Dalema Returns//Odia Comedy//4K//Funny Angulia//Khordha Toka

Поділитися
Вставка
  • Опубліковано 31 гру 2024

КОМЕНТАРІ • 6 тис.

  • @FunnyAngulia
    @FunnyAngulia  Місяць тому +1037

    Experience the joy of trading on Binomo and earn up to 5000 INR per day: binomoindia.in/funny_angulia24_yt
    👉Transparent trading, fast deposits and withdrawals, unlimited demo account and more!
    With care from Binomo : your capital may be at risk 🙌
    Promotion via: (instagram.com/vpmediaindia/)

    • @PRAVAT_2.0
      @PRAVAT_2.0 Місяць тому +19

      Love From ଚଣ୍ଡିଖୋଲ ❤

    • @bcpinternetpoint9305
      @bcpinternetpoint9305 Місяць тому +17

      Love form balasore bunty bhai

    • @satyaranjanbehera6189
      @satyaranjanbehera6189 Місяць тому +8

      ❤❤❤❤❤

    • @Mr.ganes7303
      @Mr.ganes7303 Місяць тому +8

      Bhai ame love karuchhu.. 😂tuma pari 😂😂 dalema ku

    • @chandipurking
      @chandipurking Місяць тому +7

      ମୋତେ କେହି ମୋନେ ରଖିଚ ନା ଭୁଲିଗଲଣି❤

  • @Mrgajpati
    @Mrgajpati Місяць тому +532

    ବହୁତ ଭଲ କମେଡି ଏବଂ ଶେଷ ରେ ଗୁରୁତ୍ଵ ବାର୍ତ୍ତା ❤❤ ବହୁତ ଭଲ ଲାଗିଲା ❤

  • @radhecreation7023
    @radhecreation7023 Місяць тому +2758

    ଶେଷରେ ଏଇଆ ଶିକ୍ଷା ମିଳିଲା ଯେ କଳା ଗୋରାରୁ କିଛି ମିଳି ନଥାଏ ,ଜୀବନରେ ସୁଖରେ ରହିବାକୁ ହେଲେ ନିର୍ମଳ ହୃଦୟ ଥିବା ଜୀବନସାଥି ଟିଏ ଥିବା ନିହାତି ଆବଶ୍ୟକ ❤❤ (ବହୁତ ସୁନ୍ଦର କାହାଣୀ ଟିଏ) ଏହାର ପରବର୍ତ୍ତୀ ଅଧ୍ୟାୟ ଆସିଲେ ଭଲ ହୁଅନ୍ତା 🎉

    • @villagekingnarensuna3483
      @villagekingnarensuna3483 Місяць тому +60

      ଆପଣଙ୍କ ଲେଖା ଅତି ସୁନ୍ଦର 🙏

    • @radhecreation7023
      @radhecreation7023 Місяць тому +34

      @villagekingnarensuna3483 ଧନ୍ୟବାଦ ଅର୍ପଣ କରୁଛି

    • @satyajitpanda2977
      @satyajitpanda2977 Місяць тому +9

      Pura 💯 right 👍👍👍👍

    • @satyajitpanda2977
      @satyajitpanda2977 Місяць тому +9

      Lekha bhuto sundar satore 🙏🙏🙏

    • @IswarNayak-vk9vh
      @IswarNayak-vk9vh Місяць тому +24

      ଜୀବନ ସାଥି ସୁନ୍ଦର କିମ୍ବା ଟଙ୍କା ବାଲା ହେବା ଉଚିତ୍ ନୁହେଁ । ବରମ୍ ସ୍ୱଚ୍ଛ ଓ ସୁନ୍ଦର ମୋନ ଥିବା ଜୀବନ ସାଥିଟେ ଦରକାର।

  • @saratbehera8954
    @saratbehera8954 29 днів тому +150

    ଅତି ସୁନ୍ଦର କାହାଣୀ ଶେଷେ ରେ କାନ୍ଦ ଲାଗିଲା ଡାଲମା ବହୁତୁ ସୁନ୍ଦର ଭାବରେ ଅଭିନୟ କରୁଛି

  • @madhusmitadash4067
    @madhusmitadash4067 29 днів тому +47

    ସବୁ ପରିଶେଷରେ ସତ୍ୟର ହିଁ ଜୟ ହେଇଥାଏ।। ବୁଝିଲା ବେଳକୁ ଆଉ କିଛି ବି ନଥାଏ,, ବହୁତ୍ ସୁନ୍ଦର୍ ଭାବରେ କାହାଣୀ ଟିକୁ ରୂପ ଦିଆଗଲା ଶେଷରେ ଅତି ସୁନ୍ଦର୍ ସତ୍ୟ ନିଛକ ବାର୍ତ୍ତା ମାଧ୍ୟମରେ ଆଜିର ଦୁନିଆ ପାଇଁ ଏହା ଏକ ଜରୁରୀ ବାର୍ତ୍ତା।
    ସବୁ ଚକ୍ ମକ୍ ଜିନିଷ ହୀରା ହେଇ ନଥାଏ।

  • @Jagan-1234
    @Jagan-1234 Місяць тому +817

    ସତରେ ମିଠା ପାଣିଟା ପାଟିକୁ ସ୍ଵାଦ ଲାଗିପାରେ କିନ୍ତୁ ଶଷ ମେଣ୍ଟାଇପାରେନା....ବହୁତ ସୁନ୍ଦର ବାର୍ତା ଏ ସମାଜ ପାଇଁ .....❤

    • @sitahansda9585
      @sitahansda9585 Місяць тому +5

      Right

    • @jhunaranijhunarani6452
      @jhunaranijhunarani6452 Місяць тому +5

      Hello
      Kn aapan ghare Rahi
      income karibaku chahunchhnty ki
      Yes or No
      Part time -10k-15k
      Full time -15k-20k
      Interested candidate DM me "yes"

    • @pradhancreativity1617
      @pradhancreativity1617 Місяць тому

      ​@@jhunaranijhunarani6452 yes

    • @AkhujaNaik
      @AkhujaNaik Місяць тому

    • @Nothappen
      @Nothappen Місяць тому

      Yes ​@@jhunaranijhunarani6452

  • @benudharcreations8464
    @benudharcreations8464 Місяць тому +718

    ହୀରାକୁ ପରଖିବାର ଅଛି ତ ଅନ୍ଧାର ର ଅପେକ୍ଷା କର ନହେଲେ ଖରାରେ ତ କାଚ ବି ଚମକେ
    ଖରାପ ସମୟରେ ସାଥ୍ ସେ ହିଁ ଦିଏ ଯିଏ ତୁମକୁ ନିଃସ୍ୱାର୍ଥ ଭାବେ ଭଲ ପାଇଥାଏ❤❤

  • @JR-sm7rt
    @JR-sm7rt Місяць тому +352

    ବହୁତ୍ ସୁନ୍ଦର ହେଇଛି କମେଡି ଟା ହସିଲା ପରେ ଶେଷରେ କାନ୍ଦିପାଇଲି ।

  • @SubhankarSethy-yz6vp
    @SubhankarSethy-yz6vp 10 днів тому +6

    ଭାଇ vdo ତ ବହୁତ ଭଲଥିଲା କିନ୍ତୁ last seen ରେ ସତ କହୁଚି ମୋ ଆଖିରେ ଲୁହ ପଳେଇଆସିଲା 🥺 comedy vdo ହେଲେ ବି ଗୋଟେ ଭଲ ଶିକ୍ଷା ଟେ ଶିଖିବାକୁ ମିଳିଲା... 👍🏻 ଝିଅ ଗୋରା ହୋଉ କି କଳା / ଝିଅ ଶିକ୍ଷିତ ନ ହେଇଥାଉ ପଛେ କିନ୍ତୁ ଗୁରୁଜନ ମାନଙ୍କୁ ସମ୍ମାନ ଦେଉଥିବା ଦରକାର ! Thankyou so much 🙏🏻🥰 comedy vdo ମାଧ୍ୟମରେ ଏମିତି ଭଲ ଶିକ୍ଷା ଦେଉଥିବାରୁ ! ଧନ୍ୟବାଦ 🙏🏻😊

  • @kunipallei4274
    @kunipallei4274 Місяць тому +81

    Bhai end ku pura kandei dela. Heart touching scene 🥰🥺

  • @lifeofsridhar9099
    @lifeofsridhar9099 Місяць тому +213

    😂😂Bohut Sundar

  • @kulamaniraul5117
    @kulamaniraul5117 Місяць тому +359

    ସେ ଯାହା ବି ହେଇଯାଉ ଡାଲମା ଆଉ ବଣ୍ଟି ଭାଇ ପାଇଁ ଗୋଟେ 👍👍ଲାଇକ ହଉ 🥰🥰🥰❤❤❤❤❤❤❤

  • @jharudehury720
    @jharudehury720 9 днів тому +7

    ଡାଲମା ର ଚରିତ୍ର ଦେଖିବାକୁ ଅତି ସୁନ୍ଦର ଲାଗୁଚି ♥️♥️♥️ ହେଲେ ପରବର୍ତୀ ଚରିତ୍ର ରେ କିଛି ଅଲଗା କରିବେ 🙏🙏🙏

  • @Satyakanhaprakash
    @Satyakanhaprakash Місяць тому +49

    ସତରେ କେତେ ସୁନ୍ଦର ବାର୍ତ୍ତା ଟିଏ ଶେଷରେ ସିଖେଇଦେଲ। ଆଖିରେ ଲୁହ ଆସିଗଲା, ହାତ ର ରୁମ ଟାଙ୍କୁରି ଉଠିଲା । ଧନ୍ୟବାଦ

  • @mjxyz3903
    @mjxyz3903 Місяць тому +161

    35:48 ଏତେ ହସେଇ ଲୋ ଶେଷରେ କନ୍ଦେଇ ଦେଲ ଭାଇ😢

  • @smrutiranjanbehera6371
    @smrutiranjanbehera6371 Місяць тому +53

    ବହୁତ୍ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି ଏହି ଭିଡ଼ିଓ

  • @madhabsahoo2002
    @madhabsahoo2002 27 днів тому +15

    ଆଜିକା ସମାଜ ପାଇଁ ଗୋଟେ ଶିକ୍ଷଣୀୟ ବାର୍ତା ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ❤

  • @sunilkumarjena5153
    @sunilkumarjena5153 Місяць тому +50

    Sabu actor pura oscar level acting karichanti... Pura emotional kari dela

  • @pankajsahoo7030
    @pankajsahoo7030 Місяць тому +36

    କମେଡି ମାଧ୍ୟମରେ ସମାଜ ପାଇଁ ସୁନ୍ଦର ବାର୍ତ୍ତାଟିଏ। ଦେଖିକି ବହୁତ୍ ଖୁସୀ ଲାଗିଲା।❤❤❤

  • @Ilu341
    @Ilu341 Місяць тому +92

    ବହୁତ୍ ସୁନ୍ଦର୍ ଭାବରେ ବୁଝେଇ ଚୋନ୍ତି କାହାଣୀ କୁ , ବହୁତ୍ ଭଲ ଲାଗିଲା ❤❤❤

  • @nabayub4149
    @nabayub4149 28 днів тому +9

    ଭଲ କାହାଣୀ ଟେ, ସମାଜ ପାଇଁ ଭଲ ଶିକ୍ଷା ଗୋଟେ। ଜୀବନ ସାଥି ଟେ ଭଲ ହୃଦୟ ଥିବା ଭଲ ମଣିଷ ଟେ ହେବା ଦରକାର , ସୁନ୍ଦର ତ ବନ ବି ଅଛି।

  • @b2bbiswajit718
    @b2bbiswajit718 Місяць тому +103

    ଛୋଟ ଭିଡିଓ ବହୁତ ବଡ଼ କଥା ଶିଖେଇ ଦେଇ ଗଲା ଏ ଭିଡିଓ ସମାଜ କୁ ନିଶ୍ଚୟ ପ୍ରଭାବ ପକାଇବ ❤ keep it up 👍

  • @Prasant0004
    @Prasant0004 Місяць тому +437

    ପ୍ରେମ ର ସୁନ୍ଦରତା ମୁହଁ ର ରଙ୍ଗ ରେ ନଥାଏ । ମନ ର ଭାବ ରେ ଥାଏ । Nice act dalema mam ❤❤❤

  • @Sagar-i5v
    @Sagar-i5v Місяць тому +42

    ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ anugulia bunty team nku bahut sundar story auh kichi loko nku bahut kichi ei story ru ଶିଖିବାକୁ ମିଳିବ ❤

  • @Suparsatar1234
    @Suparsatar1234 24 дні тому +11

    ବହୁତ ଭଲ ହେଇ ଛି ଭିଡ଼ିଓ... ସମାଜ ପାଇଁ ଏହା ଏକ ବଢିଆ ବାର୍ତା....❤✨😍ପରିଶ୍ରମ ଡା ସ୍ୱପଷ୍ଟ ଜଣା ପଡୁଛି..... 🎀😍

  • @bijaylaxmibiswal9678
    @bijaylaxmibiswal9678 Місяць тому +64

    This is called comedy ❤
    Everyone acted so well
    Banty bhai nka acting❤❤
    Last message ❤

  • @Bibhujit.45
    @Bibhujit.45 Місяць тому +97

    ମଣିଷ ମନରେ ଥିବା ଧଳା ଓ କଳା ସୁନ୍ଦରତା କୁ ନେଇ ଏବଂ ପ୍ରକୃତ ରେ କିଏ ନିଜର ଆଉ କିଏ ପର ତାହା ସମୟ ଆସିଲେ ଜଣା ପଡ଼ିଯାଏ ଯାହା କି ଏହି ଭିଡିଓ ମାଧ୍ୟମରେ ଅତି ସରଳ ଭାଷାରେ ଉପସ୍ଥାପିତ କରିଛନ୍ତି ..... 😊👍

  • @bikashdas7685
    @bikashdas7685 Місяць тому +142

    ହୃଦୟ କୁ ଛୁଇଁଲା ପରି ଏ ବିଷୟରେ କରିଛନ୍ତି ଖୁବ୍ ସୁନ୍ଦର ହୋଇଚି ❤

  • @creatorpapu
    @creatorpapu 23 дні тому +6

    ଜୀବନରେ ସୁନ୍ଦର ଚେହେରା ଠାରୁ ସୁନ୍ଦର ମନ ଥିବା ବହୁତ ଆବଶ୍ୟକ ଏଥିରୁ ଏହି ଶିକ୍ଷା ମିଳିଲା ଭାଗ୍ୟରେ ଯାହା ଲେଖା ଥିବ ତାହା ତୁମକୁ ନେଇ ଚଳିବା ଉଚିତ୍ କେବେବି ବଡ଼ ଆଶା କରିବା ଉଚିତ୍ ନୁହଁ।
    ଏଠି ମିଛ ମାୟା ସଂସାର କେହି ନୁହେଁ କାହାର।
    ଜୟ ଜଗନ୍ନାଥ ⭕❗⭕

  • @MantuPk-wh5in
    @MantuPk-wh5in Місяць тому +94

    Starting 😂😂😂😂 ending 😭😭😭😭😭bahut bahut dhanyawad debi Banty bhai au sabu Saha jogyi mananku ....Sundar story ❤❤❤❤

  • @gudientermternmaint72
    @gudientermternmaint72 Місяць тому +89

    24:17 ହିନ୍ଦୁ ନାରୀ ହେଇ ସିନ୍ଦୁର ସହିତ ଖେଳେନି,,,,, nyc line heart touching

  • @dasavlogs
    @dasavlogs Місяць тому +28

    ପୃଥ‌ିବୀରେ ସବୁଠାରୁ ବଡ ଅଳିଆ ଗଦା ହେଉଛି ମଣିଷର ମନ , ଏହାକୁ ଟିକିଏ ପରିଷ୍କାର ରଖନ୍ତୁ ପୁରା ଜୀବନ ଟା ସୁନ୍ଦର ରହିବ❤ love you Banti Bhai video taa Bahut bhala heichi😊

  • @shreevision2024
    @shreevision2024 29 днів тому +27

    ଆକାଶରୁ ବର୍ଷା ହୁଏ, ଝରଣାରୁ ନୁହଁ,
    ହୃଦୟରୁ ପ୍ରେମ ହୁଏ, ଚେହେରାରୁ ନୁହଁ❤

  • @kulamaniraul5117
    @kulamaniraul5117 Місяць тому +43

    ଖୋର୍ଦ୍ଧା ରୁ 👍👍👍👍ଲାଇକ ହଉ 😘😘😘😘😘😘😘😘😘🥰🥰🥰🥰🥰

  • @SunitaSahu-cc3pg
    @SunitaSahu-cc3pg Місяць тому +20

    Last scene re emotional heigali really heart touching video❤❤❤❤👍👍👍👍🙏🙏🙏🙏thanks Bhai a video kechhi loka dekhile huato bujhiparibe

  • @RanjanRoutray-t6v
    @RanjanRoutray-t6v Місяць тому +256

    ଭାଇ ବହୁତ ଭଲ ଲାଗିଲା ସମଜ ଉପରେ ଏହାର କିଛି ପ୍ରଭାବ ପଡିପାରେ କିଛି ଲୋକ ଏହା ଦେଖି ସୁଧୁରି ଯିବେ ଆଉ ଗୁଟେ ଅନୁରୋଧ ଭାଇ କିଛି ଟଙ୍କା ଯଦି ଗୋବର୍ଧନ ପରିବାର କୁ ଦିୟା ଯାନ୍ତା ବହୁତ ଖୁସିଲାଗନ୍ତା ଜୟ ଜଗନ୍ନାଥ 🙏🙏🙏🙏🌹🌹

    • @MrutyunjayPandit-t4k
      @MrutyunjayPandit-t4k Місяць тому +4

      Yes Team give some gift to Gobardhan

    • @mku03j
      @mku03j Місяць тому +3

      Aau hogeiba muteiba pain gote Loko b rakhidionte😂

  • @kshirodsahoo1130
    @kshirodsahoo1130 27 днів тому +4

    ସତ କହିବାକୁ ଗଲେ ଦୁନିଆ ଟା ଇମିତି ହିଁ ଚାଲିଛି 😢😢 ବହୁତ୍ ବଢିଆ ଲାଗିଲା

  • @subratnayak8476
    @subratnayak8476 Місяць тому +24

    Superb superb award winning bas ei Vali darkar odia industry ku proud of u guys . love you all❤❤❤❤❤❤❤❤❤❤❤❤❤❤❤❤

  • @Bishwabachha
    @Bishwabachha Місяць тому +40

    କମେଡି ହେଲେ ବି ବହୁତ କିଛି ଶିଖବାପାଇଁ ମିଳିଲା
    Thanks bonty bhai

  • @manasinayak3986
    @manasinayak3986 Місяць тому +78

    A GREAT MESSAGE FOR OUR SOCIETY. ବହୁତ ବହୁତ ଭଲ ଲାଗିଲା।।

  • @RupeshPradhan-l7y
    @RupeshPradhan-l7y 28 днів тому +5

    ❤️Dalema ku jete Jana bhala pauchanti like karantu❤️

  • @sanjaybhoi35
    @sanjaybhoi35 Місяць тому +23

    ସମାଜ ପାଇଁ ଏକ ଭଲ ଶିକ୍ଷା ପ୍ରଦାନ କରିଛନ୍ତି ବହୁତ୍ ସୁନ୍ଦର 👏👏👏👏

  • @sris607
    @sris607 Місяць тому +12

    ଭାଇ ଏଇଟା ତମେ ଗୋଟେ ବଢ଼ିଆ social message ଦେଲ it's absolutely good bro ❤

  • @bikashapradhan5624
    @bikashapradhan5624 Місяць тому +85

    ଭାଇ ବହୁତ୍ ଭଲ ଲାଗିଲା
    ଆଊ ଶେଷରେ ସମାଜକୁ ଯୋଉ ବାର୍ତ୍ତା ଟି ଦେଲେ ସେଟା ହୃଦୟକୁ ଛୁଇଁ ଗଲା ଭାଇ
    Love from ଆଠଗଡ, କଟକ ❤❤

  • @prateeksahoo1690
    @prateeksahoo1690 27 днів тому +10

    ମୁଁ ଯେତେ ଭଲ କମେଡି ହେଲେ ବି କେବେ ହେଲେ କିଛି ତା ଉପରେ କିଛି ଲେଖିନଥିଲି କିନ୍ତୁ ବହୁତ୍ ଭଲ ହେଇଛି ଭାଇ ପୁରା ସମାଜ କୁ ବାର୍ତ୍ତା ପ୍ରଦାନ କରିଚ l

  • @rashmirana7895
    @rashmirana7895 Місяць тому +23

    Dalema bahut sangharsha Kari finally Tara Swami ku nijar Kari dela , god bless you Dalema❤

  • @sonali1163
    @sonali1163 Місяць тому +79

    First time gote comedy vdo tmra dekhi ki aakhi ru luha bahari gala bhai❤️

  • @balaramsahoo7943
    @balaramsahoo7943 Місяць тому +30

    ମଶା ଧୂପରେ, Love 😂😂

  • @shubhasishbihari1093
    @shubhasishbihari1093 25 днів тому +2

    ବହୁତ ଭଲ ଏବଂ ଏବେକାର ସମାଜ ପାଇଁ ଶିକ୍ଷଣୀୟ । ଧନ୍ୟବାଦ

  • @subhamcreation09342
    @subhamcreation09342 Місяць тому +43

    ବହୁତ୍ ବହୁତ୍ ବଢିଆ ଲେଖା ଯାଇଛି ଷ୍ଟୋରି ଦିବ୍ୟ ଭାଇ ବୋଧେ ଲେଖିଛନ୍ତି କିନ୍ତୁ ବହୁତ୍ ଭଲ ଭାବେ ଅଭିନୟ କରାଯାଇଛି ଯା ହଉ ଏତେ ଭଲ Team ଟେ ପାଇଛନ୍ତି ଆଉ ନିର୍ଦ୍ଦେଶନା ବହୁତ୍ ଭଲ ଅଛି ଜୟ ଜଗନ୍ନାଥ ଭାଇ ମାନେ❤

  • @Jayshreram-d2f
    @Jayshreram-d2f Місяць тому +34

    Mr.gulua ku 100 % katidela bhalia comedy 😂😂😂

    • @tmodishaofficial2736
      @tmodishaofficial2736 Місяць тому +5

      Se jou comedy karuchi seita gote comedy ki tanka comedy ra gandi nahi Munda nahi na script bhala na acting

    • @କୁଟୁମ୍ବ122milionview
      @କୁଟୁମ୍ବ122milionview Місяць тому +4

      ଗଳୁଆ କମେଡି ର ଷ୍ଟୋରି ଭଲ ଲାଗେନା
      ରାଜୁ ଦାସ
      ଅନୁଗୁଲିଆ bunty
      ଭଲ ଲାଗେ

    • @tmodishaofficial2736
      @tmodishaofficial2736 Місяць тому

      @@Jayshreram-d2f Raju das bi ebe tike tike aau Kain aga pori bhala laguni

    • @jfdjvcuydcu
      @jfdjvcuydcu Місяць тому

      Chandan Biswal bi​@@କୁଟୁମ୍ବ122milionview

    • @Krish_raj_8108
      @Krish_raj_8108 Місяць тому

      Gulua agoru bhla thila abe au bhls nai

  • @chandankumarsahoo5768
    @chandankumarsahoo5768 Місяць тому +56

    "ଶଳାକୁ ପାହାଡ଼ରୁ ଠେଲିକି ମାରିଦେବ.. ଯାହା କେସ ହେବ ମୁଁ ବୁଝିବି ଆଉ..." Was epic😂😂😂

  • @truptirekhasahoo8581
    @truptirekhasahoo8581 27 днів тому +9

    Satare gote bohut badhiya prayash aapanamankara, khub sikshyaniya kahani tie.... Bina ashlilata re aau Bina kharap bhasa re bi comedy video banei huye, taha aapanamanka tharu samstanku sikhiba darkar. 👏👏👏👏👏

  • @PravakarSunil
    @PravakarSunil Місяць тому +23

    Bhai next part ଆଣିଲେ ଭଲ ହବ😂😂😂

  • @khantipuritokavlogs6071
    @khantipuritokavlogs6071 Місяць тому +18

    Love you bro 😘. Comedy video hle b ethire bahut kichhi sikhibaku milila 🙏🙏🙏..

  • @ChinmayeeNayak-c2n
    @ChinmayeeNayak-c2n Місяць тому +82

    Who all are watching from berhampur
    Ganjam😊

  • @manjulatamunda2931
    @manjulatamunda2931 24 дні тому +4

    କମେଡି ଭାବି ହସିବାକୁ ଆସିଥିଲି .......ହେଲେ ଜାଣିନି କାହିଁକି ଆଖିରୁ ଲୁହ ଚାଲି ଆସିଲା 😢🥺😢😢😥😥😥🥺🥺🥺

  • @Wwewrestling-q4r
    @Wwewrestling-q4r Місяць тому +54

    ସମାଜକୁ ଗୋଟେ ସଠିକ୍ ବାର୍ତ୍ତା ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ବଣ୍ଟିଭାଇ

  • @rajiblochannath8624
    @rajiblochannath8624 Місяць тому +15

    Hasa+kanda ra lahari kheligala angulia bhai..bahut badhia lagila...au gote song dekhibaku chhanhichhu apananka kantha ru

  • @Odishavideo-ku7hf
    @Odishavideo-ku7hf Місяць тому +35

    ଏଇ ଛୋଟ ଷ୍ଟୋରୀରେ ଓଡ଼ିଆର ବାସ୍ନା ଆସୁଛି.... ଭଲ ଲାଗିଲା 😁😂

  • @rajeshkumarsahoo7072
    @rajeshkumarsahoo7072 25 днів тому +2

    Bhai jaha kuha sei jou rasogola amara conversation ta pura mana neigala .pura video re jetiki na hasichi se video re sabu besi hasichi . Sei bhai jana nka bahut agaku jauntu Jay Jagannath 🙏

  • @chinmaymallick4298
    @chinmaymallick4298 Місяць тому +22

    Bhai last seen ta bohut most emotional lagila bhai 😢
    We love you dibya bhai N bunty bhai....❤ Love you so much 😘

  • @Sabitabarik-x7t
    @Sabitabarik-x7t Місяць тому +27

    Sabu positive comment but mrg time asile sabu gora sundar khojanti... Aita 100 percent

    • @TitiliTitu-s6i
      @TitiliTitu-s6i Місяць тому

      Thik katha kahicha bhauni

    • @gopinathgouda714
      @gopinathgouda714 Місяць тому

      ଠିକ୍ କଥା ଟି

    • @iitbombaycampus
      @iitbombaycampus Місяць тому +1

      That's because the cinemas have romanticized the fairness a lot .

    • @bikash4996
      @bikash4996 4 дні тому +1

      Jemit apana mane prema kala bele handshome mrg kala bele sarkari khojucha 😂

  • @Its_Ashish14
    @Its_Ashish14 Місяць тому +50

    Laughed hard, but the ending hit deep 💔True love returns with 'Dalema Returns' 💎❤

  • @AESTHETICODISHAVLOGS
    @AESTHETICODISHAVLOGS 23 дні тому +3

    ଓଡ଼ିଆ vs ବଙ୍ଗାଳୀ scene awesome 😄 😂

  • @sunitamahadani4070
    @sunitamahadani4070 Місяць тому +22

    Excellent Banti Bhai ସବୁଠାରୁ ବଢିଆ

  • @tapanlintu8438
    @tapanlintu8438 Місяць тому +35

    ବହୁତ ସୁନ୍ଦର ବିଷୟ ହେଇଛି . ବଣ୍ଟି ଭାଇ bahut ଭଲ ଅଭିନୟ କରିଛନ୍ତି

  • @music4you806
    @music4you806 Місяць тому +22

    😢 ଫାଉଡା, କୁଦାଳ, ଶାବଳ
    ଡିବି ଲିଭେଇକି....😂😂😂😂

  • @KamolMandal-ce4br
    @KamolMandal-ce4br 7 днів тому +1

    ଅଭିନନ୍ଦନ ଭାଇ ଅପାଙ୍କର 2m ହବାକୁ ଯାଉଛି 😍🎉🎉

  • @ahalyasahoo2542
    @ahalyasahoo2542 Місяць тому +25

    ଏଠି କେହି ନୁହଁ କାହାର ଭାଇ, ସବୁବେଳେ ଏକା ରୁହ ଭଲ ରେ ରୁହ🥲😥

  • @Sarojpanda34
    @Sarojpanda34 Місяць тому +17

    Satare bobal heichi sabubele heart touching ♥️ lage comedy and it's beautiful msg our society 😊❤

  • @Missdas_100
    @Missdas_100 Місяць тому +14

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ
    ଭାଇ ମାନେ ବହୁତ୍ ସୁନ୍ଦର୍ ଲାଗିଲା❤

  • @Priya4d__5678
    @Priya4d__5678 12 днів тому +1

    Pua mane sabubele gori jhia nku khojithanti ,samaste dekhania kuhanti eha sata 😌
    Comedy bahut vl lagila ❤

  • @sasmitabarik777
    @sasmitabarik777 Місяць тому +47

    11.59 p.m re kia dekhucha 😂😂❤

  • @architasahoo3561
    @architasahoo3561 Місяць тому +20

    Bhaii bahut badhiaa...😢😢😢 Mast maja last kuu manisa emotional heigali...😅

  • @saudaminipalai4134
    @saudaminipalai4134 Місяць тому +11

    ବହୁତ ଭଲ ଲାଗିଲା ଭିଡିଓ ଟି ..ଯାହା ହେଉ ଶେଷ ରେ ଗୋବର୍ଧନ ବୁଝିପାରିଲା ❤❤❤

  • @PRINCEKUMAR-d7v4t
    @PRINCEKUMAR-d7v4t 29 днів тому +1

    Bhut sundar story thila ♥👌 i love dalama bhabi....🥰🥰 jai jagannath

  • @swapnamotivation
    @swapnamotivation Місяць тому +22

    Dalema Khali hasi deuchhi 😂😂

  • @Ipsita__TheBeautyVlogger
    @Ipsita__TheBeautyVlogger Місяць тому +22

    Hasi hasi Pati batha 😂😂😂😂 dalemaa au love au melody d

  • @bibhumusictv691
    @bibhumusictv691 Місяць тому +17

    ଅତି ସୁନ୍ଦର ବିଡ଼ିଓ
    ବହୁତ ବଢିଆ ଲାଗିଲା ❤❤❤
    😢 ଡାଲମା 😢 😢😢
    ଜୟ ଜଗନ୍ନାଥ

  • @Sriya_comedy
    @Sriya_comedy 15 днів тому +1

    Jete odia comedy videos asuchi Khordha Toka team comedy sabuthu unique 😂... Hats off to the team efforts 💪👏👏😃😃

  • @SahilsahooSahoosahil-gx3hb
    @SahilsahooSahoosahil-gx3hb Місяць тому +25

    Bhai ki comedy
    Pura jabardast
    ❤️ Form Angul

  • @tunapradhan274
    @tunapradhan274 Місяць тому +9

    ବହୁତ୍ ସୁନ୍ଦର ସନ୍ଦେଶ ସମାଜ ପାଇଁ ❤ ବଣ୍ଟି ଭାଇ ଆଉ ତୁମ ଟିମ୍ କୁ❤

  • @samirbehera5481
    @samirbehera5481 Місяць тому +18

    ସମାଜ ପାଇଁ ବହୁତ ସୁନ୍ଦର ବାର୍ତ୍ତା

  • @mbcreationngp
    @mbcreationngp 26 днів тому +2

    ବହୁତ୍ ବଡ଼ିଆ ହେଇଛି ଭିଡିଓ ଏ ଭଳିଆ ଭିଡିଓ ଲକ ମାନଙ୍କୁ ନିଚୟ ବଦଳେଇ ବ ❤❤❤❤love u all team...

  • @Odishavideo-ku7hf
    @Odishavideo-ku7hf Місяць тому +52

    ପୁରା ଓଡ଼ିଆ ଭଷା ଓଡ଼ିଆ ମୌଳିକ କାହାଣୀ... ଅଭିନୟ ପୁରା ଚମତ୍କାର 🥰🥰

    • @jaga.behera.
      @jaga.behera. Місяць тому +1

      😅😅😅

    • @PapunBehera-b8r
      @PapunBehera-b8r 29 днів тому +1

      😂😂

    • @amiyadas7906
      @amiyadas7906 29 днів тому +1

      Chhoto story nuhe madam eita bahut bada story ama pain...Tama pain chhoto heithiba.

  • @bikashmallik99
    @bikashmallik99 Місяць тому +10

    ଡାଲେମା ହଉଛି ଡାଲେମା 🎉🎉🎉so beautiful and 😅😅😅

  • @kamallochanbarik-Tapan
    @kamallochanbarik-Tapan Місяць тому +8

    ସତରେ Last section ଟା ପୁରା mind-blowing ଥିଲା 😊

  • @lucky4110
    @lucky4110 2 дні тому

    Ohhhhohhohhh ohhh ohhh ohhh 😂Ohh my good ness😂Dalma character is actually depth huge earning respect for society .

  • @hypergaminggumma7511
    @hypergaminggumma7511 Місяць тому +29

    ଏହି ଭିଡିଓ ଟା ରିଅଲ ଗୋବର୍ଦ୍ଧନ ପାଖରେ ପହଞ୍ଚିବା ନିହାତି ଦରକାର

  • @tilamalana4564
    @tilamalana4564 Місяць тому +18

    ବହୁତ ଖରାପ ଭାଷା, ସଙ୍କେତ ବ୍ୟବହାର ହେଉଛି ଏବେ ଭିଡିଓ ରେ

    • @arunkumarrana.123
      @arunkumarrana.123 Місяць тому +2

      1st katha hela jou jaga re mute hauchi se word ta kharap boli tame janicha ki ????
      Areey bhai story telling ta dekha...Jemiti tame kichi bad language use karuna semiti ka comment ta karucha....

    • @tilamalana4564
      @tilamalana4564 Місяць тому +1

      @arunkumarrana.123 bhai tamaku ate asubidha kn pain heuchi use kara heuchhi but lakhe loka agare nai bhasa ta subhila bhali rakhuna tahele use kn pain karucha

    • @arunkumarrana.123
      @arunkumarrana.123 Місяць тому

      wahhhhhh😂

    • @dharitri.samal.
      @dharitri.samal. Місяць тому

      Right

  • @OMPRAKASHSAHOO-pz8hl
    @OMPRAKASHSAHOO-pz8hl Місяць тому +18

    ଗାଢି ରେ ଜାହା ହେଇଥିଲା ସେ ସବୁକୁ ମୁ ଧରିନି ହିନ୍ଦୁ ନାରୀ ହେଇ ସୁନ୍ଦୁର ସହିତ ଆଉ ବେଇମାନ କର ନି ❤❤❤❤❤❤ 24:19

  • @itsdj5052
    @itsdj5052 28 днів тому +1

    ଭାଇ vdo ଦେଖି ଯେତିକି ଖୁସୀ ଲାଗିଲା ସେତିକି ଦୁଃଖ ଲାଗିଲା ଆଉ ଶେଷ ରେ ଆଖି ରୁ ଲୁହ ଆସିଗଲା ଭାଇ ଶେଷ ଆଡ଼କୁ ବହୁତ୍ ଭଲ ଉଚିତ୍ ଶିକ୍ଷା ସମାଜକୁ ଜନେଇଲେ ❤ ଜୟ ଜଗନ୍ନାଥ ❤ ଡାଲମା ଭାଇ ଙ୍କ ସବୁ ଠୁ ମୁଖ୍ୟ ଚରିତ୍ର ତାଙ୍କ ପାଈଁ vdo ti ଭଲ ଲାଗିଲା

  • @ranjandash1160
    @ranjandash1160 Місяць тому +8

    ବହୁତ୍ ଭଲ ଲାଗିଲା ଶେଷକୁ ସମାଜକୁ ଶିକ୍ଷ୍ୟା ସହ କନ୍ଦେଇଦେଲ

  • @satyaspandanrout7321
    @satyaspandanrout7321 Місяць тому +11

    Bhai bahut sundar story, aji ra duniya re aheipari video pain mu tamaku dil se thanks bhai. 👍

  • @Realshree-24
    @Realshree-24 Місяць тому +17

    ପ୍ରଥମ ଥର ପାଇଁ ବଣ୍ଟି ଭାଇ ଙ୍କ ଗୋଟେ ଭିଡିଓ emotional seen ରେ ସରିଲା 😢

    • @tmodishaofficial2736
      @tmodishaofficial2736 Місяць тому

      ପ୍ରଥମ ଥର ନାହିଁ ଦ୍ୱିତୀୟ ଥର ଆଉ ଗୋଟେ ଭିଡିଓ ବୋଧେ ଦେଖୀନ(ପୁଅ ମୋର କୁଳାଙ୍ଗାର)

  • @basantakumarbehera3806
    @basantakumarbehera3806 24 дні тому +2

    ବହୁତ୍ ସୁନ୍ଦର ଅଭିନୟ। ଲେଖକଙ୍କୁ ବହୁତ୍ ସାରା ଧନ୍ୟବାଦ।

  • @nilamrout6927
    @nilamrout6927 Місяць тому +15

    What a creativity yarrr👏👏

  • @Basantakumar38
    @Basantakumar38 Місяць тому +14

    Love ra acting ❤ jia kharap time re sathe ruhe se really😮😢😊

  • @sumantBehera-q8t
    @sumantBehera-q8t Місяць тому +4

    ବହୁତ୍ ବଢିଆ ଲାଗିଲା। ଶେଷ ରେ କନ୍ଦେଇ😢। ଦେଲ । Ending was epic