ବର୍ଷା Madam ମୋ ବାପା, ମା ଓ ପରିବାର ମୋ ପାଇଁ ସବୁ କିଛି । ଦୟାକରି ସେମାନଙ୍କ ଜୀବନ ସହିତ ଆଉ ଖେଳନ୍ତୁ ନାହିଁ । PLZ

Поділитися
Вставка
  • Опубліковано 8 жов 2023
  • Through this video, Anubhav Mohanty helplessly requests his estranged wife, Ms. Varsha Priyadarshini madam to split respectfully and amicably as immediately as possible and specifically before anything wrong happens to his ailing parents because he has already lost his elder family members due to his dirty marital discord with his estranged wife.
    His requests are extremely genuine and honest! We, Team Anubhav Mohanty, can assure that all that He spoke in this video are genuine and directly from His heart. We pray that He, His Parents and His entire Family get their much deserved peace of mind as immediately as possible.
    We, wholeheartedly urge respected Ms. Varsha Priyadarshini madam to kindly put a full stop to all Her false/fake & baseless allegations against sir and let Anubhav Mohanty sir & His Family live freely, peacefully and happily. We wish the same for respected Ms. Varsha Priyadarshini madam too!

КОМЕНТАРІ • 2 тис.

  • @janviyansh123
    @janviyansh123 8 місяців тому +15

    ଭାଇ ଆପଣ କଣ କରୁଛନ୍ତି କଣ ନାହିଁ ନିଜେ ଜାଣି ପାରୁନାହାନ୍ତି pleas ଟିକେ ଭାବି ଚିନ୍ତି କାମ କରନ୍ତୁ,ବାପାଙ୍କ ଦେହ ଖରାପ ସହ ବର୍ଷା ମ୍ୟାଡମ ଙ୍କ କଣ ସମ୍ପର୍କ। ଛାଡ଼ପତ୍ର ହୋଇଗଲେ କଣ ବାପା ଙ୍କ ଦେହ ଠିକ୍ ହୋଇଯିବ। ବର୍ଷା ଙ୍କ ଉପରେ ଯୋଉ ଯୋଉ ଅଭିଯୋଗ ଆପଣ କରୁଛନ୍ତି କେବଳ ଶାରିରୀକ ସମ୍ପର୍କ କୁ ଛାଡ଼ିଦେଲେ ଆଉ ସବୁ ଅଭିଯୋଗ ମୂଲ୍ୟହୀନ,ଯେହେତୁ ସେ ଜଣେ working lady ସମସ୍ତଙ୍କୁ ଟାଇମ ଦେବା ସମ୍ଭବ ନୁହେଁ,ଆପଣ ତାଙ୍କୁ ସପୋଟ କରିବା କଥା। ସେତ ଆପଣ ଙ୍କ ପାଖରେ ରହିବାକୁ ଚାହୁଛନ୍ତି,ସବୁ ରାଗ ଅଭିମାନ ଛାଡ଼ି ଦୁହେଁ ମିଶି କି ରୁହ।pleas ଭାଇ ଆମ ହିନ୍ଦୁ ଧର୍ମର ପବିତ୍ର ବନ୍ଧନ ଙ୍କୁ ଏମିତି ଭାଙ୍ଗି ଦିଅନି। ତମେ ଦୁଇ ଜନ ଥୁ ଅଧିକ କଷ୍ଟ ଆମେ ପାଉଛୁ।ଆମର ବି ତ କିଛି personal tention ଅଛି,ଆମେ ତମ ଚିନ୍ତା କେତେ କରିବୁ।ତମେ ଦୁହିଁଙ୍କ କଥା ଭାବି ମତେ ଗୋଟେ ଗୋଟେ ଦିନ ନିଦ ହେଉନି। ସମସ୍ତେ ଖୁସି ହେବେ ଦୁହେଁ ମିଶିଲେ।🙏🙏🙏🙏

  • @ambikasambalpurivlog7586
    @ambikasambalpurivlog7586 8 місяців тому +25

    😭😭😭ବର୍ଷା ଯଦି ଅନୁଭବ ଙ୍କ ସହିତ ରହି ପାରିଲ ନାହିଁ କି ରହି ପାରିବ ନାହିଁ ତ କାହିଁକି ଏତେ ଡ୍ରାମା କରୁଛ ତାଙ୍କୁ ଛାଡିଦିଅ ବଞ୍ଚିବାକୁ ଦିଅ plz🙏 ଡିଭୋର୍ସ ଦେଇକି ଅଲଗା ହେଇଜାଅ ସବୁ ଖୁସିରେ ରହିବ

    • @samikshyaranimishra4187
      @samikshyaranimishra4187 8 місяців тому +1

      Divorce hai gale yanka family lokanka deha Vala Hai jiba?saita gote problem deha kharap alga side.gote jhia Divorce hai gala pare.kete situation face kariba jhia haiki bujhi paruchhata. Puaku jhia milijibe.baki jaumane vul thanti Semana clarification diyanti.thik ta court decision jaha debe

    • @ToNy-cz2zl
      @ToNy-cz2zl 8 місяців тому +1

      ​@@samikshyaranimishra4187
      Jia jadi Stree ra kartabya pala na Kari parib se ki stree . Taku divorce deba uchit ki na hi ? Reply

    • @youthofbhubaneswar2069
      @youthofbhubaneswar2069 8 місяців тому +1

      @@ToNy-cz2zl hna mrg kariki hajare. Jaagare muhna maarile kou stree ethi stree kartabya karibaaku basinahanti nija Ghare bodhe tamara maa bhauni nahanti

    • @ToNy-cz2zl
      @ToNy-cz2zl 8 місяців тому

      ​​@@youthofbhubaneswar2069
      Abe parsonaly mor upre kana be questions chu ? Tora ghare ma bahen nai na ki
      Tor bahan ra ki divorce heijaiche ki ? 😈
      Tu I bhai jemiti reply deichu mui bi semiti reply deichi 👿
      Sati se sun
      Jadi gote stree ta husband upare believe karuni se ta monare jadi negative chinta karuchi se stree ki stree. Are bhai se jane actor se Ane loka sahita Mila misa karanti .ta hele se husband ta kara kharap . 🤔 ? Reply

    • @youthofbhubaneswar2069
      @youthofbhubaneswar2069 8 місяців тому +1

      @@ToNy-cz2zl Kain gaandi podila sata suniki na kn 🤣🤣🤣

  • @nilendripatra5891
    @nilendripatra5891 8 місяців тому +11

    ସମସ୍ତେ ବୃଦ୍ଧା ଅବସ୍ଥା କୁ ଆସିଥାନ୍ତି ସେଥିରେ ଛାଡ଼ପତ୍ର ର କିଛିବି ଭୂମିକା ନାହିଁ ସମସ୍ତେ ଆସିଛେ ଦିନେନା ଦିନେ ସମସ୍ତେ ଚାଲିଯିବା

  • @jayantakumarmeher5576
    @jayantakumarmeher5576 8 місяців тому +6

    @Anubhav Bhai we are always with you
    ଦୁଃଖ ରେ ବି ସୁଖ ରେ ବି। ଆପଣ ଚିନ୍ତା କରନ୍ତୁନି ଭାଇ ସବୁ ପରିସ୍ଥିତି ଭଲ ହେଇ ଯିବ।
    ଆପଣଙ୍କ ଆଖିରୁ ଲୁହ ମୁଁ ଦେଖି ପାରୁନି।
    ଭଗବାନ ଆପଣଙ୍କ ପାଇଁ ସବୁବେଳେ ଅଛନ୍ତି।ସମୟ ସହିତ ସବୁକିଛି ସମାଧାନ ହେଇ ଯିବ ଭାଇ।

  • @manoranjansamal6788
    @manoranjansamal6788 8 місяців тому +26

    ମହାପ୍ରଭୁ ଆପଣଙ୍କ ପରିବାର ମଙ୍ଗଳ କରନ୍ତୁ. ଆପଣଙ୍କ ସବୁ ଇଚ୍ଛା ପୂରଣ ହଉ.ବାପା ଜଲଦି ସୁସ୍ଥ ହୋଇ ଯାନ୍ତୁ ଭଗବାନ ଙ୍କ ପାଖରେ ପ୍ରାର୍ଥନା 🙏. ଜୀବନ ଥିବା ଯାଏ ଭାଇଙ୍କ ସାଥିରେ ❤️❤️🤍. ଜୟ ଜଗନ୍ନାଥ 🙏.

  • @PapuDehuri-sp8yb
    @PapuDehuri-sp8yb 8 місяців тому +4

    ସାର୍ ଆପଣଙ୍କ ଆଖି ରେ ଲୁହ ଦେଖି ମୋ ଆଖି ରେ ଲୁହ ଆସିଗଲା ସାର୍ ମୁଁ କିଛି ସମୟ ପାଇଁ ବନ୍ଦ ରହିଛି ❤️ Love you ❤️ bhai please ଦୁଃଖ ପ୍ରକାଶ କରନ୍ତୁ ନାହିଁ ଏହି ଦୁନିଆଁ ରେ ଭଗବାନ୍ ରହିଛନ୍ତି କିନ୍ତୁ ଆପଣଙ୍କ ଦୁଃଖ ଦେଖୁଛନ୍ତି । 🙏 ଜୟ ଜଗନ୍ନାଥ 🙏
    ହୋ ଭଗବାନ୍ ଅନୁଭବ ଭାଇ ଙ୍କୁ ଆଉ ଦୁଃଖ ଦିଅନ୍ତୁ ନାହିଁ
    ମୋର। ଆପଣଙ୍କ ପାଖରେ ଏତିକି ପ୍ରାଥନା 🙏🙏🙏

  • @sabitapalo1822
    @sabitapalo1822 8 місяців тому +7

    ବାପା, ମା ନିଜ ପରିବାର ହିଁ ଗୋଟେ ପୁଅପାଇଁ ସବୁକିଛି ଯଦି , ଯଦି ସ୍ତ୍ରୀ ତା ପରିବାର ନୁହଁ ତୋ ସେ ପୁଅ marriage କରିବା ଉଚିତ ନୁହଁ l ଏମିତି ୱାଇଫ ର କୌଣସି ମୂଲ୍ୟ nahi ଭାବୁଥୁବା ପୁଅ ମାନେ ଦୟାକରି marriage no kariba ଉଚିତ
    l ଏମିତ ଝିଅ ମାନଙ୍କୁ ହଇରାଣ କରିବା ଉଚିତ ନୁହଁ l

  • @sambitdash8944
    @sambitdash8944 8 місяців тому +13

    ଅନୁଭବ ଭାଇ ଙ୍କ ବାପା ଆଉ ମା ଙ୍କର ସୁସ୍ତ ତଥା ଦୀର୍ଘ ଜୀବନ ପାଇଁ ପାର୍ଥନା କରୁଛି।

  • @sambitdash8944
    @sambitdash8944 8 місяців тому +21

    ବର୍ଷା madam ଆପଣ ଯେତେ ଶୀଘ୍ର ଛାଡପତ୍ର ଦେଇଦିଅନ୍ତୁ । ଦୁଇଜଣ ପାଇଁ ଭଲ ହେବ। କଳିଯୁଗ ସରି ଆସୁଛି। ଶାନ୍ତିରେ ଦୁଇଜଣ ବାକି ଜୀବନ ବିତେଇବ ।

  • @rajasmitapradhan4611
    @rajasmitapradhan4611 8 місяців тому +10

    ଅନୁଭବ ବାବୁ କୋର୍ଟ ରେ ଲଢ଼ ସୋସିଆଲ ମିଡିଆ ରେ ନୁହଁ, ବର୍ଷା ଭୁଲ ହେଇପାରନ୍ତି ସେ କୋର୍ଟ ରେ ଲଢୁଛନ୍ତି, ସୋସିଆଲ ମିଡିଆ ରେ ନୁହଁ,ଆଉ ତୁମେ ତ କୋର୍ଟ ରେ କେଶ୍ କରିଛ,

    • @Alone_Fighter_7
      @Alone_Fighter_7 8 місяців тому

      Sir why she is not talking with media or social media ?? If she is good than she need to come infront of people and tell the truth . And one thing if she is so good than why she is torturing his inlaws ??? is this the time to do all these stuffs her father in law is in very critical condition and is not the right time to help them atleast 1%

  • @sureshpuhansurya845
    @sureshpuhansurya845 8 місяців тому +5

    Justice for anubhav bhai God bless you 🙏 love you bhaijan ❤️❤️

  • @swabhimaniodia2478
    @swabhimaniodia2478 8 місяців тому +6

    Brother, be strong.
    You will surely get justice👍

  • @justifyworld
    @justifyworld 8 місяців тому +6

    #justice for anubhav mohanty 🙏

  • @swapnajitbiswal1180
    @swapnajitbiswal1180 8 місяців тому +567

    ଯେତେବେଳେ ଯାହା ଉପରେ ବିତେ କେବଳ ତା କଷ୍ଟ ସେ ହିଁ ବୁଝି ପାରେ। ମାଜାକ ବନେଇବା ପାଇଁ ତ ଦୁନିଆଁ ଆଗ ଧାଡ଼ି ରେ ଠିଆ ହେଇଚି। God bless you 🙏

  • @rblcreationrohit
    @rblcreationrohit 8 місяців тому +15

    ଅପଣ ଯାହା କହୁଛନ୍ତି ଠିକ ହେଲେ
    ମୋର ଗୋଟେ ପ୍ରଶ୍ନ ର ଉତ୍ତର ଦେବେ କି
    ସାରା ଜୀବନ ଭରଷା କରି ବର୍ଷା madam ଙ୍କ ହାତ ଧରି ଥିଲେ ସେ ଠକିଲେ
    କିନ୍ତୁ ଆମେ କେନ୍ଦ୍ରାପଡ଼ା ବାସି 5ବର୍ଷ ଭରସା କରି vote ଦେଲୁ ଆପଣ ଆମ କୁ ବି ଭଲ ସେ ମାରିଲେ
    କଣ କରିଛନ୍ତି ଆମ କେନ୍ଦ୍ରାପଡ଼ା ପାଇଁ ଏ 5ବର୍ଷ ଭିତରେ କେନ୍ଦ୍ରାପଡ଼ା ରେ କଣ ଗୋଟେ କରିଛ କହିଲ
    ଆପଣ ବି କୋଉ ବିଶ୍ୱାସ ଘାତି ଠୁ କମ nuhnAnti
    ଜୟ ବଳ ବଳଦେବ ଜୀଉ 🙏

  • @maahideepa6438
    @maahideepa6438 8 місяців тому +6

    Justice for anubhav sir

  • @kajalsahoo4729
    @kajalsahoo4729 8 місяців тому +13

    Jagruti rati sara pressure pakauchi ta baha heba ku Sethi pain nida houni tamaku... Baba nka deha kharap sata but Tama matter re tanka deha kharap saha kn link

    • @motivationmoment1622
      @motivationmoment1622 8 місяців тому

      ଖାଲି ଗୋଟାଏ ଶକ୍ତ ଚାପୁଡ଼ା ତାକୁ darkar

  • @subhendupanda9240
    @subhendupanda9240 8 місяців тому +8

    ସାର,
    ପାରିବାରିକ କଳହ ରୁ ଯଦି କିଛି ସମୟ ମିଳେ ତାହେଲେ କେନ୍ଦ୍ରାପଡ଼ାର ବିକାଶ ପ୍ରତି ଦୃଷ୍ଟି ଦିଅନ୍ତୁ କେନ୍ଦ୍ରାପଡ଼ା କୁ Passenger Train ଚଳାଇବା ବ୍ୟବସ୍ତା କରନ୍ତୁ ଏବଂ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟରେ ଧ୍ୟାନ ଦେବାକୁ ଅନୁରୋଧ
    ଇତି
    ଆପଣଙ୍କ ପ୍ରିୟ କେନ୍ଦ୍ରାପଡ଼ା ବାସୀ

    • @SuperHitsOdia
      @SuperHitsOdia 8 місяців тому +2

      *ସେ ଆଉ ଥରେ କେନ୍ଦ୍ରାପଡ଼ାରୁ ଜିତିଲେ କରିବେ😂 । ଏବେ ସେ ଲୋକଙ୍କ ଟ୍ୟାକ୍ସ ପଇସାରେ ଅଏସ୍ ଆରାମ କରୁଛନ୍ତି 😂 ଆଉ ମଝିରେ ମଝିରେ ଟିକେ ଲୋକଙ୍କ ସମବେଦନା ପାଇବାପାଇଁ ସାମାଜିକ ଗଣମାଧ୍ୟମର ସାହାରା ନେଉଛନ୍ତି*

  • @user-xq7js9tm8y
    @user-xq7js9tm8y 8 місяців тому +11

    Atiki Katha midia agare na kahiki jadi call re kahithante apas bujhamana karithante bhala hei thanta apana nka sanman rahithanta

  • @kbanashree1483
    @kbanashree1483 8 місяців тому +15

    କିଏ କେତେ ସତ କହୁଚି କିଛି ବୁଝା ପଡୁନି, କିନ୍ତୁ ଭଗବାନ ସତ କଣ ଜାଣନ୍ତି, ସିଏ ହିଁ ଠିକ୍ ଭୁଲ୍ ର ବିଚାର କରିବେ 🙏 ଆଉ ଗୋଟେ କଥା ଆପଣଙ୍କ ବାପା ଙ୍କ ଦେହ ଖରାପ ହେଲେ ବର୍ଷା କଣ ଆପଣଙ୍କ ବାପାଙ୍କ ଦେହ ଖରାପ କରିଦେଲେ, ଆପଣ divorse ପାଇଁ ଏତେ ବ୍ୟାକୁଳ କଣ ପାଇଁ ଆମେ ଜାଣିଛୁ ଯେତେ ଶୀଘ୍ର divorse ହେବ ଆପଣ ଜାଗୃତି ଶୁକ୍ଳା କୁ ବାହା ହେବାକୁ ଚାହୁଁଛନ୍ତି, ଏଟା ଆପଣଙ୍କ କଥା ରୁ ସ୍ପଷ୍ଟ ଜଣା ପଡ଼ୁଛି 🙏

  • @Dipa_pintu_express143
    @Dipa_pintu_express143 8 місяців тому +6

    ଅନୁଭବ ଭାଇ ତମେ କଣ ସାରା ଓଡିଶା ଜାଣିଛି ଆଉ ମୁ ଏତିକି ଅନୁରୋଧ କରୁଛି ମୋର ଓଡିଶା ର ସବୁବେଳେ ଭାଇ ମାନଙ୍କୁ ଗୋଟେ ଝିଅ କାଧିଲେ ସବୁବୁଝି ପାରୁଛ ହେଲେ କଣ ପାଇଁ ଗୋଟେ ପୁଅ ର ଦୁଃଖ କୁ ବୁଝି ପାରୁନ 🙏 ବର୍ଷା ଦି ତମେ ଯଦି ଏତେ ଭଲ ତାହାଲେ କଣ ପାଇଁ ଭାଇ ସହ ତିନି ବର୍ଷ ହେଲା ନାଟକ କରୁଛ ଆଉ ଭଲ ହେବା ପାଇଁ ଆମ ଭଳି ଗରିବ ଲୁକ ମାନଙ୍କ ପାଖକୁ ଯାଇ ଭଲ ଦେଖେଇ ହଉଛ.... ତମେ ରହିଲନି କି ଯାଉନ ହେଲେ ତମେ ଏମିତି ଯଦି ତମ ଭାଇ ସହ ହେଇଥାନ୍ତା.... କୁହ... ଆଜି ତମେ ଯାହା କରୁଛ ସାରା ଓଡିଶା ଜାଣିସାରିଛି. ଆଜି ତମ ପାଇଁ ଭାଇ ଓଡିଶା ଆଗରେ ହସୁଛି ହେଲେ ଘରେ ଭାଇ କେତେ କଷ୍ଟରେ ଅଛି ଆମେ ଅନୁଭବ କରିପାରୁଛୁ..... ମୋ ଭାଇ life ru ଚାଲି ଯାଅ ଏତିକି ପ୍ରାର୍ଥନା କରୁଛି... ଜୟ ଜଗନ୍ନାଥ 🙏🙏 au mo bhai ki eka rahibaku dia 🙏🙏🙏🙏

  • @a.ashirbad...2632
    @a.ashirbad...2632 8 місяців тому +4

    A girl can do anything yes He is the proof
    How powerful he but now he was broken 💔.plz god justice for Anubhav sir.

  • @santanumahapatra5138
    @santanumahapatra5138 8 місяців тому +3

    Anubha Bhai your the No -1 Hero of Odisha.God bless you

  • @PritipriyadarshiniSahoo
    @PritipriyadarshiniSahoo 8 місяців тому +2

    Sir we are always with you...stay strong and please ignore negative comments

  • @ommprakash2092
    @ommprakash2092 8 місяців тому +4

    Keep justice for Anubhav bhai 😢😢😢😢😢😢😢

  • @SatyaVlogs147
    @SatyaVlogs147 8 місяців тому +4

    Bhagwan Anubhav Bhai ku jaldi justice Diya tanku tike Santi re rahibaku Diya..❤❤

  • @santoshmungade5331
    @santoshmungade5331 8 місяців тому +3

    We are all fan always with u sir, don't worry justice for king super duper star Anubhav mohanty ❤🙏

  • @rashmirekharout762
    @rashmirekharout762 8 місяців тому +5

    Ur hero great personality...god bless u ...❤

  • @JBJATRAJAGATA
    @JBJATRAJAGATA 8 місяців тому +4

    ଭଗବାନ ଙ୍କୁ ଡରରେ ଭଗବାନ ଙ୍କୁ ଡର । ଆଜିର ଜିବନ କାଲିକୁ ନାହିଁ ଏମିତି କଣ ପାଇଁ ହଉଚ । ମୁଁ ଏତିକି କହିବି ଅନ୍ୟାୟ କେହି କାହା ପ୍ରତି କରନ୍ତୁ ନାହିଁ । ସେ ବର୍ଷା ହଉ କିମ୍ବା ଅନୁଭବ 🙏🙏🙏
    ଏବଂ ଆପଣମାନଙ୍କୁ ବି । କାରଣ ଯିଏ ଯେମିତି କରେ ସେ ସେମିତି ଫଳ ପାଏ । EX- ଭଲ ପଢିଲେ pass କରିବେ ନ ପଢିଲେ Fail ହେବେ । It's the power of GOD

  • @balinag3983
    @balinag3983 8 місяців тому +8

    ସବୁ ନିଜ କର୍ମ ଅନୁସାରେ ହେବ jay ଜଗନ୍ନାଥ

  • @sushreesahu2400
    @sushreesahu2400 8 місяців тому +3

    Anubhav Bhai I have also lost my parents due to kidney disease..God bless u

  • @tapanchoudhury1673
    @tapanchoudhury1673 8 місяців тому +6

    ତମର ଭାଇ କିଛି ହବନି ଆମେ ଜାଣିଚୁ ତମେ କଣ ଜୟ ଜଗନ୍ନାଥ 🙏

  • @bikashbehera2408
    @bikashbehera2408 8 місяців тому +11

    Aeita ku histriya roga heigalani

  • @jasminejijnasachoudhury9621
    @jasminejijnasachoudhury9621 8 місяців тому +4

    Please don't cry sir you are strong guy...😔😔😔😔

  • @bodhilipu
    @bodhilipu 8 місяців тому +2

    Sir you deserve more than anything in this world... I have seen you very closely and I know who you are... Kindly restrain and refrain from all this things.....Life is very short and as we grow older we get very little time to celebrate any occasion... So enjoy your rest of the life... Don't regret and repent for anything.. Just go ahead Sir you will find a very beautiful life is waiting ahead.. Emiti court, kacheri hei dina gadi jiba and when you will find to look back to your life sete bele bhabibe Apana kahathu jitiba pain chesta karu thile.... Nija pain Samay diantu Sir au family pain and always bear a smiling face bcoz your enemies hates it... You will definitely win in your life...

  • @priyankapradhan9336
    @priyankapradhan9336 8 місяців тому +9

    Marriage ta kan Maja lagithila ...janiparunathile ki mrg karidele..... Tma icha hele marriage karideba tma icha hele chadideba ....jhia ta majak laguchi nahi .....ate jadi family chinta thila marriage kariba au kau jhia Ra life nasta kariba agaru bhabibar thila......Dr Sir

    • @mahaprasad7151
      @mahaprasad7151 8 місяців тому

      ଆଉ kn ବୁଢ଼ୀ hela ଛୁଆ କରିବ 😂😂Dr.madam

    • @youthofbhubaneswar2069
      @youthofbhubaneswar2069 8 місяців тому

      ​@@mahaprasad7151Kain heroine mane bollywood re kebe chuaa karanti jaanina ki jadi idea nahni film industry bisayare den maagana jukti karani

  • @nepalnag1422
    @nepalnag1422 8 місяців тому +5

    Anuvab bhai always king...

  • @glamgirlsima5902
    @glamgirlsima5902 8 місяців тому +11

    Barsa nka pain tuma bapa nka deha kharap kemiti hela au se jadi tanka sense re rahu nahanti se kn pain tuma divorce katha hni kahuchanti Au gote katha apana mane nka ra jaha hela Divorce ku kain tani anuchanti varsha ku dai karuchanti, Apana sou nahanti apana nka bapa nka deha bhala nahi darkar padu thiba ratire hele Varsha kn kele, Ete bi bhul au micha prachara karantuni loka boka nahanti kehi

  • @vkalok5383
    @vkalok5383 8 місяців тому +4

    ଅନୁଭବ sir ଦିନେ ନା ଦିନେ ନିଶ୍ଚୟ ଜିତିବେ ❤️❤️❤️❤️❤️

  • @koushalyapatra3497
    @koushalyapatra3497 8 місяців тому +2

    Please don't cry sir fans are always with you ❤❤❤❤❤❤

  • @RajaRaja-jb3gq
    @RajaRaja-jb3gq 8 місяців тому +6

    ହେ ଠାକୁରେ କିଛି ଗୋଟାଏ କର ଭଗବାନ, ଆମେ ଆମ stuper star ଏତେ କଷ୍ଟ ଦେଖି ପାରୁନାହୁଁ। 😭😭😭
    ପ୍ରଭୁ ଜଗନ୍ନାଥ ଆପଣଙ୍କ ବାପାଙ୍କ ଦେହ ଭଲ କରି ଦିଅନ୍ତୁ।

  • @user-nv9wm8dr8y
    @user-nv9wm8dr8y 8 місяців тому +26

    ଭାଇ ସବୁ କିଛି ଦିନେ ଠିକ୍ ହୋଇଯିବ ଆପଣଙ୍କ ସହ ଆମେ ସବୁବେଳେ ଅଛୁ ଆଉ ରହିଥିବୁ ଆପଣ ବେସ୍ତ ହୁଅନ୍ତୁ ନି ତାଙ୍କୁ ଭଗବାନ ଦଡ଼ ଦେବେ 🙏

    • @nahasilebidyarana5212
      @nahasilebidyarana5212 8 місяців тому +1

      ଏଇଟା ସବୁଠୁ ବଡ ମିଛ କଥା ଖାଲି କାନ୍ଦିଲେ ଆଉ ବାପା ମାଆ ବାପା ମାଆ ହେଲେ ହବନି ମିଛ କଥା କାଇଁ କହୁଛନ୍ତି ଠିକ ହବ ନୁହଁ ଠିକ କରନ୍ତୁ ନିଜେ ଜଲଦି.... ଏଇଟା କୁହନ୍ତୁ

    • @like_a_bos.
      @like_a_bos. 8 місяців тому

      ​@@nahasilebidyarana5212thik kahila 😂😂😂

    • @SuryaKantaMalik-eq1yl
      @SuryaKantaMalik-eq1yl 8 місяців тому

      Magia Anubhav

    • @Broo401
      @Broo401 8 місяців тому

      @@SuryaKantaMalik-eq1yl ହଇରେ ସେକିବି ପଛ ପଟେ, respect ଦେବା ଶିକ୍

    • @SuryaKantaMalik-eq1yl
      @SuryaKantaMalik-eq1yl 8 місяців тому

      Banda hero Anubhav best Tamil Vijay thalapathy Tamilnadu king

  • @madhusmitasaroja6544
    @madhusmitasaroja6544 8 місяців тому +10

    Gote jhia jibana nasta kariki anubhav marage karijiba barsha jou kasta paiba jie nija stree ku sanman dauni se kete bhala samaste janishanti

  • @princepriyansu7520
    @princepriyansu7520 8 місяців тому +8

    Justice For Anubhav Mohanty Bhai ❤🙏

  • @gyanaranjanswain4272
    @gyanaranjanswain4272 8 місяців тому +4

    Kindly justice for Anubhav

  • @satyaranjanpalei18
    @satyaranjanpalei18 8 місяців тому +2

    We Stand With You❤

  • @user-el6vb4bb1j
    @user-el6vb4bb1j 8 місяців тому +9

    Divorce hone se aap sab so
    paayenge? Great 👍 what about that lady's life and family? Aap kabhi jaane ke aapke wife or use family kitne deno se soe nahi? Please reply Anubhav sir?
    Divorce hone se so lenge aaram se with family? Kya aapke ghar beti nahi hae? Really sad.

  • @jhostnaranibehera1040
    @jhostnaranibehera1040 8 місяців тому +9

    Katha re achi ....sata kebe hareni ..this is the proof ...loko chahe andha heijaichnti Barsha ku kehi support karunahnti ...but logically if we think ..anubhav ra harkat ru hin Jana paduchi who is in fault side....that is the reason Barsha never try to give explanation over social media ..because she is right ...but anubhav always try to taking advantage of his fans and trying to take imotional help .. and guys please stop making heros to treat as a god ..they are just human being ...you can't blame always a girl

    • @saubhaagyalaxmibaral9969
      @saubhaagyalaxmibaral9969 8 місяців тому +2

      Absolutely correct✅... Yeita dahara yar affair achi boli varsha thu divorce nauchi.. Varsha kebe bi starting ru ya vali social media re natak kareni.. Yaku loka jou mane support karucchanti semane bi murkha

  • @subhakumar764
    @subhakumar764 8 місяців тому +4

    Saty Strong Bhaijaan We are always with You ❤

  • @pravatdas6562
    @pravatdas6562 8 місяців тому +3

    anubhav sir God tuma ku justice debe chinta kara nahi , all odisha achhi tuma saha bhai #anubhav

  • @bmboard
    @bmboard 8 місяців тому +3

    ଏହା ଆପଣଙ୍କ ଜୀବନର ସବୁଠୁ କଷ୍ଟ ସମୟ, ଘର ର ବଡ଼ ପୁଅ ଆପଣ, ଧର୍ଯ୍ୟ ରଖନ୍ତୁ, ମହାବୀର ଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଏ ସମୟ ବି ଦିନେ ଚାଲିଯିବ, ଭଗବାନ ଙ୍କୁ ପାର୍ଥନା କରୁଛି ଆପଣଙ୍କ ଘରେ ପୁନର୍ବାର ଖୁସି ଓ ଶାନ୍ତି ର ବାତାବରଣ ଫେରି ଆସୁ 🙏🙏🙏

  • @sampadbarik8802
    @sampadbarik8802 8 місяців тому +7

    What about Barsha and her family after divorce
    Nautanki no1
    Ete Jada bapa maa nka chinta
    Tahele tuma katha baharuku asinthanta
    Ebe b time achi Misikari ruha and bapa maa nki khusi kar
    Misikari rahilani
    Divorce nahaba uchit

  • @debasishmoharana4575
    @debasishmoharana4575 8 місяців тому +4

    Realy very good acting

  • @dearfactmine
    @dearfactmine 8 місяців тому +2

    Anubhav sir aapki baat sunke muje aasu aagaya😢❤

  • @lipsadash9116
    @lipsadash9116 8 місяців тому +2

    Very good person anubhav sir

  • @odiavlogmalaysia9001
    @odiavlogmalaysia9001 8 місяців тому +4

    Trust God, everything will be fine. Your father's health will also improve. Jay Jagannath ❤❤

  • @niranjanpatra84
    @niranjanpatra84 8 місяців тому +12

    Don't respect that nonsense lady Barsha Priyadarshini. Jiye samajare kalanka avali nari kebe kahara Kula badhu hoi paribeni

    • @bikaslinka6193
      @bikaslinka6193 8 місяців тому +2

      Dhanda wali budhhi chheli

    • @niranjanpatra84
      @niranjanpatra84 8 місяців тому +1

      @@bikaslinka6193 perfect katha kahile bhai 👍

    • @bikaslinka6193
      @bikaslinka6193 8 місяців тому +1

      @@niranjanpatra84 dhanda wali ku Cuttack loka anda mada daba katha

    • @niranjanpatra84
      @niranjanpatra84 8 місяців тому +1

      @@bikaslinka6193 👍

  • @PrakashNayak-cb2uy
    @PrakashNayak-cb2uy 8 місяців тому +3

    Justice anubhav bhai🙏🙏🙏🙏🙏

  • @bebinasethy9647
    @bebinasethy9647 8 місяців тому +2

    God bless you 🙏🙏 sir 🙏

  • @angelbarsha
    @angelbarsha 8 місяців тому +11

    Ta divorce sangare ta bapa deha kharap hela Barsha Kan kariba tate Barsha divorce dei dela pare ta bapa deha Kan thik hei jiba

    • @sandhyaprustirout5054
      @sandhyaprustirout5054 8 місяців тому +1

      Right

    • @sandhyaprustirout5054
      @sandhyaprustirout5054 8 місяців тому +1

      Barsha ta kichi kahinahantii tuma bapanku....tuma tanka deha kharap ku neiki Amiti connect kain karucha bhaiii....Hn apana tanka saha rahibaku chanhunahanti ame janichu...Aue devorce heijiba ta b thik
      ...jauthi mana misuni sethi agaku na jiba vala...

    • @lifeofsantoshpriyambada4117
      @lifeofsantoshpriyambada4117 8 місяців тому +1

      Thik kahichanti

    • @lifeofsantoshpriyambada4117
      @lifeofsantoshpriyambada4117 8 місяців тому +2

      Emane gote social media ku mis use karuchhanti

  • @silaDas-rl3mi
    @silaDas-rl3mi 8 місяців тому +10

    ରାବଣ ବି ଅହଙ୍କାର ପାଇଁ ଧ୍ଵସଂ ମୋ ଭାଇଟା ପରାବୁଝିଯାଅ ନହେଲେ ଆପଣ ବି ଖରାପ ହୋଇଯିବେ ସୋସିଆଲ୍‌ ମ୍ରିଡିଆ କିଛି କରିପାରିବନି ଖାଲି ମଜା ନେବେ ଆପଣ ଗ୍ରହଣ କରିନିଅ ଅଧିକ ଦୁଃଖ ମିଳିବ ଆଉ ସହି ହେଉନି. ଆପଣଙ୍କ ଭିଡିଓରେ ଲବଲି କିଏ

    • @debashishmahanta4948
      @debashishmahanta4948 8 місяців тому

      ସଂପୂର୍ଣ୍ଣ ସତ କଥା କହିଛନ୍ତି

  • @amiyasahu5694
    @amiyasahu5694 8 місяців тому +1

    Bhai... Justice jaldi milega... I know bhai bapa ❤❤app ka bahut strong

  • @Chandra_295
    @Chandra_295 8 місяців тому +5

    Love you bhai ❤❤🎉

  • @babunamallick5594
    @babunamallick5594 8 місяців тому +10

    ଆପଣ ତ ବର୍ଷା ଙ୍କୁ ଛାଡ଼ପତ୍ର ଦେବ ବୋଲି ପରିବାର ଅଦାଲତ ରେ ଆବେଦନ କରିଥିଲ, ନ୍ୟାୟାଳୟ ଆପଣଙ୍କ ଆବେଦନ ଉପରେ ବିଚାର କରି ରାୟ ଶୁଣାଇଛନ୍ତି, ଆପଣ ଜଦି ପରିବାର ଅଦାଲତଙ୍କ ରାୟ ରେ ସନ୍ତୁଷ୍ଟ ନୁହଁନ୍ତି ଆପଣ ଉଚ୍ଚନ୍ୟାୟାଳୟ ଆବେଦନ କରିବେ କିମ୍ବା ଦେଶରେ ସର୍ବୋଚ୍ଚ ନ୍ୟାୟାଳୟ , ଯାଇଁ ବିଭାହ ବିଚ୍ଛେଦ ପାଇଁ ପୁନର୍ବାର ଆବେଦନ କରିପାରିବେ, ଆପଣ ସେ ସବୁ ନ କରି, ଏମିତି ବରମ୍ବାର ଭିଡିଓ ପୋଷ୍ଟ କରି ବାର ମାନେ କଣ, ଗଣମାଧ୍ୟମ ରେ ନ୍ୟାୟାଳୟଙ୍କ ରାୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା, ପୁଣି ବରମ୍ବାର ବର୍ଷା ଙ୍କ ବିରୁଦ୍ଧରେ କାହିଁକି ଏ ଶସ୍ତା ଟିପ୍ପଣୀ ଦେଇ ନିଜର ସମାନ୍ ହରାଉଛନ୍ତି, ଆପଣ ଆମଦେଶର ସର୍ବୋଚ୍ଚ ନ୍ୟାୟାଳୟ କୁ ଯାନ୍ତୁ ଏବଂ ସର୍ବୋଚ ନ୍ୟାୟାଳୟ ଉପରେ ଭରସା କରନ୍ତୁ, କାହିଁକି ଏମିତି ପାଗଳ ଙ୍କ ଭଳି ହେଇଛନ୍ତି, ଆପଣ ଆମ ଓଡିଶାର ସୁପର୍ ଷ୍ଟାର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ଭାବେ ପ୍ରତିନିଧି ତ୍ୱ କରୁଛନ୍ତି,ଟିକେ ତାର ମର୍ଯ୍ୟାଦା ରକ୍ଷା କରନ୍ତୁ, ବର୍ଷା ତ ସବୁବେଳେ ନିରବ ରହୁଛନ୍ତି, ଆପଣ ଡିୟର ଫ୍ରେଣ୍ଡ୍ ଜାଗୃତି ଶୁକ୍ଲା ଙ୍କ ପାଇଁ କାଇଁ ସବୁବେଳେ ଏମିତି ବିଳିବିଳେଇ ହେଉଛନ୍ତି, ଆପଣ ଟିକେ ଧର୍ଯ୍ୟ ରଖନ୍ତୁ, ଜୟ ଜଗନ୍ନାଥ 🙏

    • @upendratecno8319
      @upendratecno8319 8 місяців тому +1

      family court judgement deichhanti....high court nuhen..
      Abe High court re petition apply karibe anubhav bhai

    • @babunamallick5594
      @babunamallick5594 8 місяців тому +1

      @@user-km5pf9lx6s ଆରେ ଶଳା ତୁ କଣ ବାଳ ଜାଣିଛୁ, ଅନୁଭବ ମହାନ୍ତି ଏମିତି ଭିଡିଓ ପୋଷ୍ଟ କରିଲେ କିମ୍ବା ଗଣମାଧ୍ୟମରେ ଚିତ୍କାର କରି କହିଲେ ତାଙ୍କୁ କିଏ ନ୍ୟାୟ ଦେଇପାରିବେନି , ନା ତୁ ତାଙ୍କୁ ନ୍ୟାୟ ଦେଇ ପାରିବୁ କି, ନ୍ୟାୟ ମିଳିବ ତାଙ୍କୁ ହାଇକୋର୍ଟ ରୁ କି ସୁପ୍ରିମକୋର୍ଟ ରୁ, ତେଣୁ ସିଏ ସେ ବିଷୟରେ ଅଧିକ ଚିନ୍ତା କରିବା କଥା ଜଣେ ଭଲ ଓକିଲ ଙ୍କୁ ନେଇ କେସ୍ ଲଢ଼ିଲେ ତାଙ୍କୁ ନ୍ୟାୟ ମିଳିବ, ଏମିତି ଗଣମାଧ୍ୟମ ରେ କହିଲେ କି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଦେଲେ ତାଙ୍କୁ କେହିବି ନ୍ୟାୟ ଦେବେନି

    • @upendratecno8319
      @upendratecno8319 8 місяців тому

      @@babunamallick5594 ତୋ ଘର କଉଠି ବେ...ତୋର କାହିଁକି ପୋଡୁଛି ବେ ...ଦେଖେନା ବେ ଯା ପଳା ...ତୋ ଭଳିଆ ଛତିରାଖିଆ କିବେ ...କଣ କହୁଛନ୍ତି କିଛି ବାଳ ନ ଶୁଣି ନ‌ ଜାଣି କାହିଁ ଏଠି ଛୋଡି ହଉଛୁ ବେ...

    • @upendratecno8319
      @upendratecno8319 8 місяців тому

      @@babunamallick5594 ଆଇଲା ବା---ରୁ ବୁଝିଲା ପେ---ରୁ

    • @motivationmoment1622
      @motivationmoment1622 8 місяців тому

      Right

  • @jasmitasahoo4758
    @jasmitasahoo4758 8 місяців тому +4

    ମୋ ବାପା ଙ୍କ ର kidini problem,, ସାଇ ବାବା ଙ୍କ କୃପା ରୁ ସୁସ୍ଥ ଅଛନ୍ତି,, ବାବା 108 ନାମ ଆଉ 11ବଚନ ଟି ପାଠ କର ବାବା ଙ୍କୁ ଦୁଃଖ ଜଣାଅ ଭାଇ ଦେଖିବ ସେ କେବେ ଖାଲି ହାତ ରେ ଛାଡ଼ିବେନି,, ଓଁ ସାଇ ରାମ୍,, ଦୁଃଖ ଦୂର କର ବାବା

  • @TigerDon420
    @TigerDon420 8 місяців тому +3

    @Barsa......Enhance your value by doing this great job....God has given you one opportunity to do a great job and convert all your curse to blessings....

  • @deeparupa3119
    @deeparupa3119 8 місяців тому +11

    Over acting ki dukan... Alajuka kauthikara. Aku dekhile raga laguchi

    • @Onlly4U
      @Onlly4U 8 місяців тому +1

      Maghia to gandi kain poduchi 🤬 anubhav to bou ku pelu thila ki ? Next time anubhav Bhai nka bisayare kichi B kharap kahibu , ahuri hard bhasa sunibu . Mind it 🤬

    • @saritasahu9195
      @saritasahu9195 8 місяців тому

      Jie hard vasa sunae se hin kharap taa sanskara kharap.... Jie sune taara nuha.... Apannk word jogu apan nku lajya lagiva katha vai... 🙏

    • @Onlly4U
      @Onlly4U 8 місяців тому

      ​@@saritasahu9195dekhantu bhauni , mu apananku kichi kahini . As a fan mu mo opinion deli . Au jau sanskar katha kahu chanti , bodhe mo thu besi sanskari pila a duniya re nathibe 🙏🏻

  • @kuldeep_02_12
    @kuldeep_02_12 8 місяців тому +5

    @anubhavmohanty you should come in to the ASHA RA ALOKA program

  • @DiptimayeeGumansingh-ju2sy
    @DiptimayeeGumansingh-ju2sy 8 місяців тому +3

    God bless you Bhai 🙏🙏 tuma bapankara kichhi hebani🙏 Radhe Radhe 🙏🙏

  • @karismasethi3895
    @karismasethi3895 8 місяців тому +7

    Barsa chadapatra deidele tamara ghara loka sabu soipadiba😂aau kichi karana miluni

  • @PurusottamPadhan-ec3xy
    @PurusottamPadhan-ec3xy 6 місяців тому +8

    ଅନୁଭବ ତୁମେ କେତେ ଅଭିନୟ କରୁଛ ତୁମ କଥାରୁ ଜଣାପଡୁଛି, ସକାଳ ୫ ଟାରେ କଣ ଏମିତି ଭଡିଓ କରନ୍ତି, ତୁମେ ଏମପି କେମିତି ହେଲ, ଯିଏ ଗୋଟେ ନାରୀକୁ ସମ୍ମାନ ଦଉନି।

  • @iamdp3770
    @iamdp3770 8 місяців тому +1

    Dharma ra heba jaya... God bless you superstar 🙏🙏🙏🙏

  • @artofliving.771
    @artofliving.771 8 місяців тому +1

    Really its very sensitive issue... God bless you..... Bhgban apana nku sahaya huantu...... Solve your problems soon.

  • @abhirocks6676
    @abhirocks6676 8 місяців тому +9

    ତମ ଘର ପଶୁର ଏତେ ଚିନ୍ତା
    ନିଜ ସ୍ତ୍ରୀ କୁ ଚିନ୍ତା ନାହିଁ.... 😂😂😂😂😂😂ବା ବା ରେ ମାନବ କଣ ଏଇ ଯୁଗ ଆସିଗଲା ପଶୁ ପାଇଁ ଏତେ ଚିନ୍ତା 👍👍👍👍👍

    • @Broo401
      @Broo401 8 місяців тому

      Feminist spotted

    • @Broo401
      @Broo401 8 місяців тому

      She is not wife, she's just friend

    • @rasharajnayak8836
      @rasharajnayak8836 8 місяців тому

      Seita stree nuha Seita gote Pasu tu b hina. Anubhab ku ete kasta dei chalichi.

  • @anushayanayaksahoo5102
    @anushayanayaksahoo5102 8 місяців тому +6

    Jia sata kahe se sabu bele haeiraan hua ,varsha r bapa nahi ta se kouthi bujhiba aau kahar bapa r jiban katha kana pai varsha ku public support karuchi se ta vul plz anubhav ku support Karantu

  • @rashmirekhapatra43
    @rashmirekhapatra43 4 місяці тому +3

    All the good wishes 😇

  • @duryodhankishan73
    @duryodhankishan73 8 місяців тому +2

    Ekdum right bhai.... I m also dialysis patient, I feel ur situation.... Dine na dine sure khusi miliba au diaverse heba..... But kn kariba bharat ra rule tike alaga.... Sabu maya re baya e dunia....

  • @princebabu7216
    @princebabu7216 8 місяців тому +7

    ଦୟା କରି କି ଆପଣ କାନ୍ଦନ୍ତୁ ନାହିଁ ଭାଇ 😢😢😢😢😢 ବାପା ଙ୍କ ର କିଛି ହେବ ନାହିଁ ଜଗତର ନାଥ ଜଗନ୍ନାଥ ଙ୍କ କୃପା ଏବଂ ଆଶିର୍ବାଦ ତାଙ୍କ ଉପରେ ସର୍ବଦା ରହିଛି ପ୍ରଭୁ ବାପା ଙ୍କୁ ଜଲ୍ଦୀ ଠିକ୍ କରି ଦେବେ 🙏🙏🙏🙏🙏🙏🙏🙏 ଭାଇ ଆପଣ ଏତେ ଷ୍ଟ୍ରଙ୍ଗ ହୋଇକି ଭାଙ୍ଗି ପଢନ୍ତୁ ନାହିଁ କାହିଁକି ନା ଆପଣଙ୍କ Family ଆପଣଙ୍କ ହାତରେ God bless you ଭାଇ ❤❤❤❤❤

  • @rakeshkumarsahoo1043
    @rakeshkumarsahoo1043 8 місяців тому +7

    Loka nka neta heichha kama ta kichhi karuna khali maikina katha kahi ama ku bhuan bulauchha .... Tuma ku sei ya darakara loka nka kama kara family dekha ye faltu personal katha sabu social media re kuha ni ......

  • @hitubhaivlogs
    @hitubhaivlogs 8 місяців тому +1

    #justiceforanubhavmohanty

  • @PINTUOFFICEAL2.0
    @PINTUOFFICEAL2.0 8 місяців тому +1

    King of Odisha anubhav Bhaijaan 🔥🔥🔥🔥🔥🔥🔥🔥

  • @Surashmi123
    @Surashmi123 8 місяців тому +6

    ସତ ର ସବୁବେଳେ ଜୟ ହବ , ଦେକିବେ ଯିଏ ଆପଣ ଙ୍କ ଜୀବନ ଏମିତି କରିଛି ତାକୁ ପ୍ରଭୁ ଜଗନ୍ନାଥ ଦଣ୍ଡ ଦେବେ

  • @kajalsahoo4729
    @kajalsahoo4729 8 місяців тому +10

    Mu sunuthili deha kharap hele medicine darakaar , doctor ra need thae but ethi ta tamaku divorces darakar paduchi kya baat hai

    • @motivationmoment1622
      @motivationmoment1622 8 місяців тому

      ଖାଲି ଗୋଟାଏ ଶକ୍ତ ଚାପୁଡା ତାକୁ darkar

  • @gitanjalimohabhuin3565
    @gitanjalimohabhuin3565 8 місяців тому +2

    God bless you

  • @bikramsuna437
    @bikramsuna437 8 місяців тому +3

    Anubhab. Great ❤

  • @abinashnath3190
    @abinashnath3190 8 місяців тому +13

    କାହକୁ କହୁଛନ୍ତି ବର୍ଷା ଙ୍କୁ ନା ଲୋକ ମାନଙ୍କ କହିକି ନାଟକ କରୁଛନ୍ତି ବର୍ଷା ଙ୍କର ଘର ଦେଖି ନାହାଁନ୍ତି କି

  • @silaDas-rl3mi
    @silaDas-rl3mi 8 місяців тому +5

    ଏଠି ସମସ୍ତେ ସ୍ଵାର୍ଥପର ବାପା ମା ବି ବଡ଼ ହେଲେ ତାଙ୍କୁ ପୋଷିବ ବୋଲି ଚାହାନ୍ତି ପୁଅ ଟିଏ ସିନା ଦ୍ବିତୀୟ ବିବାହ କରିବ ମର୍ଯଦା ଥିବା ଝିଅ କଣ କରିବ

  • @kaibalyatripathy6037
    @kaibalyatripathy6037 8 місяців тому +3

    Jay Jagannath ❤️🙏

  • @sujatapatnaik5421
    @sujatapatnaik5421 8 місяців тому

    Wishing and praying for a clean closure🙏

  • @bulureddy2414
    @bulureddy2414 8 місяців тому +7

    Bhai kiche be habani tamar Bhagwan acha nti ame sabu Achu bhai bhai bhangi
    Paddni ame Achu bhai mo bhai Anubhav

  • @villagecookwithpriyanka5409
    @villagecookwithpriyanka5409 8 місяців тому +8

    ଭାଇ ମୁଁ ଆପଣଙ୍କୁ ବହୁତ୍ ସମ୍ମାନ କରେ ଆପଣ ମୋ ପାଇଁ ଦିନେ ମୋ favorite hero ଥିଲେ ।କିନ୍ତୁ ଆପଣ ନିଜେ ନିଜ ମନଙ୍କୁ ପଚାରନ୍ତୁ ଆପଣ କଣ ପୁରା ଠିକ୍ ।ଯଦି ଆପଣଙ୍କ wife ଭୁଲ କରିଛନ୍ତି ଆପଣ ବା ସ୍ବାମୀ ବର୍ଷାଙ୍କର 10 ଦୋଷ କୁ କ୍ଷମା କରିବାକୁ ବଚନ ନେଇଥିଲେ ।ଆପଣ ଯଦି ଏତେ ଉଦାର ଏତେ ଭଲ ତେବେ plz ବର୍ଷା ଦିଦିଙ୍କୁ କ୍ଷମା କରିଦିଅ । ଆଉ ପୁଣି ଥରେ ଏକାଠି ହେଇଜାଅ ।ଦେଖିବେ ଦୁନିଆ ପାଇଁ ଆପଣ ଗୋଟେ ଉଦାହରଣ ହେଇ ରହିଯିବେ।ଭୁଲ କରିବା ଠାରୁ କ୍ଷମା କରିବା ଲୋକ ସବୁବେଳେ ମହାନ।ଗୋଟେ ଥର ବର୍ଷା ଦିଦୀଙ୍କୁ ଆପଣେଇ ନିଅନ୍ତୁ ଆଉ ତାଙ୍କୁ ଗୋଟେ ସୁଯୋଗ ଦିଅନ୍ତୁ plz ଭାଇ ଆମେ ପର୍ଥନା କରୁଛୁ ବାପାଙ୍କ ଦେହ ସୁସ୍ଥ ହେଇଯାଉ । ଆପଣଙ୍କ ପରିବାର ପୁଣି ହସ ଖୁସିରେ ଭରି ଯାଉ ।ବର୍ଷା ଦିଦି ଆଉ ଆପଣ ପୁଣି ଥରେ ସୁନ୍ଦର ସୁନ୍ଦର ଫିଲ୍ମ କରନ୍ତୁ ।ଆମେ ଅପେକ୍ଷା କରିଛୁ ଭାଇ ।।ଅନୁରୋଧ ରଖିଲେ ବହୁତ୍ ଖୁସି ହେବି

    • @arpitamohapatra1718
      @arpitamohapatra1718 8 місяців тому

      Barsa didi kouthi nija bhool accept kariki kshyamaa magichhanti kahibe aagyan??

    • @villagecookwithpriyanka5409
      @villagecookwithpriyanka5409 8 місяців тому

      @@arpitamohapatra1718 ଖାଲି ବର୍ଷା ଦିଦି ଭୁଲ୍ କରିଛନ୍ତି ଏଇଟା କୁହନି ।ଅନୁଭବ ଭାଇଙ୍କ ନଜର ରେ ଯଦି ବର୍ଷା ଦିଦି ଭୁଲ୍ କରିଛନ୍ତି।ମୁଁ ବର୍ଷା ଦିଦିଙ୍କୁ ବି ଅନୁରୋଧ କରୁଛି plz ପୁଣି ଥରେ ଏକାଠି ହେଇଜା ଅ।ଦୁହେଁ ଦୁଇଜଣଙ୍କ ଭୁଲ କୁ କ୍ଷମା କରିଦିଅ

  • @rahulendrarout2512
    @rahulendrarout2512 8 місяців тому +3

    Bhagaban kmti ete nisthura...Ete sabu dekhiki b gote family ku ete kasta dauchanti.
    Gote time thila Anubhav-Barsha jodi only odisha re raj karuthila..
    BUT Seta mam chanhileni agaku badheiba payn Anubhav bhai jete chanhile b...
    Anubhav bhai nka family nku atleast Save karantu Barsha mam, bhai ta jete kasta paileni..
    Nahle Barsha mam bhagaban apanaku kebe b khyama karibeni... Sata katha...Bcz Bapa-Bou hin bhagaban... Tanku apana hairan kaleni ete yrs helani...
    PUNI ANUBHAV BHAI nku b...❤ Bhai patience rakha thick heigba au alpa din❤😢😢

  • @RITENDRA13
    @RITENDRA13 8 місяців тому +2

    Bhai always Bhai ❤️❤️❤️

  • @sonalipratap4270
    @sonalipratap4270 8 місяців тому +6

    Bahut kasta lagila katha suni bhai god bless you

  • @GeniusStarOfficial
    @GeniusStarOfficial 8 місяців тому +4

    ସତରେ ବର୍ଷା ମ୍ୟାଡମ୍ ଅନୁଭବଙ୍କୁ ଯଦି ଭଲ ପାଉନାହଁ, ତାହେଲେ ତାଙ୍କୁ ଛାଡ଼ିଦିଅନ୍ତୁ ଏବଂ ନିଜେ ଖୁସିରେ ରୁହନ୍ତୁ ଏବଂ ଅନୁଭବଙ୍କୁ ଖୁସିରେ ରହିବାକୁ ଦିକନ୍ତୁ। ନଚେତ୍ କିଏ ସତ ଏବଂ କିଏ ମିଛ କହୁଛି ପ୍ରମାଣ କରି ଦିଅନ୍ତୁ। ଚୁପ୍ ରୁହନ୍ତୁ ନାହି କାରଣ ଏ ସମାଜରେ ଆପଣ ଦୁହିଁଙ୍କ ମାନସମ୍ମାନ ନଷ୍ଟ ହେଉଛି।

  • @sasmitapani9439
    @sasmitapani9439 8 місяців тому

    U all live happily . There is no law that one can’t live happily. A person who live happily in all situations he is winner . Once anybody loose ur life it’s big loss . (Recently we loose one of our friend same case . ) In all situation try to take care of ur life and family member s.

  • @rolex_18
    @rolex_18 8 місяців тому +1

    Always support for you anubhav sir❤❤❤

  • @happy_soul_04
    @happy_soul_04 8 місяців тому +6

    What is the relation between your divorce and your father's health....You should take care of him because you are his son..And how can someone as influential as you could say such derogatory words about a woman he once loved and got married to?

  • @Vrindhaban
    @Vrindhaban 8 місяців тому +7

    Jagruti ku paiba pain mat sabu

  • @BalBijayGopal
    @BalBijayGopal 8 місяців тому

    We're with you Bhai! 🙏