Це відео не доступне.
Перепрошуємо.
ମୋହନ ସରକାର ଦେଲେ ନିର୍ଦ୍ଦେଶ, ମାସର ୨୦ତାରିଖ ସୁଦ୍ଧା ମିଳିବ ଭତ୍ତା, କୌଣସି ହିତାଧିକାରୀ ବାଦ ପଡିଲେ ନିଆଯିବ ଆକ୍ସନ
Вставка
- Опубліковано 11 лип 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
କେବଳ ଭତ୍ତା ୩୦୦୦ ଟଙ୍କା ଦିଅନ୍ତୁ. କିନ୍ତୁ ସୁଭଦ୍ରା ଯୋଜନା ଓ କାଳିଆ ଯୋଜନା କୁ ବନ୍ଦ କରନ୍ତୁ. କାରଣ ବହୁ ଧନୀଲୋକ କାଳିଆ ଟଙ୍କା ପାଉଛନ୍ତି.
ଠିକ୍ କହିଲେ ଭାଇ
ଯେପରି ଅଯୋଗ୍ୟ ରାସନ୍ ହିତାଧିକାରୀ ଙ୍କ ଚିହ୍ନଟ ହୋଇ, ନା କଟାଯିବ, ସେପରି ଅନ୍ୟ ଯୋଜନା ରେ ବି ଯୋଗ୍ୟ, ଅଯୋଗ୍ୟ ଙ୍କୁ ଚିହ୍ନଟ ହେବ ।
Dhani loka Mane chaul Kalia joyona paesa kata jau au garib khatia manku sahajya milu mor anurodh cm majhi sir ku 🙏
ତାରିଖ ଦରକାର ନାଇ, ପଇସା ବଢନ୍ତୁ, ଗରିବ ଲୋକଙ୍କ ଦୁଃଖ ଦୂର କରିବ ଏଇ ପଇସା।। ଜଲ୍ଦୀ କାର୍ଯ୍ୟ କାରୀ କରନ୍ତୁ
, ମୋହନ ଚରଣ ମାଝୀ ସାରକୁ ଭଗବାନ ମଙ୍ଗଳ କରନ୍ତୁ
ଜୟ ଜଗନ୍ନାଥ ଜୟ ଓଡ଼ିଶା 🙏🙏👍🇮🇳🧑🦽💯
Very good Sir ❤❤❤❤❤
ଯେଉଁମାନେ ପ୍ରଥମେ ଅସୁବିଧାରେ ଅଛନ୍ତି ସିଏ ହେଉଛନ୍ତି ବିକଳାଙ୍ଗ ଅକର୍ମଣ୍ୟ ଯାହାର ହାତ ଗୋଡ଼ ନାହିଁ ବୃଦ୍ଧା ଏବଂ ବିଧବା ଏମାନେ ଏମାନଙ୍କର ରୋଜଗାର ନାହିଁ ବା ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ଏମାନେ ଚଳିବା ପାଇଁ ପର ଉପରେ ନିର୍ଭର କରୁଛନ୍ତି ୧୦୦୦ ଟଙ୍କାରେ ଚଳିବା ବହୁତ କଷ୍ଟ ତେଣୁ ସରକାର ଏହାର କାର୍ଯ୍ୟକାରୀ ଶୀଘ୍ର କରାନ୍ତୁ 😢😢😢😢😢😢😢😢😢😢😢😢😢😢😢😢😢😢😢
ମୋହନ ବାବୁ ଆପଣଙ୍କର ମଙ୍ଗଳ ହେବ❤❤❤
Tamoro tanti chipi neebe
Good Decision CM Sir
ଆଜିକାଲି ଲୋକଙ୍କୁ ଯେତେ ସୁବିଧା ଦେଲେ ସେ ଆହୁରି ଖୋଜିବେ
Good sir
Jay Jagannath
ଏ ଜୁଲାଇ ମାସ ରୁ ଦିଆ ଯାଉ
Good 👌
Great our CM mohan sir 🙏🙏🙏🙏🙏🙏🙏🙏🙏🙏🙏🙏 Jay B j p 👍👍👍👍👍👍👍🙏🙏🙏🙏🙏🙏🙏🙏🙏🙏
Very good
Very good decision
JAY JAGANNATH ⭕‼️⭕
ମୁଖ୍ୟମନ୍ତ୍ରୀ କିଛି ଏ ଜା ନିଷ୍ପତି ନେଇନାହାନ୍ତି ତମେ କାଇଁ ଗପୁଛ 😂😂😂
Jay shree jagannath swami🚩 💐🙏
Good evening sir odisha Jay Jagannath 🙏🙏🙏🙏🙏 Happy New year 2024
Good dicision CM sir
Bahut meetha
ଜଦିଦି ଆଜାଉ
Good
We are lucky to have an active CM like Mohanji
Jay Hind Modi Jay Hind 🇮🇳🇮🇳🙏 good evening sir odisha Jay Jagannath 🙏🙏🙏😅😅
🙏🙏
Mohanbabuku.bhagan.kotiparamayou.diauntu
Nice🌹🌹🌹🌹🌹🌹🌹
ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ ରେ ଜମା ହେଉ...
👍👏👏👏
Kalakar Penson kan Bandh heijiba na kan ?
❤
gad llase you mohan sir
Priyambarik ❤❤❤
ବାଳ ଥିବ ଯେ ଖାଇବ ସୁନୁ ପମ୍ପୁଡ଼ି 😊😊😊😊କଥା କଥାରେ ରହି ଯିବ କିଛି ହେବ ନାହିଁ ଡବଲ ଇଞ୍ଜିନ ସରକାର ତୁମ ଚାରି ଖୁରକୁ ଜୁହାର
Very good mohan sir🙏🙏
Ama paisa nei amaku deuchanti
ଭିନ୍ନକ୍ଷମ ମାନଙ୍କୁ ଆନ୍ଧ୍ର ପ୍ରଦେଶର ଭଳି ଟିକେ ଅଧିକ ଦେବାପାଇଁ ଚେଷ୍ଟା କରନ୍ତୁ,କାରଣ ସେମାନଙ୍କ ପରିସ୍ଥିତି ଭଲ ନାହିଁ
Right
Kam age loka bhata pauchhanti
ମିଛ
Jay Hind 🇮🇳🇮🇳🙏🙏🔥🔥😅
Good dicison
July masaru dia jau...
sahara india Rs kiye debo Bhai....potal sabu khaigala ki
ଇ ପି ଏଫ୍ ଓ ପେନସନ ଭୋଗୀ ମାନଂକ ବର୍ଦ୍ଧିତ ପେନସନ ପାଇଁ ଚାହିଁ ଚାହିଁ ଚାଲିଗଲେଣି କେତେ। ସୁପ୍ରିମକୋର୍ଟ ଆଦେଶ ଅନୁଯାୟୀ ଶିଘ୍ର ବର୍ଦ୍ଧିତ ପେନ୍ସନ୍ ଦେବାକୁ ବ୍ୟବସ୍ଥା ହେଉ।ଏମାନେ ₹୧୦୦୦/- ରୁ ବି କମ୍ ପେନସନ ପାଉଛନ୍ତି।
30000 badhiba darkar pension
Very good sir kebe miliba vata 3000
Jts jaldi posting hu
Jay Hind Modi Jay Hind 🇮🇳🇮🇳🙏😅
Jay Nabin ❤
A cm kichi kamaku nahi
Very good mohan maghi sarkar
Au acibini BJP odishaku athara BJD nahele CONGRESS
କହୁ ମାସ ମିଳିବ କହୁନୁ ୨୦ ତାରିଖ ୨୦ ତାରିଖ କହୁ ମାସ କୁହନ୍ତୁ
Sobu kichhi kohilo hele date to kohileni madam 😂😂😂
ଏହି ତାରିଖ ବୋଇଲେ କେତେ ତାରିଖ kuha fake ଡଟ
Nabin no1 ବାଲା କୁଆଡେ ଗଲେ
Like this
😮
Special PENSION/ BHATTA BOOK RAKHAJAU WITH AADHAR CARD XEROX ATTESTED
ସତ କହୁଚ ନା ମିଛ
anganwadi darama increase plz
ଅଙ୍ଗନବାଡ଼ି ସ୍କୁଲ ବନ୍ଦ୍ କରାଯାଉ
ବଣ୍ଡା ଭାସ୍କର tv channel ମଗୀୟ ମିଛୁଆ
😢😢😢😢
Jogya hitadhikari nku dia jau
MADHU BABU PENSION BOOK WITH ADHAAR CARD & ACCOUNT NUMBER XEROX ATTESTED paasport size PHOTO...SPECIAL PENSION BOOK tie kale bahut bhala heba
Kau month re mili na sir
A cm khali phinguchi
Name changer sarkar good for nothing.
କାଳିଆ ଯୋଜନା ରେ ଯିଏ ଟଙ୍କା ପାଉଛି ତାର Bank Account ଯାଞ୍ଚ କରାଯାଉ. 15 G form ଦେଉଥିବା ଲୋକକୁ ତଦନ୍ତ ପରିସରଭୁକ୍ତ କରାଯାଉ. ସେ କିପରି କାଳିଆ ଯୋଜନା ଲାଭ ବର୍ଷବର୍ଷ ଧରି ପାଉଛି? ଏହା ମୋହନ ସରକାର ଚିନ୍ତା କରନ୍ତୁ. ରାଜକୋଷ ରୁ କିପରି ହରିଲ୍ଟ୍ ହେଉଛି.
kendra sarakar pension kebe badhiba
Au biswakarma yojana
ସାରେ ଆମେଭୂମିହିନ ପଟାମିଳିଛି କିନ୍ତୁ ଜାଗା ଚିହ୍ନଟ ଦେଇନାହାନ୍ତି ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ଘର କରିପାରୁନି
ସାଲେପୁର କଟକ
Student mnk collage re seet milu seet paunahanti
ସବୁ ଭଲ ଚାଲିଛି କିନ୍ତୁ ବାଙ୍କ ଖାତ କୁ ଦେବା ଭୁଲ ବୃଦ୍ଧା ଯାଇ ପାରୁନାହାନ୍ତି ଓ ବାଙ୍କ କ୍ରମଚାରୀ କହୁଛନ୍ତି ଆଧାର ଲିଙ୍କ ନାହିଁ ଫିଙ୍ଗେର ଆସୁନି ତାଙ୍କେ କଣ କରିବେ ବାଙ୍କ ରୁ ଘରକୁ ଘରରୁ ବାଙ୍କ ଯାଇ ଯାଇ ମିଳିଲା ବେଳକୁ ଭତା ଟଙ୍କା ସରିଯାଇତିବ ଭତା ଟଙ୍କା କଣ କରିବେ ଦେବେ ଯ଼ଦି ହାତରେ ଦିଅନ୍ତୁ 😢😢😢😢
💯 right katha
Sanastanka Bank Account Rahiba Darkar
kalakar vatta kebe miliba
Caletor mla block panchyat chera durniti ra bjp cheng kara jau old ru khojile ,pokhri ,jamimaramati,stikara upare stikar mari paisa khichanti durniti fardafas heu bjp sarkar kotar dand ain karajau
5000 thank diantu
Bekar sarkar mahan majhi amo pakha loka para ame bhala se janichhu se kemiti ka laka se kichhi kariparibe ni sabu michha katha
Td
2chakia gadi thile vhta,bpl mandi dhan bikiba band karajau
Tinihajare. Tankadia. Rassn. Dasakilo. Perheaddia
Jaha.rate.badhu.ki.odissa.runare.budijau.farakkichhi.padibani.karana.koti.koti.brudha.brudha.vinakhema.bidhaba.nka.asirbaf.nishaya.mohan.sarakarupare.padiba.
ସତ କହିଲେ ଭାଇ କିନ୍ତୁ ଅଙ୍ଗନବାଡ଼ି, ଆଶା କର୍ମୀ ଶିକ୍ଷକ ଏମାନଙ୍କୁ ଯେତେ ଦେଲେ ସେତେ ନିଅଣ୍ଟ ।
Keu masa ru miliba 3000
Kbe nu daba mohan sarakar
Bhata pau thiba lokanka bayasa janch kara jau
ମଦ ଆଉ ମାଂସ 😂😂😂😂😂ବେଶୀ କରି ଖାଇବୁ
ମିଛୁଆ ରାଧୁଅ ଗପ ଗପୁଛି ଭାସ୍କର
Useless..
ଖଣି ଖାଦାନ କେନ୍ଦ୍ର ଅଧୀନ କୁ ଯିବା କଥା ସତ
3000to hehini
Bhrasta police bjd netanka upare kebe jan h nebe mohan bhai cm
ତୋ ବୋଉକୁ ୩୦୦୦ ଭତା ମିଳୁଛି
Fake news
Micha news diantu nahin
Vata badheile kn hebo pani pariba rate komauno sabu badhei chali6
Ranjan Behera 6th sal handikyapt myedical 15lakh not to ok meydical 15lakh chalageya not nabin patnayak modi you tube chor sarkar khorda zila.khorda bhatiya 1200.only not sayata
Khali kathare
Mohon majhi sir 👌👌👌👌👌
Jay Hind India 🇮🇳😅😅😅😅
August 20 re miliba ta ? Nahele tu dekhibu re pua,telua
Kapda Odisha bikri khaedeb