Don't Misunderstand the Subhadra Scheme; Urges Deputy CM Pravati Parida
Вставка
- Опубліковано 19 вер 2024
- ‘ସୁଭଦ୍ରାକୁ ନେଇ ଭ୍ରମିତ ହୁଅନ୍ତୁନି’- ପ୍ରଭାତୀ
ସୁଭଦ୍ରା’କୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପରାମର୍ଶ । ‘ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି । ବ୍ୟାଙ୍କରୁ ଟଙ୍କା ନଉଠାଇଲେ ସରକାର ନେଇଯିବା ନେଇ ଗୁଜବ କରାଯାଉଛି । ବାସ୍ତବରେ ସେଭଳି କିଛି ନାହିଁ, ଏଭଳି ମିଥ୍ୟା ପ୍ରଚାର ଶୁଣନ୍ତୁନି ।’
#SubhadraYojana #Pravatiparida #Rumor #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ମୁଁ ଏବେ ଯାଏଁ ବୁଝିପରୁନି ବାକି ରହିଥିବା ବ୍ୟକ୍ତି କେବେ ସୁଭଦ୍ରା ଟ୍ଟଙ୍କା ପାଇବେ କହୁନାହାନ୍ତି କଣ ପାଇଁ ପ୍ରଭାତୀ ମାଦାମ
ବେକାର ଭାଷଣ ମାରନ୍ତୁ ନି ଯାହାକୁ ମିଳିନି ତାକୁ କେବେ ମିଳିବ କୁହୁନ୍ତୁ |ଦେବାର ଅଛି ଯଦି ସମସ୍ତଙ୍କୁ ଦିଅ ଆଉ ଦେବାର ନାହିଁ ତେବେ ଏ ଫାଲତୁ ଯୋଜନା ବନ୍ଦ କରନ୍ତୁ ଅଯଥା ସରକାର ଙ୍କ ରାଜସ୍ବ ଖର୍ଚ କରନ୍ତୁ ନି ସେହି ଟଙ୍କା କୁ ଅନ୍ୟ ଉପାୟ ରେ ଖର୍ଚ୍ଚ କରି ବେକାରୀ ସମସ୍ୟା ଦୂର କରନ୍ତୁ |
Jou mananku tanka milini kebe miliba କୁହନ୍ତୁ... କହିଲେ ୧୫ ପୂର୍ବରୁ ଯେଉଁ ମାନେ apply କରିଥିବେ ସବୁ ଟଙ୍କା ପାଇବେ ତ ଆଜି ସାରି ମିଳିନି କଣ ପାଇଁ କୁହନ୍ତୁ କେବେ ମିଳିବ....
ଯେଉଁ ମାନଙ୍କୁ ମିଳିନାହିଁ ସେମାନଙ୍କୁ କେବେ ମିଳିବ
Bala debe 😂😂
2029 re miliba
ଗୋଟେ ପ୍ରହସନ ଚଲେଇଛନ୍ତି । ଯଦି ତୁମର। ଏତେ ନିୟମ ଥିଲା ଫର୍ମ ପକେଇବା ପୂର୍ବରୁ କହିଲନି କଣ ପାଇଁ। bank ରେ ନାହିଁ ନଥିବା ଭିଡ। ସରକାର ଯୋଜନା ଦଉନାହାନ୍ତି ତ ସାଧାରଣ ଲୋକ ଙ୍କୁ ଭୁଆଁ ବୁଲଉଛନ୍ତି।
ବାକି ମହିଳାଙ୍କୁ କେବେ ଦେବ?
ବାକି ମହିଳା ମାନଙ୍କୁ କେବେ ମିଳିବ
ସରକାର ଖାଲି
ନାଟକ କରୁଛନ୍ତି ,ବାକି ଲୋକଙ୍କୁ କେତେ ତାରିଖରେ ମିଳିବା କୁହନ୍ତୁ
ମାଘିଆ ସରକାର ଦଵ ଯଦି ସମସ୍ତଙ୍କୁ ଦେଵାକଥା ଏସଳା ମାନେ କିଛି ଲୋକଙ୍କୁ କନ୍ଦାଉଛି ଆଉ କିଛି ଙ୍କୁ ହସାଉଛି
ବାକି ଲୋକ ମାନକୁ କେବେ ଦେବେ ପ୍ରଭାତୀ ମାଡମ୍ ମିଛ କଣ ପାଇଁ କହୁଛନ୍ତି ବହୁତ୍ ଆଶା କରିଥିଲି ଆପଣକୁ କିନ୍ତୁ ଠକି ଦେଲ ଆମକୁ ଆମ ଗାଁ ରେ କେହି ବି ପାଇ ନାହାଁନ୍ତି ସୁଭଦ୍ରା ଯୋଜନା ର ପଇସା
ମିଛ ସରକାର୍ କୁ ଭରଷା ନାହିଁ,,😮
ମୁ କହି ରଖିଵାକୁ ଚାହୁଚି ଉପ ମୁଖ୍ୟମନୀ କୁଂ କହିଲେ 2000 form reject ହେଇଛି ଯୋଉ ମାନେ 15 ପୂର୍ବରୁ form ପକେଇ ଥିଲେ ସେମାନଙ୍କ ର ଆସିନି ସେମାନେ ବ୍ୟାଙ୍କ ku ଯାଇ kyc କରିସାରିଲେଣି ସେମାଙ୍କ ର ଟଙ୍କା ଆସିବ ନା ଆଉ ଥରେ forn ପକେଇବେ ସେମାନେ ଜାଣିପାରୁନାହାନ୍ତି se କଥା କହି ରଖିଲେ ଭଲ ହୁଅନ୍ତା
Jeu mananku milini sehi mananku kebe miliba sehi katha kuhantu au bekar katha suniba pain amara time nahin
Right ✅️
right
ଧନୀ ଲୋକ ଙ୍କୁ ମିଳୁଛି ଗରିବ ଲୋକଙ୍କୁ ମିଳିନି କାହିଁକି କୁହନ୍ତୁ ଗରିବ ନା ରେ ଧନୀ ପାଉଛି
2nd kisti katha chhada, 1st kisti hin milini kebe debe kuhantu.
ଯଉ ମାନେ ପ୍ରଥମ କିସ୍ତି ପାଇନାହାନ୍ତି ସେମାନେ କେବେ ପାଇବେ
ସେ ସୁଭାଦ୍ରା ଯୋଜନା ତମ ସରକାର ଙ୍କୁ ବିନାଶ କରାଇବା.
ଆଉ କିଛି news ନାହିଁ ଖାଲି ସୁଭଦ୍ରା
Amara pending achii kebe thik haba atiki kuhantu
ଯଦି ଅନ୍ୟ ମା ମାନଙ୍କୁ ନ ଦେବ ତେବେ ଭାଵି ନିଅ ନେଷ୍ଟେ ପଚାୟତ ଭୋଟ ରେ ସେ ମାଆଙ୍କର ଦ୍ଵାରା ବିନାଶ ର ସ୍ଵାଦ ଚାଖିବ.
ଜୟ ଜଗନ୍ନାଥ
ଶୀଘ୍ର ଦିଅନ୍ତୁ
1st kisti bahut loka pai nahanti..... second katha kahuchanti kemiti
ଯିଏ ପାଇଛନ୍ତି ଖାଲି ସେଇ ମାନଙ୍କୁ ଦିଅ ଆମେ ଯୋଉ ପାଇନୁ ଆମ କଥା ତ କାଇଁ କହୁନାହନ୍ତି
ବାଳ ଯୋଜନା, ମାଗିହା BJP ଦଳ, ଆମକୁ କେବେ ଦେବ
Jou mane pae nahanti semane to bhromito hbe....samastanku kahiki delu ni
ଆଗେ ସମସ୍ତଙ୍କୁ ଦେଇକି ଭାଷଣ marantu ମାଡାମ୍....🥱🥱🥱
Jaahaku milini taaku kau date re miliba kuha...unnecessary matters discussion karani..
୧୭ ତାରିଖ ରେ କେବଳ ମୋଦି ଙ୍କ ଜନ୍ମଦିନ ପାଇଁ ଅତିଶିଘ୍ର ସୁଭଦ୍ରା ଟଙ୍କା ପଠାଗଲା ୨୫ ଲକ୍ଷ୍ୟ ମହିଳା ପାଇଲେ କିନ୍ତୁ ବାକି ମହିଳା କେବେ ପାଇବେ ତାହାର କିଛି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଉ ନାହିଁ...😂 ଖାଲି ଆଶ୍ଵାସନା ଦିଆ ଯାଉଛି ସମସ୍ତେ ପାଇବେ... ୟେ ସରକାର ର ଗୋଟେ ପାଗଳାମି ନୁହେଁ ତ ଆଉ କଣ ???!😂
କେବେ ମିଳିବ
11 re apply korithili sobu thik achi hele asi nahi
Only ration card holder ku subadra yogana milichi.other loca ku milini .mu 9-sept re apply karithili .but aji Jai asini .Amara ration card nai.mara maa eligible candidate in subadra yogana in Rule. Account DBT link madha achi . ADHAAR seeding madha achi .but money asini kahiki .pls reply deputy cm pravati parida mam
15 re aapil karithili Mora aasinahi 😢😢😢
Ganjam district re kahuthili amaku kebe miliba madam 🙏🙏
15 sep jae joumane apply karithibe semane 17 re paithante boli kuha jauthila ebe katha change
DBT mode re na pakei account no re pakeithile kn heithante ki bahut hairan karu6 adhar seeding different bank saha a6i etc ...
Subhdra yojana re sub form thik thile v subhdra mili nahi sethi bjp governments bhool achi samstanku saman dekhiba kathA 🤔
Mam ekyc plz uthai diantu
pratham କିସ୍ତି ଦେଇ nahanti 2kisti katha kahuchnti
Hnn
Prthomo kisti mili nahi samstanku kebe milibo samstanku
Jeumane painahanti semananku kebe deba kuha
ମୋର ଆସିନି ପଇସା
Jou mane jamaa tanka painhanti semanaku kebe milaba prabhati madm
Sole first phase poisa milini ,2nd phase kotha kohuchi
Sarkar samastanku deu nahanti.dela pare bhasana marebe.
Amaku kebe milib
Amaro Ashwini paisa
Baki kebe miliba
Asini Subhadra Yojana paisa
Kachi malibo ni sabu bakaro kata
Ame kebe paibu ju Mane pai nahati semanaka khata kuha ju manaku deicha Khali semanaka khata kuha
Hmmm jie pai nahanti kebe daba kuhaa
Data 4 re apply karithili aji ja a tanka milila lahi
Thaka
Tu marunu 😂gote dinare 25lac paile au 4 din heigala jane bi paileni😂😂😂😂
1st asini 2nd kn
Amaku milini kou dina daba ki daba ni micha katha kahucha
Baki lokanku paisa koi dina miliba tike kahi be ki
Mor asini
Moraasini
Hmm sudha kn pain nebe apte oil thu armva Kari sabuthire mariki nebe ta loka bi kn houchnti janiparunahnti modi kn hata ru deuchnti ama paisa amku deuchnti
Sabu michha drama chalichi au milibani
Michhua sarkar
Bada bada Katha kahani
Kebe debu ka
Debe nahi kahibe kn
Lunching 😂 wah ki english
Michhei
BJP Maya vote degi Gandhi
Bds