UNTOLD TRUTH || ANUBHAV MOHANTY || VARSHA PRIYADARSHINI || DIVORCE || MEDIA TRIALS || UNBELIEVABLE |

Поділитися
Вставка
  • Опубліковано 1 жов 2024
  • A must watch video to know the truth or the untold reality behind the marital discord between Anubhav Mohanty and Varsha Priyadarshini !
    No media house ever tried to convey the truth even if they knew everything !
    REQUEST ALL TO WATCH THE FULL VIDEO AND GIVE YOUR VALUABLE OPINIONS.
    Not all Men are Bad & Not all Women are Good !

КОМЕНТАРІ • 6 тис.

  • @mr.guluacomedy2676
    @mr.guluacomedy2676 2 роки тому +2339

    ଆଜି ଏ vdo ଟି yotube ରେ ଦେଖିଲି,ଭାଇ ମୁଁ ଆପଣଙ୍କ ସଙ୍ଗେ ଥରେ ଦୁଇଥର ଦେଖାହେଇଚି ଏମିତି ବାସ୍ ଅପଙ୍କର ମନେ ନଥିବ,ମୁଁ ଜାଣିଚି ଅପଙ୍କ ବ୍ୟବହାର କେମିତି ଆଉ ଫିଲ୍ମ୍ industry ରେ କେହି କହିବେନି ଅନୁଭବ ମହାନ୍ତି ଜଣେ ଖରାପ ଲୋକ ବୋଲି ,ଆପଣ positive ଲୋକ , ବ୍ୟସ୍ତ ହୁଅନ୍ତୁ ନାହିଁ ଯିଏ ଯେତେ ବଦନାମ କଲେ ବି ଆପଣ ହରିଜନ୍ତୁ ନାହିଁ ,ଗୋଟେ time ରେ ଆପଣ ମାଟି ଛୁଇଁଲେ ସୁନା ହେଇଯାଇଥିଲା ମନେ ଆପଣଙ୍କର ଭଲ ସମୟ ଚାଲିଥିଲା , ଏବେ ଯଦିଓ ଖରାପ ସମୟ ଚାଲିଛି ଏଠିକି କହିବି , ଏ ସମୟ ଚାଲିଯିବା ,
    ଭଲ ସମୟ ବି ରହିନି କି ଖରାପ ସମୟ ବି ରହିନୀ
    ଗୋଟେ ସାନ vai ଗୋଟ fan , ଗୋଟେ ଦର୍ଶକ ,ଗୋଟେ ଶୁଭ ଚିନ୍ତକ ହିସାବରେ କହିବି ଜମା କେବେ ଭୁଲ ପଦକ୍ଷେପ ନେବେନି ,ଯାହାଦ୍ଵାରା ସମସ୍ତେ କଷ୍ଟ ପାଇବେ , ଏ ସମୟରେ କେବଳ meditation କରନ୍ତୁ , ସୁସ୍ଥ ରୁହନ୍ତୁ ଦିର୍ଘ୍ଷାଉ ରୁହନ୍ତୁ
    ଜୟ ପର୍ଭୁ ମହାଦେବ ଅପଙ୍କୁ ଅଶ୍ରିବାଦ କରନ୍ତୁ
    ଆଉ ମୋର ପ୍ରତ୍ୟେକ ଦର୍ଶକ ମାନଙ୍କୁ ଏତିକି ଅନୁରୋଧ ସମସ୍ତଙ୍କ ଜୀବନରେ କିଛି ନ କିଛି ସମସ୍ୟା ଥାଏ ତାକୁ ନେଇ ଖରାପ comment ଦେଲେ କଣ ହୁଏ ନା ଆପଣଙ୍କ ଗୋଟେ comment ଜଣଙ୍କ ମନକୁ କେତେ ଆଘାତ ଦିଏ କେବଳ ସେଇ ଲୋକ ହିଁ ଜାଣିଚି ,ଦର୍ଶକ ମାନଙ୍କୁ ଅନୁରୋଧ କାହାକୁ ଯଦି ସାହାଯ୍ୟ କିମ୍ବା ଖୁସି ନଦେଇପରୁଛନ୍ତି କାହାକୁ ଖରାପ କହି କଷ୍ଟ ଦିଅନ୍ତୁ ନାହିଁ, ତ୍ରୁଟି ଥିଲେ କ୍ଷମା କରିବେ
    English tike durbala sethipain ଓଡ଼ିଆରେ ଲେଖିଲି , ତଥାପି speling ଟିକେ ମିଷ୍ଟେକ୍ ହେଇଥିବ କ୍ଷମା କରିବେ,

    • @tophansahu108
      @tophansahu108 2 роки тому +70

      ବହୁତ୍ ବଢିଆ କଥା କହିଲେ ଆପଣ ଏ ଦୁଃଖ କଷ୍ଟ ଆମେ ଅନୁଭବ କରିପାରୁଛୁ।❤️🙏

    • @DipunEntertainment
      @DipunEntertainment 2 роки тому +22

      Dhanyabad Gulua Bhai 🙏

    • @chinmayapanda3490
      @chinmayapanda3490 2 роки тому +16

      U r right gulua bhai

    • @satyaranjansahoo7687
      @satyaranjansahoo7687 2 роки тому +17

      Gulua bhai lo to paiin jane gote pila ra breakup heijaithila taku to vdo linke deli abe sie comedian heigalani😂

    • @mrrajesh5336
      @mrrajesh5336 2 роки тому +10

      Ri8 kahila gulua Bhai .

  • @RajuDasComedy
    @RajuDasComedy 2 роки тому +777

    ଏ ଖରାପ ପରିସ୍ଥିତିର ସାମ୍ନା କରିବା ପାଇଁ ଭଗବାନ ଆପଣଂକୁ ଯଥେଷ୍ଟ ଶକ୍ତି ଦିଅନ୍ତୁ... ଏ ସମୟ ଚାଲିଯିବ.. ଦୁଃଖ ପରେ ସୁଖ ଆସିବ.. Stay Strong Bhaijan❤️

  • @mrdeva3588
    @mrdeva3588 2 роки тому +138

    Jagannath apanku sakti diantu 🥹bhai jaan E situation dekhi heartily dukha laguchi 🥹..plz nijaku control karantu pravu Jagannath sabu thk karidebe

    • @smmotivation7567
      @smmotivation7567 2 роки тому +1

      Thanks bro

    • @acutefuturetv8862
      @acutefuturetv8862 2 роки тому

      Esabu hele gote gote bastard

    • @damapani589
      @damapani589 2 роки тому

      Mr,deva don't care them, who's saying to you bad ward's, when will bring out the truth ,they will realise even no one no what's the truth

    • @nareshraj2431
      @nareshraj2431 2 роки тому

      Bhai jyada bak bak maat kar yahan akke ye nataunkibaz ko support maat karo okie isko uss reporter ladki se shadi karna hai isliye nataunki kar raha hai log kaise support kar rahe hein shame on those people's wo ladki ka papa,bhai koi nei hai to victim card play kar raha hai ye ghatiya insan chi chi chi log itne niche girjate hein reality dikhayi na deti hai kisiko

    • @babulasabara7907
      @babulasabara7907 2 роки тому

      ଧନ୍ଯବାଦ ଦେବା ଭାଇ

  • @festivals3758
    @festivals3758 2 роки тому +5

    Otv ତତେ ଧର୍ମ ସହିବନି ଏଭଳି ଏକପାଖିଆ ବର୍ଷା କୁ ସପୋର୍ଟ କରି ଖବର ପ୍ରସାରଣ କରୁଛ।କଣ ଭାବୁଛ ଏମିତି କଲେ ବୈଜୟନ୍ତ ପଣ୍ଡା ଜିତିଯିବ।ସତ୍ୟ ଆଉ ଧର୍ମ ର ସାଥ ଦିଅ ବୋହୁତ ଆଗକୁ ଯିବା।ଟିକେ ଭଗବାନ କୁ ଡର ଓଟିଭି।Justice for Anubhav mohanty ❤️

  • @uniqueodiavlog4703
    @uniqueodiavlog4703 2 роки тому +29

    ଭାଇ ଆମେ ତମ ସାଥିରେ ଅଛୁ ଆଗକୁ ମଧ୍ୟ ରହିବୁ ଏଇ ଜୀବନ ଥିବା ଯାଏଁ ଭାଇ ଆମର ❤️

  • @deepakkumarbehera1425
    @deepakkumarbehera1425 2 роки тому +41

    ଧର୍ମର ହେବ ଜୟ ,ଭାଇ ଧର୍ଯ୍ୟର ସହ ଅପେକ୍ଷା କରନ୍ତୁ ଜୟ ଜଗନ୍ନାଥ 🙏

  • @satyajeetbarik3780
    @satyajeetbarik3780 2 роки тому +52

    ଗୋଟିଏ ହାତରେ କେବେ ତାଳି ବାଜେନି। ଭୁଲ ଯାହାର ବି ଥାଉ ନା କାହିଁକି ମୁଁ ଏତିକି କହିବି ସତ୍ଯ ର ଜୟ ହଉ ନ୍ୟାୟ ର ହିଁ ଜୟ ହଉ।

  • @pmcreativity2324
    @pmcreativity2324 2 роки тому +20

    ଏ ସମୟ ଚାଲିଯିବ.....
    ସମସ୍ତଙ୍କ life ରେ ଏମିତି କିଛି ପରିସ୍ଥିତି ଆସିଥାଏ...
    ତାକୁ ଯେ overcome କରିପାରିଲା ସେ ହିଁ winner 🏆
    Be strong 💪 .... Never give up ...we love you ❤❤❤

  • @smrutimayeepanigrahi8143
    @smrutimayeepanigrahi8143 2 роки тому +34

    Bhai ଆମେ ମାନେ ସବୁ ସତକଥା ଜାଣିବାକୁ ଚାହୁଁଛୁ ।ତେଣୁ ଆପଣ ଦୟାକରି ଆମ ମାନଙ୍କୁ ଆଉ ଗୋଟେ ଭିଡିଓ ମାଧ୍ୟମରେ ଆମକୁ ଜଣାନ୍ତୁ।

  • @ruparoshan30
    @ruparoshan30 2 роки тому +17

    ଭାଇ ଆଉ ଗୋଟେ ବାହା ହେଇପଡ ଦେଖା ଯାଉ ଯାହଉଚି ହଉ ସେ ଠିକ ବୁଦ୍ଧି ସିକିବେ
    ଖୁସିରେ ରୁହ ଜୟ ଜଗନ୍ନାଥ 🙏🙏🙏🙏

  • @LiyaSarkar
    @LiyaSarkar 2 роки тому +50

    ଭାଇ ତୁମେ ଆମ ଓଡିଶାର ଗୌରବ ଆଜି ସତ କଥା ତୁମ ମୁହଁରୁ ଶୁଣିଲାପରେ ବହୁତ କଷ୍ଟ ଲାଗୁଛି ।। 😢😢 Love you bhai ♥️

  • @patrasanjay
    @patrasanjay 2 роки тому +111

    You have all the rights to share your feelings and thoughts in front of people. Stay strong and believe in God and family and things will be alright. You should fight for justice and set an example for others who are going through similar problems.

    • @pritamkumargiri554
      @pritamkumargiri554 2 роки тому +3

      21:21 bhai has almost cried . We all can feel his pain

    • @Ranjankumar-uz9bz
      @Ranjankumar-uz9bz 2 роки тому +1

      Tell me 1st thing who has raised this topic on divorce. We are also Cuttack guys and we know how smart a Cuttack Boy he can fry the fish in Fish oil.

    • @Ranjankumar-uz9bz
      @Ranjankumar-uz9bz 2 роки тому

      Listen buddy if anyone wants to know the real fact then gives ur 48 hrs only inorder to find out real one don't go through a emotional Vdo otherwise u will feel weak instead of stronger.

    • @Ranjankumar-uz9bz
      @Ranjankumar-uz9bz 2 роки тому

      keeps eyes on Anubhav for 24hrs by hiding ur self and similarly another 24 hrs keeps your eyes on Barsha Priyadarshini. Then u can get the real Fact. Bhai ame bi cuttack toka ame janichu Kiye koubhalia actor

    • @adityadash7
      @adityadash7 2 роки тому +1

      @@Ranjankumar-uz9bz tame bando bhoja aau bia chutney khaiki ghore Suo..maghia nija gandi re tela Nahi alaga loka nka Bisaya re Katha hebaku auchanti...Mumbai na sunichu..seithi chawl re bhikmanga mane rahuchanti Tomo katikia manaku langala Kari ki chadidebe

  • @kumar-kl4ul
    @kumar-kl4ul 2 роки тому +55

    ଜଣେ ପୁଅ ସେତେବେଳେ କାନ୍ଦେ ଯେତେବେଳେ sorrounding pressure ବଢିଯାଏ , Don't worry Bhai, have patience and trust this line, "ଏ ସମୟ ଚାଲିଯିବ"wait for time - everything wiill be ok . I understand ur feelings. Plz, Bro Always keep smile 🙏😊

    • @pratapkumarnayak1934
      @pratapkumarnayak1934 2 роки тому +1

      Hn jhia ta kandipare hele pua kandibiparena

    • @ajitpani1
      @ajitpani1 2 роки тому +2

      @@pratapkumarnayak1934 90% pua manankara kanda real heithae. Mu kahuni Anubhav mohanty thk ki bhul. Mu generic katha kahuchi.

  • @lnpranaya4285
    @lnpranaya4285 2 роки тому +8

    Dear M.P of our constituency..I'm a voter of yours..I'm from Mahanga Block..ଜୟ ଜଗନ୍ନାଥ କହୁଛନ୍ତି ଯେ, ଏଥିରୁ ମନେପଡିଲା...ଶ୍ରୀମନ୍ଦିର କଥା ଉଠିଲା ବେଳେ ଆପଣ Parliament ରେ ଟେବୁଲ ପିଟିକି yes....yes....yes....କହୁଥିଲେ..ଏବେ ତ ASI report ଆସିଲା ପରେ ଆପଣଙ୍କ ମୁହଁରୁ କଥା ବାହାରୁନି. Its has been written on the report that,There is every possibility that the agency (OBCC & SJTA) might have destroyed the archeological remains and there is no GPRS survey and ASI & NMA permission... ଏ କଥା ଟିକେ କୁହନ୍ତୁ..
    ସ୍ୱାବମାନୀ ଓଡ଼ିଆ, ଖାଣ୍ଟି କଟକିଆ କହିବୁଲୁଥିଲେ.. Odisha ରେ ଆମ Cuttack ରେ highcourt ଥାଉ ଥାଉ ଭରଷା ପାଇଲନି ଯେ ପଟିୟାଲା court କୁ ଗଲେ ??
    ଯଦି ସତରେ ଆପଣ ସ୍ୱାଭିମାନୀ ଓଡ଼ିଆ,ଯୋଉ ଦଳ ଆପଣଙ୍କୁ ignore kari ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଡାକି ପଞ୍ଚାୟତ ନିର୍ବାଚନ ରେ ଷ୍ଟାର ପ୍ରଚାରକ କଲା.. ନିଜ ସ୍ୱାବିମାନ କୁ ବଂଚେଇ ସେ ଦଳ ଛାଡି, ଶ୍ରୀମନ୍ଦିର ରେ ଘଟିଥିବା ଆମର ସଂସ୍କୃତି ଧ୍ବଂସ ବିରୋଧ ରେ ବଡ ଦାଣ୍ଡରେ ବସନ୍ତୁ. କିଏ ଯାଉ କି ନ ଯାଉ ମୁଁ ନିଶ୍ଚିତ ଆମର ଅସ୍ମିତା, ସଂସ୍କୃତି,ଆମର ଜାତିର ପ୍ରତୀକ ଶ୍ରୀମନ୍ଦିର ପାଇଁ ଆପଣଙ୍କ ପଛରେ ବୁଲିବି.. ସେଦିନ ହିଁ କହିବେ ଜୟ ଜଗନ୍ନାଥ/ସ୍ୱାଭିମାନୀ ଓଡ଼ିଆ, ଯାହା ଶୁଣିବାକୁ ଭଲ ଲାଗିବ 🙏🏻.

  • @SAGCHI_
    @SAGCHI_ 2 роки тому +12

    ଭାଇ,ଆପଣଙ୍କ ଭିଡିଓ ରୁ 2ଟା କଥା ନୋଟିସ କଲି.....
    2 ଟା ଭୁଲ ଜୀବନରେ ଆପଣ କରିଛନ୍ତି
    * ପ୍ରଥମ ରେ ଆପଣ ସେହି ମହିୟସୀ ମହିଳାଙ୍କୁ ଭଲ ପାଇଲେ ଆଉ ବିବାହ ମଧ୍ୟ କଲେ...
    * ଦ୍ଵିତୀୟ ରେ ଆପଣ ରାଜନୀତି ରେ ଯୋଗ ଦେଲେ
    ମୋ ବ୍ୟକ୍ତିଗତ ମତ ରଖୁଛି....
    * ଆପଣ ନିଜ ଜୀବନର ବ୍ୟକ୍ତିଗତ କଥା ସବୁ ଦୟା କରି କିଛି ବି ସୋସିଆଲ ମିଡିଆ ରେ ପ୍ରକାଶ କରନ୍ତୁ ନାହିଁ, Heartily request.🙏
    ଆପଣ ବହୁତ ଛୋଟ ହେଇଯିବେ, ଏହାଦ୍ବାରା....ଆମ
    ସମାଜ ର ନ୍ୟାୟିକ ପକ୍ରୀୟା ଏକଦମ ଖରାପ.... ସବୁ କଥାକୁ ନିଜ ଭିତରେ ସମାଧି ଦେଇ ଦିଅନ୍ତୁ.....
    * ଦୟା କରି ରାଜନୀତି ଠାରୁ ଦୂରେଇ ଦିଅନ୍ତୁ ନିଜକୁ... କୌଣସି ରାଜନୀତି ଦଳରେ ସାମିଲ ହୁଅନ୍ତୁ ନାହିଁ.... ଭାଇ ବହୁତ ବଡ଼ ବଡ଼ 🌟 ଆଜି ପର୍ଯ୍ୟନ୍ତ ରାଜନୀତି କୁ ଆସିନାହାନ୍ତି.... ଆଉ ଯୋଉ ମାନେ ଆସିଛନ୍ତି ସେମାନେ 🌟 ହେଇ ପାରିନାହାନ୍ତି....
    * ନିଜକୁ ଗଣ ମାଧ୍ୟମ ଠାରୁ ଦୂରେଇ ରଖନ୍ତୁ...କାହାକୁ କିଛି ବି bite ଦିଅନ୍ତୁ ନାହିଁ.... ନିଜର ସମୟ ଛୋଟ ଛୋଟ ଭିଡିଓ କରି ଲୋକଙ୍କ ସହ Share କରନ୍ତୁ...
    * ଆମେ ତୁମକୁ ସେହି ଫିଲ୍ମ ର ହିରୋ ହିସାବରେ ଦେଖିବାକୁ ଚାହୁଁ... ଖାଲି ହିରୋ ନୁହଁ ବହୁତ ବଡ଼ ହିରୋ, ସୁପର ହିରୋ ହିସାବରେ...
    Please come back after taking break....

  • @subhashappyworld74
    @subhashappyworld74 2 роки тому +15

    ଭାଇ ଆମେ ଆପଣଙ୍କ ସହିତ ଅଛୁ, ଅପେକ୍ଷା କରନ୍ତୁ ସବୁ ଠିକ ହେଇଯିବ, ଯଦି ଆପଣ ଠିକ୍ ଥିବେ ତାହା ହେଲେ ସବୁ ଠିକ୍ ହେଇଯିବ, ଭଗବାନ ସବୁ ଠିକ କରିଦେଵେ , don't worry please 🙏🥺, bhai please 🙏

  • @rasmirekhabarik7979
    @rasmirekhabarik7979 2 роки тому +75

    Truth is always truth...if u are right then everyone will absolutely support uh ☺️...

  • @ansumanpattanaik42
    @ansumanpattanaik42 2 роки тому +57

    ଭାଇ ଅଜି ଏହି video ଟି ଦେଖି ବହୁତ୍ କଷ୍ଟ ଲାଗୁଛି.. ଭାଇ ଆପଣ ଧର୍ଯ୍ୟ ହରା ହୁଅନ୍ତୁ ନାହିଁ.. ଆପଣ କଣ ସାରା ଦୁନିଆ ଜାଣିଛି.. କିଛି ନହେଲେ ବି ଆମ ଭଳିଆ ଆପଣଙ୍କ ପ୍ରସଂଶକ ଜାଣିଛୁ... ଆପଣଙ୍କର କିଛି ହେଇଗଲେ ଆମେ କେବେ ବି ବର୍ଦାସ୍ତ କରିପାରିବୁନି। ଦରକାର୍ ପଡ଼ିଲେ ଆପଣଙ୍କ ନ୍ୟାୟ ପାଇଁ ଆମେ ମିଳି ମିଶି ଲଢେ଼ଇ କରିବୁ। ଆମେ ସମସ୍ତେ ଜାଣିଛୁ ଆପଣ କେବେ ବି ଏତେ ବଡ଼ ଭୁଲ କରିପାରିବେନି... ହେଲେ ଆପଣଙ୍କୁ ନେଇ ଏତେ ଅପ ପ୍ରଚାର ହେଇଛି..... ହଉ ଭାଇ ଏଇ କଥା ସମସ୍ତେ ଜାଣନ୍ତି ଯେ ଯୋଉ ରାସ୍ତା ଦେଇ ହାତୀ ଚାଲେ ସେଇ ରାସ୍ତା ରେ କିଛି କୁକୁର ଥାନ୍ତି ହାତୀ କୁ ଦେଖି ଭୁକନ୍ତି... ସେଇ ଭଳି ଭାବରେ କିଛି ଲୋକ ଅଛନ୍ତି ଗୋଟେ ଲୋକର ଖୁସି ସଫଳତାଦେଖି ସହି ପାରନ୍ତିନି , କଳେ ବଳେ କୌଶଳେ ଯଥାସମ୍ଭବ ତାକୁ ତଳି ତଳାନ୍ତ କରିବାକୁ ଚେଷ୍ଟା କରନ୍ତି.... ବାସ୍ ସମୟ ସମୟ ର କଥା ଭାଇ। ଏ ସମୟ କାଲି କୁ ନଥିବ। କାଳେ କାଳେ ସତ୍ୟ ନ୍ୟାୟ ଧର୍ମ ର ଜୟ ହେଇଛି ବିଳମ୍ବ ରେ ହଉ ନା କାହିଁ କିନ୍ତୁ ଜୟ ହୁଏ... ଆପଣଙ୍କର ମଧ୍ୟ ବିଜୟ ହେବ ସୁନିଶ୍ଚିତ.... ଶେଷରେ ଆପଣଙ୍କର ଓ ଆପଣଙ୍କ ପରିବାର ର ମଙ୍ଗଳ କାମନା କରୁଛି। ଭାଇ ପରବର୍ତ୍ତୀ video ଟି ନିଶ୍ଚୟ ସମସ୍ତଙ୍କ ନିକଟକୁ ଆଣନ୍ତୁ.. ସମସ୍ତେ ଜାଣନ୍ତୁ ସତ କଣ...
    ଜୟ ଜଗନ୍ନାଥ
    Hat's off bhai🥺🙏
    Love You Bhai❤️❤️🙏🙏
    #We_Support_Anubhav_Mohanty

  • @nilakhipatravlog2745
    @nilakhipatravlog2745 2 роки тому +293

    🥺ଭାଇ ଦୟାକରି ତୁମେ ଦୁହେଁ ଅଲଗା ହୁଅନି🙏🏻 ଗୋଟିଏ ପବିତ୍ର❤️ ସମ୍ପର୍କ ଗଢିବାକୁ ହେଲେ କେତେ ସମୟ ଲାଗେ ଆଉ ଭାଙ୍ଗି ଦେବା ତ ସହଜ ଏବଂ ନିଜର ମଣିଷକୁ ହରେଇଲେ କେତେ ଯେ କଷ୍ଟ 😔ହୁଏ ତାହା ଖୁବ କମ ଜଣ feel କରିପାରନ୍ତି,ପ୍ରକୃତ ନିଛୁକ ପ୍ରେମ ତ ସତ୍ୟ ନିର୍ମଳ ପବିତ୍ର ଶାଶ୍ୱତ ଚିରନ୍ତନ ଅଟେ,ନା କିଛି ପାଇବାର ଆଶା ରଖିଥାଏ ନା କିଛି ହରେଇବାର,ନା ସ୍ୱାର୍ଥ ରଖିଥାଏ ନା ସର୍ତ୍ତ,କେବଳ ଢ଼େର ସାରା ଭଲ ପାଇବା ଚାହେଁ ଏକାଠି ରହି ସାରା ଜୀବନ ଖୁସିରେ।ତୁମେ ଦୁହେଁ ମିଶି ଯାଅ ଦେଖିବ ସବୁ କିଛି ସମାଧାନ ହୋଇଯିବ,ଆରେ ଏବେ କଥାକୁ ଭୁଲି ଯାଅ ଆଉ ଯୋଉ ଭଲ ପାଇବା ପାଇଁ ତୁମ ପ୍ରେମ ଦିନେ ଗଢି ଉଠିଥିଲା ସେ ସମୟକୁ ଟିକେ ଭାବ।ସେଠିତ କେବଳ ପ୍ରେମ ହିଁ ପ୍ରେମ ଥିଲା, ତୁମ ଦୁହିଁଙ୍କୁ ଏକାଠି ଦେଖିଲେ କେତେ ଯେ ଖୁସି ଲାଗେ ସମସ୍ତେ ଦେଖି କୁହନ୍ତି ଏମିତି ଭଲପାଇବା ଆଉ ଯୋଡି ଆମର ହୁଅନ୍ତା କି! ଆଉ ଫୁଣି ତୁମ flim ନେଇଯାରେ ମେଘ ମୋତେଠାରୁ ଆରମ୍ଭ କରି ଅନେକ ସେସବୁକୁ ବି ଦେଖି ସେ କାହାଣୀ ଯେମିତି ଜୀବନ୍ତ ପ୍ରେମରେ ଗଢ଼ା ହୋଇଛି ବୋଲି ଲାଗେ,flimରେ ଯେମିତି ରାଜୁ ଓ ବର୍ଷା କେବେ ଏକାଠି ହେବେ ସମସ୍ତ ଚାହିଁ ରହିଥିଲେ ସେମିତି realଜୀବନରେ ତୁମେ ଦୁହେଁ କେବେ ମିଶିଵ ସେ ସମୟ ଓ ମୁହୂର୍ତ୍ତକୁ ମୁଁ ଚାହିଁ ରହିଛି,ମୁଁ ତ ଜଣେ ସାଧାରଣ ପିଲା ତଥାବି ମୋ ଗୁହାରି ଶୁଣ ଅଲଗା ହୁଅନି ଦୟାକରି ଅଲଗା ହୁଅନି ବର୍ଷା ଦି ଓ ଅନୁଭବ ଭାଇ, ଜାଣି ଜାଣି ଏ ପବିତ୍ର ପ୍ରେମର ତଣ୍ଟି ଚିପି ହତ୍ୟା କରନି🙏🏻ଜାଣିନି ଏ Comments ତୁମେ ଦୁହେଁ ପଢିବ କି ନାହିଁ ହେଲେ ଯଦି ପଢ ତା ହେଲେ ମୋର ଗୋଟି ଗୋଟି linesକୁ feel କରିପାରିବ ଆଉ ଏକାଠି ହେବ।କହିବକୁ ତ ବହୁତ କଥା ଅଛି ହେଲେ..ଏଠି ହୁଅ ତ ଜାଗା ହିଁ ବଳିବନି,ବାସ ତୁମେ ଦୁହେଁ ମିଶିଯାଅ।ଭଗବାନ ତୁମର ମଙ୍ଗଳ କରନ୍ତୁ ଏବଂ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଆଉ ଢ଼େର ସାରା ଭଲପାଇବା। Anubhav love Varsha 💙Made for each other 👌🏻💕🕊️🕊️ Forever and ever 💗& Myself Santosh🧸

    • @radhakrishnaprem8685
      @radhakrishnaprem8685 2 роки тому +3

      R8 vai

    • @nilakhipatravlog2745
      @nilakhipatravlog2745 2 роки тому +4

      @@radhakrishnaprem8685 Yes.Bro🤷🏻‍♂️🙏🏻 Ty's

    • @nilakhipatravlog2745
      @nilakhipatravlog2745 2 роки тому +18

      @ITS NATURAL YAAR😂😍😂 stupid 😡 behaviour language.ଗୋଟେ ପୁଅ ଆଖିରୁ କେବେ ବି ହେଲେ ମିଛରେ ଲୁହ ଝରେନି ହେଲା,ପୁଅ ମନେ ସେତେବେଳେ ଲୁହ ବୁହାନ୍ତି ଯେତେବେଳେ ତାଙ୍କୁ ହୃଦୟକୁ ଏବଂ ଆତ୍ମାକୁ ଅଧିକ ଆଘାତ ବା କଷ୍ଟ ଲାଗିଥାଏ,ତମେ ହୁଏ ତା ତାକୁ ବୁଝି ନ ପାର।

    • @PreetiKumari-qb4mp
      @PreetiKumari-qb4mp 2 роки тому +8

      Right bhai gote pua akhiru kebebi sahajare luha baharibani besi kosta hele HI luha bahariba

    • @rkd1537
      @rkd1537 2 роки тому

      ଶଳା ଚର

  • @niranjanpatra84
    @niranjanpatra84 2 роки тому +2

    I hate lesbian Barsha Priyadarsani. She is doing a big drama against Anuvab Mohanty. We will not believe Barsha anymore. She is doing all emotional drama for gain people sympathy...Don't believe Barsha. She is totally fake...Barsha has to punished as per law concern...such a hineous minded lady I never seen in my life...We need justice for Anuvab...

  • @jayakrushnaaguan9571
    @jayakrushnaaguan9571 2 роки тому +10

    ସାର ଆମେ ଅନୁମତି ଦେଉଛୁ video କରନ୍ତୁ।ସାର movie କରନ୍ତୁ।

  • @Sujitkumar-cw2ly
    @Sujitkumar-cw2ly 2 роки тому +93

    Be strong bro....never give up...dont worry everything will be perfect by time...love you bhaijaan 🤩

  • @krishnavision2023
    @krishnavision2023 2 роки тому +16

    ଅନୁଭବ ଭାଇ ଆମେ ଜାଣି ପାରୁଛୁ ଆପଣ କେତେ ଦୁଃଖରେ ଅଛନ୍ତି ତଥାପି ହାରନ୍ତୁ ନାହିଁ ଆମେ ସବୁବେଳେ ଆପଣଙ୍କ ସାଙ୍ଗରେଅଛୁ ଭଲପାଇବା ଭି ବହୁତ ଅଛି ଆପଣଙ୍କ ପ୍ରତି, ଖରାପ ସମୟ ର ଅନ୍ତ ନିଶ୍ଚିତ ଘଟିବ ଭଲ ସମୟ ଆସିବ ଆଉ ଗୋଟେ କଥା କହିବି ରାଜନୀତି ଆପଣ ଆଉ କରନ୍ତୁ ନାହିଁ ଆପଣ ଜଣେ ଭଲ ଅଭିନେତା ଆପଣଙ୍କ ଅଭିନୟ ଆଗକୁ ଆମେ ଦେଖିବାକୁ ଚାହୁଁଛୁ
    ଆମେ ଅପେକ୍ଷାରେ ରହିଲୁ ଆପଣଙ୍କର ମନକଥା ଶୁଣିବା ପାଇଁ I Love U Bro ❤❤❤❤

  • @sahilmusicvideo3627
    @sahilmusicvideo3627 2 роки тому +24

    Jay Jagannath ଭାଇଯାନ୍ ଠିକ୍ କଥା କହିଲ ଆଜି କାଲି ପୁଅ ପିଲା ମାନକର Emotion କୁ କେହି ବୁଝୁ ନାହାନ୍ତି! ଆମେ ଆପଣଙ୍କ ସହ ଆଗରୁ ଥିଲୁ ଅବବି ଅଛୁ ଆଗକୁ ବି ରହିବୁ ଆପଣ ଭାଙ୍ଗି ପଡ଼ନ୍ତୁନି, bi strong stay happy ❤️❤️❤️❤️❤️❤️

  • @editorsonu6896
    @editorsonu6896 2 роки тому +9

    Mo Bhai pachhare Otv pura kukura bhali padijaichhanti bcz Baijayant panda Kendrapada re mo Bhai thu harigala ..se sei ragare mo Bhai pachhare padijaichhanti..Bhai sabubele tamaku mo heart ru bhalapae🥰..Bhai sabubele God nku dake mo Bhai kemiti bhalare rahu🙏🏼.Bhai tame se bhul Kama kebebi karibani 😭 nahele mu bi marijibi apananka pain.Bhai se politics ru bahari asantu .kathare achhi rajaniti hauchi kutaniti .So apana se kamaku thikre kariparibeni . Bhai apana jetebele Kendrapada re MP thia hele setebele mothu adhika kehi khusi heinathile ...mu ama ghare samastanku kahili apananku vote delithile ...au mo frnds mananka sah bahut jhagada karichi ... jetebele apana win kale mu mo life re sabuthu adhika khusi heithili...but ebe kahuchhi Bhai sethiru left heijantu 😢😢...bcz apanka dukha mote bahut kasta dauchhi...Bhai mana sabubele kahuchhi apananku dekhibaku ...apana jetebele bi Salipur asichhanti mu apananku 2 thara only dekhichhi...hmm but mu au tk bada heijae mo Bhai gharaku jibi dekha kariki asibi😍...

  • @desicomedy468
    @desicomedy468 2 роки тому +20

    ଆଜିର ଦୁନିଅରେ ପୁଅ ମାନଙ୍କ ପ୍ରତି ଭାରି ଅନ୍ୟାୟ ହେଉଛି ଭାଇ ପୁରୁଷ ଜାତିକୁ ସମ୍ମାନ ନାହିଁ ଆପଣ ଧାର୍ଯ୍ୟ ଧରନ୍ତୁ ସବୁ ଠିକ୍ ହେଇ ଯିବ........

  • @IswarPrasadJena
    @IswarPrasadJena 2 роки тому +25

    ୟା ପରେ ଭିଡ଼ିଓ ନିଶ୍ଚୟ କରନ୍ତୁ ଭାଇ ଲୋକମାନେ ପ୍ରକୁତ ସତ୍ୟ ଜାଣିବେ ଆଉ ଆପଣଂକୁ ଆପଣକ ପରିବାର କୁ ସପୋର୍ଟ କରିବେ ତା ପରେ ସମାଧାନ ହବ 🙏🙏

  • @senoritadash1337
    @senoritadash1337 2 роки тому +2

    Listen on 1:75x speed 🤣🤣🤣🤣🤣

  • @PipuNayak
    @PipuNayak 2 роки тому +7

    2004 ମସିହା ରୁ ଯେବେ ଠୁ ମୁଁ ଆପଣଙ୍କୁ ଜାଣିଛି... ଆପଣ କେବେ ବି ଭୁଲ୍ ନୁହଁନ୍ତି. ବୋହୁତ ଦିନ ହେଲା ମୁଁ ସବୁ ଦେଖୁଛି ଆଉ ଚୁପ୍ ବି ଅଛି .. କାରଣ ଆପଣ ଜାଣିଛନ୍ତି.
    ଘର ଭାଙ୍ଗି ବାର କାରଣ ହେଲା ତୃତୀୟ ଲୋକ ମଝିରେ ପଶିବା। ମୁଁ ବି ଆପଙ୍କ ର ଜଣେ ସମର୍ଥକ ହେଲେ କିଛି ଏମିତି ତାଙ୍କର ସମର୍ଥକ ଅଛନ୍ତି ଯୋଉ ମନେ ଦିଦି ଦିଦି , ଭଉଣୀ ଭଉଣୀ ହୋଇ ସ୍ବାମୀ ସ୍ତ୍ରୀ ଙ୍କ ମଝିରେ ପଶି ଦିମୁଣ୍ଡିଆ ଘର ଭଙ୍ଗା କଥା କହି ଆପଣ ଦୁଇ ଜଣଙ୍କୁ ଅଲଗା କରିବା ।
    ଭାଈ ଆପଣ ଧର୍ଯ୍ୟ ରଖନ୍ତୁ ସବୁ ଠିକ୍ ହେଇଯିବ।
    ମୁଁ ଜାଣିଚି ଦିନ ନା ଦିନ ସତ୍ୟ ର ହେବା ଜୟ ।🙏🙏
    Always Miss You Bhai 🙏

  • @rash5809
    @rash5809 2 роки тому +8

    ମୁଁ ଆଗରୁ ବି ଆପଣଙ୍କର ଗୋଟେ fan ଥିଲି , ଆଉ ଏବେ ବି ଅଛି ଏବଂ ଥିବି । ଏବେ ତୋ ଛାତି ପିଟି କହିବି ଭାଇ ଆପଣ ଜଣେ ମହାନ୍ ପୁରୁଷ ♥️🧿 love you Bodo Bhai 😍 , ମୁଁ ଆପଣଙ୍କର ସହିତ ଅଛି 🤜🤛

  • @rakeshkumarsahoo1043
    @rakeshkumarsahoo1043 2 роки тому +39

    We feel very proud that you share everything in a public platform ... Its a great braveness... We like you brother from our childhood ... You are a hero not only on screen but also in real life ... Keep clam the strom of bad phase will go soon . keep yourself positive .
    We love you brother....

  • @soumyashree7729
    @soumyashree7729 2 роки тому +12

    I was never been a fan of yours.. But today i can really feel your pain🥺.. Don't worry.. We support you... Be strong bro..

    • @soumyajena8644
      @soumyajena8644 2 роки тому

      Ohh se hinjada ku marriage kara 😢 😭

    • @soumyashree7729
      @soumyashree7729 2 роки тому

      @@soumyajena8644 To nija gender check Kari sarichu bodhe nahele jati bhai ku kemiti chinhilu

  • @alenka598
    @alenka598 2 роки тому +72

    Bhai sata Katha hela " A woman is always innocent until proven guilty, and a man is always guilty until proven innocent " . From day 1 , mu aau mo family aapanaku support karichu aau karibu madhya.....

    • @alenka598
      @alenka598 2 роки тому +5

      @pabitra kumar patra have some sense....did you see? Why such illogical statement?

    • @bishnucharanabehera1248
      @bishnucharanabehera1248 2 роки тому +1

      M

    • @generalmanagercrestia5135
      @generalmanagercrestia5135 2 роки тому +2

      woman if show fearless that time judge can imagine if this lady not afraid how can she suffering by husband or in laws. Truth is truth... Need man law.. Rules is same for all gender

    • @dharmadattadash397
      @dharmadattadash397 2 роки тому

      @pabitra kumar patrawtf.... are u the disciple of bloody varsha

  • @OdiavloggerPuja
    @OdiavloggerPuja 2 роки тому +57

    ସତ ଶୁଣିବାକୁ ସମସ୍ତେ ଚାହାଁନ୍ତି.. ଅନୁମତି କଣ ଦରକାର.... ଯୁଗେ ଯୁଗେ ଧର୍ମ ର ହିଁ ଜୟ ହେଇଚି. ଯଦି ଆପଣ ଠିକ ଥିବେ ତାହେଲେ ଜୟ ହବ... ନ୍ୟାୟ ମିଳିବା ଟିକେ ଡେରି ହବ ସିନା କିନ୍ତୁ ମିଳେ

  • @debasisswain6934
    @debasisswain6934 2 роки тому +40

    ଭାଇ ନମସ୍କାର।
    ଏବେ ସମୟ ଖରାପ ଚାଲିଛି, ଏଥିରେ ଭାଙ୍ଗି ପଦନ୍ତୁନି। ଆପଣଙ୍କର ଏବେ ବହୁତ ଶତ୍ରୁ ହୋଇଯାଇଛନ୍ତି। ଠିକ ଅଛି।କେବେ ଖରାପ ନିଷ୍ପତ୍ତି ନେବେନି।ଗୋଟେ ଛୋଟିଆ ଭାଇ ର ଅନୁରୋଧ 🙏🙏we lv u bhai❣️

    • @simpleguy330
      @simpleguy330 2 роки тому

      Babu re sabkar bhal kharp chalsi.....Kenta election paesa Pella bele kenta laguthila...ebe gand fatle heba

    • @odiacomediy8973
      @odiacomediy8973 2 роки тому

      ଦୁଃଖ କରନି ଭାଇଁ ଭଗବାନ ଅଛନ୍ତି

  • @BabluboyOdia
    @BabluboyOdia 2 роки тому +1

    Hi sir , I know that running the news of India is all the same Go to Kavach TRP and don't care about anyone Ignore this news and from such people now I pray you get well soon 🙏❤️

  • @mrbalungagaming8802
    @mrbalungagaming8802 2 роки тому +66

    ଭାଈ ତୁମ ଆଖି ରୁ ଜଣା ପଡୁଛି ।ତୁମେ କେତେ ଦୁଃଖ ରେ ଅଛ।ଯିଏ ଯୁଆଡେ ଗଲା ଗଲା।ତୁମେ ଏବେ ସବୁ ଭୁଲି ଯାଇ ।ତୁମେ ଆଗକୁ ବଢ଼ । ଭାଈ ଆମେ ତୁମ ସାଙ୍ଗରେ ସବୁ ବେଳେ ଅଛୁ ।ଆଉ ରହିବୁ। Love u bhai ♥️♥️

    • @rudrapratap8168
      @rudrapratap8168 2 роки тому +2

      Love you bro

    • @mamamantulifestyle
      @mamamantulifestyle 2 роки тому +2

      Mu gote bhauni tiye hele b samasta nka mana katha bujhi paruchi 🙏😭😭😭au anubhav bhai nku mu bhalase janichhi au tanka ghara loka nku 🙏🙏

    • @mrbalungagaming8802
      @mrbalungagaming8802 2 роки тому +1

      @@mamamantulifestyle support anubhav bhai nku kara please jie bi dosi thiba se nischaya danda paiba 🙏

    • @mamamantulifestyle
      @mamamantulifestyle 2 роки тому +3

      Mu tanku bahut bhala paye bada bhai boli sanaman kare tanka family bahut bhala 🙏

  • @villagecookwithpriyanka5409
    @villagecookwithpriyanka5409 2 роки тому +9

    ଭାଇ ମୁଁ ଆପଣଙ୍କୁ ଓ ବର୍ଷା ଦିଦୀଙ୍କୁ ବହୁତ୍ ଭଲପାଏ . ମୁଁ କେବେବି ଭାବିନଥିଲି ଯେ ଆପଣ ଦୁଇଜଣ କେବେ ଅଲଗା ହେବେ ବୋଲି . ଯେବେ ଶୁଣିଲି ବହୁତ୍ କଷ୍ଟ ଲାଗିଲା. ଏସବୁ କିଛି ଭାବନି ଦୁଇଜଣ ପୁଣି ଥରେ ଏକାଠି ହୋଇଯାଅ . ଘର ଥିଲେ ଝଗଡ଼ା ଲାଗେ . ମଣିଷ ମାତ୍ରକେ ଭୁଲ ହେଇଯାଏ . ଆପଣଙ୍କ ଅ ଜାଣତରେ କିଛି ଭୁଲ ହେଇଛି ଆଉ ବର୍ଷା ଦିଦିଙ୍କ ବି କିଛି ଭୁଲ୍ ହେଇଛି ସେ ସବୁ ସମାଧାନ କରିଦିଅନ୍ତୁ plz ଭାଇ ପୁଣି ଥରେ ମିଶି ଯାଆନ୍ତୁ. ଆଉ ଭଲ ଓଡ଼ିଆ ଫିଲ୍ମ୍ କରନ୍ତୁ ଆପଣଙ୍କ ଯୋଡିକୁ ଖାଲି ମୁଁ ନୁହେଁ ସାରା ଓଡ଼ିଶା ଅପେକ୍ଷା କରିଛି .🙏🏾🙏🏾🙏🏾🙏🏾

    • @smrutiranjanacharya2621
      @smrutiranjanacharya2621 2 роки тому

      Kn se jhia tamaku kal bal kariki mariba bejit kariba bahare ....puni kou hisab re se rahiba se pua ta sah...just imagine once

    • @rkcreationofficial2828
      @rkcreationofficial2828 2 роки тому

      Bhai iloveyou Dil sa ♥️♥️♥️😭😭😭😭

  • @shubhasinipatra5328
    @shubhasinipatra5328 2 роки тому +14

    Clearly you can see depression in his face..... lots of love and strength brother as a girl mu kahiparibi sabubele bhul gote puo ra nathae stop targeting man always ❤️

  • @angulialocaltoka5051
    @angulialocaltoka5051 2 роки тому +1

    ଏଇ ଭଳି ଅନେକ ପୁରୁଷ ଙ୍କ ଉପରେ ଅତ୍ୟାଚାର ହେଉଛି ଭାଇ ତମର ବିଜୟ ହେଲେ ଆମର ବିଜୟ ବୋଲି ଭାବିବୁ 26:48👍

  • @SMS_bapun
    @SMS_bapun 2 роки тому +25

    Such a imotional Speech...be strong and come back 10yr back ANUBHAV MOHANTY...

  • @chinu2743
    @chinu2743 2 роки тому +29

    ❤️ଭାଇ... ଲାଗୁଚି ଆପଣ ବହୁତ୍ ଥକି ଗଲେଣି ଏ
    କୋର୍ଟ, କଚେରୀ, ପୋଲିସ , ଆଉ କିଛି TRP ଲୋଭ ଥିବା ଗଣମାଧ୍ୟମ ଲୋକ ଙ୍କ ଭିତରେ ଆପଣ ଅଣ ନିଶ୍ବାସୀ ହେଇଗଲେଣି, ଆପଣଙ୍କୁ ଯିଏ ଏମିତି ପରିସ୍ଥିତି କୁ ଆଣିଚି , ଯେତେ ଜଲଦି ପାରୁଛନ୍ତି ତା ପାଖରୁ ଅଲଗା ହେଇଯାଆନ୍ତୁ, ଆଉ କେତେଦିନ ଏମିତି କଷ୍ଟ ପାଇବେ , ଆଉ ରହିଲା ମୃତ୍ୟୁ ଯେଉଁ କଥା ଆପଣ ଶେଷରେ କହିଲେ , କଣ ସାର୍ ଆପଣ ବି ଏମିତି ଚିନ୍ତା କଲେ ଆପଣଙ୍କୁ ବି କଣ ଲାଗିଲା ମୃତ୍ୟୁ ହିଁ ସବୁ ବିପଦ ର ଶେଷ ରାସ୍ତା, ଦୟାକରି ଆପଣ ଏମିତି nagetive ଚିନ୍ତା ରୁ ଦୂରେଇ ରୁହନ୍ତୁ, ଦୟାକରି ଆପଣ ଏମିତି ହାରି ଯାଆନ୍ତୁନି ସାର୍ । ଆପଣ ହୁଏତ ଜାଣି ନଥିବେ ଆପଣଙ୍କ ଭଲ ପାଇବା ଠାରୁ 10ଗୁଣ ଅଧିକ ଭଲ ପାଇବା ଲୋକ ମାନେ ଆପଣଙ୍କୁ ପାଉଛନ୍ତି , ❤️ଆପଣ ଯେତେ ଜଲଦି ପାରୁଛନ୍ତି ଏ ବିପଦରୁ ବାହାରକୁ ଆସନ୍ତୁ ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାଥନା🙏ଜୟ ଜଗନ୍ନାଥ May lord Jagannath gave u all strength and Power to come out this situation

  • @ajaryan3799
    @ajaryan3799 2 роки тому +10

    ଭାଇ ସାରା ଓଡିଶା ସତ କଣ ଜାଣିବାକୁ ଚାହେଁ ।Love you Anubhab bhai(ଭାଇଜାନ୍)

  • @__ayushman__
    @__ayushman__ 2 роки тому +21

    This man whom I have seen since childhood & have always considered him as the leading face of Odia industry took the right decision of sharing his thoughts social media ✨ people need to know both the sides ❤️

    • @rinkusanjeeb
      @rinkusanjeeb 2 роки тому +1

      So u need to listen both side . Wt for Barsa’s
      reaction

  • @Varunkumbrika
    @Varunkumbrika 2 роки тому +27

    Sir plz Don't give up
    Fight for justice
    I trust you sir .....you are not wrong sir...
    And I request you sir plz make another vdo...all people should know the truth...I am with you sir.... If any help needed then I am always with you sir ....... thankyou sir

  • @piyushpradhan1614
    @piyushpradhan1614 2 роки тому +10

    Sir,ଆପଣଙ୍କୁ ସବୁ ସତ ଆପଣଙ୍କୁ ଚାହୁଥିବା ଜନତାଙ୍କ ଆଗରେ କହି ଦେବା ଉଚିତ୍ ହେବ । ସେହି ସତ୍ୟ ଜାଣିବା ପରେ ଆମେ ନିଶ୍ଚିତ ଆପଣଙ୍କ support କରିବୁ। ଯାହା ଏତେ parynta ଜଣା ପଡ଼ିଛି sethiru ame ek dam clear hei parunu ki judge kari parunu actual re wrong kiye.. news balank kama propaganda feleiba ta siye seiya karuchnti.. like johnny deep case so apnku aga ku asi sabu ସତ kahibaku padiba tahle hi ନ୍ୟାୟ mili ପାରିବ।

    • @laxmidharapanda6086
      @laxmidharapanda6086 2 роки тому

      ସୃଷ୍ଟିର ନିୟମ ଯାହାର ଯେତେଶୀଘ୍ର ଉତଥାନ ହୋଇଥାଏ ସେତେଶୀଘ୍ର ପତନ ହୋଇଥାଏ !ନିଜର କଲାକର୍ମର ଫଳ ସମସ୍ତଙ୍କୁ ଭୋଗ କରିବାକୁ ପଡିଥାଏ !ଅହଂକାର ମଣିଷର ପତନର କାରଣ ପାଲଟିଥାଏ ! ଜଣାପଡୁଛି ପୁର୍ନର ମୂଷିକ ଭବ ଘଟିପାରେ !

  • @odiatokavlogs3513
    @odiatokavlogs3513 2 роки тому +9

    ମୁଁ ତମର ସବୁଠୁ ବଡ଼ ଫେନ ମୁ ଆପଣକୁ ବହୁତ ଭଲ ପାଏ ଭାଇ
    କିଛି ବି ହବନି

  • @factualreporter17
    @factualreporter17 2 роки тому +1

    ଏମିତି ବି ହୁଏ.....!!! ଘଟଣା ସାଂଘାତିକ୍....ଚର୍ଚ୍ଚାରେ ଗୁମର.... ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ସ୍ପର୍ଶକାତର ....ସମାଧାନର ସୂତ୍ର...?🤔
    ସଂପତ୍ତି ଆଉ ସଂତତି.... ଉଭୟ ସମ ତାଳରେ ସୁଖ ପ୍ରଦାନ କରିବା ଭାଗ୍ୟରେ ଥିଲେ ଘଟିଥାଏ। ନଚେତ୍ ପରସ୍ପର ଅସନ୍ତୁଳିତ ଅବସ୍ଥାରେ ରହିବା ବହୁତ ପରିବାରରେ ଦେଖାଯାଇଥାଏ...
    ବିବାହ ପରବର୍ତ୍ତୀ ଘଟଣା....କାହାର ଗଣ୍ଠି ପଡ଼ି ରହିଯାଏ.....କାହାର ଫିଟି ଯାଏ... ଆଉ କିଛି ଫାଟିଯାଏ..!!! ଗଣ୍ଠି ପଡିବା ପୂର୍ବରୁ ପ୍ରାୟତଃ ଠିକ୍ ଥାଏ.... ଏରୁଣ୍ଡି ବନ୍ଧ ଡେଇଁ ପଡିଲେ.... ଚିତ୍ରନାଟ୍ୟ ଆଉ ସଂଳାପ ଏକ ଭିନ୍ନ ରୂପ ନେଇଥାଏ । ଯେଉଁମାନେ ପିଲା ଆଉ ପିଲି
    ଆମ ମାନଙ୍କ ହାତରେ ଅଛି ବୋଲି ଭାବୁଛନ୍ତି , ତେବେ ସେମାନଙ୍କର ଜୀବନକୁ ବୁଝିବାର ଚୈତନ୍ୟ ଉଦୟ ହୋଇନାହିଁ। ଆପଣ ୨ ଜଣ କେହି ଦାୟୀ ନୁହଁନ୍ତି। ସମାଜରେ ଅସଂଖ୍ୟ ଉଦାହରଣରୁ ପ୍ରମାଣିତ....ସୁଖର ସଂସାର କାହା ହାତର କଥା ନୁହେଁ। ଆଜ୍ଞା.... ବାଟ ତିଆରି ହେଇଯାଇଛି ପୂର୍ବରୁ....ମୁକ୍ତିଲାଭ ପରେ ହିଟ୍ ବା ଫ୍ଳପ୍ ବୋଲି ଜଣା ପଡେ । ଏମିତି ସୁନାର ସଂସାର ଆଶାରେ ଅନେକ ଉଜୁଡ଼ା ଘର ସଂସାରରେ ମାଳମାଳ...... କେଉଁଠି ନୀରବତା ତ ଆଉ କେଉଁଠି କୋଳାହଳ......ପୁଣି ଆଉ କେଉଁଠି କୋଳାକୋଳି । ବର୍ତ୍ତମାନ ସମାଜରେ ଅଧାରୁ ଅଧିକ ପରିବାରର ଏ କାହାଣୀ। ପ୍ରଗତିଶୀଳ ସମାଜର ଚିତ୍ର...!!!!! ଆପଣ ଉଭୟ ଏଥିପାଇଁ କେହି ଦୋଷୀ ନୁହନ୍ତି। କାଳସ୍ୟ କୁଟିଳା ଗତି.... ଆପଣ ଉଭୟ ଜାଣନ୍ତି Where the shoe pinches...ସମସ୍ତେ ଭଲ ଆଶା କରିବା ଦ୍ଵାରା ଭଲ ହବ !!!! ସମସ୍ତେ ଜାଣିଲେ ...... ବିଧିର ବିଧାନ.... ସର୍ବତ୍ର ଫଳତି...ନ ଚ ବିଦ୍ୟା ...ନ ଚ ପୌରୁଷମ୍... ଆପଣ ତ ଅନୁଭବୀ ... ଦୈବ ଚୈବାତ୍ର ପଞ୍ଚମମ୍.......🤔

  • @cuttacktokavlog2515
    @cuttacktokavlog2515 2 роки тому +25

    ଭାଇ ଆମ ଘର ବି Cuttack ହେଲେ ଆଜି ର ଝିଅ ମାନେ ପୁଅ ମାନ ଙ୍କ ଜୀବନ ଙ୍କୁ ନଷ୍ଟ କରିଦେଉଛନ୍ତି ଏଥି ପାଇଁ ସରକାର ତାଙ୍କ ପାଇଁ କିଛି ଦଣ୍ଡ ନାହିଁ ଭାଇ ତମେ ଭଲ ରେ ରୁହ ଭଗଵାନ ତମ କୁ ଭଲ ରେ ରଖନ୍ତୁ

  • @sujatajena7090
    @sujatajena7090 2 роки тому +4

    Acting level 100/100 ...ete jadi bhala paiba thila wife pae then why are you indulging in extra marital affair ??

    • @nabinkumar7705
      @nabinkumar7705 2 роки тому

      How did you know he is in extra marital affairs

  • @santoshbehera7095
    @santoshbehera7095 2 роки тому +37

    ଭାଇଜାନ୍ ଧର୍ଯ୍ୟହରା ହୁଅ ନାହିଁ ସବୁଠୀକ୍ ହେଇଯିବ ଖାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଭରସା ରଖ ଭାଇ.... ଜୟ ଜଗନ୍ନାଥ 🙏🙏

  • @MeverseTV
    @MeverseTV 2 роки тому +10

    Be patient sir. Everything will be all right. Truth can never be hidden & we are with you. All Odisha's with you ♥️♥️

  • @themonster3711
    @themonster3711 2 роки тому +12

    Politics aponoko pain thik nuhe So Plzz apono politics chadi again film industry re entry karantu 🙏🙏...It's an humble request from one of your die hard fan ❤️

  • @rupak_biswal
    @rupak_biswal 2 роки тому +14

    ଭାଇ ଆଖିରେ ଲୁହ ଆସିଗଲା ଭାଇ , ଖରାପ ସମୟ ଚାଲିଯିବ ମୋ ଭାଇ , ଧର୍ଯ୍ୟହରା ହୁଅନ୍ତୁନି ତୁମ ବିନା ଆମେ କିଛି ନୁହଁ 🥺🙏ଦୟାକରି କାନ୍ଦନ୍ତୁନି ବହୁତ କଷ୍ଟ ହଉଛି ମୋତେ😭ତୁମକୁ ଭଗବାନ୍ ମାନେ ମୁଁ 🥺ତୁମ ନା ରେ କେହି ଖରାପ କହିଲେ ମୁଁ ଝଗଡା କରିଦିଏ 🥺 ବହୁତ ଭଲପାଏ ତୁମକୁ ଭାଇ pls ଧର୍ଯ୍ୟହରା ହୁଅନି, ଜଗନ୍ନାଥ ମହାପ୍ରଭୁ ସବୁ ଠିକ କରିଦେବେ I love u bhaijan❤️❤️❤️

    • @simpleguy330
      @simpleguy330 2 роки тому

      To bhai ra Banda tk chuhi de akhiru kuha sukhi jiba🤣🤣🤣

  • @tapangaming093
    @tapangaming093 2 роки тому +9

    Maa bapanka bisayare kahuchanti mu kandipakeili bhai satare apanka life ete struggle bhabiparuni mu......
    Really I Love u mo anubhab bhai bhagaban apanku bhalare rakhantu😭😭😭😭

  • @kunamitarashproduction6790
    @kunamitarashproduction6790 2 роки тому

    Soto ku samna Kariba pain....provu Jagannath Sakti diyontu.....ame achhu.🙏🙏🙏🙏

  • @soumyasoumya7110
    @soumyasoumya7110 2 роки тому +20

    ଭାଇ କିଛି ଚିନ୍ତା କରନ୍ତୁ ନାହିଁ ଆମେ ମନେ ସବୁବେଳେ ତମ ସହ ଅଛୁ ସବୁ ଠିକ୍ ହେଇଯିବ
    ହାତୀ ଯାଏ ବଜାରେ କୁକୁର ଭୁକନ୍ତି ହଜାରେ ( ଛୋଟ ଚିନ୍ତାଧାରା ରଖିଥିବା ଗଣମାଧ୍ୟମ )

  • @sridharlenka6387
    @sridharlenka6387 2 роки тому +5

    Bhai apana , ସତ୍ୟ ଆଉ ନ୍ୟୟ ରେ ଅଛନ୍ତି ଆପଣ ହିଁ ଜିତିବେ,ଆଉ ଧର୍ମ ର ଜୟ ନିଶ୍ଚୟ ହବ,ଆପଣ ଦୁଃଖ କରନ୍ତୁନୀ

  • @MrXaCommonman
    @MrXaCommonman 2 роки тому +33

    ଭାଇ ଆପଣ ସବୁ ଦୁଃଖ ଆମ ସହ share କରନ୍ତୁ ଆପଣଙ୍କ ସହ ଥିଲି ଅଛି ରହିଥିବି ।।।🙏🙏😥 ଦୁଃଖ କରନ୍ତୁ ନାହିଁ ସବୁ ଠିକ ହେଇଯିବ plz dont cry🙏❤️

    • @PrakashNayak-cb2uy
      @PrakashNayak-cb2uy 2 роки тому

      Right😢😢😢😢

    • @bhagyalaxmiswain4529
      @bhagyalaxmiswain4529 2 роки тому

      Suna Anubhab tama bahut sana mora chota bhai pari aji kali sundari jhia mana bhabu chanti a duniata tanka ichara chaluchi tanu pua mananku goda talara jota pari na kahaku sanmana daba kaha dukhara dukhi haba asbu bhuli galani mana bikata nahi kichi kharap decoration kababi nabani aduniara bapa maa tharu au kahi nijara nuhanti samana nka saba kara sabu dukha chali jiba
      A dunia ra samasta swathapara .

    • @bhagyalaxmiswain4529
      @bhagyalaxmiswain4529 2 роки тому

      Nija daha thik rakha .
      Tension niani .Bhagaban nku smarana kara nahala desperation ra rahila bahut kharap concentration ra rahiba

    • @bhagyalaxmiswain4529
      @bhagyalaxmiswain4529 2 роки тому

      Sabu bala paribar sangara samaya kata

  • @nabinbagarty7079
    @nabinbagarty7079 2 роки тому +1

    Frustrated man and part time politician.. Clearly showing his frustration... Ek hara hua khilaadi..

  • @lopamudradas722
    @lopamudradas722 2 роки тому +12

    Don't worry vi 🙏 , GOD always with you 🙏😍🙏.
    Please vi sad huantuni 🙏😥🙏..

  • @rajalaxmi1178
    @rajalaxmi1178 2 роки тому +5

    Listen one thing.... Samasta nka parents bahut kasta karichanti......amiti public nku kahi nija side ku karibaku try karantuni......barsha is the best wife and also a good girl......

    • @divyamir0415
      @divyamir0415 Рік тому

      Tu kichi janinu toh eithi chodi he na
      Reality kn tu bujhinu ae jaen
      Balo katha barta karena
      Amo anubhav bhai sabu tharu best aau tanke thik re achanti
      Tankoro kichi bhul nhi sabu doso se Barsha ro
      Se anubhav bhai nka property chodeibaku badhe marriage kori thila nahele se amiti problem issue kn pai karuchi
      Maybe se gote kinnar ta gay ta sethi pai physical relationship rakhini anubhav bhai nka Saha
      Otherwise se already alaga kaha saha misiki virginity loose kori sari thibo se michhuani dhora podi jibo boli doruchi physical relationship rakhibaku
      Nahele husband wife bhitare ate fato srusti karibani kau stree

  • @manoranjanrout910
    @manoranjanrout910 2 роки тому +19

    The true Anubhabians are always with you. Stay strong bro.

  • @kashissahoo4688
    @kashissahoo4688 2 роки тому +1

    WE Support you Bhai Jaan 🙏❤️.....

  • @dhanajayanayak9973
    @dhanajayanayak9973 2 роки тому +27

    Sir with due respect and empathy to all your very life situations i want to request one thing that " as a law maker you can raise the issues in House of the People with a Private bill i.e Establishment of Men commission.or a thought provoking debate in parliament.Thanks And Regards🙏🙏.May lord heal you.

  • @deepakkumarsahoo2483
    @deepakkumarsahoo2483 2 роки тому +11

    ଭାଈ ଆମେ ଅଛୁ ଆପଣ ସହିତ।କିଏ କଣ କହିଲେ ଆମ ଭଲ ପାଇବା କିଛି କମିବ ନାହିଁ ଆପଣ ପାଈଁ । କିଛି ଭୁଲ ନିଷ୍ପତ୍ତି ନବା ପୂର୍ବରୁ ଆମ କଥା ଭାବିବେ ଭାଈ ଆମେ ସବୁ ବେଳେ ଆପଣ ସହ ଅଛୁ। Love you Bhaijan ❤️❤️❤️

  • @ridhiandsidhi7819
    @ridhiandsidhi7819 2 роки тому +13

    My goosebumps after listening. Brother your blessed and prabhu jaganath's blessing with u .luv you and pray for your happy life &good health

  • @niranjanpatra84
    @niranjanpatra84 2 роки тому +1

    Don't worry brother. Your good time is coming soon. Barsha will punish for her heinous behaviour.

  • @Deepak_Lifestyle_fitness
    @Deepak_Lifestyle_fitness 2 роки тому +11

    Bhaijaan don't feeling sad. Plz We are with u always and our support with you so this situation no longer more, Love from ❤️ Pattamundai Kendrapara 🔥

  • @asishkumarprustyjitu9987
    @asishkumarprustyjitu9987 2 роки тому +24

    ସମୟ ଅନୁସାରେ ସବୁ ଠିକ ହୋଇଯିବ
    ଜଣେ ଅଭିନେତା କୁ କଣ ବୁଝେଇବାକୁ ପଡିବ କି ଆମେ ଏଠାକୁ ଆସିଛୁ ଅଭିନୟ କରିବା ପାଇଁ l ସ୍ବପ୍ନ ଭାବି ଭୁଲିଯିବା ଉଚିତ
    ଜୟ ଜଗନ୍ନାଥ 🙏

  • @rajashreedas9532
    @rajashreedas9532 2 роки тому +54

    I can clearly see him in Depression,Breaking down,.. 💔
    We r with you Sir... And we love you too❤
    We are here for you to listen... Everything... You can share
    And we love you too❤

  • @bhuyanmonalisha5024
    @bhuyanmonalisha5024 2 роки тому +1

    Vai please 🙏🏻 Barsha didi aue tame please misijao auethare .... Jaha bi hoichhi tama vitare solve kariiki aue thare misijao ... 🙏🏻 Please..... tama duijarnka jodi sabubele super hit ❤️❤️ odisha ra loka kebala anubhav aue Barsha ku jarnichhanty 💕💕

  • @urjautpalini
    @urjautpalini 2 роки тому +173

    After hearing this line, literally got tear in my eyes.Nothing permanent in this world,not even current situation, don't give up be strong 🙏

    • @pratapkumarnayak1934
      @pratapkumarnayak1934 2 роки тому +1

      Right

    • @nareshraj2431
      @nareshraj2431 2 роки тому

      Ye sab nataunki hai aur kuch nei 🤣😂😂isko shadi karna hai wo reporter wali didi se

    • @lalitkumarmahanta9157
      @lalitkumarmahanta9157 2 роки тому

      Brother, carefully watch this video. Something is missing by the viewers.

  • @watch_more_ritesh
    @watch_more_ritesh 2 роки тому +40

    Not all Men are Bad and Not all Women are Good ! True Line....

  • @bimalkumar5222
    @bimalkumar5222 2 роки тому +9

    ଗୋଟେ କାମ କର ଭାଇ ସାଂସଦ ହେଇଛ ଯେତିକି ରଖିଛ ବସିକି ଖାଅ ଆଉ ଗୋଟେ କାମ କର ଘରେ ମା ଆଉ ବାପାଙ୍କୁ ରୋଷେଇ କରିକି ଦିଅ ଖାଇବାକୁ ସେବା କର... ବୁଝିଲୁ ଫ୍ଲିମ ଇଣ୍ଡଷ୍ଟ୍ରି ରୁ ବାହାହେଲୁ.... ରାଜନୀତି କଲୁ ସବୁଗଲା... ଗରିବ ଲୋକମାନଙ୍କୁ ସାହାଯ୍ୟ କର 👍

  • @bipinrout310
    @bipinrout310 11 місяців тому +1

    କହିବାରେ ମାଷ୍ଟ୍ର ନିଜକୁ ସୁଧାରିବା ଭଲ ଆଉ କଣ ସୁଧାରିବ ବେଶୀ କହିବ ଭଲ ନୁହେଁ ତମ କଥା ଆଉ କହି ଶୁଣୁନହାନ୍ତି ଦୟାକରି ଆଉ ମିଡ଼ିଆ ଆଗ କୁ ନା ଆସି ନିଜର ପ୍ରଶନାଲ ସିକ୍ରେଟ କୁ ନିଜ ଭିତର ରେ ରଖି କର୍ମ ରେ ଆଗେଇ ଚାଲ ଭାଇ

  • @satyajitbehera8989
    @satyajitbehera8989 2 роки тому +45

    ଅକ୍ଷୟ ହେବ ପୁଣ୍ୟ ଜଗତେ ଧର୍ମ ର ହେବ ଜୟ ।Truth triumphs only ❤

  • @anjalipatra4331
    @anjalipatra4331 2 роки тому +13

    U r absolutely ryt... I can feel ur feeling feelings..from the beginning..... U hv been misguided by one lady... Which isn't humanity.... I m also one lady but still among all responsibilities we shouldn't cheat any man's emotion.... That's my personal view..... Karma will show the power.... If u haven't not done anything negative then u hv nothing to worry.... Jai jagannath 🙏

  • @ranjanvlogs5558
    @ranjanvlogs5558 2 роки тому +6

    ଜୟ ଜଗନ୍ନାଥ ଭାଇ 🙏❤🙏,,, ମୋ ତରଫରୁ ଆପଣଙ୍କୁ ସପ୍ରେମ ପ୍ରଣାମ 🙏❤🙏,ବିଶ୍ୱାସ କରନ୍ତୁ ଭାଇ ମୁଁ ଆପଣଙ୍କୁ ବହୁତ ବହୁତ ଭଲ ପାଏ,,, ଭାଇ ଆଜିର ଭିଡିଓ ଦେଖିବା ପରେ ଆପଣଙ୍କ ହସ ହସ ମୁହଁରେ ଯେଉଁ ଲୁହ ଭରା ମୁହଁକୁ ଦେଖି ମୁଁ ଆଉ ଧର୍ଯ୍ୟ ଧରିପାରିଲିନି ମୋ ଆଖିରୁ ଲୁହ ଆସିଗଲା,,, ଭାଇ ପ୍ଲିଜ଼ ଆପଣକୁ ହାତ ଯୋଡି ଅନୁରୋଧ କରୁଛି ଆଉ ନେକ୍ସଟ ଭିଡିଓ ରେ କାନ୍ଦିବେ ନାହିଁ,, ଆମର ସମୟ ଖରାପ ଚାଲିଛି କଣ କରିବା ଆପଣ ଯଦି ସତ ରେ ଥିବେ ନିଶ୍ଚିତ ଭାବେ ଆପଣଙ୍କୁ ନ୍ୟାୟ ମିଳିବ,,, ମୁଁ ଗୋଟେ ଛୋଟ ଭାଇ ଭାବି କହୁଛି ମୋର ଅନୁରୋଧ ଆପଣ ଦୋଇଜଣ ପୁଣି ଥରେ ମିଶିଯାଇ ସୁନାର ସଂସାର ଗଢନ୍ତୁ,,,, ମୁଁ ଚାହୁଁନି ଭାଇ ଆପଣ ଏତେ କଷ୍ଟ ପାନ୍ତୁ,,, ବହୁତ ଦୁଃଖ ଲାଗୁଛି, ଏଇଟା ବୋଧେ ଜଗନ୍ନାଥ ମହା ପ୍ରଭୁଙ୍କର ଇଚ୍ଛା,,,, ତାଙ୍କ ଇଛାରେ କିଛି ଵି ଅସମ୍ଭବ ନୁହଁ,,,, ଆପଣ ତ ଦୁଃଖରେ ଅଛନ୍ତି, ତା ସହ ମଉସା, ମାଉସୀ ଵି ବହୁତ କଷ୍ଟ ପାଉଛନ୍ତି,,, ଏହି ବୟସରେ ସେମାନଙ୍କୁ ଏତେ କଷ୍ଟ ରେ ଦେଖି ଆପଣଙ୍କୁ କଣ ଭଲ ଲାଗୁଥିବ କେବେ ନୁହଁ କାରଣ ମା, ବାପା ଏବଂ ପୁଅ ର ସମ୍ପର୍କ ବହୁତ ଷ୍ଟ୍ରଙ୍ଗ,,,, ମୁଁ ଚାହୁଁଚି ଭାଇ 🙏🙏🙏🙏,,, ପୂର୍ବ ପରି ଆପଣ ଦୋଇଜଣ ମିଶିଯାନ୍ତୁ,,,, ସବୁ ଆଜିର ଭିଡିଓ ଦେଖି ମୋତେ ଯେତିକି ଦୁଃଖ ଲାଗୁଚି, ଆପଣ ଙ୍କ ପରିବାର 14ବର୍ଷ ହେଲା କେତେ କଷ୍ଟ ପାଇଲେଣି,, ଆଗକୁ କଣ ହେବା ପୂର୍ବରୁ ଆପୋଷ ବୁଝାମଣା ହେଇ ମିଶିଯାନ୍ତୁ ଭାଇ,,,,, ଗୋଟେ କଥା ମୁଁ ଜାଣିଛି ମୋ ଭାଇ କଣ,,,, ମୋର ଆଜି ବିଶ୍ୱାସ ଅଛି, କାଲି ଥିଲା ଆଗକୁ ମଧ୍ୟ ମୋର ଶେଷ ନିଶ୍ୱାସ ଥିବା ଯାଏ ବିଶ୍ୱାସ ରହିବ,,,, ଦୁଃଖ କରିବାର କିଛି ନାହିଁ,,, ଭଗବାନ ଚାହିଁଲେ ସବୁ ଠିକ ହେଇଯିବ,,,, ଯିଏ ଜଗନ୍ନାଥ ମହାପ୍ରଭୁ ଙ୍କୁ ନିଜ ହୃଦୟର ଜାଗା ଦେଇଥାନ୍ତି ନା ନିଜେ ଜଗନ୍ନାଥ ମହାପ୍ରଭୁ ସେହି ଲୋକଙ୍କୁ ହିଁ ବେଶୀ ଦୁଃଖ, କଷ୍ଟ ଦେଇଥାନ୍ତି,,, ଭାଇ ତା ମାନେ ନୁହଁ ଆମେ ହାରିଯିବl,, ଧର୍ଯ୍ୟ ଧରିବା,,, ଜଗନ୍ନାଥ ମହା ପ୍ରଭୁ ପୁଣି ଥରେ ଦୋଇଜଣକୁ ମିସେଇଦେବେ,,,,,, ❤❤❤,,,,,,,,,, ମୋ ତରଫରୁ ଗୋଟେ ଅନୁରୋଧ ପୁଣି ଥରେ ନେକ୍ସଟ ଭିଡିଓ କରନ୍ତୁ,, ମୁଁ ଆପଣଙ୍କ ସହ ଅଛି,,,, ବାପା, ମାଙ୍କୁ କେବେ ସେବାରେ ଅବହେଳା କରିବେନି,,,, 🙏🙏🙏🙏,,,,,,, 😭😭😭,,,,, god bless you bhai and always keep smile,,,i love you bhai,,,,,,,, ଜୟ ଜଗନ୍ନାଥ ଭାଇ 🙏🙏🙏,,,,, ❤❤❤❤❤❤❤❤👌,,,,,, 🤝🤝🤝🤝🤝❣️❣️❣️

  • @myVillageLifestyleSM
    @myVillageLifestyleSM 2 роки тому +1

    Sure have patience please 🙏🏻🙏🏻🙏🏻 time Heal everything

  • @bjd3658
    @bjd3658 2 роки тому +7

    Next video plz we know the truth .But all heaters and OTV need to know.

  • @jayprakash7647
    @jayprakash7647 2 роки тому +18

    You are the best bro.
    Tell the truth.
    We are with you...
    You say your all feelings...

  • @tophansahu108
    @tophansahu108 2 роки тому +20

    ବହୁତ୍ ଦୁଃଖ ଲାଗୁଚି ଭାଇ ପୁରା ଭିଡିଓ ଦେଖିଲା ବେଳେ ଆଖିରୁ ଲୁହ ବାହାରି ଆସିଚି ଆଉ ମୁଁ ଭଲ ସେ ବୁଝିବି ପାରୁଚି ସେ ଦୁଃଖ ଆପଣଙ୍କୁ ଏମିତି ଅବସ୍ଥାରେ ଦେଖି ଆହୁରି ଦୁଃଖ ଲାଗୁଚି ପୁରା ସତ୍ୟ ଘଟଣା ବାଣ୍ଟନ୍ତୁ ଆପଣଙ୍କୁ ଭଲ ପାଉଥିବା ଲୋକ ନିହାତି ବୁଝିବେ।😭😭😭

    • @tophansahu108
      @tophansahu108 2 роки тому

      ​@ITS NATURAL YAAR😂😍😂 Tu Mate Janei Baa Darkar Nahi Mu Tora Bapa Nuhen Bujhilu Behi Pua🖕

    • @tophansahu108
      @tophansahu108 2 роки тому

      @ITS NATURAL YAAR😂😍😂 Same To U My Friend

    • @tophansahu108
      @tophansahu108 2 роки тому

      @ITS NATURAL YAAR😂😍😂 ଭଲ କଥା🙏

  • @bikram_thecreatorofodisha
    @bikram_thecreatorofodisha 2 роки тому +1

    We will support you anubhav bhaijan , we love you so much .stay safe and happy . Satya meba jayate ,sabubele satyara hin jaya hua ,apananka nischaya bijaya haba ,ame mane apanaka saha sabubele achhu .

  • @taekook5499
    @taekook5499 2 роки тому +20

    We are always with you sir. Be strong. Take care. I love you sir❤

  • @DM-bi1lo
    @DM-bi1lo 2 роки тому +17

    Share your all truth ,we are always with you..

  • @lipsamaharana5481
    @lipsamaharana5481 2 роки тому +19

    Odisha people want to see u both together ❤

  • @manasdas6283
    @manasdas6283 2 роки тому +1

    Thick kahichha bhai,tume kn ama purusha nka hrudaya soft bhai (pyar ek dhokha) hmm bhai nyaya re achha ruha madhya' AME TUMA SATHIRE,❤️💕💕 GOTE PUA AU GOTE PUA FEELING JANU.

  • @sagarmohanty3826
    @sagarmohanty3826 2 роки тому +16

    Always with you Fapun Bhau bcoz personally i have seen those days in my eyes and i have gone through maximum events , closely i know you bhau and your heart so truth can never be hidden , Time will come , God is there with you , Time for a new start bhau , I believe that only you can do it and the lovable fans are strongly waiting for a comeback . Loads of love , support , huggss & power to you Bhau🙏🙏👊👊❤❤
    Regards
    Yours
    HERO

  • @pinkigope8073
    @pinkigope8073 2 роки тому +15

    Yes we want to know the truth
    Plz tell us sir plz
    Love u too much ❤

  • @kashissahoo4688
    @kashissahoo4688 2 роки тому +14

    U Are a Good person...And we All Anubhavians Know This❤️

  • @avimanuswain2395
    @avimanuswain2395 2 роки тому +1

    Bhagwan nishchit apnon karo mangala koribay best of luck bhaijaan Jay jagannath🙏🙏🙏😥😂

  • @shelina_jyo_3231
    @shelina_jyo_3231 2 роки тому +9

    We want to know the truth... please speak up ur part of story.. everyone will support you..❤️
    Everyone faces Difficult tym in life so don't worry God Will Always Protect You N Trust The power of truth

  • @monalisadash2423
    @monalisadash2423 2 роки тому +27

    Yes Sir, we want to know everything. Please tell us. Lots of love Sir ❤❤❤

    • @mahantapradhan2110
      @mahantapradhan2110 2 роки тому +1

      Yes sir we want to know everything please tell us lots of love sir, ilove you 2...

    • @dasharathibehera4022
      @dasharathibehera4022 2 роки тому +1

      Dear Sashmita he is a good actor...And in this video he acted very well...

  • @sushantapanigrahi8152
    @sushantapanigrahi8152 2 роки тому +14

    ଜୟ ଜଗନ୍ନାଥ 🙏
    ଭାଇ 🙏❤️❤️ ଯାହା ସତ କଥା ଆପଣ କହି ଚାଲନ୍ତୁ ଭାଇ ଧର୍ମ ର ସବୁ ବେଳେ ଜୟ ହେବ..
    ଭାଇ ମୋର ଗୋଟେ ଛୋଟ କଥା ଟି ମୁଁ କହୁଚି କାହାକୁ ଭଲ ଲାଗିପାରେ କିମ୍ବା କାହାକୁ ଭଲ ନ ବି ଲାଗିପାରେ..
    ଭାଇ ଆପଣ ଏତେ ଦୁଃଖ ରେ ବଢ଼ି ଆସିଛନ୍ତି ଆମେ ମାନେ ତ କିଛି ଜାଣି ନଥିଲୁ ଆଉ ଯାହା ଆପଣ କହିଲେ ଆମେ ଜାଣିଛୁ..
    ଭାଇ ଆପଣ ଙ୍କମୁଣ୍ଡ ଉପରେ ସାରା ଓଡ଼ିଶାର ମା ବାବାଙ୍କ ହାତ ଅଛି ଆପଣ କେବେ ବି ଦୁଃଖ କରନ୍ତୁନି..
    ଖାଲି ଆପଣ ନୁହଁନ୍ତି ସାରା ଓଡ଼ିଶାରେ ଏମିତି କିଛି ଲୋକ ଭଲ ପାଇ ବାହା ହେଉଛନ୍ତି ପରେ ସେମାନେ ଦୁଃଖ ପାଉଛନ୍ତି ଆପଣ ଙ୍କ ସହ ବାପା ମା ଭାଇ ଭଉଣୀ ଆଉ ଆମ ଅନୁଭବିଆନସ୍ ମାନେ ଅଛନ୍ତି ଆପଣ ଏମିତି ଭାଙ୍ଗି ପଡନ୍ତୁନି.
    ସାହସର ସହ ଫାଇଟ କରନ୍ତୁ
    ଆପଣଙ୍କ ସହ ଆମେ ଅଛୁ
    ଜୟ ଜଗନ୍ନାଥ 🙏🙏
    ଲଭ ୟୁ ମୋ ବଡ଼ ଭାଇ
    ଆଉ ବିଡିଓ ଶେଷରେ ଯୋଉ କଥାଟା କହିଲେ ନା ସେହି କାମଟା ଆପଣ ବଞ୍ଚି ଥିବା ପର୍ଯ୍ୟନ୍ତ ଭାବି ବେ ନାହିଁ କରିବା ପାଇଁ..
    ଯଦି ମୋର କିଛି ଭୁଲ ଥିବ ସାନ ଭାଇ କୁ କ୍ଷମା କରିଦେବ।।

  • @satyajeetdancestudioodisha1362
    @satyajeetdancestudioodisha1362 2 роки тому +1

    Bhaijann full support u tame darana ame achu tame Pati kholi la ame v abe purA achu don't worry 😘

  • @ashishkumarpattjoshi1493
    @ashishkumarpattjoshi1493 2 роки тому +14

    I know you since my childhood and i have grown up seen you and your films and i think every Odia fans have seen you and till date you are the BADSHAH OF OLLYWOOD and remain the same for us , doesn't matter who says something wrong about you and i think you didn't do anything wrong with anyone.
    We are with you. #justiceforanubhabmohanty, #fightforjustice

  • @gaurijena1559
    @gaurijena1559 2 роки тому +6

    Always gote pua hi bhul hei thiba emiti mentality change kariba ucchit ,society ra emiti mentality jogun bahut pua suffer hauchanti nirjatita hauchanti 😓
    We love you anubhab sir♥️♥️keep smiling always 💗💗god bless you💖💖💖💖

  • @hsekherproduction8886
    @hsekherproduction8886 2 роки тому +23

    ମୁଁ ବୁଝୁଛି ଆପଣଙ୍କ ମନରେ କେତେ କଷ୍ଟ ଆଉ କେତେ ଷ୍ଟଗଲ ଆପଣ କରିଆସିଛନ୍ତି don't Torry କେହି କଣ କହିଲେ କିଛି ହୁଅନି ଭଗବାନଅଛନ୍ତି ସବୁବେଳେ ସତ ହିଁ ଜୟ ହବ don't Torry bro 👍 ଆପଣଙ୍କ ବାପା ଆଉ ମା ଙ୍କ ଆଶ୍ରିବାଦ ସଦା ସର୍ବଦା ଆପଣଙ୍କ ଉପରେ ଅଛି 🙏🏻 jay Jagannath 🙏🏻

  • @tofanpradhan4982
    @tofanpradhan4982 2 роки тому +8

    Be proud as a man
    Don't give up its the real time to fight against unjustice
    If win win then u r a role model in our society. Then no one will do like this.
    Jay jagannath live long sir. I m with u.