ଶ୍ରାଦ୍ଧ ଜୀବିତ ଅବସ୍ଥାରେ ନା ମୃତ୍ୟୁ ପରେ ? | କଳିଯୁଗ | Kaliyuga | EP 11 | 3rd July 2022 | Prarthana

Поділитися
Вставка
  • Опубліковано 4 жов 2024
  • ଶ୍ରାଦ୍ଧ ଜୀବିତ ଅବସ୍ଥାରେ ନା ମୃତ୍ୟୁ ପରେ ?
    ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ଅନେକ ଚିନ୍ତା ,ଚେତନା ଆଉ ସମ୍ଭାବନା କୁ ନେଇ ପ୍ରାର୍ଥନାର ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ''କଳିଯୁଗ'', ପ୍ରତ୍ୟେକ ରବିବାର ରାତି ୯ ଟା୩୦ରେ କେବଳ#PrarthanaTv #TarangPlus ରେ |
    #Kaliyuga
    #PrarthanaTv
    #TarangPlus
    Prarthana TV is the number one Devotional TV channel in Odisha.
    SUBSCRIBE to Prarthana channel for more Odia Devotional content and Song
    / prarthanatv
    Like us on Facebook
    / prarthanatv
    Circle on G+
    plus.google.co...
    Visit our website for further details: www.prarthanatv.in

КОМЕНТАРІ • 564

  • @GAVS104
    @GAVS104 2 роки тому +33

    କି ସୁନ୍ଦର ଆଲୋଚନାର ନିର୍ୟାସ! ଜୀଵିତ ଅଵସ୍ଥାରେ ଶ୍ରଦ୍ଧାଯୁକ୍ତ ହୋଇ କର୍ମ କରିଵା ହିଁ ଶ୍ରାଦ୍ଧ...💐💐💐

    • @pintupati8786
      @pintupati8786 2 роки тому +3

      ତାହେଲେ ଆପଣ ବାପା ଙ୍କୁ ଜୀବିତ ଅବସ୍ଥା ରେ ଶ୍ରାଦ୍ଧ ଦେବେ କି?

    • @GAVS104
      @GAVS104 Рік тому

      @@pintupati8786 ନିଶ୍ଚିତ ପ୍ରତିଦିନ ଶ୍ରାଦ୍ଧ ଜ୍ଞାପନ ହେଉଛି... ତର୍ପଣ ପାଇଁ ଵି ଚେଷ୍ଟା କରୁଛୁ।

  • @malayabastia1635
    @malayabastia1635 Рік тому +28

    ବୀରେନ୍ଦ୍ର ଗୁରୁଜୀ ନମସ୍ତେ ଆପଣଙ୍କ ଯୁକ୍ତି ସମ୍ପୂର୍ଣ ରୂପରେ ସତ୍ୟ!🙏🙏😘

    • @kulamanibehera8856
      @kulamanibehera8856 Рік тому +1

      😁😁😁😁😁😁😁😁😁😁😁😁😁👌

  • @kalandicharanbiswal5998
    @kalandicharanbiswal5998 2 роки тому +22

    Birendra Guruji 100% Right Katha kahile
    କିଏ ମାନୁ ବା ନମାନୁ ଜୀବିତ ଥିବା ବେଳେ ଦବା ଦରକାର
    ମଲା ପରେ କିଏ ଖାଏ

  • @onlinestudy9705
    @onlinestudy9705 2 роки тому +42

    ବିରେନ୍ଦ୍ର sir ଙ୍କ କଥା ଯୁକ୍ତିଯୁକ୍ତ ଅଟେ । ଅନ୍ୟମାନଙ୍କ ଉକ୍ତି ସବୁ ଭିତିହୀନ ଅଟେ ।

    • @bhagatramkuldeep9281
      @bhagatramkuldeep9281 2 роки тому +1

      Birendra sir is great. Salute to him from the bottom of my heart🙏

    • @kulamanibehera8856
      @kulamanibehera8856 Рік тому

      😁😁😁😁😁😁😁😁😁😁😁😁😁🙏

  • @dasharathabenia5563
    @dasharathabenia5563 2 роки тому +30

    ମୃତ୍ୟୁ ପରେ ଶ୍ରାଦ୍ଧ ଦେବା ମୂଲ୍ୟହୀନ ଜୀବିତ ଅବସ୍ଥା ରେ ଶ୍ରାଦ୍ଧ ଦେବା ଶ୍ରେୟସକର ।

  • @dibakarmalik9597
    @dibakarmalik9597 2 роки тому +25

    କୋଟି କୋଟି ପ୍ରଣାମ ବୀରେନ୍ଦ୍ର ଗୁରୁଜୀଙ୍କୁ 🙏🙏! ଗୁରୁଜୀ ଯେତେ ଯାହା କହୁଛନ୍ତି ତାହା ସମ୍ପୂର୍ଣ ନିରାଟ ସତ୍ୟ ଅଟେ ଓ ସମ୍ପୂର୍ଣ ବାସ୍ତବ ଅଟେ! ଧନ୍ୟବାଦ 🙏🙏

  • @MrPpcops
    @MrPpcops 2 роки тому +20

    ମୃତ୍ୟୁ ପରେ ଜୀବର ଆତ୍ମା ଅନ୍ୟ ଶରୀର ଧାରଣ କରେ ଏହା ଆମ ବିଶ୍ବାସ ର କଥା । କିନ୍ତୁ କେତେ ଦିନ ପରେ ଓ ଓ କେଉଁ ଶରୀର ଧାରଣ କରେ ତାହା ଜାଣିବା ଆମ ଶକ୍ତି ର ବାହାରେ । ତେଣୁ ମୃତ୍ୟୁପରେ ଶ୍ରାଦ୍ଧ ଦିବସ ପାଳନ କରି ମୃତକ ର ସ୍ମୃତି ଚାରଣ କରାଯାଏ । କିନ୍ତୁ ବିରେନ୍ଦ୍ର ସାର୍ ଯାହା କହିଛନ୍ତି ଯେ ଜୀବିତାବସ୍ଥା ରେ ପିତା ମାତା ଙ୍କୁ ଶ୍ରଦ୍ଧା ର ସହ ଯାହା ଦିଆଯାଏ ତାହା ହିଁ ଶ୍ରାଦ୍ଧ ।🙏

    • @keshabchandradas7716
      @keshabchandradas7716 10 місяців тому

      ବିରେନ୍ଦ୍ର ସାର ଯାହା କହିଛନ୍ତି ସମ୍ପୂର୍ଣ ଠିକ୍

  • @pifacts22
    @pifacts22 Рік тому +6

    ବିରେନ୍ଦ୍ର ପଣ୍ଡା ମହାଶୟ ଙ୍କ ତର୍କ ଏବଂ ପ୍ରମାଣ ହିଁ ଉତ୍କୃଷ୍ଟ।
    🙏🙏🙏

  • @GAVS104
    @GAVS104 2 роки тому +21

    ବଢିଆ କଥାକୁ କାଟିଦେଇଛନ୍ତି ଅଳ୍ପ ଟିକିଏ... ସୁନ୍ଦର ଉପସ୍ଥାପନ କଲେ ପଣ୍ଡିତ ଜୀ

  • @santoshkumarmishra2620
    @santoshkumarmishra2620 2 роки тому +32

    ବୀରେନ୍ଦ୍ର ପଣ୍ଡା ଗୁରୁଜୀ ଙ୍କୁ ଶତକୋଟି ପ୍ରଣାମ.

  • @GAVS104
    @GAVS104 2 роки тому +26

    15 ମିନିଟ ପର୍ଯ୍ୟନ୍ତ କି ସୁନ୍ଦର ମତ ଉପସ୍ଥାପନ କରିଛନ୍ତି ଵୀରେନ୍ଦ୍ର ପଣ୍ଡା ମହୋଦୟ...ଅନନ୍ୟ...💐💐💐

  • @bantydas2623
    @bantydas2623 2 роки тому +44

    ପଣ୍ଡିତ ବୀରେନ୍ଦ୍ର ମହାଶୟ ଉଚିତ୍ ବ୍ୟକ୍ଷା କରୁଛନ୍ତି ଧନ୍ୟବାଦ୍

    • @biswajitthapa5661
      @biswajitthapa5661 4 місяці тому +2

      ଠିକ୍ କହୁଛନ୍ତି ଆପଣ

    • @Ramakant-vb2tw
      @Ramakant-vb2tw Місяць тому +1

      Gandhijee kahithile eeswar abishwasee nastika nuhen paralokare yie abishwas kare se prakrutare nastika

  • @chandrakantiraaj8508
    @chandrakantiraaj8508 2 роки тому +7

    Birendra sir 100 pratishata thik kahuchhanti . Sir nku pranam karuchhi . Jay jagannatha .

  • @satyanarayangumansingh6591
    @satyanarayangumansingh6591 Рік тому +6

    ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ସେ ହିଁ ଶତପ୍ରତିଶତ ଠିକ୍ କଥା ରଖିଛନ୍ତି। ଶ୍ରୀ ଜଗନ୍ନାଥ ତାଙ୍କୁ ନିରୋଗ ଓ ଦୀର୍ଘଜୀବନ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।

  • @muralidharparida6460
    @muralidharparida6460 2 роки тому +11

    🌹🙏 ସବୁ ଧର୍ମ ରେ କିଛିବି ନାହିଁ, ଜୀବିତ
    ଅବସ୍ଥାରେ ପିତା ମାତାଙ୍କ ସେବା ଶ୍ରେଷ୍ଠ. ଅନ୍ୟ
    ସବୁର ମାନେ କିଛିବି ନାହିଁ. ଆଉ ଯାହା କଲେ ବି
    ମୃତୁ ପରେ ଲୋକ ଦେଖାଣିଆ

  • @trilochanpatnaik6321
    @trilochanpatnaik6321 Рік тому +6

    ଜୀବିତ ଅବସ୍ଥାରେ ଶ୍ରଦ୍ଧା କର କିନ୍ତୁ ମୃତ୍ୟୁ ପରେ ଶ୍ରାଦ୍ଧ କର ଶ୍ରଦ୍ଧାର ସହିତ। ଏହାହିଁ ପ୍ରକୃତ କର୍ତ୍ତବ୍ୟ ସନ୍ତାନ ସନ୍ତତି ମାନଙ୍କର।

  • @baishnabcharansahoo9119
    @baishnabcharansahoo9119 Рік тому +3

    ଏହି ଆଲୋଚନା ଶୁଣିବା ପରେ ମୋ ମନରେ ଏକ ପ୍ରଶ୍ନ ଆସୁଛି ଯେ,ପିତା,ମାତା ଙ୍କ ମୃତ୍ୟୁ ପରେ ଯେଉଁ ସ୍ରାଧ ଦିଆ ଯାଉଛି,ଏହା କେବଳ ଭାରତୀୟ ମାନଙ୍କ ମଧ୍ୟ ରେ ପ୍ରଚଳିତ ନା ବିଶ୍ୱ ବାସି ମାନଙ୍କ ମଧ୍ୟରେ ପ୍ରଚଳିତ? କାରଣ ଜନ୍ମ,ମୃତ୍ୟୁ ର ଲୀଳା ପୁରା ବିଶ୍ୱ ରେ ଚାଲିଛି।

  • @subratarya7132
    @subratarya7132 2 роки тому +11

    ଆପଣଙ୍କ ର ଚେନାଲ୍ କୁ ମୁଁ ନିବେଦନ କରୁଛି🙏 ସ୍ବାମୀ ସୁଧାନନ୍ଦ୍ ସରସ୍ୱତୀ ଜି ଙ୍କୁ ଡାକନ୍ତୁ

  • @pintupati8786
    @pintupati8786 2 роки тому +24

    ସମସ୍ତେ ଜାଣି ରଖିବା ଉଚିତ୍,ଯେ ବଞ୍ଚିଥିବା ବେଳେ ବାପା ମା ଙ୍କର ସେବା କରିବା,ଆଉ ମୃତ୍ୟୁ ପରେ ଶ୍ରାଦ୍ଧ କରିବା

  • @basudevmeher1320
    @basudevmeher1320 2 роки тому +1

    ବହୁତ୍ ସୁନ୍ଦର୍ କଥାଟି ଏ ସେ ଶ ରେ ମତେ ମିଳୀଲା ମୁଁ ଏଇ ଶ୍ରାଦ୍ଧ କଥା ସୁଣୀ ମତେ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ ଆପଣ ମାନଙ୍କ ର ଜଗନ୍ନାଥ ମଙ୍ଗଳ କରନ୍ତୁ

  • @kumudinidash1481
    @kumudinidash1481 2 роки тому +11

    'ଶ୍ରଦ୍ଧା' ଓ 'ଶ୍ରାଦ୍ଧ' ଦୁଇଟି ଶବ୍ଦ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ରହିଛି...
    ଯାହା ଜୀବିତ ଓ ମୃତ୍ୟୁ ସହିତ ଜଡିତ ଅଟେ...

    • @xbow3
      @xbow3 Рік тому

      Thik kahichhanti apa

  • @ak.sanskritlover1201
    @ak.sanskritlover1201 2 роки тому +9

    ପୁଣି ଥରେ ଏଇ ମାନଙ୍କୁ ଡାକନ୍ତୁ 🙏🙏🙏🙏

  • @sarojkumarbehera3146
    @sarojkumarbehera3146 2 роки тому +7

    Pandit Birendra Kumar panda is 100/- correct. Namaste.

  • @bapunsahu9906
    @bapunsahu9906 2 роки тому +10

    Swami sudhananda Saraswati nku dakantu

  • @dibakarmalik9597
    @dibakarmalik9597 2 роки тому +29

    🙏, ବୀରେନ୍ଦ୍ର ସାର ଯାହା କହିଲେ ତାହା ବାସ୍ତବ ସତ୍ୟ ଅଟେ! କିନ୍ତୁ ଅନ୍ୟମାନେ ଯାହା କହୁଛନ୍ତି ସେ ସବୁ ପାଖଣ୍ଡାମୀ ଓ ଵେବସାୟୀକରଣ କଥା ଅଟେ! ତେଣୁ କେବଳ ବୀରେନ୍ଦ୍ର ସାର ହିଁ ସମ୍ପୂର୍ଣ ବାସ୍ତବ କଥା କୁହନ୍ତି ଆଜ୍ଞା! ଧନ୍ୟବାଦ 🙏

  • @ashokbishoyi5149
    @ashokbishoyi5149 Рік тому +1

    ଶ୍ରୀ ବିରେନ୍ଦ୍ର ପଣ୍ଡାଙ୍କ ଅତି ସୁନ୍ଦର ଭାବରେ ସନାତନ ସଂସ୍କୃତିର ଲଜିକ୍ ତର୍କ

  • @santoshkumarmishra2620
    @santoshkumarmishra2620 2 роки тому +3

    ପିତାଧର୍ମ ପିତାସ୍ବର୍ଗ .ପିତା ହି ପରମ ତପ. Thank you.

  • @Gayatricreations8151
    @Gayatricreations8151 10 місяців тому +1

    ସମସ୍ତଙ୍କୁ ପ୍ରଣାମ ।ଯେଉଁଠି ଗୁରୁଜନଙ୍କ ଗୁଣ ଖରାପ ,ମନେ ପକାଇବାର ଆବଶ୍ୟକତା ନାହିଁ,ସେଠି ଶ୍ରାଦ୍ଧ ନିରର୍ଥକ ।ବୀରେନ୍ଦ୍ର ପଣ୍ଡା ମଉସାଙ୍କୁ ପ୍ରଣାମ । ଯଥାଯଥ ଉତ୍ତର ପ୍ରଦାନ କରିଛନ୍ତି ।ଅଶେଷ ଧନ୍ୟବାଦ ।

  • @kalipadadas5419
    @kalipadadas5419 Рік тому +3

    ବିରେନ୍ଦ୍ର ସାର୍ ନିଜର ମନ୍ତବ୍ୟ କୁ ସଠିକ୍ ଏବଂ ନିର୍ଭୁଲ ଭାବରେ ଉପସ୍ଥାପନ କରୁଛନ୍ତି ।

  • @muralidharparida6460
    @muralidharparida6460 2 роки тому +3

    🙏🌹 ମତାମତ. ବୀରେନ୍ଦ୍ର sir correct,
    Right. Thanks

  • @bhagatramkuldeep9281
    @bhagatramkuldeep9281 2 роки тому +23

    Birendra sir is the great. Salute to him from bottom of heart🙏

  • @narendralabla8854
    @narendralabla8854 2 роки тому +28

    Pandit Birendra Kumar Panda justified logically,he is 100% correct.Pranams to him.

  • @GAVS104
    @GAVS104 2 роки тому +14

    ସ୍ଵାମୀ ସୁଧାନନ୍ଦ ଏ ସମ୍ପର୍କରେ ସମୁଚିତ ଉଦାହରଣ ସହ ଵ୍ୟାଖ୍ୟାନ ପ୍ରଦାନ କରିପାରିବେ

    • @ranjitapattnaik8950
      @ranjitapattnaik8950 2 роки тому

      sudha nanda guruji
      sardha ku mana karichanti.

    • @GAVS104
      @GAVS104 Рік тому

      @@ranjitapattnaik8950 ମାନେ!

  • @rajanipandatechvlogs3879
    @rajanipandatechvlogs3879 2 роки тому +6

    ବହୁତ ଶିକ୍ଷଣୀୟ ଆଲୋଚନା

  • @ajitkumarmohantajanjali1946
    @ajitkumarmohantajanjali1946 2 роки тому +20

    ବିରେନ୍ଦ୍ର ସାର ବହୁତ ସୁନ୍ଦର ଭାବରେ କହୁଛନ୍ତି

  • @upendrapanigrahi8035
    @upendrapanigrahi8035 10 місяців тому +2

    Very good video. Beautiful description about Sradha O pinda dana, mrutyu pare ba purbaru.

  • @GAVS104
    @GAVS104 2 роки тому +6

    ଧନ୍ୟବାଦ ପ୍ରାର୍ଥନା ଚ୍ୟାନେଲ...

  • @baliajena3728
    @baliajena3728 2 роки тому +14

    ଏ ହେଉଛି ଗୋଟେ ଗୋଟେ ଷଡ଼ଯନ୍ତ୍ର ଲୋକଙ୍କୁ ଭଣ୍ଡେଇ ଖାଇବା ଏବଂ ସମାଜରେ ବିଭ୍ରାନ୍ତ କରି ଅଲଗ ଅଲଗା କରି ବିଭିନ୍ନ ଧର୍ମ ତିଆରି କରିବା ଏଭଳି ଲୋକ ର ବିଚାର

    • @amulyachandrapanigrahi8227
      @amulyachandrapanigrahi8227 2 роки тому

      ପୁରା ଠିକ୍ କଥା, ଅନ୍ଧ ବିଶ୍ବାସ, ଗିୟାନର ଦୁରତା ରୁ

  • @jayantiswain1732
    @jayantiswain1732 2 роки тому +12

    Explanation of Birendra Sir is very very logical. His advice is justified.

  • @sankarsahu570
    @sankarsahu570 2 роки тому +10

    Panda sir is excellent.Others are doing randomly..

  • @sridharmalik8979
    @sridharmalik8979 5 місяців тому +1

    Birendra Guruji is 100% right 👍🙏

  • @prabirpadhihari5
    @prabirpadhihari5 2 роки тому +2

    ସମସ୍ତ ଜ୍ଞାନୀ ବ୍ୟକ୍ତି ଠିକ.. ସମସ୍ତ ଙ୍କ କଥା 90% ସମାନ ଟିକେ ଟିକେ ବୁଝିବା ଭିତରେ ଫରକ 🙏🙏🙏

  • @rabigouda5380
    @rabigouda5380 2 роки тому +10

    Om Shri Guru 🙏

  • @GAVS104
    @GAVS104 2 роки тому +6

    ଡାଵା ମାରିଲେ ତ୍ରିପାଠୀ ମହାଶୟ, ତର୍କୋ ଅପ୍ରତିଷ୍ଠୋ...

  • @satyaprakashhota3129
    @satyaprakashhota3129 2 роки тому +3

    Pandit Birendra Kumar Panda is telling right with proper logic.. talented peson

  • @pratimasahoo1559
    @pratimasahoo1559 Рік тому +1

    ବିରେନ୍ଦ୍ର sir ବହୁତ୍ ବଢିଆ କଥା କହିଲେ

  • @dipusahu5658
    @dipusahu5658 2 роки тому +5

    Thank you all birendra pandanku subithira dakantu

  • @sanjuktamohanty9668
    @sanjuktamohanty9668 2 роки тому +11

    Namaste Birendra sir. You are really practical and having scientific knowledge.

  • @arunpradhan6940
    @arunpradhan6940 6 місяців тому +1

    ସତ୍ୟ ଜ୍ଞାନର ଜୟ ହେଉ । ଧର୍ମ ହେଉଛି ଆତ୍ମା ପରମାତ୍ମା ଙ୍କ ସହିତ ମିଶିବା ପାଇଁ କଥାଦେଇ ଆସିଥାଏ | ଏହି ଧର୍ମ ଇନ୍ଦ୍ରିୟ ଭୋଗରେ ଭୂଲି ଯାଉଛେ । ଗୋଟିଏ ସମ୍ବାଦ ଦେଖିଥିଲି ମା ପକ୍ଷାଘାତରେ ପିଡିତ ହୋଇ ଘରେ ଝାଡ଼ା, ପରିସ୍ରା ରେ ଘାଣ୍ଟି ହେଉଛି କିନ୍ତୁ
    ଦୁଇ ପୁଅ ବହୁ ଘରକୁ ଆସୁନାହାନ୍ତି | ଗାଁ ଲୋକେ ଓ ସାଇ ପଡ଼ିଶା ଲୋକେ ତାଙ୍କର ଦେଖା ଚାହାଁ କରୁଛନ୍ତି । ଗାଁଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଇଠି ପଣ୍ଡିତ ଗଣ କୁହନ୍ତୁ ପୁଅ ବହୁ ଚାହିଁ ଛନ୍ତି ମା ମରିଲେ ଆସି ବେ ଓ ଶ୍ରାଦ୍ଧ କରି ବ୍ରାହ୍ମଣ ଭୋଜନ ଓ ଗାଁ ଲୋକଙ୍କୁ ଖୁଆଇ ଦେଲେ
    ମାର ଆତ୍ମା ମୁକ୍ତି ହେଇ ଯିବ ଏହା ଆମ ଧର୍ମ । ଧନ୍ୟ ଧର୍ମ 😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏

  • @santoshkumarmishra2620
    @santoshkumarmishra2620 2 роки тому +3

    Act to Russi Parasara କଳିଯୁଗରେ ମଣିଷ ର ୩୬୫ ଦିନ = ପିତ୍ୄ ପିରୁଷ ର ୧ଦିନ.

  • @ladukishoresabata6005
    @ladukishoresabata6005 2 роки тому +2

    ବୀରେନ୍ଦ୍ର ମହାଶୟଙ୍କର ମତ ହିଁ ଗ୍ରହଣୀୟ ।

  • @mahendrabehera5214
    @mahendrabehera5214 2 роки тому +2

    ସମସ୍ତ ପଣ୍ଡିତ କୁ ମୋର କୋଟି କୋଟି ନମସ୍କାର 🙏🙏🙏 ବହୁତ ସୁନ୍ଦର ବାଖା କରିଲେ🙏🙏🙏

  • @rajkoushal3111
    @rajkoushal3111 2 роки тому

    Samaste vala han till तथापि birendra pada nice iq👍👍👍👍👍👍

  • @sanatanpatra7615
    @sanatanpatra7615 2 роки тому +3

    Birendra sir you are right, i am agree to your opinion

  • @nareshdash3796
    @nareshdash3796 2 роки тому +1

    ଜୀବଦଶା ରେ ଶ୍ରାଦ୍ଧ ଅତି ଅକ୍ଷମଣୀୟ । ଦୟା କରି ପ୍ରସଙ୍ଗ ଠିକ ରଖନ୍ତୁ ।

  • @ladukishoresabata6005
    @ladukishoresabata6005 2 роки тому +2

    ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ସହିତ ଆଲୋଚନା କରାଯାଉ।
    ଅବିଦ୍ଯାର ଦୂର ହେବା ନିହାତି ଆବଶ୍ୟକ ।

  • @saraswatidhal7880
    @saraswatidhal7880 2 роки тому +1

    ଜୀବିତ ରେ ଶ୍ରଦ୍ଧା ଯୁକ୍ତ ସେବା କରିବା ଶ୍ରାଦ୍ଧ mruture ସ୍ମୃତି ଚାରଣ ସଠିକ ବ୍ୟବସ୍ତା ଏ କଥା ସମସ୍ତେ ଗ୍ରହଣ କରିବା ଉଚିତ ନମସ୍ତେ ବୈଦିକ ଗୁରୁ ମହୋଦୟ

  • @asitrout7659
    @asitrout7659 2 роки тому +2

    🙏🙏🌹ଜୟ ଜଗନ୍ନାଥ

  • @alekhkumarpanda7999
    @alekhkumarpanda7999 2 роки тому +6

    ଏକାଦଶାହ ଅଧରାତେଣ ପ୍ରେତ ଜାନ୍ତି ଜମା ଳୟା

  • @anantanaik499
    @anantanaik499 2 роки тому +4

    ବିରେନ୍ଦ୍ର କୁମାର ପଣ୍ଡା ସାର୍ ଆପଣଙ୍କୁ ଅଭିନନ୍ଦନ

  • @tapannayak4187
    @tapannayak4187 2 роки тому +3

    ପିତା ମାତାଙ୍କ ଜୀବିତ ଅବସ୍ଥାରେ ଶ୍ରଦ୍ଧା ରେ ସେବା କରିବା ଏବଂ ମ୍ରୁତ୍ୟୁ ପରେ ମଧ୍ୟ ପୁର୍ବ ପୁରୁଷ ଙ୍କୁ ଶ୍ରଦ୍ଧା ରେ ପିଣ୍ଡଦାନ କରିବା ମଧ୍ୟ ଶ୍ରାଦ୍ଧ ଦେବା ଆବଶ୍ୟକ, ପଣ୍ଡିତ ମଣ୍ଡଳୀ ଙ୍କୁ ଅନୁରୋଧ ପରମ୍ପରା ଧର୍ମ କୁ ପଥ ଭ୍ରଷ୍ଟ କରନ୍ତୁ ନାହିଁ

    • @ranjitapattnaik8950
      @ranjitapattnaik8950 2 роки тому +1

      sardha na kale
      pitru mane asntusta hebe.
      atama bhat ki ba

  • @aksar1608
    @aksar1608 Рік тому +1

    ବଢିଆ ବଢିଆ ଆଲୋଚନା 🙏🙏🙏🙏🙏🙏🙏🙏

  • @birennanda3012
    @birennanda3012 11 місяців тому +1

    ମୁଁ ବୀରେନ୍ଦ୍ର ଗୁରୁଜୀ ଙ୍କ କଥା ରେ ହିଁ ଏକ ମତ, ପ୍ରଣlମ୍ ଗୁରୁଜୀ 🙏

  • @gobindachandrasatapathy4685
    @gobindachandrasatapathy4685 2 роки тому

    ମୋ ମତ ରେ ଯେଉଁ ମାନେ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି ମାନନ୍ତି, ସେମାନେ ଶ୍ରାଦ୍ଧ ଦେବା ଉଚିତ, କାରଣ ଜଗନ୍ନଥ ଙ୍କ ପାଖରେ ଲାଗି ହେଉଥିବା ଭୋଗ, ନୈବେଦ୍ୟ ଆମର ବିଶ୍ୱାସ, ଜଗନ୍ନାଥ ପାଆନ୍ତି, ଏହା ନିରାଟ ସତ୍ୟଓ ପରୀକ୍ଷିତ, କିନ୍ତୁ କେହି ଦେଖି ପାରନ୍ତି ନାହଁ, ସେହିଭଳି ଆମର ଶ୍ରାଦ୍ଧ ରେ ଆମେ ଅର୍ପଣ କରୁଥିବା ଭୋଗ ନିଶ୍ଚିତ ଆମର ପ୍ରିତୁପୁରୁଷ ଙ୍କୁ ପ୍ରାପ୍ତ ହୋଇଥାଏ, ଯେଉଁ ମାନଙ୍କର ଜଗନ୍ନାଥ ଙ୍କୁ ବିଶ୍ୱାସ ନାହିଁ, ସେମାନେ ଶ୍ରାଦ୍ଧ ଦେଲେବି କିଛି ମୂଲ୍ୟ ନାହିଁ, ସେମାନେ ଆଧୁନିକ ବିଜ୍ଞାନ ରେ ଜଗନ୍ନାଥ ଙ୍କୁ ବିଶ୍ୱାସ, ଅନୁଭବ କେମିତି କରିବେ, ସବୁ ବିଜ୍ଞାନ ଆମ ଜଗନ୍ନାଥ ଙ୍କ ପାଖରେ ଶେଷ ହୋଇଯାଇଛି, ଏହା ମୁଁ କହୁନି, ବିଜ୍ଞାନ ର ରିସର୍ଚ୍ଚ ନାସା ମତ, ଆରେ ଆଧୁନିକ ବିଜ୍ଞାନ ଅଳ୍ପ ବାଟ ଯାଇଛି, ବିଶ୍ଵ ର ରହସ୍ୟ ଭେଦ କରି ପାରିବତ, ମନୁଷ୍ୟ ପାଖରେ ସେ ସମୟ ଅଛିତ, ଜୟ ଜଗନ୍ନାଥ

    • @Purushottam-h4c
      @Purushottam-h4c 10 місяців тому

      ଜଗନ୍ନାଥ ବି ଶ୍ରାଦ୍ଧ ଦିଅନ୍ତି , ଦେବଦୀପାବଳି Dec.11,12 and 13 ଏବର୍ଷର ପାଞ୍ଜି ଦେଖନ୍ତୁ।

  • @aratidakua7571
    @aratidakua7571 2 роки тому +1

    I request to prarthana Chanel md.please invite swamy sudhananda Saraswati ji

  • @sushantamishra5390
    @sushantamishra5390 2 роки тому +5

    Pandita Birendra nku pranam

  • @jnanadiptasamantaray1562
    @jnanadiptasamantaray1562 9 місяців тому +1

    ବଞ୍ଚିଥିବା ଅବସ୍ଥାରେ ଶ୍ରଦ୍ଧା କରାଯାଏ ।
    ଶରୀର ତ୍ୟାଗ ପରେ ଶ୍ରାଦ୍ଧ ଦିଆ ଯାଏ । ପୃଥିବୀରେ ୪ ପ୍ରକାର ମଣିଷ ଆସନ୍ତି । କେଉଁଠାରୁ କେଉଁମାନେ ଆସିଥାନ୍ତି ?

  • @pabitrarout9918
    @pabitrarout9918 Місяць тому

    ପଣ୍ଡିତ ବୀରେନ୍ଦ୍ର ମହାଶୟଙ୍କ ବ୍ୟାଖ୍ୟା ଖୁବ୍ ସୁନ୍ଦର

  • @subhradiplenka4620
    @subhradiplenka4620 2 роки тому +5

    Biren sir is really right . I congratulate him .

  • @bichitramallick6150
    @bichitramallick6150 Рік тому +3

    Only birendra sir,❤

  • @prabhakardas4898
    @prabhakardas4898 2 роки тому +1

    ଏ କଳିଯୁଗ ଚେନାଲରେ କେବଳ ଅହଂକାର ପ୍ରଦର୍ଶନ କରାଯାଉଚି କେବଳ ନିଜକୁ ଶ୍ରେଷ୍ଠ ବନେଇବା ପାଇଁ

  • @mvkuudsjvlydts1115
    @mvkuudsjvlydts1115 2 роки тому +1

    ମୁଁ ମୋର ବହୁତ ଦିନର ପ୍ରଶ୍ନ ର ଉତ୍ତର ଆଜି ଏହି video ମାଧ୍ୟମରେ ପାଇଗଲି 🙏🙏🙏

  • @anilkumartandibspsonepur9322
    @anilkumartandibspsonepur9322 2 роки тому +2

    Bapa maam sammana hi prakruta utam karjya

  • @lalitakantabehera6757
    @lalitakantabehera6757 2 роки тому +1

    birendra sir nku koti koti pranam anhali janajagarana swagat jogya apankar aou gotia sakhatkat asamajaku darkar jay jagannath🙏🙏🙏🙏🙏🙏🙏🙏

  • @chandrakantamishra6879
    @chandrakantamishra6879 2 роки тому +1

    ଶ୍ରାଦ୍ଧ କରିବା ଦ୍ଵାରା ପିତୃ ପୁରୁଷ ମାନେ ପାଇଥାନ୍ତି , ବିଭିନ୍ନ ଉପାୟରେ । ଖାଦ୍ୟ ହିସାବ୍ ରେ ହଉ କି ଜୀବିକା ହିସାବ୍ ରେ

  • @kumudinidash1481
    @kumudinidash1481 2 роки тому +2

    ଉଭୟ ପଣ୍ଡିତ ଶ୍ରୀଯୁକ୍ତ ଧୃବ... ମହୋଦୟ ଓ ବେଦ ବାଚସ୍ପତି ଶ୍ରୀଯୁକ୍ତ ବୀରେନ୍ଦ୍ର ତ୍ରିପାଠୀ ମହୋଦୟ ସଠିକ ବୁଝି'ଛନ୍ତି...

  • @RohitaRohita-f2t
    @RohitaRohita-f2t 6 місяців тому

    ବହୁତ ସୁନ୍ଦର କଥା ଆଲୋଚନା

  • @SantoshSahu-lw8jn
    @SantoshSahu-lw8jn 2 роки тому +2

    ମୁଂକ କରୋତି ବାଚାଳମ. ଅନୁଭବ ହୀନ ବ୍ୟକ୍ତବ୍ୟ ଦୁଃଖ ଦାୟକ 😭😭😭😭😭

  • @singraisoren2115
    @singraisoren2115 Рік тому

    Birendra Babu bahut bahut dhanyabad Ehipari andha bhaktanku ahuri Dashabarsa darkar

  • @bapunilenka6791
    @bapunilenka6791 2 роки тому +5

    ବଞ୍ଚିବା ବେଳେ ଶ୍ରଦ୍ଧା କର ବାପା ମା କୁ ମଲା ପରେ ଶ୍ରାଦ୍ଧ କର ।

  • @suii_7770
    @suii_7770 2 роки тому +2

    Kariya aau sradhakriya bhitare uchharana re kichhi praveda achhi ki ,jadi achhi ta hele seta kan?

  • @padamanabhamishra9902
    @padamanabhamishra9902 2 роки тому

    ଭୂମିକମ୍ପ ଓ ଯୁଧରେ ଆଉ ଅପମୃତ୍ୟୁ ରେ ସହସହ ଲୋକ ମରିଥିବା ବେଳେ କିଏ ସେମାନଙ୍କ ପିନଡଦାନ କରେ ସେହି ବ୍ୟକ୍ତିଙ୍କୁ କଣ ବୈକୁଣ୍ଠ ପ୍ରାପ୍ତି ହୁଏ ନା ନରକ ଭୋଗ ହୁଏ

  • @saraswatidhal7880
    @saraswatidhal7880 2 роки тому +1

    ଏ କଥା bedanu ମୋଦିତ କି ଯାହା ବୈଦିକ ସଂସ୍କୃତି ରେ ନାହିଁ ତାକୁ କେମିତି ମାନିବା ଯିଏ ଯାହା ଲେଖି ଦେବେ ଆଖିବୁଜି କଣ ଆମେ ମଣିନେବା

  • @santukope6238
    @santukope6238 Рік тому

    oti sundar sir

  • @GAVS104
    @GAVS104 2 роки тому +3

    ମହାଶୟ ଵୁଦ୍ଧିଯୁକ୍ତ ହେଵା ଆଵଶ୍ୟକ!

  • @rabinath2640
    @rabinath2640 10 місяців тому +1

    Congratulations to Prarthana chanei for this great full debate.

  • @manojkumarpradhan516
    @manojkumarpradhan516 2 роки тому +1

    ଧୃବ ବାବୁ ପ୍ରଣାମ,ଧନ୍ୟବାଦ,ଶ୍ରୀକୄ ଷ୍ନ ଯୁଦ୍ଧ କରୁଥିବା ସମୟରେ ଶ୍ରାଦ୍ଧ ପାଇଥିବା ପୁରାଣରେ ଅଛି,ଏଣୁ ମୄତ୍ୟୁ ପରେ ଶ୍ରାଦ୍ଧ ଦେବାଉଚିତ୍ ।

  • @Rajivarya403
    @Rajivarya403 2 роки тому +1

    ବହୁତ ସୁନ୍ଦର ପ୍ରସ୍ତୁତ

  • @santoshkumarmishra2620
    @santoshkumarmishra2620 2 роки тому +1

    ମହାଜନ ଯେନ ଗତ ସ ପନ୍ଥା.

  • @brajabandhusahoo6043
    @brajabandhusahoo6043 2 роки тому

    Samaste father and mothernku jibitavbastare seba karantu

  • @amitaroul6252
    @amitaroul6252 2 місяці тому

    ବିରେନ୍ଦ୍ର sir nku କୋଟି କୋଟି ପ୍ରଣାମ

  • @dillipkumarbiswal5917
    @dillipkumarbiswal5917 2 роки тому +6

    Great presentation

  • @bhagirathinayak1393
    @bhagirathinayak1393 Місяць тому

    ଯୁଗେ ଯୁଗେ ଧାର୍ମିକ ମୌଲବାଦୀ ମାନଙ୍କ ଶାସନ ଚାଲିଛି

  • @trilochanpatnaik6321
    @trilochanpatnaik6321 Рік тому +1

    ଜୀବିତ ଅବସ୍ଥାରେ ଶ୍ରଦ୍ଧା କୁ ସେମାନଙ୍କ ଅ ବର୍ତ୍ତମାନର ଶ୍ରାଦ୍ଧ ରେ ପରିଣତ କର।

  • @prasanadas1416
    @prasanadas1416 Місяць тому

    ମୃତ୍ୟୁ ପରେ ଶ୍ରାଦ୍ଧ ଜନ୍ମ ଜନ୍ମାନ୍ତର ପ୍ରାପ୍ତି ହୁଏ।
    ବିନା ଇନ୍ଦ୍ରିୟ ରେ, ସମ୍ପର୍କରେ ମଧ୍ୟ ପଞ୍ଚ ତତ୍ତ୍ଵ ଜରିଆରେ ଆଉ ଏକ ଶରୀର ରେ ସନ୍ତୁଷ୍ଟି ମିଳେ।
    ଶ୍ରାଦ୍ଧ ଯୋଗୁଁ ଅନ୍ୟ ଶରୀର ରେ ମଧ୍ୟ କିଛି ବ୍ୟକ୍ତି ବିନା ଚେଷ୍ଟା ରେ ସନ୍ତୁଷ୍ଟି ତଥା ସହଜ ସାଧ୍ୟ ଭାବରେ ଇଚ୍ଛାକୃତ ଦ୍ରବ୍ୟ ପ୍ରାପ୍ତ ହୋଇଥାନ୍ତି।

  • @manoranjandash1643
    @manoranjandash1643 2 роки тому +1

    ପିତା ମାତାଙ୍କ ଜୀବିତ ଅବସ୍ଥାରେ ଶ୍ରଦ୍ଧା ଓ ସେବା ପ୍ରଜୁଜ୍ଯ। ପିତା ମାତାଙ୍କ ମୃତ୍ୟୁ ପ୍ତରେ ଶ୍ରାଦ୍ଧ ଓ ତ‍ର୍ପଣ ଅବଶ୍ୟମ୍ଭାବୀ,ପୁତ୍ର ପାଖରେ ମାଁ ବାପା କେବେ
    ମରି ପାରନ୍ତି ନାହିଁ

    • @amulyachandrapanigrahi8227
      @amulyachandrapanigrahi8227 2 роки тому

      ଯେଉଁ ଭାତ ପୁରୀ ତରକାରୀ କିଏ ଖାଏ?

    • @amulyachandrapanigrahi8227
      @amulyachandrapanigrahi8227 2 роки тому

      ନିଜ ର କରମ ନିଜ ର ଆତ୍ମା କୁ ମୁକ୍ତ କରେ, ଅନ୍ୟ କେହି ମୁକ୍ତ କରି ପାରିବ ନାହିଁ, ସତ୍ଯ ହିଁ ମୁକ୍ତ କରିଥାଏ

  • @somanathkhara8368
    @somanathkhara8368 Рік тому +1

    Birendra sir, welcome to ur openion really correct.I accept ur express.

  • @kishordash2451
    @kishordash2451 2 роки тому +1

    ଶ୍ରଦ୍ଧା ରୁ ଶ୍ରାଦ୍ଧ ପାଳିତ ।ଶ୍ରଦ୍ଧା ଯା ନାହିଁ ହୃଦଗତେ ତା ଦ୍ରବ୍ଯ ଛୁଇବା କ୍କେମନ୍ତେ ।

  • @PITAMBARMAHALIK-zq8uh
    @PITAMBARMAHALIK-zq8uh 5 місяців тому

    ଏଠାରେ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ବୃନ୍ଦଙ୍କୁ ମୋର ପ୍ରଣାମ

  • @bhombole9524
    @bhombole9524 2 роки тому

    ଅନ୍ୟ ମାନଙ୍କୁ କୁହନ୍ତୁ ଜାବି କହିବେ ପ୍ରମାଣ ଭିତ୍ତିକ କହିବେ ଇଆଡୁ ସିଆଡୁ କହି ଲୋକ ମାନଙ୍କୁ ଭୁଲାଉଛନ୍ତି