PART 2 || UNTOLD TRUTH || ANUBHAV MOHANTY || VARSHA PRIYADARSHINI || PAINFUL REALITY BEHIND DIVORCE

Поділитися
Вставка
  • Опубліковано 1 жов 2024

КОМЕНТАРІ • 11 тис.

  • @saisandhyalifestyle4166
    @saisandhyalifestyle4166 2 роки тому +81

    ଅନୁଭବ ଭାଇ ଚାହିଁ ଥିଲେ ଏ ସବୁ କଥା ବହୁତ୍ ଆଗରୁ କହି parithanta ହେଲେ ସିଏ ବର୍ଷା ଙ୍କୁ ବହୁତ୍ ଭଲ ପାଉଥିଲେ ଆଉ ବହୁତ୍ ସମ୍ମାନ ଦଉଥିଲେ ଚାହୁଁ ନଥିଲେ ଏ ସବୁ କଥା ପଦାକୁ ନ ଆସୁ ବୋଲି ସତରେ ଭାଇ ତୁମେ ବହୁତ୍ strong

  • @MasterSiri
    @MasterSiri 2 роки тому +220

    ପ୍ରଥମେ ମୁଁ ଅନୁଭବଙ୍କୁ ଭୁଲ ବୁଝୁଥିଲି କିନ୍ତୁ ଏବେ ସତ୍ୟତା ଅନୁଭବ କରିପାରୁଛି 🙏🙏🙏
    ସବୁ ଠିକ୍ ହୋଇଯିବ ।ଜୟ ଜଗନ୍ନାଥ 🙏🙏🙏

  • @janmejaymohanty4838
    @janmejaymohanty4838 2 роки тому +278

    ବିଶ୍ୱାସ ରହିଚି .. ବିଶ୍ୱାସ ରହିବ.... ବିଶ୍ୱାସ ରହିଥିବ.... ସତ୍ୟର ଜୟ ସୁନିଶ୍ଚିତ... ଭାଇ କେଵଳ ଆପଣ ଧର୍ଯ୍ୟ ଧରନ୍ତୁ... ସମୟ ବଡ ବଳବାନ ❤ #love you bhaijan ❤

    • @rajeshkusahoo7704
      @rajeshkusahoo7704 2 роки тому +2

      Nistita

    • @kdc898
      @kdc898 2 роки тому +2

      Right janmejay bhai

    • @kalyanimohapatra5188
      @kalyanimohapatra5188 2 роки тому +4

      Plzzzzzzzzzzzzzzzz Bhai don't be harassed 😒
      Painful n hard time for you
      Bt don't worry
      Satyamev Jayate 🙏

    • @soumyajena8644
      @soumyajena8644 2 роки тому +1

      Sala hinjada ku movies re hinjada roll dia sala chhaka

    • @sipranayak6644
      @sipranayak6644 2 роки тому +1

      #support_Anubhab_Mohanty

  • @pnsir5667
    @pnsir5667 2 роки тому +36

    I strongly believe you brother. You filed the divorce petition, that's a great decision 👏

  • @YoungstarDillip
    @YoungstarDillip 2 роки тому +516

    ସବୁ ସତ ଜାଣିଲା ପରେ ମୁଁ କେବେ ଚାହିଁ ବିନି କି ଆପଣ ଦୁହେଁ ପୁଣି ଏକାଠି ହୁଅନ୍ତୁ।।।। Jay Jagannath 🙏 we all are with you bhaijaan

  • @r.ngoutamdebadutta2142
    @r.ngoutamdebadutta2142 2 роки тому +68

    ଭାଇ ତମକୁ ଆମେ ରାଜନୀତି ପାଇଁ ବିରୋଧ କରି ପାରୁ ହେଲେ ସର୍ବ ପ୍ରଥମେ ତୁମେ ଆମ ଓଡ଼ିଆ ହିରୋ। ଓଡ଼ିଆ ଭାଇ, କଟକ ର ଟୋକା। ହାର ମାନିଗଲେ ସରିଗଲା।

  • @madhusmitamohantyofficial4725
    @madhusmitamohantyofficial4725 2 роки тому +290

    ଏଠି ପୁଅ ର ଭୁଲ ହେଉ କି ଝିଅ ର ଭୁଲ ତ ପ୍ରଥମେ ପୁଅ ର ଦେଖିବେ,ଗୋଟେ କଥା କହିବି ଭାଇ ପ୍ରେମ ମଣିଷ ଏଥି ପାଇଁ କରେ ଖୁସି ରେ ରହିବା ପାଇଁ 😔ଯଦି ଖୁସି ରେ ରହି ପାରିବେନି ତ ଅଲଗା ରହିବା ବହୁତ୍ ଭଲ.... ଏଠି ଗୋଟେ ପୁରୁଷ ର କଷ୍ଟ କେହି ଦେଖି ପାରନ୍ତିନି,କି ଗୋଟେ ପୁରୁଷ ଏତେ ଜଲଦି କାହା କୁ କଷ୍ଟ ଦେଖେଇ ପାରେନି,ଯଦି ସ୍ବାମୀ ସ୍ତ୍ରୀ ମଧ୍ୟ ରେ ଭଲ ସମ୍ପର୍କ ନାହିଁ ଅଲଗା ହେଇ ନୂଆ ଜୀବନ ରେ ବଞ୍ଚିବା ଉଚିତ୍, ଏ କଳି ଯୁଗ ଭାଇ ଏଠି ମଣିଷ ୬୦ ବର୍ଷ ବି ବଞ୍ଚୁନି ତ ଏତେ କୋର୍ଟ କଚେରି depression ରହିବା ଅପେକ୍ଷା ଅଲଗା ରହିବା ଭଲ,ପୋଡ଼ି ଗଲା ତରକାରୀ ର ସ୍ଵାଦ ନ ଥାଏ ଯେତେ ମସଲା ଦେଲେ🙏

    • @dibya63
      @dibya63 2 роки тому +11

      ଅଲଗା କେମିତି ହେବ, ଦୁଇ ପଟୁ diveorce accept କଲେ ସିନା ହେବ

    • @sashikantdas4403
      @sashikantdas4403 2 роки тому +1

      @@dibya63 barsha kn pnni accept karunahanti

    • @ugrasenbal8799
      @ugrasenbal8799 2 роки тому +3

      ସତ୍ୟ

    • @nayakf.c5560
      @nayakf.c5560 2 роки тому

      mote laguchhi tomarbi 2 ru 3 thara divorce haechhi....

    • @comedymixtoka2394
      @comedymixtoka2394 2 роки тому

      Ri8..

  • @arpitasingh3142
    @arpitasingh3142 2 роки тому +166

    Being a woman I wants to says that men are also harassed by women.
    I salute you Young dynamic MP Mr ANUVAB MOHANTY Sir.
    I am fully support you sir thank you post this video. At least all are understand you.
    Men also have a heart they have also feelings but in our society everyone first support women without knowing the actual fact.

  • @rajeshvlogs2270
    @rajeshvlogs2270 2 роки тому +107

    ଏଥିରୁ ଏହା ଶିଖିଲି ଯେ କାହାର ଜୀବନ ବିଷୟ ରେ ନ ଜାଣି... ଘରେ ବସି ଆମେ ଅନୁଭବ ଭାଇ ଙ୍କୁ ଦୋଷ ଦେବା ନାହିଁ.... 🙏🙏🙏🙏 Plz

  • @allinone7756
    @allinone7756 2 роки тому +754

    ଭାଇ depression ରେ ଥିଲା ଭଳି ଲାଗୁଛ. କେବେ ବି ଭୁଲରେ କିଛି wrong step ନବନି. ପୁରା ଓଡିଶା ତମର fan. Struggle କରିକି ବହୁତ କିଛି achieve କରିଛ. ଖରାପ ସମୟ ବେଶି ଦିନ ରହିବନି.

  • @jaminilifejourney7894
    @jaminilifejourney7894 2 роки тому +139

    ଅନୁଭବ ତୁମେ ପରା କଳିଙ୍ଗନଗର କଳିଙ୍ଗ ବିର ତୁମେ ଏମିତି ଭାଂଗି ପଡ଼ିଲେ ହବନି ତୁମେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଉପରେ ଭରସା ରଖି ସବୁ ଠିକ୍ ହୋଇଯିବ 🙏🙏🙏🙏

    • @biswajitbehera7478
      @biswajitbehera7478 2 роки тому

      You are right 👍👍

    • @goutambhanja2025
      @goutambhanja2025 2 роки тому +1

      Anubhab Sir Barsha Madam was your choice.You have failed to choose right life partner for You. After mixing six years before marriage to could not know what type of lady she is.Most important is that marriage proposal was from You so take it as your fate.

    • @manojbiswal4652
      @manojbiswal4652 2 роки тому

      Abe tu ho Kalinga sandha

    • @usharanimohanty8546
      @usharanimohanty8546 2 роки тому

      Right

  • @aryana5423
    @aryana5423 2 роки тому +15

    Denial of Sex for 8 long years after marriage.A normal guy can not even take this for 8 days ,I believe any men can loose his patience when his partner denies him for only 8 times..And This guy🙏 here is tolerating,goin through this pain and torture for 8 long years.He did it for sake of love.Salute to your patience n courage after all this suffering and trauma,you never forced her,This shows you are a gentleman.DENIAL OF SEX AFTER MARRIAGE IS NOT ACCEPTABLE. More Power to You Mr. Anubhav Mohanty.

  • @lucysvlogs2406
    @lucysvlogs2406 2 роки тому +169

    😭😭😭😭😭😭😭😭
    ଏତେ pain ରେ ଜଣେ କେମିତି ରହିପାରିବ !
    ଏମିତିବି ସତରେ କଣ ହୁଏ ? 😥
    You are all time our hero ❤️❤️❤️

  • @jasmitasahoo4758
    @jasmitasahoo4758 2 роки тому +46

    ଆପଣ ଙ୍କ ଜୀବନ ର କଥା ଶୁଣ ଆଖି ରେ ଲୁହ ଆସି ଯାଉଛି,, ଆଉ ଭାଇ ଆପଣ କେତେ କାନ୍ଦି ନଥିବେ,,, video କୁ share କରାଯାଉ,,,,, ଭାଇ good decision

  • @s.kumarpaikaray5917
    @s.kumarpaikaray5917 2 роки тому +174

    Bhai 🙏 plz strong ruhantu.
    ସତ୍ୟ ଭୟଭୀତ ହୋଇପାରେ କିନ୍ତୁ ପରାଜିତ ହୁଏନାହିଁ।
    ଫ୍ୟାନ ମାନେ ଆପଣଙ୍କ ସହିତ ସଦାବେଳେ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ।💪💪💪

  • @Pkshah420
    @Pkshah420 2 роки тому +14

    Your case is exactly like Johny depp and Amber Heard case..RIP to justice

    • @ornatetrout
      @ornatetrout 2 роки тому

      What was happened?

    • @innerengineering398
      @innerengineering398 2 роки тому

      Hmm

    • @sameer-up6yv
      @sameer-up6yv 2 роки тому +1

      @@ornatetrout same Case Wife cased Fake Allegation About husband and Tried to Ruin his Life but Johnny Depp wins... He Got justice

  • @sambitmohapatra7278
    @sambitmohapatra7278 2 роки тому +32

    ତୁମେ ଜାହା କରୁଛ କିଛି ଠିକ କରୁନା ବର୍ଷା, ଏତେ ପାପ କରି କେବେ ଖୁସି ରେ ରହି ପାରିବ ନାହିଁ।ଅନୁଭବ ପରା ତୁମ ସ୍ୱାମୀ, ତାଙ୍କୁ ଏତେ କଷ୍ଟ ନିର୍ଯ୍ୟାତନା ଦଉଛ, ମିଛ ଅଭିଯୋଗ କରୁଛ, ତୁମକୁ ଧର୍ମ ସହିବନି😡

  • @tophansahu108
    @tophansahu108 2 роки тому +62

    ଭାଇ ଆମ ପାଇଁ ବଞ୍ଚିବାକୁ ହେବ ଆପଣଙ୍କୁ କାରଣ ଆମେ ନିଃସ୍ୱାର୍ଥ ପର ଭାବେ ଭଲ ପାଉଛୁ ଆପଣଙ୍କୁ।🙏❤️

  • @MaheshBabu-js6lr
    @MaheshBabu-js6lr 2 роки тому +262

    ଏ ଦୁଃଖର ସମୟ ନିଶ୍ଚିତ ଦୁରେଇଯିବ.. ନିଜ ଉପରେ ଓ ଭଗବାନଙ୍କ ଉପରେ ଭରସା ରଖ..ଭାଇ ମୁଁ ବୁଝି ପାରୁଛି ତୁମ କଷ୍ଟ ,କେବେ ବି ନିଜକୁ ଏକା ଭାବନି..ସବୁ ଓଡିଶା ବାସୀ ବି ଖରାପ ନୁହଁକ୍ତି ଯେ ତୁମକୁ ଭୂଲ ଭାବିବେ ହୁଏତ କିଛି କୁଚକ୍ରୀ ଗୋଷ୍ଠୀ ଥାଇ ପାରନ୍ତି ନହଲେ ସମସ୍ତେ ତୁମକୁ ଭଲପାଆନ୍ତି..
    ଏ ସମୟକୁ ଅତିବାହିତ କରିବାକୁ ଭଗବାନ ତୁମକୁ ସାହସ ଦିଅନ୍ତୁ..ଅନ୍ଧାର ସବୁଦିନ ରହିବନି ନିଶ୍ଚିତ ଦିନେ ନା ଦିନେ ଆଲୋକ ଫେରିବ.,ସମୟକୁ ଅପେକ୍ଷା କର..
    God Bless You Brother❤

  • @IMSB-v7w
    @IMSB-v7w 2 роки тому +7

    ଅନୁଭବ ଭାଇ ତମ ପାଇଁ ମୋ ମନରେ ଇଜତ୍ ବଢ଼ିଗଲା
    ଏ ଭଳି ଗୋଟେ lesbian ସହ ନିଜର 14 ବର୍ଷ ନଷ୍ଟ କରି ଦେଲ
    ଆଉ ଏବେ 8 ବର୍ଷ ହେଲା ଏତେ ଦୁଃଖ କୁ ନିଜ ଛାତି ତଳେ ଲୁଚେଇ ରଖିଛ salute ତମକୁ

  • @odiabeautygirlmisu
    @odiabeautygirlmisu 2 роки тому +33

    ଆପଣଙ୍କ କଥାରେ ଜଣାପଡୁଛି ଏବେବି ବହୁତ ଭଲ ପାଉଛନ୍ତି, ଆପଣଙ୍କ ଜାଗାରେ ମୁଁ ଥିଲେ ମୁଁ କେବେଠୁ ଛାଡ଼ପତ୍ର ଦେଇସାରନ୍ତି ଆଉ ଗୋଟେ କଥା ଆପଣଙ୍କ ଆଖି ସବୁ ସତ କଥା କହିଦେଉଛି ଆପଣଙ୍କ କଥାକୁ ମୁଁ ସାଂସଦ ବା ଅଭିନେତା ହିସାବରେ ନେଉନି ଗୋଟିଏ public ହିସାବରେ ନେଉଛି

  • @padmanavbarik3338
    @padmanavbarik3338 2 роки тому +171

    ଭାଇ ଆପଣଙ୍କ କଥା ଯଦି ସତ ହେଇ ଥିବ..
    ତାହେଲେ ଏହା ବହୁତ ସାଂଘାତିକ..
    ଏକଥା ଲୋକ ଲୋଚନକୁ ଆଣିବା ପାଇଁ ଆପଣ ବହୁତ ଡେରି କରିଦେଲେ।
    #I support you vae
    Keep Patience Jay Jagannath

  • @RudraOdiyaShayari3906
    @RudraOdiyaShayari3906 2 роки тому +152

    ଠିକ କଥା କହିଛ ଭାଇ❤❤❤
    I Love U Bhai🙏🙏🙏
    ସ୍ତ୍ରୀ ପାଖରେ ଥାଇକି ବି ପ୍ରେମର ଜ୍ୱାଳା ଧନ୍ୟ ସେ ସ୍ତ୍ରୀ.. 👈
    ଏଇଟା ଠିକ ହେଲାନି ବର୍ଷା ଦିଦି ଭୁଲ ହେଇଛି ତମର

  • @minajparwin1519
    @minajparwin1519 2 роки тому +3

    Ohh my gudd ,,realy a heart broken behaviour,, i did not expecte a women about her ,, really it's a domestic violence about a boyy ,sorry Anuvab i wish now ar u okk bro

  • @ashokegallery5978
    @ashokegallery5978 2 роки тому +74

    ପ୍ରଭୁ ଆପଣଙ୍କୁ ଶକ୍ତି ଆଉ ଦର୍ଯ୍ୟ ଦିଅନ୍ତୁ ଏହି କଷ୍ଟକୁ ସହ୍ୟ କରିବାକୁ 😭😭😭😭😭😭

  • @firechanducreation954
    @firechanducreation954 2 роки тому +213

    ଭାଇ ମୁଁ ଆପଣ ଙ୍କୁ ବହୁତ ଖରାପ ଭାବୁଥିଲି ,କିନ୍ତୁ ଆଜି ସତ ଜାଣି ବହୁତ ଦୁଃଖ ଲାଗୁଛି 🙏😭 ଭାଇ i love you ❤️ ଭାଇ ଭଗବାନ ସବୁ ଠିକ୍ କରିଦେବେ , all is well ❤️🙏🙏🙏

    • @chandurajkumar4455
      @chandurajkumar4455 2 роки тому +10

      Same.... Thinking also .. after watching this video,,,.. anubhav is correct...

    • @saratkumarbhoi3112
      @saratkumarbhoi3112 2 роки тому +9

      Justice for Anubhav Mohanty

    • @sra2z
      @sra2z 2 роки тому +4

      ଏ ଯାହା କହୁଛି ତା ସବୁ ସତ ବୋଲି ମାନେ କଣ? ମିଛ ବି କହୁ ଥାଏ ପାରେ। ବର୍ଷା ହିଁ କହିବେ ସତ କେତେ, ଏତେ ଜଲଦି ବି judge ବି କରନି

    • @sycogaming6656
      @sycogaming6656 2 роки тому +2

      Yes 😭

    • @tofankumar
      @tofankumar 2 роки тому +2

      Mu bi bhabuthili anubhav kharab...

  • @manoranjancreations9040
    @manoranjancreations9040 2 роки тому +225

    ଭାଇ ଭଲ ହେବ ଅଲଗା ହୋଇ ଆଗକୁ ନୂଆ ଜୀବନ ଆରମ୍ଭ କରିବା କାରଣ ପୋଡିଗଲା ତରକାରୀ ରେ ଯେତେ ମସଲା ଦେଇ ରାନ୍ଧି ଲେ ସେଥିରେ ଆଉ ସ୍ବାଦ ନଥାଏ ।

    • @7xDwayne
      @7xDwayne 2 роки тому +6

      👍

    • @karismarani4018
      @karismarani4018 2 роки тому +3

      Yes bro right

    • @Yash-kc4of
      @Yash-kc4of 2 роки тому +3

      Yes bro

    • @mahesh-567
      @mahesh-567 2 роки тому +8

      Bhai podi jaithiba tarakariku ame jadi tike adjust kari khaideba tahale se tarakari kichhi samaya smell hua. Aou kichhi samay pare jana padeni. Aou thare bhabila jadi ame se tarakariku fingi daba tahale ame kete kastare taku baneithile se katha sabu bele mane rahiba. Aou se nasta madhya heijiba. Semiti anubhaba bhai aou Barsha didi bi jadi kichhi dina nuja nija vitare adjust kari niante tahale se sampark pare bahut sundar sampark heba. So please semiti katha kahi tanku alaga karantu nahi

    • @manoranjancreations9040
      @manoranjancreations9040 2 роки тому +4

      @@mahesh-567 କେହି କାହାକୁ ବାଧ୍ୟ ବାଧକ ତାରେ ନିଜର କରି କେତେ ଦିନ ବା ରଖିବ ଭାଇ ।

  • @sanjuktahurad1809
    @sanjuktahurad1809 2 роки тому +14

    In movies of Varsha and Anubhav, Varsha always makes Anubhav cry, And the same thing is happening in real life,I have been supporting Anubhav sir from day one And even today I support them only,We are with you Anubhav Sir,Please Keep strong we Love You always Forever ❤️

  • @smilewithranjan2107
    @smilewithranjan2107 2 роки тому +36

    ଜଣେ ଲୋକ social media ରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସଫେଇ ଦେବା ର କାରଣ । ଏଇ ବ୍ୟକ୍ତି ର ବ୍ୟକ୍ତି ଗତ ଜୀବନ କୁ social media ରେ ହିଁ offence କରା ଯାଇଛି
    ବର୍ଷା ଦୋଷୀ କି ଅନୁଭବ ଦୋଷୀ ମୁଁ ଜାଣିନି ହେଲେ ସେଟା ତାଙ୍କ ବ୍ୟକ୍ତିଗତ ମସଲା .....
    ହେଲେ ଏ ହାରାମି ଓଟିଭି news chanel ଯିଏ ଦିନ ରାତି ଖାଲି ଅନୁଭବ ଏଟା କଲେ ସେଟା କଲେ ସେଥି ପାଇଁ ଆଜି ଗୋଟେ ସାଂସଦ,ଓଡ଼ିଆ lead ହିରୋ ହତାଶ ରୂପ ରେ.....

    • @somanath6176
      @somanath6176 2 роки тому +3

      Thik kahila bhai, completely agree with you.. Se banda otv , dina rati ama odia sanmaan anubhaba mohanty against re negative news kn pain tiari karuchhanti kejani😡😡

    • @mkproduction5010
      @mkproduction5010 2 роки тому

      Hmm vai jahabi kahile pura thik jhabad otv

  • @goutambhue99
    @goutambhue99 2 роки тому +15

    ଓଡିଶା ର ସୁଶାନ୍ତ ସିଂ କୁ ବଞ୍ଚାଅ ନହେଲେ ହେଇପାରେ ତା କୁ ସବୁଦିନ ପାଇଁ ହରେଇବା... Justice for anubhab.. channel subscribe... ପୁରୁଷ ର ମଧ୍ୟ ଅଧିକାର ଅଛି.. ଅନୁଭବ ଆମ କୁ ବିଶ୍ବାସ କରି vdo upload କରିଛନ୍ତି

  • @rupak_biswal
    @rupak_biswal 2 роки тому +40

    ଭାଇ ତୁମେ ଠିକ ମୁଁ ପ୍ରଥମରୁ ଜାଣିଛି,ଆମେ ସବୁଦିନ ତୁମକୁ ଭଲ ପାଇଆସିଛୁ ଆଉ ଭଲପାଉଥିବୁ❤️ମନ କଷ୍ଟ କରନି ଭାଇ, ତୁମ ସବୁ ସମୟରେ ଆମେ ତୁମ ସାଥିରେ ରହିଛୁ ରହିବୁ🥺🥺🥺🥺❤️❤️❤️i love u bhai❤️❤️❤️🥺🥺ମୋ ରାଣ ଭାଇ କିଛି ବି ଭୁଲ ନିଷ୍ପତି ନେବେନି please ମୋ ଭାଇ, ହାତ ଯୋଡୁଛି🙏🙏🙏🙏🥺

  • @SP-yo1pl
    @SP-yo1pl 11 місяців тому +3

    Anubhav is really innocent..his parents are so good.

  • @jyotiranjanmishra101
    @jyotiranjanmishra101 2 роки тому +34

    ଧର୍ମର ହେବ ଜୟ , ପାପର ହେବ କ୍ଷୟ , ସତ ସବୁବେଳେ ସତ, ଆଜିକାଲି ଦୁନିଆରେ ପୁରୁଷ ମାନେ ନିର୍ଯାତିତ

  • @abinashpusty8402
    @abinashpusty8402 2 роки тому +45

    ଭାଇ ମୁଁ ଆପମାନଙ୍କୁ..ବୋହୁତ ବିଶ୍ୱାସ ଆଉ ଭରସା କରେ..ଆଉ ମୋ ଜୀବନ ଥିବା ପର୍ଯ୍ୟନ୍ତ ବି କରିବି.. କାହିଁକି ନା ମୁଁ ଆପମାନଙ୍କ ର ଫ୍ୟାନ 😍ଆଉ ଶୁଭଚିନ୍ତକ ମଧ୍ୟ... କିଛିବି ଉପଦେଶ ଦେବିନି.. ଖାଲି ଏତିକି କହିବି...Stay Strong 💪💪💪😎😎😎

  • @BabuliOdisha
    @BabuliOdisha 2 роки тому +34

    ଯଦି ଆପଣ ଙ୍କ କଥା ସତ୍ୟ ହୋଇଥାଏ ତାହାଲେ ବର୍ଷା ପ୍ରିୟଦର୍ଶିନୀ କ୍ଷମା ର ପାତ୍ର ନୁହଁନ୍ତି ! ଆପଣଙ୍କ ପାଇଁ ମୁଁ ବ୍ୟକ୍ତିଗତ ଭାବେ ଏତିକି କହିବି - ଏ ସମୟ ରହିବ ନାହିଁ

  • @greencreative2584
    @greencreative2584 2 роки тому +7

    ଭାଇ ନମସ୍କାର ମୁଁ ତ ଆଗରୁ ଭାବୁଥିଲି ଅନୁଭବ ଭୁଲୁ ରହିଛି କିନ୍ତୁ ମୁଁ ଆଜି fell କରୁଚି ଏତେ ଦୁଃଖ କଷ୍ଟ ପଥର ଛାତି ଉପରେ ରଖିକି ସେ ହସୁଥିଲେ ଆଜି ତୁମ କଷ୍ଟ ଆମେ ଜାଣିପାରିଛୁ ଆଉ ଗୋଟେ କଥା କହବି ଭାଇ ଜଦି ତମେ ସତ୍ ଅଛ ନ୍ୟାୟ ତୁମକୁ ହିଁ ମିଳିବ ମୁ ତ ଏତିକି କହିବି ବର୍ଷା କାହିଁକି ମୁଁହ ଖୋଲୁନା ହେତୀ ଚୁପ ଚାପ୍ ରହୁଛନ୍ତି କାହିଁକି ନା ତାଙ୍କର ସବୁ ଭୁଲ୍ ହିଁ ଅଛି ଜୟ ଜଗନ୍ନାଥ 👍👍

  • @santoshkumarpatra9859
    @santoshkumarpatra9859 2 роки тому +31

    ମୁଁ ଜଗନ୍ନାଥ ଙ୍କ ପାଖରେ ଏତିକି ଗୁହାରି 🙏 ଆପଣଙ୍କର କିଛି ଅସୁବିଧା ନ ହଉ... ଜଗନ୍ନାଥ ମହାପ୍ରଭୁ ଆପଣ ଙ୍କୁ ସବୁବେଳେ ସବୁ ବିପଦରୁ ରକ୍ଷା କରନ୍ତୁ 🙏 ମଣିଷ ଜୀବନରେ ବହୁତ କିଛି ସମସ୍ୟା ଆସେ ଆମେ ସେହି ସମସ୍ୟା କୁ ସାମ୍ନା କରିବାକୁ ପଡିବ... ଆପଣ ସତ୍ୟ ପଥ ରେ ଯେତେବେଳେ ଅଛନ୍ତି.... ସତ୍ୟ ର ହିଁ ସବୁବେଳେ ଜୟ ହୋଇଥାଏ...ଦେଖିବେ ଆପଣଙ୍କର ବି ସେ ସମୟ ଆସିବ ଆଉ ସେଦିନ ଆପଣ ବିଜୟୀବାନ ହେବେ... ମନ ରେ କିଛି ଦୁଃଖ ରଖନ୍ତୁ ନାହିଁ... ମୋର ଆପଣ ଙ୍କୁ ଏତିକି ନିବେଦନ ସବୁବେଳେ ମନ କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ... ଦେଖିବେ ସବୁ ଦୁଃଖ ଆପେ ଆପେ ଦୂର ହେଇଯିବ.... ଆପଣଙ୍କ ଭଳି ମଣିଷର ଏମିତି ହୃଦୟ ବିଦାରକ ଭିଡ଼ିଓ ଦେଖିକି ବହୁତ କଷ୍ଟ ଲାଗୁଛି 😰😰 ଆପଣ ଯେତେବେଳେ ସତ୍ୟ ପଥ ରେ ଅଛନ୍ତି ସେ ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଭରଷା ରଖ ସବୁ କିଛି ସମସ୍ୟା ଦୂର ହେଇଯିବ 🙏 ଦୁଃଖ କୁ ଭୁଲି ଯାଆନ୍ତୁ ଖୁସିରେ ରୁହନ୍ତୁ 🙏 ଜୟ ଜଗନ୍ନାଥ 🙏 love you super Star 💙

  • @SandhyaRaniyoutube
    @SandhyaRaniyoutube 2 роки тому +57

    Sorry Sir 🙏🏻
    ଆମେ ଆପଣ ଙ୍କୁ ଭୁଲ ବୁଝୁଥିଲୁ ....... ହେଲେ ଏବେ ବୁଝି ପାରୁଛି କି ଗୋଟେ ମଣିଷ ର ସେମିତି କିଛି ଦୁଃଖ କଷ୍ଟ ନ ଥିଲେ ସେ କେବେ ବି ଏମିତି ନିଷ୍ପତି ନେବ ନାହିଁ ।
    ଆମେ ଏ ସବୁ କିଛି ନ ଜାଣିକି ଭାବୁଥିଲୁ କି ଆପଣ ଭୁଲ , ଆପଣ ବର୍ଷା ମାମ୍ ଙ୍କୁ love କରିକି mrg କଲେ ହେଲେ ଏମିତି କଣ ହେଲା ଯେ divos ଦେବା କୁ ଚାହିଁଲେ , ଏ କଥା ବୁଝିବାକୁ ମୋର ଭୁଲ ହେଲା .....
    Really you are great ........
    ଏତେ କଷ୍ଟ ରେ ଥାଇ କି ବି ଆପଣ ବର୍ଷା ma'am ଙ୍କୁ ପାଖରେ ରଖିଥିଲେ .....
    ହେଲେ ସେ ଏମିତି କେମିତି କରି ପାରିଲେ ଆପଣ ଙ୍କ ସହ , ତାଙ୍କର କଣ ହୃଦୟ ବୋଲି କିଛି ନାହିଁ , କେମିତି ଅଭିଯୋଗ କରି ପାରିଲେ ?
    ସତରେ ଗୋଟେ ମଣିଷ ଜୀବନ ରେ ସେମିତି କିଛି ଘଟେ ବୋଲି ସେ କିଛି ଅଜବ ନିଷ୍ପତି ନିଏ । ଏଇଟା ବୁଝିବା ଆମର ଭୁଲ ହେଇଗଲା ।
    ଆମେ ଆପଣ ଙ୍କ ସହ ଅଛୁ sir ......
    ଆପଣ ଗୋଟେ ଝିଅ ପାଇଁ କିଛି ଭୁଲ ନିଷ୍ପତି ନେବେନି ନିଜ ଜୀବନ ପ୍ରତି ।
    ଆପଣ ଙ୍କୁ ନିଶ୍ଚୟ ନ୍ୟାୟ ମିଳିବ !
    All the best 👍
    Love you sir........ 😊

  • @MrspeedIndia
    @MrspeedIndia 2 роки тому +97

    Stay Strong .💪🏻

  • @sudiptrainofrhythm8529
    @sudiptrainofrhythm8529 2 роки тому +2

    ଭାଈ ମୁ ତ ବର୍ଷା madam ଙ୍କୁ personally ଜାଣିନି। ହେଲେ ମୋ ଜୀବନରେ ଏମିତି ଗୋଟେ ଝିଅ ଆସିଥିଲା । ବହୁତ୍ ଗର୍ବ। ଏଭଳି ଝିଅ କେବେ କାହାର ଶୁଣନ୍ତିନି। କେବଳ ନିଜ ସ୍ୱାଭିମାନ କଥା ଭାବନ୍ତି।
    ଭାଈ ମୁ ୨୩ ବର୍ଷ ବୟସ ରେ ଠିକ୍ ଏଇ ଅବସ୍ଥା ରେ ଥିଲି । ଆଉ ଆଜି ମୁ ବହୁତ୍ successful। ଭାଇ ମୁଁ ପାଠ ପଢ଼ା ପରେ ୪ ବର୍ଷ ବେକାର ରହିଲି ଏଇ love case ରେ ଧୋକା ଖାଇକି। ପୁରା ବାରବାଦ୍
    ହେଲେ ଭାଇ ମୁ ସିନା ହାରି ଯାଇ ଥିଲି ହେଲେ ଭିତରେ ସବୁ ବେଳେ ଗୋଟେ BAAZIGAR ଥିଲି।
    Hero honda CD deluxe ଗାଡ଼ି ଦେଖି ମୋ ପ୍ରେମିକା କହିଥିଲା ଗୋଟେ ଶସ୍ତା ଗାଡ଼ି ତମର। ଆଜି ମୋ ପାଖେ Yamaha MT15🤣 ..one of the costly bike in today's market.
    ଭାଇ କାନ୍ଦୁଛ କଣ। ତୁମେ କଟକ ଟୋକା ।ମୁ ବି କଟକ ଟୋକା ଭାଇ। ଆମେ ଷଣ୍ଢ । ଆଜି ସମୟ ଆମର ଠିକ୍ ନାହିଁ। କାଲି ସମୟ ଆମର ଥିବ।
    ଅନୁଭବ ମହାନ୍ତି u r also a baazigar .......come up ...gear up bro ......in Bangalore i always say u south people don't know we do have a superstar and he's is far handsome than allu arjun and Mahesh Babu... he's anubhav

    • @MBK1493
      @MBK1493 2 роки тому

      Bhai pathare bekar heiki tume amiti kn kala jee bahut bhala income kari parila ? Mu bhi career ku neiki tension re achhi ?

  • @smilewithranjan2107
    @smilewithranjan2107 2 роки тому +57

    ଅନୁଭବ ଭାଇ ତୁମ ପାଇଁ କେବଳ ଗୋଟେ sujetion ତୁମେ ଏଇ politics chadiii ଦିଅ ଏଇ ଫିଲ୍ମ ଦୁନିଆ କୁ ଆସ ଓଡ଼ିଆ ଫିଲ୍ମ କୁ ବଞ୍ଚାଅ

    • @soulsensemusic3444
      @soulsensemusic3444 2 роки тому +1

      Good thought... I appreciate to you

    • @dashingdebasish3312
      @dashingdebasish3312 2 роки тому +3

      Yes bhai... Tume mo fav hero nuhe... Fir bhi tamaku mu like kare... Jane bhala hero tame... Kebala politics re entry kala boli mu tamaku hate kali

    • @ନଛୋଡ଼ବନ୍ଧା
      @ନଛୋଡ଼ବନ୍ଧା 2 роки тому

      @@dashingdebasish3312 Abe tu kie Jupiter chuua 🤣🤣🤣

  • @help9907
    @help9907 2 роки тому +13

    ଭାଇ ବଜାରରେ ହଜାରେ ବର୍ଷା ପ୍ରିୟଦର୍ଶିନି ମିଳିବେ,,,
    କିନ୍ତୁ ମୋ ଭାଇ ଅନୁଭବ one man army,,

  • @uniqueodiavlog4703
    @uniqueodiavlog4703 2 роки тому +211

    ଏଇ ଜୀବନ ଥିବା ଯାଏଁ ଭାଇ ଆମେ ତମର ଅଛୁ ଆଗକୁ ମଧ୍ୟ ରହିବୁ ଯେତେ ଝଡ ଯେତେ ପ୍ରଳୟ ଆସିଲେ ମଧ୍ୟ ଭାଇ କେବଳ ଆମର ❤️

  • @satyaprakashsahoo5213
    @satyaprakashsahoo5213 2 роки тому +2

    ଟୁଙ୍ଗୁରୁ ପାଇଁ ବର୍ଷା ପାଗଳ ବର୍ଷା ପାଁଇ ଅନୁଭବ ପାଗଳ ବର୍ଷା ହଉନି ବେଲି ଚାଷୀ ପାଗଳ ଏ ସବୁ ଦେଖିକି ମୁଁ ପାଗଳ ମା ଲୋ ମା ଏ ମଣିଷ ଜୀବନ ଟେନସନିଆ

  • @anjuandcooking
    @anjuandcooking 2 роки тому +37

    ସାର ଆପଣ ଏକା ନୁହନ୍ତିି ଆମେ ଆପଣଙ୍କ ସହିତ ଅଛୁ ଆପଣ strong ରହନ୍ତୁ ଦିନେ ସତ୍ୟ ଏବଂ ଧର୍ମ ର ଜୟ ନିଶ୍ଚୟ ହେବ..Please Stay always happy😊👍

  • @soumyashree7729
    @soumyashree7729 2 роки тому +67

    I really find you so genuine bro... And ଆଜି ଜଣା ପଡୁଚି କି ତୁମେ କେତେ କଷ୍ଟ ରେ ଥିବ.. And your confidence to face truth proves it all.. The thing (sex) you are talking about is not a joke.. It's a serious issue and every person at a certain age needs that badly, not for fun or lust but for good health and mindset also.. And not being physical with neither her nor with any other and crying for years for that shows your loyalty towards a relationship...
    Jadi ya ଭିତରେ kebe bi ନିଶା karichha it's damn needed, jad au kou jhia saha hasiki katha heicha, it's that damn needed too.. Don't worry.. Don't blame yourself... You ll rock and shine again.. We support you..ସାହସ ହରାଅନl..wish ki sabu kichhi tuma favour re jau... I Loads of love 😍

    • @soumyashree7729
      @soumyashree7729 2 роки тому

      @@aaz7362 That is the only thing you can do with your wife or husband not with any other rlsn.. And he is talking about sex😊.. Ohk i am modifying it, he is talking about being physical with his partner.. Happy!? .. 😊

    • @soumyashree7729
      @soumyashree7729 2 роки тому

      @@aaz7362 Bro.. Chill.. I know how pure this is and these pure actives are done in case of s**(for your sake i am not using the word😂).... So chill.. And bro you can't deny that he is talking about that s**.. The thing is you don't want to accept.. Our work is to support him not to fight with each other.. 👍

  • @pradeepparii
    @pradeepparii 2 роки тому +20

    Bhai ଯାହାଙ୍କ ପାଖରେ ଦେବତା ପରି ବାପା ମା ଅଛନ୍ତି
    ତାଙ୍କରି ଆଶ୍ରିବାଦ ସବୁବେଳେ ତମ ଉପରେ ଅଛି ।
    ତମର କେତେ fan Mane ଅଛନ୍ତି ତମର ସବୁ problem thik haba pain 🙏🙏🙏 ପ୍ରାର୍ଥନା କରୁଛନ୍ତି ।।

  • @thetechstarbhabani4715
    @thetechstarbhabani4715 2 роки тому +7

    ଭାଇ, ମୁଁ ଆପଣଙ୍କୁ ବହୁତ ଭୁଲ ବୁଝିଥିଲି, ପ୍ରତି କଥାରେ ଗାଳି କରୁଥିଲି.. ସବୁ କଥା ଶୁଣିଲା ପରେ ବହୁତ ଦୁଃଖ ଲାଗିଲା 😭,
    ଅନୁଭବ ଭାଇ ମୁଁ ପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କରୁଛି କି ଆପଣଙ୍କ ସବୁ ଦୁଃଖ ଦୂର ହୋଉ ଆଉ ଆପଣ ଫିଲ୍ମ career ହୋଉ କି ପୋଲିଟିକାଲ ଆପଣ ବହୁତ ଉପରେ ଯାହାନ୍ତୁ l

  • @MrDevs-ql2iv
    @MrDevs-ql2iv 2 роки тому +22

    🙏🏻 ପ୍ରଭୂ ଶ୍ରୀ ଜଗନ୍ନାଥ ଆପଣଙ୍କ ସାଥିରେ ଅଛନ୍ତି ଭାଇ କେବେବି ନିରାଶ ହୁଅନି Plz 🙏🏻 🙏🏻 ସତ୍ୟର ଜୟ ନିଶ୍ଚିନ୍ତ ହବ ଧର୍ଯ୍ୟ ରଖି ସମୟକୁ ଅପେକ୍ଷା କରରିବାର ଅଛି 🙏🏻 ଜୟ ଜଗନ୍ନାଥ 🙏🏻

  • @MRShark7
    @MRShark7 2 роки тому +460

    I started crying after seeing ur pain 🥲...men are also tortured and humiliated mentally.. but our society never accept it and always support women rather than knowing the truth from both side ....bhai era re all with please stay calm and focused on your career everything should be fined one day ,you are the superstar of our film industry we are always with u love you bro...we know u right ...have patience she will regret what she done with u🙂

    • @bhagyalaxmiray1723
      @bhagyalaxmiray1723 2 роки тому +15

      90%men tortured hauchanti bhai,but gote jhia pain jetki aine achi purusa mananka pain kain nuhe, kain kehi b purusa yara birodh karunahanti, anya khali kana nari mananku hauchi purusa mananku nuhe, nyaya ta samastanka pain same rahiba darkar

    • @rinkusanjeeb
      @rinkusanjeeb 2 роки тому +7

      Tame Sabu Biswas karipakaucha kalinga dhanda katha. Eia gote hero na bala

    • @pradipbehera4172
      @pradipbehera4172 2 роки тому +2

      Right bhai .

    • @ommsree979
      @ommsree979 2 роки тому +1

      Hi

    • @subhalaxminayak7836
      @subhalaxminayak7836 2 роки тому

      Varsha is a jealous,self centric nd arrogant women
      See her interview videos
      See how she pretending something which actually not

  • @MrXaCommonman
    @MrXaCommonman 2 роки тому +22

    ବିଶ୍ୱାସ ଥିଲା ଅଛି ରହିଥିବ କାରଣ ମୋ ଭାଇ ସବୁଠୁ ବଢିଆ
    ପ୍ରଭୁ ଙ୍କ ପାଖରେ ମୋର ପ୍ରାଥନା ସବୁକିଛି ଠିକ ହେଇଯାଉ ନିଜର ଓ ନିଜ ପରିବାର ର ଯତ୍ନ ନଉଥିବେ ଭାଇ 🙏😥❤️ #yoursamit

  • @swastipanda113
    @swastipanda113 2 роки тому +23

    Honestly till now i thought varsha is right and is being victimised but knowing the other side of story ..your story shook my heart.one shouldnot judge someone from the media’s eyes.Glad you made this awareness video.may the truth prevail!
    If truth is this then we all are with you.
    More power to you…

  • @subhasreekund7382
    @subhasreekund7382 2 роки тому +27

    ଭାଇ ସେ ତମ ପାଇଁ ଠିକ୍ ନୁହେଁ ଆମେ ବି ତାଙ୍କୁ କହୁଛୁ ଭାଇଙ୍କୁ ତମେ ଛାଡି ଦିଅ ଭାଇଙ୍କୁ ଭଲରେ ରହିବାକୁ ଦିଅ ଭାଇ ତମେ ମନ କଷ୍ଟ କରନ୍ତୁ ନାହିଁ କିଏ କହିଲା ତମେ ଖରାପ ଖରାପ ତ ସେଏ ହିରୋଇନ ନୁହେଁ ଖଳନାୟକା ସେ ଛିଅ ଭାଇ ଆପଣଙ୍କୁ ପେବହାର କଲେ ଆପଣ ଠକି କଲ ଭାଇ

  • @aditiyatripathy645
    @aditiyatripathy645 2 роки тому +23

    ହେ ପ୍ରଭୁ ଯଦି ତୁମ୍ଭର କଥା ସତ୍ୟ ତେବେ ନ୍ୟାୟ ନିଶ୍ଚୟ ତୁମ୍ଭର ପକ୍ଷଙ୍କୁ ଆସିବ କିନ୍ତୁ ସମୟ ଲାଗିବ, ଅପେକ୍ଷା ର ଫଳ ମିଠା, ଜୟ ଜଗନ୍ନାଥ

  • @bikramkesharibarik7768
    @bikramkesharibarik7768 2 роки тому +54

    ଅନୁଭବ ଭାଇ ସତରେ ଯଦି ଆପଣ ଠିକ୍ ରେ ଅଛନ୍ତି ଆପଣ ନିଶ୍ଚତ ନ୍ୟାୟ ପାଇବେ । ପ୍ରଭୁ ଜଗନ୍ନାଥ କେବେ ଏତେ ବଡ ଦଣ୍ଡ ଆପଣଙ୍କୁ ଦେବେ ନାହିଁ । ଏ ବିଶ୍ୱାସ ଭରଷା ଆପଣ ରଖନ୍ତୁ ।

  • @puspalatabasantaray2477
    @puspalatabasantaray2477 2 роки тому +2

    Bhai tume jadi sata kahuthiba then you are great.Jadi michha acting karuthiba tahele Odisha loka pura sudha odia re tanka Rupa dekheibe ta pare sambhaliba.

  • @ashitnayak1912
    @ashitnayak1912 2 роки тому +370

    She is just a lesbian and to hide that fact Abt her she just married. Due to pressure from family and hide this fact from society she did all this. Good that Anubhav shared these info. Hat's off to your courage. Now LGBT community got their right and no need to hide it. Varsha please open up about yr relationship with yr lesbian girlfriend and spare Anubhav.

  • @dibya63
    @dibya63 2 роки тому +115

    ଆଗରୁ ଶୁଣି ଥିଲି ବର୍ଷା lesbian ବୋଲି, ମୁଁ 2013 ରେ ଯେତେବେଳେ college ପଢ଼ୁଥିଲି ମୋ friend ମତେ କହୁଥିଲା, ସମ୍ଭବତଃ ତାର କେହି friend ବର୍ଷା ମାଡାମ ଙ୍କୁ ଭଲ ଭାବେ ଜାଣିଥିଲେ, ଆଜି 100% sure ହେଇଗଲି, ଅନୁଭବ ଭାଇ ତାକୁ ବାହା ହେଇ ବହୁତ ବଡ଼ ଭୁଲ କରିଛନ୍ତି

  • @OdiaHungama
    @OdiaHungama 2 роки тому +33

    (Except his political career) As far as his marriage life is concerned, i was a strong hater of Anubhav Mohanty. But in this video, i can see the honesty in his eyes. I really felt bad about it. And i really wish.... ki... he gets the divorce asap.
    #JusticeForAnubhavMohanty

  • @rk_chaudhury
    @rk_chaudhury 2 роки тому +11

    After listening to your trials and tribulations, my belief about the marital torture being gender-agnostic became even stronger. Especially, in urban areas and metros, men are found undergoing such stressful condition. Bhai, I salute to your patience and wisdom and I wish to meet you one day. Lord Jagannath will bless you. Dont worry. Namaskar.

  • @satyanarayanprasadnayak4505
    @satyanarayanprasadnayak4505 2 роки тому +62

    ଧର୍ମ ଅଧର୍ମର ସଂଘର୍ଷ ଭିତରେ
    ଧର୍ମର ହୁଏ ଜୟ,
    କ୍ଷଣିକ ଆନନ୍ଦ ଆଉ ଖୁସି ଦେଇ
    ଅଧର୍ମ ନିଏ ବିଦାୟ I
    ସତ୍ୟମେବ ଜୟତେ I
    🙏🏾ଓଁ ଜୟ ଶ୍ରୀଜଗନ୍ନାଥ 🙏🏾

  • @shubhasinipatra5328
    @shubhasinipatra5328 2 роки тому +26

    Bjd ticket Baya karichi barsapriyadarsini ku❤️sabu lokonku moro gote request sabubele puo side story bhi sunibaku try Kara akhi bandh kariki gote jhio sati sabitri auu se hin thik seta decide karideonii auu OTV toh pagala heijaichi baijanta panda harila para thuu hatha dhoiki anuvab pachare padijaichi #staystronganubhav❤️

  • @manishasethi3873
    @manishasethi3873 2 роки тому +48

    ଆପଣ ଙ୍କ ସହ ସାରା ଓଡ଼ିଶାବାସି ଅଛନ୍ତି
    ଆଉ ରହିବେ ମଧ୍ୟ
    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଭି ଆପଣଙ୍କ ଉପରେ ଆଶ୍ରୀବାଦ ଅଛି
    Always stay strong🙏
    You r one and only my favorite hero😊😍.

  • @randomasiandude1754
    @randomasiandude1754 2 роки тому +2

    Is it only me who's thinking that Barsha is trying to be "Indian Amber Heard"? (Like you can relate to this if you know all the drama going between Johnny Depp & Amber Heard)

  • @chinu2743
    @chinu2743 2 роки тому +24

    ଜୟ ଜଗନ୍ନାଥ 🙏 ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏ ଖରାପ ସମୟରୁ ବାହାରକୁ ଆସିବାକୁ ଶକ୍ତି ଦିଅନ୍ତୁ ମନୋବଳ ଦୃଢ଼ କରନ୍ତୁ, ବର୍ତ୍ତମାନ ସମୟ ପାଇଁ ଏଇଟା ନିହାତି ଜରୁରୀ କାରଣ, ଆପଣଙ୍କ ପରିବାର ଓ ଆପଣ ବହୁତ୍ କଷ୍ଟ ପାଇଲେଣି , ଏବେ ଯଦି ଭାଙ୍ଗି ପଡ଼ିବେ, ଜିତିବେ କେମିତି ? ବହୁତ୍ ଜଲଦି ସେ ସମୟ ଆସିବ ଆଉ ଆପଣ ଯେତେ ଜଲଦି ପାରୁଛନ୍ତି ଏ ସମସ୍ୟା ରୁ ବାହାରକୁ ଆସନ୍ତୁ , ଜୟ ଜଗନ୍ନାଥ 🙏" ଏ ସମୟ ଚାଲିଯିବ "this time will be gone "🙏🙏

  • @reviewbhaina
    @reviewbhaina 2 роки тому +42

    As a boy as a man i can feel ur pain.
    Bhai u r real fighter.
    ଭାଇ ଏତେ ସବୁ ସହିଛ ଆଉ ଅଳ୍ପ ବାଟ ବାସ ତାପରେ ଭଲ ଦିନ ଆସିଯିବ..
    ସବୁ ସତ ଗଣମାଧ୍ୟମ କୁ ଅଣ
    ସବୁ ର ବିଚାର ଲୋକ ମାନେ ହିଁ କରିବେ..
    ଆପଣ ବଡ ବଡ court ରେ ବି ଜିତିଯିବେ.
    Love u bhai.
    Have patience be strong.
    We are always with you bhai..

  • @susant...3674
    @susant...3674 2 роки тому +11

    ଏହି video ପରେ ଯଦି ବର୍ଷା ଅନୁଭବ କୁ ଗ୍ରହଣ ନ କରନ୍ତି ତାହାହେଲେ ବର୍ଷା ର ସବୁ ଦୋଷ ନିଶ୍ଚୟ , ଦୋଷୀ ଯଦି ତା ଦୋଷ ସ୍ବୀକାର କରେ କ୍ଷମା କରିବା ନିଶ୍ଚିତ, କିନ୍ତୁ ଏଥିରେ ଅନୁଭବ ର ଦୋଷ ନାହିଁ , ବର୍ଷା ର ଯଦି ହୃଦୟ ଅଛି ଅନୁଭବ ଭାଇ କୁ ଗ୍ରହଣ କରିବା ଉଚିତ୍ ।ଯଦି ଗ୍ରହଣକରି ପାରୁନ ତାଙ୍କ divorce ପେପର ରେ signature କରି ଦିଅ ।
    ଅନୁଭବ ସାର ଏ କଥା ଯଦି ସତ ତୁମେ ନିଶ୍ଚେ ଜିତିବ 💪

    • @jiteshbehera6752
      @jiteshbehera6752 2 роки тому +1

      Barsa gote lesbian or transgender haithiba nahele physical relationship pain kahin avoid karuchi

  • @IMSB-v7w
    @IMSB-v7w 2 роки тому +2

    How did you tolerate that lesbian Barsha for f*cking 8 long years? Even hiding so much pain in your chest man more power to you
    Boys also have heart they aslo have feelings
    Shame on you Barsha priyadarshini 👎👎

  • @sushmitajena4245
    @sushmitajena4245 2 роки тому +53

    Hello Anubhav Sir. We all kind of know who is saying truth and who isn't. You have to keep faith and strength to fight this. You must have heard about Amber Heard and Johnny Depp case. People now know how men are being harassed and tortured to another level. I cannot even start to think of how you were mentally tortured, were under so much pressure to do things right. Despite being unable to have a physical relationship with Varsha, you did not ever try to have an affair and other things which shows your state and your love towards her. This is the reality of most of the men of our society and they are unable to express their side of the story because we all have that stereotype mentality that MEN ARE ALWAYS WRONG. Varsha kahuchanty ki tanka career khatam heigala baha heiki, but sata katha ta hela tama career kebala ANUBHAV-VARSHA pain hi chalu thila.🙂 ANUBHAV-VARSHA jodi dusuru loka mane theatre ku jau thile film dekhiba pain. Varsha tame nija career bhi banchei parilani ki tama marriage. Varsha tame lucky ki tamaku Anubhav bhali husband milile, aau kehi heithile tame bhi janicha tama abasta kan hei thanta. 😌Tame ebe jau politics re pasiki heroine haucha, se sabu Anubhav kari sarichanty. Saree pindhiki sindura lageiki se jau get-up tame naucha, seta kau get-up explain kari pariba ki. STREE mane kan seta tame janina ki tama maa tamaku kahini. Khali show-off kariba katha je han mu gote sati-savitri. Tamara gote song asithila " MO BAHAGHARE NACHIMI MU JAHARA PHATUCHI PHATU ", mu surely ebe bujhi paruchi tama character.🤨🤨 Varsha ra interviews mu dekhichi and I know what kind of person she is. Anya actresses mana nka makeup, costumes kharap kariba ra mentality bhi mu bhala bhaba re janichi. Nija sasura sampatti upare basiki rahiba apekhya sasu sasura kemity achanty tike pachara.😇

  • @dashchandan4394
    @dashchandan4394 2 роки тому +94

    Bro we respect your feelings
    Even No one can understand ur feelings only you can do it
    Everything will be fine 🙂 at the end

  • @srikantaharichandan1464
    @srikantaharichandan1464 2 роки тому +21

    ଯେତେବେଳ ମହିଳା ଅଇନୀ ଆଗରେ ସାଂସଦ ଅସହାୟ ସେଠି ସାଧାରଣ ଲୋକଟେ କଣ କରିପାରିବ

  • @madhusmitabarik5635
    @madhusmitabarik5635 2 роки тому +2

    Don't worry sir. Sabu correct heijiba

  • @Megha-ij8eo
    @Megha-ij8eo 2 роки тому +33

    As a husband point of u r 100% correct 👍we r with u....no intimate relationship that's why no child even after 8 yrs of marriage..

  • @laxmanpradhan6322
    @laxmanpradhan6322 2 роки тому +153

    Even I didn't realised that it's more than 1 hr... Jus felt like u r seating in front of me sharing jus like a friend... But we can't even do something for u sir .. i being a part of such similar things in my past... I truly believe how much pain u r suffering from .. be strong bhai... Time will heal everything... Love u brother

  • @sipun_nayak
    @sipun_nayak 2 роки тому +18

    The truth is ପୁଅ ମାନଙ୍କର ଇଜ୍ଜତ ମହତ କିଛି ବି ନାହିଁ । ତମେ ଭାଇ ଜମା ବି ଭାଙ୍ଗି ପଡନି । ସବୁ ଠିକ ହବ । ତମେ ଉଚିତ ମାର୍ଗ ରେ ରୁହ ।

  • @truptimayeebiswal8658
    @truptimayeebiswal8658 11 місяців тому +3

    She is a lesbian lady ,sure

  • @bgcreativeworld123
    @bgcreativeworld123 2 роки тому +70

    Keep patience.Don't worry Everything will be fine soon.. forget your past and start new life brother... take care and keep smiling

  • @birenkumarbehera3758
    @birenkumarbehera3758 2 роки тому +17

    ଆପଣ ବି ଜଣେ ବହୁତ ଭଲ ମଣିଷ ... ବାସ ଭଗବାନ ଙ୍କୁ ବିଶ୍ୱାସ କରନ୍ତୁ ଭାଙ୍ଗିପଡନ୍ତୁ ନାହିଁ... ସତ୍ୟ ଯୁଗ ବିଷୟରେ କିଛି ଜାଣିବାକୁ ଚେଷ୍ଟା କରନ୍ତୁ ଭାଇ....

  • @kulamani1
    @kulamani1 2 роки тому +50

    Hats off to Mr. Anubhav Mohanty !! I salute to your courage and speaking the truth. You gained all our respect.

  • @sarojhkumar7_Writer
    @sarojhkumar7_Writer 2 роки тому +8

    Johnny Depp won the hard fought battle against Amber heard, this is a victory for all men facing domestic abuse and false allegation and now Anubhav Mohanty should be given justice. Abuse against men in a relationship is real and tough for them, stand for them. 🙏

  • @prasanjitboitei8599
    @prasanjitboitei8599 2 роки тому +120

    ଆଉ ଅଳ୍ପଦିନ ଭାଈ ଏଇ ଦିନ ଆଉ ରହିବ ନାହିଁ।ଭଗବାନ କରନ୍ତୁ ଜଲ୍ଦୀ ସବୁ ସମାଧାନ ହେଇ ଯାଉ ଆଉ ନୂଆ ଜୀଵନ ଆରମ୍ଭ ହଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା 🙏 Jay Jagannath 🙏

    • @godblessyou7640
      @godblessyou7640 2 роки тому

      ମୋ birthday pruba ରାତି ରେ 11:24pm ରେ ରୁଷିଆ Ukraine ଉପରେ ପରମାଣୁ ବୋମା ପକାଇବ.

    • @godblessyou7640
      @godblessyou7640 2 роки тому +2

      2023 re world war

    • @Satyasanidhyaart
      @Satyasanidhyaart 2 роки тому

      @@godblessyou7640 tame kemiti janila ?? 😂

    • @ନଛୋଡ଼ବନ୍ଧା
      @ନଛୋଡ଼ବନ୍ଧା 2 роки тому

      @@Satyasanidhyaart to bopa sie

    • @Satyasanidhyaart
      @Satyasanidhyaart 2 роки тому

      @@ନଛୋଡ଼ବନ୍ଧା kain bhai amiti katha kahucha 🤦‍♂️ mun tamaku kichi kahili ?? 😑🙁

  • @ishikamallik170
    @ishikamallik170 2 роки тому +54

    ଭାଇ ଧର୍ଯ୍ୟ ସହ୍ୟ କରନ୍ତୁ ଜଗନ୍ନାଥ ସବୁ ଠିକ କରି ଦେବେ ଆପଣ ନିରାଶ ହୁଅନ୍ତୁ ନାହିଁ ଆମେ ସଭିଏ ଆପଣଙ୍କର ସାଥିରେ ଅଛୁ

  • @kanhucharanbiswal5289
    @kanhucharanbiswal5289 2 роки тому +14

    Bhai agaku madichalantu Jagannath ଆପଣକୁ ଆଶୀର୍ବାଦ ଦେବେ?

  • @megaytclub2469
    @megaytclub2469 Рік тому +2

    She should hv denied for marriage thn,Doesn't she know wht are the responsibilities of a bride???

  • @swagatikadash4407
    @swagatikadash4407 2 роки тому +25

    My Opsc exm is coming but I listen your story till end & I realized that u r true

  • @subhasispal5718
    @subhasispal5718 2 роки тому +30

    କିଛିବି ଭୁଲ ପଦକ୍ଷେପ ନିଅନ୍ତୁନି ଭାଇ । ଆମେ ସମସ୍ତେ ଆପଣଙ୍କ ସହ ରହିଥିଲୁ ରହିଅଛୁ ରହିଥିବୁ ମଧ୍ୟ । ବୋଧେ ବର୍ଷା ମାଡାମ ଆପଣଙ୍କୁ ନୁହଁ ଆଉ କାହାକୁ ଆଜିବି ଭଲ ପାଉଛନ୍ତି । ଆଉ ଆଜିର କିଛିଲୋକମାନଙ୍କୁ ଜଣେ ପୁରୁଷ ର ହୃଦୟ ଭିତରେ ଲୁଚିରହି ଥିବା ଦୁଃଖକୁ ସହଜରେ ଜଣା ପଡେ ନାହିଁ କିନ୍ତୁ ଜଣେ ନାରୀ ଯଦି ମିଛରେ ୨୦୦% ବି ମିଛ କହେ ତେବେ ତାହା ନିରାଟ ସତ୍ୟ ପାଲଟି ଯାଏ ତାଙ୍କଠି । କିନ୍ତୁ ଆପଣ ଏତେଦିନ ପରେ ଗୋଟିଏ ଭଲ ନିଷ୍ପତ୍ତି ନେଇଛନ୍ତି ବାସ୍ତବ ସତ୍ୟକୁ ଆଜି ସର୍ବସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଆମେ ଜାଣିପାରୁଛୁ ଆପଣ ଏସବୁକୁ କାହିଁକି ଲୋକ ଲୋଚନକୁ ଆଣୁନଥିଲେ କାରଣ ଆପଣ ପରା ଦିନେ ତାଙ୍କୁ ହୃଦୟ ଦେଇ ଭଲ ପାଇଥିଲେ ଯେଉଁଥିପାଇଁ ତାଙ୍କର କାଳେ ଅସମ୍ମାନ ହେବ ତେଣୁ ଆପଣ ଏସବୁ ଚାହୁଁନଥିଲେ । ଆରେ ଭାଇ ସବୁବେଳେ ଗୋଟିଏ କଥା ମନେରଖନ୍ତୁ ଡେରିରେ ହେଉ ପଛେ ସତ୍ୟର ହି ବିଜୟ ହୋଇଥାଏ । ଆପଣ ମଣିଷ ଚିହ୍ନିବାରେ ବହୁତ ବଡ଼ ଭୁଲ କରିଦେଲେ । ଯେତେ ଶୀଘ୍ର ସମ୍ଭବ ଆପଣ ବର୍ଷା ମାଡାମଙ୍କୁ ଛାଡପତ୍ର ଦେଇ ଏକ ସୁନ୍ଦର ହସଖୁସିର ସଂସାର ଆରମ୍ଭ କରନ୍ତୁ । ଆଉ ବର୍ଷା ମାଡ଼ାମ ଙ୍କୁ ଆମର ଅନୁରୋଧ ସେ ମଧ୍ୟ ଛାଡପତ୍ର ଦେଇଦିଅନ୍ତୁ । ଜଣେ ଆପଣଙ୍କ ଅନିଚ୍ଛା ସତ୍ତ୍ୱେ ଭଲ ପାଇଥିଲା ବୋଲି ତାହାକୁ ଯେ ଏତେ ଜଳେଇ ଜଳେଇ ମାରିବେ ସେମିତି କରନ୍ତୁନି । ତାଙ୍କୁ ଛାଡପତ୍ର ଦେଇସାରି ଆପଣଙ୍କ ମନ ଇଛା କ୍ୟାରିଅର ଗଢ଼ନ୍ତୁ ଆପଣଙ୍କୁ କେହିବି ବାଧା ଦେବେନି । ଅନୁଭବ ଭାଇ ଆପଣଙ୍କ ଦୁଃଖର ଦିନ ସରିବାକୁ ଯାଉଛି । ଚୋର ଘରେ ସବୁଦିନ ଅନ୍ଧାରରେ ରୁହେନାହିଁ ପୁନେଇ ଆସିଲେ ସବୁ କିଛି ଧରପଡିଯାଏ। Be +ve always . And we know it very well that you are the real hero and you will be win very soon.😢😢😢👍👍👍

  • @swadhashristi
    @swadhashristi 2 роки тому +107

    This video can completely chang any person's negative view about you. Truth revealed from your side but after a very long time. Be strong n have patience. Don't be biased by any perticular person or any media house and don't take any step that may cause an unfulfilled loss to your parents. Don't let them to suffer at this age. Really such a strong person. Stay calm n take care of your n your parent's. Justice must go with truth not with gender.

  • @akanshahota2629
    @akanshahota2629 2 роки тому +17

    If you are reading this Anubhav Mohanty Sir, then I as an outsider would just say my prayers are with you. Please stay strong and take care of your family. With all due respect, never give up. Every bad thing eventually comes to an end. Just believe in yourself coz you are not alone in this fight. TRUTH IS MIGHTY AND MUST PREVAIL !!!

  • @Odiagirl7
    @Odiagirl7 2 роки тому +40

    Sir ..am very younger than you but my huge request will be please sir please never thought about death...sir with you odisha's people who loves you will die...we are ready to hear everything from you...what you did and what she she did .. it's out of reach from us but I personally support that a man loves his kid more than a mother, it's true a woman feels very much of pain but a man sacrifices his whole life , income, knowledge to build his family with her wife .I couldn't control my tears after hearing you sir . And when news media released about your divorce..I personally hered from my family,my friends that it's a strong talking against you by other political parties who are using Barsha.please be strong sir please

  • @monalisadash5545
    @monalisadash5545 2 роки тому +35

    I'm with you Bhai. Oneday I will meet you in Delhi , it's my hope . Jeu ganamadhyama talitalanta paien chesta karuchi, tara patana jaldi aarambha heijau. Apanankara sahas and Satya kahibara courage achhi boli UA-cam re asi rokthok kahuchanti. Prabhu ebam ame samaste apananka side re achhu. Madi chala.

  • @panditswarupanandamishra251
    @panditswarupanandamishra251 2 роки тому +189

    Bhai.. You are not a common man... You are ANUBHAV MOHANTY. Don't be depressed... BE STRONG.

    • @purnamayee
      @purnamayee 2 роки тому +2

      Ahuri kichi katha achi emiti jaha apana share karantu... Sata katha tk janatantu... Gold bisayare kichi kuahantu...

    • @satyadash125
      @satyadash125 2 роки тому +2

      Anubhab bhai please control yourself.You are a great personality.Dont' be depressed.You are precious for your parents and family and also for the people of Orissa. I am also a victim like you and the case is hundred percent similar to you.In what state of mind I and my family members are passing through since six years that God knows. Others cannot realise your feelings. Please be not so emotional.

    • @SatabdiStudios
      @SatabdiStudios 2 роки тому +1

      Stay strong

  • @sailendraswain2897
    @sailendraswain2897 2 роки тому +2

    Mun kendrapara ra voter bhabe mote aaji anubhab hauchi je, tame kendrapara MP but tame kendrapara ra cause pain parliament re fight Kariba tharu tame Barsha nka saha besi fight karicha. Kendrapara voter manakara durbhagya je Tama bhali gote immature person ku parliament ku send karichanti.

  • @sharmilikunar3347
    @sharmilikunar3347 2 роки тому +58

    We can understand sir...... You are great.. Whatever u are going through will be banished soon.. Sir I know that a boy also can suffer from domestic violence.... I am happy that you are standing great... Keep it up

  • @RjsCreation143
    @RjsCreation143 2 роки тому +746

    Sir, you are not sad, be patient, everything will be fine, you will be a real hero and will continue to be for us, God bless you sir ❤️🙌🙏

    • @me_a_nigam_4222
      @me_a_nigam_4222 2 роки тому +12

      Bhai emti english Nisa mate bi darkar

    • @swati_aditya
      @swati_aditya 2 роки тому +5

      Wow You are a great Englishman 😂🤣

    • @wildlife1801
      @wildlife1801 2 роки тому +5

      Kun English lakhucha ma....mind blowing....kou school ru pass out... 😀😀 ... but 1thing Anubhav sir was a good human being...bodha emiti haethiva....I think so.....but dis is bad thing .. what barsha mam...was doing with her.... very bad ..... Kichi nai bindass ruha Anubhav Bhai ....u r a lion hearted guy....👍👍

    • @RUTURAJPARIJA
      @RUTURAJPARIJA 2 роки тому +3

      English grammar left the chat😂😂..

    • @Maruticreation668
      @Maruticreation668 2 роки тому

      @@me_a_nigam_4222 😁😁😁

  • @soumyashreepradhan1423
    @soumyashreepradhan1423 2 роки тому +23

    Anubhav plz don't take any wrong step u we all love u ❤❤

  • @ANMOLANANYA
    @ANMOLANANYA 2 роки тому +1

    I am your new subscriber... I am bengali.... but like u very much

  • @sumitrout1244
    @sumitrout1244 2 роки тому +29

    JUSTICE FOR ANUBHAV MOHANTY🙏😍😔

  • @motivationalvideo6587
    @motivationalvideo6587 2 роки тому +22

    Sir don't cry... Bahut kasta lagila suniki.. Plz kehi negative comments dianhi plz... Se sata karuchanti

  • @studybeast2496
    @studybeast2496 2 роки тому +34

    Really this video completely changed my way of vision about you.. truth never lost.. we are always with you sir ❤ main culprit is #media

  • @er.chaitanyaprasadmurmu6619
    @er.chaitanyaprasadmurmu6619 2 роки тому +2

    sidha katha kahibaku gale BARSHA ...... KARIBAKU DEI HI NAHANTI otherwise ebe sudha maa hei sari thante. sorry tike direct kahi deli but it's fact.