Khola Katha prasanta kundaganjam ramayana
Вставка
- Опубліковано 18 вер 2024
- #ganjamramayana
#damamaster
#pintumaster
#rajureddy
#mohanmaster
#odiaramayana
#sidhakhandiramayana
#ganjamramayana
#khariagudaramayana
#sankarmaster
#odia ramayana natak
#ganjam famous danda jatra
/ @sidhakhandiramayana
Mind blowing👌,out standing 👌👌
Barasara ramayan ra varat ,dil se salute
ସେ ଭାଇଙ୍କର କୈକେଇ ଭରତ ଭେଟ ଦୃଶ୍ୟଟି youtube ରେ ଦେଖିଥିଲି ବହୁତ ଭଲ ଲାଗିଥିଲା
ପ୍ରଶାନ୍ତ ଆଜ୍ଞା ଶ୍ରୀରାମ ଙ୍କ ଅବତାର
Superb 🔥
Mu amo ganjam Jilla re jete sabu ramayana dekhichhi sethi madhya ru prashanth sir nka Rama charector bahut aakarshak and loko Priya madhy
Jitibapani kalakara sabukichhi karibe , karana semanku mastara saport karuchi
Kalakarara kichhibi dosanahi
Sabudosa hinimania mastaramankara
Chotia mastara badamastarathu jitibapani
ରାମାୟଣ ରେ ରାମ ଭୂମିକାରେ ଅଭିନୟ କରୁଥିବା ଆମ ଅଧ୍ୟାପକ ବନ୍ଧୁ ପ୍ରଶାନ୍ତ କୁମାର କୁଣ୍ଡ ଯେଉଁ ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି, ତାହା ଅତି ସୁନ୍ଦର୍ ମନ୍ତବ୍ୟ , ଏହି ମନ୍ତବ୍ୟକୁ ସମସ୍ତେ ଗ୍ରହଣ କରି ନେଲେ ରାମାୟଣ ନାଟକରୁ ଅପ ସଂସ୍କୃତି ଦୂରେଇଯିବ ବୋଲି ମୋର ଆଶା |
ନିରାଟ ସତକଥା ଟି କହିଲେ ଭାଇ,
ଜୟ ଜଗନ୍ନାଥ🙏ଜୟକଳା
ପ୍ରଭୁ ଶ୍ରୀ ରାମ ଙ୍କ ଧନୁ ର ନାମ ପିନାକ ଓ ସାରଙ୍ଗ
30:58 re Prashant sir jeu ghatana bisayre kahile, bhai satare loma tankuri gala..
Sato katha sir 🙏🙏🙏🙏🙏🙏🙏
Ram ra dhanu ra njamo Saranjjga nahi
Kodanda re
Jadi ramayanare samaya Kam huanta ramayana bahut sundara huanta badmasi agyanimastramane sabu luchijante
ଅଧ୍ୟାପକ ସାର୍ ଓ ସତ୍ୟ ଭାଇଙ୍କ ସାକ୍ଷାତକାର ଅତ୍ୟନ୍ତ ଶିକ୍ଷଣୀୟ ଓ ଉଚ୍ଚକୋଟିର । ବହୁତ ବହୁତ ଧନ୍ୟବାଦ । ଆଶା ଲୋକକଳାକୁ ଠିକ୍ ମାର୍ଗରେ ପରିଚାଳନା କରିବେ ।
Darsaka anustana ramayanaku sabu valapanti
Super 👍👍
Super sir ❤❤❤❤
Nice
Satya bachana
👍👍👍
Sir Ram charector outstanding performance karanti ❤❤
🙏🙏🙏🙏🙏🙏🙏🙏🙏🙏
Super sir 👌👌👌
ପ୍ରଶାନ୍ତ ପ୍ରଣାମ
ଜେଉ କଳାକର ଘୂସିରି ପଥର ବ୍ୟବହାର ସେଇମାକୁ ଡାକ
ଆଜ୍ଞା ପୁହୁଣ୍ଡି ଆସନ୍ତୁ ତୁରୁବୁଡି ପଞ୍ଚାୟତ ପାତ୍ରପୁର ବ୍ଳକ ଦୟାକରି ଆସନ୍ତୁ ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ 🙏🙏🙏
Surerb sir 🎉
ବହୁତ ଭଲ
Mora fevraite RAM ,sir nkara Dailug ,abhinaya getup all is well,mu sir nku mu Borasingi re dekhi thili,AAU Khushi lagi thila,thanks Satya Narayan bhai
❤❤❤❤❤ nice
Wonderful 👍👍 presentation sir
Very nice sir
ଆଜ୍ଞା ଗଞ୍ଜାମ ଜିଲ୍ଲା ର ନମ୍ବର୍ 1 ରାବଣ ଶିବ ସାହୁ ଙ୍କୁ ଆଣନ୍ତୁ 🙏
Always my fav teacher
Yes
Bhai tike sound clearance upare dhyan diantu
Nice dialogue
Bhai pl kaudia raban and mitrabhanu master sahita gote vlog heu pl
Sir is good actor and your message also very
Ramachandra dharan karithiba
dhanura nama Sarang nunhe
Ardrabali.
U
Super 💥 performance ❤❤
Vikram Bhai interview Karo 🤞
ଆମ ଭାରତୀୟ ନାଟ୍ୟ ପରମ୍ପରାରେ "ରାମାୟଣ" ଏକ ସୁନ୍ଦର୍ ବହୁ ଜନାଦୃତ ନାଟକ|ସମ୍ପ୍ରତି କିଛି ବ୍ୟକ୍ତି ଏହି ପବିତ୍ର ପ୍ରଥାକୁ କଳୁଷିତ କରି ଏହାର ମର୍ଯ୍ୟାଦା ହାନି କରୁଛନ୍ତି, ଯଦି ଏହି ନାଟକ ଅଭିନୟ କ୍ଷେତ୍ରରେ ସେହି ଅପ ସଂସ୍କୃତିକୁ ଦୂରେଇ ସଂସ୍କୃତି ଭିତ୍ତିକ ଅଭିନୟ କରନ୍ତେ ତେବେ ଏହାର ଲୋକ ପ୍ରୀୟତା ଆହୁରି ବୃଦ୍ଧି ପାନ୍ତା |
Public jadi kalakaraku stage badaeba public kila neba
ମୋ ଭାଇ ମୋ ଗୁରୁ
Very nice presentation,,, congratulations to sr TV sidhakhandi and Prasanth,,go ahead I appreciate your efforts,, definately it will be succeed,,,it can be done by only media,,
Bhai sonatan master nka sahita khola katha video tike up loard karantu
Bhai bendhalia ravan ku khola katha anontu
Kodanda Dhanu Ramachandrankara Danura Nama...
Kodanda means dhanu
The Bow Sharanga was provided to him by Lord Parshuram when he tried testing Rama"s greatness for breaking"PINAK BOW" of Lord Shiva that was presented to King Janaka...and it was Built by Vishwakarma...Later Handed over to Shiva.then his Disciple Parshuram...Shiva was wanted to present it to King Ravan .. Because Ravan was Shiva's Dearest Devotee..He Ordered to Parshuram to Present .to Ravan But Parshuram had knew He is a Powerful King..may be Misutilise Of PINAK ..Then present to King Janaka by Taking Advise from Lord Shiva. King Janaka was also a Great Devotee of Lord Shiva....Thanks...
You are correct sir
You are also Correct Sir...Kodanda means Dhanu....
Maharaja Janak had gifted it to SriRam..after Sita Swayamvar... Thanks...
Bhai sanjay sir nku anantu please na anibe nanhi kahidiantu
ଶିକ୍ଷା କଳାକାରକୁ ଉଚିତ ମାର୍ଗ ଦେଖାଇଥାଏ। ଚରିତ୍ରକୁ ସଠିକ୍ ବୁଝାଇ ଥାଏ, ଏବଂ କାହାଣୀ ତଥା ସଂଳାପର ସାରମର୍ମ କୁ ଅନୁଭବ କରାଇ ଥାଏ। ଏହାର ଜ୍ୱଳନ୍ତ ଉଦାହର ଏଇ ଆମ ଅଧ୍ୟାପକ ମହୋଦୟ।
ଆପଣ ଙ୍କ କଥା ଗଞ୍ଜାମ ର ସେହି କଳାକାର ମାନଙ୍କ କାନରେ ନିଶ୍ଚୟ ପଡୁ ଯେଉଁ ମାନେ ପଞ୍ଚବଟୀ ବନରେ ମାତା ସୀତାଙ୍କୁ ଧରି ଆଧୁନିକ ନୃତ୍ୟାଙ୍ଗନା ଙ୍କ ସହ ଅଶ୍ଳୀନ ଭଙ୍ଗୀରେ କାମ ଉଦ୍ରେକ ଚାହାଣୀରେ ଲଜ୍ଜ୍ୟାହିନ ଙ୍କ ପରି ଉଦଣ୍ଡ ନୃତ୍ୟ କରନ୍ତି
ଜୟ ଜଗନ୍ନାଥ
ଡ଼ଃ. ଉମାକାନ୍ତ ବେହେରା
ପ୍ରଶାନ୍ତ ଭାଇ ତୁମେ ଗୀତ ଭଲ ଗାଉଚ
Ramchandra Pradhan sirnku anantu
Gunia hanuvssaroj hanu tika dekhantu
Tumaku manuni ram pati
ଆପଣ ଯାହା କହୁଛନ୍ତି ତାହା ମାନୁଛନ୍ତି? ସବୁ ମିଛ କଥା
ଆପଣ ବହୁତ ବଡ ବଡ କଥା କହୁଛନ୍ତି. ରାମାୟଣ ର ଭରତ ଭେଟ ର କିଛି ସ୍ଲୋକ କହି ପାରିବେକି?
ଆପଣ କହୁଛନ୍ତି କେଉଁ ରାମ କୁ
ତାଙ୍କ ଧନୁର ନାମ ଜଣା ନାହିଁ. ଆପଣ କଣ ସର୍ବଜ୍ଞ. ଗର୍ବ କର ମନା ନାହିଁ କିନ୍ତୁ ଅତି ଗର୍ବ କଲେ ତାହା ଭଲ ନୁହେଁ
ସବୁ କଳାକାର କୁ ସମ୍ମାନ ଦେବା
ବୋଧେ ଆପଣ ଜାଣିନାହାନ୍ତି.
ଆମେ ଆପଣଙ୍କୁ ପ୍ରଶ୍ନ କରୁଛୁ ରାମ ଙ୍କ କେତୋଟି ସ୍ତ୍ରୀ? ଆଉ କିଏ କିଏ କୁହନ୍ତୁ
Lord ram was Ek vachni Ek baani Ek patni Ek vachni means ସେ ଯାହା କହୁଥିଲେ ତାହା କରୁଥିଲେ, Ek baani means ତାଙ୍କ ଧନୁରୁ କେଵଳ ଗୋଟେ ଶର ହିଁ ଲକ୍ଷ୍ୟ ଭେଦ କରୁଥିଲା Ek patni means କେଵଳ ସୀତା ମାତା ହିଁ ପ୍ରଭୁଙ୍କର ପତ୍ନୀ ମୂଁ କେବଳ ଏତିକି ହିଁ ଜାଣିଛି ଆଉ ଯେଉଁ ଗର୍ବ କଥା କହିଲେ ମୂଁ ଗର୍ବ ରେ କହିନି କେବଳ ଅପସଂସ୍କୃତି ଦୂରୀଭୂତ ପାଇଁ ଏମିତି କହିଛି ମୁଁ ଜାଣିଛି ସବୁ କଳାକାର ଗୋଟେ ପରିବାର ଯଦି ମୋ ମନ୍ତବ୍ୟ ଭୁଲ ଲାଗିଛି ମୁଁ ହୃଦୟ ରୁ କ୍ଷମା ମାଗୁଛି
Thik kahichanti
Bahut badhia answers wa wa
ଶୁଣନ୍ତୁ ଆପଣ ଚକା ଚକା କଥା କହିବାର ଜାଣିଛନ୍ତି. ଜଣକୁ ଆଙ୍ଗୁଠି ଦେଖାଇବା ଆଗରୁ ନିଜଆଡେ ତିନୋଟି ଆଙ୍ଗୁଠି ଅଛି ଆପଣ ଜାଣି ପାରୁ ନାହାନ୍ତି. ରାମଚନ୍ଦ୍ର 2 ଥର ବାହା ହୋଇଛନ୍ତି
* ପ୍ରଥମ ଶିବଧନୁ ଭଗ୍ନ କରି ସୀତା ଙ୍କୁ ବିବାହ କରିଥିଲେ
*ଦ୍ୱିତୀୟ ଅସ୍ପବେଦ ଯଜ୍ଞ କରି ସୁନା ର ସୀତ ଙ୍କୁ ବିବାହ କରିଥିଲେ
ମାନେ ରଖନ୍ତୁ କିଏ ସୁନ୍ଦର ଚେହେରା ବେଶ ପଡିଗଲେ ରାମ ହୋଇଯିବନି
bhaii apana kia ame ta janinu ..kintu apanku parsna pacharibara asuni ..tikia sikhiki asantu ...
Sound clear aasuni bhai tike clear karantu sound clarity paine
ଶୀତଳା ପଲ୍ଲୀ ଲକ୍ଷ୍ମଣ ଙ୍କୁ ଆଣ😊
Nice
Nice