PM Narendra Modi Worried About BJP Losing 2024 Elections: Sr Political Analyst Prasanta Patnaik

Поділитися
Вставка
  • Опубліковано 11 тра 2024
  • Watch Senior Political Analyst Prasanta Patnaik Reaction On Prime Minister Modi | Narendra Modi Worried that the BJP Won't be able to Win Odisha 2024 Poll.
    #politicalanalyst #prasantapatnaik #pmmodi #odishabjp #odishaelection2024 #2024electionsurvey #bjdvsbjp #bjpodisha #bjpelectionplan #odianews #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodisha.in/
    ➠UA-cam: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

КОМЕНТАРІ • 231

  • @user-fb8fb5qc2n
    @user-fb8fb5qc2n 15 днів тому +20

    ମୋଦି ହାରିବା ଥୟ।ମୋଦୀ ହାରିବା ଉଚିତ୍।ଯାହା ଜଣା ପଡ଼ୁଛି ନବୀନ ପୁନର୍ବାର ମୁଖ୍ୟ ମନ୍ତ୍ରୀ ହେବେ।ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ ବିଜେପିକୁ ଭାବିଶତ୍ୟରେ ସମର୍ଥନ ଦେବା ଉଚିତ୍ ନୁହେଁ।ଗୁଜୁରାଟ ମଡେଲ ର ଅନ୍ୟନାମ ଜାତିଗତ ସଂହାର।ମୋଦୀ ମହିଳା ବିକାଶ ବିଷୟରେ କହିବା ର କୌଣସି ଅଧିକାର ନାହିଁ ।ମୋଦୀ ଯେମିତି ଏକ ସାମ୍ବିଧାନିକ ପଦପିର ମୁଖ୍ୟ ସେମିତି ନବୀନ ବିଏକ ସାମ୍ବିଧାନିକ ପଦପିର ମୁଖ୍ୟ।ଜଣେ ମୁଖ୍ୟ ମନ୍ତ୍ରୀ ପ୍ରଧାନ ମନ୍ତ୍ରିର ଅଧସ୍ଥାନ କର୍ମଚାରୀ ନୁହେଁ।ସେ ବି ରାଜ୍ୟର ମୁଖ୍ୟ।ଜଣେ ସାମ୍ବିଧାନିକ ମୁଖ୍ୟ ଙ୍କୁ କିପରି ବ୍ୟବହାର କରାଯାଏ ସେତିକି ସିଷ୍ଟା ଚାର ମୋଦୀଙ୍କର ନାହି । ପୁଣି ନବୀନ ହେଉଛନ୍ତି ସଂସଦୀୟ ରିଜନିତିରେ ମୋଦୀଙ୍କ ଠାରୁ ବରିଷ୍ଠ। ରାଜନୀତିରେ ଆଲୋଚନା ସମାଲୋଚନା କରିବା ,ନୀତି ଆଦର୍ଶକୁ ନେଇ ବିତର୍କ କରିବା ହିଁ ସଫଳ ଗଣତନ୍ତ୍ରର ଲକ୍ଷଣ କିନ୍ତୁ ଅମର୍ଯ୍ୟଦା ଭାଷାରେ ଗାଳି ଦେବା ଫାଶୀ ବାଦ ର ସୂଚନା। ମୋଦି ଥିଲେ ଆର ଏସ ଏସ ର ପ୍ରଚାରକ।ଆର ଏସ ଏସ ର ଆଦର୍ଶ ଥିଲେ ହିଟଲାର।ତେଣୁ ମୋଦୀଙ୍କ ଠାରୁ ଅଧିକ ଆଶା କରିବା ବୋକମି।ଓଡ଼ିଶାର ଲୋକେ ଓଡ଼ିଆ ଅସ୍ମିତା ବିଷୟରେ ବେଶ୍ ସଚେତନ।ସେମାନେ ଠିକଣା ନିଷ୍ପତି ନେବେ।ଆପଣ ମାନେ ଭୁଲି ଯିବା ଉଚିତ୍ ନୁହେଁ ଓଡ଼ିଆ ଭାଷାର ପ୍ରଥମ ମୁଖପାତ୍ର ଉତ୍କଳ ଦୀପିକା ର ଜ ଗୌରୀଶଙ୍କର ରାୟ।ସେ ଥିଲେ ବଙ୍ଗ ଭାଷୀ।

  • @premaranjansingh8139
    @premaranjansingh8139 15 днів тому +16

    100% Right analysis

  • @nabaharijan5723
    @nabaharijan5723 15 днів тому +15

    Rahul Gandhi next pm

  • @SitanshusekharPenthoi
    @SitanshusekharPenthoi 15 днів тому +20

    Bjd

  • @jullysamal6626
    @jullysamal6626 15 днів тому +23

    BJD ନବୀନ ଶଙ୍ଖ ମନ୍ମଥ

  • @SR_SanjayCreation
    @SR_SanjayCreation 15 днів тому +22

    ବିଜେପି ଓଡିଶାରେ ହାରିବା ଜାଣିକି ମୋଦି ବାରମ୍ବାର ଓଡିଶା ଆସୁଛି ଏବଂ ଓଡିଶାବାସି ଉଚିତ ଜବାବ ଦେବେ.

  • @adityaswain6513
    @adityaswain6513 15 днів тому +10

    Odsha ru. Haribe. Boli. .barambara. Odisha. Aasuchanti

  • @prakashsahu2223
    @prakashsahu2223 15 днів тому +24

    Bjd jindabad

  • @sukantanayak5730
    @sukantanayak5730 15 днів тому +7

    ନିବୀନ ବାବୁଙ୍କ ବିକଳ୍ପ ପରା ନବୀନ ବାବୁ ନିଜେ ବାଛିସାରିଲେଣି ସେ ହେଉଛନ୍ତି ଆମ ପାଣ୍ଡୁ କାରଣ ଆମ ନବୀନ ବାବୁ ସବୁବେଳେ କୁହନ୍ତି 4.50କୋଟି ଓଡ଼ିଆ ମୋପରିବାର,ତ ସେଇଥି ପାଇଁ ପରିବାର ଲୋକଙ୍କୁ ବିଶ୍ୱାସ ହେଲାନି ଗୋଟେ ତାମିଲକୁ ବିଶ୍ୱାସ କଲେ

  • @nabinnabin3213
    @nabinnabin3213 15 днів тому +20

    Raight sair only bjd

  • @saratchandranayak2512
    @saratchandranayak2512 15 днів тому +16

    Only bjd bjd bjd.

  • @LipsaRath25
    @LipsaRath25 15 днів тому +3

    ଜୟ ଜଗନ୍ନାଥ 🙏କେବଳ ନବୀନ ବାବୁ❤️ଏବଂ BJD✌️✌️| ଗତ 25 ବର୍ଷରେ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଥିଲେ ମଧ୍ୟ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଆଜି ସବୁ କ୍ଷେତ୍ରରେ ଉନ୍ନତି କରିପାରିଛି| ଆଇଟି କମ୍ପାନୀ ଠାରୁ Core କମ୍ପାନୀ ହେଉ କିମ୍ବା ପର୍ଯ୍ୟଟନ ହେଉ କି ମନ୍ଦିର, ତୀର୍ଥସ୍ଥଳ ରୁପନ୍ତରିକରଣ ହେଉ କି ଆଇଆଇଟି, ଆଇଆଇଏମ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ହେଉ କି ବିମାନବନ୍ଦର, ସ୍ୱାସ୍ଥ୍ୟ କ୍ଷେତ୍ର, କ୍ରୀଡା, ନିରାପତ୍ତା ହେଉ କି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉ କି ସଫଳ ମିଲେଟ ମିଶନ୍, ସବୁଥିରେ ଆମ ରାଜ୍ୟ ଓଡ଼ିଶା ର ସଫଳତା ପ୍ରତିପାଦିତ ହୋଇଛି ।ସଫଳ ମିଲେଟ ମିଶନ କୁ ବିଲ୍ ଗେଟ୍ସ ମଧ୍ୟ ବହୁତ୍ ପ୍ରଶଂସା କରିଥିଲେ।

  • @user-ef8bs4vk2q
    @user-ef8bs4vk2q 14 днів тому +2

    BJD ଜିତିବା ଦରକାର ଆଉ 25 ବର୍ଷ ଏତେ ଉନ୍ନତି କରିଛି ଆଉ ଅଲଗା ପାର୍ଟି ଆସିଲେ ଆମକୁ କିଛି ମିଳିବନି ତେଣୁ ବିଜେଡି କୁ ଜିତେଇବା🤣 ||ସେଥିପାଇଁ ଆଉ ନେତା ମନ୍ତ୍ରୀ ମିଡ଼ିଆ ସାମନା କୁ ଆସିଲେ ଜାଇ ଆମେ ଜାଣିପାରୁଛୁ ଆମକୁ ଏତେ ଆଗକୁ ନେଇଆସିଛନ୍ତି ତେଣୁ ବିଜେଡି ଜିନ୍ଦାବାଦ 😂

  • @hemantabahera8047
    @hemantabahera8047 15 днів тому +16

    BJD Win

  • @manishapattanayak2152
    @manishapattanayak2152 15 днів тому +2

    ଓଡ଼ିଶାରେ କେବଳ ନବୀନ ପଟ୍ଟନାୟକ
    ଆଉ BJD ସରକାର ନବୀନ ସରକାର🙏🏻
    କେବଳ ଓଡ଼ିଶାରେ ଘରେ ଘରେ ଶଙ୍ଖ❤️
    ଆମ ଓଡ଼ିଶା ନବୀନ ଓଡ଼ିଶା ❤️🙏🏻
    ଜୟ ଜଗନ୍ନାଥ 🙏🏻

  • @sadanvlog2235
    @sadanvlog2235 15 днів тому +4

    ହୋଇ ଓ ମଉସା ତୁମୋ ପିଲା ଯଦି ଓଡିଶାରେ ଯୋବ କରୁଛି ଅଲଗା କଥା ଆଉ ଯଦି ଓଡ଼ିଶା ବାହାରେ ଯୋବ କରୁଛି ତାହେଲେ ତୁମେ ତୋ ଗଲ, କାରଣ ତୁମେ ମରିଗଲେ ତୁମେ ପୁଅ ନିଆଁ ବି ଦେଇ ପାରିବାନି, ନା ସେ ଆସିବ ନା ତୁମୋ ମୁହଁରେ ନିଆଁ ଦେବ ସେଇଥି ପାଇଁ ବଡ ବଡ ଭାଷଣ ଛାଡ଼ ଆଉ ଯିଏ ଓଡ଼ିଶାକୁ ଧନୀ କରେଇବ ତାକୁ ସହଜୁଗ କର 🙏🙏🙏🙏🙏🙏

  • @abinashnayak8840
    @abinashnayak8840 14 днів тому +1

    ତୁମରି ଭଳି କିଛି ମୁରଖ ସାମ୍ବଦିକ ମାନଙ୍କ ପାଇଁ ଓଡିଶା ଆଜି ବର୍ବାଦ ହେଇଗଲାଣି

  • @rameshchandranayak575
    @rameshchandranayak575 12 днів тому +1

    ମୋଦିବାବୁ ହାରିବେ ଓ ନବୀନବାବୁ ହାରିବେ।

  • @user-hx4iz2pw3q
    @user-hx4iz2pw3q 15 днів тому +5

    ସାମ୍ବାଦିକ ମାନେ ବିଜେଡି ପାଖରେ ବିକ୍ରି ହେଇଛନ୍ତି

    • @kishore6469
      @kishore6469 15 днів тому

      Wrong look now bjp condition is critical in other states that why bjp focus on odisha. Look survey report bjp mp seat will be 200 plus.

    • @premaranjansingh8139
      @premaranjansingh8139 15 днів тому

      100% right Katha

    • @bhagabanadandaseana-ko6mc
      @bhagabanadandaseana-ko6mc 15 днів тому +1

      O TV sati savitri

    • @nilanchalgouda331
      @nilanchalgouda331 10 днів тому

      Aau India midia Mane kaha pakhre bikri heichanti kaha

  • @abinashnayak8840
    @abinashnayak8840 14 днів тому +1

    ମୋଦିଙ୍କ ବିରୋଧରେ ଆମେ ପଦୁଟିଏ ବି ଶୁଣିବାକୁ ଚାହୁଁନୁ

  • @pravatkumarmishra9760
    @pravatkumarmishra9760 15 днів тому +3

    Ravidas ଭଳି eabi ତାମିଲ ଚାକର କିଛି ଟଙ୍କା ନେଇ ମିଛ କୁ ସତ କହି ଭୁଆଁ bulauchanti ନିର୍ଦ୍ଧିଷ୍ଟ ଚାନେଲେରେ ଛି ଛି ଛି

  • @abinashnayak8840
    @abinashnayak8840 14 днів тому +1

    ତମେ ସଳେ ମାନେ ଏକ ନିର୍ଦ୍ଧିଷ୍ଟ ଦଳର ଗୋଲାମ ହେଈଗଲଣି
    ତୁମରି ମାନଙ୍କ ପାଇଁ ଓଡିଶା ରେ ପରିବର୍ତ୍ତନ ହେଇପାରୁନି

  • @abinashnayak8840
    @abinashnayak8840 14 днів тому +1

    25 ବର୍ଷ ହେଲା ତ କୋହୁଛୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
    ଆଉ କେତେ ବର୍ଷ କହିବୁ ଆମେ ଥକିଗଲୁଣି ଆଉ ଭଲ ଲାଗୁନାହିଁ ନବୀନ ସରକାର ଏଇଟା ହିଁ ସତ୍ୟ

  • @abinashnayak8840
    @abinashnayak8840 14 днів тому +1

    ନବୀନ ସରକାର ରେ କେବଳ bjd ଲୋକଙ୍କ ର ଉନ୍ନତି ହେଇଚି
    ସାଧାରଣ ଲୋକଙ୍କ ର କିଛି ବି ହେଇନି ଉନ୍ନତି
    ଏହାହିଁ ବାସ୍ତବ ସତ୍ୟ

  • @abinashnayak8840
    @abinashnayak8840 14 днів тому +1

    ଏ ଇ ଟା bjd ଲୋ କ ଟା ରେ
    ଆଜି ଧରାପଡିଗଲା
    ଏ ସଳା ଟା କଥା କେହି ଶୁଣନି
    ଏଇ ଲୋକଟା କିଛି ଜାଣିନି

  • @abinashnayak8840
    @abinashnayak8840 14 днів тому +1

    ଏ ବାଳ ଲୋକଟା ଛୋଡା କଥା କୋହୁଛି
    ଏ ସଳାଟା bjd ର ଗୋଲାମ

  • @user-es3fn9dc5u
    @user-es3fn9dc5u 15 днів тому +3

    ସମୟ କହିବ।ମୋଦି ଓ କେନ୍ଦ୍ର ର ଅନ୍ୟ ବରିଷ୍ଠ ନେତା ଙ୍କ ଓଡିଶା ଗସ୍ତ ବିଜେଡି କୁ ହାରିବା ଭୟ ଘାରିଛି। ନବିନ୍ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ନବିନ୍ ବାବୁଙ୍କ ପ୍ରତି ଲୋକଙ୍କ ଅନୁରକ୍ତି ଅଛି କିନ୍ତୁ ନବିନ୍ ବାବୁଙ୍କ ତାମିଲ୍ ପ୍ରୀତି ତାଙ୍କ ପ୍ରତି ଘାତକ ସାବ୍ୟସ୍ତ ହୋଇଛି।

  • @abinashnayak8840
    @abinashnayak8840 14 днів тому +1

    ତୁ ହବୁଲୋ ବୁଢା ଦିନେ ଓଡିଶା ର ପ୍ରଧାନ ମନ୍ତ୍ରୀ

  • @abinashnayak8840
    @abinashnayak8840 14 днів тому +1

    ମୋଦି ର ବାସୀବାଳକୁ ତମେ ସଳା ସରିନୁହଁ

  • @user-re8ms8gj7l
    @user-re8ms8gj7l 15 днів тому +2

    Only bjd nabin pattnayak sarkar 😊

  • @abinashnayak8840
    @abinashnayak8840 14 днів тому +1

    ତୁମେ ଓଡିଆ ମାନେ ମୋଦିଙ୍କୁ ଚିହ୍ନି ପାରିଲନି
    ଏଭଳି ନେତା 100 ବର୍ଷ ରେ ଥରେ ଜନ୍ମ ନିଅନ୍ତି
    ଥରେ ସମର୍ଥନ କରିବା ଶିଖ
    ବିରୋଧ କରି କରି ତ ବୁଢା ହେଈଗଲଣି

  • @rabibiswal7201
    @rabibiswal7201 14 днів тому

    Many many thanks

  • @abinashnayak8840
    @abinashnayak8840 14 днів тому +1

    ତମେ ସାମ୍ବାଦିକ ମାନେ ସବୁବେଳେ ନିରପକ୍ଷ ହବାକୁ ଚେଷ୍ଟା କର

  • @saratmohanty4255
    @saratmohanty4255 15 днів тому +6

    ଇଏ କିଏ..... ଆରେ ମୂର୍ଖ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ପଟକୁ ଟିକିଏ ମନେ ପକାଅ, ନଗଦରେ ମୂଖ୍ଯମନ୍ତ୍ରୀ କେମିତି ବଛା ହୋଇଥିଲା....... କିଛି ଜଣା ନାହିଁ....ଓଡିଶାର ଅଧେ ଲୋକ ଗୁଜରାଟ ରେ.....ଗୁଜୁରାଟର କେତେ ଲୋକ ଆମ ଓଡିଶାରେ....

  • @aravindapattanayak2966
    @aravindapattanayak2966 15 днів тому +1

    You are 100 % right sir 🙏

  • @subrataranjannayak4420
    @subrataranjannayak4420 15 днів тому +2

    Chandikhol meeting re Modi para kahuthile Naveen babu priya mukhyamantri abe se kemiti kharap heigale. Modijee tame au bhuan Bulan. Vote pare Puni naveen babu nku kundheiba

  • @krutibashmohanta968
    @krutibashmohanta968 14 днів тому +1

    ସଂପୂର୍ଣ୍ଣ ମିଛ କଥା କହୁଛି ତୁମଭଳିଆ ସାମ୍ବାଦିକ ରହିଲେ ଓଡ଼ିଶା ମାଟିରେ ମିଶିଯିବ ସତ କହିଲେ ମୋଦି ପାଇଁ ବହୁତ୍ ପରିବର୍ତ୍ତନ ହେଇଛି

  • @jalandharmaharna1737
    @jalandharmaharna1737 15 днів тому +1

    ଓଡ଼ିଶାର ଲୋକତନ୍ତ୍ରରେ ଲୋକ ପ୍ରତିନିଧି ମାନେ ପାଣ୍ଡିଆନ୍ ର ପାଦଚାଟୁଛନ୍ତି କାହିଁକି ଏହି ପ୍ରଶ୍ନର ଉତ୍ତର ଓଡିଶା ବସୀ ଦେବେ

  • @Mr24811
    @Mr24811 15 днів тому +1

    ଓଡ଼ିଶା ବିଜେପିର ପାଗଳାମି ଜେ ଏଥର ଆମେ ଜିତିବୁ ଓଡ଼ିଶା କଥା ଛାଡ଼ି ଦିଅନ୍ତୁ ଅଦର ରାଜ୍ୟ ରେ ବିଜେପି ର ପରିସ୍ଥିତି ବହୁତ ଶୋଚନୀୟ ଅବସ୍ଥା ଦେଖି ଆଗକୁ କ'ଣ ହେଉଛି

  • @user-ze1ee1dx6u
    @user-ze1ee1dx6u 15 днів тому +3

    Sabuthara 120

  • @debasishpatra1366
    @debasishpatra1366 15 днів тому

    Very True.

  • @karunakarkisan1143
    @karunakarkisan1143 15 днів тому +1

    ନିଜର ପୁରୁଷାର୍ଥ ନାହିଁ, ଆତ୍ମବଳ ନାହିଁ ତେଣୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି l ନିରାଶ୍ରୟ ବେଳେ ଶାହl ବୃକ୍ଷ ମୂଳ ନୀତିରେ sarbSaktimannku ପୂର୍ଣ୍ଣ ଭରଷା କରି ସତ୍ କର୍ମ କରି ଚାଲନ୍ତୁ l ନିଜେ ନିଜ ଉପରେ ଆତ୍ମବିଶ୍ବାସ କରନ୍ତୁ l ଅର୍ଥ ପାଇଁ ଦାଦନ ଖଟିବା କଣ ଏକମାତ୍ର ପନ୍ଥା l

  • @manishapattanayak2152
    @manishapattanayak2152 15 днів тому

    Right Sir 🙏🏻

  • @jalandharmaharna1737
    @jalandharmaharna1737 15 днів тому

    ସୁପର cm ହଟାଅ

  • @user-bm9sl4ld2k
    @user-bm9sl4ld2k 15 днів тому

    Jay hind

  • @SureshChandraSahoo-qs4bp
    @SureshChandraSahoo-qs4bp 15 днів тому

    Right sir❤

  • @basantapradhan523
    @basantapradhan523 15 днів тому

    Right sir

  • @OMMPRAKASH-fr3bb
    @OMMPRAKASH-fr3bb 15 днів тому +7

    Only BJP hariba bhaya

  • @abinashnayak8840
    @abinashnayak8840 14 днів тому +1

    ଆଉ କେତେ ଦିନ ଚାଲିବ ଓଡିଶା ରେ ତାମିଲ ସାସନ

    • @urmilanayak1633
      @urmilanayak1633 6 днів тому

      Gujarati sasana amara darakar nahin
      Tamil sasana chaliba

  • @and24659
    @and24659 15 днів тому

    ତାମାନେ ଆପଣ କହିବାକଥା କଣକି ଦାଦନ ଯିବାହିଁ ଓଡ଼ିଆ ଲୋକ ପସନ୍ଦ କରିବେ ।

  • @s.khurdha9371
    @s.khurdha9371 14 днів тому

    ସାରା ଦେଶରୁ ବିଦାୟ ମୋଦି bjp ପୁଣି ଦେଖା ହେବ 2034 ରେ

  • @Kalki6940
    @Kalki6940 14 днів тому

    ଘରେ ଘରେ ଶଙ୍ଖ ଘରେ ଘରେ ନବୀନ ❤
    ଜୟ ଜଗନ୍ନାଥ ❤

  • @bichitrakumarswain7420
    @bichitrakumarswain7420 15 днів тому +1

    ମୋଦୀ ଯେତେଥର ଓଡ଼ିଶା ଆସିବେ ସେତେ BJP ର ଭୋଟ minus ହେବ। ଅତୀତର ଶିକ୍ଷା ଭୂଳିଯାଇଛନ୍ତି । ୨୦୧୪ ରେ ମୋଦି ଓଡ଼ିଶାର ଲେଗେଣ୍ଡ ଶ୍ରୀ ବିଜୁ ପଟ୍ଟାୟକଙ୍କ ବିରୁଦ୍ଧରେ ଏକ ନିର୍ବାଚନୀ ସଭାରେ bisodgara କରିଥିଲେ ।ଯେଉଁଦିନ ଓଲଟା ପାଲଟା ଗପିଲେ ତା ପରଦିନ ଠାରୁ BJP ର ଭୋଟ minus ଏତେ ହେଲା ଯେ ସେ ଥର ଓଡ଼ିଶାରେ ୨୧ ଟି mp ସିଟ ରୁ ୧ ସିଟ ରେ ଜିତିଲେ ସେ ପୁଣି ହାରୁ ହାରୂ। ଆଉ ସେ ସିଟ ହେଉଛି ସୁନ୍ଦରଗଡ଼। ମୋଦୀ ଓଡ଼ିଶାକୁ ଆସି ଯେବେଠୁ ନବୀନ ଙ୍କ ବିରୁଦ୍ଧରେ ଗପିବା ଆରମ୍ଭ କଲେ ସେତେବେଳେ ସେ ମର୍ଯ୍ୟାଦାର ସବୁ ସୀମା ଅତିକ୍ରମ କଲେ । ଆଡେ କହୁଛ one man one Nation ପୁଣି କହୁଛ ବାହାର ବୋଲା। ଏ ତୋ ମୋଦୀଙ୍କ ଦୋହରା ମାନଦଣ୍ଡ ।

  • @monojghose4823
    @monojghose4823 15 днів тому +1

    ଦେଖିଲେ ରାଜ୍ୟ ବିଜେପି ନେତା ମନ୍ତ୍ରୀ ନପୂଷକ ତେଣୁ ଓଡ଼ିଶା ବାହାରୁ ବିହାରୀ, କେରଳି, ଗୁଜରାଟୀ ସବୁ ପଙ୍ଗପାଳ ଦଳ ବାରମ୍ବାର ଓଡ଼ିଶା ଦୌଡ଼ୁଛନ୍ତି

  • @sanjaypradhan6626
    @sanjaypradhan6626 12 днів тому

    ଓଡିଶା ଜଗନ୍ନାଥ ରାଜ୍ୟ ରେ ଦ୍ୱାରପାଳ ନବୀନ ସରକାର 🙏🙏🙏

  • @satyamishra6576
    @satyamishra6576 15 днів тому

    ସତ ମାନିବାକୁ ଭାରି କଷ୍ଟ ଯେ BJD ତଳକୁ ଯାଉଛି l

  • @bipinamallik2803
    @bipinamallik2803 15 днів тому +1

    Jaya Jagannatha Jaya Modiji Odishare BJP Haribaboli Modiji Bikalahoi Odisha Basinku Vote Bhikhya Maguchanti

  • @bichitranandatripathy3007
    @bichitranandatripathy3007 15 днів тому

    Menta. Thik

  • @balajeepradhan9406
    @balajeepradhan9406 15 днів тому

    2024me fir modi bjp zindabad

  • @SureshgoutamPanda
    @SureshgoutamPanda 12 днів тому

    Haribe sir .sabu bele pratusruti dei kichi Kari nahanti .

  • @prakashsahu2223
    @prakashsahu2223 15 днів тому +3

    Bjp only 20

  • @user-fi3qg3qc3n
    @user-fi3qg3qc3n 15 днів тому

    Next Pm Rahul Gandhi
    Modi ji Naveen ji ଙ୍କୁ ହଟାନ୍ତୁ

  • @s.khurdha9371
    @s.khurdha9371 14 днів тому

    Bjp 33% ସିଟ୍ ମଧ୍ୟ ଦେଇ ନାହିଁ ମହିଳା ଙ୍କୁ

  • @chintamanidas3249
    @chintamanidas3249 15 днів тому

    Exactly 💯

  • @tusardas3006
    @tusardas3006 15 днів тому

    Vote for Congress jindabad. Odisha congress jindabad. BJP Modi hatao.

  • @user-ql9ei3hw3c
    @user-ql9ei3hw3c 15 днів тому

    Ethara kintu alaga

  • @chakrapanibhue5793
    @chakrapanibhue5793 15 днів тому +1

    Modi hatao Desh bachao

  • @prasantakumar1523
    @prasantakumar1523 14 днів тому

    ସତ କଥା କହିବାକୁ ଗଲେ ,ଓଡ଼ିଶା ବାସୀ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ମୋଦି ଆମ ଦେଶ ରେ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି । କିନ୍ତୁ ଓଡ଼ିଶାର ସଂସ୍କୃତି ଭାଷା ଚାଲି ଚଳନ ଆଦି ସମ୍ପର୍କରେ ସମ୍ପୂର୍ଣ ଅଜ୍ଞା । ଯେମିତି କହିଲେ ଜିଲ୍ଲାର ରାଜଧାନୀ , ଓଡ଼ିଶାର ଅସ୍ମିତା ଆଦି , ଯାହା ଅନୁମାନ କରାଯାଏ ମୋଦି ସମ୍ପୂର୍ଣ ଭାବେ ପାଗଳ ଭଳି ପ୍ରଳାପ କରୁଛନ୍ତି । ସମ୍ଭବ ଅନ୍ୟ ରାଜ୍ୟରେ MP ଆସନ ହ୍ରାସ ପାଉଛି । ଯାହା ଫଳରେ ଓଡ଼ିଶାରେ କଚାଡି ବାଡେଇ ହେଉଛନ୍ତି । କିନ୍ତୁ ରାଜ୍ୟ ବାସୀ ମଧ୍ୟ ଶେଷ ପାନ ଦେବା ପାଇଁ ପ୍ରସ୍ତୁତ । ଅପେକ୍ଷାରେ ଜୁନ ଚାରି ତାରିଖ ।

  • @saratchandranayak2512
    @saratchandranayak2512 15 днів тому +1

    Sk

  • @user-dp3gy1mn5u
    @user-dp3gy1mn5u 15 днів тому

    Most probably Mr.Prasant Pattnaik is not aware of ground reality.

  • @godgift4711
    @godgift4711 15 днів тому

    Jo dar Gaya Bo apne ghre Gaya...

  • @s.khurdha9371
    @s.khurdha9371 14 днів тому

    ସାରା ଦେଶରେ ମୋଦି ହାରୁଚି ତେଣୁ ସେ ବାର ବାର ଓଡ଼ିଶା ଆସୁଚି ଆଉ 2019 ରେ ଛତିଶ ଗଡ଼ ମଧ୍ୟପ୍ରଦେଶ ରାଜସ୍ଥାନ ମୁଖ୍ୟ ମନ୍ତ୍ରୀ ମଧ୍ୟ ଆସୁ ନାହାନ୍ତି (ପୂର୍ବତନ)

  • @subhransudalai8360
    @subhransudalai8360 15 днів тому

    Andhabhakat jilla district kan ki

  • @sudhirkumarsahu4705
    @sudhirkumarsahu4705 14 днів тому

    ତୁ ରାଜନିତୀ ଭାଷା ଜିଣିଛୁ ନି ନାହିଁ, ତୁ କାହାର ଚଷମା ପିନ୍ଧିଛୁ,

  • @pratapchandra1874
    @pratapchandra1874 15 днів тому

    Let's Once chance to BJP.
    Odisha people like Naveen Pattnaik but not pandian.

  • @deeptimayeemohanty9245
    @deeptimayeemohanty9245 14 днів тому

    🙏🙏🙏🙏🙏

  • @prasantapradhan7099
    @prasantapradhan7099 15 днів тому

    ଜୟ ବିଜେପି

  • @sankarsanpradhan20
    @sankarsanpradhan20 15 днів тому

    Oh It is a abjd channel !

  • @biswanathmohapatra3421
    @biswanathmohapatra3421 15 днів тому

    ସିଂହ କେବେ ଭୟ କରେନି, ଦୈବ ଶକ୍ତି କାମ କରୁଛି ତମେ ଜାଣିପାରିବନି

  • @pradeepbindhani6582
    @pradeepbindhani6582 15 днів тому

    ବିଜେପି❤ ବିଜେପି

  • @tejaswininayak2326
    @tejaswininayak2326 15 днів тому

    ଏ ନିଜେ ଗୋଟେ ବଡ ପବନା ଓ BJD ଟାଉଟର ଟାଏ

  • @SribatshaKumarNayakSribatsha
    @SribatshaKumarNayakSribatsha 15 днів тому

    PM nkara age heigalaani Language thick rahuni gaadi chhaadantu

  • @karunakarpusti618
    @karunakarpusti618 12 днів тому

    Suna bhai ,bhauni samaste suna kemiti thik katha kahile,so samaste misi vote deba sankha re.

  • @namefame66
    @namefame66 15 днів тому

    Bjd ର ଟଙ୍କା ଖାଇକି ମିଛ କଥା ସବୁ କାହିଁକି କହୁଚ ??
    Odisha କୋଉଥିରେ no 1 ଅଛି କୁହ

  • @ConfusedCardinal-gp3dr
    @ConfusedCardinal-gp3dr 15 днів тому

    Naveen babu nku modi nka direct attack BJP ku mahanga padiba

  • @santanumalik1269
    @santanumalik1269 15 днів тому

    Naveen Naveen Naveen Naveen Naveen Naveen Naveen...........

  • @urmilanayak1633
    @urmilanayak1633 6 днів тому

    Rahul Gandhi jindabad Jai Rahul Gandhi Vijay Rahul Gandhi

  • @bijayajena5413
    @bijayajena5413 15 днів тому

    ମୋଦି, ଶଳା ପରମ ମାଗିହା,

  • @chandrakantapanda5546
    @chandrakantapanda5546 15 днів тому

    Bjp ❤ ka sarkar only odisha re Modi sarkar Jay jagganath Jay shree ram

  • @bichitranandatripathy3007
    @bichitranandatripathy3007 15 днів тому +1

    Bjp

  • @bharatqlenka4949
    @bharatqlenka4949 15 днів тому

    E sambatika babu bJD loka ta au se kan kahibe.kete khai chha ho

  • @kalimallick2180
    @kalimallick2180 15 днів тому

    Odisha re BJP harile Nabina PM haba ki?

  • @santoshbarik146
    @santoshbarik146 12 днів тому

    Gujurat re jau breez bhangila tara ghotala karichhi Modi ji and Gautam Adani kete loka nka jibana gala abhisap padichhi modi ji upare

  • @golokbiharipradhan9175
    @golokbiharipradhan9175 15 днів тому

    All Journalists of odisha are requested please open your mouth for Jaganath land scam open of four doors

  • @adityaswain6513
    @adityaswain6513 15 днів тому

    Other. State. Re. BJP. DEFET SURE

  • @niranjanparida8112
    @niranjanparida8112 15 днів тому

    Naveen patnaik jindabad

  • @BikuBikramdas
    @BikuBikramdas 15 днів тому

    Utara adhikari balana.

  • @tapankumarmajhee3931
    @tapankumarmajhee3931 15 днів тому

    Apono tahele kon bhogban na sabu janichonti

  • @rituparnaayar7570
    @rituparnaayar7570 15 днів тому

    Sambadika babu apan kathak ah ile than go jauchanti pandianthu ketedakhinapaichanti

  • @ajaybadjena6799
    @ajaybadjena6799 15 днів тому

    , ଯମାରୁ ଭୟ ନାହଁ, ତୁ କେତେ ଟଙ୍କା ଖାଇଅଛୁ କି ତୁ ଗୋଟିଏ କୁକୁର,ଆରେ ପାଣ୍ଡିଆ ଠାରୁ କେତେ ଟଙ୍କା ନେଇଥିବା କଥା ସତ୍ୟ ନୁହେଁ କି , ଓଡ଼ିଶା ଵାସୀ ଙ୍କ ର ସତୃଅଟୁ ମିଛ କହନା,