Kou Mase Kou Paraba ll ବାରମାସେ ତେର ପରବ ଯାତରା ଆମେତ ଓଡ଼ିଆ ଜାତି ll ପୁଣି ଫେରିଲେ ପୁରୁଣା ଯୋଡି ll🙏🙏

Поділитися
Вставка
  • Опубліковано 8 лют 2025
  • #Koumasekouparabapadai #Baramaseteraparaba #Jatarasunuthamanadei #
    #Koumasekouparabapadai #Ametaodiajati #Asadhasrabana #Bhadrabaaswina #Kartikamargasira #Pausamagha #Phalgunachatra #Pragnyashreenewsong #Sricharana&Pragnyashreebests
    ong #Ajanatuninkarajamauja #Saipragnyacreationallsongs #Kyalendraaudarakarananhin #Agitakutikiesuna • Video
    • Dukha Hari Sukha Deulo...
    • Dukha Hari Sukha Deulo...
    • janmastami katha kahuc...
    • Aji Para Rakhi Punein ...
    • Video • Aji Para Rakhi Punein ...
    • Jaya Jaya Maa Mangala ...
    🎵Song : Koumase Kou Paraba Padai Sunutha Manadei
    🎵Singer : Sricharana Mahanty&Pragnyashree Nayak
    🎵Lyrics : Himansu Bhusan Mahanty
    • Jaya Jaya Radharani Go... • Keunthu Asile Ganesh l...
    🎵Music : Priyadarshini Nayak
    🎵Editor : Sudhansu Sekhara Rout
    🎵Producer : G. P Nayak
    🎵Copyright's by Sai pragnya creation UA-cam channel 🙏
    🙏ପବିତ୍ର ରାକ୍ଷୀ ପୁର୍ଣିମା ଓ ବଳଭଦ୍ରଙ୍କ ଜନ୍ମଦିନ ଉପଲକ୍ଷେ Saipragnya creation ଆପଣ ମାନଙ୍କୁ ଶୁଭେଚ୍ଛା ଜଣାଉଛି ll ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛୁ ଆପଣ ମାନଙ୍କର ଆଜି ଦିନଟି ଖୁବ ଧୁମଧାମ ରେ କଟୁ 🙏🙏
    ଆପଣଙ୍କ ପ୍ରିୟ ଅଜା ନାତୁଣୀଙ୍କ ଯୋଡି ବହୁତ ଦିନ ପରେ ନୂଆ ରୂପରେ ଆସିଛନ୍ତି ଦେଖୀବାକୁ ଜମାରୁ miss କରିବେନି ll ଆପଣଙ୍କର ବହୁତ ସୁବିଧାରେ ମନେରହିବା ପାଇଁ ""କେଉଁ ମାସରେ କେଉଁ ପର୍ବ""
    ""ବୈଶାଖ ମାସ ରୁ ଆରମ୍ଭ କରି ଚୈତ୍ର '''' ମାସ ପର୍ଯ୍ୟନ୍ତ ଯେତେ ଓଡ଼ିଆ ମାନଙ୍କର ପର୍ବ ରହିଛି ସେ ବିଷୟରେ ଅତି ସୁନ୍ଦର ଭାବରେ ଏବଂ ସ୍ୱଳ୍ପ ସମୟରେ ଗୀତମାଧ୍ୟମରେ ବର୍ଣ୍ଣନା କରିଛନ୍ତି "Lyricist : ହିମାଂଶୁ ଭୂଷଣ ମହାନ୍ତି
    ଏବଂ ଅତି ସୁନ୍ଦର ଭାବରେ ଗାଇଛନ୍ତି ଆପଣଙ୍କ ପ୍ରିୟ
    Singer : ଶ୍ରୀଚରଣ ମହାନ୍ତି ଏବଂ ପ୍ରଜ୍ଞ୍ୟାଶ୍ରୀ ନାୟକ ll ଗୀତଟି ବହୁତ ସୁନ୍ଦର ହୋଇଛି ଏହି ଗୀତଟିକୁ ଦେଖିଲେ ଆଉ କ୍ୟାଲେଣ୍ଡର ଦେଖିବାକୁ ପଡ଼ିବନି ll ଆଶା କରୁଛୁ ଏଇ ଗୀତଟିକୁ ବହୁତ ମାତ୍ରାରେ ଭଲ ପାଇବା ଦେବେ ଏବଂ ବହୁତ ମାତ୍ରାରେ LIKE SHARE
    and SUBSCRIB କରିଦେବେ ll 🙏🙏ygXm
    Thanks You For Your Love And Support.

КОМЕНТАРІ • 60

  • @jugalsethi1455
    @jugalsethi1455 4 місяці тому +9

    ସୁନ୍ଦର ଉପସ୍ଥାପନା ସୁଲଳିତ ସ୍ବର ।
    ସମସ୍ତ ଓଡିଆ ଭାଇ ଭଉଣୀମାନଙ୍କୁ
    ଅନୁରୋଧ ଆମର ପରମ୍ପରା ଭୂଲି
    ନ ଯାଆନ୍ତୁ ।
    ଜୟ ଜଗନ୍ନାଥ । ଜୟ ଜଗନ୍ନାଥ ।

  • @bhagirathipradhan8647
    @bhagirathipradhan8647 3 місяці тому +5

    ବହୁତ ପର୍ବପର୍ବାଣୀ ମନ ପକାଇ ଦେଲେ ସାର❤❤❤❤❤❤❤❤❤❤❤❤❤❤❤❤

  • @premanandabehera7984
    @premanandabehera7984 Місяць тому +1

    👌👌👌🙏🙏🙏.

  • @KaluCharan-e2m
    @KaluCharan-e2m 2 місяці тому +1

    Bohutosudor gito monochua❤❤❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉

  • @dharanimohanty9965
    @dharanimohanty9965 3 місяці тому +8

    ଚରଣ ବାବୁ ଭଲ ହୋଇଛି କିନ୍ତୁ ଅକ୍ଷୟ ତୃତୀୟା ରେ ଅଖିମୁଠି ଅନୁକୂଳ ଓଡିଶା ର ଗର୍ବ ଏହାକୁ
    ଛାଡି ଦେଲେ ତରକାରୀରେ ସବୁ ମସଲା ଠିକ ଥିଲେ କିନ୍ତୁ ଲୁଣ ନଥିଲେ ଯାହା ସେମିତି ଲାଗିଲା

  • @ManiTaral-k4l
    @ManiTaral-k4l Місяць тому +1

    ❤❤❤❤❤🙏🙏

  • @RatnakarParida-my4mu
    @RatnakarParida-my4mu Місяць тому +1

    ଶ୍ରୀ ଚରଣ ବାବୁ ସୁନ୍ଦର ଉପସ୍ଥାପନା ପାଇଁ ଅଶେଷ ଅଶେଷ ଧନ୍ୟବାଦ୍। ଜୟ ଜଗନ୍ନାଥ ❤❤❤

  • @sasmitasahoosasmitasahoo8970
    @sasmitasahoosasmitasahoo8970 4 місяці тому +2

    Jay jagannath .❤
    Jay jagannath .❤
    Jay jagannath .❤
    Jay jagannath.❤

  • @bijaypatra9105
    @bijaypatra9105 5 місяців тому +30

    ବହୁତ ବଢିଆ ହୋଇଛି ଗୀତଟା ଜୟ ଜଗନ୍ନାଥ 🙏ଜୟ ଓଡିଶା ବାସି 🙏

  • @prafullapaikaray8793
    @prafullapaikaray8793 3 місяці тому +4

    ଅତି ମନୋମୁଗ୍ଧକର ଗୀତ ଧନ୍ୟବାଦ

  • @JituKumar-gh5cg
    @JituKumar-gh5cg Місяць тому

    Bahuta bhala

  • @KusumaMoharana-v9f
    @KusumaMoharana-v9f Місяць тому

    Super duper

  • @pradeepsethi5568
    @pradeepsethi5568 Місяць тому

    ଆମେ ଓଡ଼ିଆ ଭାରି ବଢିଆ ❤

  • @sumantkusahoo7061
    @sumantkusahoo7061 Місяць тому

    Super

  • @SundarMohanMajhi-m8b
    @SundarMohanMajhi-m8b 5 місяців тому +102

    ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସବୁ ଭାଇଭଉଣୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏 ଜୟ 🧿❕🧿 ଜଗନ୍ନାଥ

  • @asishsahu9398
    @asishsahu9398 3 місяці тому

    ବଢିଆ ହେଇଚି

  • @sushreeshibanee8010
    @sushreeshibanee8010 4 місяці тому +1

    ଅତି ସୁନ୍ଦର... ଭାରି ବଢିଆ...

  • @KashinathPanda-y8k
    @KashinathPanda-y8k 2 місяці тому +1

    Khub sundar Sanjana Eibhali nuanua Gita odissaku vetiver deuthantu. Asirbad deli

  • @manswinisahu1676
    @manswinisahu1676 2 місяці тому

    Ati sunder,

  • @suryasadhika4157
    @suryasadhika4157 3 місяці тому +1

    ଜଷ୍ଠ ମାସରେ ଦେବସ୍ନାନ ପୂର୍ଣ୍ଣିମା ଛାଡିଦେଲା ।

  • @trilochannayak4229
    @trilochannayak4229 5 місяців тому +3

    Odisha sankruti sabuthu niara❤

  • @AkadasimakhiAks
    @AkadasimakhiAks 5 місяців тому +2

    Nice❤❤ video 🤗🤗

  • @Mast.AbinashPaital
    @Mast.AbinashPaital 5 місяців тому +1

    God bless you 😊😊😊🎉🎉

  • @manswinisahu1676
    @manswinisahu1676 2 місяці тому

    🙏🙏🙏

  • @manojkumarsahu6227
    @manojkumarsahu6227 5 місяців тому +2

    So, nice❤

  • @trilochannayak4229
    @trilochannayak4229 5 місяців тому +10

    Jay Jagannath🙏✨baramasare tera parba odisha re palana hue...❤

  • @ramakantasahoo4412
    @ramakantasahoo4412 4 місяці тому

    Useful for all.

  • @pramilapatro8068
    @pramilapatro8068 5 місяців тому +2

    😊😊

  • @PareshchMohanta-q6j
    @PareshchMohanta-q6j 4 місяці тому

    Verygood

  • @AkshayBhnjara
    @AkshayBhnjara 5 місяців тому +3

    🙏🙏🙏🙏

  • @DamarudharKissan
    @DamarudharKissan 3 місяці тому

    🇮🇳🇮🇳🇮🇳

  • @sasmitaswain8190
    @sasmitaswain8190 5 місяців тому +3

    Bhai gitati Bahamas Sundar hoichi kentu vadraba masare sathi OSA katha kahilanahi

  • @SurprisedBackpacker-sd6lg
    @SurprisedBackpacker-sd6lg 5 місяців тому +3

    Jay Sri Ram

  • @sarojkumarrout3560
    @sarojkumarrout3560 5 місяців тому +4

    Jay Jagannath 🙏🙏

  • @sureshpradhan5947
    @sureshpradhan5947 5 місяців тому +1

    ଜୟ ଜଗନ୍ନାଥ 🌼🌺🌹🪔🙏🙏🙏
    ଅତି ସୁନ୍ଦର ଭାବରେ ସ୍ୱର,ବାର ମାସର ତେର ପର୍ବ ପାଳନ ଗୀତ ଟି ଉତ୍ତମ 🙏🙏🙏

  • @souravbehera694
    @souravbehera694 Місяць тому

    ଭାଗବତ ଜନ୍ମ ଉତ୍ସବ ଓଷା ନାହିଁ ଏହିଥିରେ

  • @SarswatiPenthoi
    @SarswatiPenthoi 3 місяці тому

    😋😋

  • @ashokdas1767
    @ashokdas1767 5 місяців тому

    Jai jagannath

  • @GaurangPradhan-bl7nm
    @GaurangPradhan-bl7nm 4 місяці тому +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ଜୟ ଜଗନ୍ନାଥ

  • @RahulBariha-f8c
    @RahulBariha-f8c 5 місяців тому

    🙏👌🙏👌

  • @Haraprasad4100
    @Haraprasad4100 3 місяці тому

    #didi sontosi maa nka kahani puran diantu

  • @myteachingmaterial5316
    @myteachingmaterial5316 4 місяці тому

    Bahut sundar hoichhi hele chitau pitha ti mati palama re bahut badhia hua au seita madhya ama sanskruti ra cihna sei video ta add hoithile ahuri bhala hoithanta

  • @hapuniswain3394
    @hapuniswain3394 5 місяців тому +2

    Mo odisha suna ra odisha

  • @SimaSahu-l4p
    @SimaSahu-l4p Місяць тому

    😊lp😊😅

  • @sanjuktapardhan3161
    @sanjuktapardhan3161 5 місяців тому

    Sasti Puja bhadrab masare pade

  • @JitendraPatra-t4q
    @JitendraPatra-t4q 4 місяці тому +1

    Jhia singar helani

  • @balramPujari-sf2yt
    @balramPujari-sf2yt 5 місяців тому +3

    😂😂😂😂

  • @Mast.AbinashPaital
    @Mast.AbinashPaital 5 місяців тому +1

    1 %5