NILA AAKASHA FULL VIDEO🎄ନୀଳ ଆକାଶ🎄NEW HUMAN SAGAR VIDEO🎄NEW CHRISTMAS VIDEO 2024
Вставка
- Опубліковано 5 лют 2025
- NILA AAKASA FULL VIDEO🎄ନୀଳ ଆକାଶ🎄NEW HUMAN SAGAR VIDEO🎄NEW CHRISTMAS VIDEO 2024
ସମସ୍ତଙ୍କୁ praise the Lord🙏🙏
ଦୁଃଖ ର ବିଷୟ ଜଣେ UA-camr bhai miss conception ରେ ଆମ ନୀଳ ଆକାଶ ଗୀତ କୁ copyright ମାରିବା ସକାଶୁ ଗୀତ ବର୍ତ୍ତମାନ ଆମ youtube channel ରୁ ଗୀତ remove ହୋଇଯାଇଛି ଏଣୁ ପୁନର୍ବାର ଗୀତ କୁ ଆମେ upload କରୁଅଛୁ 🙏🙏.. ଆଜି ପର୍ଯ୍ୟନ୍ତ ବହୁତ ଲୋକଙ୍କ ପାଖକୁ ଏଇ ସୁନ୍ଦର ଗୀତ ପହଞ୍ଚି ପାରିନି ଏଣୁ Share କରିବାକୁ ଭୁଲିବେନି 🙏
🎁🎄🎄 MERRY CHRISTMAS 🎄🎄🎁 ମାଥିଉ ୧:୨୧ 👉 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ l
ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ପ୍ରେମ ଭରା ନମସ୍କାର ଜଣାଉ...... ଏବଂ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁ..
ଏହି ବଡଦିନରେ ଯୀଶୁଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା, ଆପଣା ସମସ୍ତ ପାପ ତାଙ୍କ ସମ୍ମୁଖରେ ସ୍ବୀକାର କରି ତ୍ୟାଗ କରିବା ଆମ୍ଭମାନଙ୍କ ନିମନ୍ତେ ଏକ ସୁବର୍ଣ୍ଣ ସୁଯୋଗ ଅଟେ l
ତେବେ ଆସନ୍ତୁ ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ ପର୍ବ ସମସ୍ତଙ୍କ ଜୀବନରେ ହସ ଖୁସି ଓ ଆନନ୍ଦରେ ଭରି ଦେଇ ପର୍ବଟି ସମସ୍ତଙ୍କ ନିମନ୍ତେ ଉତ୍ସବମୁଖର ହେଉ ଏହାହିଁ ସଦାପ୍ରଭୁଙ୍କଠାରେ ଆମର ବିନୀତ ପ୍ରାର୍ଥନା....
ଏହି ଗୀତ ମାଧ୍ୟମରେ ସଦାପ୍ରଭୁଙ୍କର ପ୍ରଶଂସା ଓ ଗୌରବ ହେଉ l ଏହି ଗୀତ ଦ୍ଵାରା ଆପଣ ମାନଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କରନ୍ତୁ ଏବଂ ତାହାଙ୍କ ମାର୍ଗରେ ଚାଲିବା ନିମନ୍ତେ ଏକ ନୂଆ ଆଶା ଓ ବିଶ୍ବାସରେ ବଢିବା ନିମନ୍ତେ ନିତାନ୍ତ ଆଶୀର୍ବାଦ କରନ୍ତୁ l
#nilaakasa
#ନୀଳଆକାଶ
#humansagarvideo
#christmasvideo
#christmassong2024
#latesthumansagarchristmassong
#newchrismassong
#jesuschristmassong
#newchristmasvideo
#newhumansagarchristmasvideo
#newvideo
#jesusbirthvideo
#jesuscomingvideo
#birthvideo
#humansagarnewvideo
#happychristmassong
#jyotirmayaofficialmusicpresents
#salemlimalyricssong
#humansagarjukeboxvideo
#latestchristmasfullvideosong
#humansagar
#gospelsongs
#diptirekhasong
#shashankasekharsong
#christmasdancevideo
#dancevideo
LYRICS 👇
ନୀଳ.....ଆକାଶକୁ.....ଦେଖ......
ତାରା..................ହସୁଚି( ୨)
ନୀଳ ଆକାଶକୁ ଦେଖ ତାରା ହସୁଚି
ପୂରୁବ ଦିଗକୁ ଦେଖ ତାରା ଦୁସୁଚି (୨)
ଜନମ ନେଇଛନ୍ତି ସରଗୁ ଆସିଛନ୍ତି (୨)
ଶିଶୁ ରୂପରେ ଯୀଶୁରାଜା ଜନମ ନେଇଛନ୍ତି
ହୋଶାନ୍ନା ହୋଶାନ୍ନା..
ହାଲ୍ଲୀଲୁୟା ହାଲ୍ଲୀଲୁୟା ଗାଅ ହୋଶାନ୍ନା (୨)
୧
କେତେକ ପୂର୍ବ ଦେଶ ପଣ୍ଡିତ
ଆସିଲେ ମୋହର ଯୀଶୁ ପାଶ
ସୁନା ଓ କୁନ୍ଦୁରୁ ଆଣିଦେଲେ
ଯୀଶୁଙ୍କୁ ସେମାନେ ପ୍ରଣମିଲେ
ମୋରୀୟମଙ୍କ କୋଳରେ ଶିଶୁ ସୋଇ ଅଛନ୍ତି(୨)
ଶିଶୁ ରୂପରେ ଆମ ରାଜା ସରଗୁ ଆସିଛନ୍ତି
ହୋଶାନ୍ନା ହୋଶାନ୍ନା..
ହାଲ୍ଲୀଲୁୟା ହାଲ୍ଲୀଲୁୟା ଗାଅ ହୋଶାନ୍ନା (୨)
୨
ପାପରୁ ସେ ଯେ ରକ୍ଷା କରିବେ
ସଭିଙ୍କୁ ଶାନ୍ତି ଜୀବନ ଦେବେ
ଯେତେବି ତାଙ୍କ ବିଶ୍ଵାସୀ ହେବେ
ସେମାନେ ପରିତ୍ରାଣ ଲଭିବେ
ସେ ଯେ ଆଶ୍ଚର୍ଯ୍ୟ ମନ୍ତ୍ରୀ ପରାକ୍ରାନ୍ତ ଅଟନ୍ତି (୨)
ସେହି ଆମର ଶାନ୍ତି ରାଜା ଜନମ ନେଇଛନ୍ତି
ହୋଶାନ୍ନା ହୋଶାନ୍ନା..
ହାଲ୍ଲୀଲୁୟା ହାଲ୍ଲୀଲୁୟା ଗାଅ ହୋଶାନ୍ନା (୨)
SONG CREDITS:👇
Channel -JYOTIRMAYA OFFICIAL MUSIC PRESENTS
🖼️Title- ନୀଳ ଆକାଶ
🎙️Singer - Human Sagar
📝Lyrics & Music - Salem Lima
🎵Music Arrangement - Bapi Samal
🎬Producer - Manata Pradhan
💻Edit&Dob-Digital Crew
🖥️Recod-MRR Studio Cuttack
🎚️Mixing and Mastering -Swaktiswar Mahapatra
💽 Thumbnail -Parsuram Sagaria
!!* ANTI-PIRACY WARNING *!!
This content is copyright to Jyotirmaya official Music presents.Any unauthorised Reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright meterial Presented.
ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ, ପ୍ରଭୁଯୀଶୁ ଖ୍ରୀଷ୍ଟ ଙ୍କ ନାମ ଧନ୍ୟ ହେଉ କାରଣ ଯୀଶୁଙ୍କର ଜନ୍ମଦିନ ପାଇଁ ନୂଆ ଗୀତ ଭେଟି ଦେଇଥିବାରୁ କାରଣ ଏହି ଗୀତ ବହୁତ ସୁନ୍ଦର ଏବଂ ସ୍ୱର ଲେଖା ଏବଂ ମ୍ୟୁଜିକ ବହୁତ ସୁନ୍ଦର ସହିତ ରୁଦର ସ୍ବର୍ଶୀ ହୋଇଛି ! ଏହି ଗୀତ ଯୀଶୁଙ୍କ ଜନ୍ମଦିନ ରେ ବହୁତ ସ୍ଥାନରେ ଘାଣ୍ଟିବ ! ଗୀତ ପାଇଁ ମୁ ରୁଦୟରୁ ଧନ୍ୟବାଦ ଦେବି ସାଲେମ ଭାଇନାକୁ ଏବଂ ପ୍ରଭୁଙ୍କର ଗୌରବ ପାଇଁ ଯେଉଁମାନେ ଗୀତ ମାଧ୍ୟମରେ ଆଗକୁ ବଢ଼ିଛନ୍ତି ପ୍ରଭୁ ସେମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ 🙏🏻
ବହୁତ sundar gita ❤❤❤amen
Praise the lord hiuman bhai
He geeta ma hrudayku chhuhinla Love u ❤❤❤ praise the lord 🙏🙏🙏
Thanks nw songe anithibaru jisus nkara dhanyawde heau🙏🙏🙏 Amen 👍❤️❤️❤️
ବହୁତ ସୁନ୍ଦର ହୋଇଛି ଏହି ଗୀତ ମାଧ୍ୟମରେ ଈଶ୍ୱର ଗୌରବ ପାଆନ୍ତୁ ❤❤🎉🎉 ହାଲ୍ଲେଲୁୟା......
ଗୀତ ଟି ଭଲ ହେଇଚି ପ୍ରଭୁ ଙ୍କର ନାମ ଧନ୍ୟ ହେଉ
❤❤❤🎉🎉🎉🎉 ପ୍ରଭୁ ଙ୍କ ଜୟଗାନ ହେଉ🎉🎉🎉🎉🎉🎉 Glory to God 🙏🏻🙏🏻🙏🏻
କି ସୁନ୍ଦର୍ ଗୀତ
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହିମା ହେଉ ଗୀତ ବହୁତ ଭଲ ହେଇଛି praise the Lord✝️✝️✝️🛐🛐☦️☦️
Nice
Hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah ✝️✝️✝️✝️✝️✝️✝️❤❤❤❤ Amen 🙏 Amen 🙏 Amen 🙏
Geeta bhola laguchi 🎉 Ameen
Amen ✝️ ପ୍ରୋଭୁଙ୍କ ର ଗୌରବ ହେଉ ଆଜି ✝️🙏
ଅପେକ୍ଷାରେ ଥିଲି ଏହି ଗୀତ ପାଇ❤❤❤ ବହୁତ ଭଲ ହେଇଛି ପ୍ରଭୁଯୀଶୁଙ୍କ ମହିମା ହେଉ
ପ୍ରଭୁ ଯୀଶୁଙ୍କର ପ୍ରଶଂସା ହେଉ Hallelujah
Bahut sundar Song sir au new song Realise karantu ❤❤👍👍💯🌹💝💝
New Song Realise this Sunday
ଯୀଶୁଙ୍କ ବିଷୟ ନେଇ ଏଗୀତ ବଲ ହେଇଛି ବହୁତ ବଲ
❤❤❤ Praise The Lord ❤❤❤
Nice 👏👏👏👏
Praise the lord
Praise the lord 🙏, so beautiful song
Praise the lord 🙏🏻 sir❤❤
Beautiful Music Arrangement ❤️🧡🧡
Mind blowing lyrics Composition ❤❤😊😊
Always favourite lyricist Salem Limma Sir ❤❤❤😊😊😊
God bless you all the entire team sir ❤❤😊😊
Happy Christmas 🎄🎁🎁😊
Nice cristmas song 🎉🎉🎉😢
A gito amo ga re pura famous hai jaichi❤
Nice 👍 praise the lord
Amen.. amen.. amen...
❤❤❤❤ very nice sir
Wow wow wow
ଇଶରଙ୍କ ଗୀତ ଇଶରଙ୍କୁ ଧନ୍ୟବାଦ ଦିଅ
Glory to God
Nice song 👍praise the lord god bless u🎁Happy Christmas 🎄🎄🎄🎄
I love you this song...... Prayer for ganjam district... Please i am requesting all Christian people.... Amen... Amen... Amen...
Abe. B a gita bahut sunder laguchhe
Praise the Lord, Thank you Team ❤ for the lovely worship song
Wonderful song 🎉🎉🎉
Glory to God, nice song of lord Jesus Christ
So nice song 🎄🎄🎄
Praise the lord...
🙏Amen 🙏
❤❤❤❤❤
Wonderful composition
Means alot bhaina🙏... Glory to the Lord Almighty 🙏🙏
@salimlima4992 your compositions are always wonderful
Nice Prabhu song.god bless u Human sir
Praise the Lord sir wish you a happy Christmas such a wonderful composition with meaningful lyrics and awesome music arrangements may God bless your entire team keep growing up to glory of God thank you so much for this beautiful song❤❤❤❤❤
So beautiful song and heart touching one
One of the best song 😮😮😮😮❤2024 happy christmas
Hallelujah hallelujah praise the God ✝️ 🙏
praise the Lord
and all my dear god bless you
Praise the Lord❤❤❤
Praise the lord
Press the lord❤❤❤❤
👍👍👍👍👍👌👌👌👌👌
Good nice song humansagar sir
Amen Amen Amen Amen
Praise the lord 🙌🙏
Happy Christmas all of you ❤🎄🎄🎉🎉🎉✝️✝️
Very beautiful songs Amen❤❤
⛪⛪⛪⛪
God always bless you 🙏🏽
❤❤❤👍🏻👍🏻👍🏻👍🏻👍🏻👌🏻👌🏻👌🏻👌🏻👈🏻👈🏻👈🏻🫶🏻🫶🏻🫶🏻
🙏🙏🙏🙏🙏🙏🙏
Bahut bahut badhia heichi gito ,Khali nachibaku ichhi houchi,sadaprabhunkara gouraba ,mahima heu
❤❤❤❤ Very nice Song ❤❤❤
Wow super nice I love 💕💕 song 😅
Nice 👍🙏
❤❤
Mind-blowing Song God Bless You all ❤❤❤
Waiting for your song
Merry Christmas human bro❤❤ praise the lord 🙏🙏 so beautiful song
Super song❤❤❤❤❤
Best Christmas song❤
Human Sagar ❤
So beautiful Dear friend keep it up as you praise the Lord by producing new new songs may God Almighty continue to bless you ❤❤❤
Super 🎉❤❤
Praise the lord 🙏✝️
Nice song bro
Merry Christmas to all 🌲🌲🎄🎄🎄🎄🎄🎄🎄🎄🎄🎄
God Bless 🙏
Happy very nice song
Praise the lord ❤🎉 sabko happy New year
Praise the lord ✝️🛐🙏🥰
Thanks to the whole team ......
I'm waiting sir ❤
ଏହି ଗୀତ ତ ବିଗତ ଦିନ ରିଲିଜ୍ ହେଲା ଏବେ ଆଉ କଣ
Technical problem jago remove heithila
Sorry sir Technical issue ଯୋଗୁ video removed ହେଇଥିଲା ତାହା re-upload କରାଗଲା
କେଡେ କଥା ହେଲା 100k Wiews ହୋଇ ଯାଇଥାନ୍ତା 🫢
👍👍👍 ok tick achi
😊😊😊😊
nice song egdam nacha haba
🍺🍾🍺🍺🍺🍾🍾
Praise the lord sir ❤❤❤❤
Bhai track upload koritthile bholo heitthanta ...... ❤
Track Link:-ua-cam.com/video/f1wrvLuW6ms/v-deo.html
🙏🙏🙏🎄🎄🎄✝️✝️✝️✝️🌹🌹🌹🌹
If possible
Hii brother praise the lord a song mote debo ki mu music video shoot kori thanti
Bhai tame vdo download pai restrict karicha seithi pai badhe view jauni..... Kahikina heiti tamara (greed) dekha jauchi..
Nice song Bhai praise the lord Happy Christmas 🎄🎄
Hiiiii
Ei song kou gote channel re dekhithili toh 😮😮
Track upload karantu.....
Karaoke plzzz 🙏🙏🙏
Lyrics song please chadi deo
Press the lord 🙏🙏🙏🙏🙏 Halalweja 🙏❤️❤️🌹 Amen 🙌🙌✝️✝️✝️✝️✝️🙌🙌🙌🙌🌹🌹🌹🌹❤️❤️❤️❤️🙏🙏🙏🙏🙏
🙏❣️✝️❣️🙏🎄🎄🎄🎉🎉🔥🔥🎉. 🎉 🙌 🙌 ❤️❤️❤️
Sir ଏହି ଗୀତର track upload କରନ୍ତୁ plz
Upload karaheichi bhai
@manatapradhan6702 link ଦିଅ ଆମେ ଖଜି ସାରିଛୁ ହେଲେ ପାଇଲୁନି
@masiyapradhan8701 Link:-ua-cam.com/video/f1wrvLuW6ms/v-deo.html
So nice song 🎉🎉🎉🎉🎉
I love you humane sagar❤❤❤