Crorepati Forced to Live in Slum, Land Mafia Displaces Tribal Family in Sambalpur

Поділитися
Вставка
  • Опубліковано 6 лют 2025
  • #ବସ୍ତିରେ_କୋଟିପତି
    ବହୁ କୋଟି ସଂପତ୍ତିର ମାଲିକ, କିନ୍ତୁ ରହୁଛନ୍ତି ବସ୍ତିରେ। ୫୦ ଡିସମିଲ ଜମିକୁ ଚଞ୍ଚକତା କରି ହାତେଇ ନେଇଛନ୍ତି ଜମି ମାଫିଆ। ସମ୍ବଲପୁରରୁ ସାମ୍ନାକୁ ଆସିଛି ଆଦିବାସୀ ଜମି ହଡ଼ପ ଭଳି ସାଂଘାତିକ ଅଭିଯୋଗ। #LandFraud #Sambalpur #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 295

  • @sasanksekharaswain9208
    @sasanksekharaswain9208 Місяць тому +36

    ବହୁତ୍ ଦୁଃଖ ଲାଗିଲା news ଟି ଶୁଣି, god bless you , ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ , ଧୃତ ଅଧିକାରୀ ଙ୍କୁ ଆଗ ଦଣ୍ଡ ଦିଆଯାଉ

  • @villagecookingindia7651
    @villagecookingindia7651 Місяць тому +263

    ଅତିଶୀଘ୍ର ନ୍ୟାୟ ଦିଆଯାଉ

    • @pintukhatua5044
      @pintukhatua5044 Місяць тому +10

      ଭାଗ୍ୟ ଭଲ sc st act ଥିଲା ବୋଲି ରେକଡ ଟା ଅଛି ନ ହେଲେ ସବୁ ଧମକାଇ ନେଇଯାଇଥାନ୍ତେ

    • @SanjayJena-br9dm
      @SanjayJena-br9dm Місяць тому +4

      Right 🙏🏻

  • @user-premanada
    @user-premanada Місяць тому +98

    ସରକାର ସଠିକ୍ ତଦନ୍ତ କରି ଦୋଷୀଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।
    ଆଉ ସେହି ବ୍ୟକ୍ତି କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ ।

  • @PurnaRana-ou8lf
    @PurnaRana-ou8lf Місяць тому +99

    ନାୟ ମିଲୁ ଭାଇକୁ

  • @Montu74
    @Montu74 Місяць тому +176

    ସରକାର ସାହାଯ୍ୟ କରନ୍ତୁ

    • @bantyfoodandvlogs5480
      @bantyfoodandvlogs5480 Місяць тому +2

      Govt employee nije paisa nei kama karichhanti au puni tanka tharu help miliba😂😂😂 are you joking 😂😂😂😂

    • @subratmadgul5375
      @subratmadgul5375 Місяць тому

      ​@@bantyfoodandvlogs5480 ଆରେ ପାଗଳ କୋଉ Goverment ତ ଜେଜ ନବୀନ ନା ତ ବପା ମୋହନ ମାଝୀ.... କା ସରକାର ଠିକ ସେ କହ ଏମିତି ଫାଳିକିଆ କଥା କହି କାହିଁ ଦାନ୍ତ ଛୋଡୁଛୁ ଵେ.... 🤔

    • @rajkishorbarik8171
      @rajkishorbarik8171 Місяць тому +1

      Sarkar toh khud 15 lakh rupiya udhar laga hai

  • @birendramunda5435
    @birendramunda5435 Місяць тому +38

    Thank you otv, Govt should take action quickly

  • @sureshgartia868
    @sureshgartia868 Місяць тому +18

    ଉଚିତ ନ୍ୟାୟ ମିଳୁ

  • @arunsatapathy9126
    @arunsatapathy9126 Місяць тому +15

    Good reporting. Good to every Village.

  • @birendranayak2195
    @birendranayak2195 Місяць тому +28

    ଏହି କାମରେ ଯେଉଁ ସରକାରୀ କର୍ମଚାରୀ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଅଧିକ ଦଣ୍ଡ ମିଳିବା ଦରକାର। ତେବେ ପ୍ରତ୍ୟେକ ଆଦିବାସୀ ନ୍ୟାୟ ପାଇବେ।

  • @kumardeepak4402
    @kumardeepak4402 Місяць тому +31

    ପ୍ରଶାସନକୁ ଏସବୁ କଣ ଦେଖାଯାଉନି, ଯେତେ ଅତ୍ୟାଚାର ଗରିବମାନଙ୍କ ଉପରେ,ସରକାରଙ୍କୁ ଅନୁରୋଧ ଗରିବଙ୍କ ଦୁଃଖ ବୁଝନ୍ତୁ, ଜୟ ଜଗନ୍ନାଥ 🙏🙏🙏🙏

  • @jchoudhury274
    @jchoudhury274 Місяць тому +16

    ଏ ନିରହ ବାପା ମା କୁ ନ୍ୟା ୟ ମିଳୁ ଜୟ ଜଗନ୍ନାଥ

  • @ManashNaik-ms7ze
    @ManashNaik-ms7ze Місяць тому +24

    ବୁଲଡୋଜର ଚଢ଼ାଉ ହଉ ଗରିବ ଲୋକଙ୍କୁ ନ୍ୟାୟ ମିଳୁ ଏହାକୁ ତୁରନ୍ତ ପ୍ରଶାସନ ଆକ୍ସନ ନିଅନ୍ତୁ

  • @AnilkujurAnilkujur-qp2ux
    @AnilkujurAnilkujur-qp2ux Місяць тому +52

    ଆଦିବାସୀ ମାନଙ୍କୁ ସରକାର ନ୍ୟାୟ ଦିଆଯାଉ

    • @Maamohini2563
      @Maamohini2563 Місяць тому +4

      ଭୀମ ଆର୍ମ ବାଲେ କାହିଁ ଗଲେ ରାଜନୀତି କରୁଛନ ଆଦିବାସୀ ଭାଇ କେ help କର

  • @pimpleparida1172
    @pimpleparida1172 Місяць тому +23

    ମୋହନ sir ବୁଝୋନ୍ତୁ ଟୀକେ

  • @BabuluMahapatra-xh6so
    @BabuluMahapatra-xh6so Місяць тому +20

    ସବୁ ଅଫସରମାନେ ଓ ଦଲାଲ୍ ଅଛନ୍ତି।

  • @Ajit-s9i
    @Ajit-s9i Місяць тому

    ବହୁତ ବହୁତ ଧନ୍ୟ ବାଦ 🙏🙏..ଏ news ଦେବାକୁ

  • @liteshkumar2496
    @liteshkumar2496 Місяць тому +2

    ସରକାର ଅତିଶୀଘ୍ର ସେମାନଙ୍କୁ ନ୍ୟାୟ ଦିଅନ୍ତୁ 🙏🙏

  • @Chandra-o5p
    @Chandra-o5p Місяць тому +4

    Thanks media 😮🎉

  • @skmahi4219
    @skmahi4219 Місяць тому +55

    SC ST loka nku amiti troucher karuchanti General loka mane

    • @aaditisaofficial....3168
      @aaditisaofficial....3168 Місяць тому +1

      Right 👍

    • @bagdevisahu4156
      @bagdevisahu4156 Місяць тому +2

      Sc and st and general and obc kiu felling karu cha 🕉🙏🙏
      Garib ki life ameti 😢😢😢😢😢😢😢😢😢😢

    • @SunitaJani-qz6pc
      @SunitaJani-qz6pc Місяць тому

      Nia loga na..sc st general naa re! Nohele jihadi nei jiba mankodo Mane fight hi karu thibo basi ki!

    • @SunitaJani-qz6pc
      @SunitaJani-qz6pc Місяць тому

      @@bagdevisahu4156 se brainwashed ta Sethi pain bujhibeni! Gareebo gareebo hi thibo se sc st OBC hau ki general!

    • @Maamohini2563
      @Maamohini2563 Місяць тому

      general ଲୋକମାନେ ଧନୀ st sc ଲୋକଙ୍କୁ tarture କର୍ଶନ

  • @chumakinaik1300
    @chumakinaik1300 Місяць тому +1

    Thank you otv

  • @kidstoystgm
    @kidstoystgm Місяць тому +2

    Thank you o TV

  • @smileentertainmentmusic1320
    @smileentertainmentmusic1320 Місяць тому +1

    Thanks otv news reporting

  • @chandaneswarmarndi2746
    @chandaneswarmarndi2746 Місяць тому +5

    ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକଷ୍ଟ ଯାଇ ଅଭିଯୋଗ କରନ୍ତୁ ,।।ଆଉ ସମସ୍ତଙ୍କୁ jail କରାନ୍ତୁ

  • @Baccha-chor29
    @Baccha-chor29 Місяць тому +8

    ସମସ୍ତ ଦଳିତ ଆଦିବାସୀ ଙ୍କୁ ଏମିତି କରାଯାଉଛି

  • @dillipsingh9836
    @dillipsingh9836 Місяць тому +1

    Thank you otv Chanel

  • @guptasanth5599
    @guptasanth5599 Місяць тому +1

    Otv is best in odisha

  • @ganeshcraetion6861
    @ganeshcraetion6861 Місяць тому +7

    Good sir

  • @jayapujari371
    @jayapujari371 Місяць тому +12

    Justice

  • @c.shortsstory7822
    @c.shortsstory7822 Місяць тому +11

    ଏମାନେ ଏଥିପାଇଁ ଓଡ଼ିଶାକୁ ଭାଗ କରିବାକୁ ଚାହୁଁଛନ୍ତି। ଯୋଉ ମାନେ ମୋ କଥା କୁ ଖରାପ ଭାବୁଛ ନା କେବେ ଆସି ବୁଲିକି ଯାଅ ଆଉ ଲୋକ ମାନେ କେତେ ଅସୁବିଧା ରେ ଅଛନ୍ତି ଦେଖ ..... ସବୁବେଳେ ଏମାନଙ୍କୁ ଅଣଦେଖା କରୁଛନ୍ତି ସରକାର....କିନ୍ତୁ ଏ0lରେ ଥିବା ଖଣିଜ ପଦାର୍ଥ କୁ ବୋହି ନେଇଯାଉଛନ୍ତି.......🙊

  • @veersb5518
    @veersb5518 Місяць тому +2

    This is a very Sensitive news ... Government should take imidiate action.. 😶😶

  • @chitrasenchhatria5635
    @chitrasenchhatria5635 Місяць тому +3

    ନିୟା ମିଲୁ 🙏🙏🙏

  • @gyarikrishnabag2550
    @gyarikrishnabag2550 Місяць тому

    Thank you tame dhala j otv

  • @satyaban929
    @satyaban929 Місяць тому

    Thank you otv❤

  • @Prateek_Mantry
    @Prateek_Mantry Місяць тому +2

    Justice should be given immediately.

  • @Mickyak599
    @Mickyak599 Місяць тому

    Very good 👍

  • @soumyakantcreations5443
    @soumyakantcreations5443 Місяць тому

    Good job 👍👍 OTV

  • @Sd-is4lz
    @Sd-is4lz Місяць тому +7

    ନାୟ ମିଳିବ ବିଜେପି ସରକାର ସମୟରେ ମିଳିବ

  • @manibabu100
    @manibabu100 Місяць тому

    Thank you o tv❤

  • @pradeepkumarpradhan2500
    @pradeepkumarpradhan2500 Місяць тому +3

    ଆର୍ଯ୍ୟ ହଟାଅ ଭାରତ ବଞ୍ଚାଅ

  • @sushantmjh4578
    @sushantmjh4578 Місяць тому

    ଓଡ଼ିଶା ସରକାର ଶୀଘ୍ର ନ୍ୟାୟ ଦିଅନ୍ତୁ ଏ ମାଆ ବାପା ଙ୍କୁ 🙏🙏🙏🙏

  • @harimajhi5110
    @harimajhi5110 Місяць тому

    ଯଥାଶୀଘ୍ର ନ୍ୟାୟ ପ୍ରଦାନ କରା ଯାଉ 😊

  • @Nevermind690
    @Nevermind690 Місяць тому +1

    Sambalpur Collector is responsible for this 😠😠😠

  • @SAMAYSOREN-z6s
    @SAMAYSOREN-z6s Місяць тому +1

    ଆଦିବାସୀ ଙ୍କୁ ନ୍ୟାୟ ଦେବା ଦରକାର,

  • @bhagabatabiswal521
    @bhagabatabiswal521 Місяць тому

    Bahut badhiya

  • @kedarpadhan9581
    @kedarpadhan9581 Місяць тому

    Sarkar kichi Kariba ni basha dhakha❤❤❤❤❤❤

  • @Bapujipro
    @Bapujipro Місяць тому +1

    ବିଶ୍ୱାଘାତକ ନମକ ହାରାମି ଦଲାଲି
    ସରକାରି ଅଫିସର ଅନ୍ତର୍ଭୁକ୍ତ ଅଛନ୍ତି

  • @debaranjankanharofficial
    @debaranjankanharofficial Місяць тому

    ସରକାର ଟିକେ ସାହାଯ୍ୟ କରନ୍ତୁ

  • @sanatanmajhi6232
    @sanatanmajhi6232 Місяць тому

    ଜମି ପ୍ଲଟିଙ୍ଗ ଜମି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ କରାଯାଉ l

  • @bibekanandajena5070
    @bibekanandajena5070 Місяць тому

    😥😥bjd ଶାସନରେ କାମ ହୋଇଥିଲା

  • @RupNarayanMajhi
    @RupNarayanMajhi Місяць тому

    ମୋହନ ମାଝୀ ଜଲଦି ଏ ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ।

  • @RANJANKUMARDALAI-c5c
    @RANJANKUMARDALAI-c5c Місяць тому

    Yes 👍👍👍

  • @sukantamahunta2512
    @sukantamahunta2512 Місяць тому

    Good

  • @nabinrout8817
    @nabinrout8817 Місяць тому

    Good,, sir🙏

  • @___sindu___154
    @___sindu___154 Місяць тому

    Right ✅️ ↔️ 👉

  • @balarammurmu3129
    @balarammurmu3129 Місяць тому

    ଏବେ ଆସିବ ମଜା

  • @dailymotionvideo3384
    @dailymotionvideo3384 Місяць тому

    Good news.

  • @khushiABScreation
    @khushiABScreation Місяць тому +1

    We all are raise hand to stop land mafia , I see last some year the land are under mafia hand, requested to the Revenue and Disaster Management Department Government of Odisha. the Shri Suresh Pujari, CC Shri Manmohan majhi Sir Please take immediate action. So that it's stop

  • @JagadishSinku-rk1nw
    @JagadishSinku-rk1nw Місяць тому +1

    ଆମ ଆଦିବାସୀମାନଙ୍କର ଜମି ଏମିତି ହଡ଼ପ କରାଯାଉଛି।

  • @JagadishSinku-rk1nw
    @JagadishSinku-rk1nw Місяць тому

    ଭଲ କରଯାଉ।

  • @SaniaMajhi-wh5gw
    @SaniaMajhi-wh5gw Місяць тому

    ବିଜେଡି ସରକାର ବେଲେ ଏହି ସବୁ‌ଦୂରନୀତୀ ର ଶିକ୍ଷା ଦିଆଯାଇଛି

  • @Bndas42-m9k
    @Bndas42-m9k Місяць тому

    Immediately action with police 🔥

  • @Hihgdarlic
    @Hihgdarlic Місяць тому

    Mbj udala ward no 12 ସେମିତି କା ଘଟଣା ବହୁତ ଦଲିଲ ମାନେ ଆଦିବାସୀ ଜମି ଜୁର ଜବର କରି ନେଉଛନ୍ତି ଗଣମାଧ୍ୟମ ର ସାହାଯ୍ୟ ଦରକାର ପ୍ରଶାସନ ପାଖରେ ପଞ୍ଚାଇ ବା ପାଇଁ 😭

  • @heylord8258
    @heylord8258 Місяць тому

    Yes nice..se loknku jaga ferai deba darkar..

  • @DesiBoyzKoraput
    @DesiBoyzKoraput Місяць тому

    Justice⚖ for Her, him

  • @skaifoundation8120
    @skaifoundation8120 Місяць тому +1

    Very sad. 🙏

  • @SATYAKAR-c5b
    @SATYAKAR-c5b Місяць тому +1

    We want justice

  • @tarunkumarsingh675
    @tarunkumarsingh675 Місяць тому

    ଏମିତି ଲୁଟୁଛିଛନ୍ତି ଆଦିବାସୀ ଜମି

  • @ମୋକବିତାmypoetry
    @ମୋକବିତାmypoetry Місяць тому +1

    ସବୁ ଜାଗାରେ ଏମିତି ଅବସ୍ଥା ଆଦିବାସୀ ଙ୍କର l ସେମାଙ୍କ ପାଖରେ ହଜାର ଲକ୍ଷେ ଜମି ଥାଉ ପଛେ ସେମାନେ ଅତି ଗରିବ l କିଛି ବି ଚାଷ କରନ୍ତି ନି ଅଥବା ଚାଷ କରି ଜାଣନ୍ତି ନାହିଁ l ହେଲେ ଅନ୍ୟ କାଷ୍ଟ ର ଲୋକମାନଙ୍କ ପାଖରେ ଛୋଟ ବାରି ଟିଏ ଥିଲେ ବି ସେଠାରେ କେତେ ପନିପରିବା ଫଳେଇ ଦେଇ ବଜାର କୁ ବିକି ଦୁଇ ପଇସା ପାଉଛନ୍ତି l ହେଲେ ଆଦିବାସୀ ମାନେ ଏତେ ଅବହେଳିତ କାହିଁକି ମୁଁ ବୁଝି ପାରୁନି l ଆଦିବାସି ମାନେ ପଇସା ପାଇଁ ଜମି ଗୁଡାକ ବିକି ଦେଉଛନ୍ତି ଆଉ ଆହୁରି ଗରିବ ରୁ ଗରିବ ହେଇ ଯାଉଛନ୍ତି l ଆଉ ଯେଉଁ ଆଦିବାସୀ ବି ଚାକିରୀ ଖଣ୍ଡେ ପାଉଛି ସରକାରଙ୍କ ଦୟା ବଳରୁ ହିଁ ଚାକିରୀ ପାଉଛି ନ ହେଲେ ତ ସେମାନେ ପାଠ କଣ ଜାଣନ୍ତି ନାହିଁ l ବେଳେ ବେଳେ ଲାଗେ ସେମାନଙ୍କ ପାଖରେ କମ ବୁଦ୍ଧି ଥାଏ l ଏହା ହିଁ ସତ୍ୟ

  • @sanusing2134
    @sanusing2134 Місяць тому

    ନ୍ୟାୟ ଦିଆଯାଉ ସରକାର

  • @arushmohapatra6844
    @arushmohapatra6844 Місяць тому

    ସତର ମନ୍ତ୍ରୀଙ୍କ ଚାଷୀଙ୍କ ପାଇଁ ଦରଦ ସେଥିପାଇଁ ଓରେରା ପଞ୍ଜିକରଣ ନଥାଇ ପ୍ଲଟ ବିକ୍ରି କରିବା ପାଇଁ ଆଇନ ଆଣିବେ

  • @alokranjan9069
    @alokranjan9069 Місяць тому

    Immediately action on culprit

  • @starmohapatra
    @starmohapatra Місяць тому

    ଆଦିବାସୀଙ୍କୁ ନ୍ୟାୟ ମିଳିବ କେବେ।

  • @ananda6789
    @ananda6789 Місяць тому

    ବିଫଳ ଗଣତନ୍ତ୍ର ଶାସନ ର ନମୁନା

  • @SanjayJena-br9dm
    @SanjayJena-br9dm Місяць тому

    Otv ku Mora atik anurodh help karantu 🙏🏻

  • @sureshgartia868
    @sureshgartia868 Місяць тому

    ଗରିବ ମାନଙ୍କ ଉପରେ ବହୁତ ଅତ୍ୟାଚାର

  • @aapu_tv
    @aapu_tv Місяць тому

    Bahut dukhar katha niriha adibasi ku thaki ki emiti kariba...nathila..

  • @amitt319
    @amitt319 Місяць тому +3

    POA ରେ ବିକ୍ରି ହେଇଥିଲେ ଆରମସେ କୋର୍ଟ ରେ ଚାଲେଞ୍ଜ ହେଇଯିବ. ହତାଶ ହୁଅନ୍ତୁନି।

  • @Amorvlogss
    @Amorvlogss Місяць тому +1

    Advocate mame full support Kara Jia b Jana kariche

  • @sudarsanbaral1002
    @sudarsanbaral1002 Місяць тому

    Justice for tribal family

  • @SushilSilu-yn2jr
    @SushilSilu-yn2jr Місяць тому

    Athara CM nije a loka nku tanka jaga fererdebare sahajya karantu 🙏🏻

  • @kalandimuduli
    @kalandimuduli Місяць тому

    Ha bhagaban

  • @sankarprasadsahu9225
    @sankarprasadsahu9225 Місяць тому +2

    ବିଜେଡି କେଳେଙ୍କାରୀ ଗୁମର ଖୋଲ ବାହାରିବ

  • @gobindabehera3396
    @gobindabehera3396 Місяць тому

    BJP leader ❤❤❤❤❤❤ Jay Jagannath

  • @user-vo7eq9eh6q
    @user-vo7eq9eh6q Місяць тому

    Takes immediate action against mafia

  • @kanhumurmu5702
    @kanhumurmu5702 Місяць тому

    ଆଦିବାସୀ ଯାଗା ଅଣ ଆଦିବାସୀ ମାନେ କି ଣି ପାରିବେ ନାହିଁ

  • @nabinraj7474
    @nabinraj7474 Місяць тому

    ତହସିଲଦାର,Ri, କଲେକ୍ଟର ବୋଧେ ମରି ଗଲେ
    ଆଉ ସେ MLA

  • @lokanathmeherbulu6937
    @lokanathmeherbulu6937 Місяць тому

    Harhalat nu nyaay diyajaau😢😢

  • @loveandfeelings5788
    @loveandfeelings5788 Місяць тому

    Ama Mohan sarkar tike dhayan deba dakar,Bjp ye samasyaku samadhan karibs darkar.❤❤❤❤❤

  • @banamalihansdah8463
    @banamalihansdah8463 Місяць тому

    😢😢😢 jami mafiaa ku turonta arrests korajaw & jami refond korajaw

  • @BasantiSwati
    @BasantiSwati Місяць тому

    Amer bhi jami semiti heichi

  • @Susanta-oo9uz
    @Susanta-oo9uz Місяць тому

    Garib Parivar ko nyaay Milo

  • @Sached299
    @Sached299 Місяць тому

    ନ୍ୟାୟାଳୟ କଣ କରୁଛି??

  • @niranjannayak1553
    @niranjannayak1553 Місяць тому

    Got. Action Em...

  • @srikanta671
    @srikanta671 Місяць тому

    ସବୁ ବିଜେଡି ସରକାର ଖେଳ
    ସବୁ ବିଜେଡି ନେତା ମନ୍ତ୍ରୀ

  • @asmusic5993
    @asmusic5993 Місяць тому +1

    ନ୍ୟାୟ ଦିଅନ୍ତୁ ଭାଇ

  • @sarojinisahoo2320
    @sarojinisahoo2320 Місяць тому

    Sarakar a niriha paribar ku nya diantu. Ethi bahut bada lokanka hata thiba

  • @Bhaktishravan
    @Bhaktishravan Місяць тому

    Sambalpur nuha Kalahandi re bi amiti adivasi jaminku hadap karichhanty

  • @bedmanisback4640
    @bedmanisback4640 Місяць тому

    Polic aau cote kana karuchi

  • @sodabhagh4689
    @sodabhagh4689 Місяць тому

    Immidatly action govt

  • @DasamaMunda-p1f
    @DasamaMunda-p1f Місяць тому

    ସରକାର କୁ ଅନୁରୋଧ ତଦନ୍ତ କରି ଜମିକୁ ଫେରାଇ ଦିଅ । ନ ହେଲେ ତୀର ମାଡ଼ ହେବ ।