ମହାପ୍ରଭୁ ଶ୍ରୀଜଗନ୍ନାଥ କାହିଁକି ଖାଆନ୍ତି ପଖାଳ ? Jay Jagannath | Pakhala | Bidia Pana | Dr Sarat Mohanty

Поділитися
Вставка
  • Опубліковано 30 вер 2024
  • #JaiJagannatha #PakhalaDibasa #BidiaPana #SpiritualKnowledgeOdia
    Please Like, Share & Subscribe to "Spiritual Knowledge Odia" Channel🙏🙏🙏
    ✽ ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ Like ଓ Share କରିବା ସହ ଆମ Channel 'Spiritual Knowledge Odia'କୁ Subscribe କରନ୍ତୁ ।
    / spiritualknowledgeodia
    ©Spiritual Knowledge Odia
    WARNING
    This content is Copyright to Spiritual Knowledge Odia. Any unauthorized re-upload is
    strictly prohibited. Legal action will be taken against those who violate the copyright!!!
    #PakhalaBhoga
    #PakhalaDibasa
    #SixtypePakhala
    #Pakhala
    #OdiaDish
    #DahiPakhala
    #PakhalaDivas
    #OdiaPakhalaThali
    #WaterRiceThali
    #Dahipakhal
    #Mahaprasad
    #Purimandirmahaprasad
    #Chhapanbhog
    #Jagannathmandirmahaprasad
    #PakhalaDibasa
    #BidiaPana
    #TamulaSeva
    #BidiyaPaan
    #GajamotiPanaKatha
    #GajamotiPana
    #GajamotiChunaPana
    #PaanaBidiaa
    #Shreemandira
    #LordJagannatha
    #ShreeMandira
    #LordJagannathIdol
    #Jagannathdham
    #Odisha
    #LordJagannathPuri
    #Jagannathmandir
    #Temple
    #HinduTemple
    #Jayjagannath
    #Puri
    #JagannathTemple
    #OdiaCulture
    #JaiJagannatha
    #OdishaParba
    #shreemandira
    #JayJagannath
    #SinghaDwara
    #SpiritualKnowledgeOdia
    #SriJagannathTemple
    #JayJagannath
    #SrimandirPuri
    #LordJagannath
    #ShriJagannatha
    #Puri
    #Odisha
    #Religious
    #Religion
    #Odiaculture
    #JagannathTemple
    #Mahaprabhu
    #Jaijagannath
    #Jayjagannath
    #spiritual
    #Adhyatmikagyan
    #LordJagannath
    #Dr.SaratChandraMohanty
    #SaratMohanty
    #SaratChandraMohanty
    #OdiaUA-camr
    #Vlog
    Pakhala Bhoga Of Lord Jagannath In Puri
    Servitor On Pakhala Bhoga
    Lord Jagannath In Puri
    Pakhala Dibasa
    Six type of Pakhala
    Puri Jagannath Temple
    Know About 'Pakhala'
    The Most Loved Odia Dish
    Special Ritual Of Dahi Pakhala At Lord Jagannath Temple
    Servitor On Pakhala Bhoga Of Lord Jagannath In Puri
    Types of Pakhala offered in Jagannath Temple Puri
    Favourite Food 'Pakhala'
    Pakhala Divas
    Six type of Pakhala offered in Puri Jagannath Temple
    Mahaprasada Bhog Recipes
    Different type of Pakhala is offered to Lord Jagannath in Puri Temple
    Six type of Pakhala
    Sana Oli Pakhala
    Odia Pakhala Thali
    Water Rice Thali
    Pakhala is a soul food in odisha
    Bargarh Dhanu Yatra Kansa Speaks On Pakhala On Occasion Of Pakhala Diwas
    ମହାପ୍ରଭୁ କେତେବେଳେ ଖାଆନ୍ତି ପଖାଳ ?
    ପଖାଳଦିବସ ଉପଲକ୍ଷେ କାଳିଆ ପାଖରେ ଲାଗି ହେଉଥିବା ପଖାଳ
    ପଖାଳ ଦିବସ
    ଛୁଙ୍କ ଦହି ପଖାଳ ଥାଳି
    ବିଶ୍ଵ ପଖାଳ ଦିବସ
    ମହାପ୍ରଭୁ କେତେବେଳେ ଖାଆନ୍ତି ପଖାଳ ?
    #ପଖାଳଦିବସ
    #ଜଗନ୍ନାଥଙ୍କ ପଖାଳ ଖିଆ
    ଜଗନ୍ନାଥଙ୍କ ପାଖରେ ୫ଟି ପଖାଳ ଲାଗି କରାଯାଏ ?
    ଚିପୁଡ଼ା ପଖାଳ
    ଟଭା ପଖାଳ
    ସୁବାସିତ ପଖାଳ
    ଦହି ପଖାଳ
    ଘିଅ ପଖାଳ
    ବିଶ୍ଵ ପଖାଳ ଦିବସ
    #ଶ୍ରୀଜଗନ୍ନାଥ
    #ପଖାଳଭୋଗ
    #ଚିପୁଡ଼ାପଖାଳ
    #ଟଭାପଖାଳ
    #ସୁବାସିତପଖାଳ
    #ଦହିପଖାଳ
    #ଘିଅପଖାଳ
    #ଶ୍ରୀମନ୍ଦିର
    Special Story On Pakhala Divas 2023
    Pakhala Divas
    CM Naveen Patnaik Relishes Pakhala In Viral Video,
    Pakhala Dibasa
    ଆତ୍ମା ଶାନ୍ତି ହେଲାଭଳି ସମସ୍ତଙ୍କ ପ୍ରିୟ ପଖାଳ ଥାଳି
    Pakhala Thali
    Pakhala Thali Recipe In Odia
    ପଖାଳ ଦିବସ ଉପଲକ୍ଷେ " ଛୁଙ୍କ ଦହି ପଖାଳ ଥାଳି "
    Odia Pakhala Thali
    Water Rice Thali
    ପଖାଳ ଦିବସ
    କାଳିଆର ପଖାଳ ପ୍ରିୟ କଣ ପାଇଁ ?
    Pakhala bhoga of Mohaprabhu
    Bargarh Dhanu Yatra Kansa
    Speaks On Pakhala On Occasion Of Pakhala Diwas
    Bidia Pana' In Lord Jagannath's Tamula Seva
    Bidiya Paan Lagi Ritual In Jagannath Temple At Puri
    Lord Jagannath Story In Odia
    Bhangide Bhangide Bidia Pana
    Gajamoti Pana Katha
    Lord Jagannath Story in Odia Gajamoti Pana Katha
    Paana Bidiaa Puri
    ଜଗନ୍ନାଥ କାହିଁକି ପାନ ଖାଆନ୍ତି ?
    ଜଗନ୍ନାଥଙ୍କ ପାନଖିଆ କାହାଣୀ
    ଜଗନ୍ନାଥ ଓ ଗଜମୋତି ପାନ କଥା
    ଗଜମୋତି ପାନ
    ଜଗନ୍ନାଥ ଓ ଗଜମୋତି ପାନ କଥା ଗଜମୋତି ପାନ
    Jagannath puri
    Lord Jagannath
    Srimandir
    Jagannath Temple
    Puri
    Dr Sarat Mohanty
    Jaganath Dham Puri
    Spiritual Knowledge Odia
    Jagannath Temple Puri
    Sri Jagannath Temple of Puri
    Jagannatha temple
    Puri
    Odisha
    Jagannath
    Lord Jagannath
    Sri Mandir
    India
    Lord Jagannath
    Jagannath Temple
    Ritual
    Tradition
    Shree Jagannatha Temple
    Jagannath Temple
    Shree Jagannath
    Odia Devotional Series
    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡସିଂହାର ବିଡିଆ ପାନ
    ଗଜମୋତି ପାନ ଖାଇବ କି ସାଆନ୍ତେ ଇଆଡ଼େ ଚାହିଁବ କି ?

КОМЕНТАРІ • 75

  • @rasmitamaharathy6734
    @rasmitamaharathy6734 Рік тому +20

    ପ୍ରଭୁ ତ ପ୍ରଭୁ ତୁମେ ଏମିତି ପ୍ରଭୁ, ଗରିବର ବନ୍ଧୁ ତୁମେ ଆହେ କୃପାସିନ୍ଧୁ, ପଖାଳ ଖାଇ ମହତ ରଖୁଛ ଆମ ଓଡ଼ିଆ ଜାତିର, କରୁନାହଁ କେବେ ପ୍ରଭୁ ହେ ଧନୀ ଗରିବ ଭିତରେ ଅନ୍ତର ପାନ୍ତର, ପ୍ରଭୁ ବୋଲି କେବେ ଦେଖାଓ ନାହିଁହେ ବଡ଼ପଣିଆ, ଶିଖାଇ ଦେଇଛ ଏ ଜାତିକୁ ମହତପଣିଆ. ଜୟ ଜୟ ହୋ ପ୍ରଭୁ 🙏🌹🙏

  • @skrushnareddy6796
    @skrushnareddy6796 2 місяці тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🍌🌿🌿💐🙌🙌🌺🍒🚩🚩🏵️🥥🍂🌷🌸🌸🪔🥀🥀🌻🌼🌼💮🏳️⭕‼️⭕

  • @manjumaharana1876
    @manjumaharana1876 5 місяців тому

    Thkura jadi ratire pakhla khauchnti mubi ratile pakhlre ghia pakei khibi 🙏🙏🙏🙏🙏🙏🙏

  • @BasantadasBasu-so9gq
    @BasantadasBasu-so9gq Рік тому

    Jaya Siri jaganatha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @BasantadasBasu-so9gq
    @BasantadasBasu-so9gq Рік тому

    Jaya Siri jaganatha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @suchismitamohanty2172
    @suchismitamohanty2172 Рік тому +1

    ଆଜ୍ଞା ରାତି ରେ ଯୋଉ ମନ୍ଦିର ଭିତ ରେ ଝଂ।ଜ ବୁଲିଥାଏ ଏହା ବିଷୟ ରେ କୁହନ୍ତୁ ଦୟାକରି ।

  • @rinkinasahoo9994
    @rinkinasahoo9994 Рік тому

    Jay Jagannath mohaprasad milu he moha bahu🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔

  • @sumantapradhan9491
    @sumantapradhan9491 Рік тому +1

    🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏

  • @magsirasahu2050
    @magsirasahu2050 Рік тому +1

    Jay shree jagannath Swami Nayana patha gami 🦚⭕❗⭕🦚🛕🪔📿🔔🚩🙏🏻🐚🪷🪷🪷🪷🪷🪷🪷

  • @GolakBihariDigal
    @GolakBihariDigal Місяць тому

    Jay Shree Radhe Radhe🙏🙏🙏🙏 Jay Sri Jagannath mahaprabhu🙏🙏🙏🙏🙏

  • @basabchandrabehera944
    @basabchandrabehera944 Рік тому +2

    🙏🙏🙏Jay Shree Jagannath 🙏🙏🙏🙏🙏

  • @PujaSingh-qc8te
    @PujaSingh-qc8te Рік тому +1

    🚩🙏🚩🚩 guru ji 🙏🚩 guru ji 🙏🚩🙏

  • @arunhappyrathayatrarath7304
    @arunhappyrathayatrarath7304 Рік тому +2

    Jaya jagannath swami 🙏

  • @sunilnath3572
    @sunilnath3572 Рік тому +1

    💕❤️🙏❤️💕MAHA PRABHU SADA SARBADA AASHIRBAAD KARANTU AAPANANKU O AAPANANKA PARIVAR KU BHAINA 💕❤️🙏❤️💕

  • @GAGANkumarSenapati
    @GAGANkumarSenapati 3 місяці тому

    THE END GAGAN Bhadrak। In the past past world alone person truth Russia bhadrak Brahmin gents gender had always appreciate water rice at night even winter season alone person truth Russia bhadrak Brahmin had eaten even 15 days water rice had eaten means i was not appreciate i was well established before 60 years ago i was money founder from beginning but all people had even my sister mother always think that they were original Hindu Brahmin truth if truth ladies age continue i was eating that food but perhaps 4 years alone person truth Russia bhadrak Brahmin gents gender had left out rice totally in the future world 🌎🌍 it doesn't mean future world will not eating in every movement alone person truth Russia bhadrak Brahmin gents gender will perform it will great truth other things you have seen Muslim gents gender even puttin president of Russia have no power to win ladies body in the future world 🌎🌍

  • @shaktiprasanapaikaray9256
    @shaktiprasanapaikaray9256 Рік тому +1

    ଏମିତିକା ଦିଅଁ କେଉଁଠି ଅଛି.. ପଖାଳ ଭାତ ରେ ଘିଅ ଖାଉଛି …!
    ଆଜି ପଖାଳ ଦିବସ..
    ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କୁ ପଖାଳ ଦିବସ ର ହାର୍ଦ୍ଦିକ ଶୁଭେଚ୍ଛା..!
    ଉତ୍କଳୀୟ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ..! ଏହି ପଖାଳ ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ଯୋଡି ହୋଇଯାଇଛି..! ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳ ର ସ୍ଥାନ ସ୍ୱତନ୍ତ୍ର..!
    ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ.. କେତେବଳେ ଦହି ଭାସେ ତ କେତେବେଳେ ଘିଅ ବାସେ...! ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ..ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି-
    “ପଖାଳ ଭାତରେ ଘି’…
    ତୋ ବାପା ଖାଇଥିଲା କି”
    ତା’ ହେଲେ ଆସନ୍ତୁ..ଆଜି ପଖାଳ ଦିବସରେ ଜାଣିବା ଆମ ପ୍ରିୟ ବଡ଼ ଠାକୁରଙ୍କ
    ପଖାଳ ସମ୍ପର୍କରେ..!
    ଶ୍ରୀମନ୍ଦିରରେ ଯେଉଁ ଟଙ୍କତୋରାଣି ମିଳେ ତାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ..!ଏହି ପଖାଳ ତୁଣ ସୁଆର ଓ ଥାଳି ସୁଆର ସେବକମାନେ ପ୍ରସ୍ତୁତ କରିଥାନ୍ତି..!
    ସମ୍ପ୍ରତି ଶ୍ରୀମନ୍ଦିରରେ ୫ ପ୍ରକାର ପଖାଳ ଠାକୁରଙ୍କୁ ଭୋଗ ଲାଗି ହେଉଛି..! ଏହି ପଖାଳ ହେଲା ..ଚିପୁଡ଼ା ପଖାଳ..ଟଭା ପଖାଳ..ସୁବାସିତ ପଖାଳ.. ଦହି ପଖାଳ ଓ ଘିଅ ପଖାଳ..! ଏହି ପଖାଳ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ରୋଷ ଭିତରେ ..ସ୍ବତନ୍ତ୍ର ଖଡ଼ି ପଥରରେ ଏକ ପଖାଳ କୁଣ୍ଡ ରହିଛି..! ଏଥିରେ ଅନ୍ନ ଓ ପାଣି ପୂରାଯାଇ ମହାପ୍ରଭୁଙ୍କ ଲାଗି ପଖାଳ ପ୍ରସ୍ତୁତ କରାଯାଇଥାଏ..! ଏଭଳି ଭୋଗ ଅର୍ପଣ ଓ ପ୍ରସ୍ତୁତ ପରମ୍ପରା ବାସ୍ତବିକ୍‌ ସମଗ୍ର ବିଶ୍ୱରେ ବିରଳ..!
    ଶ୍ରୀ ମନ୍ଦିରରେ ଠାକୁରଙ୍କ ଲାଗି ପ୍ରସ୍ତୁତ ୫ପ୍ରକାର ପଖାଳ ଓ ତାର ପ୍ରସ୍ତୁତି ପ୍ରଣାଳୀ:-
    ସୁବାସ ପଖାଳ: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ..! ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ..! ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ..!
    ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ..! ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ..!
    ପାଣି ପଖାଳ: ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ..! ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ..! ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ..!
    ଦହି ପଖାଳ: ସୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ.. ଏଥିରେ ଦହିର ମାତ୍ରା ଅଧିକ ଥାଏ..! ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ..!
    ମିଠା ପଖାଳ: ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ.. ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ..!
    ମଲ୍ଲିଫୁଲ ପଖାଳ: ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ..!ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରଷା ଯାଏ..!
    ଟଭା ପଖାଳ: ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ..! ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ..! ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ..!
    ଘିଅ ପଖାଳ: ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ..! ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ..!
    କେତେବେଳେ ଭୋଗଲାଗେ ଏଇ ପଖାଳ: ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ..!
    ମହାପ୍ରଭୁଙ୍କ କେଉଁ ଭୋଗରେ କ’ଣ ଲାଗି ହେବ ତାହା ଶ୍ରୀମନ୍ଦିର ଆରମ୍ଭରୁ ମାଦଳା ପାଞ୍ଜିରେ ଲିଖିତ ଅଛି..! ବିଭିନ୍ନ ରାଜାଙ୍କ ସମୟରେ ଏକାଧିକ ପିଠା ଏବଂ ଭୋଗ ଯୋଡାଯାଇଥିଲେ ମଧ୍ୟ ପଖାଳ ତନ୍ମଧ୍ୟରୁ ସର୍ବପ୍ରଥମ ଓ ପ୍ରାଚୀନ ବୋଲି ଜଣାପଡିଛି..! ମେରଦା ରୋଷ ଇତିହାସରୁ ପଖାଳ ବିଷୟରେ ସୂଚନା ମିଳିଥାଏ..ଯାହାକି କେଶରୀ ବଂଶଙ୍କ ସମୟରେ ଉକ୍ତ ରୋଷଘର ଥିବା ପ୍ରମାଣ ମିଳେ..!
    ଓଁ ଜୟ ଜଗନ୍ନାଥ ସ୍ୱାମୀ..!

  • @bkbarik2322
    @bkbarik2322 Рік тому +1

    ଜୟ ଜଗନ୍ନାଥ🙏🙏

  • @SanskrutiOdia
    @SanskrutiOdia Рік тому

    Jai Jagannath

  • @nanditabehera6681
    @nanditabehera6681 Рік тому

    ମୋର ବି ପଖାଳ ପ୍ରିୟ

  • @suchitranahak4494
    @suchitranahak4494 Рік тому +1

    Jay maa laxmi 🙏Jay shree jagannath 🙏

  • @kamalbarad6961
    @kamalbarad6961 2 місяці тому

    Jay shree Jagannath maha prabhu 🙏🙏🙏🙏🙏

  • @riteshrout1974
    @riteshrout1974 Рік тому

    Jay Jagannath Swami Nayana patha gami bhaba

  • @pradipkandi5112
    @pradipkandi5112 6 місяців тому

    Kaliare ❤️❤️❤️❤️❤️❤️❤️🙏🙏🙏🙏🙏🙏🙏🏵️🪷🌺🌷🥀💐🌸

  • @kiranpollei3037
    @kiranpollei3037 Рік тому +2

    Jai jagannath🙏🙏🙏

  • @arunamohanty2986
    @arunamohanty2986 2 місяці тому

    MAhaprabhu kalara bhaja khan to nahin

  • @qi82
    @qi82 3 місяці тому

    Omm jay shree jagannatha

  • @manjumaharana1876
    @manjumaharana1876 5 місяців тому

    Jays jagantha 🙏🙏🙏🙏

  • @pravatpadhi571
    @pravatpadhi571 Рік тому +2

    Jay Jagannath 🙏🙏🙏🙏🙏

  • @tilottamagahana1780
    @tilottamagahana1780 Рік тому +1

    Jay jagannath

  • @sarojkumarbiswal8845
    @sarojkumarbiswal8845 Рік тому +2

    ⭕❗⭕

  • @sanjayjena9568
    @sanjayjena9568 Рік тому +1

    Jay jagnatha swami 💐🙏

  • @ReetaPradhan-xc6bs
    @ReetaPradhan-xc6bs 6 місяців тому

    Jaya jagannatha prabhu

  • @anubhutireJagannath492
    @anubhutireJagannath492 6 місяців тому

    Prabhu🙏🌼

  • @himanshurana3157
    @himanshurana3157 Рік тому +1

    Jay Jagannath

  • @BasantadasBasu-so9gq
    @BasantadasBasu-so9gq Рік тому

    Jaya jaganatha 🙏🙏🙏

  • @rejeshmoharana1561
    @rejeshmoharana1561 Рік тому

    Jay Jagannath Swami

  • @sambitlenka1025
    @sambitlenka1025 Рік тому

    Jay Jagannath 🙏🙏🙏

  • @rashmitarout8630
    @rashmitarout8630 6 місяців тому

    Jay jagannath 🙏🙏

  • @jayashreepradhan3830
    @jayashreepradhan3830 Рік тому

    Jay Jagannath 🙏🙏🙏

  • @smrutirekhajena7713
    @smrutirekhajena7713 Рік тому

    Jay Jagannath ❤️🙏

  • @prasantakumar3902
    @prasantakumar3902 6 місяців тому

    Jay jagannath 🙏

  • @milanmaharana683
    @milanmaharana683 5 місяців тому

    Jay Jagannath 🙏

  • @Manika-motivational
    @Manika-motivational 6 місяців тому

    ❤❤❤❤❤

  • @AlakaSingh-vg6ol
    @AlakaSingh-vg6ol 4 місяці тому

    Jay jagannath

  • @sarojkumarsethy6169
    @sarojkumarsethy6169 6 місяців тому

    Jay Jagannath 🙏

  • @odia_adhyatmika_katha
    @odia_adhyatmika_katha Рік тому

    Jay Jagannath 🙏🏻

  • @amrasulivillageevident4928
    @amrasulivillageevident4928 Рік тому

    Jay Jagannath

  • @asitrout7659
    @asitrout7659 Рік тому

    🙏🙏🌹ପ୍ରଣାମ. ଜୟ ଜଗନ୍ନାଥ

  • @sidharthasatapathy3491
    @sidharthasatapathy3491 Рік тому

    Pakhala bhatare ghee, to bopa khaithila ki, JAY JAGANNATH 🥰🙏❤🙇‍♂

  • @smrutiranjanparida2203
    @smrutiranjanparida2203 Рік тому +1

    Jay Jagannath Swami 🙏🙏

  • @bmtapanvlog
    @bmtapanvlog 6 місяців тому

    Tq Bhai

  • @mrsahani5498
    @mrsahani5498 Рік тому

    Jay Jagannath Swami nayan patha gami bhaba tume hari bola 🙏

  • @abinashmohanty6321
    @abinashmohanty6321 Рік тому +1

    Jay jagannath 🙏

  • @majhidharmraj3098
    @majhidharmraj3098 Рік тому

    Jai jagannath swami Krupa karo

  • @babajimohapatra3118
    @babajimohapatra3118 Рік тому

    Lilamaya Mahaprabhu Jagannath Swami Jay Jay Jay

  • @salilakumarsahoo5192
    @salilakumarsahoo5192 Рік тому

    Jay Jagannath Swami 🙏🏻🙏🏻🙏🏻

  • @sameerranjankandi9167
    @sameerranjankandi9167 Рік тому

    Jay Shree jagannath swamee Nayan patha gamee bhaba tume.

  • @santoshkumarjena3459
    @santoshkumarjena3459 Рік тому

    Jay jagannath swami 🙏🙏🙏🙏🌺🌺🌺🌺

  • @mamatamalik9009
    @mamatamalik9009 Рік тому

    Jay Jagannath mahaprabhu 🙏🙏🙏

  • @sanjuktamahapatro9782
    @sanjuktamahapatro9782 Рік тому

    Jay Jay sree jaganath

  • @hiraklatadash2550
    @hiraklatadash2550 Рік тому

    Khub sundar

  • @krushnachsahoo6932
    @krushnachsahoo6932 Рік тому

    Jay Jagannatha 🙏⚫❗⚫🙏

  • @krushnasona9507
    @krushnasona9507 Рік тому

    Jay Sri Jagannath 🙏 ♥

  • @rohanbhoi632
    @rohanbhoi632 Рік тому

    Jai jagannath 🙏🙏🙏

  • @chakadolacreation
    @chakadolacreation Рік тому

    Jay Jagannath🙏🌸🙏

  • @guddidevkitchen
    @guddidevkitchen Рік тому

    Jay Jagannath 🙏🙏🙏

  • @rinarani9201
    @rinarani9201 Рік тому

    Jay Jagannath 🙏🙏🙏

  • @biswambarnayak361
    @biswambarnayak361 Рік тому

    Jay Jagannath 🙏 🙌

  • @suchismitamohanty2172
    @suchismitamohanty2172 Рік тому

    Jay Jagannath 🙌♥️

  • @dasarathinahak8821
    @dasarathinahak8821 Рік тому

    Jai jagannath

  • @dhanirambhatra5499
    @dhanirambhatra5499 Рік тому

    Jayjagannath

  • @maheswarsahoo1163
    @maheswarsahoo1163 Рік тому

    Jay.jagannath