Darani Naveen Pattnaik achhi odisha re........ To bhali loka Narendra khan ku support karibe....jia beef supply karuchi au electoral bond re paisa neichi
Kana ta Binasha heichi jadi Binisha heithanta Mo Odisha no one State auo Mo Cm no one kebe heinathante ok dekha abe michua bjp sarkar Pura Odisha ku lutiba ok
Kharap vabi beni... please...🙏🙏 Se bedhei balangir Rani...loka nku pa buli buli kahila Nabin babu jitila pare kantabnjhi ku pandian ku dei debe....Sethi kar Loka bahutt Santa sarala Niriha Loka...se mane dari gale ...ta na hele ama Nabin babu.. odisha ra Riyal Hiro....thile auu rahibe....🙏🙏😥😥
ଯିଏ ରାଜା ସେ ସବୁ ବେଳେ ରାଜା
ଜୟ ନବୀନ ସାର୍ 🙏🙏🙏🙏
Right
Odissa ku kebala pattanayak bala sasan karibe thik😂😂
ଭାଇ କଥା ପଦୁଟିଏ କହିଲ ।
Bia😢😮 pocha
Bala nabin
ନବୀନ ପଟ୍ଟନାୟକ ଭଲ କିନ୍ତୁ ତୁମ ମାନଙ୍କ ପାଇଁ ଆଜି ନବୀନ ହାରିଗଲେ
Bala bhala loka na ...sala sabuthu toutar se
Nabin babu sabu bele mo hrudaya vitare thile auu rahibe....🙏🙏😥😥
@@archanabarik2330 gandi re purei de sala ku ....tu dunia dekhi nai ta sethipain
Kahaku dosa diyani....yesabu chal BJP ra
Because of your mental state
ଆଗରୁ ଯଦି ନବୀନ ପଟ୍ଟନାୟକ ଏମିତି ଏକା ବୁଲି ଥାନ୍ତେ ତାହା ହେଲେ ହରି ନଥାନ୍ତେ
ନବିନ ପଟ୍ଟନାୟକ ଙ୍କୁ ଲୋକ ଭଲ ପାଉଛନ୍ତି, ତୁମ ଅହଂକାର ତାଙ୍କର କ୍ଷତି ହେଲା,
Right
Thika
Thik kahila mam
ନବୀନ ପଟ୍ଟନାୟକ ଙ୍କୁ ସମସ୍ତେ ଭଲ ପାଆନ୍ତି କିତୁ ତମ ମାନକୁ କେହି ଭଲ ପାନ୍ତିନି
ଏ ସବୁ ପ୍ରାୟୋଜିତ. କିଛି ଲାଭ ନାହିଁ. ତମର ବେଳ ସରିଯାଇଛି.
ତମେ ଆସୁନ ବିଜେପି କୁ prime minister ହବ ବେଲଜ୍ୟା ମୁହଁ କୁ ତମର ଲାଜ ନାହିଁ କିଛି ଭଲ ପାଇବା ନାହିଁ
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
I ❤ Naveen Sir
Mam bahut bhala Jay jagannath 🙏🏻
ନାଇଁ ନବିନା ଏବେ ମଦ ପିଇବା କମେଇ ଦେଇଛନ୍ତି ତେଣୁ ନିସାଟା ଖସିଯାଇଛି
ଏତେ ଭଲ ପାଇବା ଦେଖେଇଲେ ଲୋକପ୍ରିୟତା ଥିଲା, ଏତେ ହାତ ହଲାଉଥିଲେ ତେବେ ତାଙ୍କୁ ଲୋକେ ହରେଇଲେ କାହିଁକି ??
ଲଜ୍ଜ୍ୟା ମାଡୁ ନାହିଁ ତତେ ଛି ଛି ଛି ତୁ କିଏ ରାଜ୍ୟ ସଭା କୁ ଯିବା
Right madam
କିଛି କହିବା ପୂର୍ବରୁ ଟିକେ ଭାବି ଚିନ୍ତି କୁହ, ଯଦି ଏତେ ଭଲପାଇବା, ବିଜେଡି ତ ହାରିଲା ହାରିଲା , ନବୀନ ବାବୁ ନିଜେ ବି ହାରିଗଲେ , ଏଇ ହେଉଛି ଲୋକଙ୍କ ଭଲ ପାଇବା . ଏଠି ନିଶା ମହାରଣା ଜନ ଗହଳି କୁ ଗଲେ ବି ଲୋକ ଦେଖିବାକୁ ଯିବେ , ତାକୁ ତୁମେ କଣ ଭଲ ପାଇବା କହିବ ?
Naveen Pattnaik is number 1❤️🙏
ନବୀନ ହାରିବା ର କାରଣ ଇଏ ସୁଲତା ଦେଓ
Tu mg ganjei tanichu nisa helani soipade 😂
ରାଜନୀତିରେ ହାର ଜିତ ତ ଲାଗିକି ରହିବ. ହେଲେ ନବୀନ ବାବୁ ଓଡ଼ିଶାର ଜନନେତା ❤❤
ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏
ଆଉ 5 ବର୍ଷ ବଂଚିବେ ତ । election ସମୟରେ ହାତ କେମିତି ଚଳୁନଥିଲେ ଆଗରୁ କୁଆଡେ ଯାଇଥିଲ ସବୁ ।
ନବୀନ ପଟ୍ଟନାୟକ ଙ୍କୁ ସମସ୍ତେ ଭଲ ପାଆନ୍ତି, କିନ୍ତୁ ସାସନ ପୁରା ଢ଼ିଲା ପଡିଯାଇ ଥିଲା. ଦୁର୍ନୀତି BJD କର୍ମୀ ନେତା ଙ୍କ ଅନ୍ୟାୟ ଓ ସରକାରୀ ଅଧିକାରୀଙ୍କ ଅତ୍ୟାଚାର ବଢି ଯାଇଥିଲା ଲୋକେ ସେଥିରୁ ମୁକ୍ତି ମିଳିବାକୁ ସରକାର ବଦଳାଇଲେ.
ନିହାତି ସତକଥା
Bhai re odisha jagannath nka suna chori kari gujrat ku jauthila aita kan chori nuhe...... odisha ku loti gujrat ku 1 number karagala.....
ପୁରା ସତ କଥା
Alo to Katha kaha nabin malapare tu kn bal khaibu jaha rakhi thibu Marik seiaku khaibu chatari alajuki
Tu bodhe chori karithilu.@@deepess_deepu83
Naveen Patnaik jindabad jindabad jindabad❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Jay jagannath jay bjd
ନବିନ ବାବୁଙ୍କ ପ୍ରତି ଆମର ବହୁତ ଭଲ ପାଇବା ଅଛି, ତୁମ ମାନଙ୍କ ପାଇଁ ନବୀନ ବାବୁ ହାରିଲେ
ତତେ ବିଜେଡି ଘ୍ରୃଣା କରୁଛି
Bhul kathha kahiley aangya....BJD party kahaku hate kareni....
ତୁମେ ସେଇ ଲୋକ ଟି , ଯାହା କୁ ନବୀନ ବାବୁ ତିରସ୍କାର କରୁଥିଲେ ଷ୍ଟେଜ ରେ , ସେ କିଏ ବୋଲି ପଚାରିଥିଲେ ?
ନବିନ ବାବୁ ଓଡ଼ିଆଙ୍କ ଜାନ ଆମେ ନବିନ ବାବୁଙ୍କୁ ଭଲ ପାଉ ତମେ କେତେଜଣ ଅଣ ଓଡ଼ିଆ ଠୁ ଘିଆଁ ଖାଇ କାଉକୁ ବଗ କହୁଥିଲ ଲୋକ ସେଥିପାଇଁ ସରକାର ଚେଏନଞ୍ଚ କଲେ
ନେତା ଦଳ ପ୍ରେମୀ ନୁହଁନ୍ତି ସ୍ୱାଥ ପ୍ରେମୀ
ନବୀନ କୁ ଲୋକ ଭଲ ପାଆନ୍ତି କିନ୍ତୁ ନବୀନ ସୁଲତା କୁ like କରେନି ସେ କଥା ସଭା ରେ ଦେଖିଛୁ
Gujrati chamcha andha bhakt daruchu kan pai
29 ରେ bjp ସଫା
୨୦୨୪ ରେ ବିଜେଡି ଶାସନରୁ ଗଲା ଆଗକୁ ୨୦୨୯ ବେଳକୁ ବିଜେଡି ପୁରା ସଫା ହେଇଯିବ..ଆଉ ନଥିବ ବିଜେଡି.@@Tulachandbariha
Right 👍👍👍
ପ୍ରୀୟ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କେବେ ହାରିଥାନ୍ତେ କି ? କେବଳ ଅହଙ୍କାରି ନେତାଙ୍କ ପାଇଁ .........
Bhul kathha kahiley aangya ...yesabu EVM ra problem..sabu chal Gujarat ru aangya... always Naveen sir great ..aau aama BJD party no 1 thila aau achhi
Kelenkari neta mane kou dala re achhanti...aapana yebe thik bujhiparuthibey 😂😂😂
ଏଟାକୁ ଲଜ୍ୟା ନାହିଁ ନବୀନା କାହିଁକି ହାରିଲା ଗାଣ୍ଡି ଇସ୍ପାତ ପାଟି ସାନିପାତ 😜👍
ଏ ବେକାର କଥା ନବୀନ ସାତପଞ୍ଜୁରୀ ଗଲା ଆଉ ଫେରିବାର ନାହିଁ। ଗଲା
Swopna dekhantuni....Swopna adha rahijiba...Tiger abhi bhi jinda hei....wapas aayega
ସୁଲତା madam ଯଥାର୍ଥରେ ବିଜୁବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ।👌👌👌👌👍👍👍👍
ଯଦି ନବୀନ ଏତେ ଭଲ ତାହେଲେ ବିଧାନସଭା ଅଧିବେଶନ କୁ କଣ ପାଇଁ ଯାଏ ନାହିଁ ଏବଂ ୨୪ ବର୍ଷ ଶାସନ କାଳରେ ସେ ଲୋକଙ୍କ ପାଖରେ କାହିଁକି ପହଞ୍ଚି ନଥିଲେ,
Right
ଜୋର ବିନ୍ଧା ବିନ୍ଧୁଛି ନିଶ୍ଚୟ।ଗତକାଲି ଦେଖିଲୁ,ନିର୍ବାଚନ ଫଳ ବି ଦେଖିଲୁ, ଗୋଟିଏ ଆସନରେ ତ ଚରମ ଭାବରେ ହାରିଗଲେ,ଆଉ ଗୋଟିଏ ଆସନରେ ହାରୁହାରୁ ଅଳ୍ପରେ ବଞ୍ଚିଗଲେ। ଲୋକମାନେ ସବୁ ଦେଖୁଛନ୍ତି।କଉଠି ନା କଉଠି ଭିତରେ ଭିତରେ ଜୋରରେ ବିନ୍ଧା ବିନ୍ଧୁଛି।ଖାଲି ମନକୁ ବୁଝେଇବା କଥା।ଅଲାଜୁକୀଟା। ଛିଃ।
ଜୟ ନବୀନ ❤❤❤
ବିନା କଥା କହି କାମରେ ଦେଖାଇବା sir ନବୀନ sir ଜୟ ନବୀନ
You Are Always Right Madam👍
କେବଳ ନବିନ ବାବୁଙ୍କ ଅସହାୟ ଯୋଗୁଁ ଭଲପାଇବା ଦଉଛନ୍ତି
ନବୀନ ସାର୍ ଙ୍କୁ ତ ସମସ୍ତେ ଭଲ ପାଉଛନ୍ତି,ତମ ମାନଙ୍କୁ କାହିଁକି ଲୋକମାନେ ଘୃଣା କରୁଛନ୍ତି?ତମ ନିଜର କିଛି ପରିଚୟ ନାହିଁ,ନବୀନ ସାର୍ ଙ୍କ ପରିଚୟ ରେ ଏମାନେ ଭୋଟ ନଉଛନ୍ତି।
A mananku nei nabin hela
Darani Naveen Pattnaik achhi odisha re........ To bhali loka Narendra khan ku support karibe....jia beef supply karuchi au electoral bond re paisa neichi
@@ChandanRay-e2v ଏମାନଙ୍କର କିଛି value ନାହିଁ।ଇଏ ଦେଖିବା କଂଗ୍ରେସ କି ସ୍ଵାଧୀନ ରେ ଜିଲ୍ଲାପରିଷଦ ଟେ ରେ ଠିଆ ହୁଅନ୍ତୁ ତ, ଦେଖିବା କେମିତି ଜିତିପାରିବେ।
Jiye sata kathha kuhey ..taku samastey yadu sadu kuhanti... ma'am pura right kathha kahichanti pura Dil khush hogya🎉🎉🎉
ହାରିଲ କଣ ପାଈ ତା ବିଷୟରେ କହୁନ ସମୟ ସରିଗଲା ଆଉ ନୁହେଁ
Loka paribartan chanhuthiley aau paribartan hela...3 months re aama State re kn sabu development helani ..dekhuthibey😂😂
Gariba loka khaibaku thik se paunahanti aangya ...sabu ra dara badhi chalichi
Se bisayare chinta kariki dekhantu janiparibey
ମୃତ୍ୟୁ ହୋଇଥିବା ବ୍ଯକ୍ତିଙ୍କ ପ୍ରତି ସମବେଦନା ଜଣାଇବା ମାନେ ନୁହେଁ କି ତାଙ୍କୁ ଭଲ ପାଇବା.
you are Right ❤❤❤
Right answer sister
Bilkul theek ❤❤
Thanks mem 🙏
Right katha
ଏଥିପାଇଁ ତୁମ ମାନଙ୍କପାଇଁ ନବୀନ ହାରିଲା କର୍ମୀନେତା ଲାଗି
Good message
You are right mdm
Supar
ସୁଲତା ମ୍ୟାଡାମ । ଆପଣଂକ କଥା ଭଲ ଲାଗୁଛି । ପୁରା ଘାଣ୍ଟି ଦିଅନ୍ତୁ । ପୁରା ସତ କଥା । ନବୀନ ପଟ୍ଟନାୟକ ଜିନ୍ଦାବାଦ 🎉❤
Didi nka katha Pura puri 💯 Right
ନବୀନ ବାବୁ ଭଲ ତୁମ ମାନଙ୍କ କେତେଟା ଅହଙ୍କାରୀ ମାନଙ୍କ ପାଇଁ ନବୀନବାବୁ ହାରିଲେ
100%
ସତ କଥା,,,🤔🤔🤔 ତାହେଲେ ହାରିଲେ କଣ ପାଇଁ,, ଏଇ କଥା ତା ଭି କୁହ
24 ବର୍ଷ ରେ ଖାଲି ବିନାଶ ହେଇଛି ଓଡ଼ିଶାର ଖାଲି ନେତା ମନ୍ତ୍ରୀ ଅଫିସର ମାନଙ୍କ ବିକାଶ ହେଇଛି ଅଫିସର୍ ଦିନକୁ ଧରl ପଡୁ ଛନ୍ତି 6 ଟା କୋଠା 49ଟା ପ୍ଲଟ ଓଢେଇ କିଲୋ ସୁନା ଓଡ଼ିଶା ବାସୀ ଦେଖୁ ଛନ୍ତି ଜୟ ଜଗନ୍ନାଥ
Kana ta Binasha heichi jadi Binisha heithanta Mo Odisha no one State auo Mo Cm no one kebe heinathante ok dekha abe michua bjp sarkar Pura Odisha ku lutiba ok
@@ImranZahid-dr1lx ଯଦି ଓଡ଼ିଶା World no 1 ଓଡ଼ିଶା ରେ ଛୁଞ୍ଚି ତିଆରି କାରଖାନା ବି କରୀ ନାହାଁନ୍ତି ଆଉ West Bengal ରୁ ଆଳୁ ଆନ୍ଧ୍ର ରୁ ପରିବା ନ ଆସିଲେ ଚୁଲି ଜଳି ବନି ଓଡ଼ିଶା ର ଲକ୍ଷ୍ୟ ଲକ୍ଷ୍ୟ ଲୋକ ବାହାର ରାଜ୍ୟ ରେ ଯାଇ ନ ଥାନ୍ତେ
@@jchoudhury274 Semiti kahile sabu rajya ra loka puni odisha re asiki kama karuchanti na nhi na seta bi tama ku dekha jauni ki
@@jchoudhury274 1999 ra Maha batya pare Nabin babu jemiti Odisha ku no one karichanti seta kana dekha jauni ki
@@ImranZahid-dr1lx bhai 24 year sasan kichi kom nuha Odisha ରେ ଯେତେ ଖଣି ଖାଦାନ କାରଖାନା ଅଛି ଅନ୍ୟ ରାଜ୍ୟ ରେ ନାହିଁ ଓଡ଼ିଶା tothapi ଗରୀବ କାହିଁକି ???
ନବୀନ ପଟ୍ଟନାୟକ ଜିନ୍ଦାବାଦ...
❤Right❤
👍
Yes
ନବୀନ ପଟ୍ଟନାୟକ ଆପଣକୁ କେତେ ଭଲ ପାଆନ୍ତି ଓଡ଼ିଶା ଲୋକ ଦେଖିଛନ୍ତି
Bala na nabin ku kie pachare
@@suryakantsahu4154to bhali thirdgrade mane
Tu kiye bee pagala@@suryakantsahu4154
Naveen No 1 ❤❤❤
ନବୀନ ବୁଢା ତ କିଛି ବୁଝେନି କି ସୁଝେନି।ଏମାନେ ଜୀ ମାରି ଓଡିଶା ଟାକୁ ଖାଉଥିଲେ। ଏମାନଙ୍କ ଯୋଗୁଁ ବିଜେଡି ମୂଳପୋଛ ହେଇ ଗଲା। ଏଇ ଦି ଚାରି ଜଣ ଦଳଟାକୁ ପୁରା ହାଇଜାକ୍ କରିନେଇଥିଲେ। ଓଡିଆ ଙ୍କ ଉପରେ ଏତେ ଅତ୍ୟାଚାର ବଢିଯାଇଥିଲା ଯେ ଲୋକେ ଖାଲି ତ୍ରାହିମାମ୍ ତ୍ରାହିମାମ୍ ରଡିଛାଡୁଥିଲେ।
Thiki kahicha
ଅର୍ଦ୍ଧାଧିକ ସାମ୍ବାଦିକ ବିଜେପିର ଗୋଡ ଚାଟିବାରେ ବ୍ୟସ୍ତ
Right madam jay nabeen sir 🙏🏼🙏🏼🙏🏼
Very True said Madam ji
ଜୟ ନବୀନ ସାର୍ ମୁଁ ଆପଣଙ୍କ ପାଇଁ ଗର୍ବ କରେ
Right myam
Right mam 👍
MP/MLA ଲ୍ୟାଡ଼ କେତେ ଖର୍ଚ୍ଚ କରିଛ 25 ବର୍ଷ ରେ ପଢିକି କୋହ ସବୁ ଜିଲା ର ।
ଇଏ ମିଡ଼ିଆରେ ଖାଲି ହାଇ ଲାଇଟ୍ ହେଉଛି
ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସାଧାରଣ ଜନତା ଭଲପାଆନ୍ତି , ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, କିନ୍ତୁ ତମ ଦଳର ନିର୍ବାଚିତ
ପ୍ରତିନିଧିମାନେ ତ ନବୀନ ପଟ୍ଟନାୟକଙ୍କୁ
କଣଠେସା କରିଦେଇ ଏବଂ ସାଧାରଣ ଜନତାଙ୍କ ଠାରୁ ଆଢୁଆଳରେ ରଖି ଗୋଟେ ନୂଆ ନୂଆ ରାଜନୀତି ମଡଉ ଥିବା ଅଣଓଡ଼ିଆର ପାଦ ଚାଟିବାରେ ବ୍ୟସ୍ତ ରହିଲ।
ଲୋକ ଠିକିଲେ ଶିଖନ୍ତି , କିନ୍ତୁ ତମେମାନେ
କିଛି ନ ଶିଖି ଓଲଟା ଲୋକଙ୍କୁ ଦୋଷ ଦେଉଛ
ତୁମକୁ ଭୋଟ୍ ଦେଲେନି ବୋଲି ।
Ye sabu jou ana odia boli kahuchanti ...ana odia jananka kana aama Odisha paie kichhi kama karinathiley....
Odisha ra bada bada neta mane para aangya ...pati chup Kari rahuchanti...jiye kama Kariba taku blame karibey ..yeita hi aama mananka chintadhara
Jouta bahut dukha ra kathha ... sabubele thik taku dekhantu na ..kiye development karuchi aama rajya ra boli...
ଏତେ ଯଦି ନବୀନ ପଟ୍ଟନାୟକ ହାତ ହଲେଇଲେ ଲୋକ ଆସିଥାନ୍ତି ତେବେ କଣ୍ଟାବାଞ୍ଜି ରେ କାହିଁକି ଅମାନତ ହରାଇଥିଲେ ଆଉ କାଲି ସେ ଝିଅ ର କାନ୍ଦିବା କଥା ସିଏ ମଧ୍ୟ ଏଲିନା ପରିକା ହେଇଥିବ କିନ୍ତୁ sulata Deo ବିଜେପି ର ଆକ୍ସନ5ଦେଖି ସହି ପାରୁନି ପୁରାପୁରି ବାୟାଣୀ ହୋଇ ଅଜବ କଥା କହୁଛି ଓଡିଶା ରେ ସବୁ ମାରି ଖାଉଥିଲେ ଏବେ ଆଉ କିଛି ମାରି ପାରିବନାହିଁ କାରଣ ଟାଉଟରି କଲେ ନିସ୍ତାର ନାହିଁ ଜେଲ ଭିତର କୁ ଯିବେ ତେଣୁ ବାଉଳି ଚାଉଳି ହେଉଛି
Kharap vabi beni... please...🙏🙏 Se bedhei balangir Rani...loka nku pa buli buli kahila Nabin babu jitila pare kantabnjhi ku pandian ku dei debe....Sethi kar Loka bahutt Santa sarala Niriha Loka...se mane dari gale ...ta na hele ama Nabin babu.. odisha ra Riyal Hiro....thile auu rahibe....🙏🙏😥😥
ନବୀନ ପଟନାୟ ହାତ ହଲୋଉ ଥିଲା ବୋଲି, ଭୋଟ ମହିଳା ମାନେ ଦେଲେ ନି
❤U sir
Odisha ra number one sarkar Navin sarkar 🙏
ଯେତେବେଳେ ମାଲିସ ପାଲିସ କଲେବି କିଛି ଲାଭ ହବନି,
ତମେ ଆଉ ରାଜ୍ୟସଭା ଯାଉନ l
ନବୀନ କଥା ଛାଡ଼ ତତେ ଓଡିଶା ରେ କେତେ ଲୋକ ଭଲ ପାଉଛନ୍ତି, ତୁ ଯୋଉ କର୍ମ କରିଛୁ ତତେ ବସିବାଳ ରେ କିଏ ପଚାରିବେନି, ଶଳା କଥାକୁହାଳିଆ ମାଇକିନିଆ
Very good
ଯାହାକହିଲ ମାଡାମ ସତ ଯେଉଁ ଦିନ sir ହାରିଗଲେ ସେଦିନ ମୁଁ ବହୁତ କାନ୍ଦିଲି ମୁଁ ନିଜ ଲୁହକୁ ସମ୍ଭାଳି ପାରିଲିନି ମୁଁ ନବୀନ କ friend ଜୟ ନବୀନ 🙏🙏
❤❤❤really hero,I love you sir
Right madam Jay Jagannath
❤
ଏବେ ସାଧାରଣ ଜନତା ଯାଇ ପାରିବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦେଖା କରିବା ପାଇଁ 😂😂😂😂😂😂😂😂😂😂😂😂😂😂😂😂
ଯଦି କଳାହାଣ୍ଡି (ମହାଳିଙ୍ଗ) କଲେଜ ରେ ମମିତା ମେହେର ଯଦି ଅପଣଂକର ଝିଅ ହେଇଥିଲେ, କାଣା ଆପଣ BJD କେ ଏତେ ପ୍ରଶଂସା କରି ଥାନ୍ତେ ???
ଜଏବିଜେଡି ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ପୁଣିଆସିବେ ୨୦୨୯ ହରହରମହାଦେବକରନୁ୍ 🎉🎉🎉🎉 ଜଗତରନାଥ ଜଗତନାଥ କରନ୍ତୁ
ତମେ ନବୀନ ନାଁ ରେ ଦୁର୍ନୀତି କରିଚାଲ ସେ ବି ଧୃତରାଷ୍ଟ୍ର ଭଳି ଅନ୍ଧ ହୋଇ ଦେଖି କିଛି କହିଲନି
Yes absolutely right
Very nice mem thanks 🙏
Please say about some cases of your government.
ସଳା ବିଜେଡି ସରକାର ଦୃନିତି ପରେ ଦୃନିତି କଲା ଆବାସ ଜୋଝନା ଘର ଜଉ ଲୁକ ପାଇବାକଥା ସେମାନେ ପାଇଲେନି ପାଇଲେ ବଡବଡିଆ ଲୋକେ ସଳା ସବୁ କମରେ ଘୁଟାଲା ....
Good 👍
ଫାଇଲ୍ ପତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ନାମ ବଦଳିଯାଇଛି ସତ ,କିନ୍ତୁ ଛୋଟରୁ ବଡ ସମସ୍ତଙ୍କ ହୃବୟରେ ନବୀନ ବାବୁ ଅଛନ୍ତି ଆଉ ଆଗକୁ ବି ରହିବେ,❤୨୦୨୯ ସ୍ୱାଗତମ
Jay bjd
ନବୀନ ପଟ୍ଟନା ୟକ ଓଡ଼ିଶାର ହୀରା
🙏🙏
Very nice 👌