ରମାଣିତ କରୁଛି ଯେ ପୁରାଣ ହେଉଛି କବିର ନିଜସ୍ୱ ରଚନା ବା ଅନ୍ୟ କିଛି।

    • @satyambiswal7461
      @satyambiswal7461 4 роки тому

      history re lekhajaithiba iron age ,copper age wrong concept.sastras are correct

    • @goutamkandamaka8522
      @goutamkandamaka8522 4 роки тому

      @@satyambiswal7461 ଯାହାର କିଛି ପ୍ରମାଣ ନାହିଁ।।। ତାହା ହେଲା ପୁରାଣ।।

    • @ashokpati8110
      @ashokpati8110 3 роки тому

      ଏସବୁ ଜାଣିବାକୁ ବହୁ ଅଧ୍ୟୟନ ଆବଶ୍ୟକ । ହୁଏତ ଏ ଜନ୍ମରେ ନୁହେଁ । ଏହା ମାନସାଙ୍କ ପ୍ରଶ୍ନ ନୁହେଁ । ଆମେ ଆମର ମୁର୍ଖତା ଵସତ ଘୋର୍ ପାପ କରୁନାହୁଁ ତ !!!

    • @jadumanikereketta8921
      @jadumanikereketta8921 3 роки тому

      Ramasetu pratap sadangi tiari karithile

    • @nilamanipradhan357
      @nilamanipradhan357 2 роки тому

      How can a writer write without observing anything ? Now imagine when a poet looks around something then he describes in different ways in different names Now question arises what he had seen and wrote RAMAYANA Without fire 🔥 there can be no smoke
      We should not allow our mind to throw off what may be till there is no correct proof Science is not only a solid it becomes a liquid after a decade It has so many proof also

  • @parikshitdashdash9251
    @parikshitdashdash9251 3 роки тому

    Good night good. News

  • @dhabaleswarbehera6476
    @dhabaleswarbehera6476 4 роки тому +2

    ପ୍ରଫୁଲ ରଥ ସାର ଯାହା କହିଲେ ଠିକ

  • @aparnamahananda5880
    @aparnamahananda5880 3 роки тому +3

    Sc,St, OBC=moolnivasi
    Brahman videsi
    Bharat are hindu Dharam re jetiki grantha achi Sabu Brahman manankaru nataka

  • @khirodbehera2462
    @khirodbehera2462 4 роки тому +3

    Pratip pagalaheijaichi

  • @niranjanpatra5772
    @niranjanpatra5772 Рік тому

    ଆମେ ବିଜ୍ଞାନ ଯୁଗରେ ରହୁଥିଲେ ମଧ୍ୟ ବିଜ୍ଞାନ ସବୁବେଳେ 100% ଠିକ ନୁହେଁ l
    କୌଣସି ଧର୍ମ ବିରୋଧରେ ଆଲୋଚନା କରିବା ଠିକ ନୁହେଁ l
    ଧର୍ମ ଓ ବିଜ୍ଞାନ ପରସ୍ପର ସମ୍ପର୍କିତ l

  • @JugalSingh-e6g
    @JugalSingh-e6g Місяць тому

    ଜଣେ ଚୋର ଭଗବାନ କଥା ଜାଣିଲେ କି ସେ ପବିତ୍ର ଲୋକ ହେବ ନା ଜଣେ ସିଦ୍ଧଆଚ଼ରଣ ବ୍ୟକ୍ତି ପବିତ୍ର

  • @sandhyaranisutar9510
    @sandhyaranisutar9510 5 років тому +4

    Pradipa nayak asura

  • @makarasamarath1371
    @makarasamarath1371 4 роки тому +3

    Jai Shree ram

  • @pradeepkhosla4970
    @pradeepkhosla4970 3 роки тому +2

    When did Aryan come to India ? It's only 3500 years ago . Rama was an Aryan . Then how he was born before 7000 years ago ? Ramayan is an imaginary poem

  • @dibya63
    @dibya63 5 років тому +5

    Pratap sarangi say great answer to Manoranjan u belive ur father

  • @asanatan1329
    @asanatan1329 Рік тому +1

    Rama, Brahmins nka loot business model

  • @sivacharanajena5568
    @sivacharanajena5568 3 роки тому +1

    Rabana ଆକାଶରେ ଉଡ଼ାଉଥିବା ବିମାନକୁ
    ମିଛ ବୋଲି କହି ଥାନ୍ତେ ଯଦି ଆଜି ଭଡ଼ାଜାହାଜ ନଥାନ୍ତ। । ବିତର୍କ ସେତେ ବେଳେ ହୋଇଥିଲେ
    ରାବଣ ପୁଷ୍ପକ ବିମାନକୁ କୁସଂସ୍କାର କଥା
    କହି ଥାନ୍ତେ କାରଣ କାଠ, ଲୁହା ଆଦି ଆକାଶରେ
    ଉଡିବା ଏକ ଅଣବୈଜ୍ଞାନିକ ଚିନ୍ତାଧାରା ରୂପେ
    ବାଖ୍ୟା କରାଯାଇଥାନ୍ତ। ।

  • @Butunmallick7851
    @Butunmallick7851 3 роки тому +2

    Nature pahada tiari karichi Tara karana achi,but Rama setu kou karana ru tiari heichi?

  • @susantasatapathy6988
    @susantasatapathy6988 5 років тому +4

    First think what you are and where you came. All answer you will get

    • @dhabaleswarbehera6476
      @dhabaleswarbehera6476 4 роки тому

      ପ୍ରଦୀପ ନାୟକ ତତେ କିଛି ଜଣା ନାହିଁ ତତେ ଖାଲି ମାଡ ଦରକାର ଆବେ ରାବଣ ରଥ କେମିତି ଉଡେଇଥିଲା କହ

    • @dhabaleswarbehera6476
      @dhabaleswarbehera6476 4 роки тому

      ପ୍ରଦୀପ କୁ ମାଡ ଦରକାର ସଳା ସଂକୃତି ବିଷୟରେ କିଛି ଜଣା ନାହିଁ

    • @dhabaleswarbehera6476
      @dhabaleswarbehera6476 4 роки тому

      ପ୍ରତାପ ଷଡଙ୍ଗୀ ଯାହା କହୁଛନ୍ତି ଠିକ ସର

    • @dhabaleswarbehera6476
      @dhabaleswarbehera6476 4 роки тому

      ପ୍ରଫୁଲ ରଥ ସାର ଯାହା କହୁଛନ୍ତି ଠିକ

    • @dhabaleswarbehera6476
      @dhabaleswarbehera6476 4 роки тому

      ସେ ପିଲା ଯାହା କହିଲା ଠିକ

  • @BipinPattanaik
    @BipinPattanaik 3 місяці тому

    Reality is truee,is reality.

  • @debiprasadpanda3007
    @debiprasadpanda3007 3 роки тому +2

    Jia ramnku biswas karuni tara jogyata nahi india re rahibaku

  • @tejarajkarual3557
    @tejarajkarual3557 6 років тому +2

    Asian alian dekhantu

  • @subhakanthpaleya1039
    @subhakanthpaleya1039 3 роки тому +1

    Pratap shadangi right

  • @laxmichandrobhatra4402
    @laxmichandrobhatra4402 3 роки тому

    Sir Apanmanejuparkar kahatabartakaruchnti ta jisirram

  • @ajibanjyotikunu2648
    @ajibanjyotikunu2648 5 років тому +4

    Its a imaginary story Pradesh Sir kedar sir u r right all the best

  • @suryasadhika4157
    @suryasadhika4157 Рік тому

    ସାତ ହଜାର ନୁହେଁ ୨୭ହଜାରବର୍ଷ ତଳେ ରାମ ଅବତାର ନେଇଥିଲେ । ମହାକାବ୍ୟ କିନ୍ତୁ ସତ୍ୟ ଯେ ଭଗବାନ ରାମ ପରମାତ୍ମାଙ୍କର ଅବତାର । ରାମଙ୍କର ଆଇଡେଣ୍ଟି କାର୍ଡ ଅଛି ତୁଳସୀ ରାମାୟଣରେ ଅଛି । ତାହା ହେଉଛି ରାମଚନ୍ଦ୍ରଙ୍କର ହରସ୍କୋପ । ହରସ୍କୋପ ଇଜ୍ ଦ ଟ୍ରୁ ଆଇଡେଣ୍ଟି କାର୍ଡ ଅଫ୍ ଏନିବଡି ଗିଭେନ ବାଇ ଆଷ୍ଟୋ ଗଭର୍ଣ୍ଣମେଣ୍ଟ ଲଡ ସନ୍ ।

  • @PankajMaikap-d6i
    @PankajMaikap-d6i Рік тому

    Jay. guru

  • @sk038vlogs
    @sk038vlogs Рік тому

    Thank you janata darbar babu

  • @JugalSingh-e6g
    @JugalSingh-e6g Місяць тому

    ସାତ ହଜାର ବର୍ଷପୂର୍ବେ ନୂତନ ପ୍ରସ୍ତର ଯୁଗ ଥିଲା ବସ୍ତ୍ର ଉଦ୍ଭାବନ ହୋଇନଥିଲା ବିଜ୍ଞାନ ନ ଥିଲା କଳକାରଖାନା। ନଥିଲା ପୁଷ୍କବିମାନ କେମିତି ତିଆରି ହେଲା ପ୍ରେଟ୍ରୋଲର ବ୍ୟବହାର ଜାଣିନଥିଲେ ବିମାନଟା ଉଡ଼ିଲା ଖାଲି ଭାରତର ମାକଡ଼ମାନେହିଁ କଥା କହୁଥିଲେ ସେତେବେଳେ ପକ୍ଷୀମାନେ ହଇରାକହୁଥିଲେ ତାହା ମଧ୍ୟ ଭାରତର କେବଳ

  • @sarbeswarmishra6695
    @sarbeswarmishra6695 Рік тому

    The. Argoment. . Is. True. Of., mp. Pratap. Sarangi

  • @batapattanaik3401
    @batapattanaik3401 Рік тому

    ମନୋରଞନ ମିଶ୍ର ହିନ୍ଦ୍ରୁ ବ୍ରାହ୍ଣଣ ,ସନାତନ" ଧମ୍ମ୍ମ୍ମୀ ନା ହେତୁବାଦୀ ଙ୍କ ବାଧି ଗ୍ରସ୍ତ । ଵିଶ୍ଵାସ ରେ ଇଶ୍ୱର । ଏହା ପ୍ରମାଣିତ

  • @sitarmmalik9810
    @sitarmmalik9810 2 роки тому +1

    मनोज भाई मैं आपका जनता दरबार में शामिल होने के लिए बहुत इच्छुक हूं जब राम था ही नहीं सत्तू बनाने के सवाल नहीं उठता पेरियार रामास्वामी नायर रामायण को झूठ साबित कर दिया दिल्ली सुप्रीम कोर्ट में है ललन सिंह यादव रामायण को झूठ साबित कर दिया राम पैदा कैसे हुआ आज से ढाई हजार वर्ष पहले अयोध्या नाम का कोई जगह था ही नहीं जिस जगह का नाम अयोध्या रखा हुआ है वह पहले साकेत था वह नदी का नाम सरयू नदी नहीं है घाघरा नदी है बहुत अच्छी प्रमाण देता है रामायण झूठ है

    • @RajaSahu-zm3mk
      @RajaSahu-zm3mk Рік тому

      Jab Bharat Me Ram Jesa Shakti Sali Raja Tha To Mogal Se Desh Kese Golam Huaa Tab Ram Katha Chale gaye The Sare Bat Kalpanik He Sar Jai Bhim Jai Sambidan Jai Bigyan 🌹🙏🌹

  • @JanmejayaDas9
    @JanmejayaDas9 3 роки тому +2

    We need a human to prove Ram Krishna was exist or not🤔
    How can Atheist find God, foolish.

  • @soumyaranjansutar492
    @soumyaranjansutar492 3 роки тому +3

    Jai Shri ram 🙏🛕🔱,Jai bhabani, Jai Hindu, love from kendrapada

  • @chainpatro7850
    @chainpatro7850 Рік тому +1

    A,cpatrobabanpuraska,,Ganjam,odisha,india,,
    Our,chanal,very,,good

  • @rasmikantanayak4780
    @rasmikantanayak4780 10 місяців тому

    ଏବେବି ପଥର ଭାସୁଛି ଆସ ଦେଖିବ କେନ୍ଦ୍ରାପଡା ର କାଳପଡ଼ା ଗ୍ରାମ ରେ ନୀଳକଣ୍ଠେଶ୍ଵର ମଦିର ରେ ଦେଖିବ

  • @mr.mousamdora9989
    @mr.mousamdora9989 3 роки тому +2

    Balo jay Sri Ram.

  • @ramakantadeo14
    @ramakantadeo14 2 роки тому

    If Science & technology & Scientists are great, then why don't reset a stone of Jagarnnath Temple & Konark Temple.

  • @pradeepkumartripathy5410
    @pradeepkumartripathy5410 5 років тому +5

    Pradeept Nayak has no idea about Ramayan,why have you called him this episode