5T Scam, Rs 50 Thousand Crore Per Year, Rs 2 Lakh 50 Thousand Crore In 5 Years |Nirbhay Gumara Katha

Поділитися
Вставка
  • Опубліковано 15 жов 2024

КОМЕНТАРІ • 571

  • @sankarsanbal9213
    @sankarsanbal9213 2 місяці тому +5

    ନବୀନ ଦାସ ଙ୍କ ନିର୍ଭୟ ଗୁମର କଥା ବହୁତ ବାସ୍ତବ ଧର୍ମୀ ଧନ୍ୟବାଦ ସାର

  • @indiradutta5837
    @indiradutta5837 2 місяці тому +24

    ଆପଣଙ୍କ ତୀକ୍ଷ୍ଣ ସମାଲୋଚନା ହିଁ ସମାଜକୁ ସୁଧାରି ପାରିବ । ଆପଣଙ୍କ ସ୍ବର ଆହୁରି ଶାଣିତ ହେଉ ।

  • @subodhakumardash6750
    @subodhakumardash6750 2 місяці тому +11

    ଅତି ସୁନ୍ଦର ଉପସ୍ଥାପନ କରିଛନ୍ତି ।। ବିରୋଧୀଦଳରେ ଥିବା ପର୍ଯ୍ୟନ୍ତ ଯାହା କହୁଥିଲେ ସେଥିରୁ ଅଧା କଲେ ବି ଜନସାଧାରଣ ଖୁସି ଅନୁଭବ କରିବେ। ।

  • @prafullamohanty5557
    @prafullamohanty5557 2 місяці тому +13

    CBI enquiry କେବଳ ଏକ ମାତ୍ର ବାଟ। ନଚେତ୍ ଆଗାମୀ ଦିନରେ ମୋହନ ମାଝି ଙ୍କ ସରକାର ର ପତନ ହେବାକୁ ଯାଉଛି।

  • @bijayaharichandan1592
    @bijayaharichandan1592 2 місяці тому +23

    ଆପଣଙ୍କ ପରି ଜଣେ ନିର୍ଭିକ ସାମ୍ବାଦିକ ଙ୍କୁ ହୃଦୟ ରୁ କୋଟିକୋଟି ପ୍ରଣାମ

  • @manojpanda2956
    @manojpanda2956 2 місяці тому +14

    ଆଜ୍ଞା ଧନ୍ୟବାଦ, ଆପଣଙ୍କ ଆଲୋଚନା ଶୁଣିବା ପରେ ମୋହନ ସରକାର ଙ୍କ ନିଦ ଭାଙ୍ଗିବ ନା ନବୀନ ପଟ୍ଟନାୟକଙ୍କ ସହିତ ବନ୍ଧୁତା ସ୍ଥାପନ କରିବେ ତାହା ହିଁ ପ୍ରଶ୍ନ

  • @DharanidharDas-e3s
    @DharanidharDas-e3s 2 місяці тому +14

    ନବୀନ ବାବୁ ଆପଣଙ୍କର ଗୁମର କଥା ରହସ୍ୟ ମୟ।
    କିନ୍ତୁ ପାରାଦୀପ ରେ ବେନାମୀ ଜାହାଜ ବୁଡ଼ିଥିବାର ରହସ୍ୟ ଆମେ ଜାନିପାରିଲୁନି।

  • @JayakrishnaJena-r9t
    @JayakrishnaJena-r9t 2 місяці тому +3

    ରାଜନୀତିରେ ଅଧିକ କିଛି ଆଶା କରି ଖୁସି ହେବା ଠିକ୍ ନୁହେଁ।ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲେ ଉପର ଠାଇରିଆ ଆକ୍ସନ କେବଳ ଲୋକ ଦେଖାନିଆ ପାଇଁ।

  • @uttamkumarbarik552
    @uttamkumarbarik552 2 місяці тому +10

    ବାରମ୍ବାର ମୋହନ ସରକାର ଙ୍କର ନବୀନ ପ୍ରେମ ଆମ ଭୋଟର ଙ୍କୁ ବହୁତୁ ଲଜିତ ଓ ଆଘାତ ଦେହୁଛି.

  • @NoDaddyIssues
    @NoDaddyIssues 2 місяці тому +3

    ମୋହନ ସରକାରଙ୍କ ନିର୍ଭୟ ର ପ୍ରଭାବ ପଡୁନି ବୋଧ ହୁଏ,,,,,

  • @sangrammohanty4026
    @sangrammohanty4026 2 місяці тому +3

    ଦୁର୍ନୀତି କୁ ପ୍ରଶ୍ରୟ ଦେଉଥିବା ଲୋକ ମଧ୍ୟ ଦୁର୍ନୀତି ପ୍ରବଣ। ଏଥିରେ ସନ୍ଦେହ ନାହିଁ।

  • @bhagirathidasodisha.6934
    @bhagirathidasodisha.6934 2 місяці тому +14

    ସବୁଠାରୁ ବଡ଼ ଦୁର୍ନୀତି ଗ୍ରସ୍ଥ ନବୀନ ପଟ୍ଟନାୟକ

  • @sudhirkumarparida9150
    @sudhirkumarparida9150 2 місяці тому +3

    ଯଦି ଏତେ ଟଙ୍କାର ଦୁର୍ନୀତି ହୋଇଛି, ରାଜ୍ୟ ସରକାର C B I ତଦନ୍ତ ପାଇଁ ସୁପାରିଶ କରୁ ନାହାଁନ୍ତି କାହିଁକି।

  • @MINIMOTIVATION6242
    @MINIMOTIVATION6242 2 місяці тому +4

    5T ମହାଦୁର୍ନୀତି ପାଈଁ ସିଧସଳଖ CBI କୁ ଦିଅନ୍ତୁ ।।

  • @bhubananandamishra7480
    @bhubananandamishra7480 2 місяці тому +42

    ବି ଜେ ପି ଏ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ କୁ ମୁଖ୍ୟମନ୍ତ୍ରୀ ଭାବୁଛି. ଏମାନଙ୍କର ନବୀନ ଓ ପାଣ୍ଡିଆନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ନାହିଁ

    • @PITAMBARPATRA-bp4yy
      @PITAMBARPATRA-bp4yy 2 місяці тому +2

      Bjp might think or not cm is thinking at the first rate.

    • @bhagirathidasodisha.6934
      @bhagirathidasodisha.6934 2 місяці тому

      ଏମିତି ହେଲା ପରି ଲାଗୁଛି ଏମିତି ହେଲେ ନିଜେ ନିଜକୁ ଧୂଳିସାତ କରି ଓଡିଶା କୁ ଦାରିଦ୍ରତା ବଢ଼ାଇ ଶେଷ ରେ ବିଜେପି ଲୋପ

    • @MuktikantaNayak-iw5rv
      @MuktikantaNayak-iw5rv 2 місяці тому +2

      Tk patience ta rakhantu ..bhai 1 month govt re sudden pickup kan possible ki...

    • @rinaraniroutaray7596
      @rinaraniroutaray7596 2 місяці тому

      Right 100%

    • @rinaraniroutaray7596
      @rinaraniroutaray7596 2 місяці тому

      Right ✅️100%

  • @bmn2568
    @bmn2568 2 місяці тому +6

    ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭା ରେ ଯାହା କହିଛନ୍ତି ତାହା 100%ଠିକ bjd ଯାହା ଓଡ଼ିଆ ଅସ୍ମିତା କଥା କହୁଛନ୍ତି ତାହା ସୈତାନର ବେଦ ପାଠ

  • @durgaprasadsamantaray7084
    @durgaprasadsamantaray7084 2 місяці тому +6

    ମୋହନ ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ କରିବାରେ ପଦକ୍ଷେପ ନିଅନ୍ତୁ

  • @gunanidhinaik3699
    @gunanidhinaik3699 2 місяці тому +5

    ବିଜେଡି ର ଦୁର୍ନିତିରେ ଅତିଷ୍ଠ ହୋଇ ଲୋକେ ବି.ଜେ.ପି .କୁ ଭୋଟ ଦେଇଛନ୍ତି।

  • @birendrakumarpradhan3603
    @birendrakumarpradhan3603 2 місяці тому +4

    ଲଷ୍ମୀ ବସ ଷ୍ଟପେଜ କରିକି କେତେ ଖାଇଛନ୍ତି ତାର ଗୁମର ଟିକେ ଖୋଲନ୍ତୁ ଆଜ୍ଞା 🙏ଆପଣଙ୍କ ଗୁମର କଥା ବିସ୍ଲେଷଣ ବେଶ ଗୁମର ଖୋଲୁଛି 🙏

  • @maheswarparihari5189
    @maheswarparihari5189 2 місяці тому +22

    ୫ଟି ଅଧ୍ୟକ୍ଷ ଏହିଭଳି ଦୁର୍ନୀତିରେ ଜଡିତ ଥିବା ଘଟନା ଆମ ସ୍କୁଲ ପିଅନ ଠାରୁ ବହୁତ ଆଗରୁ ଏ ବିଷୟରେ ଖୋରାକ ଟିକିଏ ମିଳିଥିଲା । ଏବେ ଆପଣ ପୁରା ବିଷୟ ଖୋଲିଦେଲେ ,ଏଥି ପାଇଁ ବହୁତ ଧନ୍ୟ ବାଦ ।

  • @gyanabratamohanty4219
    @gyanabratamohanty4219 2 місяці тому +1

    CBI, CBI, CBI କେବଳ ଏତିକି ହିଁ ଯଥେଷ୍ଟ ଏ ଅଲାଜୁକଙ୍କୁ ସାବଡ଼ କରିବାକୁ | ମୋହନ ସରକାର ଏହା ଶୀଘ୍ର ନ କଲେ - ନିନ୍ଦିତ ହେବା ଥୟ 🙏🙏🙏

  • @surjyasamanta6961
    @surjyasamanta6961 2 місяці тому +5

    ମୋହନ ସରକାର କୁଂ ଅନୁରୋଧ ଯେଉଂମାନେ ୨୪ ବର୍ଷ ଲୁଟିକି ଖାଇଛନ୍ତି ଦୁର୍ଢ କାର୍ୟିନୁଷ୍ଟାନ ଗ୍ରହଣ କରନ୍ତୁ।

  • @ramakantmahanta6994
    @ramakantmahanta6994 2 місяці тому +4

    ମୋହନ ସରକାର ଆଉ ସହାନୁଭୁତି ପ୍ରଦର୍ଶନ ନ୍ କରି କାଳ ବିଲମ୍ବ୍ ନ କରି ଏ ପାଣ୍ଡିଆନୁ ଅତିଷିଘ୍ର ଆଇନ ଅନୁଜାୟି ଦଣ୍ଡବିଧାନ୍ କରି ସଶ୍ରମଜେଲଦଣ୍ଡ ଦିଆଯାଉ ।

  • @trilochanpradhan445
    @trilochanpradhan445 2 місяці тому +5

    ପନ୍ଦିଆ ନ ଆରେଷ୍ଟ ହେଲେ ବିଧାନସଭା ଠିକରେ ଚାଲିବା।

  • @ramapanda4747
    @ramapanda4747 2 місяці тому +4

    Wish you happy n long life Sir

  • @SantoshKumarBhoi-w7h
    @SantoshKumarBhoi-w7h 2 місяці тому +13

    5T ଦୁର୍ନୀତି ରେ ସରକାର୍ ପାଣ୍ଡିଆନ୍ କୁ ବାନ୍ଧିବା ଆଗରୁ ନବିନ୍ ପଟ୍ଟନାୟକ୍ କୁ ବାନ୍ଧିବା ଉଚିତ୍।

  • @laxmidharapanda6086
    @laxmidharapanda6086 2 місяці тому +6

    5T ଡକାୟତ ପାଣ୍ଡିଆକୁ ଆଶ୍ରୟ ଦେଇଥିବାରୁ ନବୀନ ଓ ପାଣ୍ଡିଆକୁ ହ୍ୟାଣ୍ଡକପ ପକାଇ ଗିରଫ କରାଯିବା ଉଚିତ !

  • @surathcharanmuduli4263
    @surathcharanmuduli4263 2 місяці тому +17

    ଆଜିର ଆଲୋଚନା ଦମଦାର ଥିଲା । ମୋହନ ସରକାର ଏହିସବୁ ଦିଗ ଉପରେ imidiate କାର୍ଯାନୁଷ୍ଠାନ ନେବା ଦରକାର ।

  • @suryakantamohanty8276
    @suryakantamohanty8276 2 місяці тому +14

    ଯଦି ତାମିଲ ପାଣ୍ଡୁ କୁ ଗିରଫ କରି ଝାରପଡ଼ା ପଠାନଯାଏ ତେବେ ଆର ଥର କଂଗ୍ରେସ

    • @pramodbadajena2158
      @pramodbadajena2158 2 місяці тому

      Asu congres

    • @jagannathpatnaik8409
      @jagannathpatnaik8409 2 місяці тому

      ଖାଲି କହିଲେ ହେବନି କିଛି ପ୍ରମାଣ ଦିଅ ନ ଚେତ ଲୋକହସା ହେବା। ୫t କଣ ଖରାପ କି? ତା ହେଲେ ସତ କହିବା ଏକ ମହାପାପ। ନବୀନ ଦାସ ଆଉ ପୂଜାରୀ ଏ ଦୁଇ ଜଣ କୁ ସମୃଦ୍ର ରେ ବିସର୍ଜନ କରିବା ଦରକାର।

  • @rkg1962
    @rkg1962 2 місяці тому +1

    ବିନାଶ କାଳେ ବିପରୀତ ବୁଦ୍ଧି। ଦୀପ ଲିଭିବା ପୂର୍ବରୁ ଏମିତି ହୁଏ। ଜୟ ଶ୍ରୀ ଜଗନ୍ନାଥ।

  • @alokkumarmall4864
    @alokkumarmall4864 2 місяці тому +3

    ମଞ, କଥା କହିଛନ୍ତି ; କାର୍ଯ୍ୟ କାରୀ ହେବ। ଦରକାର

  • @satyanarayanrath1344
    @satyanarayanrath1344 2 місяці тому +27

    ନବୀନ ବାବୁ ଓଡ଼ିଆ ବୁଝୁଛନ୍ନ୍ତି ନା ନାହିଁ? ଯଦି ନ ବୁଝି ପାରୁଥିବେ ତେବେ ତାଙ୍କର ଚେଲା ମାନେ ତାଙ୍କୁ ବୁଝୋଉନହନ୍ତି କାହିଁକି?

  • @mituprdhan2020
    @mituprdhan2020 2 місяці тому +6

    ଅତି ସୁନ୍ଦର ଭାବରେ ଲେଖିଛନ୍ତି

  • @s.mohapatra-i1k
    @s.mohapatra-i1k 2 місяці тому +41

    ଆଗରୁ ମଧ୍ୟ ମୂର୍ଖ କହୁଥିଲେ 4200 କୋଟି ରେ ତିଆରି ହୋଇଛି ଜଗନ୍ନାଥ ପ୍ରକଳ୍ପ

    • @satyabandalabehera9040
      @satyabandalabehera9040 2 місяці тому

      😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @prananathpati9976
    @prananathpati9976 2 місяці тому +6

    ସିବିଆଇକୁ ଚିଠି ଲେଖିବାକୁ ମୋହନ ମାଝୀ ଙ୍କୁ ସମୟ ହେଉନାହିଁ କି? ମାଝୀ କେତେଦିନ ଗଡ଼େଇ ଗଡ଼େଇ ଚାଲିବେ? ଯେତେଦିନ ଗଡିବ ଲୋକଙ୍କ ଭରସା ସେତେ କମି କମି ଯିବ। ଶେଷରେ ବିଜେପି ବୁଡ଼ିଯିବ। ତୁରନ୍ତ ବିଳମ୍ବ ନକରି ପାଣ୍ଡିଆ ନବୀନ ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।

  • @babanathasahu1029
    @babanathasahu1029 2 місяці тому +39

    Sir ,ନମସ୍କାର। ଓଡ଼ିଆ ଭୋଟର 5 t କାର୍ଯ୍ଯ ରେ ଅତିଷ୍ଠ ହୋଇ bjd ସରକାରକୁ ତଡ଼ିଲେ ।ଯଦି ମୋହନ ସରକାର ଖୁବ୍ ଶୀଘ୍ର ଦୁର୍ନୀତିର ତଦନ୍ତ କରି ଦଣ୍ଡ ନ ଦିଅନ୍ତି ଲୋକେ ଉଚିତ୍ ଜବାବ ଦେବେ ।

  • @prabhasray675
    @prabhasray675 2 місяці тому +2

    Jay Shriram

  • @santoshpradhan2509
    @santoshpradhan2509 2 місяці тому +5

    ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କୁ ଘଣ୍ଟ ଘୋଡେଇଲେ ମୋହନ ସରକାର ବୁଡିବା ସୁନିଶ୍ଚିତ , ଯେତେ ଶୀଘ୍ର ହେବ ପାଣ୍ଡିଆନକୁ ଗିରଫ କରାନଗଲେ ଓଡ଼ିଶା ବାସୀଙ୍କ ବିଶ୍ଵାସ ହରାଇବା ସଙ୍ଗେ ସଙ୍ଗେ ସରକାର ବୁଡିବା ନିଶ୍ଚିତ ।

    • @ChittaranjanMohanty-j9m
      @ChittaranjanMohanty-j9m 2 місяці тому +1

      ନବୀନଙ୍କ ଶାସନ mal administration ଥିଲା କଳଙ୍କିତ V K ପଣ୍ଡିଆନ ପାଇଁ ତାଙ୍କ ବରୁଦ୍ଧରେ ମୋହନ ସରକାର ବିହିତ କାର୍ଯ୍ୟାପନୁଷ୍ଠାନ ନେବା ଉଚିତ୍ ନଚେତ୍ ବିଜେପି ସରକାର ବେଶୀ ଦିନ ତିଷ୍ଠି ରହି ପାରିବ ନାହିଁ । ଅନ୍ୟଥା ବିକଳ୍ପ ପନ୍ଥା ଆପଣେଇବାକୁ ପଡ଼ିବ ।

  • @childcare6895
    @childcare6895 2 місяці тому +13

    ଯଦି ମୋହନ ସରକାର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ପରବର୍ତ୍ତୀ ନିର୍ବାଚନ ରେ କଂଗ୍ରେସ କୁ ଭୋଟ ଦେବେ

  • @satyanarayanrath1344
    @satyanarayanrath1344 2 місяці тому +20

    ପାଣ୍ଡୁ କୁ ଭିତରେ ପୁରେଇଦେଲେ ନବୀନବାବୁ ସାବାଡ ହେବେ । ତାଙ୍କର ମୁଣ୍ଡ ଖରାପ ହୋଇଯିବ । ତେଣୁ ପ୍ରଥ ମେ ପାଣ୍ଡୁକୁ ଆରେଷ୍ଟ କର

    • @PITAMBARPATRA-bp4yy
      @PITAMBARPATRA-bp4yy 2 місяці тому +4

      ସିଧାସଳଖ କାହିଁକି ନୁହେଁ?

    • @chandrakantsutar2922
      @chandrakantsutar2922 2 місяці тому

      But Pandu can never be arrested by BJP as he has helped BJP in getting most M P seats 🪑 in odisha in last election

    • @jagannathpatnaik8409
      @jagannathpatnaik8409 2 місяці тому

      ତୁ ଗୋଟେ ପାଗଳ , ପ୍ରଥମେ ତୋତେ ଗିରଫ କରିବା ଦରକାର।

  • @trilochanpradhan445
    @trilochanpradhan445 2 місяці тому +3

    Pandian ଅରେଷ୍ଟ ହେଲେ ବିଧାନ ସଭା ଥିକରେ ଚାଲିବ।

  • @giridharisahu9387
    @giridharisahu9387 2 місяці тому +47

    ଓଡ଼ିଶା ସରକାରଙ୍କୁ ମୋର ଅନୁରୋଧ, ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଅର୍ଥକୁ ପାଣ୍ଡୁ ପାଖରୁ ଆଦାୟ କରାଯାଇ ,ତାଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯାଉ ।

  • @ajaykumarmohapatra3530
    @ajaykumarmohapatra3530 2 місяці тому +3

    Your analysis is 100% right Sir.....The present Govt should be conducted enquiry by Vigilance, ED, SIT & CBI for various allegations/ misappropriations/scams separately to open the...... Naba Das murder case file is also to be re opened and handover to CBI for further investigation..,...?

  • @arundhatibehera9197
    @arundhatibehera9197 2 місяці тому +2

    ଚାଲୁଣୀ କହୁଛି ଛୁଞ୍ଚିକୁ ଏ ତୋ ପଛରେ ଗୋଟେ କଣା ଅଛି ।
    ଏଣୁ ସାପ 🐍 କୁ ନମାରି ଛାଡ଼ି ଦେବ ତେବେ ସେ ଛୋଟ ମାରିବ ।

  • @LaxmikantaPradhan-h1d
    @LaxmikantaPradhan-h1d 2 місяці тому +2

    ମୋହନ ସରକାର ଯଥାଶୀଘ୍ର ସିବିଆଇ ତଦନ୍ତ କରାଇ ଦ୍ରୁଢ କାର୍ଯନୁଷ୍ଠାନ ନେବା ଆବଶ୍ଯକ

  • @sharadamohanty5629
    @sharadamohanty5629 2 місяці тому +4

    So far 5T is concerned I am totally agree with yours analysis. We are waiting for government actions on them .

  • @brajakishorepadhi4022
    @brajakishorepadhi4022 2 місяці тому +6

    ଲୋକ କାହାକୁ ଭୋଟ ଦେବେ। ତାକୁ ନବୀନ ପଟ୍ଟନାୟକ ଭଳି ଭଦ୍ର ଡକାୟତ , ପ୍ରପଂଚ, ମଦ୍ଯପ ସୁବିଧା ବାଦୀ, ଶିକ୍ଷା ଦେବ ନା ?

  • @BijayMishra-o8p
    @BijayMishra-o8p 2 місяці тому +3

    ଆଜ୍ଞା ସବୁଠାରୁ ବଡ଼ ଲୁଟେରା ନବୀନ ବାବୁ ତାଙ୍କ ବିନା ଅଗୋଚର ରେ କଣ ହେଉଥିଲା ଏ ସବୁ ମୋହନ ସରକାର ସବୁ cbi ତଦନ୍ତ ପାଇଁ ଦେଇଦେବା ପାଇଁ ଆପଣଙ୍କ ମାଧ୍ୟମରେ ଅନୁରୋଧ

  • @rabindrarath9474
    @rabindrarath9474 2 місяці тому +2

    ମୁଖ୍ୟମନ୍ତ୍ରୀ ସବୁକିଛି ଭୁଲି ସବୁ ଦୁର୍ନୀତିର ତଦନ୍ତ କରିବାକୁ ଅନୁରୋଧ ଓଡିଶାବାସୀ ଯେଉଁ ଆଶା ଭରସା କରି ସରକାର ଆମୂଳଚୁଳ ସରକାର ପରିବର୍ତନ କରିଛନ୍ତି ତାଙ୍କୁ ସନମାନ ଦେଇ ସବୁ ଦୁର୍ନୀତିଗ୍ରସ୍ତଙ୍କୁ କାଠଗଡାରେ ଠିଆ କରନ୍ତୁ

  • @PurnachandraBehera-if5tu
    @PurnachandraBehera-if5tu 2 місяці тому +5

    ଆପଣଙ୍କ ପରାମର୍ଶ କୁ ସମ୍ମାନ ଦେଉଛି। BJD ଓ ନବୀନ ବାବୁ କଣ କରିବେଜାଣେନା।

  • @rajkishorebehera2194
    @rajkishorebehera2194 2 місяці тому +2

    ଗୋଟେ ଥିଲା ମନମୋହନ ସିଙ୍ଗି ରିମୋଟ ରେ ଚାଲୁଥିବା ଏବେ ଲାଗୁଚି ଆମ cm ମୋହନ ଚରଣ ମାଝି ବି ରିମୋଟ ରେ ଚାଲିଲା ଭଳି

  • @umeshchandradash2881
    @umeshchandradash2881 2 місяці тому +3

    ନମସ୍କାର ଆଜ୍ଞା। ବିଜେପି ଯଦି ଭାବୁଥାଏ ନିଜ ବଳରେ ଜିତିଥାଏ ବୋଲି ତେବେ ତାହା ଭୁଲ୍।ବେଶୀ ସମୟ ସମ୍ଭାଳି ରହି ପାରିବ ନାହିଁ ଏ ସରକାର।

  • @rajanikantabiswal2669
    @rajanikantabiswal2669 2 місяці тому +2

    ନବିନ ବାବୁ ଞାନ ଉଦୟ ହେଲା ବୋଲି ଏଇଥିପାଇଁ ଜାଣି କି ହାରି ଛନ୍ତି କିନ୍ତୁ ମୋହନ ସରକାର ନିରୁପାୟ କିଛି ଲାଭ ନାହିଁ

  • @rinaraniroutaray7596
    @rinaraniroutaray7596 2 місяці тому +2

    Right ✅️ sir ଆମେ BJP କୁ vote ଦେଇଚୁ ପାଣ୍ଡୁ ଚୋର ଓ ନବୀନ ପଟ୍ଟନାୟକ ର ଦୁର୍ନୀତି କୁ ଧରିବା ପାଇଁ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ. ମୋହନ ସରକାର ଏ କଥା ଆପଣଙ୍କ ଭେଜା ରେ ପୁରାନ୍ତୁ .ok

  • @JayakrishnaJena-r9t
    @JayakrishnaJena-r9t 2 місяці тому +2

    ମୂଷା ଯଦି ବିଲେଇ ଠାରୁ ବଡ଼ହୋଇଥାଏ ମୂଷକୁ darimari ରହିବା ସାରା।

  • @mituprdhan2020
    @mituprdhan2020 2 місяці тому +7

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🙏🏻🙏🏻🙏🏻

  • @prananathpati9976
    @prananathpati9976 2 місяці тому +4

    ବିଜେପି ସପକ୍ଷରେ ଆମେ ଭୋଟ ଦେଇନାହୁଁ। ପାଣ୍ଡିଆ ନବୀନ ଦୁର୍ନୀତି ବିରୋଧରେ ଆମେ ଭୋଟ ଦେଇଛୁ। ଏହା ବିଜେପି ସରକାର ମନେ ରଖିବା ଉଚିତ୍। ସେଇ ଦୁର୍ନୀତିର ତଦନ୍ତ ଆରମ୍ଭ ହେଉନାହିଁ କାହିଁକି? ଯଦି ତଦନ୍ତ ନକରି ପାରିବ ତାହା ଲୋକଙ୍କୁ ଜଣେଇ ଦିଅ। ତାପରେ କଣ ହେବ ଦେଖିବ। ଲୋକଙ୍କ ସାଙ୍ଗରେ ଖେଳିବା ମହଙ୍ଗା ପଡ଼ିଯିବ।

  • @nagendranathsahoo9194
    @nagendranathsahoo9194 2 місяці тому +2

    ପାଣ୍ଡିଆନ କିଏ , ପ୍ରଥମେ ନବୀନ ବାବୁ ଜବାବ ଦେବେ, ନଚେତ୍ ଜେଲ ଯିବେ,କାରଣ ନବୀନକୁ ଜନତା ପଠାଇଥିଲେ ପାଣ୍ଡିଆନକୁ ନୁହେଁ,

  • @akshayakumarnayak3480
    @akshayakumarnayak3480 2 місяці тому +2

    ମୋହନ ବାବୁ ଙ୍କର ସାହସ ହେଉ ନାହିଁ ନବୀନ ବାବୁଙ୍କ ବିରୁଦ୍ଧରେ ଯିବା ପାଇଁ

  • @arunheritage
    @arunheritage 2 місяці тому +6

    ଆଜି କ୍ୟାବିନେଟ ବୈଠକରେ ଯଦି blackrose, 5T, ନବଦାସ ର CBI ତଦନ୍ତ ଓ ଶ୍ରୀମନ୍ଦିର, କମିସନ ରିପୋର୍ଟ ଉପସ୍ଥାପିତ ପାଇଁ ନିଷ୍ପତି ନିଅlଯାଏ, ତାହେଲେ ବିଜେଡି ସହ ବୁଝାମଣା ହୋଇଛି ବୋଲି ଜଣା ପଡିବ

  • @durga5581
    @durga5581 2 місяці тому +18

    ଆଗମମିତା ମେହେର, ନବଦାସ ପରୀ ଛବି ବର୍ଦ୍ଧନ ଗୋବିନ୍ଦସାହୁ ଗମର ଖୋଲି ପୁରୁଣା କେସ ର ନ୍ୟାୟ ମିଳୁ , ପର୍ଯ୍ୟାୟକ୍ରମେ ରାଜ୍ୟପାଳ ପୁଅଙ୍କ ନ୍ୟାୟ ହିସାବ ହେବ. ଆଗପୁରୁଣା କେସର ନ୍ୟାୟକରନ୍ତୁ ମୋହନବାବୁ '

  • @lokanathdas5326
    @lokanathdas5326 2 місяці тому +2

    ମୁକେଶ ମହାଳିଙ୍ଗଙ୍କୁ ଖାଲି ପ୍ରଶଂସା କଲେ ହେବନି,
    ବିଜେପି ର ଅନ୍ୟ ଏମଏଲଏ ମନ୍ତ୍ରୀ ମାନଙ୍କୁ ମଧ୍ୟ କଠୋର ନିନ୍ଦା କରାଯିବ ଆବଶ୍ୟକ I କାରଣ ନବୀନ / ପାଣ୍ଡିଆନ ଙ୍କ ବିରୁଦ୍ଧରେ କହିବାର ସାମର୍ଥ୍ୟ ହରେଇବସିଛନ୍ତି ଏମାନେ.

  • @harekrishnamajhi7778
    @harekrishnamajhi7778 2 місяці тому +2

    Mind bugling figure relating to 5T corruption, excellent presentation Government must act immediately and handover all these cases to CBI and this is mandate

  • @kailashsingh1554
    @kailashsingh1554 2 місяці тому +2

    Really we casted our vote against Corruption of Pandian anc Nabin both are non Odia

  • @chandipadapanda4707
    @chandipadapanda4707 2 місяці тому +2

    ନମସ୍କାର ଆଜ୍ଞା,ସମସ୍ତେ ଅନ୍ଧାରରେ ବାଡି ବୁଲାଉ ଥିଲା ବେଳେ ଅନ୍ତତଃ ପକ୍ଷେ ଆପଣ ଅନେକ ପରିଶ୍ରମ ବଳରେ 5 ଟି ସ୍କାମ ର ଏକ ଆପାତତଃ ହିସାବ ଉପସ୍ଥାପନ କରିପାରିଛନ୍ତି ,ସେଥିପାଇଁ ଅଶେଷ ଧନ୍ୟବାଦ।

  • @anandachandrasahoo7377
    @anandachandrasahoo7377 2 місяці тому +2

    ଜଣେ ଆଇଏଏସ ଅଧିକାରୀଙ୍କ ପୁଅ bat ରେ ବାଡେଇ ତାଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀ କୁ ମାରିଦେଇ ଥିଲେ

  • @dayanidhl1067
    @dayanidhl1067 2 місяці тому +1

    ସବୁ ତଦନ୍ତ ଭାର ସିବିଆଇ କୁ ଦିଆନଗଲେ ବିଜେଡି ଦଳ ରାଜ୍ୟ ତଦନ୍ତକୁ ମୋଡି ମକଚି ଦେବେ ଓ ରାଜ୍ୟ ସରକାର କୁ ଓପାଡି ଦେବେ |ସାବଧାନ ମୋହନ ସରକାର

  • @pradiptakumarmajhi7595
    @pradiptakumarmajhi7595 2 місяці тому +3

    Mohan sarkar should take action against all corrupted ministers including ex CM. Nabin Patnaik

  • @deepanjalimohanty9756
    @deepanjalimohanty9756 2 місяці тому +12

    ସତରେ ଏତେ ଦୁର୍ନୀତି ଓଡ଼ିଶା ରେ ହୋଇଛି । ଭାବିଲେ ମୁଣ୍ଡ ଗୁଡମ । ଜୟ ଜଗନ୍ନାଥ ପ୍ରଭୁ 🙏🏻🙏🏻🙏🏻 ତୁମେ ହିଁ ଭରସା।।

  • @uttamkumarbarik552
    @uttamkumarbarik552 2 місяці тому +2

    ଜନଦେଶ ଯେବେ ବିଜେପି ପାହିଁକି ବିଜେପି ଡରୁଚି କାହିଁକି. ଆମେ ଅଛୁ ଯେବେ ମୋହନ ପାହିଁକି ନଵୀନକୁ ଡାକ କାହିଁକି.

  • @parsurampanda3540
    @parsurampanda3540 2 місяці тому +2

    ହେ, ଭାଇ, ଗୋଧି ଚମଡା ଧାରୀ, ବିଜେଡି ବାଲାଙ୍କୁ କହିଲେ, ସେ ଅଲଜ୍ଜ୍ୟାଙ୍କୁ କିଛି ହେଉନି

  • @prasantakumarsahoo8366
    @prasantakumarsahoo8366 2 місяці тому +4

    Jay ମହାଲିଙ୍ଗ sir jay

  • @manmathpanda37
    @manmathpanda37 2 місяці тому +1

    VERY. GOOD. ANNALISE

  • @chitraguptadas2921
    @chitraguptadas2921 2 місяці тому +22

    ଦୁର୍ନୀତିରେ ନବୀନ ପଟ୍ଟନାୟକଙ୍କ ଭାଗୁଆଳି ପାଣ୍ଡିଆନ I ଭାଗୁଆଳିକୁ ସୁରକ୍ଷା ଦେବା ନବୀନଙ୍କ କର୍ତ୍ତବ୍ୟ ଓ ସେ ତାହା କାୟମନୋବାକ୍ୟରେ ପାଳନ କରୁଛନ୍ତି I ଡକାୟତ ରାଜନେତାମାନେ ଜନତାଙ୍କୁ ନିର୍ବୋଧ ଭାବୁଛନ୍ତି I

  • @subashdeheri6110
    @subashdeheri6110 2 місяці тому

    Thank U

  • @BabitaMishra-yx2hr
    @BabitaMishra-yx2hr 2 місяці тому +3

    ସାର୍ , ବିଜେଡି ର ଆଗଚଲା କୁହାଳିଆ ଗୁଣ ଲୋକଙ୍କୁ କଥା କହିବାକୁ ସୁଯୋଗ ଦିଏନା । ଏମାନେ ଦେଖେଇ ହୁଅନ୍ତି ଓଡିଶାରେ କେବଳ ତାଙ୍କର ଠିକାଦାରି ଭାଷା ଚାଲିବ । ନିରବରେ ଲୋକେ ତାଙ୍କୁ ଏତେବଡ ଦଣ୍ଡଦେଲେ ତଥାପି ସେମାନେ ତାଙ୍କ ସ୍ବଭାବ ଛାଡୁନାହାନ୍ତି ।

  • @manjupravamishra8000
    @manjupravamishra8000 2 місяці тому +5

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @trilochanpatnaik6321
    @trilochanpatnaik6321 2 місяці тому +29

    ନବୀନ ବାବୁ ଙ୍କ BJD ସରକାର ଯାହା Pandian direction ରେ 2024 ଜୁନ ମାସ ପର୍ଯ୍ୟନ୍ତ ଚାଲିଥିଲା ତାହା ହତ୍ୟାକାରୀ ସରକାର ଥିଲା। ଏବେ ସେମାନଙ୍କ ମୁହଁରେ ଲଜ୍ୟା ନ ଥିବାରୁ ଏକ ମାସର ସରକାର କୁ ସମାଲୋଚନା କରୁଛି।

  • @BishnucharanRay-xy5ox
    @BishnucharanRay-xy5ox 2 місяці тому +4

    ଯେତେଦିନ ପର୍ଯ୍ୟନ୍ତ ପାଣ୍ଡିଆନ ଦ୍ୱାରା ନବୀନ ଉପକୃତ ହେଉଥିବେ

  • @Kailashchandrapanda-kf1sz
    @Kailashchandrapanda-kf1sz 2 місяці тому

    Very very very .good advice to mohan sarakar

  • @learntogether8344
    @learntogether8344 2 місяці тому +9

    ଭୁଲ ର ଉଦାହରଣ ଦେଇ ଭୁଲ କରିବା ଆଦୌ ଠିକ ନୁହେଁ.. ମୋ ମତ ରେ ମୂର୍ଖର ବଡ଼ ଅପରାଧ ଯେତିକି ଚିନ୍ତା ଜନକ ନୁହେଁ ପଣ୍ଡିତ ର ଛୋଟ ଅପରାଧ ବହୁ ଅଧିକ ଚିନ୍ତା ଜନକ ::ରାଜ୍ୟ ପାଳ ଙ୍କ ପୁତ୍ର

  • @MANOJKUMARPRADHAN-q4u
    @MANOJKUMARPRADHAN-q4u 2 місяці тому

    Right

  • @trilochanpatnaik6321
    @trilochanpatnaik6321 2 місяці тому +7

    ଉଚିତ କଥା ଆଜି ନବୀନ ଦାସ ବାବୁ ନିର୍ଭୟ ରେ କହିଲେ। ତେଣୁ ଧନ୍ୟବାଦ୍।

  • @ramachandrapanipani7424
    @ramachandrapanipani7424 2 місяці тому +2

    ଜୟ ଶ୍ରୀ ଜଗନ୍ନାଥ !

  • @SwarnaMohanty-hj5rs
    @SwarnaMohanty-hj5rs 2 місяці тому +2

    Pandian ku arrest Kari jail pathaibe kebe , BJP?

  • @gokulanandadas4048
    @gokulanandadas4048 2 місяці тому +1

    Jadi tathya Satya ହୋଇଥାଏ ତାହେଲେ ନବୀନ ବାବୁ ଜେଲ୍ ଭିତରେ ଦେଖିବାକୁ ମିଲିଥଣ୍ଟେ ,

  • @prananathpati9976
    @prananathpati9976 2 місяці тому +2

    ମୋହନ ମାଝି ଙ୍କ ଉପରେ ସନ୍ଦେହ ଆସିଲାଣି। ବାଳିଆ ନମାରି କେରାଣ୍ଡି ମାରୁଛନ୍ତି କାହିଁକି? ଅର୍ଥାତ୍ ବଡ ବଡ ଦୁର୍ନୀତିର ତଦନ୍ତ ନକରି ଗରିବ ଲୋକଙ୍କ ଘର ଗୁଡାକ ଭାଙ୍ଗି ପକାଉଛନ୍ତି କାହିଁକି? ଆଗେ ବଡବଡିଆଙ୍କ ଘର ଭାଙ୍ଗ। ପରେ ଅନ୍ୟମାନଙ୍କ ଭାଙ୍ଗିଲେ କେହି କହିବେ ନାହିଁ।

  • @trilochanpradhan445
    @trilochanpradhan445 2 місяці тому +1

    Pandian ଆରେଷ୍ଟ୍ ହେଲେ ବିଧାନସଭା ଠିକରେ ଚାଲିବା

  • @busanapidika9373
    @busanapidika9373 2 місяці тому

    Right sir

  • @prafullakumarpanda5683
    @prafullakumarpanda5683 2 місяці тому +7

    CBI tadant jaruri by bjp govt

  • @Lingaraj18
    @Lingaraj18 2 місяці тому +2

    ଖାଲି ନବୀନ and ପାଣ୍ଡୁ ଙ୍କ ବିଷୟରେ 2 ମାସ ହେବ କହି ଚାଲିଛନ୍ତି ଏବେ କେମିତି BJP ଶାସନ କରୁଛି ସେ ବିଷୟରେ ଅନୁସରଣ କରନ୍ତୁ

  • @basantaprusty827
    @basantaprusty827 2 місяці тому

    True fact

  • @ramachandrasahoo1921
    @ramachandrasahoo1921 2 місяці тому +1

    ଚୋର ବଦମାସ୍ ଠକ ମାନଙ୍କୁ ଆଗ ଆରେଷ୍ଟ କରାଜାଉ ପରେ ଓଡିଶାର ବିକାଶ କଥା କରାଜାଉ ମହନ ସାର୍ ଏମାନଙ୍କୁ ଦଣ୍ଡିତ କରାଯିବା ଦରକାର ଆହୁରି ଆଗକୁ ନାଗ ପାଖରୁ ଦୁରେଇ ରୁହନ୍ତୁ ବିଜେଡି ହେଉଛି ନାଗ ସାପ ସାର୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ

  • @nirmalendumohanty3321
    @nirmalendumohanty3321 2 місяці тому

    Exllent

  • @chittaranjanbehera8173
    @chittaranjanbehera8173 2 місяці тому +1

    ନବୀନବାବୁ ନମସ୍କାର, ଦୟାକରି acf soumya ranjan mahapatra କଥା କୁ ମନେପକାଇଲେ ଭଲ ହୁଅନ୍ତା

  • @santoshdakua6698
    @santoshdakua6698 2 місяці тому +1

    ଓଡିଶା କୁ 5ତାମିଲ ଟାଉଟର ଲୁଟି ଖାଇ ଯାଇ ଛନ୍ତି ତଥାପି ଓଡିଶା ନବୀନ ପଟ୍ଟନାୟକ 5t ପ୍ରେମ ଛାଡିପାରୁନାହିଁ 🤣🤣🤣🤣

  • @PitbasJani-us2nn
    @PitbasJani-us2nn 2 місяці тому

    Verygood comment I like very much hope in future your thinking must be welcomed seriously

  • @uttamkumarbarik552
    @uttamkumarbarik552 2 місяці тому +1

    ବିଜେଡ଼ି ଭାବୁଚି ଶୋଇରହିଥିବା ସିଂହ ଜଙ୍ଗଲରେ ରାଜା.କିନ୍ତୁ ଭାବନ୍ତୁତ ପ୍ରକୃତ ରେ ଜଙ୍ଗଲ ରେ ସିଂହ ନା ବିଲୁଆ. ନବୀନ ପଟଣୟକ ଯଦି ସିଂହ ତେବେ ବିଲୁଆ ତ ମୋହନ ଚରଣ ମାଝୀ. ବୁଦ୍ଧି କାହାର କେତେ ନବୀନ ର ନା ମୋହନ ଙ୍କର.

  • @sanjayadebta8681
    @sanjayadebta8681 2 місяці тому +5

    ଦୟାକରି ରାଜ୍ୟର ନକଲି ଶିକ୍ଷକ ମାନଙ୍କ ବିଷୟରେ ଗୋଟିଏ episode କରିବେ କି ?

  • @avayakumarbarik2882
    @avayakumarbarik2882 2 місяці тому +2

    ଓଡ଼ିଶାରେ ବିଜେପି ବିଜେଡ଼ି ର ଲୁଚା ଛପା ପ୍ରେମ ସ୍ପଷ୍ଟ ।ଏମାନେଙ୍କ ଭିତିରି ବୁଝାମଣା ଚାଲିଛି।