Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଯଦି ବିଜେପି ପୂର୍ବର ସରକାରଙ୍କ ପରି ଆଚରଣ କରିବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ତା'ର ସମୁଚିତ ଫଳ ପାଇବେ।
😊
Such Persoal attack is not desirable. Keep it in mind that the so called Departmental Proceedings has not been dropped as yet.
Very nice statement
Sir, Namaskar 🙏 . Your assumption on this issue is 100% correct.
ଏସବୁ ଯୋଜନା କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ହେଉଛି, ଯେଉଁଥିପାଇଁ ମୋହନ ବାବୁଙ୍କୁ CM କରି ବସାଇଛନ୍ତି ଓ CM ଙ୍କୁ ମଧ୍ୟ ବଦନାମ କରୁଛନ୍ତି ଓ 100% ଅସହାୟ
ସାର୍ 🙏ନମସ୍କାର ଶେଷରେ ଗୋଟିଏ କଥା ବୁଝିଲି। ତୁ ଗୁହାରୀ କରିବୁ ଯାହାକୁ। ମୁଁ ଗେରସ୍ତ କରିଛି ତାହାକୁ। ଓଡ଼ିଶାର ବିଜେପି ନେତାମାନଙ୍କୁ ଲଜ୍ଜ୍ୟା ଲାଗିବା କଥା।❤❤
ଧିରେ ଧିରେ ଅନୁଭବ ହେଲାଣି ବିଜେପି ମିଛ କହି ସରକାରକୁ ଆସିଲା ନିର୍ବାଚନ ପୂର୍ବରୁ କୁଟ୍ଟେ ଓ ଆଶିଷ ସିଂଙ୍କ ବିରୁଦ୍ଧରେ ଆପଣ ଅଭିଯୋଗ କରୁଥିଲେ ଏବେ ସରକାରକୁ ଆସିଲା ପରେ ଆକ୍ସନ ନେବା ବଦଳରେ ଓଲଟା କ୍ଲିନ୍ ଚିଟ୍ ଦେଇ ଡେପୁଟେସନ ରେ ପଠାଉଛନ୍ତି ଛୀ ଲଜ୍ଜ୍ୟା ଏଇଥିପାଇଁ କଣ ଓଡ଼ିଶା ବାସୀ ଆପଣଙ୍କୁ ଭୋଟ ଦେଲେ ଏବେ ବି ସମୟ ଅଛି ସୁଧୁରି ଯାଆନ୍ତୁ ନହେଲେ ଲୋକ ଆପଣଙ୍କୁ ସୁଧାରି ଦେବେ😕😕
ବିଜେପି ବିରୋଧରେ କଂଗ୍ରେସ ଏହାକୁ ନେଇ ଆନ୍ଦୋଳନ କରିବା ଉଚିତ
ଆଜ୍ଞା ନମସ୍କାର। ସୁନ୍ଦର୍ topic ବାଛିଛନ୍ତି।
ଏତେ ଚାପରେ ମୁଖ୍ୟମନ୍ତ୍ରୀ ରହିବା ଅପେକ୍ଷା ଇସ୍ତଫା ଦେଇଦେବା ଉଚିତ ନଚେତ୍ ତାଙ୍କ ବ୍ୟକ୍ତିତ୍ଵ ରସାତଳକୁ ଚାଲିଯିବ ଏବଂ ସେ ଅଯୋଗ୍ୟ ପ୍ରମାଣିତ ହେବେ।
Right said sir ❤
କିଛି ଲୋକତ ଚାହୁଁଛନ୍ତି ଯେ ମୋହନ ବାବୁ ଯେମିତି ହେଲେ ଯାନ୍ତୁ 🙏🏻
ସାମ୍ପ୍ରତିକ ରାଜନୀତିର ଏକ ବିକଳ ଓ ବିରଳ ଚିତ୍ର ଉପସ୍ଥାପନା ନିମନ୍ତେ ଅଶେଷ ଧନ୍ୟବାଦ।
😢😢😢😢😢😢କୂତେ ଅ ମିତ ଶାହର ଲୋକ୍
ସାର୍ ପ୍ରଣାମ, ଏ ସବୁ ରାଜନୀତିର ଖେଳ । ଆପଣ ଭଲ ଭାବେ ଜାଣନ୍ତି। ସବୁକିଛି ଭୋଟର ମାନେ ସମାଧାନ କରିବେ ସମୟର ଚକ୍ରରେ। ଜୟ ଜଗନ୍ନାଥ ।
ବିଜେପି ସରକାର କରିଲା ଠୁ ଏ ପର୍ଯ୍ୟନ୍ତ ସେମିତି ଆଖି ଦୃଷ୍ଟି ଆକର୍ଷଣ କାମ କରି ନାହିଁ ମୋତେ ଲାଗୁଛି ବିଜେପି ବେଶି ଦିନ ରହିବନି ବିଜେପି ଯାହାକୁ ବିରୋଧ କରି ସରକାର କରିଥିଲା ସେମାନଙ୍କୁ ଘୋଡେ଼ଇ ରଖୁଛି ଜୟ ଜଗନ୍ନାଥ 🙏🙏🙏🙏🙏
Excellently Excellent.
ସାର୍ ନମସ୍କାର, ଯେଉଁ ପ୍ରକାରର ସରକାର ଙ୍କ କାର୍ଯ୍ୟକଳାପ ଓ ବିରୋଧୀ ମାନଙ୍କ କାର୍ଯ୍ୟ ଚାଲିଛି, ଆସନ୍ତା ୨୯ ଇଲେକ୍ସନ ରେ ରାଜ୍ୟରେ ମିଳିତ ସରକାର ଗଠନ ହେବା ନିଶ୍ଚିତ। କୌଣସି ଦଳ ଏକକ ସରକାର ଗଠନ କରିପାରିବେ ନାହିଁ।
ଦୁର୍ଭାଗ୍ୟ ଆମ ଓଡ଼ିଶା ବାସୀଙ୍କ ର ଏଭଳି ଶାସନ ବ୍ୟବସ୍ଥା ପାଇଁ। ଏବେ ଧିରେ ଧିରେ ଅନୁଭବ ହେଉଛି ଭାଜପା ଦଳକୁ ଯେଉଁ ଉଦ୍ଦେଶ୍ୟରେ ଓଡ଼ିଶା ବାସୀ ମତଦାନ କରିଥିଲେ ତାହା ଧ୍ୱଂସ ପାଉଛି। ସମସ୍ତ ପ୍ରତିଶୃତି ମିଥ୍ୟା ରେ ପରିଣତ ହେବାକୁ ଯାଉଛି
ନିଜ ର ଯୋଗ୍ୟତା ନଥାଇ ଅନ୍ୟ ର ଦୟା ରେ ରଜା ହେଲେ ଏପରି ହୁଏ।
ଆମେ ଓଡ଼ିଆ ସବୁ ଅଣଓଡ଼ିଆ ଅଧିକାରୀଙ୍କ ପଦ ଲେହନ କରି ଅଶେଷ ସନ୍ତୋଷ ପାଉ । 😡
ବେକାରିଆ ଜନତା ପାର୍ଟି ଉପରେ ଆଉ ଭରସା ନାହିଁ ଆଜ୍ଞା 🙏
☀️ ନିର୍ବାଚନ ପରବର୍ତି ଘଟଣାବଳୀରେ ଯାହାସବୁ ଘଟି ଚାଲିଛି... ଏସବୁ ପତନ ହେବାର ନିଶ୍ଚିତ ରୁପେ ଲକ୍ଷଣ....
ମନେ ହୁଏ କେନ୍ଦ୍ର ସହଯୋଗ କରୁଛି। ଓଡ଼ିଶା ର ସରକାର ଅସହାୟ।
💥🚩🪔ଜୟ ଶ୍ରୀଜଗନ୍ନାଥ🙏🏻🌱🌾
ସାର ପ୍ରଣାମ 🙏🌹
ସ୍ଵତନ୍ତ୍ର ବିଷୟରେ ସୁନ୍ଦର ଆଲୋଚନା। ଅସହାୟତା ନୁହେଁ, ଅପାରଗତା। ନୂଆ ସରକାର ଠାରୁ ଅଧିକ କିଛି ଆଶା କରା ଯାଇ ପାରେନି।
ଆପଣ ଯାହା କହୁଛନ୍ତି ତାହା ଯଦି ସତ ତାହେଲେ ଏଥି ପାଇଁ କେନ୍ଦ୍ରର ଶୀର୍ଷ ବିଜେପି ନେତୃବୃନ୍ଦ ଦାୟୀ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ଆଉ ଏ ଚକ୍ରାନ୍ତକାରୀ ବିଶ୍ୱାସଘାତକ ଗୋଷ୍ଠୀ ପରିଶେଷରେ ମୋହନ୍ ମାଝୀକୁ ଗାଦିରୁ ହଟେଇ ପାଣ୍ଡିଆନ୍ କୁ ମୁଖ୍ୟମନ୍ତ୍ରୀ କରିଦେବେ।
Badhia haba😂😂
It is sure Pandian ଓ କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କ ଯୋଡି ସବୁ ଅଘଟଣ ର କାରଣ।
ମୋହନବାବୁ କିମ୍ବା ବିଜେପି କୌଣସି କଥା ରେ କୋହଳ ନୀତି ଅବଲମ୍ବନ କଲେ ନିଜେ ଭାସି ଯିବ ଥୟ. ଆପଣ ଏତେ ବିଷୟ ବସ୍ତୁ ଉପସ୍ଥାପନା କରିବା ସତ୍ୱେ କିଛି ନ ହେବା ଲଜ୍ୟା.
ନବୀନ ଦାସ ମହୋଦୟ ନିର୍ଭୟ ମାଧ୍ୟମରେ ରାଜ୍ୟର ସନ୍ମାନ ରକ୍ଷା କରିଛନ୍ତି ବିଜେଡି ଦଳ ପଳାତକ ଏବଂ ଭାଜପାର ଆଗମନ ସମ୍ଭବ ହେଲା କିନ୍ତୁ ଓଡିଆ ଦୁର୍ନିତିମୁକ୍ତ ଭ୍ରଷ୍ଟାଚାର ମୁକ୍ତ ରାଜ୍ଯ କରିବା ପାଇଁ କୌଣସି ନେତା ନିସ୍ୱାର୍ଥ ସେବା ଦେବାକୁ ଅକ୍ଷମ। ଭାଜପା ସରକାର ଓଡିଶା ମୁଖ୍ୟମନ୍ତ୍ରୀ କଂଗ୍ରେସ ପ୍ରଧାନମନ୍ତ୍ରୀ ମନ ମୋହନ ସିଂହ ଙ୍କ ଶାସନ ସାମଞ୍ଜସ୍ୟ ଅଛି। ପୂର୍ବ ସରକାର ନବୀନ ପଟ୍ଟନାୟକ ମଧ୍ଯ ଆତ୍ମପ୍ରକାଶ ମୁଖ୍ୟମନ୍ତ୍ରୀଙ୍କ 5T ପାଇଁ ରାଜ୍ଯ ଟେକି ହଟହଟା ହେଲେ। ଭାଜପା ଭବିଷ୍ୟତ ଓଡିଆ ଙ୍କୁ ପ୍ରତାରଣାର ଫଳ ଭୋଗ କରିବେ।
Very good information. Really you are Nirbhay. I feel you are like a great journalist
ଜୟ ଶ୍ରୀ ଜଗନ୍ନାଥ 🙏🌹।
ସାର ଆପଣ କଣ ଜାଣିନାହାନ୍ତି ଦେଶର ପ୍ରକୃତ ଶାସକ ହେଉଛନ୍ତି IAS ଅଫିସର ଖାଲି ଗଣତନ୍ତ୍ର ନାମକୁ ମାତ୍ର। ଆମନିର୍ବାଚିତ ପ୍ରତିନିଧିଙ୍କୁ ସେମାନେ ଯେଉଁବାଟରେ ନେବାକୁ ଚାହିବେ ନେବେ ।ଏମାନଙ୍କର ସେପରି ଦକ୍ଷତା ନାହିଁ ତାଙ୍କ ବିନା ଦେଶ ଚଳାଇବେ ପ୍ରମାଣ କୁଟେ।ଆପଣ ଙ୍କୁ ଧନ୍ୟବାଦ ।
ୟେ ସବୁ ଅବ୍ୟବସ୍ଥା କେବଳ ସେଦିନର କଥା, "ପାଣ୍ଡିଆନ ଓ ଅମିତ ଶା ଙ୍କ ରୁଦ୍ଧଦ୍ୱାର ବୈଠକ "l
Jay Jagannath sir namaskar very good presentation 🙏🙏
❤❤❤Right❤❤❤
You are great NABIN BABU👍🙏
ଆଲୋଚନା ର ଅର୍ଥ ସେତେବେଳେ ମିଳନ୍ତା, ଯେତେବେଳେ ରାଜ୍ଯ ର ସର୍ବୋଚ୍ଚ ମୁଖ୍ଯ ଥିବା ନବୀନ ପଟ୍ଟନାୟକ ଦଣ୍ଡିତ ହୁଅନ୍ତା। ୟାକୁଂ ତାକୁଂ ଆଲୋଚନା କରି ସମୟ ନଷ୍ଟ। ମୁଖ୍ଯ ଖଳ ନାୟକ ଆଢୁଆଳ ରେ ରହିଯାଉଚି। ମୁଖ୍ଯମନ୍ତ୍ରୀ ହୋଇ ବାହା ବାହା ନେବାକୁ ଆଗଉର ,କୃତ କର୍ମ ପାଇଁ ଦଣ୍ଡିତ ହେବାକୁ ଅମଂଗ, ଯେତେ ଦିନ ପର୍ୟ୍ଯନ୍ତ ଜନସାଧାରଣ ରାଜନେତା କୁଂ ନିଜର ଆଦର୍ଶ ବୋଲି ଭାବି ଛାତି ପକେଟ୍ ରେ ଫୋଟ ରଖି ବୁଲୁଥିବେ। ସେତେଦିନ ପଯ୍ର୍ୟନ୍ତ ୟେ ରକ୍ତ ଚୋଷା ରାଜନେତା ନିଜକୁ ଭଗବାନ ବୋଲି ଭାବୁଥିବେ। ସେ ବିଜେପି, ବିଜେଡି, କଂଗ୍ରେସ ଯିଏ ବି ହେଉ। ୟେ ମାନେ ଆମ ପାଖରୁ ଜନ୍ମ, ଆମେ ତାକଂ ପାଖରୁ ନୁହେଁ। ଦରମା ନେଉଛନ୍ତି, ସେବା କଣ କରୁଛନ୍ତି।?
ଉପସ୍ଥାପନା ବିଭ୍ରାନ୍ତିକର। କେବଳ ନିଜ ମାନସିକତା ର ଝଲକ
ନବୀନ ବାବୁଙ୍କୁ ଭାରତ ରତ୍ନ ଦେବାର ପ୍ରସ୍ତାବ ଭାଜପା ପକ୍ଷରୁ ଆଲୋଚନା ହେଲାଣି
Biju babu nka r bi eita Aadhura swapna thila je mo pua k Bharat Ratna milu
ସବୁ ମାଲ କମାଲ ଅଯୋଗ୍ୟ କୁ ଯୋଗ୍ୟ କରିଦେଲେ ମାଝୀ
ବିଜେପି ର ଦୋମୁହାଁ ନୀତି ପଦାରେ ପଡ଼ିଛି ପଂଚାୟତ ନିର୍ବାଚନ ରେ ମାଟି କାମୁଡିବା ଥୟ
ଓଡ଼ିଶା BJP କେନ୍ଦ୍ର ସରକାରଙ୍କ ପାଇଁ ହିନସ୍ଥା।
ସାର ପ୍ରଣାମ. ମୋହନ ବାବୁ ଙ୍କ ଏଥିରେ କିଛି କରିବାର ନାହିଁ. କାରଣ କେନ୍ଦ୍ର ରୁ ଯାହା ନିର୍ଦେଶ ଆସିବ ତାକୁ ପାଳନ କରିବାକୁ ବାଧ୍ୟ ଅଟନ୍ତି.ତେଣୁ ଆମେ କିଛି କରି ପାରିବନି.
ନବୀନ ବାବୁ , ଆପଣଙ୍କ ଉପସ୍ଥାପନା ଯଥାର୍ଥ ।
ଓଡ଼ିଶାର ବିଜେପି ଦଳ ହେଉଛି ଗୋଟେ ଅହଂକାରୀ ଦଳ ଓଡ଼ିଶାରୁ କିଛି ବର୍ଷ ଭିତରେ ଓଡ଼ିଶାରୁ ବିଲିନ ହୋଇଜୀବ।
ଏ ସବୁ ମୋଟା ଭାଇ ଙ୍କ ଖେଳ ।
ଆଜ୍ଞା ପ୍ରଣାମ ସେମାନଙ୍କର କିଛି ହେବନି କାହିଁକି ସେମାନେ ପଣ୍ଡିଆନ୍ ଲୋକ ଆଉ ଆପଣ ପଚାରନ୍ତୁ ଆଲୋକ ମହାନ୍ତି ସଂଗଠନ ମହାମନ୍ତ୍ରି ( ବିଜେପି ) ଙ୍କୁ ପଚାରନ୍ତୁ ପଣ୍ଡିଆନ୍ କାହା ଲୋକ ସେ କହିବେ ବିଜେପି ଲୋକ ଆଉ ଆପଣ କଣ ଆଶା କରିବେ କିଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେବ ଆପଣଙ୍କୁ ଅନୁରୋଧ ପଚାରିବେ ନିଶ୍ଚିତ
ଉପରେ ସେଟିଂ ହେଇଛି ପାଣ୍ଡୁ ବାବୁ ଙ୍କ, ଆମେ ଏଠି ଯାହା କହିଲେ କଣ ହେବ। ସେମାନେ IAS,IPS , ସବୁ ମାଫ।
Bjp ku vote dai kari bahutu bada bhulu haigala
Best analysis
ଯେବେ ଠାରୁ କେନ୍ଦ୍ରରେ ବିଜେପି ସରକାର।' ପୂର୍ବୋଦୟ ' ମନ୍ତ୍ର ଶୁଣି ଚାଲିଛୁ ନିରନ୍ତର।ଆମ ରାଜ୍ୟ ଓଡ଼ିଶା କଥା କଲେ ବିଚାର।ପାଲଟି ଯାଇଛି ଖାସ୍ ଗବେଷଣାଗାର।।
ମୋହନ ଙ୍କୁ ଲାଜ ଥିଲେ ସିନା |
Jay shree jagannath
ଆପଣଙ୍କ ଜରିଆରେ ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କୁ ପଚାରୁଛି ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ବିଜେପି ଦଳ ତରଫରୁ ଦିଆଯାଇଥିଲା ଯେ ଦୁର୍ନୀତିଖୋର ମାନଙ୍କର ଅଣ୍ଟାଭାଙ୍ଗିଦେବେ, ତାହା କେତେଦୂର ଗଲା, ନିଜେ ବିଧାନସଭାରେ ବିବୃତିଦେଲେ ଯେ A S O ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି, ତେବେ ତାହାର ତଦନ୍ତକରି ଦୋଷୀଙ୍କୁ ଦଣ୍ଡାଦେବାରେ ଆପଣଙ୍କ ପାଇଁ ଅସୁବିଧା କଣ? ଯଦି ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତି ବିପକ୍ଷରେ କିଛିକରିବାର ସାହସ ନାହିଁ, ତେବେ ସର୍ବସାଧାରଣରେ ଭୁଲ ମାଗି ଇସ୍ତଫା ଦେଇଦିଅନ୍ତୁ,/
ଜୟ ଜୟ ଶ୍ରୀ ଜଗନ୍ନାଥ ।
Dhanyabad Upastapanaku no
ମୋହନ ମାଝି ଓଜିଶାର ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦେବା ଉଚିତ
ଯଦି ଆପଣ ଙ୍କ ଅନୁମାନ ଠିକ ତାହେଲେ ମୋହନ ବାବୁ ନିଜ ଆତ୍ମ ସମନର ସହ ଇସ୍ଥଫା ଦେଇଦେବା ଉଚିତ୍ତ.
The Only option for the people of Odisha is to remain vigilant and use the only option available with them - Vote Judiciously when opportunity comes. This is only option for the people Odisha to live in a dignified way.
ଆଜ୍ଞା ଧନ୍ୟବାଦ,ବି ଜେ ପି ସରକାର ନ କହି ନିର୍ଲଜ ସରକାର ବୋଲି କୁହନ୍ତୁ
ଏକଦା ମୋହନ ଚରଣ ମାଝୀ କହିଥିଲେ--ମୋତେ ଦୁର୍ବଳ ମନେକରି ହେୟ ମନେକରନ୍ତୁ ନାହିଁ। କିନ୍ତୁ କ'ଣ ହେଲା? ଜଣା ପଡ଼ୁଛି ଏମାନେ ସବୁ କଥାମୁଣ୍ଡା କପିଳା।
ଓଡ଼ିଶାବାସୀ ବହୁତ ଚାଲାକ ହୋଇଗଲେଣି ଏଥର ନନା ଏପାରି କନା ସେପାରି କରିଦେବେ।
Competent Officers should be posted in difficult area.
ଭାଜପା ସରକାର ହେଉଛି କଥା କୁହା ସରକାର, କାମରେ ବିଗ୍ 0 ।ଭାଜପା ସରକାର ର ପତନ ହେବ ଓଡିଶା ରେ ସୁନିଶ୍ଚିତ ।ଆଉ ଚାଣକ ନୀତି ଚଳିବ ନାହି ଓଡିଶା ରେ ।
ମୋହନ ମାଝୀ କୁ ଏତେ ଅପଦସ୍ତ କଲେ ସବୁ ଓଡ଼ିଆ ଖୁସି
You have praised Mohan govt highly.You ask yourself the value of this govt.
Governor କେମିତି ବିଜେପି agent vali କାମ କରୁଥିଲେ,ସେ ବିଷୟରେ video କରନ୍ତୁ
ଓଡ଼ିଶାର ବିଜେପି ସରକାର ଓ କେନ୍ଦ୍ରୀୟ ନେତୃତ୍ୱଙ୍କ କାର୍ଯ୍ୟଧାରା ବିଜେପିକୁ କ୍ଷମତାରେ ବସାଇଥିବା ଓଡ଼ିଶାର ସାଧାରଣ ଭୋଟରଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ ସଦୃଶ ! ଭବିଷ୍ୟତରେ ଦେଶରୁ ବିଜେପି ଲୋପ ହୋଇଯିବ ପାଇଁ ଅମିତସାହା କାରଣ ହେବାକୁ ଯାଉଛନ୍ତି !
ଏତେ ଅସହାୟର କାରଣ ଏଥି ପାଇଁ କେନ୍ଦ୍ ସରକାର ଦାୟୀ
Amit saha. V k pandian ring. Mastar
ହିଞ୍ଜଡ଼ା ହୋଇ ରହିବା ଅପେକ୍ଷା। ଇସ୍ତଫା ଦେବା ଶ୍ରେୟସ୍କର। ମିଛୁଆ ରାଧିଆ ସରକାର। କିଏ ସେଇ କେନ୍ଦ୍ର ସରକାରଙ୍କ ଲୋକ ଯିଏ ଅଧିକ ଶକ୍ତି ଶାଳୀ ଯାହାର ପ୍ରଭାବେ ଓଡ଼ିଶା ରେ ଏକ ବିରାଟ ପରିବର୍ତନ ହେବାକୁ ଯାଉଛି। ଯେତେ ନିନ୍ଦା କଲେ ବି କମ୍ ହେବ।
କୁତ୍ତେ ନିଜର ପକ୍ଷ ନ ରଖିଲେ ମଧ୍ୟ ରାଜ୍ୟସରକାର କାର୍ଯ୍ୟନୁଷ୍ଠାନ କରି ଦଣ୍ଡିତ କରିବାରେ ଅସୁବିଧା ନାହିଁ
Powerless chief minister. Saha n Dharmendra jodi are the threat to Mohan government.
@@aswinikumarmohanty6005ଶାହା ଏବଂ ମୋଦୀଙ୍କୁ ଲୁଚାଇ ଆଉ କିଏ ଖେଳ କରୁଛି....
ମନମୋହନ ସରକାର ସୋନିଆ ଗାନ୍ଧିଙ୍କ remote ରେ ଚାଲିଥିଲା, ସେହିପରି ଆମ ମୋହନ ସରକାର କେନ୍ଦ୍ର remote ରେ ଗତି କରୁଛି। ଏହା ପରିଣାମ ଭଲ ଦିଶୁନାହିଁ।
ଆଜ୍ଞା ନମସ୍କାର, ଏଠି ସବୁ ଗୋଲ୍ ମାଲ୍ ଆପଣଙ୍କ କଥା ଶୁଣିବାପରେ ଲାଗୁଛିଖଜୁରି ଗଛର କି ଗୁଣ କଥା
Bjp helpless person mohan
ନିର୍ଭୟ ଗୁମର କଥାକୁ ନବଗ୍ରହ ମାନେ ଶ। ନ୍ତୀ ରେ ରଖନ୍ତ୍।।ବଡ଼ ବଡ଼ ଗଲେ ଫସର ଫାଟି, ସାନ। ଆସୁ ଛି ବେସର ବାଟି ,ଆମ୍ଭ ମାନଙ୍କ ମନ ଫାଟି।ଯାଉଛି,ଘଣ୍ଟ ଘୋଡାଇଲେ ଚ ଲିବ ନାହିଁ ,,।।,,,,,,,,
କୁଟ୍ଟେ ନଙ୍ଗଳା କରିଦେଇ ପ୍ରମୋଶନ ନେଇ ଚାଲିଗଲେ ମୋହନ ସରକାର ଙ୍କୁ, ଧନ୍ୟ ଆଇନ୍ ଧନ୍ୟ ଶାସନ, ଧିକ୍ 😢👌🙏
Whatever you say will never have any impact on the BJP because leaders are self-centred.
ଏ ଶଳା ମୋହନ ମାଝି ମୁଖ୍ୟମନ୍ତ୍ରୀ ନା ଗୋଟେ କୁକୁର ଭଳି କାମ କରୁଛି। ଶଳା ର ନିଜତ୍ବ କିଛି ନାହିଁ। ମୋଦି ସେଇଥି ପାଇଁ ଏ ଜୋକର ଟାକୁ ବସେଇଛି।
ମୋହନ ବାବୁ ସରକାର ରେ ବ୍ଲକ ରେ କାମକିଛି
ଏକ ବିଶେଷ ଅନୁରୋଧ ସବୁ ସମୟ ରେ Donations scanor ଦେଖା ଉ ଥାନ୍ତୁ
ଏ ବିଜେପି ସରକାର ଓଡ଼ିଶା ରେ ବୋଧେ ଅଳ୍ପ ଦିନ ।
ସରଳ ଓଡ଼ିଆ ଙ୍କୁ ଠକିବା ଅର୍ଥ ପ୍ରଭୁ ଜଗନ୍ନାଥଙ୍କୁ ଠକିବା lଶେଷରେ ସନାତନୀ ରକ୍ଷକ ମୋଦିଜୀ ସନ୍ୟାସୀ ହେବେ lଗୁଜୁରାଟୀ ସାହା ଜେଲ ଯିବେ l
ଆମେ ଭାବି ଥୀଲୁ ଓଡିଶା ଆରେ BJP ସରକାର ହେଲେ କୁଛି ପରିବର୍ତ୍ତନ ହେବ କିନ୍ତୁ ଓଡ଼ିଶାରେ ଏମିତି ଗୋଟେ ପଦାର୍ଥ ମୁଖ୍ୟ ମନ୍ତ୍ରୀ ହେବ ବୋଲି ଜାଣିନୁ ଓଡିଶା ଆରେ BJP ସରକାର 5 ବର୍ଷ ପରେ ଆଉ ନୁହ
Mohan Majhi CM sir nijara swabhiman pain CM padabi chhadidele Amit Saha nku sakta aghat laganta.
Hna. G. Sarkar
ମିଥ୍ୟାର ପ୍ରହେଳିକାରେ ନିର୍ଭୟ ଆଜି ଯେପରି ଦିଗହରା. ବିଜେଡି ର ନୂଆ ଓ, ନବୀନ ଓଡିଶା ମାଗଣା ବିଦ୍ୟୁତଦେୟ ଓ ବିନା ପରିଶ୍ରମରେ ମେଧାବୃତ୍ତି ଇତ୍ୟାଦି କଣ ମାତ୍ରାଧିକ ଆତ୍ମବିଶ୍ୱାସ? ଅସହାୟ ବିଜେପି ସରକାର ନୁହେଁ, ବୁଡି ଯାଉଥିବା ଲୋକଟି କୁଟା ଖିଅ କୁବି ଆଶ୍ରା କରେ.
ହିଞ୍ଜିଡା
କୁ ଚେୟାର ଉପରେ ବସାଇବା
Namashkar Navin Sir Nirbhaya gumar katha ku swoagath Mahon sarkar bodhe odisha Rajya Sasan karibaro Abhigyanta Nothiba Tenu ,South movie Mohesh Babunkara "MAHARSHI" Dekhiba pain kuhontu. Dil Nahito Padabi chhadi diyontu
Why BJP president and chief minister are silent in this regard
It is the trick of Amit Saha ( Union minister of home dept.)
ମତେ ଲାଗୁଛି ଦୁଇଟିଯାକ ଇଞ୍ଜିନ ଏକାଠି ଯଦିଓ ଅଛି, କିନ୍ତୁ ଦ୍ୱିତୀୟ engineଟି ଅକାମି ହୋଇଯାଇଛି। ଓଡ଼ିଆମାନେ ସବୁ ଦେଖୁଛନ୍ତି। କେନ୍ଦ୍ର ସରକାରଙ୍କ ମନମୁଖୀ କାରବାର ନିଶ୍ଚିତରୂପେ ପ୍ରତ୍ୟେକ ଓଡ଼ିଆକୁ ବାଧିବ ଓ ଏହାର କୁପ୍ରଭାବ ବିଜେପି ଦଳ ଉପରେ ପଡିବ ଏହା ନିଃସନ୍ଦେହ। ଲୋକଙ୍କ ବିଶ୍ୱାସ ହରାଇବା ନିଶ୍ଚିତ।
Mohan majhi should not have been accepted rhe cm post 😢
This is the time CM should resign unconditionally, which keeps his image.
Sathik bislesan.
ଓଡ଼ିଶାରେ ରାଜ୍ୟ ବିଜେପି କୁ ଆଜକୁ ଦଶ ବର୍ଷ ହେଲା ଅମିତ ଶାହା ଦୁର୍ବଳ କରି ରଖିଥିଲେ, କିନ୍ତୁ କେନ୍ଦ୍ର ବିଜେପି ର ଏହି ସୈତାନ ବୁଦ୍ଧି କୁ ଲୋକେ ବୁଝି ନ ପାରି ବିଜେପି କୁ vote ଦେବାରୁ ନାମ ନେବା ଥୟ l ଏବେ କଂଗ୍ରେସ ହିଁ ଭରସା
ଭାଜପା ଓଡ଼ିଶାରେ କ୍ଷମତା କୁ ଆସିବା ପରେ ଅତିତ କଥା ସମ୍ଭବ ତ ସବୁ ଭୁଲି ନାହାଁନ୍ତି। ଧିର ପାଣି ପଥର କାଟେ । କେନ୍ଦ୍ର ସରକାର କଣ ପଦକ୍ଷେପ ନେବେ , ସମୟ କୁ ଅପେକ୍ଷା ।
ବିଜେପିର କେନ୍ଦ୍ର ନେତୃବୃନ୍ଦ ବୁଝିପାରୁନାହାନ୍ତି ।।ସାମୟିକ ସ୍ବାର୍ଥ ହାସଲ ରେ ମସଗୁଲ,ଓଡ଼ିଶାର ଜନସାଧାରଣ ଙ୍କୁ ବୋକା ବୋଲି ଭାବିବା ଠିକ ନୁହେଁ ।। ବିଜେପିର ନେତୃବୃନ୍ଦ ଆଗାମୀ ଦିନରେ ପାଣ୍ଡିଆନ ଙ୍କୁ ମୁଖ୍ୟମନ୍ତ୍ରୀ କରିବା କିମ୍ବା ରାଜ୍ୟସଭା ସାଂସଦ କରିବା ଅସମ୍ଭବ ନୁହେ ।।
ଆଜ୍ଞା ବିଜେପି ଓଡିଶା ରେ ଜିତିବାର ମୁଖ୍ୟ ନାୟକ କୁଟେ,. ସିଂ, ଓ ପାଣ୍ଡିଆନ l ସେଥିପାଇଁ ତ ଦୁଇ ଜଣ ଭଲ ଜାଗା କୁ ଗଲେ l ଅଉ ପାଣ୍ଡିଆନ ଯେହେତୁ ନାହାନ୍ତି ଚାକିରୀ ରେ ତେଣୁ ତାଙ୍କ ପତ୍ନୀ ଙ୍କୁ ଅର୍ଥ ବିଭାଗ l 🫡🫡🫡
Paisa ra khela. Crores must be given to BJP to get his posting.
ଆଜ୍ଞା BJD ଵାଲା ବହି ବିଷୟରେ କିଛି କହିପାରିବେ ନାହିଁ ବହିରେ ଯାହା ଲେଖାଯାଇଛି ସମ୍ପୂର୍ଣ୍ଣ ସତ୍ୟ.
What I feel is this is the last tenured of BJP in Odisha for ever
ଯଦି ବିଜେପି ପୂର୍ବର ସରକାରଙ୍କ ପରି ଆଚରଣ କରିବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ତା'ର ସମୁଚିତ ଫଳ ପାଇବେ।
😊
Such Persoal attack is not desirable. Keep it in mind that the so called Departmental Proceedings has not been dropped as yet.
Very nice statement
Sir, Namaskar 🙏 . Your assumption on this issue is 100% correct.
ଏସବୁ ଯୋଜନା କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ହେଉଛି, ଯେଉଁଥିପାଇଁ ମୋହନ ବାବୁଙ୍କୁ CM କରି ବସାଇଛନ୍ତି ଓ CM ଙ୍କୁ ମଧ୍ୟ ବଦନାମ କରୁଛନ୍ତି ଓ 100% ଅସହାୟ
ସାର୍ 🙏ନମସ୍କାର ଶେଷରେ ଗୋଟିଏ କଥା ବୁଝିଲି। ତୁ ଗୁହାରୀ କରିବୁ ଯାହାକୁ। ମୁଁ ଗେରସ୍ତ କରିଛି ତାହାକୁ। ଓଡ଼ିଶାର ବିଜେପି ନେତାମାନଙ୍କୁ ଲଜ୍ଜ୍ୟା ଲାଗିବା କଥା।❤❤
ଧିରେ ଧିରେ ଅନୁଭବ ହେଲାଣି ବିଜେପି ମିଛ କହି ସରକାରକୁ ଆସିଲା ନିର୍ବାଚନ ପୂର୍ବରୁ କୁଟ୍ଟେ ଓ ଆଶିଷ ସିଂଙ୍କ ବିରୁଦ୍ଧରେ ଆପଣ ଅଭିଯୋଗ କରୁଥିଲେ ଏବେ ସରକାରକୁ ଆସିଲା ପରେ ଆକ୍ସନ ନେବା ବଦଳରେ ଓଲଟା କ୍ଲିନ୍ ଚିଟ୍ ଦେଇ ଡେପୁଟେସନ ରେ ପଠାଉଛନ୍ତି ଛୀ ଲଜ୍ଜ୍ୟା ଏଇଥିପାଇଁ କଣ ଓଡ଼ିଶା ବାସୀ ଆପଣଙ୍କୁ ଭୋଟ ଦେଲେ ଏବେ ବି ସମୟ ଅଛି ସୁଧୁରି ଯାଆନ୍ତୁ ନହେଲେ ଲୋକ ଆପଣଙ୍କୁ ସୁଧାରି ଦେବେ😕😕
ବିଜେପି ବିରୋଧରେ କଂଗ୍ରେସ ଏହାକୁ ନେଇ ଆନ୍ଦୋଳନ କରିବା ଉଚିତ
ଆଜ୍ଞା ନମସ୍କାର। ସୁନ୍ଦର୍ topic ବାଛିଛନ୍ତି।
ଏତେ ଚାପରେ ମୁଖ୍ୟମନ୍ତ୍ରୀ ରହିବା ଅପେକ୍ଷା ଇସ୍ତଫା ଦେଇଦେବା ଉଚିତ ନଚେତ୍ ତାଙ୍କ ବ୍ୟକ୍ତିତ୍ଵ ରସାତଳକୁ ଚାଲିଯିବ ଏବଂ ସେ ଅଯୋଗ୍ୟ ପ୍ରମାଣିତ ହେବେ।
Right said sir ❤
କିଛି ଲୋକତ ଚାହୁଁଛନ୍ତି ଯେ ମୋହନ ବାବୁ ଯେମିତି ହେଲେ ଯାନ୍ତୁ 🙏🏻
ସାମ୍ପ୍ରତିକ ରାଜନୀତିର ଏକ ବିକଳ ଓ ବିରଳ ଚିତ୍ର ଉପସ୍ଥାପନା ନିମନ୍ତେ ଅଶେଷ ଧନ୍ୟବାଦ।
😢😢😢😢😢😢କୂତେ ଅ ମିତ ଶାହର ଲୋକ୍
ସାର୍ ପ୍ରଣାମ, ଏ ସବୁ ରାଜନୀତିର ଖେଳ । ଆପଣ ଭଲ ଭାବେ ଜାଣନ୍ତି। ସବୁକିଛି ଭୋଟର ମାନେ ସମାଧାନ କରିବେ ସମୟର ଚକ୍ରରେ। ଜୟ ଜଗନ୍ନାଥ ।
ବିଜେପି ସରକାର କରିଲା ଠୁ ଏ ପର୍ଯ୍ୟନ୍ତ ସେମିତି ଆଖି ଦୃଷ୍ଟି ଆକର୍ଷଣ କାମ କରି ନାହିଁ
ମୋତେ ଲାଗୁଛି ବିଜେପି ବେଶି ଦିନ ରହିବନି ବିଜେପି ଯାହାକୁ ବିରୋଧ କରି ସରକାର କରିଥିଲା ସେମାନଙ୍କୁ ଘୋଡେ଼ଇ ରଖୁଛି
ଜୟ ଜଗନ୍ନାଥ 🙏🙏🙏🙏🙏
Excellently Excellent.
ସାର୍ ନମସ୍କାର, ଯେଉଁ ପ୍ରକାରର ସରକାର ଙ୍କ କାର୍ଯ୍ୟକଳାପ ଓ ବିରୋଧୀ ମାନଙ୍କ କାର୍ଯ୍ୟ ଚାଲିଛି, ଆସନ୍ତା ୨୯ ଇଲେକ୍ସନ ରେ ରାଜ୍ୟରେ ମିଳିତ ସରକାର ଗଠନ ହେବା ନିଶ୍ଚିତ। କୌଣସି ଦଳ ଏକକ ସରକାର ଗଠନ କରିପାରିବେ ନାହିଁ।
ଦୁର୍ଭାଗ୍ୟ ଆମ ଓଡ଼ିଶା ବାସୀଙ୍କ ର ଏଭଳି ଶାସନ ବ୍ୟବସ୍ଥା ପାଇଁ। ଏବେ ଧିରେ ଧିରେ ଅନୁଭବ ହେଉଛି ଭାଜପା ଦଳକୁ ଯେଉଁ ଉଦ୍ଦେଶ୍ୟରେ ଓଡ଼ିଶା ବାସୀ ମତଦାନ କରିଥିଲେ ତାହା ଧ୍ୱଂସ ପାଉଛି। ସମସ୍ତ ପ୍ରତିଶୃତି ମିଥ୍ୟା ରେ ପରିଣତ ହେବାକୁ ଯାଉଛି
ନିଜ ର ଯୋଗ୍ୟତା ନଥାଇ ଅନ୍ୟ ର ଦୟା ରେ ରଜା ହେଲେ ଏପରି ହୁଏ।
ଆମେ ଓଡ଼ିଆ ସବୁ ଅଣଓଡ଼ିଆ ଅଧିକାରୀଙ୍କ ପଦ ଲେହନ କରି ଅଶେଷ ସନ୍ତୋଷ ପାଉ । 😡
ବେକାରିଆ ଜନତା ପାର୍ଟି ଉପରେ ଆଉ ଭରସା ନାହିଁ ଆଜ୍ଞା 🙏
☀️ ନିର୍ବାଚନ ପରବର୍ତି ଘଟଣାବଳୀରେ ଯାହାସବୁ ଘଟି ଚାଲିଛି... ଏସବୁ ପତନ ହେବାର ନିଶ୍ଚିତ ରୁପେ ଲକ୍ଷଣ....
ମନେ ହୁଏ କେନ୍ଦ୍ର ସହଯୋଗ କରୁଛି। ଓଡ଼ିଶା ର ସରକାର ଅସହାୟ।
💥🚩🪔ଜୟ ଶ୍ରୀଜଗନ୍ନାଥ🙏🏻🌱🌾
ସାର ପ୍ରଣାମ 🙏🌹
ସ୍ଵତନ୍ତ୍ର ବିଷୟରେ ସୁନ୍ଦର ଆଲୋଚନା। ଅସହାୟତା ନୁହେଁ, ଅପାରଗତା। ନୂଆ ସରକାର ଠାରୁ ଅଧିକ କିଛି ଆଶା କରା ଯାଇ ପାରେନି।
ଆପଣ ଯାହା କହୁଛନ୍ତି ତାହା ଯଦି ସତ ତାହେଲେ ଏଥି ପାଇଁ କେନ୍ଦ୍ରର ଶୀର୍ଷ ବିଜେପି ନେତୃବୃନ୍ଦ ଦାୟୀ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ଆଉ ଏ ଚକ୍ରାନ୍ତକାରୀ ବିଶ୍ୱାସଘାତକ ଗୋଷ୍ଠୀ ପରିଶେଷରେ ମୋହନ୍ ମାଝୀକୁ ଗାଦିରୁ ହଟେଇ ପାଣ୍ଡିଆନ୍ କୁ ମୁଖ୍ୟମନ୍ତ୍ରୀ କରିଦେବେ।
Badhia haba😂😂
It is sure Pandian ଓ କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କ ଯୋଡି ସବୁ ଅଘଟଣ ର କାରଣ।
ମୋହନବାବୁ କିମ୍ବା ବିଜେପି କୌଣସି କଥା ରେ କୋହଳ ନୀତି ଅବଲମ୍ବନ କଲେ ନିଜେ ଭାସି ଯିବ ଥୟ. ଆପଣ ଏତେ ବିଷୟ ବସ୍ତୁ ଉପସ୍ଥାପନା କରିବା ସତ୍ୱେ କିଛି ନ ହେବା ଲଜ୍ୟା.
ନବୀନ ଦାସ ମହୋଦୟ ନିର୍ଭୟ ମାଧ୍ୟମରେ ରାଜ୍ୟର ସନ୍ମାନ ରକ୍ଷା କରିଛନ୍ତି ବିଜେଡି ଦଳ ପଳାତକ ଏବଂ ଭାଜପାର ଆଗମନ ସମ୍ଭବ ହେଲା କିନ୍ତୁ ଓଡିଆ ଦୁର୍ନିତିମୁକ୍ତ ଭ୍ରଷ୍ଟାଚାର ମୁକ୍ତ ରାଜ୍ଯ କରିବା ପାଇଁ କୌଣସି ନେତା ନିସ୍ୱାର୍ଥ ସେବା ଦେବାକୁ ଅକ୍ଷମ। ଭାଜପା ସରକାର ଓଡିଶା ମୁଖ୍ୟମନ୍ତ୍ରୀ କଂଗ୍ରେସ ପ୍ରଧାନମନ୍ତ୍ରୀ ମନ ମୋହନ ସିଂହ ଙ୍କ ଶାସନ ସାମଞ୍ଜସ୍ୟ ଅଛି। ପୂର୍ବ ସରକାର ନବୀନ ପଟ୍ଟନାୟକ ମଧ୍ଯ ଆତ୍ମପ୍ରକାଶ ମୁଖ୍ୟମନ୍ତ୍ରୀଙ୍କ 5T ପାଇଁ ରାଜ୍ଯ ଟେକି ହଟହଟା ହେଲେ। ଭାଜପା ଭବିଷ୍ୟତ ଓଡିଆ ଙ୍କୁ ପ୍ରତାରଣାର ଫଳ ଭୋଗ କରିବେ।
Very good information. Really you are Nirbhay. I feel you are like a great journalist
ଜୟ ଶ୍ରୀ ଜଗନ୍ନାଥ 🙏🌹।
ସାର ଆପଣ କଣ ଜାଣିନାହାନ୍ତି ଦେଶର ପ୍ରକୃତ ଶାସକ ହେଉଛନ୍ତି IAS ଅଫିସର ଖାଲି ଗଣତନ୍ତ୍ର ନାମକୁ ମାତ୍ର। ଆମନିର୍ବାଚିତ ପ୍ରତିନିଧିଙ୍କୁ ସେମାନେ ଯେଉଁବାଟରେ ନେବାକୁ ଚାହିବେ ନେବେ ।ଏମାନଙ୍କର ସେପରି ଦକ୍ଷତା ନାହିଁ ତାଙ୍କ ବିନା ଦେଶ ଚଳାଇବେ ପ୍ରମାଣ କୁଟେ।ଆପଣ ଙ୍କୁ ଧନ୍ୟବାଦ ।
ୟେ ସବୁ ଅବ୍ୟବସ୍ଥା କେବଳ ସେଦିନର କଥା, "ପାଣ୍ଡିଆନ ଓ ଅମିତ ଶା ଙ୍କ ରୁଦ୍ଧଦ୍ୱାର ବୈଠକ "l
Jay Jagannath sir namaskar very good presentation 🙏🙏
❤❤❤Right❤❤❤
You are great NABIN BABU👍🙏
ଆଲୋଚନା ର ଅର୍ଥ ସେତେବେଳେ ମିଳନ୍ତା, ଯେତେବେଳେ ରାଜ୍ଯ ର ସର୍ବୋଚ୍ଚ ମୁଖ୍ଯ ଥିବା ନବୀନ ପଟ୍ଟନାୟକ ଦଣ୍ଡିତ ହୁଅନ୍ତା। ୟାକୁଂ ତାକୁଂ ଆଲୋଚନା କରି ସମୟ ନଷ୍ଟ। ମୁଖ୍ଯ ଖଳ ନାୟକ ଆଢୁଆଳ ରେ ରହିଯାଉଚି। ମୁଖ୍ଯମନ୍ତ୍ରୀ ହୋଇ ବାହା ବାହା ନେବାକୁ ଆଗଉର ,କୃତ କର୍ମ ପାଇଁ ଦଣ୍ଡିତ ହେବାକୁ ଅମଂଗ, ଯେତେ ଦିନ ପର୍ୟ୍ଯନ୍ତ ଜନସାଧାରଣ ରାଜନେତା କୁଂ ନିଜର ଆଦର୍ଶ ବୋଲି ଭାବି ଛାତି ପକେଟ୍ ରେ ଫୋଟ ରଖି ବୁଲୁଥିବେ। ସେତେଦିନ ପଯ୍ର୍ୟନ୍ତ ୟେ ରକ୍ତ ଚୋଷା ରାଜନେତା ନିଜକୁ ଭଗବାନ ବୋଲି ଭାବୁଥିବେ। ସେ ବିଜେପି, ବିଜେଡି, କଂଗ୍ରେସ ଯିଏ ବି ହେଉ। ୟେ ମାନେ ଆମ ପାଖରୁ ଜନ୍ମ, ଆମେ ତାକଂ ପାଖରୁ ନୁହେଁ। ଦରମା ନେଉଛନ୍ତି, ସେବା କଣ କରୁଛନ୍ତି।?
ଉପସ୍ଥାପନା ବିଭ୍ରାନ୍ତିକର। କେବଳ ନିଜ ମାନସିକତା ର ଝଲକ
ନବୀନ ବାବୁଙ୍କୁ ଭାରତ ରତ୍ନ ଦେବାର ପ୍ରସ୍ତାବ ଭାଜପା ପକ୍ଷରୁ ଆଲୋଚନା ହେଲାଣି
Biju babu nka r bi eita Aadhura swapna thila je mo pua k Bharat Ratna milu
ସବୁ ମାଲ କମାଲ ଅଯୋଗ୍ୟ କୁ ଯୋଗ୍ୟ କରିଦେଲେ ମାଝୀ
ବିଜେପି ର ଦୋମୁହାଁ ନୀତି ପଦାରେ ପଡ଼ିଛି ପଂଚାୟତ ନିର୍ବାଚନ ରେ ମାଟି କାମୁଡିବା ଥୟ
ଓଡ଼ିଶା BJP କେନ୍ଦ୍ର ସରକାରଙ୍କ ପାଇଁ ହିନସ୍ଥା।
ସାର ପ୍ରଣାମ. ମୋହନ ବାବୁ ଙ୍କ ଏଥିରେ କିଛି କରିବାର ନାହିଁ. କାରଣ କେନ୍ଦ୍ର ରୁ ଯାହା ନିର୍ଦେଶ ଆସିବ ତାକୁ ପାଳନ କରିବାକୁ ବାଧ୍ୟ ଅଟନ୍ତି.ତେଣୁ ଆମେ କିଛି କରି ପାରିବନି.
ନବୀନ ବାବୁ , ଆପଣଙ୍କ ଉପସ୍ଥାପନା ଯଥାର୍ଥ ।
ଓଡ଼ିଶାର ବିଜେପି ଦଳ ହେଉଛି ଗୋଟେ ଅହଂକାରୀ ଦଳ ଓଡ଼ିଶାରୁ କିଛି ବର୍ଷ ଭିତରେ ଓଡ଼ିଶାରୁ ବିଲିନ ହୋଇଜୀବ।
ଏ ସବୁ ମୋଟା ଭାଇ ଙ୍କ ଖେଳ ।
ଆଜ୍ଞା ପ୍ରଣାମ
ସେମାନଙ୍କର କିଛି ହେବନି କାହିଁକି ସେମାନେ ପଣ୍ଡିଆନ୍ ଲୋକ ଆଉ ଆପଣ ପଚାରନ୍ତୁ ଆଲୋକ ମହାନ୍ତି ସଂଗଠନ ମହାମନ୍ତ୍ରି ( ବିଜେପି ) ଙ୍କୁ ପଚାରନ୍ତୁ ପଣ୍ଡିଆନ୍ କାହା ଲୋକ ସେ କହିବେ ବିଜେପି ଲୋକ ଆଉ ଆପଣ କଣ ଆଶା କରିବେ କିଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେବ
ଆପଣଙ୍କୁ ଅନୁରୋଧ ପଚାରିବେ ନିଶ୍ଚିତ
ଉପରେ ସେଟିଂ ହେଇଛି ପାଣ୍ଡୁ ବାବୁ ଙ୍କ, ଆମେ ଏଠି ଯାହା କହିଲେ କଣ ହେବ। ସେମାନେ IAS,IPS , ସବୁ ମାଫ।
Bjp ku vote dai kari bahutu bada bhulu haigala
Best analysis
ଯେବେ ଠାରୁ କେନ୍ଦ୍ରରେ ବିଜେପି ସରକାର।
' ପୂର୍ବୋଦୟ ' ମନ୍ତ୍ର ଶୁଣି ଚାଲିଛୁ ନିରନ୍ତର।
ଆମ ରାଜ୍ୟ ଓଡ଼ିଶା କଥା କଲେ ବିଚାର।
ପାଲଟି ଯାଇଛି ଖାସ୍ ଗବେଷଣାଗାର।।
ମୋହନ ଙ୍କୁ ଲାଜ ଥିଲେ ସିନା |
Jay shree jagannath
ଆପଣଙ୍କ ଜରିଆରେ ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କୁ ପଚାରୁଛି ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ବିଜେପି ଦଳ ତରଫରୁ ଦିଆଯାଇଥିଲା ଯେ ଦୁର୍ନୀତିଖୋର ମାନଙ୍କର ଅଣ୍ଟାଭାଙ୍ଗିଦେବେ, ତାହା କେତେଦୂର ଗଲା, ନିଜେ ବିଧାନସଭାରେ ବିବୃତିଦେଲେ ଯେ A S O ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି, ତେବେ ତାହାର ତଦନ୍ତକରି ଦୋଷୀଙ୍କୁ ଦଣ୍ଡାଦେବାରେ ଆପଣଙ୍କ ପାଇଁ ଅସୁବିଧା କଣ? ଯଦି ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତି ବିପକ୍ଷରେ କିଛିକରିବାର ସାହସ ନାହିଁ, ତେବେ ସର୍ବସାଧାରଣରେ ଭୁଲ ମାଗି ଇସ୍ତଫା ଦେଇଦିଅନ୍ତୁ,/
ଜୟ ଜୟ ଶ୍ରୀ ଜଗନ୍ନାଥ ।
Dhanyabad Upastapanaku no
ମୋହନ ମାଝି ଓଜିଶାର ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦେବା ଉଚିତ
ଯଦି ଆପଣ ଙ୍କ ଅନୁମାନ ଠିକ ତାହେଲେ ମୋହନ ବାବୁ ନିଜ ଆତ୍ମ ସମନର ସହ ଇସ୍ଥଫା ଦେଇଦେବା ଉଚିତ୍ତ.
The Only option for the people of Odisha is to remain vigilant and use the only option available with them - Vote Judiciously when opportunity comes. This is only option for the people Odisha to live in a dignified way.
ଆଜ୍ଞା ଧନ୍ୟବାଦ,ବି ଜେ ପି ସରକାର ନ କହି ନିର୍ଲଜ ସରକାର ବୋଲି କୁହନ୍ତୁ
ଏକଦା ମୋହନ ଚରଣ ମାଝୀ କହିଥିଲେ--ମୋତେ ଦୁର୍ବଳ ମନେକରି ହେୟ ମନେକରନ୍ତୁ ନାହିଁ। କିନ୍ତୁ କ'ଣ ହେଲା? ଜଣା ପଡ଼ୁଛି ଏମାନେ ସବୁ କଥାମୁଣ୍ଡା କପିଳା।
ଓଡ଼ିଶାବାସୀ ବହୁତ ଚାଲାକ ହୋଇଗଲେଣି ଏଥର ନନା ଏପାରି କନା ସେପାରି କରିଦେବେ।
Competent Officers should be posted in difficult area.
ଭାଜପା ସରକାର ହେଉଛି କଥା କୁହା ସରକାର, କାମରେ ବିଗ୍ 0 ।ଭାଜପା ସରକାର ର ପତନ ହେବ ଓଡିଶା ରେ ସୁନିଶ୍ଚିତ ।ଆଉ ଚାଣକ ନୀତି ଚଳିବ ନାହି ଓଡିଶା ରେ ।
ମୋହନ ମାଝୀ କୁ ଏତେ ଅପଦସ୍ତ କଲେ ସବୁ ଓଡ଼ିଆ ଖୁସି
You have praised Mohan govt highly.You ask yourself the value of this govt.
Governor କେମିତି ବିଜେପି agent vali କାମ କରୁଥିଲେ,ସେ ବିଷୟରେ video କରନ୍ତୁ
ଓଡ଼ିଶାର ବିଜେପି ସରକାର ଓ କେନ୍ଦ୍ରୀୟ ନେତୃତ୍ୱଙ୍କ କାର୍ଯ୍ୟଧାରା ବିଜେପିକୁ କ୍ଷମତାରେ ବସାଇଥିବା ଓଡ଼ିଶାର ସାଧାରଣ ଭୋଟରଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ ସଦୃଶ ! ଭବିଷ୍ୟତରେ ଦେଶରୁ ବିଜେପି ଲୋପ ହୋଇଯିବ ପାଇଁ ଅମିତସାହା କାରଣ ହେବାକୁ ଯାଉଛନ୍ତି !
ଏତେ ଅସହାୟର କାରଣ ଏଥି ପାଇଁ କେନ୍ଦ୍ ସରକାର ଦାୟୀ
Amit saha. V k pandian ring. Mastar
ହିଞ୍ଜଡ଼ା ହୋଇ ରହିବା ଅପେକ୍ଷା। ଇସ୍ତଫା ଦେବା ଶ୍ରେୟସ୍କର। ମିଛୁଆ ରାଧିଆ ସରକାର। କିଏ ସେଇ କେନ୍ଦ୍ର ସରକାରଙ୍କ ଲୋକ ଯିଏ ଅଧିକ ଶକ୍ତି ଶାଳୀ
ଯାହାର ପ୍ରଭାବେ ଓଡ଼ିଶା ରେ ଏକ ବିରାଟ ପରିବର୍ତନ ହେବାକୁ ଯାଉଛି। ଯେତେ ନିନ୍ଦା କଲେ ବି କମ୍ ହେବ।
କୁତ୍ତେ ନିଜର ପକ୍ଷ ନ ରଖିଲେ ମଧ୍ୟ ରାଜ୍ୟସରକାର କାର୍ଯ୍ୟନୁଷ୍ଠାନ କରି ଦଣ୍ଡିତ କରିବାରେ ଅସୁବିଧା ନାହିଁ
Powerless chief minister. Saha n Dharmendra jodi are the threat to Mohan government.
@@aswinikumarmohanty6005ଶାହା ଏବଂ ମୋଦୀଙ୍କୁ ଲୁଚାଇ ଆଉ କିଏ ଖେଳ କରୁଛି....
ମନମୋହନ ସରକାର ସୋନିଆ ଗାନ୍ଧିଙ୍କ remote ରେ ଚାଲିଥିଲା, ସେହିପରି ଆମ ମୋହନ ସରକାର କେନ୍ଦ୍ର remote ରେ ଗତି କରୁଛି। ଏହା ପରିଣାମ ଭଲ ଦିଶୁନାହିଁ।
ଆଜ୍ଞା ନମସ୍କାର,
ଏଠି ସବୁ ଗୋଲ୍ ମାଲ୍
ଆପଣଙ୍କ କଥା ଶୁଣିବାପରେ ଲାଗୁଛି
ଖଜୁରି ଗଛର କି ଗୁଣ କଥା
Bjp helpless person mohan
ନିର୍ଭୟ ଗୁମର କଥାକୁ ନବଗ୍ରହ ମାନେ ଶ। ନ୍ତୀ ରେ ରଖନ୍ତ୍।।ବଡ଼ ବଡ଼ ଗଲେ ଫସର ଫାଟି, ସାନ। ଆସୁ ଛି ବେସର ବାଟି ,ଆମ୍ଭ ମାନଙ୍କ ମନ ଫାଟି।ଯାଉଛି,ଘଣ୍ଟ ଘୋଡାଇଲେ ଚ ଲିବ ନାହିଁ ,,।।,,,,,,,,
କୁଟ୍ଟେ ନଙ୍ଗଳା କରିଦେଇ ପ୍ରମୋଶନ ନେଇ ଚାଲିଗଲେ ମୋହନ ସରକାର ଙ୍କୁ, ଧନ୍ୟ ଆଇନ୍ ଧନ୍ୟ ଶାସନ, ଧିକ୍ 😢👌🙏
Whatever you say will never have any impact on the BJP because leaders are self-centred.
ଏ ଶଳା ମୋହନ ମାଝି ମୁଖ୍ୟମନ୍ତ୍ରୀ ନା ଗୋଟେ କୁକୁର ଭଳି କାମ କରୁଛି। ଶଳା ର ନିଜତ୍ବ କିଛି ନାହିଁ। ମୋଦି ସେଇଥି ପାଇଁ ଏ ଜୋକର ଟାକୁ ବସେଇଛି।
ମୋହନ ବାବୁ ସରକାର ରେ ବ୍ଲକ ରେ କାମକିଛି
ଏକ ବିଶେଷ ଅନୁରୋଧ ସବୁ ସମୟ ରେ Donations scanor ଦେଖା ଉ ଥାନ୍ତୁ
ଏ ବିଜେପି ସରକାର ଓଡ଼ିଶା ରେ ବୋଧେ ଅଳ୍ପ ଦିନ ।
ସରଳ ଓଡ଼ିଆ ଙ୍କୁ ଠକିବା ଅର୍ଥ ପ୍ରଭୁ ଜଗନ୍ନାଥଙ୍କୁ ଠକିବା l
ଶେଷରେ ସନାତନୀ ରକ୍ଷକ ମୋଦିଜୀ ସନ୍ୟାସୀ ହେବେ l
ଗୁଜୁରାଟୀ ସାହା ଜେଲ ଯିବେ l
ଆମେ ଭାବି ଥୀଲୁ ଓଡିଶା ଆରେ BJP ସରକାର ହେଲେ କୁଛି ପରିବର୍ତ୍ତନ ହେବ କିନ୍ତୁ ଓଡ଼ିଶାରେ ଏମିତି ଗୋଟେ ପଦାର୍ଥ ମୁଖ୍ୟ ମନ୍ତ୍ରୀ ହେବ ବୋଲି ଜାଣିନୁ ଓଡିଶା ଆରେ BJP ସରକାର 5 ବର୍ଷ ପରେ ଆଉ ନୁହ
Mohan Majhi CM sir nijara swabhiman pain CM padabi chhadidele Amit Saha nku sakta aghat laganta.
Hna. G. Sarkar
ମିଥ୍ୟାର ପ୍ରହେଳିକାରେ ନିର୍ଭୟ ଆଜି ଯେପରି ଦିଗହରା. ବିଜେଡି ର ନୂଆ ଓ, ନବୀନ ଓଡିଶା ମାଗଣା ବିଦ୍ୟୁତଦେୟ ଓ ବିନା ପରିଶ୍ରମରେ ମେଧାବୃତ୍ତି ଇତ୍ୟାଦି କଣ ମାତ୍ରାଧିକ ଆତ୍ମବିଶ୍ୱାସ? ଅସହାୟ ବିଜେପି ସରକାର ନୁହେଁ, ବୁଡି ଯାଉଥିବା ଲୋକଟି କୁଟା ଖିଅ କୁବି ଆଶ୍ରା କରେ.
ହିଞ୍ଜିଡା
କୁ ଚେୟାର ଉପରେ ବସାଇବା
Namashkar Navin Sir Nirbhaya gumar katha ku swoagath Mahon sarkar bodhe odisha Rajya Sasan karibaro Abhigyanta Nothiba Tenu ,South movie Mohesh Babunkara "MAHARSHI" Dekhiba pain kuhontu. Dil Nahito Padabi chhadi diyontu
Why BJP president and chief minister are silent in this regard
It is the trick of Amit Saha ( Union minister of home dept.)
ମତେ ଲାଗୁଛି ଦୁଇଟିଯାକ ଇଞ୍ଜିନ ଏକାଠି ଯଦିଓ ଅଛି, କିନ୍ତୁ ଦ୍ୱିତୀୟ engineଟି ଅକାମି ହୋଇଯାଇଛି। ଓଡ଼ିଆମାନେ ସବୁ ଦେଖୁଛନ୍ତି। କେନ୍ଦ୍ର ସରକାରଙ୍କ ମନମୁଖୀ କାରବାର ନିଶ୍ଚିତରୂପେ ପ୍ରତ୍ୟେକ ଓଡ଼ିଆକୁ ବାଧିବ ଓ ଏହାର କୁପ୍ରଭାବ ବିଜେପି ଦଳ ଉପରେ ପଡିବ ଏହା ନିଃସନ୍ଦେହ। ଲୋକଙ୍କ ବିଶ୍ୱାସ ହରାଇବା ନିଶ୍ଚିତ।
Mohan majhi should not have been accepted rhe cm post 😢
This is the time CM should resign unconditionally, which keeps his image.
Sathik bislesan.
ଓଡ଼ିଶାରେ ରାଜ୍ୟ ବିଜେପି କୁ ଆଜକୁ ଦଶ ବର୍ଷ ହେଲା ଅମିତ ଶାହା ଦୁର୍ବଳ କରି ରଖିଥିଲେ, କିନ୍ତୁ କେନ୍ଦ୍ର ବିଜେପି ର ଏହି ସୈତାନ ବୁଦ୍ଧି କୁ ଲୋକେ ବୁଝି ନ ପାରି ବିଜେପି କୁ vote ଦେବାରୁ ନାମ ନେବା ଥୟ l ଏବେ କଂଗ୍ରେସ ହିଁ ଭରସା
ଭାଜପା ଓଡ଼ିଶାରେ କ୍ଷମତା କୁ ଆସିବା ପରେ ଅତିତ କଥା ସମ୍ଭବ ତ ସବୁ ଭୁଲି ନାହାଁନ୍ତି। ଧିର ପାଣି ପଥର କାଟେ । କେନ୍ଦ୍ର ସରକାର କଣ ପଦକ୍ଷେପ ନେବେ , ସମୟ କୁ ଅପେକ୍ଷା ।
ବିଜେପିର କେନ୍ଦ୍ର ନେତୃବୃନ୍ଦ ବୁଝିପାରୁନାହାନ୍ତି ।।
ସାମୟିକ ସ୍ବାର୍ଥ ହାସଲ ରେ ମସଗୁଲ,ଓଡ଼ିଶାର ଜନସାଧାରଣ ଙ୍କୁ ବୋକା ବୋଲି ଭାବିବା ଠିକ ନୁହେଁ ।। ବିଜେପିର ନେତୃବୃନ୍ଦ ଆଗାମୀ ଦିନରେ ପାଣ୍ଡିଆନ ଙ୍କୁ ମୁଖ୍ୟମନ୍ତ୍ରୀ କରିବା କିମ୍ବା ରାଜ୍ୟସଭା ସାଂସଦ କରିବା ଅସମ୍ଭବ ନୁହେ ।।