Jibana Do Chhakire Ashara Alok Ep 335| Ghara Bhangidela para bhauja

Поділитися
Вставка
  • Опубліковано 14 гру 2024

КОМЕНТАРІ • 243

  • @rakeshjena22
    @rakeshjena22 8 місяців тому +5

    ଏ ସ୍ତ୍ରୀ ଲୋକ ମହା ବଦମାସୀ 😡

  • @durgaprasadhota
    @durgaprasadhota Рік тому +16

    ପୁରୁଷ କଥା ଶୁଣି ନାହାଁନ୍ତି ଖାଲି ଲେଡିସ କଥା ଶୁଣୁଛନ୍ତି।। ଏ ପୁର ଭୁଲ କଥା

  • @harishnayak8993
    @harishnayak8993 2 роки тому +76

    ଗୋଟେ ମାଆ ଯେତେ ବି ଅସୁବିଧା ଆସୁନା କାହିଁକି ତା ଛୁଆଙ୍କୁ କେବେବି ଛାଡ଼ିବନି, ସ୍ୱାମୀକୁ ଛାଡ଼ି ଦେବ ପଛେ ଛୁଆକୁ ଛାଡ଼ିବନି, ମାଆ ପଛେ ପାଗେଲି ହେଇଯିବ, ତାର ହାତ କଟି ଯିବ କି ଗୋଡ କଟି ଯିବ ଭିିକ ମାଗିକି ଛୁଆଙ୍କୁ ଜୀବନ ସାରା ପୋଷିବ ପଛେ ହେଲେ କେବେ ତା ଛୁଆଙ୍କୁ ଛାଡିକି କୁଆଡେ ଜୀବନୀ, ଯୋଉ ସ୍ତ୍ରୀ ଲୋକ ତାର ଛୁଆକୁ ଛାଡ଼ିକି ପଳାଏ ସେ କି ମାଆ, ଏ ସ୍ତ୍ରୀ ଲୋକ ତ ତା ଛୁଆଙ୍କୁ ଛାଡିକି ବାରମ୍ବାର ପଳଉଚି ଏ କି ମାଆ,ଏ ମାଆ ନୁହଁ ମା ଜାତି ପାଇଁ କଳଙ୍କ

  • @mrutyunjayanath3387
    @mrutyunjayanath3387 2 роки тому +24

    ତୁମେ କେମିତିକା ମାଁ ଯେ ପିଲାଙ୍କୁ ଛାଡି ବାପ ଘରକୁ ଚାଲି ଯାଉଥିଲ

    • @MenuDas
      @MenuDas Рік тому +1

      Sia bhalapaethelata sathepani

  • @deepuexpress
    @deepuexpress 2 роки тому +47

    ଏ ମାଇକିନା ହାରାମି ଶାଶୁ ନାହିଁ,ଶଶୁର ନାହିଁ, ନଣଦ ନାହିଁ, ଦିଆର ନାହିଁ, ପୁଣି ଚଳିବାରେ ଅସୁବିତା...ଏ ଆଉ ଗୋଟେ ଚାଁହୁଛି

  • @Rajesh222
    @Rajesh222 2 роки тому +25

    ଭାଉଜଙ୍କ ନଜର ଭାରି ଡେଜଁର ଜଣା ଯାଉଛି......

  • @prafullabarik7085
    @prafullabarik7085 2 роки тому +6

    ସ୍ତ୍ରୀ ବୋଲି ସବୁବେଳେ ସ୍ବାମୀ ଉପରେ ଗିଡି ଗିଡି‌ ହେବା ଠିକ୍ ନୁହେଁ ।

  • @biswanathsitha5142
    @biswanathsitha5142 Рік тому +2

    ଏ "ସୋ " ସେ ମହିଳାଙ୍କର ବେଶୀ ଭୂଲ୍ ଅଛି,, ଯଦ ସ୍ବାମୀ ପର ଘରେ ପଶୁ ଛି, ସେ ମହିଳା କାହିଁକି ବାରମ୍ବାର ସ୍ବାମୀକୁ ଛାଡି ବାପ ଘରକୁ ତାଲିଯାଏ ? ଆଉ ଯେତେବେଳେ ମହିଳା ବାପ ଘରକୁ ଯାଏ, ସେ ଠିକ୍ ରେ ଥାଏ ନା ଅନ୍ଯ ବାଟେ ଯାଏ, ଏଥିରେ ସ୍ବାମି ର ସନ୍ଦେହ ହବ ନା ନାହିଁ ।।।। ସେ ମହିଳା ର ତ କିଛି ପ୍ରେମ ର ଅଭାବ ନ ଥିଲା, ଯେ ହେତୁ ୩ଟା ପିଲା ହେଇଛି,,,, ପର ଉପରେ ଏତେ ସନ୍ଦେହ କାହିଁକି?????

  • @mstylishlybabu1896
    @mstylishlybabu1896 Рік тому +6

    ମାଇକିନିଆ ଟା ବଡ଼ ବଦ୍ମାସ୍ ଅଛି ଯାହା ଲାଗୁଛି!! ତିନି ଟା ପିଲା କୁ ଛାଡ଼ି ବାପା ଘରେ ରହି ଅଲଗା ଆଡେ ଖେଳ କରୁଛି ସ୍ବାମୀ ନା ରେ ମିଛ ଆରୋପ ଲଗାଉଛି!! ଆଉ ଏହି ବାଳ show ରେ ସବୁ ବେଳେ ଝିଅ କୁ support ଦିଆ ଯାଉଛି ପୁଅ ଙ୍କୁ ଚାପ ପକା ଯାଉଛି ଡରା ବି ଯାଉଛି!! Lady କାଉନସିଲର ମାନେ ବେଶି ଝିଅ ଙ୍କୁ support ଦେଉ ଛନ୍ତି!!

    • @jaysanatan6012
      @jaysanatan6012 7 місяців тому

      କାଉନସିଲର ମାନେ ଝିଅ କୁ suport କରୁଛନ୍ତି। E ମା ଭଲ ନୁହେଁ।

    • @P.niranjanPatro
      @P.niranjanPatro 4 місяці тому

      Right right 100% right

  • @shrikantkumar1819
    @shrikantkumar1819 Рік тому +14

    ଏ କାହାଣୀ ରୁ ମୁଁ ଯାହା ବୁଝିଲି...ସେ ଭାଉଜ କୁ ଡକା ଯାଉ ସୁକାନ୍ତ sir ଙ୍କ ସହିତ ବାହାଘର କରି ଦିଆ ଯାଉ.....ନା ରହିବ ଭାଉଜ...ନା ମୋ ଭାଇ ର ବଢିବ କରଜ

  • @ajitsethy6790
    @ajitsethy6790 2 роки тому +16

    ମୁ ବହୁତ ଏପିଷୋଡ଼ ଦେଖିଚି ପିଲାମାନେ ଯଦି ମା ପାଖରେ ରହିଲେ ଲେଡିସି ଜଜ ମାନେ ପୁରୁଷ ଉପରେ ଦୋଷ ନଦୀ ଦିଅନ୍ତି,ପିଲାମାନେ ଯଦି ବାପା ପାଖରେ ରହିଲେ ଏଠି ଜଜ ମାନେ କହୁଛନ୍ତି ବାପା ପାଖରେ ରହିଛିତ ଶେଥିପାଇଁ ବାପା ସପଟ ନେଉଛନ୍ତି

  • @sanatanmohapatra2148
    @sanatanmohapatra2148 Рік тому +5

    ମା,ର ୧୦୦ ଭାଗ ଭୂଲ୍।।

  • @ashishnaik6471
    @ashishnaik6471 2 роки тому +33

    ଉପକୂଳ ଓଡ଼ିଶାରେ କାହିଁକି ସ୍ତ୍ରୀ କୁ ପଶୁଭଳି ବ୍ୟବହାର କରାଯାଏ ଆମ ପଶ୍ଚିମ ଓଡ଼ିଶାରେ ସ୍ତ୍ରୀ କୁ Laxmi boli ଭାବୁ

    • @easyforexam9779
      @easyforexam9779 2 роки тому +10

      Murkha hele amiti heba, se upakula odisha hau,ki paschima odisha

    • @Rajesh222
      @Rajesh222 2 роки тому +14

      Don't Blame all eastern Odisha.i know what western girls doing in bhubaneswar , so don't judge a book by its cover bro.

    • @paniarabinda
      @paniarabinda 2 роки тому +4

      ପଶ୍ଚିମ ଓଡ଼ିଶା ରେ ପୂଜା କରନ୍ତି? କିଛି case asuni ପଶ୍ଚିମ ଓଡ଼ିଶା ରୁ?

    • @muktapanigrahi5054
      @muktapanigrahi5054 2 роки тому +4

      Paschim odisha re jhia mane sahuchhanti,pua mane 80/ parsent rakhyasa swabhabara

    • @muktapanigrahi5054
      @muktapanigrahi5054 2 роки тому +2

      Mu b paschim odisha ra sambalpur akhanda jilla ra

  • @deepuexpress
    @deepuexpress 2 роки тому +10

    ଡାହାଣୀ ଟେ ଏ ଭଲ ସେ ଦେଖ ସେ ସ୍ତ୍ରୀ ଲୋକକୁ

  • @RameshMohanty-p1f
    @RameshMohanty-p1f 3 місяці тому +1

    Very Good dicition.

  • @prabhakarsenapati1721
    @prabhakarsenapati1721 Рік тому +2

    ଘର ଭାଙ୍ଗିଲା ପର ଭାଉଜ ସମ୍ପୂର୍ଣ୍ଣ କଳ୍ପିତ ଦୋଷ ଯାହାକୁ ଭିତ୍ତି କରି ଜିଆ ଟା ନିଜ ଦୋଷ କୁ ଲୁଚାଇବାକୁ ଚେଷ୍ଟା କରେ। ଯିଏ ଛୁଆ ଚଡି ବର୍ଷା ବର୍ଷା ଧରି ବାପା ଘରେ ରହେ, ସେ କି ମାଆ। ଦ୍ଵିତୀୟରେ, ମାଡ଼ ତା ଦୋଷ ଦେଖା ଯାଉଚି। ହେଲେ ସ୍ତ୍ରୀ ର କଟୁ ବାକ୍ୟ କଣ କାଟେନି? ବାକ୍ୟ ବାଣ କଣ ମିଠା ଲାଗେ କି କାହାକୁ। ଏମାନେ ମାଡ଼ ହେଲେ ବି ସିଧା ହେବେନି।

    • @jyotirmayeemeher4103
      @jyotirmayeemeher4103 Рік тому

      Swami kana katu bakya kuheni swami kana stree ku badhila bhali kama kareni??Stree jadi semiti swami ku maribe katha ta badhila boli apana kana kahibe...Apananka stree apanaku marile kana kahibe...
      Swami stree ku nijara bhabile kebe hele hata utheibani...
      Jhagada heba galli kariba ee case alaga seita chua tu budha samaste karanti...hele hata utheiba bohut bada jinisa..
      Apana kouthi kama karuthile bhi sethi jhagada hei paribe hele hata utheile kathata bhayankara hei jiba....tahele kemiti hata utheikbaku justify karucha...
      Kana chahucha...katu bakya nakahiki swami ku mariki nija baktyaba rahiba katha

  • @subhashreecreation1978
    @subhashreecreation1978 Рік тому +2

    Maa ବିଲକୁଲ ଭଲ ନୂହେଁ, ନିଜେ ଯାହା ଅନ୍ୟ କୁ ସେଭଳି ଭାବୁଛି, ତା ଚାହାଣି କହୁଚି ଦୋଷ ପ୍ରବଳ

  • @jaysanatan6012
    @jaysanatan6012 7 місяців тому +1

    ସ୍ତ୍ରୀ ଭଲ ନୁହେଁ। ଛୁଆ କୁ ଛାଡି ମା ରହିପରିବନି ,ମା ଛୁଆ କୁ ଆଣି ପାଖରେ ରଖିବା କଥା, ମା ତାହା କରି ପାରିନାହିଁ।

  • @durgaprasadhota
    @durgaprasadhota Рік тому +3

    ପୁରା ଭୁଲ ହଉଚି ଶେ ସିତ୍ରି ଲୋକର

  • @jayhindi9876
    @jayhindi9876 Рік тому +2

    କେହି ନାହାନ୍ତି ସ୍ବାମୀ ସ୍ତ୍ରୀ ଦୁଇ ଜନ ପୁଣି କାହିଁକି ଭାଉଜ କଳି କରୁ ଚନ୍ତି

  • @bijayasahoo8066
    @bijayasahoo8066 2 роки тому +12

    ସ୍ତ୍ରୀ ଲୋକ ଟିର ବହୁତ ଭୁଲ

  • @rajureddy2130
    @rajureddy2130 2 роки тому +11

    ଯେଉଁ ମା ପିଲା ଙ୍କୁ ଛାଢି ମା ଘରେ ରହେ ତାଙ୍କ ଠୁ ପାପି କେହି ନାହାନ୍ତି । ଦୁନିଆରେ ଏମିତି ମା ଅଛନ୍ତି ପିଲାଙ୍କୁ ଛାଢି ରହିପାରିଵ ନାହିଁ । ଏହି ମା ଵାପା ଘରେ କି ? ଭଳି ରହୁଥିଲା ଦଶାଓ । ଗୋଟିଏ ମା ନିଜ ସ୍ବାମୀ ଙ୍କୁ ଛାଡି ଅନ୍ୟ ପ୍ରମିକ ସହ ପ୍ରେମ କରିଥିଲେ 3 ବର୍ଷ ପୁଅ ଦେଖିଵାରୁ ବେଈମାନ ମା ନିଜ ପୁଅକୁ ଜିଵନରେ ମାରିଦେଲା । 3 ବର୍ଷର ପୁଅ ଯେମିତି ହନ୍ତ ସନ୍ତ ହୋଇ ମରିଛି । ସେହି ମା ମୟ୍ୟ ହନ୍ତ ସାନ୍ତ ହୋଇ ମରିବ । ପୂର୍ବର କର୍ମର ଫଳ ନିଚ୍ୟୟ ମେଳିଵ ।
    ଜୟ ଜଗନ୍ନାଥ

  • @rameshmahalik4740
    @rameshmahalik4740 2 роки тому +11

    ସ୍ତୀ ଲୋକଟାର ଭୁଲଟା ଦେଖନା,ପୁରୁଷ ସହିତ ଏ ମିତି କହୁଛ

  • @sajookhan6160
    @sajookhan6160 2 роки тому +6

    This episode one side support

  • @digitalpipul
    @digitalpipul Рік тому +5

    ପୁଅର କୌଣସି ଭୁଲ ନାହିଁ. 6 ମାସର ପିଲାକୁ ଛାଡି ଯିବ ପୁଣି ସ୍ଵାମୀ ର ରୋଜଗାର ଖୋଜିବ, ବାପ ଘରେ ରହି ତ ବାହା ହେଉଥିଲା କଣ ପାଇଁ, ବାପ ଘରେ ବିବାହ ପୂର୍ବରୁ ଅନ୍ୟ ସମ୍ପର୍କ ଥିଲା ନଚେତ୍ ତା ମା ର କୁ ପ୍ରଭାବ..... ଝିଅ ର ଭୁଲ.....

  • @mrp.kcolourful1359
    @mrp.kcolourful1359 Рік тому +2

    ମିଠା ଆଉ ଫୁଲମାଳ କଣ ହେଲା 😢😢😢😢

  • @tulusamantaray2806
    @tulusamantaray2806 Рік тому +2

    ଏ କାହାଣୀ ର ଖଳନାୟକ ତା ହେଲେ ଭାଉଜ

  • @KailasachandraMahapatra
    @KailasachandraMahapatra 2 місяці тому

    ଜଜ୍ ମାନେ ଏକ ତରଫା ବିଚାର କରୁଛନ୍ତି,

  • @deepuexpress
    @deepuexpress 2 роки тому +7

    ଏ ଟୋକା ର ଵି ପର ମିକିନା ମିଠା ଲାଗୁଚି

  • @PradeepKumarPandaEconomist
    @PradeepKumarPandaEconomist 2 роки тому +29

    Best show ever. My favorite show. Salute team for excellent effort. Please continue the show forever. Top class

  • @satyanandasahoo240
    @satyanandasahoo240 2 роки тому +5

    ଏଇ ପିଲା ହାରାମି

  • @prabhakarsenapati1721
    @prabhakarsenapati1721 Рік тому +1

    ଯେତେବେଳେ ଝିଅ ଭାଷା ପ୍ରୟୋଗ କରୁଛି, ମାଡ଼ ମାରିବା ଛଡ଼ା ଆଉ କିଛି ନୁହେଁ। ଅଲଗା ହେବା ଟା ଠିକ୍ ହେବ।

    • @jyotirmayeemeher4103
      @jyotirmayeemeher4103 Рік тому

      Bhauja sahita kharap samparka rahile bhasa prayog karibani toh kana kariba??
      Se jhua bhul kala swami ku katu katha na kahi badeiki sidha karibara thila

  • @sibanikhuntia5455
    @sibanikhuntia5455 2 роки тому +2

    So sweet episode

  • @sarojkumarbehera4509
    @sarojkumarbehera4509 Рік тому +3

    ଏ ଜଷ୍ଟିସ ଠିକ୍ ଲାଗୁନି ସ୍ତ୍ରୀ କୁ ସପୋର୍ଟ କରୁଛନ୍ତି

  • @mochashamohasa6398
    @mochashamohasa6398 Рік тому

    Good bless you Jay jagannath

  • @ରୋମୀଓ
    @ରୋମୀଓ 2 роки тому +7

    ଭାଈ ଜେତେ ଜାହା ହେଲେଭି ଘର ର ମାଈକୀନା ହୋଉଛି ମା ମହା ଲଖିମୀ ସେଥୀପାଈ ମାଈକୀନା ଉପରକୁ ହାତ ଉଠେଈବା କଥା ନୂହ ମୋ ମତରେ

    • @dkmgagu6973
      @dkmgagu6973 Рік тому

      Tik katha sir

    • @prabhakarsenapati1721
      @prabhakarsenapati1721 Рік тому

      ହାତ ଉଠେଇ ଭଲ କରିଛି। ସେମିତି ସ୍ତ୍ରୀ ଙ୍କ ପାଇ ଘରେ ଜାଗା ନାହିଁ।

  • @bishnumohannath1309
    @bishnumohannath1309 2 роки тому +2

    Good luck sir

  • @odiamovi3319
    @odiamovi3319 2 роки тому +12

    Miss you mihir sirn😭😭😭😭🙏🏾🙏🏾

  • @deepuexpress
    @deepuexpress 2 роки тому +7

    ମାଇକିନା କୁ ଚିହିଁବା କଷ୍ଟ

  • @SibasankarBehera-b9f
    @SibasankarBehera-b9f 2 місяці тому

    ଏ ସାର୍ ମାନେ B ଵୋକାଛୋଦା

  • @proudhinduodia
    @proudhinduodia Рік тому

    ଏ ମାଇକିନା ପୁରା ସାଧୁ ଆଉ ଘଇତା ପୁରା ଧର୍ମାତ୍ମା

  • @prabhakarsenapati1721
    @prabhakarsenapati1721 Рік тому

    Domestic violence katha କହୁଛନ୍ତି। ଭାଷା ପ୍ରୟୋଗ କଲେ କିଏ ଦୋଷୀ ହେବ। ଭାଉଜ issue ଟା ଆଖିକୁ ଠାର। ସତ୍ୟ ସତ୍ୟ ନୁହେ। ଝିଅ ଟ୍ରୁ କରୁଛି issue srushti ହେଉଚି

  • @smrutirekhajena9359
    @smrutirekhajena9359 2 роки тому +1

    Kemiti anouchi ta stri ku ragiki

  • @harischandramajhi944
    @harischandramajhi944 Рік тому

    Thank u Sukant sir

  • @rabinarayandash6716
    @rabinarayandash6716 3 місяці тому

    Bapa ghrakukanhijauthila

  • @SibasankarBehera-b9f
    @SibasankarBehera-b9f 2 місяці тому

    ଵେଦେଇ ମାଇକିନା

  • @chaitanyabehera9237
    @chaitanyabehera9237 Рік тому

    How to attend asara Alok chanel for solve family problem?

  • @dkmgagu6973
    @dkmgagu6973 Рік тому +1

    No saikoloji ea madam support karu6nti

  • @rbikashkumar5509
    @rbikashkumar5509 2 роки тому +1

    Pilamane maa nka pakhare ruhanti sunithili but athi amiti maa jane jie nija Pila mananku durei rakhuchi..
    Hey bhagwan family ku puni purba bhali sukha santi re ruhantu atiki krupa kara..Jay jagannath 🙏

  • @ajitsethy6790
    @ajitsethy6790 2 роки тому +1

    One side suport

  • @Banshidhar.Swain199
    @Banshidhar.Swain199 Рік тому

    ଏ ସ୍ତ୍ରୀ ଲୋକ ର ପ୍ରବଳ ଦୋଷ ଅଛି।

  • @anirudha9353
    @anirudha9353 Місяць тому

    Kete Sundar chehera. Re Sundar Guna bhri tahichi...

  • @rathanakarsahoo7998
    @rathanakarsahoo7998 Рік тому +1

    Many many thanks to video graphene. It is very ashamed for her them,this virat Video saw all ODISHA & all India.

  • @Lulujena-xt1if
    @Lulujena-xt1if Рік тому

    Final

  • @mahendramurmu8655
    @mahendramurmu8655 Рік тому +1

    Oh no!!!!!

  • @anirudha9353
    @anirudha9353 Місяць тому

    Sri dui jankar Guna kharap...😊😊😊

  • @surajbhoi6289
    @surajbhoi6289 Рік тому

    Madam stree ra sampurna bhul,pilaa pai taa darad nahi

  • @bhabendrabeherababubehera4543

    Nice

  • @odiajhiarasmi46
    @odiajhiarasmi46 2 роки тому

    Ashara Alok ra joga joga kemiti kariba

  • @pintumahanty2656
    @pintumahanty2656 Рік тому

    ସବୁ ମାଇକିନା ର ଭୁଲ୍ ଖରାପ ଅଛି

  • @biswanathroul1200
    @biswanathroul1200 Рік тому

    Sir sandehi mananku bujhai ba bada kasta mu sir Bhauja mananka sathi re bhat khauchhi tankari panata re muha pochhe pakhare base kintu mo stree sandeh karanti nahi karana Bhauja ghara ku Prathame asichhanti hata re khoi chhanti Abe kana tanku bhuli heba se para maa bada bahuni sabu role re achhanti

  • @sauravmohanta1326
    @sauravmohanta1326 2 роки тому +4

    Bhauja Prema mitha 😀

  • @mrutyunjayanath3387
    @mrutyunjayanath3387 2 роки тому +6

    ଏ ପୁଅର ଭୁଲ୍ ଅଛି ଝିଅର ବି ଭୁଲ୍ ଅଛି ଦି ଜଣ ଜାକ ମିଛ କହୁଛନ୍ତି

    • @MenuDas
      @MenuDas Рік тому

      Apanankara anuman puratek m.m
      L

    • @MenuDas
      @MenuDas Рік тому

      Thek

    • @MenuDas
      @MenuDas Рік тому

      Kemiti kuha m.m

  • @rosnisahoo7693
    @rosnisahoo7693 Рік тому

    Jauta madam kahile thik katha gote bapa chhuanku nijara vabidianti hele Janna deithiba sei chhua ra maa ku ijat diantini

  • @chitrasenasamal1116
    @chitrasenasamal1116 2 роки тому +7

    sukant babu one side kathaa kahuchhanti..jhia ra bhul bahut achhi..sabu misiki puatiku dabaibaku chesta karuchhanti.....bhul pura bhul

  • @santoshkbisoyee6679
    @santoshkbisoyee6679 2 роки тому +1

    Jhea ra adhika bhul Achi it's really?

  • @royalsantoshvg
    @royalsantoshvg Рік тому

    Balugan Banpur ki

  • @agninews-mu3bp
    @agninews-mu3bp Рік тому

  • @ajitbrahma343
    @ajitbrahma343 Рік тому

    ଆଉ ଜଣେ କିଏ ଜାଣେ ମାଇପ ରଖିଛି

  • @Barsha-pani31
    @Barsha-pani31 9 місяців тому

    Stree Kemit anauchi kanei kanei 😅😅😅

  • @jhilisahu4136
    @jhilisahu4136 2 роки тому +3

    Miss you mihir bhai

  • @pravasmohanty7206
    @pravasmohanty7206 Рік тому

    Bapa pakharu pila setiki bhala paiba paichanti

  • @starksuman
    @starksuman Рік тому

    bhagaban namilu pache emiti na milu.

  • @smitadas8224
    @smitadas8224 Рік тому

    3 years pare pila mananka katha Mane ppsdila 🤔

  • @odiatokaJaga
    @odiatokaJaga Рік тому

    Sir more gote coaching
    Jadi gote maa 6 masara chhua ku chhadi ghara pala a tahale sia maa habara jogiya nuhe
    Jadibi jhagada hela 6 masara chhua ku ta neiki Jai pari thanta naa 😡😡

  • @anantabehera3370
    @anantabehera3370 2 роки тому +3

    Pua ati prabala ragi so look

  • @livingmantraabyprakash694
    @livingmantraabyprakash694 Рік тому

    Apana mane one sided decission sabubele nianti...stri loka for re....ethi jadi stri barambara Swami ku chhadiki jiba tahele Swami Anya stri rakhile kichhi bhul nai

  • @odishagallery8973
    @odishagallery8973 Рік тому +2

    Bhauja nka kouthi lafda chalichi, ta chahani ku dekha

  • @PromiseAKD
    @PromiseAKD Рік тому

    Sir a jhio sabu micha kahuchi
    A jhio bahut khiladi

  • @crzrakesh5174
    @crzrakesh5174 Рік тому

    je parjyanta tanka daba se jaen bhala paisa khatam bhala paiba khatam 😭

  • @lingarajkumarrajhans2919
    @lingarajkumarrajhans2919 10 місяців тому

    A judge ra supprtng nature rahuchhi.jetebele pila kahila je chua school gala pare se gharu bahariki.tanka gharaku bahari jaye.kintu tanka ghare pahanchiba rati 8tare.kain se Katha descus kaleni.khali sabu pila ra bhul nuha.

  • @prabhakarsenapati1721
    @prabhakarsenapati1721 Рік тому

    ଏଇଟା ମାଡ଼ ଖିଆ ଝିଅ

  • @rajanikantaswain6367
    @rajanikantaswain6367 2 роки тому +4

    IN this case namrata man role is very partiality

  • @sajookhan6160
    @sajookhan6160 2 роки тому +2

    Jete bhi kasta hau maa ku .hele pila mannku chadi jiba uchit nuha mo matare

    • @shonali3313
      @shonali3313 Рік тому

      Aou kn mariba mada khai tm baba ki tm ghre semty kn kebe dekhina j swami stree ku kemty maranty🤣😂 ea vl jhia ta boli ghrku paleila jadi ta jagare aou kou jhia thanta mada khaila pare ragiki bisa dei marideiki jail jaithanta

  • @pandarakesh7382
    @pandarakesh7382 2 роки тому +3

    Emiti maa maa nuhe.

  • @AkshayaDalei-p2s
    @AkshayaDalei-p2s Місяць тому

    ଶଳାକୁମାଡଦରକାର

  • @rajanikantaswain6367
    @rajanikantaswain6367 2 роки тому +9

    A stree loka gote harami and selfish

  • @prabhakarsenapati1721
    @prabhakarsenapati1721 Рік тому

    ଏଇଠି ଝିଅ ର ପ୍ରବଳ ଦୋଷ

  • @ramakantajena8831
    @ramakantajena8831 Рік тому

    Sa bhauja au kouthi rakhi cha nti

  • @bishnuprasadkumbhar4016
    @bishnuprasadkumbhar4016 Рік тому

    କଣ ସ୍ତ୍ରୀ ମାରିଲେ ଭଲ

  • @livedforother
    @livedforother Рік тому

    Stree loka jane gala loka nunhe

  • @surendrabariha7863
    @surendrabariha7863 Рік тому

    pila bad hebaru abe ghar manepaduchhi a kemiti

  • @aratipanda9221
    @aratipanda9221 Рік тому

    Sata.baharkar

  • @prasantpradhan7520
    @prasantpradhan7520 2 роки тому +1

    Bhauja ra dosa prabala re narana

  • @tusharlenka213
    @tusharlenka213 2 роки тому +1

    Tame sabu

  • @BuluPradhan-ou3lk
    @BuluPradhan-ou3lk 11 місяців тому

    Brother rati

  • @satyadurga1267
    @satyadurga1267 2 роки тому

    Jayjagannathsaha🙏🙏🙏

  • @arukpatra7232
    @arukpatra7232 Рік тому

    Bapa ta kartabya karichi

  • @santoshlenka134
    @santoshlenka134 Рік тому

    Toka pakha ki jai

  • @anitanath9509
    @anitanath9509 11 місяців тому

    Sukanta bhai and mihir Das perfect but abe recently jea karuchanti ate khas nuha