ରାତିଅଧରେ ମଠ ଉପରେ ପଡିଲା ବୋମା || Bomb Attack at Baba's Mutt || Bhubaneswar || Odisha Reporter

Поділитися
Вставка
  • Опубліковано 26 гру 2024

КОМЕНТАРІ •

  • @sabitaprusty8035
    @sabitaprusty8035 День тому +2

    ଏତେ ସବୁ ଘଟଣାମାନ ଘଟିବା ପରେ ପୋଲିସ ଠିକ୍ ରେ କାର୍ଯ୍ୟନୁଷ୍ଠାନ ସମୟ ରେ କରୁ ନାହାନ୍ତି। ସରକାର ମଧ୍ଯ ନିରବ। କାହାକୁ ଦୋଷ ଦେବ।

  • @acharyauniversaltube7757
    @acharyauniversaltube7757 20 годин тому +1

    ଏମିତି ଆହୁରି ବହୁତ ହେଇପାରେ। MLA , MP, Bidhaayaka, ଏଇ ମାନଙ୍କ ଯୋଗୁଁ ତ ଆଜି ସବୁ ବାଂଲାଦେଶୀ, ରୋହିଂଗ୍ୟା ଓଡ଼ିଶାକୁ ଚାରିଆଡକୁ ମାଡ଼ି ବସିଛନ୍ତି। ଚାଲିବାକୁ ମଧ୍ୟ ରାସ୍ତା ନାହିଁ। ଓଡ଼ିଶା ହେଉଛି ଜଗନ୍ନାଥ ଧାମ। ତା'ବୋଲି ସବୁ ମଥାରେ ତିଳକ ଲଗେଇ ମଠରେ ରହିବେ!!!!! ଜ୍ଞାନ ????!!!!!

  • @dibakarmishra1706
    @dibakarmishra1706 16 годин тому

    ଧର୍ମକ୍ଷେତ୍ର କୁରୁକ୍ଷେତ୍ର ହେଲା କିପରି?

  • @ranjitdhmajhi9400
    @ranjitdhmajhi9400 День тому +1

    Om shanti 🙏🙏🙏🪔🪔🪔

  • @harekrushnabehera3138
    @harekrushnabehera3138 7 годин тому

    ଏଇଠୁ ଜଣାପଡ଼ିଲା ଭଗବାନ ଫଗବାନ , ଭକ୍ତ ଫକ୍ତ କିଛି ନାହିଁ , ଏ ସବୁ ଅନ୍ଧବିଶ୍ୱାସ, ଭାଣ୍ଡାମୀ ,ନୋହିଲେ ବୋମା ବିସ୍ଫୋରଣ ହୁଅନ୍ତା କାହିଁକି ? ବାବା ହସ୍ପିଟାଲରେ ଚିକିତ୍ସିତ ହୁଅନ୍ତେ କାହିଁକି ? ବାସ୍ତବତା ଓ ବିଜ୍ଞାନ କୁ ହେଜ କରନ୍ତୁ, ହେତୁ କରନ୍ତୁ ।ରଥ ସାର୍ ନମସ୍କାର, ହେତୁ ବାଦୀ ଜିନ୍ଦାବାଦ, ନିଃଈଶ୍ଵର ବାଦୀ ଜିନ୍ଦାବାଦ।

    • @LAXMANCHANDRASASAMAL
      @LAXMANCHANDRASASAMAL 5 годин тому

      ରୁଷିମୁନୀମାନେ ତପସ୍ୟା କଲା ବେଳେ ମଧ୍ୟ ଏମିତି ହେଉଥିଲା,ଅପେକ୍ଷା କର , ଭଗବାନ ଅସିବେ

  • @rameshchandrasahoo8872
    @rameshchandrasahoo8872 7 годин тому

    Dukher ghatana, investigation sathik heba darkar

  • @TruptiBehera-wx6px
    @TruptiBehera-wx6px День тому +2

    ଏଥି ପାଇଁ ବିଜେପି ସରକାର ଦାୟୀ

  • @bhagirathipradhan834
    @bhagirathipradhan834 День тому

    Police ra kamajuri karan...kanun byasta ku sakta kara jau...

  • @goodboy3858-p3c
    @goodboy3858-p3c 23 години тому

    Maagiyanka galu prabala

  • @TrinathMajhi-dw2pc
    @TrinathMajhi-dw2pc День тому

    Patita. Pabana bana Auketebelaku