ଖରାଟିଆ ଧନିଆ ଚାଷ ଲକ୍ଷାଧିକ ଲାଭ
Вставка
- Опубліковано 29 бер 2022
- Arabinda Sahoo
KRUSHI SAMPADA
ଖରାଟିଆ ଧନିଆ ଚାଷ
ଲକ୍ଷାଧିକ ଲାଭ
ଖରାଟିଆ ଧାନିଆ କିସମ ମଧ୍ୟରେ
NAMDHARI SEED କମ୍ପାନୀ ର ସୁରଭି
VNR COMPANY ର ମୁସ୍କାନ
EAST WEST pvt. ର RAMSES
କିସମ କୁ ଚାଷ କରନ୍ତୁ
Agri 82 ର ବ୍ୟବହାର
• ଉପ୍ତାଦନ ଖର୍ଚ୍ଚ 30% କମ ...
Agri aquagel ର ବ୍ୟବହାର
• 500ଗୁଣ ପାଣି ଧରିରଖେ AGR...
THANK YOU
KRUSHI SAMPADA
MOB: 7008498896
sahooarabinda72@gmail. com
#krushisampada #coriander #summer #odia
nice information
Jia chasa video pathantu
Amazing video sir👍......
Bahhut sundar
ବହୁତ ବହୁତ ଧନ୍ୟବାଦ
Ok sir
Good information sirji
Mu bi karuchi🙏🙏🙏
Summer season kakudi chasa gota video karuntu sir
Sir, ବହୁତ ବହୁତ ଧନ୍ୟବାଦ
Very nice
ଅନେକ ଅନେକ ଧନ୍ୟବାଦ
masur dal chasa bisayare vdo banantu sir
Thank you sir
Very nice information.
Sagar sahoo Rasol verry nice brother
Thank you
Sir vala video thanks
Thank ,,, Jay Jagannath 👌🙏🙏👏👏
Jai jagannath
Very very very nice
Very nice sir 🙏
Sir namaskar.dhania chasa pura jaivika upayare kari heba ki na in summer season.
ଅମୃତଭଣ୍ଡା କେଉଁଠିକୁ ରପ୍ତାନି କରନ୍ତି ସାର
Nanhi motor Puri
Sir chelamini and zinc kipari use kariba ? Sethi pain video banantu
Sir kakudi jhudanga bhendi ebong janhi re leaf miner lagichhi kan medicine debi?
Thank you sir 🙏
tomato Jhanjhar Yashoda
Sir vendi kasisabu sukhijauchi Kan karibu
O'hara dinare shania Kate dinare amala hue
Sagar sahorasol
Mrushak mankar lagi apan jane adarsha aan
Sir apana jou medicine auu sara kahuchhanti tahaku jadi screen re show karante lekhiki auu Tk bhala huanta samaste medicine ta lekhiki rakhi parante, tenu matra auu medicine lekhantu
Thank you
Bhendi re lagithiba paunsia roga ra pratikar
Thiophenate methyl 70%WP lit ପ୍ରତି 2gm Antracol lit ପ୍ରତି 2gm ବା Sulfer 80%WDG lit ପ୍ରତି 2gm ବା Propiconazole lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ଜାନୁଆରି 15 ରୁ ଫେବ୍ରୁଆରି 15 ମଧ୍ୟରେ ବୁଣା ହୋଇ ପାରୁଥିବା ସୋରିଷ ଚାଷ ବିଷୟରେ ଅଧିକ ସୂଚନା ଦେଲେ ମୁଁ ଉପକୃତ ହୋଇ ପାରନ୍ତି ସାର୍ l
Sir podina chasa bisayre vedio banatu
How to best variety
What is the name of the papaya variety in your background?
Sir sahebi roga pratisedhak pratikar upare kuahantu
ବାଲିଆ ଜମିରେ ଖରାଦିନେ ଧନିଆଁଚାଷ କଲେହେବକି ମତେ ପ୍ରାଣାଳୀ ଦିଅନ୍ତୁ
ବାଲିଆ ଜମିରେ ଧନିଆ ଚାଷ କରିବା ପାଇଁ ଅଧିକ ଗୋବର ଖତ ପ୍ରାୟୋଗ କରିବାକୁ ପଡିବ।କାରଣ ବାଲିଆ ଜମିରେ ସାର କମ ଥାଏ ଓ ପାଣି ଧରି ରଖିବା କ୍ଷମତା କମ ଥାଏ।
Bhendi chasare lidia debuted an nahi
ସାର ଏବେ ଧନିଆ ଚଷ ଏହି ପାରିବ କି
Sir March masare piajo lageile hebaki nahi sir
Sir namdhari vhala haba sita dina kuhantu plz 🙏🙏🙏🙏🙏🙏🙏🙏🙏🙏 sir
Sir Namaskar jiaa khata bisayare sarakari sahajya subidha achhiki
ଜିଆ ଖତ ଚାଷ ଉପରେ Horticulture ବିଭାଗ ମାଧ୍ୟମରେ ରିହାତି ବ୍ୟବସ୍ଥା ରହିଛି।ପ୍ରକଳ୍ପ ର ମୂଲ୍ୟ 1ଲକ୍ଷ ଟଙ୍କା ଏହାର 50% ରିହାତି ରହିଛି।
Sir kobi chara bhal brand ra tikia kuhantu
Kharadinia pain keun manji anile gacha bhala heba
Sir mora dhaniya gachha 20 dinara haigalani kintu gachha jhanuli marijauchhi kan pani
Can kau naa re asuchhi please suggest sir
CAN CALCIUL AMMONIUM NITRATE ଯାହାକି CALCIUM ସାର କୁହାଯାଏ।
Chadikuate tonka debe kia
କମ୍ପାନି ବିହନକୁ ବିଶୋଧନ କରୁଛନ୍ତି
ଏହାପରେ ବିହନ ବିଶୋଧନ ଦରକାର ପଡିବ କି?
ଧନିଆ ବଦଳରେ ଅମୃତଭଣ୍ଡା ଗଛ ଦେଖାଇବା ତ ଆମ ଦେଶର ପରମ୍ପରା
Khara dinia dhania breed
Namdhari seeds Surabhi
ପିଆଜ ଗଛର ଅଗ ଶୁଖି ଯାଉଛି ତାରଉପାୟ କହନ୍ତୁ
ପିଆଜ ଗଛରେ ଉକୁଣିଆ ପୋକ ଲାଗିଲେ ଅଗ ସୁଖି ଯାଇଥାଏ।ଏହାକୁ ପରିଚାଳନା କରିବା ଏକର ପ୍ରତି 15ଟି ହଳଦିଆ ଅଠାଳିଆ card ବ୍ୟବହାର କରନ୍ତୁ।Imidachloprid 30.5%SC drum ପ୍ରତି 8ml ବା DELEGATE drum ପ୍ରତି 15ml ସହିତ ନିମ୍ବତେଲ drum ପ୍ରତି 30ml ପ୍ରାୟୋଗ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ। ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।
ଧନ୍ୟବାଦ୍ ସାର୍ ନମସ୍କାର🙏🙏🙏🙏🙏
Sir namaskar kalara Kasi jhadijauchi
ତାପମାତ୍ରା ଅଧିକ ହେବା ଫଳରେ ପରାଗ ସଙ୍ଗମ ଠିକରେ ହୋଇ ପାରୁନାହିଁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sar namaskar mankad manky bahaut hairan karuchnti manky pani sir video karantu
ଗୋମୂତ୍ର ରୁ ପ୍ରସ୍ତୁତ କୀଟନାଶକ ବ୍ୟବହାର କରନ୍ତୁ।ପ୍ରସ୍ତୁତ ହୋଇଥିବା video ଦେଖନ୍ତୁ।
ଗୋମୂତ୍ର ରୁ ପ୍ରସ୍ତୁତ କୀଟନାଶକ ବ୍ୟବହାର କରନ୍ତୁ।ପ୍ରସ୍ତୁତ ହୋଇଥିବା video ଦେଖନ୍ତୁ।
ସାର୍ ନମସ୍କାର, ଏଇ କିସମଟି ଛାତ ଉପରେ ଲଗାଇ ହେବ କି
ଛାତ ଉପରେ net house କରି ଏହି କିସମ ଧାନିଆ ଲଗାଇ ପାରିବେ।
@@krushisampada ଧନ୍ଯବାଦ ସାର୍, ମାଟି କେତେ ଇଞ୍ଚ ହେବା ଉଚିତ୍
Excellent performance, pls sir advice me how to safe mango fruit, in my mango plants, small size of fruits turn into yellow colour and dry, fell down. Pls tell me what is it's remedy.
Sir kharatia dhania seed kauthi paiba
ଖରାଟିଆ ଧାନିଆ ମଞ୍ଜି online ରେ ମଗାଇ ପାରିବେ।
@@krushisampada dhanyawad sir
Sir namdhari dhania seed sita dine mu pakeichi kn vhala haba kuhantu plz
Namdhari ଧନିଆ ଶୀତ ଦିନରେ ନିଶ୍ଚିନ୍ତ ଭଲ ହେବ
Sir varmi Compost can be used. Sir please tell 🙏🙏🙏🙏
ଜିଆ ଖତ କୁ ନିଶ୍ଚିନ୍ତ ବ୍ୟବହାର କରି ପାରିବେ।ଜଳଧାରଣ ଶକ୍ତି ବଢ଼ାଇ ଥାଏ।ଉର୍ବରତା ବଢିଥାଏ।
Sir apanka contact no tike diyanty
Agri 82 kan tamatar fasala re dei pariba ki ?
Agri 82 କୁ କୀଟନାଶକ, କବକନାଦକ ଓ ସାର ସହିତ ମିଶାଇ ପ୍ରାୟୋଗ କରାଯାଏ।
କେଉଁ ମଞି ବୁଣିବା ଶୀତ ଦିନେ ଯେଉଁ ମଞି ବୁଣା ଯାଏ
ଶୀତ ଦିନିଆ ମଞ୍ଜି ବ୍ୟବହାର କରନ୍ତୁ
Potal rahiba pai keu Harmon spary karaja a.
ପୋଟଳ ଫସଲରେ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ ହର୍ମୋନ Fantac plus ବା Double lit ପ୍ରତି 0.5-1 ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।9ଟି ମାଈ ଗଛ ସହିତ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।
ସାରେ ଦୁଇଥର ପଚାରିଲି ପୁଇରେ ନାଲି ଟିପା ଦାଗ କାହିଁକି ହୁଏ ଓ ପତୀକାରକ କ'ଣ ମୂ ଦୁଇରୁ ତିନି ଗୁଣ୍ଟ ଚାସକରେ
ପୋଇ ରେ କବକ ଜନିତ Anthracnose ରୋଗ ହେଲେ ଏହିପରି ନାଲି ଟିପା ଦାଗ ହୁଏ।Difenoconazole 25%EC lit ପ୍ରତି 1ml ବା Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
Kosala saaga vedio
Sadha khata kemiti tiari karibu
ଖତ କୁ ଗୋଟିଏ ସ୍ଥାନ ରେ କିଛି ଦିନ ରଖିଲେ ଏହା ସଢ଼ା ଗୋବର ଖତ ହୋଇଥାଏ।
@@krushisampada sir kancha gobara hebana
@@sanjuktaprusti6159 କଞ୍ଚା ଗୋବରରୁ methane gas ବାହାରି ଥାଏ ଯାହାକି ଫସଲ ପାଇଁ ହାନି କାରକ ସେଥିପାଇଁ କଞ୍ଚା ଗୋବର କୁ କିଛି ଦିନ ଛାଇରେ ରଖିଦେଲେ ଏହା ବ୍ୟବହାର ପାଇଁ ଯୋଗ୍ୟ ହୋଇଥାଏ।
Thank you sir
ଏଗୁଡ଼ା ଓଡ଼ିଶା ରେ ସବୁ ଜାଗାରେ ହବ..?
ବାଲେଶ୍ଵର ରେ ହବ ନା ହବନି
Baleswar ରେ ଚାଷ ହୋଇପାରିବ
Sir apanka contact no diyantu
Plish sir apanaka phone numbar diantu
7008498896
Please sir phone numbar. Diantu
Sir namaskar nora muniga gachare prathama phula asuchi. Taku phula na jhdiba pain kana pratikar darakar.
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac Plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15 ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Apananka mobile number dele bhala
Dr sahu
namaskar
i have just built a shet net(green net housev1000 sqft) Please give your mob no. I want to grow corriander (ଧନିଆ).it is difficult to remember your guidance from video. So please advise stage by stage fertilizer seed and other details thru WhatsApp .
Sir pls apanaka contact number diantu
Mu baadi re pariba chasa karichhi
Apanka paramarsha jaruri. So pls give number sir.
Contact no. 7008498896
ଅନେକ ଅନେକ ଧନ୍ୟବାଦ
Thank you sir