ନବୀନଙ୍କ ଆଗରେ କାନ୍ଦ, ସତ ନା ଅଭିନୟ ? Farmer Prasant Parija | Naveen Patnaik Met Farmer | Asala Katha

Поділитися
Вставка
  • Опубліковано 4 січ 2025

КОМЕНТАРІ • 232

  • @Amesabuodia-h7f
    @Amesabuodia-h7f День тому +23

    ସେ ଧାନ ତାର ନୁହଁ ମୋ ପାଖରେ ପ୍ରମାଣ ଅଛି

    • @kishore6469
      @kishore6469 День тому

      Al pob going on beacuse of media I have a question to media and request also when election campaign is going on how candidates are visited to people for vote and after win how they are visiting to people can u show them. If they are, make two roles. Why can't a farmer do the same. Some media are nonsense.

    • @hansdahcreation4k849
      @hansdahcreation4k849 День тому

      right

    • @karatom1432
      @karatom1432 2 години тому

      Bhai tana ghara kouthi

  • @gugulprosound1809
    @gugulprosound1809 День тому +24

    କଥା କହିଲା ବେଳକୁ
    ପାଟି ଖନୀ ବାଜି ଯାଉଛି
    କୁହ ମୁଁ କିଛି ସମୟ ପାଇଁ
    ନାଟକ କରୁଥିଲି...
    ନବୀନ ବାବୁ ଖରାପ୍ ନୁହଁ ❤️
    ସିଏ ବହୁତ୍ ଭଲ 👍
    ଭିଡିଓ ରୁ ଯାହା ଜଣା ପଡୁ କି ନ ପଡୁ
    କିନ୍ତୁ ତୁମେ ମିଛ କହୁଛ
    ବୋଲି ଜଣା ପଡ଼ୁଛି
    ତୁମ କଥା ବାର୍ତ୍ତା ରୁ 😲

  • @debasishdwibedy1291
    @debasishdwibedy1291 2 дні тому +20

    ଭାଇ ର ଗୋଟା ଦିଟା contractee ବିଲ୍ ଅଟକେଇ ଦିଅ ସତ ସତିକା କାନ୍ଦ ବାହାରି ଜୀବ

  • @StudioShuvam
    @StudioShuvam День тому +5

    ନବୀନ ଚେଲା

  • @kanhadas7870
    @kanhadas7870 2 дні тому +28

    ସୁନ୍ଦର୍ ଅଭିନୟ, ଡ଼ାହା ମିଛୁଆ 😂

    • @kishore6469
      @kishore6469 День тому

      Al pob going on beacuse of media I have a question to media and request also when election campaign is going on how candidates are visited to people for vote and after win how they are visiting to people can u show them. If they are, make two roles. Why can't a farmer do the same. Some media are nonsense.

  • @Kalundia436
    @Kalundia436 2 дні тому +17

    ୟାକୁ farmer id ମାଗନ୍ତୁ ଏବ୍ଂ ଧାନ ମଣ୍ଡି କାର୍ଡ ମାଗନ୍ତୁ ଦେଖିବା. ହେଲେ ଜଣା ପଡିବ. ତାର body language ରୁ ଜଣା ପଡୁଚି ଠକ ବୋଲି

  • @mrbirendravlogs
    @mrbirendravlogs День тому +1

    ଏନ୍ତା କାଣା ଅଭିନୟ କରୁଛୁ...ବୋ...ଆମ ସମ୍ବଲପୁର ଆସବା ବୁଲେ...ଆମେ ସିଖେଇଦେବା...ଏନ୍ତା ନି କରବା....ଗଲା...ଏବେ...ଧରାପଡ଼ିଗଲନ....ଆଉ କାଣା ହେବା...

  • @sujitamantaamanta8431
    @sujitamantaamanta8431 День тому +4

    ଏଟା ସଳ ଜଲଦି ମରିବ ଜଗନ୍ନାଥ ରାଣ ଖାଉଛି ଜୟ ଜଗନ୍ନାଥ 🙏⭕‼️⭕

  • @pradhanfarming5161
    @pradhanfarming5161 2 дні тому +13

    ଯେଦି ସେ ଜଣେ contractor ତାହେଲେ ସେ ନିଶ୍ଚିତ ଅଭିନୟ କରିଛନ୍ତି।

  • @muodia2002
    @muodia2002 День тому +6

    ସୁପର ମିଛୁଆ

  • @lijupradhan3037
    @lijupradhan3037 День тому +8

    ବହୁତ ବଢିଆ ଡ୍ରାମା 😂😂😂😂

  • @iknow7753
    @iknow7753 День тому +3

    କେତେ ଟଙ୍କା ନେଇଛୁ ପ୍ରଶାନ୍ତ ପରିଜା ଅଭିନୟ କରିବା ପାଇଁ

  • @manamohanmarndi6630
    @manamohanmarndi6630 День тому +8

    ଚାଷୀ ମାନଙ୍କୁ ଅପମାନ କଲେ ଏଇ ମେଣ୍ଢା ଲୋକ

  • @rrodishavillagecomedy7385
    @rrodishavillagecomedy7385 День тому +3

    ସତ ଚାଷୀ ହେଉ ବା ମିଛ । ସରକାରଙ୍କ ନିକଟରେ କାନ୍ଦିଛି କି । ବିରୋଧୀ ନିକଟରେ ହଜାରେ କାନ୍ଦିଵାରେ ଲାଭ କଣ‍ , ବିରୋଧୀ ଖ୍ୟତି ପୂରଣ ଦବ କି ।ମିଡିଆ ଯେମିତି ପ୍ରସାରଣ କରୁଛି, ଯେମିତି ଲାଗୁଛି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଚାଷୀ ତାଙ୍କୁ ଲୁଟୁଛି।

  • @narayanpanda4011
    @narayanpanda4011 2 дні тому +11

    ପାଟି khani ମାରି ଯାଉଛି ମାନେ ମିଛ କରୁଛି ।

  • @laxmidhardas6096
    @laxmidhardas6096 2 дні тому +14

    ଅଭିନୟ କରିଛନ୍ତି ନବିନ ର ଛେଲା

    • @kishore6469
      @kishore6469 День тому

      Al pob going on beacuse of media I have a question to media and request also when election campaign is going on how candidates are visited to people for vote and after win how they are visiting to people can u show them. If they are, make two roles. Why can't a farmer do the same. Some media are nonsense.

  • @nayaksatyajit9183
    @nayaksatyajit9183 2 дні тому +13

    ଅଭିନୟ ଥିଲା

  • @SwayamSantosh4u
    @SwayamSantosh4u День тому +4

    କି ଅବସ୍ଥା ରେ ଭାଇ। ନିର୍ଦେଶନା ଏବଂ ଅଭିନୟ ଦୁଇଟି ଯାକ ବହୁତ ଭଲ ଅଛି।

  • @Struggling0
    @Struggling0 День тому +5

    ବର୍ଷକୁ ୮ ଏକର ରୁ ଧାନ ଚାଷ କରି ମାତ୍ର ୫୦୦୦୦/- ?? ଚାଷୀ ଭାଇ ମାନେ ଚିନ୍ତା କରନ୍ତୁ । ଆଉ ଅଧିକ କହିଲେ ନିଜକୁ ଲାଜ ଲାଗୁଚି

  • @amarjeetlifestylevlog3161
    @amarjeetlifestylevlog3161 32 хвилини тому +1

    ପୂର୍ବତନ ମୁଖ୍ୟମନ୍ତ୍ରୀ ❎ ମୁଖ୍ୟମନ୍ତ୍ରୀ 😂😂 ଉପସ୍ଥାପକ ବି ମାନୁଛନ୍ତି ମୁଖ୍ୟମନ୍ତ୍ରୀ କିଏ 😅

  • @iknow7753
    @iknow7753 День тому +1

    ସମ୍ପତି ଯେତେ ଥର ପଚାରିବା ସେତେ ଜମି ତାର😢😢😢😢😢😢😢

  • @samiranjana2083
    @samiranjana2083 2 дні тому +3

    ଏକୁ ଦେଖିଲେ ଲାଗୁନି ଏ ଗୋଟେ ଚାଷୀ ବୋଲି
    8acr Land ଥିଲେ ଖାଲି ଚାଷୀ ହୋଇଯିବେନି
    ତା ପାଖରେ କିଏ ଜାଣେ ଅଛନ୍ତି ଯାହାର instruction re ସେ questions ra answar ଦଉଛି

  • @iknow7753
    @iknow7753 День тому +2

    ପ୍ରଶାନ୍ତ ପରିଜା ତୋର ପରିବାରକୁ ଲାଜ ନାହିଁ ରେ ଛି ଛି ଛି 😅😅😅😅😅😅😅

  • @SudamNahak-u9l
    @SudamNahak-u9l 2 дні тому +6

    ଜୟ ଜବାନ ଜୟକିସାନ
    ଜୟନବିନ

  • @krushnasahoo155
    @krushnasahoo155 2 дні тому +4

    8ଏକର ଚାଷ ପ୍ରସାନ୍ତ ପରିଜା ଗରିଵ ଚାଷି ମୋହନ ସରକାର କୁ ଅନୁରୋଧ ଏମହାଶୟକୁ ଆଉ 8ଏକର ଜମି ଦିଅ ତାର ବର୍ଷକୁ 1ଲଖ୍ୟ ଆୟ ହେଉ

  • @tapasranjan4146
    @tapasranjan4146 День тому +2

    Eiye rool karuchi

  • @hariharapanda678
    @hariharapanda678 2 дні тому +8

    ଅଭିନୟ ନ କରିଥିଲେ ବିଜେପି ସରକାର କୁ ଆସିପାରିନଥାନ୍ତା

  • @iknow7753
    @iknow7753 День тому +1

    ଏ ଚାଷୀ ନୁହେଁ ଭଡୁଆ ଅଭିନେତା😅😅😅😅😅😅😅😅

  • @basantsahoo108
    @basantsahoo108 День тому +1

    ସୁନ୍ଦର ଉପସ୍ଥାପନା

  • @bharathikaka7677
    @bharathikaka7677 День тому

    ଏମିତିକା ଚୋର ସଡ଼ା ମାନଙ୍କ ପାଇଁ ତ ପ୍ରକୃତ ଚାଷୀ ଙ୍କ ପାକରେ କିଛି ପହଞ୍ଚି ପାରୁନି, ଏମିତି କା ଚୋର ମାନଙ୍କୁ କେବେବି ଛାଡ଼ନ୍ତୁ ନାହିଁ ନ ହେଲେ ଏମିତି ହିଁ ଚାଷୀ କୂଳ ବୁଡ଼ିଯିବ. 🙏🏿🙏🏾🙏🏽🙏🏼🙏🏻🙏

  • @prasantdash2845
    @prasantdash2845 День тому +2

    ତୋତେ ଆଉ କିଛି ମିଳିବନି.
    ...ଯାହା ବାଳ ମିଳିବ

  • @KshirodKumarPatra-r9u
    @KshirodKumarPatra-r9u 2 дні тому +10

    ଆପଣଙ୍କ ଏହିପରି ନବୀନ ଙ୍କୁ ଅପମାନିତ କଥାରେ 👉ନବୀନ ପଟ୍ଟନାୟକ ଙ୍କ ଭ୍ୟାଲୁ ବଢ଼ିଯିବ

    • @lalit98193
      @lalit98193 День тому +2

      BJD exposed

    • @SwayamSantosh4u
      @SwayamSantosh4u День тому

      ଏ ଭଳିଆ ଭାଣ୍ଡାମି ଯୋଗୁଁ ନବୀନ ପଟନାୟକଙ୍କର ଥିବା ମର୍ଯ୍ୟାଦା ଯାଉଛି ଆଉ ଗଲା ମଧ୍ୟ

  • @CreationOdia1234
    @CreationOdia1234 День тому +3

    ଆପଣ ଚାଷ କରିନାହାନ୍ତି ଜଣେ ଚାଷୀ ର ମନ ର ଦୁଃଖ କୋହ କେମିତି ବୁଝିବେ ଯାହାର କ୍ଷତି ହେଇଛି ତା ମନ କେତେ ପୋଡୁଥିବ କି ଜଳୁଥିବ କିନ୍ତୁ Media ବାଲା Ac Room ରେ ବହୁତ୍ ସହଜ ରେ କହିଦେବ ଚାଷୀ ଟି ଅଭିନୟ କରିଲା ତୁମ ଭଳି Media ଙ୍କୁ Otv ଭଳି Media ଙ୍କୁ ଭଗବାନ୍ କ୍ଷମା ଦେବନି

    • @Amesabuodia-h7f
      @Amesabuodia-h7f День тому

      ସେ ମୋ ଗାଁ ର ଲୋକ ମୂଜାନିଛି ସେ ସେ ସାଲେପୁର ବିଧାୟକ ଙ୍କ ପାଖ ଲୋକ ପ୍ରମାଣ ଅଛି

  • @DUKHIAHANSDAH-mt6eu
    @DUKHIAHANSDAH-mt6eu День тому +1

    ଅଭିନୟ କରିଛନ୍ତି ଟିକେ ଅଭର ଏକ୍ଟିଂ ହେଇଗଲା

  • @PrinceKing-m3e
    @PrinceKing-m3e День тому +1

    କଣ ଯାତରା ହଉଥିଲକି ଅଭିନୟ କରୁଥିଲେ

  • @prakashbehera3159
    @prakashbehera3159 День тому +1

    ଆପଣ ତାହାଲେ ଚାଷୀକୁ ତାସଲ୍ୟ କରୁଛନ୍ତି ଚାଷୀ ଅଭିନୟ କରୁ କି ନକରୁ ଆପଣ ଭଲ ଅଭିନୟ କରୁଛନ୍ତି

  • @jagannathbhajan-l6f
    @jagannathbhajan-l6f День тому +1

    ଭାଇ ମାନେ ଆଉ ଗୋଟେ କଥା ଲକ୍ଷ୍ୟ କରୁନାହାନ୍ତି?
    ୟାକୁ ବାଧୁଛି କଣ ପାଇ ଜାଣିଛନ୍ତି।
    ନବୀନ ପଟ୍ଟନାୟକଙ୍କ ଆସିବl ରେ ଜେତେଲୋକ ହେଇ ଥିଲେ,
    ମୋହନ ସାର ଆସିବାରେ ତା ଅଧାରୁ କମ ଲୋକ ଆସିଥିଲେ

  • @GoutamChandrasing
    @GoutamChandrasing День тому

    Oscar award ଆଗେ ପାଇବା ଦରକାର🎉🎉🎉🎉🎉🎉🎉

  • @manojmalick11
    @manojmalick11 2 дні тому +4

    ଅଭିନୟ କରିବାକୁ ପଡିବ
    ଅଭିନୟ ସମସ୍ତେ କରୁଛନ୍ତି ରାଜା ଆଗରେ କନ ରାଜାଙ୍କ ବସ୍ତ୍ର ପରିଧାନ କରି ଆସିଥିଲେ ଭଲ ହୋଇ ଥାନ୍ତା କୃଷୀ ଭାଇଜନଙ୍କ ଯଦି ଡ୍ରେଚେଞ୍ଜେକଲେ ଅସୁବିଧା କଣ ତମେ ଥରେ ଭାବି ଦେଖ ପ୍ରକୁତରେ ଖ୍ୟତି ହୋଇଛି ଚାସି ଭାଇ ମାନକର ଏ ଭାଇ ଯଦି ଡ୍ରାମା କରି ଜଣାଇଲେ ଅସୁବିଧା ଇଥିରେ କଣ ସମସ୍ତେ ତ ଅଭି ନୟକରୁ ନଥିଲେ ❤

  • @ChittaranjanBiswal-v1e
    @ChittaranjanBiswal-v1e День тому

    ମାନସ ବାବୁ ଆପଣଙ୍କ ମିଡ଼ିଆ ଭାଇମାନେ ଯେମିତି ଅତି ରଞ୍ଜିତ କଲେଣି ଯଦି ସରକାର ଚାଷି ଙ୍କୁ ଖ୍ୟତି ପୁରଣ ଦିଅନ୍ତି ତାହାହେଲେ ଏ ଚାଷୀଙ୍କୁ ମିଳିବ ଢ ?

  • @AbhimanyuSwain-q7h
    @AbhimanyuSwain-q7h День тому

    ଯେଉଁ ରାଜ୍ୟ ଚାଷୀ କେବଳ ଚାଷ କରିବ ସେ ରାଜ୍ୟରେ ଶିକ୍ଷକ ସକାଳୁ ଚାଷ କରି ସ୍କୁଲ ଯଉଛ ନ୍ତି ଏହା ପ୍ରତି ମିଡ଼ିଆ ଧାନ ଦେବ କୀ

  • @jitendrapradhan6986
    @jitendrapradhan6986 12 годин тому

    ସୋସିଆଲ ମିଡିଆରେ ଭାଇରାଲ ହବର୍ ଏକ ଅଭିନୟ

  • @pratimabarik1150
    @pratimabarik1150 2 дні тому +2

    ତୁ ଏତେ ଜୋର୍ ଜୋରରେ କାନ୍ଦୁ ଥୀଲୁ କାହିଁକି

  • @bram7195
    @bram7195 2 дні тому +1

    BJD ଚାଲ୍ ନବୀନ ପଟ୍ଟନାୟକଙ୍କ ଭୁଲ ନୁହଁ ତାର କିଛି ହରିଯାଇଥିବା କିଛି ଚେଲା or N ଟିଭି chennal

  • @PRASANNASAHOO-o7m
    @PRASANNASAHOO-o7m День тому

    Thank you sir . Your presentation and interrogation with that fake farmer is highly appreciated. Not only over this issue , but also in every issues your frankly & bravely presentations are highly appreciated . 🙏

  • @gavaskarpurtyofficial1797
    @gavaskarpurtyofficial1797 2 дні тому +1

    ଓଡ଼ିଶାରେ ଏକ ମାତ୍ରା ଚାଷୀ ଏଇ ବ୍ୟକ୍ତି l 2025ରେ କୃଷକ ଆୱାର୍ଡ ପାଇବ ଜଣା ପଡୁଛି l ଓଡ଼ିଶାରେ ଜଣଂକର ଧାନ ଖରାପ ହେଇଛି ଆଉ କାହାର ହେଇନି l

  • @DangerBoyRithik80544
    @DangerBoyRithik80544 2 дні тому +1

    ସତର ଆମ ଗାଁ ବିଲରେ ରେ ଧାନ ଜମା ନାହିଁ

  • @jyoshnaranidashjali
    @jyoshnaranidashjali День тому

    ଯିଏ ଚାଷୀ ତା କଷ୍ଟ କହିଲେ ନ ସରେ।ଆପଣ କେମିତିକା ଚାଷୀ ଆପଣଙ୍କ ଅଭିନୟ ରୁ ଜଣା ପଡ଼ୁଛି

  • @manojmalick11
    @manojmalick11 2 дні тому +2

    ଯଦି ଜଣେ ହସିବେ ତାମନେ କଣ ତମେ କହୁଥିଲ ସେ କାନ୍ଦୁଥିଲା

  • @sujitamantaamanta8431
    @sujitamantaamanta8431 День тому +2

    ପରମ ଡହରା ଏଟା

  • @pappuexpress172
    @pappuexpress172 2 дні тому +4

    ସାଡେ ମାଗିହା ଏ ସଳା 🤣🤣🤣

    • @kishore6469
      @kishore6469 День тому

      Al pob going on beacuse of media I have a question to media and request also when election campaign is going on how candidates are visited to people for vote and after win how they are visiting to people can u show them. If they are, make two roles. Why can't a farmer do the same. Some media are nonsense.

  • @tapanranasingh2148
    @tapanranasingh2148 День тому

    ଏଥିରେ ନବୀନ ପଟ୍ଟନାୟକଙ୍କ ଦୋଷ କଣ ?

  • @ShradhaOjha-e9u
    @ShradhaOjha-e9u 2 дні тому +2

    Remand re nia sata.khi bu khi bu

  • @SRPanda2024
    @SRPanda2024 2 дні тому +1

    Tama channel ku micha amaku sata.... Wonderful

  • @GOURANGAADAYADAVofficeal
    @GOURANGAADAYADAVofficeal День тому

    ସଲା ଅଭିନୟ କରୁଛି ମାଡ଼ ଦରକାର

  • @abhinashmohapatra2989
    @abhinashmohapatra2989 День тому +1

    ନବୀନ ସାର୍ କେ ବଦନାମ୍ କରବାର୍ ଲାଗି ମିଡ଼ିଆ ଆଉ ବିଜେପି ମିଶିଯାଇଛନ

  • @manoranjanjena6161
    @manoranjanjena6161 День тому

    ତୁମ କଥା ବର୍ତା ରୁ ଜଣା ପଡୁଛି ତୁମେ କଞ୍ଚା ମିଛ କହୁଛ । ଆଉ ତୁମେ ଯେଉଁ ମିଛରେ ଜଗନ୍ନାଥ ଙ୍କ ନାମରେ ନିୟମ କରୁଛ ସେଇ ଜଗନ୍ନାଥ ତୁମ କଥା ବୁଝନ୍ତୁ ।

  • @ManasNayak-52717
    @ManasNayak-52717 День тому

    ମିଛ ହେଲେବି କିଛି ସତ ଅଛି

  • @A_2_Z_Odia_Creative
    @A_2_Z_Odia_Creative День тому

    ଭିଡିଓ ଟିକୁ ଭଲ ସେ ଦେଖନ୍ତୁ। ବାବୁ ଜଣ ଲିଖିତ ଆକାରରେ ହୋଇଥିବା କଥା କୁ Copy paste କରୁଛନ୍ତି। କାରଣ ବାର ବାର ଉପର କୁ ଦେଖିକି କହୁଛନ୍ତି।

  • @giridharipalai3183
    @giridharipalai3183 2 дні тому +3

    Bhai gote chasi kn shirt paint pindhi pariboni

  • @JituPradhan-h8n
    @JituPradhan-h8n День тому

    ମୁଁ ଭାବୁଚି ଏଇଟା ଗୋଟେ ଷଡ଼ନ୍ତ୍ର ବୋଲି ସେଇଟା ବି ବିଜେପି ର ନହେଲେ କେମିତି ଭାଇରାଲ ହେଇଥାନ୍ତା ଆପଣମାନେ କୁହନ୍ତୁ

  • @DipakKing-c1t
    @DipakKing-c1t 2 дні тому +1

    Apan b mukhya mantry boli kahile na nai abe b ama samstanka manare Naveen

  • @SinghraiMurmu-z3i
    @SinghraiMurmu-z3i 2 дні тому +1

    Aeita abhinaya

  • @StudioShuvam
    @StudioShuvam День тому

    ଅଭିନୱ

  • @rudrabibhar1953
    @rudrabibhar1953 День тому

    ଚାଶିକୁନିଦାକରୁଥୀବାଳକକୁଟିକେବିଳାଜଳାଗୁନାଇକି
    ଚାଶିରଳାଗିହିଦେସଚଳୁଛି

  • @rupeshsha7099
    @rupeshsha7099 2 дні тому +3

    ପୂର୍ବ ଓଡ଼ିଶାରେ ଭାଇ ନବୀନ ପଟ୍ଟନାୟକଙ୍କ ପରି ଜଣେ ନେତା ପାଇବା କଷ୍ଟକର

  • @Mental9-c7n
    @Mental9-c7n 2 дні тому +4

    ଅଭିନୟ ଆଉ ମିଛ ପ୍ରହସନ ପାଇଁ ଆଜି ବିଜେପି ଶାସକ ଦଳ it best example in odisha okk bjp big example 😂

  • @shubhrajitmohanty2278
    @shubhrajitmohanty2278 День тому

    ବାରେ ବାରେ କି ଅଭିନୟ,😂😂😂

  • @prasantakumarmaharana1487
    @prasantakumarmaharana1487 День тому

    Naveen sir agaru kete buluthile, sabu contact thia hoithile chasi, contact mane pura 100% chasi

  • @Dipendra730
    @Dipendra730 День тому

    ତମେ ସବୁ News ବାଲା ଟଙ୍କା ଖାଉଛ ନବୀନ ବାବୁ ଙ୍କୁ ବଦ୍ ନାମ୍ କରୁଛ।

  • @munnaswain3795
    @munnaswain3795 День тому +1

    Manasa sir a ta kalakara ta

  • @Enough_blader
    @Enough_blader 2 дні тому

    ଏହି ଲୋକ କଥା କହିଲା ବେଳେ ଉପର କୁ କାହିଁକି ଉପରକୁ ଏତେ ଥର ଅନଉଛି ମାନେ camera ପଛ ପଟେ କିଏ ଜଣେ ଥାଇ ଆକୁ କିଏ କଥା ଶିଖୋଉଚି

  • @sarojrout3968
    @sarojrout3968 День тому +1

    Tu mgh news chanel kan janeibaku chanhuchhu, gote chasi jadi tara loss upastapan kariparilani..... Ei loka chasi mankara loss ku upastapana kala tahele tor mgh asubidha kouti, tu mgh new chanel kahuchhu mahangare tahele chasimanankar kichhi loss heini.....?

  • @SanjayTarai-yd4sb
    @SanjayTarai-yd4sb День тому

    Acting zabardast..Oscars miliba😀😀😀

  • @publicjindabad7848
    @publicjindabad7848 День тому

    ମୂଳା ଚାଷୀ

  • @DJ8260-i3i
    @DJ8260-i3i День тому

    No.2 ଗୋଦୀ ମିଡ଼ିଆ 😂😂😂😂

  • @jajnaduttananda5320
    @jajnaduttananda5320 2 дні тому

    Samaste kahuchanti mukhyamantri purba Tana kahu nahanti Bjd love every heart ❤

  • @nareshdhakad8817
    @nareshdhakad8817 2 дні тому

    Mora ghara nuapada district
    Amar ୧୨ acr jami achhi
    ସେଥିରୁ ୫ acr pura puri ଧାନ ନଷ୍ଟ ହୋଇ ଗଜା ହୋଇ ଯାଇଥିଲା ଆମକୁ govt tarafa ru କୌଣସି ସୁବିଧା ଟିକିଏ ମିଳିଲା ନାହିଁ
    ସେହି ଧାନ କୁ ମଣ୍ଡି ରେ ୫ kg kata gala per quantal

  • @BikramMahapatra-r6u
    @BikramMahapatra-r6u День тому

    Chasi janaka sata katha kahuchanti,,

  • @manoranjankhatua-ne8pm
    @manoranjankhatua-ne8pm 2 дні тому +1

    Wander Full Acting to BJD😅😅😅😅😅

  • @Mental9-c7n
    @Mental9-c7n 2 дні тому +1

    Reporter parama mg

  • @my.channel-14_
    @my.channel-14_ День тому

    Hasiba kaiki... Sabubele kandiba tame tv re dekhei trp neba

  • @subratkumarmallick6905
    @subratkumarmallick6905 День тому

    He may be planted by any party ?? What about the farmers that should be important for every channel of odisha . In comparison to jharkhand how much metric ton on the provison of govt to collect on budget ?? Who is the owner of this channel?? Only FMCG product share or stkae has been sold out today of 2nd brother !!
    Its a request to all media pls stand with farmers . They are not running their family with electoral bonds 😢😢

  • @manojmalick11
    @manojmalick11 2 дні тому

    ଧାନରୁ ବର୍ଷ କୁ 4ଥର ଲାଭ ହୁଏ

  • @NareshMahanta-gq9pw
    @NareshMahanta-gq9pw 2 години тому

    Prayajita karyakrama thila ma

  • @biratsamal9036
    @biratsamal9036 2 дні тому +2

    Haire maghia michha kahuchu

  • @manojmalick11
    @manojmalick11 2 дні тому

    ଆଗପଛ କଥା କିଛି ପଚରିବଦରକରେନାହି

  • @pratapbiswal7507
    @pratapbiswal7507 2 дні тому +1

    Just abhinaya karichi manisa marini tw

  • @Mental9-c7n
    @Mental9-c7n 2 дні тому

    Otv Argus odisha ru ban heu... Public nka dabi

  • @kishore6469
    @kishore6469 День тому

    Al pob going on beacuse of media I have a question to media and request also when election campaign is going on how candidates are visited to people for vote and after win how they are visiting to people can u show them. If they are, make two roles. Why can't a farmer do the same. Some media are nonsense.

  • @pruthwirajbarik1072
    @pruthwirajbarik1072 День тому

    Ahuri bhabi kaha...😂😂😂😂😅

  • @subalkumarswain1457
    @subalkumarswain1457 2 дні тому +1

    Odisha re adiniya Barsha hoichi na nahi ?

  • @pravatthatoithatoi
    @pravatthatoithatoi 2 дні тому +1

    Bjd bala Drama full 😂😂😂

  • @kishorsenapati9941
    @kishorsenapati9941 2 дні тому

    Amiti prasan b j p ku kebhe karat d l

  • @swarupnayak5239
    @swarupnayak5239 2 дні тому

    Sir tame news studio re jeu dress pindhichhanti, sei dress kn apana kn sabu place ku pindhiki jauchhanti.

  • @mrbirendravlogs
    @mrbirendravlogs День тому

    Agaku puspa 3 re rule miliba...😂

  • @raznsamantaray4833
    @raznsamantaray4833 День тому

    ଡହରା 😂😂😂ଲୋକ

  • @RashmiranjanKhadiratna
    @RashmiranjanKhadiratna 2 дні тому +1

    TU KALINGA GANANTYA KU ASE JATRA KARIBU

  • @BapiKhuntia-m9s
    @BapiKhuntia-m9s День тому

    Jahar 8ekar , se barsa ku 5000 0 kemiti rojogar karuchhanti

  • @vasundharaofficial
    @vasundharaofficial День тому

    Bjd kormi manne Controting, desi modho 🍻 bhathi, 😂😂😂 25 years bjd sason lokonku bokka koruthile, present avu chaliboni natak avu Lokonku bokka koriparibeni