mishra weds marandi || ମିଶ୍ର weds ମାରାଣ୍ଡି || odia comedy || odia funny || manmay dey
Вставка
- Опубліковано 27 вер 2022
- REG LINK relvl.co/lacz
COURSES relvl.co/0qqn
Brand Promotion By SKYZONEMEDIA
(support@skyzonemedia.com)(9990610462)
mishra weds marandi
odia comedy video
#odiacomedy#manmay dey #rajarani #kaliasandha #kalingakhatti #odiafunnyvideo #odiacomedyodia #odiacomedyvideo #khordhatoka
#mrguluacomedy #manmaydey - Розваги
REG LINK relvl.co/lacz
COURSES relvl.co/0qqn
Brand Promotion By SKYZONEMEDIA
(support@skyzonemedia.com)(9990610462)
ua-cam.com/channels/2Q8_lInvzoo8T_hreOgNnA.html
ua-cam.com/users/shorts6WqOvk5i9hI?feature=share
Work from home job hauchhi ki
Hi bro....first comment.....I wish you will achieve your all dream goals
ଭିଡ଼ିଓ ତ ବହୁତ ଭଲ ଲାଗେ ତା ଠୁ bagground music ମୋତେ ସବୁଠୁ best ଲାଗେ 👍🏻👍🏻
ଏହି video ରୁ ଯଦି ଟିକେ କେହି କିଛି ବି ଶିଖିଲେ ତାହେଲେ ଗୋଟିଏ like କରନ୍ତୁ
Mora love marriage ac & jeneral me
@@mamamantulifestyle very nice advice,,,,
Same case for me
Mo bala video karicha
Mane video ru kichhi sikhi le tate like deba ku padi bo....
Ki kathha re....😂😂😂😂🤣🤣🤣🤣
ସମାଜ ରେ ଚାଲିଥିବା ସତ୍ୟ ଘଟଣା ଉପରେ ଆଧରିତ 👍😍 ହୃଦୟ କୁ ଛୁଇଁଲା 🥺❤️
Are yaar tome bi
Kou Satya katha
ଅତି ସୁନ୍ଦର ଷ୍ଟୋରୀ ସମାଜ କୁ ଗୋଟେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛ ଏହି ଷ୍ଟୋରୀ ମାଧ୍ୟମ ରେ
Thank you all actor
ବହୁତ୍ ବଢିଆ କିଛି ଲୋକ ମାନେ ଶିଖନ୍ତୁ କି ଜାତି ଭେଦ ବୋଲି କିଛି ନାହି ଜାତି ହେଉଛି ଗୋଟେ ମଣିଷ ଜାତି thanks tha all actor good story amazing
ସବୁ ଭିଡ଼ିଓ ରେ କିଛି କିଛି କଥା ଶିଖିବାକୁ ମିଳୁଛି ଧନ୍ୟବାଦ୍.🙏🏼❤️❤️
ଏତେ ସମ୍ବେଦନଶୀଳ ବିଷୟ କୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନ କଲେ.. 👑⛑👒🎩 hats off guys 🙏🙏
ଏତେ ଦିନ ପରେ ଦିଲ୍ ଖୁସି ହୋଇ ଗଲା, ଏ ଭିଡ଼ିଓ ଦେଖିକି।।।।
ଜାତିବାଦ ଭଳି ମାରାତ୍ମକ ବ୍ୟାଧିକୁ ସମାଜରୁ ସମୂଳେ ବିଲୋପ କରିବା ପାଇଁ ସମାଜର କୋଣ ଅନୁକୋଣରେ ଅନେକ ବ୍ୟକ୍ତି ନିଜ ନିଜ ତରିକାରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଏଇଟି ଜ୍ୱଳନ୍ତ ଉଦାହରଣ Manmay Bhai & Co. Really Love you all ❤️
ସାମାଜିକ ଭେଦଭାବ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ କୁ ଲୋକଲୋଚନକୁ ଆଣିବା ପାଇଁ ବହୁତ ବହୁତ ଧନ୍ଯବାଦ ♥️♥️
❤️
ଭାଇ ବହୁତ୍ ଭଲ ଭିଡିଓ କରିଛ । ଏଇଟା କେବଳ ଏହି ଭିଡିଓରେ ସମ୍ଭବ । ଏହା ବାସ୍ତବ ଜୀବନରେ ଏହି ଛୁଆଁ ଅଛୁଆଁ ଭେଦଭାବ କେବେବି ପୂର୍ଣ୍ଣ ଭାବରେ ଦୂରେଇ ଯିବା ନାହିଁ । ସମାଜରେ ଲୋକ ଯେତେ ପାଠ ପଢିଲେ ବି ଏହା କେବେ ବି ଦୂରେଇ ପାରିବ ନାହିଁ । ଏହି ଭାବନା ଲୋକଙ୍କ ମନ ଭିତରେ ଖୁନ୍ଦି ହୋଇରହିଛି । ଏହା ଖାଲି କଥାରେ ସମ୍ଭବ । ଯଦି ବି କିଛି ଲୋକ ଚାହୁଁଲେ ଏହା ବଦଳିପାରିବ ନାହିଁ କାରଣ ରାଜନୀତି କେମିତି ହେବ?
@@LearnwithSunil10 ଠିକ୍ କହିଛନ୍ତି ଭାଇ, କିନ୍ତୁ ଏ ପରି ଉଚ୍ଚ କୋଟିର ଏବଂ ବାସ୍ତବ ମୂଳକ ଭିଡିଓ ନିଶ୍ଚିତ ସମାଜ ସଂସ୍କାର ରେ ସହାୟକ ହେବ। 🙏🙏
Govt nije bheda bhaba karu chi clg re ST.SC 60% anile sit miliba General .OBC 80% aniki miluni ..job re First ST.SC ku miliba ..sete bele kana chota bada jati dekha jauni ..😔
@@LearnwithSunil10 Bhai surname uthei dele next generation ku kehi kahar surname janiparibeni ki govt.. service reservation bi lagi paribani ...sabu adu vhala heba
ଜାତି,ଧର୍ମ,ନିର୍ବିଶେଷରେ ଆମେ ସମସ୍ତେ ଜଣେ ଜଣେ ମଣିଷ। ଆମେ ନିଜେ ଏ ଜାତି,ଧର୍ମ ପ୍ରଥା ଆରମ୍ଭ କରିଛେ, ଆଉ ଶେଷ କରିବା ଦାୟିତ୍ୱ ବି ଆମର।🙏🙏🙏ଜୟ ଜଗନ୍ନାଥ।
hmm khato re khaiki mothore souchu na janibu kon duniya re kon chalichi
@@jayshreeramharharmahadev8887 janiba katha kn kuhantu ta tike
@@kumarmanoj679 1 think jati dharma ame create korinu amo culture devi maa hi shresta , jebe thi British shsan start hai chi jata pratha sebe thu start haichi kahiki na amo ku devide koribapai aur hann dehej pratha bhi amoro nuho eita muslim culture jehej jouta ki amo culture upore. thopa haichi au hann nijo mind set ku brahaman hate ru change koro kene na amo culture re brahman bhagwan saman BUJHILU na nahi bhai au wo vedio re Sia brahaman ku chadiki au kichi bhi toh dekhai parithante but Sia nuho views miliboni na
Sabubele amane Brahman ku tale pakouchanti...dekhila belaku other caste ra Loko hin choto jati bada jati huanti
@@mitaprangyasarangi9997 don't mind bhauni please.
ସତରେ ଏ ଜାତିପ୍ରଥା ବହୁତ ପ୍ରେମକୁ ଆଧାରେ ରଖି ଦେଇଛି । ଆପଣମାନେ ଏ video ରେ ଗୋଟେ ଉଚିତ୍ ଶିକ୍ଷା ଦେଇଛନ୍ତି.💞💞😊😊
ଖୁବ୍ ସୁନ୍ଦର ବାର୍ତ୍ତା ଏ ସମାଜ ପାଇଁ
ମା ଅଭିନୟ ❤️ ଅତିସୁନ୍ଦର 🙏❤️
ବହୁତ ଭଲ, ପୁରା ମନ କୁ ଛୁଇଁଲା ଭଳି ହେଇଛି...........ଆଜିର ସମାଜ ପାଇଁ ସବୁ ଏ ଭଳି ଦରକାର ଅଛି.... Pura heart touching.......🙏🙏🙏🙏
ହୃଦୟ କୁ ଛୁଇଁଲା ସତରେ ସମାଜରେ ଏପରି ହେଲେ ଭଳ ହୁଅନ୍ତା
Beautiful acting manmay bhai.💚💙♥️
Wow.... mind-blowing story... expected ଠୁ ବହୁତ ସୁନ୍ଦର। ସତ କଥା କୁ ଦୃଷ୍ଟି ରେ ରଖି ଏହି କାହାଣୀ ଟି ବହୁତ ସୁନ୍ଦର କରାଯାଇଛି। Love from Balasore 🥰🥰 And love your team......❤️❤️
thank you I am live in Balasore
Such a mind-blowing story... Thanks to #manmaydey bro and whole team for this amazing concept.... #Rating 10/10... ❤️❤️❤️❤️❤️
#love_from_❤️_mayurbhanj ❤️❤️❤️
Im live in Balasore
Untalented bhai pora tumo ghara pakha... 😁
Iam from balasore
ଜାତିଆଣ ମାନ ବୃତ୍ତି କୁ ନେଇକି ଏମିତି ସୁନ୍ଦର ବିଷୟ ବସ୍ତୁ ଲୋକା ଲୋଚନ କୁ ଅନିଲ ସେଥି ପାଈଁ ....🙏🙏🙏
ଯଦି କାହା ମନରେ ଖୁସି ଦେଇପାରି ବନି କାହା ମନରେ କଷ୍ଟ ଦିଅନି
Really heart touching love stories 💓
ସବୁ ଭିଡ଼ିଓ ରେ ନିହାତି କିଛି ନା କିଛି ଶିକ୍ଷ୍ୟା ମିଳେ ଏହି ଚ୍ୟାନେଲ ମାଧ୍ୟମରେ ❤️
ସବୁ ଏଇ ବାଲେଶ୍ଵର ପିଲା Manmay ଭାଇ ର କମାଲ🙏
Love u Manmay ଭାଇ ♥️♥️♥️
In this generation most of the love relationship were broken for caste problem 🥺🥺😭😭
It's a great msg for our society. And also batter then to odia movie
ଏଇ ଗୋଟେ ଚାନେଲ ସବୁ ବେଳେ ସମାଜକୁ ଭଲ ଦିନିଷ ଦେଖୋଉଚି ଭାଈ all the best
Real life ସମସ୍ତେ ଏ କଥା ବୁଝି ପାରୁ ଥିଲେ ବହୁତ୍ ଗୁଡ଼ିଏ ପ୍ରେମ କାହାଣୀ ଅଧାରେ ରହି ନଥାନ୍ତା🙏😢
Thik kahicha bhauni
satare🥰
Wright bhuni
Right😭
Nice
ପ୍ରକୃତରେ ହୃଦୟସ୍ପର୍ଶୀ କାହାଣୀ ଟିଏ।।
Woww bhai ate bhala vdo heichi... Jete thara dekhilebi mana vanguni.... ❤❤❤❤❤❤❤❤❤❤
ଅଜଣାତ ରେ ଆଖିରେ ଲୁହ ଆସିଗଲା 🥺 ଅତି ଚମତ୍କାର 🙏
Best story line 👍...... ବହୁତ ଭଲ ଷ୍ଟରୀ ଥିଲା ବହୁତ ଭଲ acting ବି ସମସ୍ତେ କରିଛନ୍ତି ମୁ ଆପଣ ସମସ୍ତଙ୍କର ବହୁତ ବଡ଼ fan sir ।।।। Love from BHADRAK......❤️❤️❤️❤️❤️❤️❤️❤️
ଭାଇ ମନ ଖୁସି ହୋଇଗଲା ଭିଡିଓ ଦେଖୀ କି।ଅତି ସୁନ୍ଦର ସମାଜକୁ ଗୋଟେ massageଦେବା ପାଇଁ।
ସତରେ ଏହି ସାମାଜିକ ଷ୍ଟୋରୀ ଟି ମୋତେ ବହୁତ ଭଲ ଲାଗିଲା । ଭଲ ପାଇବାରେ ସେମିତି କିଛି ଜାତି, ଗୋତ୍ର ଭେଦ, ଭାବ ନ ଥାଏ । 💝💝👍👌👌💐💐
Better than ଓଡ଼ିଆ ସିନେମା 😁,, so adorable concept,,,I am also st,,,, it's my tradition,,,Iam so happy
IAM marndi kola
ବହୁତ ସୁନ୍ଦର ହେଇଛି 🌹🌹🌹❤❤❤🙏
ବହୁତ ଭଲ ଲାଗିଲା କାହାଣୀ ଓ ଅଭିନୟ । ଭେଦ ଭାବ ବିରୋଧରେ ସାମାଜିକ ବାର୍ତ୍ତାଟି ଅତ୍ୟନ୍ତ ସୁନ୍ଦର ମାତ୍ର ବିବାହ କ୍ଷେତ୍ରରେ ବର୍ଣ୍ଣ ବ୍ୟବସ୍ଥା ଏକ ବୈଜ୍ଞାନିକ ପ୍ରକ୍ରିୟା । ବିବାହ ବିଧି ବିରୋଧରେ କାର୍ଯ୍ୟ କରିବା ଶୁଭପ୍ରଦ ନୁହେଁ ।
ଅତି ସୁନ୍ଦର ଅଭିନୟ ହୃଦୟ କୁ ଛୁଇଁ ଗଲା,❤️🔥
ସତରେ story ଟା society କୁ ବହୁତ ଭଲ message ଦେଇଛି, ମୁଁ ଭାବୁଛି ଏ video ଟା କେବଳ ସେଇ ଲୋକଙ୍କ ପାଇଁ ଯିଏ ଉଚ ନୀଚ ଜାତିରେ ଆଣୁଛନ୍ତି,,, 👍👍👍keep it bro
Super lagila video ta ❤️❤️❤️🥰🥰🥰
Beautiful super story wonderful
Like From Balasore ❤️
ମନ୍ମୟ ଭାଇ ଙ୍କ ଅଭିନୟ ସୁନ୍ଦର 😍😍😍😍
Outstanding performance yaar mindblowing mani Baku padiba mu ta pura Fida .....😍🔥
Very very very great full, I salute it 🙏
Thanks to Producer, writer,Director and actors, actresses.
Johar
ବାଲେଶ୍ଵରିଆ is A perfect actor... ollywood industry ବୁଡିଗଲାଣି but ତମ story nd acting ଜବରଦସ୍ତ... love u
As a ST I can relate to this... It's the darkest truth of our society no one can change this,still happy to see that you are trying to convey the message to everyone that at last we all are the human...Thank you for this initiative chote and your team 🤍Love love and only love 🤗❤️
Thank you pls do ur status 🥰
Sir true 👇👇👇
ua-cam.com/video/zbouVMYT-N0/v-deo.html
Society re caste ku nei jou difference create houchhi seita mu b feel korichhi but emiti situation pai so called higher caste loko mane jetiki responsible setiki bhul St/sc nko ro b achhi...
Gote life experience share koruchhi..moro gote general category ro friend achhi se gote ST jhhio ku love kore ...sei ST jhhio ta gote general puo ku love koruchhi boli sei jhhhio ro friends jou mane ST category ro semane sei jhhio Soho Katha b huontini taku pura tanko group ru corner korideichhanti...
Who said no 1 can.... I think god send me to change many things... I can't guarantee but just i feel also god wants to do differ things to change many things....as this 1 also 1 of them.
Yes sc and st cast re mrg karile bhala atleast govt job paiba pain general pila nka pari hata hataa hebaku padibani.. Semane 90% re ba job nahi au sc st cast re 29% re b job thua...
19:34..... ମୁଁ ଖାଇମି ନେଇଁ..........ଖାଇମିନି କହୁଛିନା..... So natural acting by this girl....She is better than every odia current frontline actress. The Character of MIshra"s Daughter is well deserved to this girl. Good luck... And the boy is fantastic.. too natural, great
Last seen re Khusi nkara diloge is epic "ଖଳୁଆ ବୁଢା କଉଟିକାର"
I'm also ST Santhal....I'm proud to be an Santhal.......... Love from Bls Marandi is not Radho....Marandi is a Santhal Cast.......
Nyc video....Love from Bls ...Buddy...❤️
I am also☺
@@kalpitamarandi1178 🙏🙏
Me also🥰
You are right Bro.
Jie ST Cast ku Ghruna kore Actually Sabuthu Cheap minded loko sie......👌👌👌👌
Mun bls ra
ବହୁତ ଭଲ ଲାଗିଲା-ପଦ୍ମପୋଖରୀ,କପ୍ତିପଦା ରୁ ବହୁତ ବହୁତ ଭଲ ପାଇବା ସମସ୍ତଙ୍କୁ.................................
Very nice 👌👌hero and heroine s jodi is very sweet♥️♥️
Super 👌👌
ମୋତେ ଏମିତି ଲାଗୁଛି ଯେମିତି ଏଇ ବିଷୟ ଟି ମୋ ପ୍ରେମ କାହାଣୀ କୁ ନେଇ ବନା ଯାଇଛି 😔
😂😂😂😂
Same bhai
@@preetisoubhagya2292ହଁ ଭଉଣୀ ଏ ସବୁ ପରେ ବି ମୁଁ ତାକୁ ବାହା ହେଇଛି ଆଉ ମୁଁ ତାକୁ ପାଇ ବହୁତ ଖୁସି ❤️😘
Tu ta Banda sarbangya to love story mo banda story
@@mrmaharathi6462 Tuma Luv story kuhq
ମୁଁ ଆଗରୁ କହୁଥିଲି ଏବେବି କହୁଛି ତୁମ ଭିଡିଓ ରେ କିଛି ଶିଖିବାକୁ ମିଳୁଛି ଆଜିବି କିଛି ଶିଖିବାକୁ ମିଳିବ....🙏❤️👍
ଯଗଳୋଘଚଙୂଊଛଛଚୀଓଭ❤❤
👌👌👌👌👌👌👌👌 ଏମିତି ଯାଦି ସମସ୍ତେ ଭାବନ୍ତେ କେତେ ଭଲ ପାଇବା ପୂରଣ ହୁଅନ୍ତା 🥺
ବହୁତ ସୁନ୍ଦର
THE SCREEN PLAY,BGM,DIRECTION, ACTING OF THE VEDIO IS FAR BETTER THAN SO CALLED OLLYWOOD MOVIE. GREAT TO SEE THE ARTISTS OF THE CITY OF ART BALASORE. 💛💛💛💛💛
Bgm nMe please bhai
ସମାଜରେ ନିଚ୍ଚ ବୋଲି କିଛି ନାହିଁ । ଏହା ଏକ ମାନସିକ ବିକୃତ ଚିନ୍ତା । ଧନ୍ୟବାଦ
I like your jodi...... especially manmaya
ଭାଇ ପୁରା hero no 1
ଭାଇ ପୁରା ବୋବାଲ୍ ହେଇଛି। ପୁରା film ଦେଖିଲା ଭଳିଆ ଲାଗିଲା। ଏମିତି ନୂଆ ନୂଆ video ଅପେକ୍ଷାରେ ରହିଲୁ।
Better than ollywood movies these days! Kudos to the team
ହୃଦୟସ୍ପର୍ଶୀ ଭିଡିଓ ପାଇଁ ,,ହୃଦୟରୁ ଦୁଇ ପଦ
Bhai Tamara entire team ku bohut dhanyabada special dhyabada lekhakha ,camera man ,
30 m. Video bohut kichhi sikhibaku milila Tamara Sabu video mu dekhe special e video ta mate comments debaku majbur katidela ,sabuthu best video from UA-cam this one .... special aliagada filmy scene bhali lagila thanks for camera man bohut empact tamara e video re achhi emiti video karichala ... kasta janapade jetebele nijabhitara thiba fill emotions kehi video through ru represent kare.. thank you very much .... thank you your best team 😊❤️
E-bitiayo thanda thanda cool 🆒 super
I like it ❤️🙏❤️
ଅତି ସୁନ୍ଦର ଭାବରେ ହୃଦୟସ୍ପର୍ଶୀ ଉପସ୍ଥାପନା ସମାଜ ପାଇଁ...💐💐❤️❤️💐💐💐👍👍👍
My tears are just rolling down on my cheeks by seeing your video.....love this vdo ❤️
Super content by manmay dey comedy channel.
It's true based story
Always Support MANMAY DEY 😍❤️ Love from Jharpokharia, Mayurbhanj.
Wow Manmay Bhai...
What a concept
JAY ADIVASI
Proud To Be A SantaL
Dance Ta Pura 🔥❤️
Johar ge Dada
😂😂😂😂😂
Super
Wow so beautiful 😍😍😍😍😍 bindblowing 🥰🥰🥰♥️♥️♥️♥️❤️❤️❤️❤️❤️❤️🤩🤩
So beautiful ମିଶ୍ର ଓ marndi film 🎥
Heart touching story 💕💕love from Baripada ❤️miss you ananya 💕
ବହୁତ ଭଲ ହେଇଛି।
ଜାତି ବ୍ୟବସ୍ଥା ମନୁ ବ୍ରାହ୍ମଣର ଷଡ଼ଯନ୍ତ୍ର।।। great message to our society...
ମନୁ କିଏ
@@Sakunimama9 ଗୋଟିଏ ବଡ଼ ହାରାମି
Eita apnka bhabiba bhul... Manu kia 1st apna janantu
@@debiprasadpanda3007 right
@@debiprasadpanda3007 . . ମନୁସ୍ମୃତି କିଏ ଲେଖିଛି ।। ମନୁସ୍ମୃତି ରେ ଲେଖା ନାହିଁ କ'ଣ ଜାତି ବ୍ୟବସ୍ଥା, ଛୁଆ ଅଛୁଆଁ ଭେଦଭାବ, ହିନ୍ଦୁ ସମାଜ ମନୁସ୍ମୃତି ଅନୁସାରେ କ'ଣ ଚାଲୁନି ।।। ଭାରତର କୈାଣସି ଜାଗାକୁ ଯାଅ ଛୁଆ ଅଛୁଆଁ ଭେଦଭାବ ସବୁଠି ଅଛି, ଯାହା କୈାଣସି ଦେଶରେ ନାହିଁ ।।
Bahut bhalo lagila 🥰🥰🥰🥰🥳🥳
Really it's fabulous.. All actors r amazing acting.. Love it. 😍🥰❤❤
ଯୌତୁକ ପ୍ରଥା ଭାରତୀୟ ସମାଜ ର କଳଙ୍କ। ଧନୀ ଘର ହେଉ ବା ଗରିବ ,ଅଶିକ୍ଷିତ ହେଉ ବା ଶିକ୍ଷିତ ଯୌତୁକ ପାଇଁ ଆଜିର ନାରୀ ବଳି ପଡୁଛି। କିନ୍ତୁ ମୁଁ ଗର୍ବିତ ଯେ ଆମ Santal ସମାଜ ରେ ଯୌତୁକ ପ୍ରଥା ନାହିଁ ବରଂ ବର ପକ୍ଷ କନ୍ୟା ଘର କୁ ଗାଈ ଦେଇ ଥାନ୍ତି କାରଣ ଝିଅ ଓ ଗାଈ କୁ ଲକ୍ଷ୍ମୀ କୁହା ଯାଏ ତେଣୁ ଗାଈ ଦାନ ଦେଇ ବୋହୂ(ଗୃହଲକ୍ଷ୍ମୀ) ଅଣା ଯାଏ।
ଆଗରୁ ପୁଅ ପକ୍ଷ ଝିଅ ପକ୍ଷକୁ ଟଙ୍କା ସୁନା ରୂପା ଅଳଙ୍କାର ଗାଈ ଦାନ କରି କନ୍ୟାଦାନ ଗ୍ରହଣ କରନ୍ତି
Absolutely right 👍
L
Sari ge boyah....u are right ☺️ 👍
ଆଦିବାସୀ ସମାଜରେ କନ୍ୟା ପଣ ରହିଛି। ଶ୍ବଶୁର କୁ ଟଙ୍କା ପଇସା, ଘୁଷୁରୀ ଆଉ ହାଣ୍ଡିଆ ଦେବାକୁ ବାଧ୍ୟ।
ବହୁତ ଭଲ ଲାଗିଲା ସାର 😍😍😍😍😍
Manmay Bhai legend actors Love you Bhai
Sabu channel bhita re ae channel re mst mst vdo😍
Mu sabubele waiting re thaae ki kebe aau ketebele manmay bhai nka vdo aasiba..... I'm really very excited 😊😊😊😊😊 ବହୁତ ସୁନ୍ଦର ବିଷୟରେ ଆଲୋଚନା କରିଥିଲେ .....🙏🙏👌👌👌
only like 👍for manmaya sir..... it's a good concept and outstanding performance 👏👏👏
Out standing 👏 Tanmaya bhai God bless you 🙎
ଦିଦି, ସାନ୍ତାଳୀ ଶାଡି ରେ ବଡ଼ିଆ ଲାଗୁଚ ❤❤
ବହୁତ ସୁନ୍ଦର...... ମୁଁ ST Cast ହୋଇ ଥିବାରୁ ଗର୍ବିତ
Thank you pls do ur status 🥰
Love from mayurbhanj😁😁😁😁
Bahut badia heichhi mammary bhai
I love u so much maman bhaii..... Muu Tuma raa Sabu vedios dekhe
Bohuttt sundar hoi6i 🙏
Mind blowing story, ଏକଦମ ବାସ୍ତବ ଦୁନିଆ ଉପରେ ଆଧାରିତ, ସେ ସବୁ ତ ପର କଥା କିନ୍ତୁ ଭିଡ଼ିଓ ରେ ବହୁତ ପରିଶ୍ରମ ହୋଇଥିବ ସେଥିପାଇଁ ବି ବହୁତ ବହୁତ ଧନ୍ୟବାଦ
The Traditional dance was Awesome 😀
Really ଭାଇ video ବୋହୁତ ଭଲ ଲାଗିଲା 👍🥰
Sad Love story... 🥺
ଏହି ଭିଡ଼ିଓ ରୁ ବହୁତ କିଛି ଶିଖିବା କୁ ମିଳିଲା.. 🙏
Thanks all of u comedy mamber
Love from Mayurbhanj 👍👍👍
Same baripada ❤️
Udala
Morada
It's a wonderful message for our society..
Choto jhia ra acting no1 ❤️👍
Good story,👍👍👍👍
Beautiful acting manmay bhai ❤️❤️❤️🤍💙💜💙🤍 💙🤍 💜🤎 love from Kalahandi 😊😊😊❤️
Story bi bahut bhala 😊😊😊😊 ଆପଣଙ୍କ ଭିଡ଼ିଓ ରେ କିଛି ଶିଖିବାକୁ ମିଳୁଛି 😍😍😍😍 good job all team members 😊😊😊😊 ଭଗଵାନ ତମକୁ ସବୁ ବେଳେ ଖୁସିରେ ରଖନ୍ତି ଆଉ ଏମିତି ନୂଆ ନୂଆ ଭିଡ଼ିଓ ଆଣନ୍ତୁ 🙏🙏🙏🙏🙏 ଜୟ ଜଗନ୍ନାଥ
Manmay dev your video is is very very nice you are great
I want this type of dad 🤣, real love re cast gote bada problem 😞😟😭😭