You can be president, prime minister or IAS officer or CEO of a MNC but There can be no better job in this world than serving the lord. He must be incredibly lucky and proud that many people can only dream of his job . Jai Jagannath.
Sir apana nkara katha suniba pare mana & hrudaya Pabitra hoi jauhhi . Apana Bhagaban Jagannath nka mahaan anubhuti katha suniba pare mana bhaba bihwala hoi jaichhi. Jay Jagannath 👏👏👏
Jagannathankara bhakti karibaku ta mu nijaku ajogya boli bhabe kintu apana nka bhali mahapurusha mo pain sei jagannath. Apana sebayata mananka padare Mora koti pranam
Barista daitapati dugaprasd das mohodayanka anubhuti suni mo akhira luha chhatira koha ku roki hauni.... Jai jagarnnath koti pranam..... Au ama sesadev sir mohodayanku mora hrudaya ru pranam......
ନିରାଟ ସତ୍ୟ ନିରାଟ ସତ୍ୟ ସତ୍ୟ ସତ୍ୟ ସତ୍ୟ , କିଛି ଭୁଲ ନୁହେଁ , ଭାବିଲେ ରୋମ ତଙ୍ଗୁରି ଉଠେ , କହିଲେ ଆଖି ଝଲସି ଉଠେ , 🙏 ମୋର ବି ସେମିତି କିଛି ଅନେକ ଟି ଅନୁଭୁତି ଅଛି । ଜୟ ଜଗନ୍ନାଥ 🙏
ଧନ୍ୟବାଦ୍ , ମୁ ବା କିଏ କେବଳ 🙏ଜଗନ୍ନାଥ , ଜୟ ଜଗନ୍ନାଥ 🙏 ।
😊
ଆପଣଙ୍କ ଚରଣାରବିନ୍ଦ ରେ ସତ କୋଟି ପ୍ରଣାମ l ଜୟ ଜଗନ୍ନାଥ ସତ କୋଟି ଦଣ୍ଡବତ ପ୍ରଭୁ
ପ୍ରଭୁ ଆପଣଙ୍କ ପରୀକ୍ଷା ଏତେ କଷ୍ଟ ତାକୁ ଯିଏ ସମ୍ମୁଖୀନ କରିଛି ସିଏ ଜାଣେ, ସେବକ ଙ୍କ ଭାବପୂର୍ଣ୍ଣ ବକ୍ତବ୍ୟ ହିଁ ଏହାର ଉଦାହରଣ, ତେଣୁ କାଳିଆ ମନ୍ଦିର କୁ ଆପଣ ଯେତେବେଳେ ଯିବେ କିଛି ସମୟ ପାଇଁ ଗରୁଡ଼ ସ୍ତମ୍ଭ ପଛ ପଟେ ରହି ଦେଖିବେ ପ୍ରାୟ ସେହି ସ୍ଥାନ ରେ ଯେତେ ଭକ୍ତ ଠିଆ ହୋଇ ହାତ ଯୋଡିପ୍ରାର୍ଥନା କରୁଥାନ୍ତି ପ୍ରାୟତଃ ଅର୍ଦ୍ଧାଧିକ ଙ୍କ ଆଖିରୁ ଲୁହ ନିଶ୍ଚିତ ଗଡି ଆସୁଥିବାର ଦେଖିପାରିବେ ସେହିମାନେ ଭାବର ସହ ଡାକୁଥାନ୍ତି, କାରଣ ମୁଁ ଜଣେ ପୁରୀ ସହର ବାସିନ୍ଦା ଏବଂ ବୟ ଜ୍ୟଷ୍ଠ ବ୍ୟକ୍ତି ମୁଁ ଏସମସ୍ତ ଦୃଶ୍ୟ ପିଲାଟି ଦିନରୁ ଦେଖିଛି ଅନୁଭବ ମଧ୍ୟ କରିଆସୁଛି 🙏ଜୟ ଜଗନ୍ନାଥ
❤ଶରଣ ମହାପ୍ରଭୁ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମଣିମା ଶରଣ ମହାବାହୁ ଜୟ ଜଗନ୍ନାଥ
ରତ୍ନ ଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ଦୟାକରି ଏହାକୁ ତୁରନ୍ତ ଖୋଲି ଏହାର ମରାମତି ନକଲେ ସମଗ୍ର ରତ୍ନ ସିଂହାସନ ସହ ଠାକୁର ଭୁଷୁଡି ପଡିବେ। ଜଗନ୍ନାଥ ଆଉ ନଥିବେ। ଶୀଘ୍ର ଭଣ୍ଡାର ଖୋଲି ମରାମତି କର ନହେଲେ ଜନସାଧାରଣ ନିଜେ ଆଇନ କୁ ହାତକୁ ନେଇ ରତ୍ନ ଭଣ୍ଡାର ଭାଙ୍ଗି ମରାମତି କରିବାକୁ ବାଧ୍ୟ ହେବେ। ଲୋକ ସଜାଗ ହୋଇଗଲେଣି।
ମଣିମା ଙ୍କ ବିଷୟରେ ଶୁଣିଲେ ଆଖି ଛଳ ଛଳ ହେଇ ଲୁହ ଅସି ଯାଉଛି ଆଉ ଆପଣ ତ ଅନୁଭବ କରିଛନ୍ତି, ବୁଝି ହେଉଛି ଆପଣ ଙ୍କ ଅନୁଭୂତି କୁ।🥺❤️
କାଳିଆ ସାଆନ୍ତଙ୍କ ଲୀଳା କିଏବା ବୁଝିବ ,,ସେ ସର୍ବଦା ଭକ୍ତଙ୍କ ସହିତ ଲୀଳା କରୁଥାଏ,,,ଯିଏ ତାକୁ ଭାବରେ ଭକ୍ତିରେ ବାନ୍ଧି ପାରିଛି ସିଏ ତା ଲୀଳାର ଅନୁଭୂତି ଆଜିବି ପାଇଛି ,,,,ଜୟ ଜଗନ୍ନାଥ
ପ୍ରକୃତରେ ପ୍ରଭୁ ବଡ ଦୟାଳୁ।ମାତା ପିତାଙ୍କ ପରି ମନ ଜାଣି ଦୟା କରନ୍ତି।
ପ୍ରଭୁ ହେଉଛନ୍ତି ଭାବର ଠାକୁର, ପ୍ରଭୁ ଅନ୍ୟ ମାନଙ୍କ ଦ୍ଵାରା ସାହାଯ୍ୟ କରିଥାନ୍ତି। ଜୟ ଜଗନ୍ନାଥ 🙏
ଧନ୍ୟ ଜଗନ୍ନାଥ ଧନ୍ୟ ତୁମ ଲୀଳା
କିଏ ଏ ଜଗତରେ ଅଛି ତୁମଲୀଳା ବାଖ୍ୟା କରି ପାରିବ ପ୍ରଭୁ ଏ ଅଧମର ଅନନ୍ତ କୋଟି ପ୍ରଣାମ ସ୍ୟୁକାର କରିବେ ପ୍ରଭୁ 🙏🙏🙏
ମହାପ୍ରଭୁ ଏବଂ ମହାପ୍ରଭୁଙ୍କ ମହାନ ସେବକଙ୍କ ଚରଣରେ ଶତକୋଟି ପ୍ରଣାମ । ମହାପ୍ରଭୁ ଓ ସେବକଙ୍କର ସମ୍ପର୍କ କେତେ ନିବିଡ଼ ସତରେ !!!!!!!
ବାସ୍ତବିକ୍ କାଳିଆ ର ସେବାୟତ ଭଳି ଲାଗିଲା ❤ ମହାବାହୁ ଜଗତ ଉଦ୍ଧାର କରିବା ହେଉ ହେ ମଣିମା
କି ଅପୂର୍ଵ ଲୀଳା ଏମିତି ନିଷ୍ଠା ରେ ଦଇତାପତି ଙ୍କ ସେବା ପାଇଁ ଏହି ହୀନ ଅଧମ ମୂର୍ଖ
ସେହି ଜୟ ଜଗନ୍ନାଥ ସେବକଙ୍କୁ କୋଟି କୋଟି ପ୍ରଣାମ 🙏🏽💞🙏🏽💞🙏🏽💞💞🙏🏽💞🙏🏽
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❕⭕🙏🙏
ହେ ଭାବଗ୍ରାହୀ!ଭାବ କାହିଁ!!
ଶ୍ରୀ ଜଗନ୍ନାଥ
ମୋ ମଣୀମାଙ୍କ କଥା ଯେତେ ବଖାଣୁ ଥିଲେ ଜମା ସରିବନି । ❤❤❤❤ ମଣିମା ହେ ସମସ୍ତଙ୍କୁ ସୁସ୍ଥ ରେ ସୁଖରେ ରଖିଥାନ୍ତୁ ।
ବରିଷ୍ଠ ଦଇତାପତିଂକ ଭାବପୂର୍ଣ୍ଣ ଓ ହୃଦୟସ୍ପର୍ଶି ବକ୍ତବ୍ଯ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ବହୁତ ଭଲ ଲାଗିବ। ଜୟ ଜଗନ୍ନାଥ 🙏
0⁰hvhnjuh89
🙏🙏
@aseemapradhan319
ଜୟ ଜଗନ୍ନାଥ ❤ ଦଇତାପତି ଙ୍କ କଥା ଶୁଣି ମୁଁ ବି କାନ୍ଦି ପକାଇଥିଲେ ❤❤
You can be president, prime minister or IAS officer or CEO of a MNC but There can be no better job in this world than serving the lord. He must be incredibly lucky and proud that many people can only dream of his job . Jai Jagannath.
Me too
জয় জগন্নাথ স্বামী
ଜୟ ଜଗନ୍ନାଥ। ଆବେଗମୟ ସାକ୍ଷାତକାର ପାଇଁ ଧନ୍ୟବାଦ।
Jay jagannath Swami Nayana Patha gami bhaba tume he Prabhu sabubele mo sathire ruho Prabhu Moro Sabu manaskamona purna karideo Prabhu 🙌👏
Best heart' touching interview.. jay shree jagannath,.
Sir apana nkara katha suniba pare mana & hrudaya Pabitra hoi jauhhi . Apana Bhagaban Jagannath nka mahaan anubhuti katha suniba pare mana bhaba bihwala hoi jaichhi.
Jay Jagannath 👏👏👏
ଜୟ ଜଗନ୍ନାଥ। ପ୍ରଭୁଙ୍କ ଲୀଳା କିଏ ବୁଝିବ । ପ୍ରଭୁ ସଦା ସର୍ବଦା ଆମ।ପାଖରେ ଅଛନ୍ତି ।
Ahe Prabhu Jagannath.Nirash Karibani Mahaprabhu.Khyama Kara Sabu Dosha Mora.Sansara Sukhi Rakha.Nirash Karibani Mahaprabhu.Mora b emit Anubhabhuti Kareidia Mahaprabhu.Jay Jagannath
ପ୍ରଭୁଂକ ସବୁ କଥା ଖୁବ୍ ହୃଦୟ କୁ ଶାନ୍ତି ଦିଏ
ପ୍ରଭୁ ଜଗନ୍ନାଥଙ୍କ ଓ ତାଙ୍କ ସେବାୟତ କୁଂ କୋଟି କୋଟି ପ୍ରଣାମ।🙏🙏
Jai shree Jagannath Swami Nayana patha gami bhaba tume Prabhu 🙏🙏🙏🙏
ଜୟ ଶ୍ରୀ ମହାପ୍ରଭୁ ଜଗନ୍ନାଥ ଶରଣ।
❤❤❤❤ ମହାପ୍ରଭୁ❤❤❤❤
ସେ ଆମ ସାର ହୋଇଥିବାରୁ ମୁଁ ଧନ୍ୟ ଜୟ ଜଗନ୍ନାଥ
Bhabara Thakura, Jay Shree jagannath Mahaprabhu
ଆପଣ ବହୁତ ଭାଗ୍ୟବାନ.... ଭାବ କୁ ନିକଟ ଅଭାବ କୁ ଦୂର.... ମୋର ଭାବ ର ଠାକୁର 🙏
ସତରେ, ସେ ଜଗତ ର ନାଥ। ସତରେ ସେ ଭାବଗ୍ରାହୀ। ତା କଥା ଅମୃତ, ଯେମିତି ଜଗା ଅମୃତ। ସେ ଅମୂର୍ତ୍ତ ର ସବୁ ଅମୃତ।
ପ୍ରଭୁ, ତୁମ ଆଶୀର୍ବାଦ ରହୁ ମୋ ଓଡିଶା ବାସି ଭାଈ ଭଉଣୀ ଙ୍କ ଉପରେ, ମୋ ଦେଶ ବାସି ଙ୍କ ଉପରେ।
ଜୟ ଜଗନ୍ନାଥ।
Jagannathankara bhakti karibaku ta mu nijaku ajogya boli bhabe kintu apana nka bhali mahapurusha mo pain sei jagannath. Apana sebayata mananka padare Mora koti pranam
Jay shree jagannath Swami Nayana patha gami 🛕🚩🛕🐚🪔📿👏🏾🪷🌹🪷🌹👏🏾🌿🌿🌿🌿🌿🌿🌿🙏🙏🙏🙏🙏🙏🙏
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
Bhaba ra thakura sie Bhabagrahi 🙏🏻🙏🏻🙏🏻 Jay Jagannath 🙏🏻🙏🏻🙏🏻
ନିଶ୍ଚିତ ଆଜ୍ଞା ବହୁତ ଭାବପୂର୍ଣ୍ଣ ଅନୁଭୂତି ତାହାକୁ ବାଖ୍ୟା କରିବା ବି କଷ୍ଟକର ହେଉଛି ବରିଷ୍ଠ ଦଇତାପତିଙ୍କୁ, ଧନ୍ୟ ଆପଣେ ମହାଶୟ ଆପଣ ଧନ୍ୟ ଆପଣଙ୍କ ପ୍ରଭୁ ବି ଧନ୍ୟ ଜୟଜଗନ୍ନାଥ
🙏🙏🙏He Prabhu🙏🙏🙏
Bahut bhla katha suni baku paili jayjaganathnku koti 2 pranam.🙏🏻🙏🏻🌹🌹🙏🏻🙏🏻🌹🌹
প্রনাম। আমি বাংলাদেশ থেকে। প্রভু জগন্নাথের চরনে প্রনাম
ଦୁର୍ଗାସାରଙ୍କ ପ୍ରତ୍ୟକ୍ଷ ଅନୁଭୂତି ହୃଦୟସ୍ପର୍ଶୀ ଓ ନିଆରା
ଇତିହାସ ବିଭାଗର ଅଧ୍ୟକ୍ଷ ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବାୟତ
କଲେଜରେ ପାଠ ପଢିଲା ସମୟରେ ସକାଳ ସମୟରେ ସାରଙ୍କୁ ଦେଖିଲେ ସାକ୍ଷାତ୍ ମହାପ୍ରଭୁଙ୍କ ଦର୍ଶନ ଭଳି ଲାଗେ
ସବୁ ସେହି ଲୀଳାମୟଙ୍କ ଇଚ୍ଛା 🙏🙏🙏
ଆହା ପ୍ରଭୁ ଗୋ ❤ଜୟ ଶ୍ରୀ ଜଗନ୍ନାଥ 🙏🙇🌸♥️
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ
ମହାପ୍ରଭୁ ଜୟ ଜଗନ୍ନାଥ ସ୍ଵାମୀ ❤️❤️❤️
ଜୟ ଜଗନ୍ନାଥ ମତେ ପାଦ ତଳେ ଟିକେ ଆସରା ଦିଅ ପ୍ରଭୂ 🙏🙏🙏🙏🙏🙏🙏🙏
Panda mahasaynku antararu pranam, a ବୁକୁଫଟା ଭାବ କେବଳ ଜଗନ୍ନାଥ ଙ୍କୁ ପ୍ରକୃତ ଜାଣିଥିବା ମଣିଷ ହିଁ 🙏🙏🙏🙏🙏 କେବଳ 🙏🙏🙏 କେବଳ 🙏🙏🙏, ଆପଣ ହିଁ ମହାପ୍ରଭୁ ଙ୍କ ନିଜର ଲୋକ ହେବାକୁ ହକଦାର, କ୍ଷମା କରିବେ, ମୋ କଥା ଟିକେ ମହାପ୍ରଭୁ ଙ୍କୁ ଜଣେଇବେ, ଆପଣ ଜଣେଇଲେ ହିଁ ସେ ନିଶ୍ଚୟ ଶୁଣିବେ 🙏🙏🙏🙏🙏🙏🙏🙏🙏🙏, ଜୟ ଜଗନ୍ନାଥ ❤️❤️❤️❤️❤️❤️❤️❤️❤️❤️❤️ସ୍ୱାମୀ 🙄🙄🙄🙄🙏🙏🙏❤️❤️❤️🚩🚩🚩
ମୁଁ ବି ମୋ ଜଗା ର ଅନୁଭୂତି ପାଇଛି ❤
ପ୍ରଭୁ ଆପଣଙ୍କ ଲିଳା ଅଦ୍ଭୂତ ଅଟେ, ଆପଣଙ୍କୁ କୋଟି କୋଟି ପ୍ରଣାମ 🙏 ଜୟ ଶ୍ରୀ ଜଗନ୍ନାଥ 🚩🙏
He Mahaprabhu 🙏🙏🙏
Barista daitapati dugaprasd das mohodayanka anubhuti suni mo akhira luha chhatira koha ku roki hauni.... Jai jagarnnath koti pranam..... Au ama sesadev sir mohodayanku mora hrudaya ru pranam......
Jai jagannath jai jagannath jai jagannath... 🙏🙏🙏
ଜୟ ଜଗନ୍ନାଥ 🙏🙏🙏ପ୍ରଭୁଙ୍କ ଲୀଳା ଅପାର. ସେତ ଅନ୍ତର ଦୁଝୁବା ଠାକୁର 🙏🙏🙏🙏
He kala thakura mo dukha dura karantu he maha prabhu
❤ ଜୟ ଜଗନ୍ନାଥ ସ୍ଵାମୀ ❤
🙏🌹❤ ନମମୀ ଜୟ ଜଗନ୍ନାଥ. ନମାମୀ ବିଶ୍ୱବାସୁ ସେବାୟତ ଧରୋହର 🙏🌹❤
ବହୁତ ହୃଦୟସ୍ପର୍ଶି l ଜୟ ଜଗନ୍ନାଥ l
କରୁଣା ସାଗର ଦାୟକର...ଭାବ ଦିୟନ୍ତୁ ଦର୍ଶନ ଦିୟନ୍ତୁ ସବୁ ତ ତୁମେ ଏ ନିଶ୍ୱାସ ବିଶ୍ୱାସ ଏ ଶରୀରର ପ୍ରତ୍ୟକ ରକ୍ତ କଣିକା ରେ ତନ ମନ ରେ ତୁମେ ତୁମେ ତୁମେ ଜୟ ଜଗନ୍ନାଥ ମହାବାହୁ 🌹🙏
Jayjagannath jayjagannath jayjagannath jayjagannath jayjagannath jayjagannath jayjagannath jayjagannath Jayjagannath jayjagannath jayjagannath jayjagannath
Horebol Horebol Horebol 👏👏👏 Jay jay shree Jagannath 🙏 Jay jay shree Jagannath 🙏 Jay jay shree Jagannath 🙏🙏🙏🌹❤️🌼🌹🌼🌹🌼🌹🌼🌹🌼🌹🙏
Jay jaganath Jay jaganath
ମହାପ୍ରଭୁ ହେ...❤❤❤🙏
ଧନ୍ୟବାଦ ମହାଶୟ, ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏🙏🙏
Jai prabhu.
ଜୟ ଜଗନ୍ନାଥ ସ୍ଵାମୀ 🔴‼️🔴
Ete dina pare apanka katha suni manaku bahut santi lagila apanaku bahut bahut dhanya bad
Bahut bhala lagila sir apanka mukharu prabhunka ei bhabara katha tike suni ...Jay Jagannath 🙏🙌🏾🙇
ଜୟ ଜଗନ୍ନାଥ ସ୍ୱାମୀ
Mo Kalia suna se mo dhana se mo jibana ❤
Jay jagannath Dhanya apananka jibana pravunka valapaiba
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Prabhu mo jiban tanku chhadi mu banchi paribini jay jagannth
ଆପଣଙ୍କୁ ହୃଦୟରୁ ମାଥାଲୋଟା ପ୍ରଣାମ 🙏
ଆମକୁ କନ୍ଦାଇ ଦେଲେ
ଜଗନ୍ନାଥ ଭଲରେ ରଖନ୍ତୁ ଆପଣଙ୍କୁ
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ଗୁରୁଦେବ
Sat re mo Jagannath
Jay Shree Jagannath Swami nayan patha gami bhabatu me 🙏🙏🙏🙏🙏🙏🙏
Prabhu nka bhakta nku mor bhumista pranam sir mo upare apanaka aashirvad thau
ଆପଣ ଯେପରି ଭାବରେ ଆପଣଙ୍କ ଭାବକୁ ବାଣ୍ଟିଲେ ତାହା ଖୁବ୍ ହୃଦୟ କୁ ଛୁଇଁଲା
ଜୟ ଜଗନ୍ନାଥ ପ୍ରଭୁହେ🙏🙏🙏
Jai Jagannath Swami
🙏ଜୟ ଜଗନ୍ନାଥ ସ୍ୱାମୀ🙏
ହରି ବୋଲ...ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ...🙏🙏🙏❤🚩🚩🚩
Mo pravhu nk pakha re mor koti koti pranam jay jagannath 🙏🏻🙏🏻
ଆପଣ ଙ୍କୁ କୋଟି 🙏, ଜୟ ଜଗନ୍ନାଥ 🙏
Jay sri jagannath swami 🙏
ଭୂମିଷ୍ଠ ପ୍ରଣାମ ଜଣାଉଛି ଆଜ୍ଞା।
ଜୟ ଜଗନ୍ନାଥ ସ୍ଵାମୀ, ଧନ୍ୟ ତୁମର ଲୀଳା 🙏
ଜୟ ଜଗନ୍ନାଥ
🌹🌹🌹🌹🌹
Dhanya tuma seva dhanya mahaprabhu 🙏🙏🙏🙏🙌🙌🙌🙌🌺
Jai Jagannath ❤❤❤
Apananka pratikathare kebala bhaba vakti re bhara
Jay jagannath
Apananku koti koti pranam
Samasta daitapati sevak mananku mora koti koti pranam
😢ଜୟ ଜୟ ମହାପ୍ରଭୁ
Ete sundar anubhuti kale apana mo akhi bhi gala luhare🙏🏼🙏🏼🙏🏼
Jay mahaprabhu 🙏🙏🙏🙏
Daitapatinka katha au luha dekhi mo akhire b luha asigala. Jay jaganath
Pranam prabhu
ଜୟ ଜଗନ୍ନାଥ
Manima. Adhama ku xama Kari diantu Mahaprabhu. Jay Jagannath.