ଆଫ୍ରିକାର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ || i visited sri jagannath temple in Africa Kenya

Поділитися
Вставка
  • Опубліковано 31 січ 2025

КОМЕНТАРІ • 762

  • @ajayakumarmohanty9582
    @ajayakumarmohanty9582 10 місяців тому +156

    କେନିଆର ସମସ୍ତ ଓଡିଆ ବନ୍ଧୁମାନଙ୍କ ପାଇଁ ଧନ୍ୟବାଦ। ଖୁସି ଲାଗିଲା। ଧନ୍ୟବାଦ।

  • @gk_creation__01
    @gk_creation__01 10 місяців тому +68

    ଆପଣ ମାନେ ଯେତେ ଜଣ ଆମ ଓଡ଼ିଶାରୁ ସେଠାରେ ଅଛ ସମସ୍ତଙ୍କ 🙏ଜୟ ଜଗନ୍ନାଥ 🙏

  • @dalibandhugouri6001
    @dalibandhugouri6001 10 місяців тому +1

    ଜୟ ⚫❗⚫ ଜଗନ୍ନାଥ 🙏🙏🙏 🚩🚩🚩

  • @hemanshuroutray918
    @hemanshuroutray918 10 місяців тому +1

    କେନିୟା ରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ 🎉ଜୟ ଜଗନ୍ନାଥ 🎉 ଳଭ ଭାଇ କୁ଼଼ ଧନ୍ୟବାଦ

  • @RanjanPatra-yb5mf
    @RanjanPatra-yb5mf 10 місяців тому +39

    ବାଲେଶ୍ବର ପିଲା like କର ଜୟ ଜଗନ୍ନାଥ୍🙏🙏🙏🙏 💖💖💖

  • @anupamanayak8568
    @anupamanayak8568 10 місяців тому +16

    କେନିଆରେ ରହିଥିବା ଓଡ଼ିଆ ପୁଅ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ।ଜୟ ଜଗନ୍ନାଥ ।

  • @bikashbasantadas6767
    @bikashbasantadas6767 10 місяців тому +27

    ଶ୍ରୀଜଗନ୍ନାଥ ଏଠି ସେଠି ସବୁଠି ବିଦ୍ୟମାନ । କେନିୟା ରେ ମିଳିବା କିଛି ଆଶ୍ଚର୍ଯ୍ୟଜନକ ନୁହେଁ ।

  • @hemantabahera8047
    @hemantabahera8047 10 місяців тому +72

    ଶୁଭ ସକାଳ ବହୁତ୍ ହି ଭଲ ଲାଗିଲା ଓଡ଼ିଆ ଗେଟ୍ ଟୁଗେଦର୍ ଓଡ଼ିଆ ଭାଇ ମାନେ ମିଳିମିଶି ଚଲୁଛନ୍ତି ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤❤❤

  • @sasmitapanda3688
    @sasmitapanda3688 10 місяців тому +1

    Jai Jagannath..bahut sundar..shandaar..bahare rahi ete badhia celebration 🎉🎉

  • @thakurmurmu5399
    @thakurmurmu5399 10 місяців тому +1

    Aadi napay

  • @duniyarangamancha230
    @duniyarangamancha230 10 місяців тому +249

    ଯାଜପୁର ରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ

    • @theanimal3153
      @theanimal3153 10 місяців тому +1

      ❤❤❤❤❤❤❤

    • @Volg-p9d
      @Volg-p9d 10 місяців тому +6

      Jayapura ru jeumane dekhuchanti semane khali like karibe anya mane kana karibeni ki

    • @prasantsahoo450
      @prasantsahoo450 10 місяців тому +4

      Love from Janpur❤

    • @Rj-vlog-01d
      @Rj-vlog-01d 10 місяців тому +1

      Jajpur

    • @SatyabrataDas56785
      @SatyabrataDas56785 10 місяців тому +1

      👍

  • @kumarajayofficial
    @kumarajayofficial 10 місяців тому +4

    ଏହି ଭିଡ଼ିଓ ରେ ବହୁତ ଓଡ଼ିଆ ଭାଇ ମାନଙ୍କର ଭଲପାଇବା ଦେଖିବାକୁ ମିଳିଲା, ଜୟ ଜଗନ୍ନାଥ ❤❤❤

  • @munahembram9610
    @munahembram9610 10 місяців тому +28

    JOHAR MARANG BURU
    JOHAR JAHER AYO
    🙏🙏🙏
    JAY⭕‼️⭕JAGANNATH
    🙏🙏🙏

    • @montubehera258
      @montubehera258 10 місяців тому +1

      🎉🎉🎉🎉🎉

    • @hansdahram1271
      @hansdahram1271 10 місяців тому

      ᱥᱟᱨᱦᱟᱣ ଧନ୍ୟବାଦ

  • @SDhantal123
    @SDhantal123 10 місяців тому +16

    ଭାରତର ସସ୍କୃତି ପରମ୍ପରା ବଜାୟ ରଖିଛନ୍ତି❤❤❤

  • @Krishnaamanatya-vt9fg
    @Krishnaamanatya-vt9fg 10 місяців тому +38

    କୋରାଫୁଟ୍ ପିଲା ଲାଈକ କର ଲଭ ଭାଈ କୁ ❤

  • @nakuladehuri9718
    @nakuladehuri9718 10 місяців тому +2

    ଆଫ୍ରିକା କେନିଆ ରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନକୁ ଜୟ 🙏🙏🙏🙏ଜଗନ୍ନାଥ

  • @judhisthiranaik2503
    @judhisthiranaik2503 10 місяців тому +10

    🙏🌹🔱🚩ଜୟ ଜଗନ୍ନାଥ 🌺ବହୁତ ଭଲ ଲାଗିଲା, କାରଣ ଆମ ଓଡ଼ିଆ ଭାଇ ମାନଙ୍କ ସହିତ ଦେଖା କରି ଆମ ଓଡିଶା ସଂସ୍କୃତି ବିଷୟରେ ପ୍ରଚାର ପ୍ରସାର କରୁଥିବାରୁ ବହୁତ ବହୁତ ଧନ୍ୟବାଦ, ବିଶେଷ କରି ଲବ ବାବୁଙ୍କ ବହୁତ ପରିଶ୍ରମରେ ଆମେ ଭିଡ଼ିଓ ଦେଖି ପାରୁଚୁ, ଏଣୁ ବହୁତ ବହୁତ ଧନ୍ୟବାଦ l 🙏🌺ଜୟ ଜଗନ୍ନାଥ 🚩🙏

  • @GotiMuktiAndolan_Odisha
    @GotiMuktiAndolan_Odisha 10 місяців тому +51

    ଆମ ଓଡିଆ ସମାଜ ଭାଇଭଉଣୀମାନଙ୍କୁ ନମସ୍କାର

    • @kilogram382
      @kilogram382 10 місяців тому +3

      ମୁଁ ଜଣେ ଆଦିବାସୀ 🤝 🙏 ନମସ୍କାର

  • @amiyanaik2892
    @amiyanaik2892 10 місяців тому +6

    କେନିଆରେ ଥିବା ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ, ମୋ ତରଫରୁ ନମସ୍କାର, ଜୟ ଜଗନ୍ନାଥ, ଓମ ସାଇରାମ୍

  • @jdsoren9299
    @jdsoren9299 10 місяців тому +19

    Laba Babu tumoku thanks. Joy Jagnnath and Hirla Marang Buru

  • @DjRAJENDRAMIX
    @DjRAJENDRAMIX 10 місяців тому +39

    Keonjhar pila 👍

  • @RagunathSamal
    @RagunathSamal 10 місяців тому +1

    All brothers I am salute 🎉

  • @Indian_creator_999
    @Indian_creator_999 10 місяців тому +31

    👎ମୟୂରଭଞ୍ଜ ରୁ କିଏ କିଏ like ଠକୋ 👍👍👍

  • @bickymj7982
    @bickymj7982 10 місяців тому

    ଜୟ ଜଗନ୍ନାଥ 🙏🙏🙏💞💞💞

  • @KabitaSamal-i6o
    @KabitaSamal-i6o 10 місяців тому

    ମୁଁ ଉ ଯାଜପୁର ର 🙏🙏🙏🙏🙏🙏👍👍👍👍

  • @village_vlog_japan
    @village_vlog_japan 10 місяців тому +1

    Jay Jagannath Swami Nayana Pathagami Bhaba Tume

  • @dasarathimohapatra618
    @dasarathimohapatra618 10 місяців тому +1

    କେନିୟା ରେ ଥିବା ସମସ୍ତ ଓଡିଆ ବନ୍ଧୁମାନେ ଭାଇଚାରା ଓ ଓଡ଼ିଆ ପରମ୍ପରାର ବଜାଇ ରଖିବାରୁ ବହୁତ ଖୁସି ଲାଗିଲା, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଆଗକୁ ବହୁତ ଉନ୍ନତି ହେଉ, ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, ଜୟ ଜଗନ୍ନାଥ,

  • @itssangramvlogs952
    @itssangramvlogs952 10 місяців тому +13

    ଆମେ ଓଡ଼ିଆ ଭାରି ବଢ଼ିଆ ❤

  • @hrudanandasankhua5824
    @hrudanandasankhua5824 10 місяців тому +2

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @MKproduction-pl6qb
    @MKproduction-pl6qb 10 місяців тому +1

    Bargarh distrit❤❤❤❤❤❤

  • @kalicharanmarndi3369
    @kalicharanmarndi3369 10 місяців тому +10

    ଵହୁତ ଭଲ ଲାଗିଲା ଲବ ଭାଇ କେନିୟା ରେ ଜଗନ୍ନାଥ ମନ୍ଦିର ଦେଖିଇ ଥିବାରୁ ଜୟ ଜଗନ୍ନାଥ

  • @abhiramtudu4583
    @abhiramtudu4583 10 місяців тому

    Bahuta bhala nice video❤❤

  • @user-mv8fw1tr8u
    @user-mv8fw1tr8u 10 місяців тому +1

    ବାରିପଦା ରୁ କିଏ କିଏ ଦେଖୁଛ ଲାଇକ୍ କର❤❤

  • @sankarsoren6314
    @sankarsoren6314 10 місяців тому +42

    ଜୟ ଜଗନ୍ନାଥ ଆଫ୍ରିକାରେ ରହୁଥିବା ଓଡ଼ିଆଭାଇ ମନଗକୁ ମର ନମସ୍କାର

    • @billjames1216
      @billjames1216 10 місяців тому

      Africa has the same population that of India with 54 countries how the hell will he know??

  • @86575
    @86575 10 місяців тому +5

    Boudh ରୁ...ଲବ ଭାଇ ଓଡିଆ ଭାଇଙ୍କୁ ପାଇ ତମକୁ ଯେତିକି ଖୁସି ଲାଗୁଚି...Kenya ରେ ଏତେ ସାରା India..ଆଉ Odisha ଲୋକ ଙ୍କୁ ଦେଖି ଭାଇ ବହୁତ ବହୁତ ଖୁସି ଲାଗିଲା ..JAY JAGANATH...

  • @mochatsali
    @mochatsali 10 місяців тому

    Africa re rahuthiba odia bhai mananku bahut bahut dhanyabad🙏🙏🙏

  • @kariahembram3216
    @kariahembram3216 10 місяців тому +13

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ 🎉🎉🎉

  • @kulamanipatra
    @kulamanipatra 10 місяців тому

    🙏ଜୟ ଜଗନ୍ନାଥ 🙏Nice Shearing 💯💐🌹 ବହୁତ ସୁନ୍ଦର ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💐

  • @KumarLipun92
    @KumarLipun92 10 місяців тому +4

    କେନିଆ ରେ ରହୁଥିବା ସମସ୍ତ Sir ଏବଂ ଭାଇ ମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା.... ଆମ ଓଡ଼ିଆ ସଂସ୍କୃତି କୁ ସାୟିତି ରଖିଥିବାରୁ ଏବଂ ଲବ ଭାଇଙ୍କୁ ସନମାନ ଦେଇଥିବାରୁ

  • @mukesh_mohanta_odia_vlogs
    @mukesh_mohanta_odia_vlogs 10 місяців тому +3

    ବହୁତ ଖୁସି ଲାଗିଲା ସମସ୍ତେ ଅଲଗା ଅଲଗା ଜିଲ୍ଲା ରୁ ଥାଇ ମଧ୍ୟ ଗୋଟେ ପରିବାର ଭଳି ଚଲୁଛନ୍ତି । ଧନ୍ୟବାଦ୍ ଲବ ଭାଇ ।

  • @S-p-s-j2t
    @S-p-s-j2t 10 місяців тому +8

    ଗଞ୍ଜାମ ଜିଲ୍ଲା ରୁ କିଏ କିଏ ଦେଖୁଚେତି
    ଲବ_ଭାଇ ର ଭିଡ଼ିଓ
    (-ମୁଁTraveller-) ✔️
    👇👍😊

  • @sinubeshra3730
    @sinubeshra3730 10 місяців тому +12

    କେନ୍ଦୁଝର ରୁ କିଏ ଦେଖୁଛନ୍ତି LABA ଭାଇ ପାଇଁ LIKE ଗୋଟେ କରିଦିଅ ❤

  • @dheerenparida6480
    @dheerenparida6480 10 місяців тому

    ଜୟ ମହାପ୍ରଭୁ 🙏

  • @nilamaniyoutubechannel3160
    @nilamaniyoutubechannel3160 10 місяців тому

    କେନିୟା ର ସମସ୍ତ ଓଡିଶାବାସୀଙ୍କୁ ବହୁତ ଧନ୍ୟବାଦ

  • @laxmanhembram5189
    @laxmanhembram5189 10 місяців тому +1

    Laba ଭାଇ ବହୁତ ଭଲ ଲାଗିଲା ମତେ ଆମ ଭାରତ ବାହାରେ ଆମ ଓଡ଼ିଆ ଭାଇ ମାନଙ୍କ ସହିତ ମିଶିକି ବୁଲି ଥିବାରୁ ଆମ ମାନଙ୍କୁ ବହୁତ ଲାଗିଲା ଧନ୍ୟବାଦ୍, ଜୟ ଜଗନ୍ନାଥ, ଜୟ ଓଡ଼ିଶା ❤❤❤❤❤❤❤🎉🎉🎉

  • @Shibamarkam
    @Shibamarkam 10 місяців тому

    ବହୁତ ବହୁତ ଭଲଲାଗିଲା ଆମ ଓଡ଼ିଶାର ମାନଙ୍କୁ ଦେଖି ଲବଭାଈ କୁ ସାହାଯ୍ୟ ମାନେ
    ଆମ୍ ମାନଙ୍କୁ ସାହାଯ୍ୟ କଳେ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ❤❤❤❤

  • @debendrahembram3634
    @debendrahembram3634 10 місяців тому

    ଓଡି଼ଆ ଲୋକ ଭାରି ବଢିଆ ❤👍

  • @sunakarmallick7536
    @sunakarmallick7536 10 місяців тому

    Jay Jagannath madi chala 👍👍👍

  • @SURENDRAKUMARMAJHI-u3h
    @SURENDRAKUMARMAJHI-u3h 10 місяців тому +10

    କୁହ ଓଡ଼ିଆ ଲେଖ ଓଡ଼ିଆ ପଢ ଓଡିଆ ବହି
    ଓଡିଆ ଭାଷା ଓଡିଆ ମାନ ଵିଦେଶେ ଥାଉ ରହି ।
    ‌କେନିଆ ରେ ରହୁଥିବା ସମସ୍ତ ଓଡିଆ ଭାଇ ଭଉଣୀମାନଙ୍କୁ ଶୁଭେଛା ଓ ଅଭିନନ୍ଦନ।
    ଜୟ ଜଗନ୍ନାଥ
    😂❤

  • @dhurbofjaganathhdjjj1759
    @dhurbofjaganathhdjjj1759 10 місяців тому

    Jay jaganath sabu Bhai manaku

  • @rajeshkumarnayak1829
    @rajeshkumarnayak1829 10 місяців тому

    Jay Jagannath Swami ⭕‼️⭕🙏🙏🙏

  • @gobardhanmunda9158
    @gobardhanmunda9158 10 місяців тому

    Congratulations u all, Odia Society of Kenya🙏🇮🇳

  • @mitujena4306
    @mitujena4306 10 місяців тому

    ହାଁସଦା ଭାଇ ଆପଣ ଙ୍କୁ ବହୁତ ବହୁତ ଧନ୍ୟ ବାଦ,, ଆମେ ବିଦେଶ ବିଷୟ ରେ ଯେତେ ପଢିଲେ ଵା ଯେତେ ଜାଣିଲେ ଵା ଭିଡିଓ ଦେଖିଲେ, ବିଦେଶ ବିଷୟରେ ସମ୍ପୂର୍ଣ ଜାଣିପାରୁନାହୁଁ,, କିନ୍ତୁ ଆପଣ କରୁଥିବା ଭିଡିଓ ସବୁ ବହୁତ ଭଲ ଲାଗୁଛି ତାସହିତ ଆମକୁ ଲାଗୁଛି କି, ମୁଁ ଯେମିତ ବିଦେଶ ରେ ଅଛି,, ଯାହା ହଉ ଭାଇ ତମେ ସେମିତି ପୃଥିବୀର କୋଣ ଅନୁକୋଣ କୁ ଜାଇ ବହୁତ ଭଲ ଭିଡିଓ ବନାଅ,, ଏବଂ ଲୋକ ମନଙ୍କୁ ବହୁତ ନଲେଜ ବାଣ୍ଟ,,ମୁଁ ତୁମର ବହୁତ ଉତ୍ତର ତୋର କାମନା କରୁଛି,, ମତେ ବହୁତ ଭଲ ଲାଗୁଛି,, ଦୟାକରି ତୁମ ଫୋନ ନମ୍ବର ଟିକେ ଦେଲେ ବହୁତ ଭଲ ହୁଅନ୍ତା, ମୋର ନମ୍ବର -9937389003

  • @villagevlogsbikashnayak3077
    @villagevlogsbikashnayak3077 10 місяців тому +1

    ମୁଁ ପୁରୀ ପିଲା ଜୟ ଜଗନ୍ନାଥ

  • @pintusubudhi244
    @pintusubudhi244 10 місяців тому

    ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ
    ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ
    ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏

  • @pitabasbarik2909
    @pitabasbarik2909 10 місяців тому

    ଭାଇ ସମସ୍ତଙ୍କୁ ନମସ୍କାର 🙏🙏 କହିବାର ଥିଲା, aau thank you ବଦଳରେ ଧନ୍ୟବାଦ...

  • @sasmitamanojvlogs
    @sasmitamanojvlogs 10 місяців тому

    ବହୁତ ସୁନ୍ଦର ଲାଗିଲା ଭାଇ। ଆମ ଓଡ଼ିଶାର ଭାଇ ମାନଙ୍କୁ ନମସ୍କାର 🙏🙏🙏🙏

  • @artistsania3306
    @artistsania3306 10 місяців тому

    ଜୟ ଜଗନ୍ନାଥ 🙏ଲବ ଭାଇଙ୍କୁ ଭଲରେ ରଖ

  • @lishu-gk4dj
    @lishu-gk4dj 10 місяців тому

    ମୁଁ ଜଣେ ପଟିଆ ବାସିନ୍ଦା ପଟିଆର ଭାଇଙ୍କୁ ଏବଂ ଆମ ଓଡ଼ିଶାର ସମସ୍ତ ଭାଇ ଏବଂ ସାର୍ ମାନଙ୍କୁ ମୋର ପ୍ରଣାମ ଯୟଜଗନାଥ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ଓଡ଼ିଶାର ଭାଇଙ୍କ ସହିତ ମିଳିଗଲେ

  • @naikvlogsnaik9688
    @naikvlogsnaik9688 10 місяців тому +3

    କେନିଆ ର ଓଡ଼ିଆ ଭାଇ ମାନେ ବହୁତ ଭଲ ❤❤

  • @r.tuduofficial1317
    @r.tuduofficial1317 10 місяців тому +5

    Bohuto bholo laguchhi laba vai amo odia bhaimananku meet koruchho.
    Lagichhi a miti odisha re ochho bholi

  • @janvivlogs21
    @janvivlogs21 10 місяців тому

    ଜୟ ଜଗନ୍ନାଥ ।ଜଗନ୍ନାଥଙ୍କ କୃପାରୁ ତମର ସବୁ ମଙ୍ଗଳ ହଉ ।ଅଗ୍ରଣୀ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ ।

  • @prabirmohanty8239
    @prabirmohanty8239 10 місяців тому

    ଭିଡ଼ିଓ ବହୁତ ଭଲ ଲାଗିଲା , ଜୟ ଜଗନ୍ନାଥ 🙏🙏

  • @chandramanimahanta8332
    @chandramanimahanta8332 10 місяців тому +1

    କେନିୟା ରେ ରହୁଥିବା ଓଡ଼ିଆ ଭାଇ ମାନଙ୍କୁ ନମସ୍କାର
    ଆମ ଆରାଧ୍ୟ ଦେବତା ଙ୍କୁ ଦେଖି
    ଲବ ପାଇଁ ଆପଣ ମାନଙ୍କୁ ଦେଖିଲୁ ଓ ନିରୋବି ରେ ଏତେ ଓଡ଼ିଆ ରହୁଛନ୍ତି ବୋଲି ଜାଣିଲୁ ଜୟ ଜଗନ୍ନାଥ

  • @Rajkumarbehera123
    @Rajkumarbehera123 10 місяців тому +3

    Kia Kia ganjam berhampur ru dekhucha like kar❤❤❤❤

  • @dhanirambeg7820
    @dhanirambeg7820 10 місяців тому +7

    ଲବ ଭାଇ ଯୁହାର 🎉🎉🎉 congratulations ଜୟ ଜଗନ୍ନାଥ

  • @manumurmu4511
    @manumurmu4511 10 місяців тому

    ଜୟ ଜଗନ୍ନାଥ ମାରାଙ୍ଗବୁରୁ ସବୁ ତମରି ଲୀଳା ପ୍ରଭୁ , ତାଙ୍କରି ପାଇଁ ଆଜି ଆମ ଓଡିଶାର ଓଡ଼ିଆ ଭାଇ ଭଉଣୀମାନେ ଏକାଠି ହୋଇପାରିଛନ୍ତି କେନିଆଁ ରେ, ବହୁତ ଭଲ ଲାଗୁଛି ଆପଣ ମାନଙ୍କୁ ଦେଖିକି 👍👍👍👍

  • @manoranjansingh5209
    @manoranjansingh5209 10 місяців тому

    🙏🙏🙏🙏🙏🙏 ସବୁ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଲବ ଭାଇଙ୍କୁ help କରି ଥିବାରୁ ♥️♥️♥️♥️

  • @bharatvlogs9077
    @bharatvlogs9077 10 місяців тому +10

    ହାଇଦ୍ରା ବାଦ୍ ରୁକିଏ କିଏ ଦେଖୁଛ ଭାଇ ଭଉଣୀ 😂😂ଲାଇକ୍ ଟେ ହ ଉ🎉🎉

  • @pravasinirath3631
    @pravasinirath3631 10 місяців тому

    Bahuta bahuta bhala lagila Bhai... Very heart touching video... Thank you so much 🎉🎉❤🎉🎉
    JAY JAGANNATH 🙏🙏

  • @Sipun366
    @Sipun366 10 місяців тому +1

    Bhai mohatma Gandhi jouthi rohuthile tk sethi explore koro

  • @MaheswarNayak-u5i
    @MaheswarNayak-u5i 5 годин тому +1

    ଜୟ ଆଦିବାସୀ

  • @jayadevmallick9246
    @jayadevmallick9246 10 місяців тому +1

    Jay jagannath 🙏🙏🙏🚩🚩🚩

  • @avilashmohanty9071
    @avilashmohanty9071 10 місяців тому

    Super ❤❤❤❤
    Ame garbita je ame ODIA..❤❤❤
    Beautiful video bhai ❤❤❤
    Great Great Great
    🙏🙏Jay Jagannath🙏🙏

  • @KrishJena-gm6vf
    @KrishJena-gm6vf 10 місяців тому +5

    Puri ru kia video dekhuchha like kara jay jaganatha malike from puri ❤

  • @ranjannayak2155
    @ranjannayak2155 10 місяців тому

    Dekhiki bahut khushi lagila ama odia mananku.jay jagannath 🙏🙏🙏

  • @_swag_Stream_18
    @_swag_Stream_18 10 місяців тому +1

    Nayagarh pila sabu like kaara ❤

  • @Tikilifestyle
    @Tikilifestyle 10 місяців тому +12

    ଜୟ ଜଗନ୍ନାଥ ଓଡିଶା ବାସି 🙏🙏🙏

  • @Dhenkanal06Rudra
    @Dhenkanal06Rudra 10 місяців тому +1

    ଢେ଼ଙ୍କାନାଳ ପିଲା LIKE 👍

  • @SaraSarasuyti-sz9mz
    @SaraSarasuyti-sz9mz 10 місяців тому

    ଜୟ ଜଗନ୍ନାଥ ଭାଇ ସବୁ ଓଡ଼ିଆ ଭାଇ ମାନକୁଂ ବୋହୁତ ବୋହୁତ ଧନ୍ଯବାଦ

  • @SantoshKumarMandal-k5e
    @SantoshKumarMandal-k5e 10 місяців тому

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🎉❤

  • @DillipBehera-hd9ou
    @DillipBehera-hd9ou 10 місяців тому

    ଆମ ଓଡିଶା ରୁ କିଏ ଦେଖୁଚ ଗୋଟେ like କରନ୍ତୁ 🙏🙏🙏🙏🙏🙏🙏🙏🙏🙏

  • @SmitaNayak-kn7iw
    @SmitaNayak-kn7iw 10 місяців тому +5

    Africa re rohuthiba samasta bhai mananku bahut dhanyabad laba bhai sapat korithibaru

  • @ashishroutray778
    @ashishroutray778 10 місяців тому

    Jay biraja Jay jaggnatha Jay laba bhai

  • @MaheswarPandit-ij1rz
    @MaheswarPandit-ij1rz 8 місяців тому

    ଲବ ବାବୁ ଆପଣ ଓଡ଼ିଶାର ଗର୍ବ ଏବଂ ଆମେ ଗର୍ବିତ ।

  • @ranjitmahanta4059
    @ranjitmahanta4059 10 місяців тому +9

    Mor aji fast coment gote like heu 👍

  • @TrilochanaPatra-k4z
    @TrilochanaPatra-k4z 10 місяців тому

    ଲବ ଭାଇ ବହୁ ସଂଖ୍ୟା ରେ ଆମ ଓଡ଼ିଆ ଲୋକ ଅଛନ୍ତି ଆଫ୍ରିକା ମହାଦେଶର ଏକ ଓଡ଼ିଆ କଥାଚିତ୍ର ଜଗତରେ ଏକ ଜଣାଶୁଣା ନାମରେ ପରିଚିତ ହେଲା ଧନ୍ୟବାଦ

  • @Songforever-k2l
    @Songforever-k2l 10 місяців тому

    ବହୁତ ଖୁସି ଲାଗିଲା ଆମ ବଲାଙ୍ଗର୍ ରୁ ମଧ୍ୟ ଲୋକ ଅଛନ୍ତି ❤❤

  • @MamataTripathy-f2p
    @MamataTripathy-f2p 10 місяців тому +16

    Dhenkanal pila like kara

  • @kcpvlogs4436
    @kcpvlogs4436 10 місяців тому

    Jay Jagannath swami

  • @KanchanDas-n2d
    @KanchanDas-n2d 10 місяців тому +1

    Jay Jagannath Rd kendrapara

  • @harishvillagecooking
    @harishvillagecooking 10 місяців тому

    बहुत ही गर्व कि बात है हमारे इंडियन गोड और इंडियन कल्चर को हमारे लोग विदेश में संजोय रखा है जय जगरनाथ 🎉🎉🎉

  • @manaskumarsahu668
    @manaskumarsahu668 10 місяців тому

    Bahut Bhala Lagila odia people other countries

  • @naraharinayak5057
    @naraharinayak5057 10 місяців тому

    Jay jagannath Swami

  • @gaurangacharanasahu6033
    @gaurangacharanasahu6033 10 місяців тому +4

    Mu jajpur ru bhai Jay jaganatha Jay odisha Jay Bharat super hero 💪😎💯 laba bhai

  • @baidharapanda3280
    @baidharapanda3280 10 місяців тому

    All odia brothers joy jagannath I Am from bhubaneswar thanks

  • @KumarLipun92
    @KumarLipun92 10 місяців тому +1

    ସତରେ ଆମେ ଓଡ଼ିଆ ଭାରି ବଢିଆ ....

  • @dulalbagan5920
    @dulalbagan5920 10 місяців тому +5

    Bohut khusi aame mane odiya loko bahare ochhonti

  • @maheshwarjena5238
    @maheshwarjena5238 10 місяців тому +1

    Bhai mu satapada, chilika berhampur ru apanka video dekhuchi

  • @B-ow9zf
    @B-ow9zf 10 місяців тому +5

    Jay jaganath ❤❤ from ପଶ୍ଚିମ ଓଡ଼ିଶା ❤❤