ପରମାୟୁ କପାଳଲିଖନ ନା ପରିବର୍ତ୍ତନଶୀଳ ? | କଳିଯୁଗ | Kaliyuga | EP 14 | 31st July 2022 | Prarthana

Поділитися
Вставка
  • Опубліковано 25 січ 2025

КОМЕНТАРІ • 190

  • @baliajena3728
    @baliajena3728 2 роки тому +7

    ଅଲଗା ଧର୍ମର ଲୋକମାନେ ସଠି ଯେଉଁମାନେ କରନ୍ତି ନାହିଁ ସେମାନେ କଣ ଅଲଗା ଦେଶମାନେ ଯେଉଁମାନେ ମାନନ୍ତି ନାହି । ସେମାନେ କଣ

  • @jagabalia8481
    @jagabalia8481 2 роки тому +10

    ଛିଙ୍କ କେତେବେଳେ ଆସିବ ଜାଣି ନ ଥିବା ଲୋକ ମାନେ ଏ ବାବଦ ରେ କଣ କହିବେ, ବେକାର ଆଲୋଚନା। ସତ୍ୟ ଏହା ଯେ ମୃତ୍ୟୁ ନିଶ୍ଚିତ, ତଥାପି ମଣିଷ ତାର ଅହଙ୍କାର ପାଇଁ ନିଜ ମତ କୁ ସତ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥାଏ।

    • @smita8599
      @smita8599 2 роки тому

      Pura sathik katha te kahichanti apana

  • @kkmusicstudio7531
    @kkmusicstudio7531 2 роки тому +5

    ସାବିତ୍ରୀ କଣ ବିଜ୍ଞାନ ବଳରେ ସତ୍ୟବାନ କୁ ବଂଚେଇଲେ କି? ସବୁ ଶଳା ପାଗଲ

    • @raghunathmasanta7367
      @raghunathmasanta7367 9 місяців тому +1

      ସାବିତ୍ରୀ ସତ୍ୟବାନ ଏକ କାହାଣୀ ମାତ୍ର।ଲୋକମାନଙ୍କୁ ବା ସ୍ଵମୀ ସ୍ତ୍ରୀଙ୍କୁ ସମାଜରେ ଭଲ ହବାପାଇଁ ଏ ଏକ କାହାଣୀ

  • @umasahukara6966
    @umasahukara6966 3 місяці тому

    କର୍ମ ହିଁ ଭଗବାନ

  • @manavsanskarsangha5974
    @manavsanskarsangha5974 2 роки тому +9

    ମୂତ ମନୁଷ୍ଯ କୁ ଯେଉଁ ମାନେ ଯିବିତ କରି ପାରିବ ସେ କପାଳ କୁ ପରିବତନ କରିପାରିବ

    • @raghunathmasanta7367
      @raghunathmasanta7367 9 місяців тому

      ମୃତ କୁ କେହି ବଞ୍ଚେଇ ପାରିବେନି

  • @odishakalatutorial6883
    @odishakalatutorial6883 2 роки тому +2

    ଡ.କାନୁନ୍ ଗୋ ଠୀକ୍ କହିଛନ୍ତ। କାରଣ ବିଜ୍ଞାନ କେତେ ଆଗେଇଲେ ମଧ୍ୟ ନିଜର ଭାଗ୍ୟକୁ ବାଦେଳୀ ବାରିବ ନାହିଁ ଜୟ ଜଗନ୍ନାଥ

  • @akhayaarcharya7433
    @akhayaarcharya7433 2 роки тому +6

    Science is correct everyday, every time for human being .

  • @kumarpanda3559
    @kumarpanda3559 2 роки тому +1

    ବହୁତ ଭଲ ପ୍ରସଙ୍ଗ

  • @kkmusicstudio7531
    @kkmusicstudio7531 2 роки тому +5

    ବିଜ୍ଞାନ ବଳରେ କହିପାରିବେକି ସୀତାରାମ ବାବୁ ନିଜେ କେବେ ମରିବେ? ମୋ ଦେହ ଅସୁସ୍ଥ ଅଛି ଡାକ୍ତର ଦେଖେଇ ଦେଖେଇ ଭିକାରି ହେଲେଣି ଭଲ ହଉନି କାହିଁକି ? ପାଗଲ ସବୁ ଦିଟା ଯାକ l

  • @Dinabandhu-m5k
    @Dinabandhu-m5k Рік тому

    ଆଜି କୋଟି କୋଟି ମାନବଙ୍କ ଜନ୍ମ, କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ..... 🌹ହରି ଓଁ ତତ ସତ....

  • @rabindranayak5237
    @rabindranayak5237 2 роки тому +2

    Very nice discussion against blind believe

  • @JagabandhuDas-vs7vm
    @JagabandhuDas-vs7vm 10 місяців тому

    Excellent representation

  • @niranjanoram3605
    @niranjanoram3605 2 роки тому

    ରାମ ସୀତା , ସାବିତ୍ରୀ ଏଗୁଡାକ ପୁରାଣ କାହାଣୀ
    ଏସବୁ ବାସ୍ତବ ସମାଜରେ ଉଦାହରଣ ଦେବା ଯୁକ୍ତି ଯୁକ୍ତ ନୁହେ ।ଧାର୍ମିକ ଭାବନାରୁ ଯେତେ ଦୂରେଇ ରହିବେ ସେତିକି ଅଧିକ ଶାନ୍ତିରେ ବଞ୍ଚିବେ ।ପୃଥିବୀରେ ନାସ୍ତିକ ମାନବ ଅଧିକ ଶାନ୍ତିରେ ବଞ୍ଚିଛି ।

  • @Dinabandhu-m5k
    @Dinabandhu-m5k Рік тому

    ବିଜ୍ଞାନ ଆଧ୍ୟାତ୍ମିକ ଶକ୍ତି କୁ ବୁଝି ପାରିବ ନାହିଁ, ନିଜର ଅହଂକୃତ ଭାବନା ଦୈବୀ ଶକ୍ତିର ଭାବନାକୁ ଏଡାଇ ଦେଉଛି .... ଯାହାର ପ୍ରମାଣ ନିଜେସ୍ରଷ୍ଠା କହିଛନ୍ତି ମୋ ମାୟା ମୋତେ ଅଗୋଚର, କାହୁଁ ଜାଣିବ ନର ଛାର.... ନିଜର ସ୍ଥୁଳ ଭାବନା ରେ ସୁକ୍ଷ୍ମ ଶକ୍ତି ବୁଝିବା କେବଳ ନିଜ ଆତ୍ମ ଚେତନା ସୂଚାଇ ପାରିବ

  • @debendranayak5009
    @debendranayak5009 2 роки тому

    Thanks DR kanungo

  • @karenterprises6827
    @karenterprises6827 2 роки тому

    ସାର୍ ଜାଣିନାହାନ୍ତି ସେଥି ପାଇଁ କହୁଛନ୍ତି ଭାଗ୍ୟ କିଛି ନାହିଁ

  • @jhumurimallick2573
    @jhumurimallick2573 Рік тому

    Jai sree jagannath same 🙏🙏🙏🙏🙏🙏

  • @bhagabanpradhan7500
    @bhagabanpradhan7500 2 роки тому +1

    ଜଗବନ୍ଧୁ ସାରଙ୍କ ଆଲୋଚନା ବିଜ୍ଞାନ ସମ୍ମତ

  • @niranjanoram3605
    @niranjanoram3605 2 роки тому

    ଭାଗ୍ଯ କିମ୍ବା କପାଳ ଲିଖନ ଏ ସବୁ ପୁରାପୁରି ଭୁଲ ।
    କର୍ମ ଦ୍ବାରା ଭାଗ୍ଯ ତିଆରି କରାଯାଏ ।ପୁରାଣ ଗାଥା କୁ ଉଦାହରଣ ଦେଇ ସମାଜରେ ଭୁଲଧାରଣା ଦେବା ଆହୁଳି ଭୁଲ ।

  • @trilochanpatnaik6321
    @trilochanpatnaik6321 2 роки тому +1

    କପାଳ ଲିଖନ ଯାହା ଥାଉ ପଛେ ଜନ୍ମ ପରେ ତାହା ମନୁଷ୍ୟର କର୍ମ ଦ୍ଵାରା ନିୟନ୍ତ୍ରିତ ହୋଇ ଥାଏ।

    • @payalpayal9411
      @payalpayal9411 2 роки тому

      Tahale trilochan babu aapna kahantu ta aapna ayusha kete ?

    • @trilochanpatnaik6321
      @trilochanpatnaik6321 2 роки тому

      ମୁଁ ଯେପରି କର୍ମ କରୁଛି ତାହା ଯିଏ ଦେଖୁଚି ଓ ତାର ମୂଲ୍ୟାୟନ କରୁଛି ଅର୍ଥାତ୍ ନିଜେ ପରମବ୍ରହ୍ମ ବିଚାର କରିବେ ମୁଁ କେତେ ଦିନ ଜୀବିତ ରହିବି। ମୁଁ କିଏ?

  • @ramachandrajena8123
    @ramachandrajena8123 2 роки тому +11

    ସୂତାର ମହାଶୟଙ୍କ ମତକୁ ମୁଁ ସମର୍ଥନ କରୁଛି କାରଣ ସେ ବାସ୍ତବ କଥା କହିଛନ୍ତି। ଆଉ ସବୁ କଥା ବ୍ୟର୍ଥ । ମୁନିଋଷି ମାନେ ଯୋଗ ପ୍ରାଣାୟ ପାଇଁ ଅଧିକ ସମୟ ବଞ୍ଚିଥିଲେ ଏବଂ ସାଧାରଣ ଲୋକ ମାନେ ଅଳ୍ପ ଦିନ ବଞ୍ଚୁ ଥିଲେ

    • @anantarampodh4711
      @anantarampodh4711 2 роки тому +1

      I Aiims mbbs Aiims mbbs Aiims

    • @artistchiku1153
      @artistchiku1153 2 роки тому

      Tu taa sabu janichu tu sarbagyna taa

    • @alokpradhan2958
      @alokpradhan2958 Рік тому

      Jiban bisaya re tumara anubhuti bahut kam ..... Jouthi pain tume sutar babu nka katha ku samarthana kala...... Nija ra own opinion.... Doctors differ......

  • @h.krisnanayak3041
    @h.krisnanayak3041 2 роки тому

    Jay jagannath swami

    • @AlineOp
      @AlineOp Рік тому

      ମଣିଷର ପରମାୟୁ ପରିବେଶ ପରିସ୍ଥି ଖାଦ୍ୟ ଚଳଣି ମନ ଏସବୁକୁ ନେଇ ହୋଇଥାଏ।ନିଜର ଶରୀର ସୁସ୍ଥ ଥିଲେ ନିଶ୍ଚୟ ସେମଣିଷ ଅଧିକ ଦିନ ବଂଚି ପାରିବ।ପୁରାଣ କଥା ଛାଡି ଦିଅନ୍ତୁ।

  • @ramchandrapanda1474
    @ramchandrapanda1474 2 роки тому +1

    ଏ କେହିଜାଣୀନାହାତି ଏହାକନାକକୁମାଡିଵସ ଏସଵୁଜାଣିପାରିଵେ

  • @niranjanpradhan8460
    @niranjanpradhan8460 2 роки тому +1

    କହିଲ ଦେଖୀ କଉ ବୈଜ୍ଞାନିକ ପ୍ରଥମେ ମେନ୍ ତିଆରି କରିଥିଲେ

  • @nirmalsahoo5052
    @nirmalsahoo5052 2 роки тому +1

    Jay jagannath

  • @chainpatro7850
    @chainpatro7850 2 роки тому +1

    A, c patro babanpur aska ganjam Orissa india
    Our best news is a veergood channel very nice 👍😌👍👩👩

  • @kumudinidash1481
    @kumudinidash1481 2 роки тому +3

    ବିଷୟସୂଚୀ ହିଁ ଉତ୍ତର, ଅର୍ଥାତ୍ ଉଭୟକୁ ପ୍ରାଣୀ ବା ଜୀବଟିଏ ଭୋଗ କରିଥାଏ...

  • @kishorekumbhar2855
    @kishorekumbhar2855 2 роки тому

    Opinion of sutar sir is right

  • @FAKIRJENA-du2zs
    @FAKIRJENA-du2zs Місяць тому

    ଆରେ ମୂର୍ଖ ପଣ୍ଡିତ! ଷଠି ଦେବୀ କିଏ ଓ ତାଂକ କପାଳ ଲିଖନ କିଏ କଲା?

  • @ashutospradhan9754
    @ashutospradhan9754 2 роки тому

    Jhunjhunwala କାହିଁକି ବହୁତ୍ ପଇସା ଥାଇ ମଧ୍ୟ ବଞ୍ଚିପରିଲା ନାହିଁ

  • @sashikantatripathy2221
    @sashikantatripathy2221 2 роки тому

    As per conclusion of mr Tripathy that's appropriate thanks

  • @VillageMastiAllVideo6947
    @VillageMastiAllVideo6947 Рік тому

    3:44🙏🙏4:43👍👍5:59😡😡ଦେବେନ୍ଦ୍ର ତୁ କାଲା, ମୁକ ହୋଇଯିବୁ ରହିଥା 😡😡😡😡⚠️⚠️⚠️⚠️⚠️

  • @saratchandradas9573
    @saratchandradas9573 2 роки тому +3

    ବିନା ପ୍ରମାଣ ରେ କୈାଣସି କଥା କୁ ଗ୍ରହଣ କରିବା ଉଚିତ ନୁହେଁ।ଏ ବାବଦରେ କୌଣସି ପ୍ରମାଣ ଦେଇପାରୁ ଥିବା ବ୍ୟକ୍ତି ମାନଙ୍କୁ ସ୍ଥାନ ଦିଅନ୍ତୁ। ଯଦି ଆବଶ୍ୟକ ପଡେ ୮୬୫୮୫୭୯୨୫୪ ରେ ଯୋଗାଯୋଗ କରନ୍ତୁ।

  • @karenterprises6827
    @karenterprises6827 2 роки тому

    ସୃତାର ସର୍ ଙ୍କୁ ମୋ କହିବାକୁ ଚାହିଁ ବି ଯଦି ମଣିଷ ଜାଣିପାରିବ କେତେଦିନ ବଞ୍ଚିବ ସେ କାହାକୁ ମନିବନି ମେଡିକାଲ କଣ କହୁଛନ୍ତି

  • @niranjanpradhan8460
    @niranjanpradhan8460 2 роки тому +1

    ସାଇନ୍ସ ଗୋଟେ ଲୋକକୁ ମଲା ପରେ ବଞ୍ଚାଇ ପାରିବକି ଗୋଟେ ଲୋକ ମଲା ପରେ ଯଦି କିଛି ଆଙ୍ଗ ନଷ୍ଟ ହେଉଛି ତାକୁ change କରି ବଞ୍ଚି ପାରିବ ପାରୁନି କାହିଁ କି

    • @niranjanpradhan8460
      @niranjanpradhan8460 2 роки тому +1

      Ex- ଗୋଟେ ଲୋକ ମଲା ପରେ ତାହାର ସବୁ ଅଙ୍ଗ ସାଇନ୍ସ change କରୁ ତା ପରେ ଆତ୍ମ କୁ ନେଇ ତାର ଦେହରେ ପୁରାଉ ଆତ୍ମ ତିଆରି କରୁ ସବୁ ସାଇନ୍ସ କରୁଛି ଆତ୍ମ ତିଆରି କରିପାରୁନି କାହିଁକି

    • @raghunathmasanta7367
      @raghunathmasanta7367 9 місяців тому

      ଆଧ୍ୟାତ୍ମିକ ମଲା ଲୋକକୁ ବଞ୍ଚେଇ ପାରୁଚିକି

  • @Dinabandhu-m5k
    @Dinabandhu-m5k Рік тому

    ବିଜ୍ଞାନ କିଛି ମିଛ କହୁଛି... ସେ ଅଧ୍ୟାତ୍ମା ଜ୍ଞାନକୁ ବିଶ୍ୱାସ କରୁନାହିଁ..... କାରଣ ଆଜିର ଜୀବନ, ସମ୍ପୂର୍ଣ ମୋହଗ୍ରସ୍ତ.. ଖୁବ ନିକଟରେ ସମାଜ ବୁଝିବ, ଈଶ୍ୱର ଙ୍କ ବେଦକ୍ତ ଶାସ୍ତ୍ର ଭବିଷ୍ୟତର ବୁଝାଇ ଦେବ ସ୍ରଷ୍ଟାଙ୍କ ବାଣୀ ସତ୍ୟ କି ମିଛ. ...

  • @sumisonu7330
    @sumisonu7330 2 роки тому

    Bala katha

  • @EvenswarpradhanPradhanevenswar
    @EvenswarpradhanPradhanevenswar 3 місяці тому

    କପାଳରେ ଯଦି ମଣିଷ କୁ ଇଶ୍ୱର ଲେଖି ଦେଇ ଛନ୍ତି ତାହା ହେଲେ ଆପଣ ଇଶ୍ୱର ଙ୍କୁ ବିରୁଦ୍ଧ କରୁଛନ୍ତି

  • @ranjitnayak9484
    @ranjitnayak9484 2 роки тому +1

    କପାଳ ଲିଖନର ପରିବତନ praman କ'ଣ?

  • @saratmishra7800
    @saratmishra7800 2 роки тому +2

    ସୁତାର ବାବୁ ୩୩ବର୍ଷପରମାୟୁ ଏହାର ଉଦାହରଣ ଦେବେ କି?

  • @tofankumar8129
    @tofankumar8129 2 роки тому

    Jagabandhu and sutar sir are right speach

  • @dipusahu5658
    @dipusahu5658 2 роки тому +2

    Birendra pandanku daka

  • @bhimadharswain9983
    @bhimadharswain9983 2 роки тому +2

    ଜଣେ ଭଲ ମଣିଷ ମାନେ ଦେହ ସୁସ୍ଥ ଅବସ୍ଥାରେ ମୂତ୍ୟୁ ହୁଏ ବିଜ୍ଞାନ ଆୟୁଷ ବଢାଇ ପାରିବେକି

  • @dolagobindaswain8255
    @dolagobindaswain8255 Рік тому

    No one can change it.

  • @rabisaa5558
    @rabisaa5558 2 роки тому

    E sutar ku kie dakichhi ...
    E sutar ,e video ra 3:00 minutes Samaya re kahuchhi ki amara paramayu jadi 50 barsha achhi ki 80 barsha achhi tahele binchhana re ,rogasajya re padi rahile mari ba nahi boli , kana rogasajya re, binchhana re padi rahithiba loka doctor pakhaku baa hospital ku gale maru nahanti ki ? E ki prashna karuchha sutar babu... Kana hospital ku jiba loka aau maru nahanti ?

  • @jaymadhab5545
    @jaymadhab5545 2 роки тому +2

    Bhagay kichi nahi

  • @bjayaraj6046
    @bjayaraj6046 9 місяців тому

    ହଁ ହଁ ଯେମିତି ପାଖଣ୍ଡି ମାନେ କହିଛନ୍ତି ଅଜାତିକୁ ବାଣିଜ୍ୟ ଅଡ଼ୁଆ ସେଇଭଳି

  • @binodsahoo1550
    @binodsahoo1550 2 роки тому

    Cut hand after operation why is not strong as it before,Can science do it.

  • @h.krisnanayak3041
    @h.krisnanayak3041 2 роки тому

    Ame nija akhire dekhuchu

  • @porikhitodash3660
    @porikhitodash3660 2 роки тому

    Well come. all

  • @satyabanpujari97
    @satyabanpujari97 2 роки тому

    ତୁଷାର ବାବୁ ଆଉ ଜଗବନ୍ଧୁଙ୍କ କଥା ଏକଦମ ମିଛ।ଏ ଦୁହିଁଙ୍କୁ କେବଳ ମାତ୍ର ବିଜ୍ଞାନ ଜନ୍ମଦେଇଛି। କପାଳ ଲିଖନ କେ କରିବ ଆନ ଏହା ଏକଦମ ସତ୍ୟ।ଜୟ ଜଗନ୍ନାଥ 🙏🙏🙏🙏

  • @VillageMastiAllVideo6947
    @VillageMastiAllVideo6947 Рік тому

    ବିଜ୍ଞାନ ମଲା ଲୋକଙ୍କୁ ବଂଚେଇ ପାରିବକି

  • @sarojkumarpradhan1917
    @sarojkumarpradhan1917 2 роки тому +1

    10000000%kapala likhana is always right, bakisabu ajana katha

  • @nrusinhatripathy6930
    @nrusinhatripathy6930 2 роки тому +2

    ସୁତାର ସାର ହେଉ ଛନ୍ତି ଭକ୍ତ ସୁଦାମା ଶ୍ରୀକୃଷ୍ଣଙ୍କୁ ପାରିଜାତ ବୃକ୍ଷକୁ ପ୍ରଥମେ ମୂଳରୁ କାଟି ପରେ ସେ ପୁରା ପୁରି ଓଦା।

  • @ashirbadmahanta1042
    @ashirbadmahanta1042 2 роки тому

    Sar sabu bele seilukaku nei aluchana kale kichhi kamakaibanai

  • @nirmalmohanty2995
    @nirmalmohanty2995 2 роки тому

    Jiae sidha dairekte binaa karanaru mare seeta kapaala likhana

  • @kartickjena841
    @kartickjena841 2 роки тому

    Good is All might

  • @nirmalmohanty2995
    @nirmalmohanty2995 2 роки тому

    13 basharu. 500 barsha kemiti helaa see kaha kaha thu pailaa

  • @nidhiabainsia1704
    @nidhiabainsia1704 2 роки тому +1

    Karma hin Bhagavan

  • @manojmishra3356
    @manojmishra3356 2 роки тому

    Dr kanun go ମହାଶୟ ଯାହା କହିଲେ, ମହଜନସ୍ୟ ଗତସ ପନ୍ଥା, ଯଦି ଜଣେ ମଣିଷ ସାଧାରଣ ଜୀବନ ଯାପନ କରେ ଲୋଭ ମାୟା କାମନା ବାସନା ରୁ ଦୁରେଇ ରୁହେ ତାହେଲେ ସେ ଦୀର୍ଘାୟୁ ହୋଇପାରିବ, ମୋ ମତରେ ଭାଗ୍ୟ ବୋଲି କିଛି ଅଦୃଶ୍ୟ ଶକ୍ତି ଅଛି ନିଶ୍ଚୟ...

  • @pravakarbehera4612
    @pravakarbehera4612 2 роки тому +4

    ସୂତାର ସାର୍ ଓ ପାଣି ସାର୍ ଙ୍କର ମତ ସମ୍ପୂର୍ଣ୍ଣ ଠିକ୍

  • @saratchandradas9573
    @saratchandradas9573 2 роки тому

    ଆପଣ ଏହି ଭଳି ଚିନ୍ତାଧାରା ର ଆଲୋଚନା କରିବା ପାଇଁ ଧନ୍ୟବାଦ। କିନ୍ତୁ ଏହି ଭଳି ଆଲୋଚନା କରିବା ପାଇଁ ପ୍ରଥମେ ଵୁଝିବା,ତାପରେ ତା'ର ପ୍ରମାଣ ସହକାରେ ଆଲୋଚନା କରିବା ପାଇଁ ଆଗେଇବା ଉଚିତ ହେବ।

  • @subashbaraj8705
    @subashbaraj8705 2 роки тому

    This is only possible in India,

  • @dolagobindaswain8255
    @dolagobindaswain8255 Рік тому

    Ayusa prefixed

  • @binodsahoo1550
    @binodsahoo1550 2 роки тому

    Man wants always, to be young ,why science is not help

  • @rupalibehera3377
    @rupalibehera3377 2 роки тому

    Ajika dinare amar hebara prakriya achhiki?

  • @shrinibassutar7763
    @shrinibassutar7763 2 роки тому +3

    ଦୟାକରି କହିବେ କି ଏହି ଆଲୋଚନା ଅଂଶଗ୍ରହଣ କରୁଥିବା ଦର୍ଶକ ମାନେ ସ୍ଥାୟୀ ସଦସ୍ୟ ନା ପରିବର୍ତ୍ତନଶୀଳ । ଯଦି ପରିବର୍ତ୍ତନଶୀଳ ତେବେ ଏଥିରେ ଅଂଶଗ୍ରହଣ କରିବା କୁ ହେଲେ ଯୋଗାଯୋଗ କେମିତି ହୋଇପାରିବ ?

  • @kanhabiswal6283
    @kanhabiswal6283 2 роки тому

    Mr. Tusar Babu tame kichi jani na... Khali ghughu ghughu bhalia bobuchaa.

  • @rabisaa5558
    @rabisaa5558 2 роки тому +1

    Tame mane jau kapala likhana ,aau kana kana boli kahuchha je ajika date re epari b ehi manisha samaj re dekhibaku Mile je jane loka sustha ,sabal thiba, chaluthiba, buluthiba, khauthiba, piuthiba aau mrutyubarana kariba, taha kana kapala likhana nuhe ? Bigyana ku nei ete ghamand karani
    Bigyana bala re unnati hau ni, baram abanati heichalichhi ...

  • @h.krisnanayak3041
    @h.krisnanayak3041 2 роки тому

    Kete loka manankara pua jhia nahi bigyana paribeni

  • @digambarbehera7278
    @digambarbehera7278 2 роки тому +1

    Yours is the best program to educate people of odisha for their advancement.

  • @jyotiranjantripathy8919
    @jyotiranjantripathy8919 2 роки тому

    Bigyan kahiba agaru panjire lekha hauchii kete barsa haba

  • @ashutospradhan9754
    @ashutospradhan9754 2 роки тому +2

    ସବୁର ସମ୍ଭାବନା ଅଛି ଏ କଥାକୁ ବିଶ୍ବାସ କରିବା ଦରକାର

  • @santoshrs2870
    @santoshrs2870 2 роки тому

    Tame sabu kete din banchib samaste janich ki

  • @nityanandanaik1848
    @nityanandanaik1848 2 роки тому

    What sutarBabu telling is correct

  • @nirmalmohanty2995
    @nirmalmohanty2995 2 роки тому

    Jou loka. Chahiba. Taa . . . Sahajyare kapaala chenhe Kari pariba. . Saying. Narayanan. Krusnha kahichhanty

  • @rtclasses3214
    @rtclasses3214 2 роки тому +1

    Jst contact with REIKI foundation fr clear all ur doubt...

  • @nirmalmohanty2995
    @nirmalmohanty2995 2 роки тому

    Tahele Satya . Dharma. Manisha vhitare parthakya kana

  • @bhanjakishorenayak6607
    @bhanjakishorenayak6607 2 роки тому

    Shastragya Mane

  • @jaymadhab5545
    @jaymadhab5545 2 роки тому

    Paramau jadi achhi tahele khaiba piba darkar nahi.
    Paramau achhi nakhau.

  • @jaymadhab5545
    @jaymadhab5545 2 роки тому +2

    Kapal likhan kichi nahi

  • @bkmanoj6057
    @bkmanoj6057 2 роки тому +1

    Please once visit Prajapati brahmakumaris ashrama and clear your doubts.

  • @chamarpanigrahi3186
    @chamarpanigrahi3186 2 роки тому +2

    ସୁତାର ବାବୁଙ୍କ କଥାରେ ସତ୍ୟତା ନାହିଁ କି ଦମ୍ଭ ନାହିଁ l ଦୁନିଆ ରେ ଏପରି ବ୍ୟକ୍ତି ଅଛନ୍ତି l ଯେଉଁ ମାନଙ୍କ ଜୀବନ ଶୟଲି ଅତ୍ୟନ୍ତ କଦର୍ଯ୍ୟ l ପ୍ରତିଦିନ ମଦ ପିଉଛନ୍ତି ରାସ୍ତାରେ ଗଡୁ ଛନ୍ତି ତାଙ୍କର ଖାଦ୍ୟ ପେୟ ର ଠିକଣା ନାହିଁ l ସେଭଳିଆ ଲୋକ ଅଶି ନବେ ବର୍ଷ ରେ ଏ ବେ ଅଛନ୍ତି l କିନ୍ତୁ ଆଉ କେତେ ଲୋକଙ୍କ ଜୀବନ ଶୟଲି ଅତ୍ୟନ୍ତ ସୁନ୍ଦର କେବେ ମଦ କିମ୍ବା ଅନ୍ୟ କୌଣସି ନିଶା କରନ୍ତି ନାହିଁ l ବହୁତ ଖୁସି ରେ ରହନ୍ତି l ଓ ତାଙ୍କର ପୂର୍ଵ ପୁରୁଷ ମଧ୍ୟ ଦୀର୍ଘାୟୁ ଥିଲେ l କିନ୍ତୁ ସେ ମଧ୍ୟ ଚାଳିଶ ପଚାଶ ବର୍ଷରେ ମରିଛନ୍ତି l ତାହେ ତାର ଆୟୁଷ କଣ କପାଳ ଲିଖନ ନୁହେଁ କି, ଜଣଙ୍କର ଆୟୁଷ ଅଛିବୋଲି କଣ ଦେହ ଖରାପ ହେଲେ ଡାକ୍ତର ଙ୍କ ପାଖକୁ ଯିବେ ନାହିଁ କାହିଁକି, ଡାକ୍ତର ଙ୍କ ପାଖକୁ ଯିବା , ହେଉଛି ଆମର କର୍ତ୍ତବ୍ୟ l ରୋଗ ଭଲ ହେବା ନହେବା ଆମର ଭାଗ୍ୟ l ଆପଣ ମାନଙ୍କୁ ଆମର ଅନୁରୋଧ ଏପରି ନକାରାତ୍ମକ ଆଲୋଚନା କରନ୍ତୁ ନାହିଁ ଆୟୁଷ ହେଉଛି କପାଳ ଲିଖନ ଜୟ ଜଗନ୍ନାଥ l କିଛି ଯଦି ଭୁଲ ଥାଏ କ୍ଷମା କରିବେ

    • @chamarpanigrahi3186
      @chamarpanigrahi3186 2 роки тому +1

      ସୁତାର ବାବୁ କହି ପାରି ବେକି ସେ ନିଜେ କେତେ ବର୍ଷ ବଞ୍ଚିବେ

    • @satyabanpujari97
      @satyabanpujari97 2 роки тому

      Right 👍👍👍

  • @rataniekka
    @rataniekka 9 місяців тому

    Kichhi clear bujhi hela nahi samastankara mata alaga kahara ades thik confused

  • @koelprinter7568
    @koelprinter7568 2 роки тому

    କପାଳ ଲିଖନ ବୋଲି କିଛି ନାହିଁ ।

  • @prafullakumarpradhan8129
    @prafullakumarpradhan8129 2 роки тому +1

    Sitar bubu jane bijya byakitwa , annu dambhakti bhabare upastapana kariparuchhanti. No one can similar with him , So on next episod call some scientiest for argument & final opinion.

  • @bidyadhardas8022
    @bidyadhardas8022 2 роки тому +2

    ସୁତାର ବାବୁ ପଣ୍ଡିତ ନୁହନ୍ତି. ତାଙ୍କୁ ସେ ଆସନ ରେ ବସାଇବା ଭୁଲ. ଅନ୍ୟ ମାନଙ୍କ ଯୁକ୍ତି ଠିକ୍. ସବୁ କପାଳ ଲିଖନ. ସାବିତ୍ରୀ ରେ ଯାହା ହେଲା ସବୁ ସବୁ କପାଳ ଲିଖନ. କିନ୍ତୁ ସୁତାର ବାବୁ ଏକ ମୂର୍ଖ. ଭୁଲ ଭୁଲ ଯୁକ୍ତି କରି ପାରନ୍ତି. ଆଧ୍ୟାତ୍ମିକ ଜ୍ଞାନ ଆଦୌ ନାହିଁ. କି ବିଜ୍ଞାନ ଜ୍ଞାନ ବି କିଛି ମାତ୍ର ରେ ନାହିଁ. କପାଳ ଲିଖନ କେହି କହି ପାରିବେ ନାହିଁ. ଯାହା ବିଶ୍ଵର ଘଟି ଯାଉଛି ତାହା ବିଶ୍ୱ କପାଳ ରେ ଲେଖା ହୋଇଛି

  • @SanjaySanjay-qi2pf
    @SanjaySanjay-qi2pf 2 роки тому

    Mora namaste sabu gurujana mananku mora kahibar je mora sanmanya debendra sutar sair o sanmanya jagabandhu pani sair jaha bi kahile sampurna bhabe thik mu sethire akmata prathame apana mane bujhantu vagya sabtha ra artha kana artha na bujhi a karana ru ama vitare donda hauchi dekhantu falara Anya nama vaghyara ok ame jaukarma Kariba se fala amaku jebe miliba seta amara vaghya athi bahut loka janama haba purbaru mobile nathila to Abe jetebele mobile baharila sehimane dhruchanti na nahi nija karma fala ba vaghya ame nije lekhu au kehi nuhan

  • @binodsahoo1550
    @binodsahoo1550 2 роки тому

    Why science is not protect death

  • @satyabanpujari97
    @satyabanpujari97 2 роки тому

    ତୁଷାର ବାବୁଙ୍କୁ ତାଙ୍କ ପିତାମାତା ଜନ୍ମ ଦେଇନାହାନ୍ତି, ତାକୁ ବିଜ୍ଞାନ ଜନ୍ମଦେଇଛି ସେଠାପାଇଁ ସେ ପ୍ରତ୍ୟେକ କଥାରେ ଖାଲି ବିଜ୍ଞାନକୁ ସାମ୍ନାରେ ଆଣୁଛନ୍ତି।🙏🙏🙏🙏🙏

  • @smita8599
    @smita8599 2 роки тому

    A duijana scince na r ku neiki bekar prabachan dauchanti kichhi clear kariparunahanti..

  • @kedarnathbehera711
    @kedarnathbehera711 2 роки тому

    Bi

  • @worldsuprimpower....8452
    @worldsuprimpower....8452 2 роки тому

    Kali jug me paramayu .kal ki hat me .ok .koi likhan ki basa barti nehi ..he

  • @sushilkumar-jy2qg
    @sushilkumar-jy2qg 2 роки тому

    Mali yug

  • @jashobantaraut6701
    @jashobantaraut6701 2 роки тому

    Mu kuschinkaruchi since aagthila na SASTRA thila

  • @gourishankarparida6937
    @gourishankarparida6937 2 роки тому

    Kapala likhana ke Kariba ana

  • @subratnayak2129
    @subratnayak2129 2 роки тому +1

    Brahmana vs jyotish bada kie

  • @pintumahapatra4756
    @pintumahapatra4756 2 роки тому

    A nirdista karana heuchi kapalalikhan

  • @jyotiranjantripathy8919
    @jyotiranjantripathy8919 2 роки тому

    Se sutaar kichhi janini taku sethu Bida kara

  • @arnapurnarasalilaasatsang9455
    @arnapurnarasalilaasatsang9455 2 роки тому +2

    ଜଗବନ୍ଧୁ ଆଉ ସୂତାର ଗାଣ୍ଡୀ ଆ ର ପୁଅକୁ boring re ପକାଇଦେଖ