gaan kania singani naki || ଗାଁ କନିଆ ସିଙ୍ଘାଣି ନାକି || odia comedy || odia short film || manmay dey
Вставка
- Опубліковано 11 січ 2022
- Get your Dream Job in 15 Days for free! relvl.co/c3pj
Brand Promotion By Akash Rana (9990610462)
/ akash_pradhan1
gaan kania singhani naki
#manmaydey #odiacomedy #paramasundari #odiashortfilm #balaanniversary #kaliasandha
#kalingakhatti #rajudascomedy #chandanbiswalcomedy #chhuaheijiba
#funnyanugulia #khordhatoka - Розваги
Get your Dream Job in 15 Days for free! relvl.co/c3pj
Brand Promotion By Akash Rana (9990610462)
instagram.com/akash_pradhan1
Waiting this episode excited thank you bhai
Nice 👍bhai
Hii,👌👌👌💯
Reall life story
Super 😁😁😉😉
କାହାଣୀର ଅନ୍ତିମ ଭାଗ ଦେଖିଲା ବେଳକୁ ଅଜାଣତରେ ଆଖିରୁ ଲୁହ ବୋହିଗଲା । ଅଭିନୟ କରିଥିବା ସମସ୍ତ କଳାକାର ଭାଇ ଭଉଣୀଙ୍କୁ ହୃଦୟରୁ🙏🙏🙏
B unit
@@sipapradhan6128 ua-cam.com/channels/LVGFwp3XG1k7keefJRZS6Q.html
Satare
Hmm bhai ketebele luha asigala kichhi jani helani
Nice story
ହୃଦୟରୁ ଧନ୍ୟବାଦ, ଅଲଗା ପ୍ରକାରର ଷ୍ଟୋରୀ ଆଣି ଆସନ୍ତି ଏଇ ଟିମ, ଅଶାକରୁଛୁ ଏମିତି ଲୋକଙ୍କୁ ହସଉ ଥାଉ❤️
ଏହି story ଟି କିନ୍ତୁ ହସିବା content ନ ଥିଲା, ଏହା ଏକ ଇମୋସନ ଭିତ୍ତିକ short film
Right
ua-cam.com/video/4UKxE3oEYI0/v-deo.html
Gift
@@saritapatra9721 🙃
Bhai a video ti emosonal thila but a team bahut mix comedy types ra vdo Madhya bananti ❤️
ମନ୍ମୟ ଦେ ଭାଇ ପୁରା କାହାଣୀ ଟା ହୃଦୟ କୁ ଛୁଇଁଗଲା | ସମସ୍ତେ ଭଲ ଅଭିନୟ କରିଛନ୍ତି |
କହିବାକୁ ଶବ୍ଦ ହିଁ ନାହିଁ. Excellent performance👌👌👌
ଧନୟବାଦ୍ ଭାଇ
Ollywood industry ତଳକୁ ଗଲାବେଳେ ତମେ ଉପରକୁ ନଉଛ ଲୋକମାନେ ବି ତମକୁ ପସନ୍ଦ କରୁଛନ୍ତି। video ଆସିବା ବିଳମ୍ବ ହେଲେ ଚଳିବ କିନ୍ତୁ ଏଇଭଳି heart touching video ହବା ଉଚିତ୍।
ସତରେ ହୃଦୟକୁ ଛୁଇଁଗଲା... ଗାଁ ର ବାସ୍ତବିକ ରୂପକୁ ବର୍ଣ୍ଣନା କରାଯାଇଛି 🙏🙏
ua-cam.com/video/86PPa2wNaHo/v-deo.html
Really toughed the heart ... The real look of the village is described
ua-cam.com/video/4UKxE3oEYI0/v-deo.html
Gift
Khali gaan nuha bhauni.. Khas kari lovers mananka pai a video.. Jau mane paisa pain sata bhala paiba ku goda re aadei dei chali jau chhanti.. Khaas kari sei mananka pain a video
But video bahut bhala heichhi
I really love the expression of Rupa....she is so much talented...keep it up & lots of love..
UA-cam ରେ ପ୍ରଥମ ଥର ପାଇଁ ଏମିତି ଏକ ଓଡ଼ିଆ କାହାଣୀ ଦେଖିଲି... ଅଜାଣତରେ ଆଖିରୁ ଲୁହ ଆସିଗଲା.... ଅଭିନୟ କରିଥିବା ଭାଇ ଭଉଣୀ ମାନଙ୍କୁ ହୃଦୟ ରୁ ଧନ୍ୟବାଦ ଆଉ ଭଲପାଇବା.... Love you All.... 🙏ଜୟ ଜଗନ୍ନାଥ 🙏
ସତରେ Manmay Sir ଆପଣ ଆମ ବାଲେଶ୍ବର ନୁହଁ,ପୁରା ଓଡ଼ିଶାର ଗର୍ବ ଆଉ ଗୌରବ,ଜଗନ୍ନାଥ ର ଆଶୀର୍ବାଦ ସବୁବେଳେ ଆପଣଙ୍କର ସାଥିରେ ଥାଉ 🙏
King of Odia Story UA-camr 😍
ua-cam.com/video/4UKxE3oEYI0/v-deo.html
Gift
ua-cam.com/video/MlIWE3-aqUg/v-deo.html
Bahut bhala video amitika video Amara sabubele darkar very good
ଭଲ ପାଇବାରେ ସ୍ୱାର୍ଥ ରଖିଲେ, ଜୀବନ ସାରା ଦୁଃଖ ଭୋଗିବାକୁ ପଡେ....Nice story,,acting superb 👍
Mind blowing bhai .....maa kasam mono kini nelo ......akhire pani asigola .....amiti agoku badhichalo ...bas atiki kahimi .....god bless u
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଖୁବ୍ ସୁନ୍ଦର କାହାଣୀ, ପ୍ରଚ୍ଛଦ ପଟ୍ଟ ସଙ୍ଗୀତ, ଅଭିନୟ, ଚିତ୍ର ସଂଯୋଜନା ଓ ସବୁଠୁ ଭଲ ସଂଳାପ। ଓଡ଼ିଆ ଓ ବାଲେଶ୍ଵରୀଆ ଭାବେ ବହୁତ ଖୁସି ଲାଗିଲା। ଆଗକୁ ଆହୁରି କିଛି ନୂଆ ଦେଖିବାକୁ ମିଳିବ ବୋଲି ଆଶା। 🙏
ବହୁତ ବଢ଼ିଆ ଷ୍ଟୋରୀ ଆଉ ଭଲ ଲେଖା ଓ ଅଭିନୟ ହୃଦୟ କୁ ଛୁଇଁ ପାରୁଛି👌👌👌
ଏକ ନିଆରାପଣ feel ହେଲା ଏହି short filmଟିକୁ ଦେଖି .. ସୁନ୍ଦର story ଟିଏ... Manmay bhai ତୁମକୁ ଏବଂ ତୁମ ପୁରା team କୁ ଅଭିନନ୍ଦନ, ଏହିପରି ଆହୁରି ସୁନ୍ଦର୍ video ନେଇକି ଆସ
ua-cam.com/video/4UKxE3oEYI0/v-deo.html
Gift
Nice story bro
@@saritapatra9721 ua-cam.com/channels/LVGFwp3XG1k7keefJRZS6Q.html
ବିଲୁପ୍ତ ପାଉଥିବା ବାଲେଶ୍ଵରୀ ପଲ୍ଲୀ ଭାଷାକୁ ଉଜ୍ଜୀବିତ କରିଥିବାରୁ Manmay dey & Team କୁ ବହୁତ ଧନ୍ୟବାଦ୍।।। Story ଟି ମଧ୍ୟ ଭାରି ବଢିଆ ହେଇଚି।।।😊
Odisha (RIP)
@@amaadetikeaasa9786 ua-cam.com/channels/LVGFwp3XG1k7keefJRZS6Q.html
Very attractive bhai... Really, we have got our diamonds.... The hidden talents of odisha... Words will be less to praise you...
Super acting team...no volgularity, no nudity...stick to the content.... awesome one...luv u all
ଏମିତି acting ଆମ ଓଡ଼ିଆ actor ଯଦି କରନ୍ତେ ନା ଭାଇ ଆମ ଓଡିଶା south କୁ ଟକ୍କର ଦିଅନ୍ତା... great job bro.....
Emaane b vaai odia actor boli vuli jaaaoni.
In Ollywood they don't have mind to create story like this
@@letsknow187 only on youtube bro.... ମୁଁ ଓଡ଼ିଆ ସିନେମା କଥା କହୁଚି
@@jeetnjeetcreations4767 brother ଆମ ଓଡ଼ିଆ actor ତାଙ୍କ କାମ ଠିକ କରୁଛନ୍ତି but ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର director ମାନେ ଜୀବନ ସାରା copy କରିକି ତାଙ୍କ ଦିନ ଗଲା ଆଉ ସେମାନେ କଣ ବାଳ ଛୋଡ଼ିବେ ନିଜକୁ ବାଳ ଓପଡା director ଭାବୁଛନ୍ତି but କିଛି ବାଳ ଓପାଡି ପାରୁନାହାନ୍ତି ସେଥିପାଇଁ ଆମ ଓଡ଼ିଆ industry ଆଜି କବାଡିଆ ହେଇଗଲାଣି...
Are bhai South agare Bollywood kichhi nuha.....
Acting -100%
Emotions-100%
Bgm-100%
All Character - 100%
Story-100%
Dailog-100%
Manmay bhai and team just loves ur acting❤️❤️ସତରେ ବହୁତ୍ ବହୁତ୍ ଭଲ ଲାଗିଲା ଏଇ video ଟି...ମହାପ୍ରଭୁ ଘଣ୍ଟ ଘୋଡେଇ ରଖନ୍ତୁ ସମସ୍ତଙ୍କ ଉପରେ... Just love this video... Actually its not just a video it was just inner emotions... ❤️
Thank u so much mate aau samastanku a type ra video dekheithibaru❤️
🙏🙏🙏🙏🙏🙏🙏
Bala aeita odiya re heichi.english kain purei ki besi panditani dekhucha..
Right😍😍👍
Thank you bro mu jaha kohibaku chahuthili tome kohilo
Vai ai music ta kou music kia kahipariba plz??
Continuously watching each n every video and judging all of your's acting capabilities and stories.
Every time you guys made me speechless☺
Superb guys superb👍👍👍
Keep entertaining us🙏
Oh... outstanding.too much surprised after watch .all charectors of this act was supab. Love you all
Wow bhai dil ko cho geya 🙏🙏🙏🙏 heart touching ❤️
Hi bro
ହୃଦୟ କୁ ଏତେ ମାତ୍ରା ରେ ଛୁଇଁଲା ଯେ କହିବାକୁ ଆଉ ଭାଷା ନାହିଁ। ହୃଦୟ କୁ ଜିତିନେଲ ଆଉ କନ୍ଦେଇ ବି ଦେଲ l
ଯେତେ ଥର ଦେଖୁଛି ସେତେ ନୂଆ ନୂଆ ଲାଗୁଛି ବହୁତ ସୁନ୍ଦର ଷ୍ଟୋରୀ ଓଡ଼ିଆ ଫିଲ୍ମ କଣ south ଫିଲ୍ମ ବି ହାରିଯିବ ଇଆ ଆଗରେ.......
You are a gem my dear Bro @Manmay Dey.Salute you...Pure Entertainment with very good social message....❤
ସତରେ ହୃଦୟସ୍ପର୍ଶୀ.....ହୃଦୟ କୁ ଛୁଇଁ ଗଲା ଭଳି କାହାଣୀ ଟିଏ....ଆଜିର ବାସ୍ତବ ସାମାଜିକ ଜୀବନରେ ଭଲପାଇବା ର ନଗ୍ନ ରୂପ ଉପରେ ଏକ ନିଚ୍ଛକ ଉଦାହରଣ
ହୃଦୟ କୁ ଛୁଇଁଗଲା💖💝😥😭
God bless you all 🙏
ପୁରା ହୃଦୟକୁ ଛୁଇଁଗଲା...
Entire ଟିମ୍ କୁ 🙏...
Great story and full High level acting all of you ❤️❤️❤️
👌ବହୁତ୍ story ଦେଖିଚି କିନ୍ତୁ ଏହି story'ଟି ପୁରା ଅଲଗା,, ସତରେ ହୃଦୟ ସ୍ପର୍ଶୀ 💗 ଆଖିର ଲୁହ ଆସିଗଲା 💗 ସମସ୍ତେ ଅତି ସୁନ୍ଦର ଭାବରେ ଅଭିନୟ କରିଛନ୍ତି 💗
ହୃଦୟକୁ ଛୁଇଁଗଲା ଭାଇ👍 କିସ ହେଇଛି ଏଇଟା..... super👌👌
ଓଡ଼ିଆ ଫିଲ୍ମ ଠୁ ବି ବହୁତ୍ ଉପର ଲେବୁଲ ର ଷ୍ଟୋରୀ
ଆଉ ଅଭିନୟ
A1 TM🙏🙏🙏🙏🙏👍♥️🥳
No word for this video,concept, au acting 💜
truly masterpiece.. i have no words.. selection of bgm another level.. acting expression just wow... totaly ghoosbomps
ଅତି ସୁନ୍ଦର କାହାଣୀ ଟିଏ ପୁରା ମନକୁ ଛୁଇଁଲା ପରି
♥️♥️♥️ 👌👌👌ଏମିତି ଆହୁରି ମନକୁ ପାଇଲା ପରି ଭିଡିଓ ଆଣ
ଭିଡିଓ ର ଶେଷ ଦୃଶ୍ୟ , କାନ ଫୁଲ ଦେବା , ସବୁଠୁ Most . ସମସ୍ତ ଅଭିନୟ କରିଥିବା କଳାକାର ଙ୍କୁ ଅଶେଷ ଧନ୍ୟବାଦ ।
ସବୁଠୁ best ଭାଇ
ସତରେ ଏତେ ଭିଡିଓ ଦେଖିଚି ହେଲେ ଏଟା ମନ କୁ ଛୁଇଁ ଗଲା.....❤️🥰🥰🥰❤️❤️❤️❤️🥰🥰🥰❤️❤️l really like it ❤️❤️❤️
ସମୟ କେତେ ବେଳେ କାହାକୁ କୋଉଠି ନେଇ ରଖିଦିଏ ତାହା କହିବା ବହୁତ୍ କଷ୍ଟ । ସତରେ ହୃଦୟକୁ ଛୁଇଁ ଗଲା । Nice story..keep it up bro
Right bhai
ଗାଁ ଦୃଶ୍ୟକୁ ନେଇ ନିଆରା କାହାଣୀ ଓ ଉତ୍କୃଷ୍ଟ ଅଭିନୟ ସହିତ ଗ୍ରାମ୍ୟ ଭାଷାର ମିଠା ସ୍ଵାଦକୁ ପୁଣିଥରେ ଚଖେଇଥିବାରୁ ଧନ୍ୟବାଦ 🙏
I have never seen Oriya movie since last 22 years but after seen this I can tell you Oriya director and producers need to learn from this group of people acting concept locations everything 💯% perfection....
Stunning direction, acting 🎭 everything
Wow unexpected output .... This is not the story of a person this is the reality of today's society 🥺but Manmay bhai n ur entire team great 👍 seriously outstanding acting ❤️🥰 proud to be a balasoriani ❤️
U r Right
Pura sata katha te kahila sister
Pura mana ku chhuila bhalia story
Really mana ra katha ei cmnt re lekha heichhi
Proud to be a balasoria 👍❤️.. love from bhogorai
ସତରେ ସଚା ଭଲ ପାଇବାକୁ କେବେ ସମାଧି ଦେଇ ହୁଏ ନି । ଶେଷରେ ବଳିଆ କାନ ଫୁଲ ଦେଲା ବେଳେ ଜଣା ପଡିଲା ।
Mind blowing ♥️🤞🤞... ଓଡ଼ିଆ ଫିଲ୍ମ ଠାରୁ 100%best 👍
Super story Manmaya bhai and ur team ❤️❤️❤️
Pure Village atmosphere, typical Odia culture with blend of Balasore dialect... Love u #Manmay_Dey and team.. Lov e from Puri..Jay Jagannath 🙏
Right 😊😊😊
This story is heartly touched by every one... U all r genious... Luv uu manmay bhai and all team members....
Ollywood ର ବଡ଼ ବଡ଼ ନିର୍ଦେଶକ କହୁଛନ୍ତି ଯେ ଆମ ଓଡ଼ିଆ story ଚାଲିବନି । ସେ କଥା ମିଛ ବୋଲି MANMAY DEY ପ୍ରମାଣ କରିଦେଲେ । Go ahead brother...😍😍😍😍😍😍
Right
😭
କିନ୍ତୁ କାହାଣୀ ର ଶେଷ ରେ ବାଉଁଶ ବାଲା ଭାଈ
ଏମିତି କରିବା ର ନଥିଲା ସେ ରୂପା କୁ ବିବାହ ନ କଲେ ନାହିଁ ତାଙ୍କୁ କୈାଣସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦେବା ର ଥିଲା। ( ଯଦି କୁକୁର 🐕 ଆମକୁ କାମୁଡେ ଆମେ କ'ଣ କାମୁଡି ବା ?) କିନ୍ତୁ କାହାଣୀ ଟି ବହୁତ ଭଲ ଏବଂ ଏଥିରେ ଅଭିନୟ କରିଥିବା କଳାକାର ମାନେ ବହୁ ତ ଚମତ୍କାର ଅଭିନୟ କରିଛନ୍ତି। Thanku all of U...
Nice 👍👍👍
U r right brother
Super duper acting series video emiti sabu kale b bohut bhala lagiba
Best video heichi... Hero and heroine best actress
I am a big fan of yours manmay । ସତରେ ବହୁତ୍ ସୁନ୍ଦର ଲାଗିଲା ପୁରା team କୁ ଶୁଭେଚ୍ଛା ❤️
Every one my favourite &its really hart touching concept
Balia bhai Amara super cute so sweet 🥰🥰
Got goosebumps every time with every bgm..
ସତରେ ହୃଦୟକୁୁ ଛୁଇଁଗଲା mind blowing, ବହୁତ ସୁନ୍ଦର concept 👍 ।
Heart touching story and mind-blowing acting.
True love Ku kehivi bujhi paranti Ni
And really Love story gang Ra pila
Kete bhala par💝💝💝💝💝 Purna...
Outstanding performance....ollywood industry will be growth with such type of actor and actress
ଏକ ନିଆରା ଗାଉଁଲୀ ଢଙ୍ଗ ର Short Film ପୁରା Odia Film INDUSTRY କୁ Katidaba ରେ🔥🔥🔥🔥🔥
A real Hero mananku film re neba katha,Really heart touching ❤️❤️❤️ vedi
କି natural acting hauchi ପୁରା ହୃଦୟ କୁ ଛୁଇଁ ଯାଉଛି ଏମିତି ହେବା ଦରକାର ଓଡ଼ିଆ ସିନେମା ଜଗତରେ ତାହେଲେ ଯାଏ ଆଗକୁ ଯିବ ବହୁତ୍ ଭଲ ଲାଗିଲା ଭିଡିଓ ଫୁଲ ସପୋର୍ଟ ରହିଲା ପୁରା ଟିମ୍ କୁ ଲୋଭ you all from ଫୁଲବାଣୀ ଟୋକା ❤️❤️❤️❤️❤️❤️❤️❤️
The Scene that Baliaa Gave that golden Earrings to Rupa was really great. I was literally crying at that scene. And the ending was unexpected.
Me also cry,, after watch this video
Odia film industry should learn from this team. This is a creative story.
Olywood always makes copy from Telugu..
But this story is heartly touched by everyone..👌👌👌👌❤️❤️❤️🤗🤗
Now Ollywood will finish...More money in UA-cam than Ollywood...
Odia film industry only copy learn karipariba
Bahut sundar story ...sundar obhinayao
Akhire luha chali asila 😢 BTW heart touching stry ❤🥲
ପଇସା ରେ ସବୁ କିଣି ପାରିବ କିନ୍ତୁ କେବେ ଭଲ ପାଇବା କୁ କିଣି ହବନି. ସମ୍ପର୍କ ଦୁଇଟି ହୃଦଯ କୁ ନେଇ ଆରମ୍ଭ ହେଇଥାଏ, ଧନ, ସମ୍ପତ୍ତି, ଗାଡୀ, ପଇସା ରେ ଭଲ ପାଇବା କେବେ ଗଢା ହୁଏନି, ବହୁତ ସୁନ୍ଦର Story📖📖, manmay dev bro &your all team, ଆଜି ର ଦୁନିଆ ରେ ଭଲ ପାଇବା କୁ ଖେଳ ଭାବୁ ଥିବା କେତେକ ପୁଅ ଝିଅ , ଯଉଥି ପାଇଁ ସମାଜ ଖରାପ କହୁଛି, ତାଙ୍କ ପାଇଁ କିଛି ଉଚିତ୍ ସିକ୍ଷା ଏଇ ଭିଡିଓ ରୁ ସିକ୍ଷୀ ପାରିବେ. ଯଦି ମୋ କଥା କିଛି ଭୁଲ୍ ଲାଗେ ତାହେଲେ କ୍ଷମା କରିବ
, ବହୁତ ସୁନ୍ଦର story📖📖❤❤❤👌👌👌👌👌👌👌👌
ହୃଦୟ କୁ ଛୁଇଁ ପାରିଲା ଭଳି କାହାଣୀ 👌
Bahut sundar video au act bi superb
Last 3 minutes hurt touching...
Bahut Sara Good wishes Manmay and Team.. 👍👍👍
ଆମେ ବାଲେଶ୍ୱରିଆ ଆମ ଜିଲ୍ଲା ବଢିଆ ତାଠୁ ଆମ ଭାଷା ବଢିଆ ❤❤❤ବହୁତ ଗର୍ବିତ ଜଣେ ବାଲେଶ୍ୱରିଆ ହୋଇଥିବାରୁ 🙇♂️🙇♂️🙇♂️ବହୁତ ସୁନ୍ଦର କାହାଣୀ ଆଉ ବହୁତ ଉଚାକୋଟିର ଅଭିନୟ 👌👌👌ପ୍ରଥମଥର ପାଇଁ ୟୁଟ୍ୟୁବ ରେ କୌଣସି ଭିଡ଼ିଓ କୁ ଲାଇକ କରୁଛି, ସେୟାର କରୁଛି ଆଉ ସବସକ୍ରାଇବ କରୁଛି 👍👍👍❤❤❤ଆଉ କିସ କରିମି କହ 😝😝😝😱😱😱ଜୟ ଜଗନ୍ନାଥ 🙏🙏🙏
Same bro 🙏🙏
Same to you 😘😘😘 😁😁😁😘😁😘😁😘😁😘😁😘😁😘😁😘😁😘😁😘😁😘😁😘😁😘😁😘😁😘😁
ଆଜି କାଲିର ଓଡ଼ିଆ ଫିଲ୍ମ ଠୁ ବହୁତ ଭଲ ହୋଇଛି।
ଟିକେବି କାଟିବାକୁ ଇଛା ହେଲାନି
କପି ପେଷ୍ଟ ଏ ଷ୍ଟୋରୀରୁ ହୋଇପାରିବ ଅନ୍ୟ ଭାଷାରେ ସେ ଦମ ଅଛି ଷ୍ଟୋରୀରେ👌
🙏
Bhai..Hart tuching storry yar....realy mast story..love u baleshwar...
ବଢିଆ ହେଇଛି, ଆଜିକାଲିକା ଝିଅଙ୍କୁ ଏମିତି ଦରକାର୍
ସୁପର୍ ବୋବାଲ୍ ହେଈଚିଆପଣ ମାନକଂର୍ ACTING..ଆଊ STORY...LOVE YOU ଆଊଥରେ
LOVE YOU ଆପଣ ମାନକଂର ପୁରା ଟିମ୍ କୁ👏👏👏❤❤❤❤
ua-cam.com/video/MlIWE3-aqUg/v-deo.html
An award deserving concept.....
Super story bhai and acting mind blowing ❤❤❤❤❤❤❤❤
ଖୁବ ହୃଦୟସ୍ପର୍ଶୀ ଭାଇ..... ଭିଡିଓ ଦେଖୁ ଦେଖୁ କାନ୍ଦି ପକେଇଲି 😔..... ଚମତ୍କାର ଆପଣ ମାନଙ୍କ ଅଭିନୟ.... ଖୁବ ଆଗକୁ ଯାଆନ୍ତୁ...... 🙏
Wawoo ବହୁତ ସୁନ୍ଦର ଲାଗିଲା story❤❤ଧନ ଠାରୁ ସବୁବେଳେ ସବୁ ପରିସ୍ଥିତି ରେ ହାତ ରେ ହାତ ମିଶେଇ ଚାଲିପାରୁଥିବା ଜୀବନ ସାଥି ଜଣେ ଯଥେଷ୍ଟ ଖୁସି ରେ ବଞ୍ଚିବା ପାଇଁ... ସବୁ ସମୟ ର ଖେଳ ସମୟ ଚକ କେତେବେଳେ କାହାକୁ ଆଣି କୋଉଠି ପହଞ୍ଚେଇଦେବ କିଏ ଜାଣିଲା??
Yes boss, its such a reality at all villagers every human brings whome leave at village they all are passed the same story. ସତ କଥା କହିବାକୁ ଗଲେ ଭିଡ଼ିଓ ଟା ଆରମ୍ଭ ରୁ ଯେମିତି କମେଡି ଲାଗୁଥିଲା, କିନ୍ତୁ ଶେଷ ଆଡକୁ ବହୁତ କଥା ଶିଖେଇ ଦେଇ ଗଲା. ଯେମିତିକି ବଳିଆ ଦୁଇ ବର୍ଷ ପରେ ବି cycle ଚଳାଉଛି ଆଉ ତାର ବେଶୀ କିଛି ବଦଳିନି ହେଲେ ସେ ଆତ୍ମହତ୍ୟା କରିନି, ଏଠୁ ଯୁବ ପିଢ଼ି ମାନେ ଶିଖିବା ଦରକାର ଆତ୍ମହତ୍ୟା ଗୋଟେ ବାଟ ନୁହେଁ ଯେ ପରିସ୍ଥିତି କୁ ସାମ୍ନା କରିବା. But ରୁପା ତାର ସର୍ବସ୍ବ ହେରେଇ ପୁଣି ଯୋଉଠୁ ଆରମ୍ଭ ସେଠାକୁ ଫେରି ବାକୁ ଚାହୁଁଛି. ଭିଡ଼ିଓ ଟିର ଉଦାହରଣ ହେଲା ଅହଙ୍କାରୀ ସବୁବେଳେ ଦୁଃଖ ପାଏ. 🙏
Manmay man! you and your whole team are doing exceptionally well.Acting screen play all are good.You just need to stick to each other and work as a team .👏
ହୃଦୟ କୁ ଛୁଇଁଲା,
ଭାଇ ଭିଡିଓ ଦେଖିକି ସତରେ
What A story
It's Really Amazing
Actually We learned that "Good Things Come To Those Who Wait "
ଅପେକ୍ଷା ର ଫଳ ଭାରି ମିଠା ଯାହା କହ Manmey dey dada nkara story script ଗୋଟିଏ ନିଆରା ❤️❤️❤️❤️👍 full support karuchhu love from Chinched Bolangir district love you all teams members❤️❤️ jai kalakar
Really
Satare
Wow last scene mast ଲାଗିଲା 🥰🥰🥰🥰
Ama pain free ra cinema hall manmay dey UA-cam channel😘😘😘
ବହୁତ ଭଲ ଲାଗିଲା
ଅତି ସୁନ୍ଦର ଭିଡିଓ
ଜୟ ଜଗନ୍ନାଥ
🙏🙏🙏🙏🙏
Such a beautiful story 😔
Oh... Real heart touch story 👌👌👌👌
Keep it up 👏👏👏👏👏👏👏👏👏👏
Manmay & Group 🙏🙏🙏
ମନକୁ ଛୁଇଁ ଗଲା ଭାଇ😭😭
One thing...... The Language of Northern Bls. Is ❤️...... Pure Culture...... Keep it up. 👍
Omg That Background Tone according to the Appropriate scenario touched to my Heart.. Watching again & again can't stop my self to do that..❤️❣️❣️❤️
great job brother n sisters ❤❤❤❤
Bhai au didi mana nku salute...mast acting 😘😘😘😘💖💖✌️✌️✌️✌️
The background music of the entire video is awesome!!!!!!
Really 👌👌👌
Kya aap bolsaktehai..1.01..bgm ka song..?
My heart is broken but I still always happy 😄...jai Jagannath... Nice concept Bhai keep it up 😍
ସୁନ୍ଦର୍ ହୋଇଛି ସବୁ acting
Wow beautiful story 🙏🏼🙏🏼🙏🏼🙏🏼🙏🏼🙏🏼🙏🏼
ବହୁତ ଭଲ ଲାଗିଲା.
ଆହୁରି ଏମିତି ଷ୍ଟୋରୀ ନେଇ ଆସୁଥାନ୍ତୁ.
Best short film of 2022
Thanks for all of your team
And 🙏
Love from ❤️❤️❤️❤️#priyaraaz
Manmay vai n ur team mates all are super natural versatile actors and actresses. Luv uhh all.... May god fullfill all of your dreams tht u all are seen ever. Luv from #Dhenkanal ❤️😍
Number One video super se v upper
Heart touching story 🥺🥰🥰🥰🥰🥰🥰