ଫିଲ୍ମ ଦେଖାଇବେ ମୋହନ, ଦେଖିବେ ନବୀନ ପାଣ୍ଡିଆନ ! | CM Mohan Majhi | VK Pandian | Naveen Patnaik | OR
Вставка
- Опубліковано 7 лют 2025
- ନିଦ ହଜାଇବେ ମୋହନ। ମନରେ ସୃଷ୍ଟି ହେବ କୋକୁଆ ଭୟ। ଯିଏ ଦୁର୍ନୀତି କରିଛି ତାକୁ ଆଉ ଛଡା ଯିବନି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ମୋହନ ଗତ ସକରାକୁ ଟାର୍ଗେଟ କରିଛନ୍ତି। 24 ବର୍ଷର ସରକାରରେ ଅନେକ ଦୁର୍ନୀତି କଥା ପଦାକୁ ଆସିଛି। ପୂର୍ବତନ ଫାଇବ ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଇଙ୍ଗିତ କରି ମୋହନ କହିଛନ୍ତି, ଫାଇବ ଟି ସ୍କୁଲର କେମିତି ଚୁନ ଧୋଇ ହୋଇଯାଉଛି।
ଫିଲ୍ମ ଦେଖାଇବେ ମୋହନ, ଦେଖିବେ ନବୀନ ପାଣ୍ଡିଆନ ! | CM Mohan Majhi | VK Pandian | Naveen Patnaik | Odisha Reporter | 5T School
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #MohanCharanMajhi #Odisha #ChiefMinister #Corruption #Vigilance #Action #NaveenPatnaik #VKPandian #5t #odishareporter
The great mohan sir
କଥା କହିଛନ୍ତି cm ବାବୁ।କାମ ହେଇସରିଲେ ତାଙ୍କୁ ଗ୍ରେଟ୍ କହିବନ ଏବେଠୁ କହିଲେ କଣ ଲାଭ।😂
@@likanbiswal3490୨୪ ବର୍ଷ ଦଲାଲ କୁ credit ଦବା ଅପେକ୍ଷା ମୋହନ ସରକାର କୁ ଧନ୍ୟବାଦ୍ ଦେବି ❤
ମୋହନ ଜୀ ଜିନ୍ଦାବାଦ । ବନ୍ଦେ ଉତ୍କଳଜନନୀ । ଜୟ ଜଗନ୍ନାଥ ।
Thanku cm sir🙏🙏🙏
Thanku ରେ u କାଟି s ଲେଖ। କଣ ଭାଇ ଓଡ଼ିଆ ଛାଡି ଇଂଲିଶ୍ ରେ ଲେଖିଲା ତା ବି ଭୁଲୁ
Sir ଆପଣଙ୍କୁ ହୃଦୟରୁ ଅସରନ୍ତି କୃତଜ୍ଞତା।❤❤
Good.bhai.❤❤❤
Veri good, mohan babu
Dhanyvad Mohan Babu
Desi mod band hai jo Mohan Babu
ବହୁ ଦୁର୍ନୀତି ହୋଇଛି ଅତୀତ ରେ ।
Durniti heichi mu mana karuni . A durniti ki hateibe seita swapna re bi bhabibani . Tume mohara ea big choro
ଆଗକୁ ବି ହେବ 😂😂
ଆପଣ ଙ୍କୁ ଧନୀୟବାତ୍ sir
ସରକାର କୁ ଅନୁରୋଧ ଯେତେ ଶୀଘ୍ର ପାରୁଛନ୍ତି କାର୍ଯ୍ୟାନୁଷ୍ଠାନ ନିଅ ଜନତା ଅସନ୍ତୋଷ ହେଲେଣି
ମିଛ ପ୍ରହସନ ସବୁ । ସବୁ ବର୍ଷ ଏଇ କାର୍ଯ୍ୟକ୍ରମ ହୁଏ । ମିଛ ର ଲୋକ ଦେଖାନିଆ ।
BJP sabse bada corrupted party hai 😂
Right sir
@@likanbiswal3490୨୪ ବର୍ଷ ଲୋକଙ୍କୁ ଭକୁଆ ବନେଇ ସ୍ୱଚ୍ଛ ନେତା ଦେଖେଇ ହେଉଥିଲେ ମହାପ୍ରଭୁଙ୍କୁ ଅପମାନ କରି ରାଜନୀତି କରୁଥିଲେ । ଏବେ ନାମ ନେବେ 😂୧୦୦ ୧୦୦ ରେ 😂
Wait karitha Bhai . Bala achi sunupampadi nahi
Right ok ଆମେ ଅପେକ୍ଷା ରେ ଅଛୁ ଠିକ୍ ଅଛି କାହାକୁ ଛାଡ଼ନ୍ତୁ ନାହିଁ
ଲେଲିନ୍ ମହାନ୍ତି କୁ ଆଗ ଆରେଷ୍ଟ କର
Kehi arrest hebeni tuma parika Loko nka paye sia channel kholi bhakua banei ki nija swartha halal karuchanti
Jou dina kaha ku arrest kaha karibe bhai mote reply deba . A magia sabu big choro .
@@diptiskumarbal3778 ସମସ୍ତେ ଆରେଷ୍ଟ ହେବେ even ଯିଏ ନିଜକୁ ୨୪ ବର୍ଷର ସ୍ୱଚ୍ଛ ନେତା ଜଣେଇ ହେଉଥିଲେ ସେ ମଧ୍ୟ ଆରେଷ୍ଟ୍ ହେବେ😂
@sushantnayak2581 jemiti 15 lakh paila pm dele . Au subhadra bi dauchanti . Bhata ta paisaribani . Kahile saribani . Ea midia govt . Sabu midia kina hoichanti Ambani adani Dyra . Sethi paye ta adani Ambani ki sabu diyahauchi
Good cm mohan sar🚩🚩🚩🚩🚩🚩🚩💌
The great Mohan Majhi 🎉🎉🎉🎉
Pura teki ki dhar. Jemiti tike bi tale lagiba ni
@@diptiskumarbal3778 👍🏻😂
@@diptiskumarbal3778ଯେମିତି ୨୪ ବର୍ଷ ଟେକିକି ଧରିଥିଲ 😂😂 ତାପରେ କଣ ହେଲା ହାତ ଖସିଗଲା ସରକାର ପୁରା ତଳେ କଚାଡି ହେଇ ପଡ଼ିଗଲା?😂😂😂
100% right sir 🙏❤️🔥
Very good cm sir 🙏
ମୋହନ ସରକାର କୁ ଅନୋରୁଧୁ ତୁରନ୍ତ ଟାଉଟର ଲେଲିନି ମହାନ୍ତି କୁ ଆଗ ଗିରଫ କରାଯାଉ ❤❤❤
First lelin mohanty ki arrest...
Mr Mohanty ଆଦୌ ଭଲ ଲୋକ ନୁହଁନ୍ତି.. ମହାନ୍ତି ବାବୁ ଦେଖିକି ଶବ୍ଦ କୁହ
BJD Odisha ku ଖାଇ ଦେଇଛି
Ea teko daba pua anitha . A magia sabu choro
@@diptiskumarbal3778୨୪ ବର୍ଷ ଲୁଟିକି ଖାଇଥିଲା ୫ ବର୍ଷ ରେ ଧରା ହେଇ ଝାରପଡ଼ା ଯିବେ ଆଉ ଓଡ଼ିଶା କୁ ନ୍ୟାୟ ମିଳିବ😂
ଜୟ ଜଗନ୍ନାଥ
କେବଳ ଭାଷଣ ଓଡିଶାରେ ସରକାରୀ ଚାକିରି exam ରେ ଅନିୟମିତତା ହଉଛି ତା ଉପରେ ୪ ମାସରେ କଣ ପଦକ୍ଷେପ ନେଇଛ ନା ପୂର୍ବ ବିଜେଡି ସରକାର ପରି election money ଯୋଗାଡ଼ କରିବ
Mohan sir great❤❤❤
Right 🎉
❤❤❤ ନବୀନ ବାବୁ ❤❤❤ 24କ୍ୟରେଟ୍ ସୁନା ମୋହନ ବାବୁ ଗ୍ୟାରେଣ୍ଟି ଦିଆ ପାଉଜି ମିଛୁଆ ସରକାର ମୋହନ ବାବୁ
ଏଥିରୁ ପୂରା ସତ ସତ୍ୟ ଜଣା ପଡୁଛି ଲେଲିନ ବାବୁ ଙ୍କ ହାଟ ରେ କଷ୍ଟ ହେଉଛି ଅହଂ କି ଦୁଃଖ
BJP ସରକାର କୁ ଧନ୍ୟବାଦ ଯେତେ ଶୀଘ୍ର କାର୍ଯ୍ୟକାରୀ ହେବା ଜରୁରୀ
ଠିକ୍ କରିଛନ୍ତି ମୋହନ ବାବୁ,,, ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର
BJP ଉପରେ ପୁରା ଭରସା ଅଛି ଆମମାନଙ୍କ
ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ହବା ଆବଶ୍ୟକ
Manibaku padiba mohan sirnku
ଅଜସ୍ର ଦୁର୍ନୀତି ର ଉତ୍ସ ପାଣ୍ଡିଆନ କୁ ଆଜି ଯାଏ ବିଜେପି କିଛି କାର୍ଯାନୁଷ୍ଠାନ ନେଉନାହାନ୍ତି।ଖାଲି କଥାରେ ମାଛି ମରେ ନାହିଁ।ପାଣ୍ଡିଆନ ର security withdraw କରୁନାହାନ୍ତି,କ୍ୟାନସର କୁ କାଟି ପୋଫାଡିବା ର ଆସ୍ଫାଳନ କରୁଛନ୍ତି।😮😮
ଶୀଘ୍ର Lenin Mohanty ଭଳି ଚାଟୁକର ଙ୍କୁ ବାନ୍ଧ ...
Banda chordibe ea magia ba ta tharu adhika choro . Choro kn kebe choro ku arrest kaleni
ବିଜେଡି ର କଥାକୁହା ଏଲିଯ କୁ ଆଗେ Areste କଋାଯାଉ
Banda chordibe . Sabu ta choro .ea channel owner ba agaru bjd re thila . Swarthapara payeasichi
5Tସ୍କୁଲରେ ଜେତେ କାମ ହେଇଛିସବୁଡ଼ୁବ୍ଳିକେଟ ସ୍କୁଲର ମାଷ୍ଟର ମାନେ ଏବଂ ଠିକାଦାର ମିଶି ସବୁ ଖାଇ ଗଲେ ସବୁ ତଦନ୍ତ ହେଉ
Brother, our college received 5 or 7 lakh rupees. We all went and asked the principal and he said that only 3 lakh rupees came. Then he said that he will make some arrangements and break the old room and make a new room.But then I stayed in the same room and sat there, what should I tell you brother, I feel like laughing, that room again😅
Cm sir Good. The great mohan Sir Jay Jay
Best CM mohan sir 🙏🙏
Very good
ପାର୍ଲିଆମେଣ୍ଟ ଗୃହ ରୁ ପାଣି ଗଳୁଛି ସେଥିପାଇଁ ନେହେରୁ ଓ ଇନ୍ଦିରା ଗାନ୍ଧୀ ଦାୟୀ
Sethare lagithiba glass ru pani baharu thila chhata ru nuha
Rajyapal puoku kie ashraya dela?
Vheri nace mohan sar odisha sundargarh rajgangpur jaraikela bahiam hindustan jindabad JAEHINDEH
ସବୁରି ମୂଳରେ ନବିନ ତାକୁ ବାନ୍ଧିଲେ ସବୁ ବାହାରିବ
we Proud of you Sir
your Very Very Good job in The Odisha 🙏
Very super mohan majhi sir ❤❤
Good decision by our cm
Great Great sir ❤️❤️❤️❤️❤️
Odisha CM real hero mohan majhi sir very good work jay shri ram
ଧନ୍ୟବାଦ ଆମ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ମୋହନ ମାଝୀ ସାର ଙ୍କୁ ପ୍ରଭୁ ଜଗନ୍ନାଥ ଥାଙ୍କୁ ମୁଣ୍ଡରେ ସ୍ୱବୁବେଲେ ଜଗନ୍ନାଥ ଓଡିଶା ଙ୍କୁ ସାଜ୍ୟ କରିବେ ଏପ୍ରଭୁ ତୁମେ ଜଗନ୍ନାଥ ବିଜେପି କୁ ସ୍ୱଥି ଦେୟନ୍ତୀ ଜୟ ଜଗନ୍ନାଥ
Very good.
Thank you sir❤❤
Jay shree Ram 🚩🙏
ଏମିତି ହବା ଦରକାର
Good sir
Great Sir
ଦର ବୃଦ୍ଧି ଆକାଶ ଛୁଆଁ ଗୋଟେ ଗରିବ ଲୋକ ଚଳିବା କଷ୍ଟ ହୋଇ ପଡ଼ିଛି,TV ଚାଲୁଛି ଓଡ଼ିଶାରେ ରିମୋଟ୍ ରହିଛି ଗୁଜୁରାଟୀ ବେପାରୀ ହାତରେ।
ଚାଷ କରିବାକୁ ତ ଲାଜ ଲାଗିବ ଦର ଆକାଶ ଛୁଆଁ ନ ହେବ କାହିଁକି ।
@@ShibasankarHansdah-um4wd ପଛ ସରକାର ସମୟରେ ଏମିତି ହେଉ ନଥିଲା ଏବେ କଣ ପାଇଁ ହେଉଛି?
ଚାଷୀ ଏତେ କଷ୍ଟରେ ଚାଷ କରି କମ୍ ରେ ବିକିଲେ ସେ ହିଁ ଗରିବ ରହୁଛି ଲୋକମାନେ ତାକୁ ହିଁ ନିଚ ନଜରରେ ଦେଖୁଛନ୍ତି ପରିବା ଦର ବଢ଼ିଛି ଭଲ ହେଇଛି।
@@chaitanmurmu1645 ସଧାରଣ ଗରିବ ଦିନ ମଜୁରିଆ ଙ୍କ ମଜୁରୀ ବଢ଼ିଲେ ଭଲ ହେବ ନା, ଅନ୍ଧ ଭକ୍ତ ଭଳି କହିଲେ ହେବନି
Ktidasa hele tuii😅@@କଳ୍କୀ
Sir
ନେତାଙ୍କୁ ଆଗ ଧରନ୍ତୃ
Jai hind jai shree ram mohan sar❤❤❤🙏🏻👌🇮🇳🇮🇳💪
What about the son of Raghubarji?
Jatra rathi chief minister
Toh thu bahut bhala
very good Mohan sir is great
To be continue sir
Take action against BJD netas immediately
ହଁ ସେଥିପାଇଁ ଗୋଟେ ବି କାର୍ଯ୍ୟ ଅନୁଷ୍ଠାନ ହେଇ ପାରିଲାନି ଆଉ କେତେ ଦିନ ଲାଗିବ ଆମେ ତ ଭୁଲ୍ କରି ଦେଲେ ନବୀନ ପଟ୍ଟନାୟକଙ୍କୁ ହରେଇ।
Nabin ଚାରି ପଞ୍ଜୀରୁ ଗଲା ।
Right 💪💪💪💪💪💪💪
ସ୍କୁଲ ରେ ଜେମିତି ଜାନୁଆରୀ 26 ରେ ପିଲା ମାନେ ଭାଷଣ ଦିଅନ୍ତି ଆପଣଙ୍କ ଭାଷଣ ସେଇ ପରି ଲାଗୁଛି ଇଏ ଗୋଟେ ମୁଖ୍ୟମନ୍ତ୍ରୀଙ୍କ ର ଭାଷଣ ନୁ୍ହଁ
ଲୋକସେବା ଭବନ ଏବଂ ଖାରବେଳ ଭବନରେ ଛ , ସାତ ବର୍ଷରୁ ଅଧିକ ସମୟ ଏକ ବିଭାଗରେ ରହିଥିବା ଉପବିଭାଗ ଅଧିକାରୀ ମାନଙ୍କୁ , ଅନୁ ଶାସନ ସଚିବ ମାନଙ୍କୁ ଚଞ୍ଚଳ ବଦଳି କରନ୍ତୁ
Right 👍
ପ୍ରତ୍ୟେକ ଜିଲ୍ଲା ରେ ଏମିତି ଦୁର୍ନୀତି ସରକାରୀ କର୍ମ ଚାରି ମାନଙ୍କୁ ମିଡ଼ିଆ ଆଗରେ ଅନାନ୍ତୁ । ସରକାର ହୋବତ ଏମିତି , ଆଉ କଠରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
ଜୟ ମୋହନ ସାର୍, ଚାଲୁ ଜାନ ଲଗେଇ ଦିଅନ୍ତୁ, ଓଡ଼ିଶା ର ଉନ୍ନତି ପାଇଁ ❤
👍👍👍👍👍👍👍👍👍👍
Very very very good happy
TQ sir
Thanku..c.m.mohan.sar
Jay jagannath🙏🙏🙏🙏🙏🙏 jay mohan sir 🙏🙏🙏🙏🙏
Pandiya ku aga arrest karantu
ମୁଖ୍ୟମନ୍ତ୍ରୀ ମହୋଦୟ ପାଣ୍ଡିଆନ ଙ୍କୁ ପିଏସ୍ଓ କାହିଁକି ଦିଆଯାଇଛି ଆମେ ବୁଝି ପାରୁନାହୁଁ
୨୪ ବର୍ଷ ଦଲାଲ ରାଜନୀତିରେ ରୋଗୀ ମାନେ ଖଟିଆ ରେ ବୁହା ହେଉଥିଲେ😢
Very good mohan maji
❤❤❤❤❤❤
Odisa Proud of Mohana sarakar 🙏🏼
good sir like B j p 🙏🙏🙏🙏🙏🙏👍🏼👍🏼👍🏼👍🏼👍🏼
ଆରେ ଲେଲିନ ମହାନ୍ତି. ଲୋକ ଙ୍କ ସରକାର ସବୁ ଜାଗାକୁ ଯାଇପାରିବେ
Jay jagannatth
ସବୁ ରାଜନୀତି ଦଳ ଟଙ୍କା ଖାଇ ଛନ୍ତି ଇଲେକ୍ସନ ପାଇଁ.. ଦିଲ୍ଲୀ ଆଉ ମହାରାଷ୍ଟ୍ର ରେ କଣ ହେଇ ଛି
Jay sri Jagannath jay sri ram
Mohan maji very good
We salute your rule and regulations.
Very good sir action be quick
Jai jagannath
❤❤❤❤❤❤
ଶୀଘ୍ର କରନ୍ତୁ
Suppr
Right
Right sir
Thank you mohan sir❣️
Veri good, mohan ସରକାର
୨୪ ବର୍ଷର ସରକାରକୁ କାଠଗଡା କୁ ଆଣିବା ପାଇଁ "ଗରମ୍ ଭାତକୁ କଡରୁ କଡ଼ରୁ ଖାଇବା" ଭଳି ନୀତି ଅବଲମ୍ବନ କରିବା ଜରୁରୀ।
❤❤❤❤
Good
🎉🎉
💐💐💐👏👏
very nice❤ good CM👍
The great cm of Odisha
ହଉ, ଫିଲିମ ଦେଖିବାକୁ କେତେଦିନ ଲାଗୁଚି l ଡେରି ନ କରି ଶୀଘ୍ର ଫିଲ୍ମ ଦେଖାଏ l ଖାଲି ଭାଷଣ ବାଜି କର ନାହିଁ
ଦୁର୍ନୀତି ଗ୍ରସ୍ତଙ୍କୁ ନିହାତି ଦେଖାଇବା ଉଚିତ୍।
Bhai mane Odisha au rohiboni so busy soreidebe
ସାରେ ଖୁବଶିଘ୍ର ପଦକ୍ଷେପ ନିଅ