'ମହିଳାଙ୍କୁ ଭକୁଆ ବନେଇଲେ ଜୁମଲା ପାର୍ଟି..' : ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରକୁ Sulata Deo ଙ୍କ ଟାର୍ଗେଟ

Поділитися
Вставка
  • Опубліковано 12 вер 2024
  • 'ମହିଳାଙ୍କୁ ଭକୁଆ ବନେଇଲେ ଜୁମଲା ପାର୍ଟି..' : ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରକୁ ସୁଲତାଙ୍କ ଟାର୍ଗେଟ
    #satyapatha #sulatadeo #mohanmajhi #bjpodisha #bjd #odishapolitics
    Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
    For Latest Updates Follow us:
    Web: www.satyapatha...
    UA-cam: / @satyapatha
    Facebook: / satyapatha.in
    Instagram: / satyapatha.media
    Twitter(X): / satyapathalive

КОМЕНТАРІ • 229

  • @kabitasahukabita2505
    @kabitasahukabita2505 19 днів тому +44

    ଧନ୍ୟ ବାଦ ଆପଣଙ୍କ କଥା ମୁଁ ବହୁତ ଖୁସି

  • @gajendramajhi3718
    @gajendramajhi3718 19 днів тому +18

    ବିଜେପି ଆମ ଓଡ଼ିଶା ରାଜ୍ୟର ବିକାଶ ପାଇଁ କିଛି ଭଲ କାମ କରିବେ ନାହିଁ

  • @ramachandrasahoo1470
    @ramachandrasahoo1470 19 днів тому +32

    ସୁଲତା ଦେଓ ଧନ୍ୟବାଦ

    • @anmayakumari1551
      @anmayakumari1551 19 днів тому

      ଧନ୍ୟଵାଦ ନୁହେଁ ରେ ଧନ୍ୟ ରୁ ବାଦ ଦେଇଦେବ କୁଲତା

    • @user-jl6qb7wj5v
      @user-jl6qb7wj5v 19 днів тому

      Sulata bia re giha

  • @suryakantabhuyan6915
    @suryakantabhuyan6915 16 днів тому +5

    ଦୟାକରି E V M mechine କୁ ଧ୍ୟାନ ଦିଅନ୍ତୁ

  • @ALEKHACHANDRASAHOO-kj2mx
    @ALEKHACHANDRASAHOO-kj2mx 19 днів тому +10

    ଠିକ୍ କଥା କହିଛନ୍ତି ମାଡାମ

  • @user-nt5ny8qf1x
    @user-nt5ny8qf1x 19 днів тому +28

    ଆଗକୁ ଅଛି ପଞାୟତ ଭୋଟ ବିଜେପି ହଜି ଜିବ ମିଛ କଥା କହୁଛ ଲଜ୍ଜ୍ଯା ନାହିଁ

    • @gopalpalata6366
      @gopalpalata6366 17 днів тому

      Bjd ଲିଭି ଯିବ ସବୁଦିନ ପାଇଁ

    • @meherhendloom3088
      @meherhendloom3088 День тому

      କଣ ଗାଣ୍ଡି ଫାଟିଲା କି ​@@gopalpalata6366

  • @bidyabhusanmohanty387
    @bidyabhusanmohanty387 19 днів тому +8

    ଓଡ଼ିଶାର ଜନସାଧାରଣ ଵହୁତ ଡେରି ରେ ମିଛ ପ୍ରଲୋଭନ ରେ ଶୀକାର ହେଲେ

  • @sudarsanpani2771
    @sudarsanpani2771 17 днів тому +7

    Correct madam

  • @nadimkhan-cj5hg
    @nadimkhan-cj5hg 19 днів тому +4

    Correct 💯

  • @NarayanGouda-mc5ne
    @NarayanGouda-mc5ne 3 дні тому +1

    ଅନ୍ୟବାଦ ମ୍ୟାଡମ ବହୁତ ସୁନ୍ଦର ବଚନ

  • @brundabanrout9655
    @brundabanrout9655 3 дні тому

    ଧନ୍ୟବାଦ ମାଡାମ ଆପଣ ଙ୍କ ବିସ୍ଲେସଣ ବହୁତ ସୁନ୍ଦର ଜୟ ଜଗନ୍ନାଥ

  • @user-rd5kl3uj2y
    @user-rd5kl3uj2y 3 дні тому +1

    ଧନ୍ୟବାଦ ଭଉଣୀ

  • @odishatoka01
    @odishatoka01 11 днів тому +1

    Right

  • @anmayakumari1551
    @anmayakumari1551 19 днів тому +4

    ତମ କୁ ତାମିଲ ପାଦ ଚାଟିବା କୁ ଲଜ୍ଜ୍ୟା ଲାଗୁନଥିଲା
    we are feel proud on our Mohan Bhaina Governance as CM

    • @kartikpanda8325
      @kartikpanda8325 19 днів тому +2

      ତମେ ବର୍ତ୍ତମାନ କାହା ପାଦ ଚାଟୋଛ

    • @truefacts5820
      @truefacts5820 16 днів тому

      Right kohichho bhai​@@kartikpanda8325

  • @JitendraNiak
    @JitendraNiak 16 днів тому +1

    Right 🙏 madam

  • @jagabandhubehera1984
    @jagabandhubehera1984 19 днів тому +12

    ବିଜେଡି ହାରିଛି ଆପଣ ଖୁସି ତ
    ସେ ବିଜେପି ଜୁମଲା ହଉ କି ଯାହା ହଉ
    ତୁମଠୁ ଟିକେ କମ୍

  • @Bijaya-o7h
    @Bijaya-o7h 19 днів тому +1

    Very good 👍 👏

  • @maninibehera6662
    @maninibehera6662 19 днів тому +2

    Tamaku vote dele sabu kama Kariba ta

  • @rasanandasethy
    @rasanandasethy 14 днів тому +2

    BJP ବାଲା ଲୋକମାନକୁ ଭକୁଆ ବନେଇ ଦେଲେ ଲୁଭ d

  • @satyabratatarai8537
    @satyabratatarai8537 19 днів тому +6

    Madam apana nka mane achhi ta kalia yojana re kahithile 10,000 debe boli last ku 2000 dele apana dala jumula.

  • @anandraavi6242
    @anandraavi6242 19 днів тому +1

    ଭତ୍ତା ମାନେ କଣ ଦରମା କିମ୍ବା ଲୋନ ବୋଲି ଭାବୁଛନ୍ତିକି?

  • @user-ux4mp8oq2i
    @user-ux4mp8oq2i 19 днів тому +1

    ❤ very nice

  • @Prakash-u8w7p
    @Prakash-u8w7p 19 днів тому +1

    Very nice mam

  • @ranjitanaik2906
    @ranjitanaik2906 19 днів тому +1

    Right mam

  • @AbdulRazaque-i9k
    @AbdulRazaque-i9k 20 годин тому

    You are right answer thanks ❤❤❤

  • @Bhai-l6n
    @Bhai-l6n 12 днів тому +1

    Good 👍

  • @gbabusaheb123
    @gbabusaheb123 19 днів тому +3

    Bahut badhiya madam
    But BJP ra kukura Andha Bhakta mane bhukuchanti, kanduchanti 😂😂😂

  • @prasannapadhi6123
    @prasannapadhi6123 18 днів тому +1

    ଆପଣଙ୍କ କାଳିଆ ଯୋଜନାରେ ବର୍ଷ କୁ 10000 ହଜାର କହିକି ,4000 ଟଙ୍କା କାହିଁକି ଦେଲେ ତାର ଉତ୍ତର ରଖନ୍ତୁ,

  • @AnjanBehera-qr8fl
    @AnjanBehera-qr8fl 11 днів тому +1

    Super

  • @badalnayak2576
    @badalnayak2576 13 днів тому +1

    Right 👍 Katha

  • @sasmitamohanty3035
    @sasmitamohanty3035 4 дні тому

    Ati sundar katha kahile 🙏 pura thik

  • @bcj658
    @bcj658 19 днів тому +2

    What about your party's jumla.

  • @babulpradhan7084
    @babulpradhan7084 19 днів тому +1

    ଏଭଳି ବେଲଜ୍ୟା ଲୋକ ବି ଅଛନ୍ତି ,ତମ ଭଳିଆ କ୍ରୀତଦାସ
    ଆମ ସ୍ବାଭିମାନ ଓଡ଼ିଆ ଜାତି ନୁହେଁ ।

  • @ShakirKhar
    @ShakirKhar 8 днів тому

    Bahut bahut dhanyvad

  • @LAXMU-vl6gn
    @LAXMU-vl6gn 19 днів тому +1

    Right meadam

  • @rajkishoremaharana9988
    @rajkishoremaharana9988 19 днів тому +3

    ତୁମ ଦଳ ଆଗରୁ ସବୁ ଟାଡି ପକେଇ ଥିଲା ତ? ଆଉ ୨୪ ବର୍ଷ ଦରକାର

  • @dusmantapatra3426
    @dusmantapatra3426 19 днів тому +1

    ଧନ୍ୟବାଦ

  • @prafullachandrasahoo9688
    @prafullachandrasahoo9688 19 днів тому +2

    ମାଡାମ ଆପଣଙ୍କ କାଳିଆ ଯୋଜନା ଦିନକୁ କେତେ ପଡିଲା ଟିକେ କହିବେକି. ଆପଣ 24 ବର୍ଷ ଶାସନ କରି ବିଜୁଳି ଛାଡ଼ କରିଥିଲେକି?

    • @DillipBhatra-tm2pd
      @DillipBhatra-tm2pd 19 днів тому

      Bjd ତ ମିଛ କହିଲା bjp କଣ ପାଇ ମିଛ କହିବ ନାହିଁ ତମ କଥା ଯାହା

    • @pradeepkumarpanda7626
      @pradeepkumarpanda7626 17 днів тому

      ​@@DillipBhatra-tm2pdKemiti michha kahila BJP? Asila pare jojana lagu kale. 50000/- debe tanka karjya kalare. Semane kahithile ki ame eka sangare debu? Media kahuthila au tume bhabuthila.

  • @RNprofessionalmusic
    @RNprofessionalmusic 14 днів тому +1

    Thik🎉

  • @subashmohanty4695
    @subashmohanty4695 6 днів тому +1

    Thank you mom apana sata kahuchanti.super Hero ama nabin babu.

  • @RanjanPanigrahi-mx7xt
    @RanjanPanigrahi-mx7xt 13 днів тому +1

    ଓଡ଼ିଶା ରେ ନୂଆଁ ଜୁମ୍ଲା ପାର୍ଟି

  • @darkclouds6246
    @darkclouds6246 19 днів тому +1

    ଆମେ କହିଥିଲୁ ଭୋଟ ଦେବାକୁ BJP କୁ ନାମ ନିଅ ଆହୁରି 5 ବର୍ଷ ଅଛି

  • @Mkgroyalffgamer
    @Mkgroyalffgamer 19 днів тому

    Thank you maam

  • @maapournamasitkpd1723
    @maapournamasitkpd1723 19 днів тому +1

    Jumla Sarkar

  • @debabrataverynice9710
    @debabrataverynice9710 23 години тому

    Right 👍

  • @saitagolory-jl9zc
    @saitagolory-jl9zc 7 днів тому

    thank you mem🎉🎉

  • @Reenabehera0
    @Reenabehera0 19 днів тому +2

    Mam ame maa mane au kn karibu basiki samaste bichara karibu keu beparata kale amara besi labha heba au ama odisha ra maa mane agaku jibu ahuri agaku jibu Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @sahebsoheb8650
    @sahebsoheb8650 19 днів тому

    ଭଲ ଭାବରେ ବ୍ୟାଖ୍ୟା କରାଯାଇଛି ସମସ୍ତେ ଜାଣିବା ଉଚିତ୍ ଯେ ସୁଜଦ୍ରା ଯୋଜନା ସମ୍ବନ୍ଧରେ ନିଜ ମନିଫେଷ୍ଟୋରେ ମିଥ୍ୟା ସୂଚନା ଦେଇ bjp ଓଡିଶା ଲୋକଙ୍କୁ କିପରି ପ୍ରତାରଣା କରିଛି? ଜଣେ ମହିଳା ପ୍ରତି ମାସରେ 833 rs ପାଇ କିପରି ସଶକ୍ତ ହୋଇପାରିବେ? ଯଦି ସେମାନେ ଲମ୍ପସମ୍ 50000rs ପ୍ରଦାନ କରନ୍ତି ଯାହା ଦ୍ they ାରା ସେମାନେ ବ୍ୟବସାୟ ଆରମ୍ଭ କରିପାରିବେ କିମ୍ବା ଗା cow, ସିଲେଇ ମେସିନ୍ ଭଳି କିଛି କିଣି ପାରିବେ ଯାହା ସେମାନଙ୍କ ପାଇଁ ଆୟର ଉତ୍ସ ସୃଷ୍ଟି କରିବ

  • @droupadisahoo5508
    @droupadisahoo5508 5 днів тому

    Madam vhala katha kahuchhanti Tq

  • @bismayabiswal3808
    @bismayabiswal3808 19 днів тому +1

    ଓଡ଼ିଶାରେ ଅଛନ୍ତି ନେତ୍ରୀ ହେଲେ ଏହି ଛୋ ପରି ପରି ମୁହଁ କରି କହିବା ନାହାନ୍ତି,ଏବେ bjp ଆଗକୁ cngrees ତୁ ଆଗକୁ କାହା ପାଇଁ କହିବୁ

  • @mirapatra8545
    @mirapatra8545 19 днів тому +2

    ଧ୍ରମେ ନ୍ଦ୍ର ପ୍ରଧାନମାସକୁ1000ଟଙ୍କାମାସକୁଦେବେସବୁମହିଳାମାନଙ୍କୁକୁଆଡେଗଲା

  • @NiranjanHimirika-lv4ix
    @NiranjanHimirika-lv4ix 17 днів тому

    ଟିକ mdm 👍🙏

  • @bichitranandatripathy3007
    @bichitranandatripathy3007 19 днів тому +2

    A. Lady. Ku. Bida. Kara. Bjd. Jítiba

  • @user-fh5pi5ls8v
    @user-fh5pi5ls8v 7 днів тому

    Correect madam .

  • @manasranjanbehera8987
    @manasranjanbehera8987 17 днів тому

    ଆରେ baka ମାନେ ତମେ ମାନେ janirakhiba ଦରକାର ଯେ ଆଗରୁ 5t ସରକାର ଥିଲା ବିଜେପି bala 5t ର କଲର ଦେଖି ଦୁନିଆ ଯୋଜନା kotha କହିଥିଲା ବର୍ତ୍ତମାନ jalnila ଯେ ଉପର chaka chak ଭିତର ଫମ୍ପା asabu ପାଇଁ ନବୀନ ସରକାରଙ୍କୁ daikole ଭଲ ହୁଅନ୍ତା

  • @bismayabiswal3808
    @bismayabiswal3808 19 днів тому +1

    ତମେ ସବୁ ଛୋଡ଼ି ଥିଲ ଏ କାଢ଼ିବ ନାହିଁ ପାୱାର ଗଲେ କୁକୁର ଟୁ ଖରାପ ହୋଇଥାନ୍ତି ତମର ଶାସନ ସମୟରେ ଏତେ କରିଥିଲ ହାରିଲ କେମିତି କଣ ଓଡ଼ିଶା ବାହାରେ ଲୋକ ମାନେ ଭୋଟ ଦେଇ ଥିଲେ bjp କୁ

  • @ashokkumardas6003
    @ashokkumardas6003 18 днів тому +1

    Right କହିଛ.

  • @pradiptamohanty1364
    @pradiptamohanty1364 19 днів тому +1

    Tume odisha loka nka paine 24 barsa re 500 tanka bhatta...?

  • @sukantabehera2586
    @sukantabehera2586 19 днів тому +1

    Next time nabeen sir....

  • @user-vb1lf1vz6m
    @user-vb1lf1vz6m 3 дні тому

    Didi very nice

  • @truptilatabarik8806
    @truptilatabarik8806 19 днів тому

    👌👌👌

  • @ramachandrabarik8191
    @ramachandrabarik8191 12 днів тому +1

    Only BJD 💚

  • @brahmanandanandajena8421
    @brahmanandanandajena8421 19 днів тому

    Right madam

  • @harekrushnahotta2072
    @harekrushnahotta2072 19 днів тому +1

    ତମ ନେତା କେମିତି ମିଶନ ଶକ୍ତିର କୋଟି କୋଟି ଟଙ୍କା ଖାଇଛ। ଆଲ ସାକ୍ଷୀ ଆପଣା ମହତ ଆପେରଖି ତୁମେ ବି ଭକୁଆ ବନେଇଥିଲ ବୋଲିତ ହାରିଲା।

  • @janardanmohanty831
    @janardanmohanty831 19 днів тому +5

    ତମ 24 ବର୍ଷ ଶାସନ ର କାରନାମା ଆମେ ପ୍ରତିଦିନ vigilance ରେଡ ରେ ଦେଖୁଛୁ l

  • @shyamsundarmurmu6611
    @shyamsundarmurmu6611 19 днів тому

    Madam ସତରେ ତୁମ ମୁହଁ ରେ ଲାଜ ସରମ ବୋଲି ଟିକେ ବି ନାହିଁ କୁଆଡେ ତଳ ବାଟ ଦେଇକି ସବୁ ପୁରେଇ ଦେଇଛକି। ହଁ ବିଜେଡି ସରକାର ସବୁ ମୋଟା ଅଙ୍କର ତତେ ଦେଉଥିଲେ ତାଙ୍କ ର ସବୁ ମଜା ଲାଗୁଥିଲା।ଏ ସରକାର ବି ତୁମକୁ ମୋଟା ଅଙ୍କର ଦେବେ ଟିକେ ଅପେକ୍ଷା କର ଏତେ ତର ତର ହେଲେ ହବ । ଚବିଶ ବର୍ଷ ଭିତରେ ଯେଉଁ ଟା ହେଇ ପାରି ନଥିଲା ଦୁଇ ମାସ ଭିତରେ ସେଇଟା ହେଇଛି ସେଇଟା ତୁମ ଆଖିରେ ଦେଖା ଯାଉନି କି।

  • @swadhinmaharana5989
    @swadhinmaharana5989 19 днів тому +1

    ଲକ୍ଷ୍ୟ ଆରମ୍ଭରୁ ବାଉଳି ତା ଉ ଲି ହେଲେଣି bjd ର ମୁଣ୍ଡ ଆଉ କାମ ଦେଉନି ମଦ ମାଫିଆଙ୍କ ଦ୍ଵାରା ମାଡାମ୍ କେତେ କେତେ ଟଙ୍କା ଖାଉ ଥିଲେ ଆପଣଙ୍କ ମନ୍ତ୍ରୀ ମାନେ ଯାହା ପାଇଁକି ଚିକିଟି ରେ ଲୋକ ମାରୁଛନ୍ତି

  • @purnachandramohanty5951
    @purnachandramohanty5951 19 днів тому

    Apa 🙏👍

  • @kamapatra412
    @kamapatra412 6 днів тому

    👍👍👍👍👍

  • @jhunumandal6864
    @jhunumandal6864 17 днів тому +1

    jay Nabin babu🎉🎉🎉

  • @gopalpalata6366
    @gopalpalata6366 18 днів тому

    ବେଶୀ ଭଲ କାମ କରୁଥିଲ ତ ବେଶୀ ବେଲଜ୍ୟା ହସ ହସୁଛ ସେଥିପାଇଁ ପାନେ ପାଇଲ 24 ବର୍ଷ ଓଡ଼ିଶା କୁ ଲୁଟିଛ

  • @ajitkumarsamal7202
    @ajitkumarsamal7202 19 днів тому +1

    Subhadra yojana is a useless scheme for odisha women. 900 rs month ku neiki ki swabalambi hebe? Ki business ki start up karibe? Tike laja ta rakha atleast
    80 years old loka nku 3500 RS dele kie khaiba taku? Atleast 2500 RS 60 years old loka nku deithile khushi hebe loka

  • @goutamkumarchand9611
    @goutamkumarchand9611 19 днів тому

    ଆଜ୍ଞା ତୁମେବି ସୁଭଦ୍ରା ଯୋଜନା ପାଇବ |ଆମେ ସବୁ ଦଳକୁ ଦେଖିବା ଏହାପରେ କଂଗ୍ରେସ ପାଳି

  • @odiadesiblog9565
    @odiadesiblog9565 15 годин тому

    Bjd ଠାରୁ ଭଲ

  • @Lat4688
    @Lat4688 19 днів тому

    କାଳିଆ ଯୋଜନା କେତେ ଦେଇଥିଲେକି? ମାହାଳିଆ ବିଜୁଳି ବିଜେଡି କହିଥିଲା ଓ ସେଥିରେ ପ୍ରତିମାସ ରାଜକୋଷ କମିବ । ମାତ୍ର ମୋଦି ସୋଲାର ପଦ୍ଧତିରେ ବିଜୁଳି ଦେବା ପାଇଁ କହିଥିଲେ ଯାହାକି କେବଳ ଥରେ ଖର୍ଚ୍ଚ ହେବ ଓ ସବୁଦିନପାଇଁ ପ୍ରତି ମାସ ମାହାଳିଆରେ ପ୍ରାୟ 300 ୟୁନିଟ ବିଜୁଳି ମିଳିପାରିବ । ମେଣ୍ଢାପଲ ପରି ସେ ସୁଲତା କଥାରେ ପଡନି ।

  • @chandanpatra4384
    @chandanpatra4384 19 днів тому +1

    Nalia gamucha Bhai kauade gala 😂😂😂😂😂😂

  • @sitaramkumarpradhan842
    @sitaramkumarpradhan842 19 днів тому

    Good speech Medem

  • @kunapatra-fm4pd
    @kunapatra-fm4pd 14 днів тому

    25 ବରଷ ଶାସନ ରେ ଏ ମହିଳା ଙ୍କୁ ଆମେ କେବେ ଦେଖିନଥିଲେ ଆଜି ହାରି ଯିବା ପରେ

  • @Sitalhansdaofficialchanel2024
    @Sitalhansdaofficialchanel2024 16 годин тому

    ଏ ସତରେ BJD ର ଚାଂମଚା ନା ପାଣ୍ଡିନ ର ଶାଳି

  • @SsPix23
    @SsPix23 18 днів тому

    କାଳିଆ ଯୋଜନା ଜୁମାଲା ୧୦୦୦୦😂

  • @ashiskumarrout3482
    @ashiskumarrout3482 19 днів тому

    Sulata didi,ekdam thick kahile

  • @user-uu6fc5kw5r
    @user-uu6fc5kw5r 18 днів тому

    Jhumla sarkar

  • @meherfonyvideo
    @meherfonyvideo 2 години тому

    ଫାଲତୁ କଥା

  • @paridaprasannakumar3592
    @paridaprasannakumar3592 19 днів тому

    ମାଡାମ, ଓଡିଶା ରେ, ସବୁେଲାକ, ଜାଣି ଗଲେଣି, ବିଜେପି, ଗୋଟେ, ଟାଉଟର, ଦଳ, ବି, ଜେ, ଡି, ଦଳର, ନବିନ, ଆଉ, ସବୁ, ହେଲେ, ପବନା, ଯୟ, ନବି ନ, ସାର, ଯୟ, ବିଜେଡି, ଯୟ, ଜଗନ୍ନାଥ

  • @sushamanayak4316
    @sushamanayak4316 19 днів тому

    ତର ମୁହଁ କୁ ଲାଜ ନାହିଁ ତୁ ପୂର୍ବରୁ କୋଉଠି ସଇ ଥିଲୁ ବଲେ ଢାବାରେ

  • @pratapkumarsahu2313
    @pratapkumarsahu2313 19 днів тому +3

    ତୁମ କାଳିଆ ଯୋଜନା ଟା କଣ ,ବେଇମାନ କହିଲ ବର୍ଷକୁ 10000 ,5000 ଲେଖାଏଁ ହେଲେ 4000 ର ଦେଲ ।ସେଇଟା ସୁଲତା ଅପା ଦେଖାଗଲାନି କି 😅

  • @snehalatarath6659
    @snehalatarath6659 19 днів тому

    MADAM ODISHA DHANE RE SABURA MANA 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @debiprasadpatnaik1969
    @debiprasadpatnaik1969 19 днів тому

    Madam, you give a details of your party complete any manifesto in 24 years

  • @Biswajitmallick-g9y
    @Biswajitmallick-g9y 19 днів тому +1

    Tama party au feriba aneicha😅

  • @bcj658
    @bcj658 19 днів тому

    Mrs Deo, it is Lord Jagannath has snatched you from the regime. Don't shout. Just wait and watch. You have no depth and you have got, it is the sympathy of Naveen babu.

  • @BabuluMishra-q3w
    @BabuluMishra-q3w 8 днів тому

    Verryverrynicetakingtomadam

  • @bhabanishankarpati466
    @bhabanishankarpati466 2 дні тому +1

    You are intensenly advertising all that fake news because after bjp government came to Odisha you cant tolerate all that ..which government 💯% full fill all public demands on previous day & Not a JUMLA party..stop all that comment & critising..

  • @KesabaBehera-of8kl
    @KesabaBehera-of8kl 17 днів тому

    ବିଜେଡି ଗୁଣ୍ଡା ମାନେ ହାରି ଯିବାରୁ ଏମିତି କହୁଛନ୍ତି ଚବିଶି ବର୍ଷ ହେଲା କୁଆଡେ ଥିଲ

  • @Ashish807
    @Ashish807 15 днів тому

    Balle Balle jay Ho

  • @BhaskarNaik-u3n
    @BhaskarNaik-u3n 12 днів тому

    Thaka Mantri khatha kuhana mem

  • @srikantaharichandan1464
    @srikantaharichandan1464 18 днів тому

    ତୁମ ଆଳୁ ମିଶନ ଷ୍ଟାର୍ଟ ଆପ ଓଡ଼ିଶା 5T ସେଗୁଡା ସବୁ କଣ ପେଳ ? Jakpur ku 300 କୋଟି ... ଲାଜ ନାହିଁ।

  • @KushaSingh-1234
    @KushaSingh-1234 19 днів тому

    ₹-50,000 ଦେବେ କହି ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ରେ ଦେବେ କୁଣ୍ଡିଆ ଓଲ

  • @smilequeensonashree7012
    @smilequeensonashree7012 8 годин тому

    Mam kete tanka khaiki bite deichachati

  • @smilequeensonashree7012
    @smilequeensonashree7012 8 годин тому

    Media bhai apana ama news nebe magana re

  • @nilakanthamali4251
    @nilakanthamali4251 19 днів тому

    ଠିକ୍ କଥା କହିଲେ,ଦିଦି