କାନ୍ଦି କାନ୍ଦି କହିଲେ ସହିଦ ଅଂଶୁମାନଙ୍କ ବାପା , ଆମ ବୋହୂକୁ ମୁଁ ସାନପୁଅ ସହିତ ବିବାହ କରିଦେବୁ

Поділитися
Вставка
  • Опубліковано 24 жов 2024

КОМЕНТАРІ • 162

  • @gbstudy306
    @gbstudy306 3 місяці тому +109

    ଯଦି ବୋହୂ ଘରକୁ ନ ଆସେ ତା ହେଲେ ତାଙ୍କ ସ୍ଵାମୀଙ୍କ କିଛି ବି ଜିନିଷ ଉପରେ ଅଧିକାର ନାହିଁ

    • @jolly7081
      @jolly7081 3 місяці тому +9

      Yes aeta upare gote law kariba ra thila govt. ra

    • @sushreesangita798
      @sushreesangita798 3 місяці тому +6

      Ta husband sabu tanka ta account ku jaithiba

    • @gbstudy306
      @gbstudy306 3 місяці тому

      @@sushreesangita798 କେମିତି ଭାଈ ସ୍ବାମୀ ଙ୍କର ଅଧା ଟଙ୍କା ତ ମିଳିବ ସ୍ତ୍ରୀ କୁ

    • @tofandalai3815
      @tofandalai3815 3 місяці тому +2

      ବୋହୂ କୁ ଘରେ ରଖିକି ନିର୍ଯାତନା ଦେବାକୁ ସୁବିଧା ହେବ

    • @gbstudy306
      @gbstudy306 3 місяці тому

      @@tofandalai3815 କାହିଁକି ବି ବୋହୂ ନୁହଁ ଝିଅ ପ୍ରଥମେ

  • @gbstudy306
    @gbstudy306 3 місяці тому +59

    ସ୍ବାମୀ ଙ୍କ ସବୁ କିଛି ଫେରେଇ ବୋହୂ ଯୁଆଡ଼େ ଯାଉଛି ଯାଉ

  • @srikant11
    @srikant11 3 місяці тому +44

    Great decision sir big salute u and ur all family members ... We all indian proud of u vagwan sivji ap ke sath hai ... 🙏🍃

  • @suraj-o9o8e
    @suraj-o9o8e 3 місяці тому +62

    ଜଣେ ବିଧବା ଦ୍ଵିତୀୟ ବିବାହ କରିବା ଉଚିତ୍ କିନ୍ତୁ ଜଣେ ସହିଦ ର ପତ୍ନୀ ନୁହେଁ । ତାଙ୍କ ସ୍ଵାମୀ ଯଦି ଦେଶ ପାଇଁ ଜୀବନ ଦେଇ ପାରିଲା ତେବେ ବିଧବା ପତ୍ନୀ ସବୁ ପ୍ରକାର ସରକାରୀ ସୁବିଧା ପାଇ ଯୌବନ ସୁଖ ପାଇଁ ଅନ୍ୟ ପୁରୁଷ କୁ ବିବାହ କରିବା ଆଦୌ ଠିକ୍ ନୁହେଁ । ଯଦି ବା ବିବାହ କରୁଛି କରୁ କୁଛି କଥା ନାହିଁ । କିନ୍ତୁ ସବୁ ପ୍ରକାର ସରକାରୀ ସୁବିଧା ରୁ ବଞ୍ଚିତ କରଯାଉ । ଯାହାକୁ ବିବାହ କରୁଛି କରୁ କିଛି କଥା ନାହିଁ ! ସମସ୍ତଙ୍କ ଖୁସି ପାଇଁ ସହିଦଙ୍କ ପିତା ନିଜ ସାନ ପୁଅ ସହିତ ବିଧବା ବୋହୂ କୁ ବିବାହ କରିବା ପାଇଁ ମନସ୍ଥ କରିଥିଲେ କିନ୍ତୁ ବିଧବା ବୋହୂ ଶାଶୁ ଶଶୁରଙ୍କ କଥା ରେ ନାହିଁ । ଏବଂ ଶାଶୁ ଶଶୁରଙ୍କୁ ଅଣଦେଖା କରୁଛି କୀର୍ତ୍ତି ଚକ୍ର award ପାଇଲା ପରେ award ସହିତ ସବୁ ଜିନିଷ ପତ୍ର ନେଇ ବାପ ଘରେ ଏ କଥା ସହିଦ ଙ୍କ ପିତା ମାତା ମିଡିଆ ଆଗରେ ସ୍ବୀକାର କରିସାରିଛନ୍ତି ତେଣୁ ସେ ବିଧବା ବୋହୂ କୁ ତାକୁ ତା ହାଲ୍ ଛାଡ଼ି ଦେବା ଉଚିତ୍ ସବୁ ସୁବିଧାରୁ ବଂଚିତ ରଖି । ସବୁପ୍ରକାର ସରକାରୀ ସୁବିଧା କେବଳ କେବଳ କେବଳ ସହିଦ ପିତା ମାତାଙ୍କୁ ଦିଆ ଯାଉ ବଞ୍ଚିଥିବା ପର୍ଯ୍ୟନ୍ତ ସହିଦ ଙ୍କ ଜୀବନ ବଳିଦାନ ଉଦ୍ଦେଶ୍ୟ ରେ😭😔...ଜୟ ହିନ୍ଦ୍🙏

    • @prasantapanda1703
      @prasantapanda1703 3 місяці тому +4

      ଯାହାକୁ ନା ତାକୁ ନୁହେଁ ଏଠି ସେ ସହିଦର ସାନ ଭାଇକୁ ବାହାହବା କଥା ଉଠୁଛି

    • @suraj-o9o8e
      @suraj-o9o8e 3 місяці тому

      @@prasantapanda1703 ସହିଦ ଙ୍କ ପତ୍ନୀ ବର୍ତ୍ତମାନ୍ ଶାଶୁ ଶଶୁର ଙ୍କ କଥା ରେ ନାହିଁ ତେଣୁ ସାନ ପୁଅ ର ବିବାହ କଥା ସେ କଥା ସହିଦ୍ ର ପିତା ମାତା ନିଷ୍ପତି ନେବେ । ତେଣୁ ଯିଏ ପ୍ରକୃତ ଠିକ୍ ସରକାର ତାକୁ ସବୁ ସୁବିଧା ସୁଯୋଗ ଦେବା ଉଚିତ୍ ସହିଦ ଙ୍କ ଜୀବନ ବଳିଦାନ ଉଦ୍ଦେଶ୍ୟ ରେ

    • @prashantakumarsethi7555
      @prashantakumarsethi7555 3 місяці тому +2

      ଯୌଵନ ସୁଖ ପାଇଁ ନୁହେଁ,,, ଜୀବନ ଯିଇଁବା ର ସହର ଦରକାର

    • @suraj-o9o8e
      @suraj-o9o8e 3 місяці тому +1

      prasantkumsrsethi ସହିଦ ର ପିତା ମାତା ସୁଯୋଗ ଦେଇସାରିଛନ୍ତି ସୁଯୋଗ ହରାଇଛି ବିଧବା ବୋହୂ ଜ୍ଞାନ ପେଲା ବନ୍ଦ୍ କର ସଠିକ୍ ଖବର ଦେଖ...ସହିଦ ଙ୍କ ଜୀବନ ବଳିଦାନ ଠାରୁ ଜୀବନ ଯିଁ ବାର ସହର ବଡ଼ ନୁହେଁ

    • @JyotiSahoo-g4d
      @JyotiSahoo-g4d 3 місяці тому

      @@suraj-o9o8e gote purusha 10 ti marriage karibar adhikar achhi
      Sara jiban jhia nku line maribar adhikar achhi
      Jhia nku 2nd marriage re emiti kuschita bhavana kahiki

  • @DEEPANKAR_SINGH99
    @DEEPANKAR_SINGH99 3 місяці тому +55

    ଵାପା ମାଆ ପିଲାମାନଙ୍କୁ କଷ୍ଟକରି ମଣିଷ କରିଵେ ଖାଲି ଗୋଟେ ବୋହୂ ଚାଲିଆସିଲେ ପୁଅର ସଵୁ ଜିନିଷ ରେ ଵୋହୂର ଅଧିକାର ହେଇଯିଵ ଯାହା ଟଙ୍କା ପଇସା କାଗଜପତ୍ର ଧରି ବାପ ଘରକୁ ପଳେଇଯିଵ ଏଇଟା କେମିତିକା ନ୍ୟାୟ ? ୟାର ମୁହଁ ଦେଖି ଲାଗୁଛି ଏଇଟା ନିହାତି ଗୋଟେ ଵଦମାସ୍ ଚରିତ୍ରହୀନା ନାରୀ ।

    • @Dremy_Date
      @Dremy_Date 3 місяці тому +4

      ଏମିତି କହିବା ଠିକ ନୁହେଁ, ଯେତେବେଳେ ସେ ଜଣେ ସହୀଦ ଙ୍କ ସ୍ତ୍ରୀ...
      ଆଉ ସେଟା ବି ଠିକ ନୁହେଁ ସବୁ ନେଇକି ବାପା ଘରକୁ ପଳାଇ ଯିବା...

    • @DEEPANKAR_SINGH99
      @DEEPANKAR_SINGH99 3 місяці тому +5

      ଯେତେଵେଳେ ସହୀଦ୍ ଙ୍କ ପରିବାର କୁ ସ୍ମୃତିଚକ୍ର ସମ୍ଭାନ ମିଳିଲା ଏ ସ୍ତ୍ରୀ ଲୋକ ସେ ସ୍ମୃତିଚକ୍ର ସମ୍ମାନ ସହୀଦ୍ ଙ୍କ ଵାପାଙ୍କୁ ଛୁଆଁଇ ଦେଇନଥିଲା ଗୋଟେ ଝିଅ ଚାହିଁଲେ ସେ ପୁନର୍ଵାର ଵାହାହେଇ ପାରିବ ହେଲେ ଯେଉଁ ବାପା ମାଆ ତାଙ୍କ ପୁଅ କୁ ହରାଇଲେ ସେମାନେ କଣ ତାକୁ ପୁଣି ଥରେ ଫେରି ପାଇଵେ ?

    • @i.ashisss
      @i.ashisss 3 місяці тому +1

      ​@@Dremy_Dateeita kebla sahid nka katha huhna eita mo nija ghare b hoichhi

    • @DEEPANKAR_SINGH99
      @DEEPANKAR_SINGH99 3 місяці тому

      @@i.ashisss Sabu ghara ra bohu ki jhia nka ra swabhab saman na tha-a

    • @JyotiSahoo-g4d
      @JyotiSahoo-g4d 3 місяці тому

      @@DEEPANKAR_SINGH99 it is her life
      Only we can keep our opinion.
      We have no right without any reason to bleam anyone .
      She also is nothing for us

  • @senapatisabar-kz5vh
    @senapatisabar-kz5vh 3 місяці тому +9

    ଗୋଟେ ବିଦବା ନାରୀ ବାହା ହେବା ଉଚିତ କିନ୍ତୁ ଜବର ଜଷ୍ଟି ନୁହଁ... ସେ ଛାଇଲେ ବାହା ହେଇପାରିବ.....

  • @KishorkumarMeher-y1e
    @KishorkumarMeher-y1e 3 місяці тому +35

    Good decession.your are a great man.

  • @lokanathsamantaray1854
    @lokanathsamantaray1854 Місяць тому

    Bapa Bhala Upadasa Daichanti,bhala katha

  • @sumitraparida8206
    @sumitraparida8206 3 місяці тому +17

    Very good dicission.Thanks to parents

  • @ranjankumarmalla8406
    @ranjankumarmalla8406 3 місяці тому +8

    କୌଣସି ମତାମତ ଦେବା ପୂର୍ବରୁ ନିଜର ଝିଅ କିମ୍ବା ଭଉଣିଂକୁ ସେଇ ପରିସ୍ଥିତିରେ ରଖି ବିଚାର କରିବା ଦରକାର। ନିଜ ସାନପୁଅ ସହ ବିବାହ କରିବାପାଇଁ ଝିଅର ମତାମତ କଣ ଜରୁରି ନୁହେଁ?

    • @prajnasucharita3126
      @prajnasucharita3126 3 місяці тому

      Gote jhia Jananku bhala pai au kahaku kemti Baha hei pare.. thik karichi se jhia... Ta Swami ra smruti ku nei paleichi nahele ei rakhyasa guda au kaha saha Baha kari bohu ra sauda kari thante... Apananka jatna nebaku au Dita pua achhanti .. se abala ra au ba kie... Jadi apana bohu pain ete Prema taku bidhaba au bada bohu rupe rakhibeni kahiki... Kahinki Sana bhai saha Baha heba se? Kn sundar boli? Ta ichha... Kahaku b force kale kie b seiya Kariba...

  • @prasantchinara9911
    @prasantchinara9911 3 місяці тому +17

    Good father

  • @Saindian
    @Saindian 3 місяці тому +71

    ମେ ମତରେ ଭୁଲ୍ ମା ସମାନ ଭାଉଜଙ୍କୁ କେମିତି ବାହା ହେବ ଆମ ହୀଦୁ ଧର୍ମ ର ଏ କେମିତିକା ନ୍ୟାୟ ଭଗବାନ କରିଛନ୍ତି

    • @krishnankrishna1234
      @krishnankrishna1234 3 місяці тому +16

      Nahele se jhia ate bada duniare kemiti chaliba se kaha saha rahiba au kemiti aka ladhiba jadi ama bhouni Tia heithanta ta kn heithanta kuhantu ta 😢apana

    • @AshokKumar-ee4lp
      @AshokKumar-ee4lp 3 місяці тому +6

      Right dicition

    • @Saindian
      @Saindian 3 місяці тому +8

      @@krishnankrishna1234 କଣ ଝିଅ ମାନେ ପୁଅ ମାନଙ୍କଠୁ କମି କି ତମ କଥାରୁ ଧରା ପଡୁଛି ତମ ଝିଅ ଭଉଣୀ କୁ ସେହି କ୍ଷମତାର ବନେଇନ ସେଇଥିପାଇଁ ଏମିତି କହୁଛ ଚାଲ୍ ହଟ୍

    • @krishnankrishna1234
      @krishnankrishna1234 3 місяці тому +6

      @@Saindian nai bhai mo baba nahanti au mu dekhichi mo mama kete kasta kariki ama ku Manisha karichanti sethipain mu kahili dunia bahut kharap mo mama Jane AO post re achanti tathapibi aka ladhibaku kasta hauchi tanku Baku Mora kehi jhia bhauni nahanti

    • @Saindian
      @Saindian 3 місяці тому +2

      @@krishnankrishna1234 ଦେଖ ଭାଇ ବାପା ବାହାରେ ପିଲାଙ୍କ ପାଇଁ ଖଟିଲେ କଷ୍ଟ ନୁହେଁ ଆଓ ମା ବାହାରେ ଖଟିଲେ କଷ୍ଟ ଦୁଇଜଣ ଯେଉଁ ଭଳି ଜମ୍ମ ଦେଇ ଛନ୍ତି ସେଇଭଳି ଦୁଇଜଣଙ୍କ ର ସେହିଭଳି ଅଧିକାର ଅଛି

  • @Sonali28093
    @Sonali28093 3 місяці тому +8

    Se jhia ku Kemiti laguthiba ta swami nahin … se bapa maa nku b Kemiti lagithiba Bhagaban tanku Sahasha diantu

  • @ramachandrapradhan6142
    @ramachandrapradhan6142 Місяць тому

    Ok

  • @sachindanandamahapatra6758
    @sachindanandamahapatra6758 3 місяці тому +48

    ଆଜି କାଲି ନାରୀ ମାନେ ସ୍ୱାର୍ଥ ହାସଲ ପାଇଁ ପଇସା ଥିବା ପୁଅ କୁ ବାହା ହୁଅନ୍ତି,

  • @Smarakicreations
    @Smarakicreations 3 місяці тому +1

    She should not be forced for marriage decision. She has every right to take her own decision for life.

  • @mr.dhananjaya4986
    @mr.dhananjaya4986 3 місяці тому +4

    Bhai se captain thile minimum salary tankara 1lk heithiba
    5/6 year se tanka kameiparithante
    Bapa maa nakara ta Au gote pua achhi posipa pai kintu tanka wife ra
    Sawami Au pharibani.
    So comment kariba prubaru bhabiki comment karantu 👍👍🙏

  • @amanavenger4336
    @amanavenger4336 3 місяці тому +11

    Jadi Sana pua ku Raji na hue tahele 50percent money bapa maa nku diajiba darakar because se tanka re parents nkara b same bhaga achhi

    • @rkeducation4338
      @rkeducation4338 3 місяці тому +1

      Right, but bad bhauj maa saman marriage kariba thick nuhe,50%money return karideba thick heb

  • @rudranarayannanda9166
    @rudranarayannanda9166 3 місяці тому +3

    ଏ ହେଉଚି ଝିଅର ହକ, ବୋଉ ଆଊ ଶାଶୁ ଏକା ନୁହନ୍ତି। ମୁଁ ଏହା ଭଲ କିରି ଜାଣେ। ଠିକ ନା ଭୁଲ

    • @sarojkumarbehera8827
      @sarojkumarbehera8827 Місяць тому

      ଚାରି ମାସ ରହି ସବୁ ଝିଅର ହକ ହେଇପାରିବ ନାହିଁ ମା ବାପାଙ୍କର ବେଶୀ ହକ ଅଛି

  • @dambrudharnayak7809
    @dambrudharnayak7809 Місяць тому

    ବଡ଼ ବଡିଆ ଘରର ଝିଅ ମାନଙ୍କୁ ବିବାହ କରିଲେ ଏମିତି କରିବେ

  • @sudhansukumarbal3419
    @sudhansukumarbal3419 3 місяці тому +1

    Thank you for this video

  • @niranjanrout3754
    @niranjanrout3754 3 місяці тому +3

    Good suggestions

  • @rajendrachikudu7035
    @rajendrachikudu7035 3 місяці тому +3

    Bharat Mata ki Jai hind

  • @ashisswain8499
    @ashisswain8499 3 місяці тому +5

    Right

  • @satyabratasahoo249
    @satyabratasahoo249 3 місяці тому +2

    Sam situation my village ma hua ha

  • @pramodkumardas-d2v
    @pramodkumardas-d2v 3 місяці тому +7

    Thick decision

  • @ranjitkumarbehera1445
    @ranjitkumarbehera1445 3 місяці тому

    Jay hind jay bharat🙏🙏🙏🙏🙏🙏🙏🙏

  • @ପ୍ରସନ୍ନଭୋଇMUSIC
    @ପ୍ରସନ୍ନଭୋଇMUSIC 2 місяці тому

    Jay hind 🙏🙏🙏

  • @Radhakanta_Music_Official
    @Radhakanta_Music_Official 3 місяці тому +2

    ଲୋକ କହୁଛନ୍ତି ଭାଉଜ ଙ୍କୁ ବାହା ହେଲେ ମାଁ ଙ୍କୁ ବାହା ହେଲା କହୁଛନ୍ତି ମହାଭାରତ ରେ ଦ୍ରୁପଦି ଙ୍କୁ 5ଭାଇ ଶାରୀରିକ ସମ୍ପର୍କ ରଖିଥିଲେ ସେଇଟା ମାଁ ନଥିଲେ କି କଳିଯୁଗରେ କେତେ ବଡ଼ ଜ୍ଞାନୀ ଜ୍ଞାନ ପେଲୁ ଛନ୍ତି cmt ଆସିକି 😊

  • @manamohanbiswal9711
    @manamohanbiswal9711 3 місяці тому

    Good decision . pls obey your father in law.

  • @golapchandmishra710
    @golapchandmishra710 3 місяці тому +1

    Bapa maankara bharasa tankara rojagaria pua. She chaligalapare bohu sabu puara tanka nei chaligale maa bapanku kie dekhiba. Semane kipari banchibe?

  • @priyankapriyadarshini17
    @priyankapriyadarshini17 3 місяці тому +2

    They had a love marriage... How can she able to marry his younger brother?? Strange 🤷🏻‍♀️

  • @rabindrananda943
    @rabindrananda943 2 місяці тому

    Padare jinisa chalejiba tharu Ghara jinisa Ghare Rahiba

  • @SaddamhosenKhan-vi5lq
    @SaddamhosenKhan-vi5lq 3 місяці тому +1

    Right decision

  • @dhanumunda7630
    @dhanumunda7630 3 місяці тому

    Right 👍👍

  • @PritismitaNandiPriti
    @PritismitaNandiPriti 3 місяці тому +3

    Tanka mono abasta abe bujhanahanti
    Au bapa maa kebala nija puo katha bhabanti
    Para jhia katha nuha

  • @padmabatiprusty5702
    @padmabatiprusty5702 3 місяці тому

    Samay sabu kichhi tik karideba

  • @JasobantiBarik-ih6dh
    @JasobantiBarik-ih6dh 3 місяці тому

    Baha Mane kebal sarira sukha ki ?

  • @surjyakumarmishra5022
    @surjyakumarmishra5022 3 місяці тому +6

    On laws are such people who can never be satieshfied if the daughter in law.stays happilywith her husband there os problem if their son dies and she leaves th that too is problem ..kuch bhi karlo sikayT tho rahena hi hai aur wah kisko saddikaregi wah uska decision hona chaiyee .na.ki.saad.sasur.ka..jubaan.pe.tho
    Baat.laate.nahi.sab.paise.ki.baat.hai.

  • @nabinsaunta275
    @nabinsaunta275 3 місяці тому

    Good decision

  • @gopalkrishnapattnaik5313
    @gopalkrishnapattnaik5313 3 місяці тому

    It is upto option of daughter in law . Whaever she likes , she will do that.

  • @prasantapanda1703
    @prasantapanda1703 3 місяці тому

    ଠିକ କଥା ସେ ତା ଦିଅରକୁ ବାହାହେଉ

  • @Parbatihati
    @Parbatihati 3 місяці тому

    Thik katha
    Eita hi thik jadi eita habani tahele se bohu ku kichhi b diajiba nahi
    Jadi apana mananka ei ichha tahele comment karantu apanamane

  • @AmitMohanty89
    @AmitMohanty89 3 місяці тому

    Odisha Bhaskar channel interview ta dekhau

  • @krishnaprasadrath
    @krishnaprasadrath 3 місяці тому

    Aksar Faujion ke saath aisa hi haal hota hai.Kitne chhinal chhattarkhai ke bajaye ye tamsa hota hi hai.Martyr captain Amar Rahe 🙏 Jai ♥️🇮🇳🔥 Hind 🙏

  • @JyotiSahoo-g4d
    @JyotiSahoo-g4d 3 місяці тому +1

    None knows. Girls inner heart word
    Pls don't bleak her
    Now she is broken hertly
    Pls noone says about 2nd marriage and go out any where

  • @syedazizerasul274
    @syedazizerasul274 3 місяці тому +2

    Ete vala sasa sasura midiba bahut kasta.

  • @pramodkalari7772
    @pramodkalari7772 3 місяці тому +1

    No

  • @mr.sanjayinformationdiscov3282
    @mr.sanjayinformationdiscov3282 3 місяці тому +3

    ଆଉ ନାରୀ ନାରୀ ହେଇକି ନାହିଁ ପଇସା ଯୋଉଠି ନାରୀ ଲାଙ୍ଗୁଡ଼ ହଲେଇବେ ସେଇଠି।।।।🐈

  • @pritirashmijena800
    @pritirashmijena800 3 місяці тому +3

    Tanka family ku news Bala rahiba ku debani

  • @bidyadharswain54
    @bidyadharswain54 2 місяці тому

    Sahid widow wife should not get married.

  • @luckyme9154
    @luckyme9154 3 місяці тому +5

    Bohu ku 50 o parents ku 50 percent dia jau.

    • @sameigadiablogs2522
      @sameigadiablogs2522 3 місяці тому

      @@luckyme9154 ଭାଇ ସତ କଣ ଜାଣିନ ବୋଧେ ବାପା ମା ଙ୍କୁ 50 ଲକ୍ଷ ଆଉ ତା ସ୍ତ୍ରୀ କୁ 50 ଲକ୍ଷ ଦିଆ ଯାଇଛି

    • @AbhishekPradhan-iv4xw
      @AbhishekPradhan-iv4xw 3 місяці тому

      R8 bro

    • @sameigadiablogs2522
      @sameigadiablogs2522 3 місяці тому

      @@luckyme9154 ଭାଇ ଦିଆ ଯାଇଛି ଏମାନେ ମିଛ କହୁଛନ୍ତି ଶାଶୁ ଶଶୁର

  • @bikashswain5716
    @bikashswain5716 3 місяці тому +4

    Bohu kan janma karithila ki sabu naba 50 =50diaa jau

  • @mr.sankar4690
    @mr.sankar4690 3 місяці тому

    Bichara bhala achi

  • @pkkarmi3996
    @pkkarmi3996 3 місяці тому

    Jai hind

  • @sunilpandi141
    @sunilpandi141 3 місяці тому

    Bhauj maa saman kemiti baha heba uchit maa pua ra apman

  • @HariharaMohapatra-n8y
    @HariharaMohapatra-n8y 3 місяці тому +1

    Ajikali widow mananku sabu govt.payment mili jaaithibaru eia hauchi.Govt.should fixed ration of the money and pension to the parents.

    • @Tinaminivlogs
      @Tinaminivlogs 3 місяці тому

      Female employee b badhya hauchanti family pension paper re husband aau inlaws nka name dabaku. Seita re b changes haba darkar. Pension rule re gote overall changes haba darkar

  • @supravarout9274
    @supravarout9274 3 місяці тому

    This is wrong

  • @GhanashyamMahanand-sy4rw
    @GhanashyamMahanand-sy4rw 3 місяці тому

    Bhala hauni aita

  • @sameigadiablogs2522
    @sameigadiablogs2522 3 місяці тому +53

    65 ଲକ୍ଷ୍ୟ ପାଇଛନ୍ତି ଆଉ କେତେ ପାଇଥାନ୍ତେ

    • @smitaswain2369
      @smitaswain2369 3 місяці тому +32

      Waah rey ki budhi toro 😑😡😡janka ra pua marechi.. Au Tu aethi 65 lakh katha kahuchu chi

    • @sona792
      @sona792 3 місяці тому +24

      Tu sala Marija govt to family ku 65 lakh diajiba😊

    • @smitaswain2369
      @smitaswain2369 3 місяці тому +9

      @@sona792 na maaw ate tanka taku kain miliba se kie ki 😂😂😂🤣🤣🤣6 tanka naiki jibi tanka family

    • @satyabratadas-z7s
      @satyabratadas-z7s 3 місяці тому

      Sathi pai ta bapa ghara loka jhiya ku plan Kari neigeley​@@smitaswain2369

    • @Dremy_Date
      @Dremy_Date 3 місяці тому +11

      ଏତେ ଛୋଟ ଲୋକିଆ ବୁଦ୍ଧି...
      ଓଡ଼ିଆ ଜାତି ର ଇଜତ ଯାଉଛି ତୋ ପରିକା ଲୋକଙ୍କ ଯୋଗୁଁ...
      65 ଲକ୍ଷ ବଡ ନା ଗୋଟେ ଲୋକ ର ଜୀବନ ଆଉ ସୁଖୀ ସଂସାର ବଡ଼ ରେ..
      ତୁ ନିଶ୍ଚିତ ଗୋଟେ BPL ଶ୍ରେଣୀ ର ଲୋକ ନହଲେ ଏମିତି କହି ନଥାନ୍ତୁ

  • @surjyakumarmishra5022
    @surjyakumarmishra5022 3 місяці тому +2

    These all are just for money no mecy at all by the in laws to the daughter in law

  • @funnymishra4076
    @funnymishra4076 3 місяці тому

    😢😢😢😢😢😢😢😢😢

  • @SilipBharati
    @SilipBharati 3 місяці тому +1

    Sa jea Rol Karuthla

  • @trufflepravat...4317
    @trufflepravat...4317 3 місяці тому

    Galat ye sahi nahi hai bhabi Maa Saman hoti hai ......Hindi isiliye likha har bharatiya logon keliye

  • @SASMITA_BEHERA_1826
    @SASMITA_BEHERA_1826 3 місяці тому

    Aree Bhai kainki michha prachar karuchhi..... Ayushman nka wife abe silent achhanti kichhi reply Kari nahanti kahaku ... J se kn pain tanka... ... Memories sabu nei jaichhonti kn pain tanka sasu sasuranku... Medel dau nahanti kichhi utara dei nahanti se... Au tanka sasu sasura ..... Tanku jhia pari dekhuchhanti....se jauthii chahibe tanku seithi bibaha karaidebe... Athi pain tankara kichhi avijog nahi... Tame news wala michha sata prachar karani ..... Ye channel re kehi news dekhanntu Bhai mana gadha kahani kahuchhanti. Asali interview dekhantu... Ayushman sir nka bapa maankar

  • @GopalSahoo-nl6ir
    @GopalSahoo-nl6ir 3 місяці тому

    Tate kahithile na baha ksridebe boli

  • @kulamanibhuyan5281
    @kulamanibhuyan5281 Місяць тому

    Bahira raji upa ra khatatanku pachariba nihaati jaruri

  • @suvalagnasahu7977
    @suvalagnasahu7977 3 місяці тому

    Paisa pain kan hau chanti be ki bapa maa e guda...sanna pua ku bi bhauja saha mrg kareibaku raji aga dekha se jhia pua raji na nahi

  • @HimanshuBiswal-z7p
    @HimanshuBiswal-z7p 3 місяці тому +1

    Money dasha jguthil shidi hala khan khan hala

  • @shashankamauli_kar
    @shashankamauli_kar 3 місяці тому +3

    Bhaskar wala nka kanare asiki kahiki jaithile....

  • @technicianbullet8677
    @technicianbullet8677 3 місяці тому

    Nije nije philosophy k karuchi

  • @oceancurrents00
    @oceancurrents00 3 місяці тому

    Nonsense bhaskar channel, se pila ra bapa mana karichanti emiti kebe v hebani, kaien daha natua haucho

  • @Kingonly1-f3t
    @Kingonly1-f3t 3 місяці тому

    Mari gala bhala hala😂😂😂😂😂😂😂

  • @RajeshKumarManna-t8m
    @RajeshKumarManna-t8m 3 місяці тому +1

    Michho kanhiki kahuchu Bhaskar mu tanka interview pura dekhichi se ketebele bi kahinahanti tanka sano puo ku marriage karideba pai han se kahichanti bahu ra bapa nku tanka age ebe bahut kam se kouthi tanku marriage karideba pai

  • @manojsircomputer
    @manojsircomputer 3 місяці тому

    Govt should change the law
    that wife is. Default succesor of deseaced husband 😊😊

  • @mohanra0962
    @mohanra0962 3 місяці тому

    Right

  • @asishpattnayak3164
    @asishpattnayak3164 3 місяці тому

    Jay hind 🙏