ଅନ୍ଧ ଦେଶକୁ ଗଲି ଦର୍ପଣ ବିକି - ଯଦୁମଣି ମହାପାତ୍ର ଙ୍କ ବ୍ୟଙ୍ଗାତ୍ମକ ହାସ୍ୟରସ ଚଉପଦୀ

Поділитися
Вставка
  • Опубліковано 7 лют 2025
  • ଅନ୍ଧ ଦେଶକୁ ଗଲି ଦର୍ପଣ ବିକି - ଯଦୁମଣି ମହାପାତ୍ର ଙ୍କ ବ୍ୟଙ୍ଗାତ୍ମକ ହାସ୍ୟରସ ଚଉପଦୀ

КОМЕНТАРІ • 73

  • @rameshchandradash8385
    @rameshchandradash8385 15 днів тому +8

    ବାହା ବହୁତ ସୁନ୍ଦର, ଓଡ଼ିଆରେ ଏହିପରି ଶିକ୍ଷୟିତ୍ରୀ ମାନଙ୍କର ଆବଶକତା ଅଛି. ପିଲା ମାନଙ୍କର ପଡିବା ପାଇଁ ଆଗ୍ରହ ବଡ଼ିବ

  • @ananyaunique9217
    @ananyaunique9217 5 днів тому +2

    Jaha heu madam bahut bahut dhanyabad..puni eka kabinkara kabita anithibaru..ghure ama pruthibiti chaka chaka bhaunri ae gitati mu mo 7yr jhia ku sunaithili.se taku sampurna manerakhithila.ebe ae kabitati..

  • @biswajitjena8916
    @biswajitjena8916 4 дні тому +1

    ଦିଦି ବହୁତ ଧନ୍ୟବାଦ 🙏🙏

  • @sukantasir6715
    @sukantasir6715 2 години тому

    ବହୁତ ସୁନ୍ଦର ଉପସ୍ଥାପନ...ମାଡାମ

  • @pranatiroutray5726
    @pranatiroutray5726 19 днів тому +17

    ଯାହା ହେଉ ଦିଦି ଧନ୍ୟବାଦ ।ଯଦୁମଣିଙ୍କୁ ପିଲାମାନଙ୍କୁ ପରିଚିତ କରିଥିବାରୁ। 🎉❤

  • @crazyboysodisha7514
    @crazyboysodisha7514 День тому

    Madam.... dhanyabad 😢😢😢😢😢

  • @PurnaChandraChannel
    @PurnaChandraChannel 14 днів тому +2

    ବହୁତ ସୁନ୍ଦର ବୁଝାଇଲେ ଦିଦି। ଧନ୍ୟବାଦ।

  • @JitendrakumarKumarjena
    @JitendrakumarKumarjena 6 годин тому

    Dhaniy bada ma❤

  • @saratkumarrath9988
    @saratkumarrath9988 18 днів тому +3

    Excellent presentation of the story in zero hour.

  • @mrutyunjayasahani2323
    @mrutyunjayasahani2323 20 днів тому +7

    ଧନ୍ୟବାଦ madam ବହୁତ ଖୁସିଲାଗିଲା କିଛି ନୂଆଁ ଶିଖିବାକୁ ମିଳିଲା ଏମିତି ଆଗକୁ ବଢ଼ିଚାଲନ୍ତୁ ......

    • @salilarath
      @salilarath  20 днів тому +1

      Thank you for liking.କିନ୍ତୁ ଏସବୁ ନୂଆ ନୁହେଁ sir,ବହୁତ୍ ପୁରୁଣା । କବି ଯଦୁମଣି ଙ୍କୁ ଶତକୋଟି ପ୍ରଣାମ ।🙏🙏

    • @madhusudanmahapatra01
      @madhusudanmahapatra01 20 днів тому +1

      Old is gold​@@salilarath

  • @niranjanpradhan2476
    @niranjanpradhan2476 14 днів тому +1

    The best
    God bless you.
    🙏💐

  • @shibasankarjena7124
    @shibasankarjena7124 День тому

    Pila bela.. School katha mana padigala ❤❤

  • @sipudehurysipudehury9991
    @sipudehurysipudehury9991 3 дні тому

    Bahutabhalalagiladhanyabad

  • @rohanfilms986
    @rohanfilms986 19 днів тому +3

    ନମସ୍କାର ଆଜ୍ଞା 🙏
    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଏତେ ସୁନ୍ଦର ପ୍ରୟାସ ପାଇଁ। ମୁଁ ଉତ୍କଳଘଣ୍ଟଙ୍କ ଦାୟାଦ ଭାବରେ ଆପଣଙ୍କୁ କୃତଜ୍ଞତା ଜଣାଉଛି। କେବେ ନୟାଗଡ଼ ଆସିଲେ ନିଶ୍ଚୟ ଯଦୁମଣି ମହାପାତ୍ରଙ୍କ ଘରକୁ ବୁଲିବାକୁ ଆସିବେ। ନିମନ୍ତ୍ରଣ ରହିଲା। ଏମିତି ପ୍ରାୟାସ ଜାରି ରହୁ।🙏

    • @salilarath
      @salilarath  18 днів тому

      ନୟାଗଡ଼ ଜିଲ୍ଲାର ବାସିନ୍ଦା ହୋଇଥିବାରୁ ପିଲାବେଳେ ଖାଲି ଘରଟା ବାହାରୁ ଦେଖିଥିଲି । ନିମନ୍ତ୍ରଣ ରକ୍ଷା କରି ନିଶ୍ଚୟ କେବେ ଯିବି ।🙏🙏

  • @sunils.k.p1057
    @sunils.k.p1057 12 днів тому +1

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଆଜ୍ଞା 🎉 ! ପିଲାଙ୍କୁ ଏହିପରି ଶିକ୍ଷା ପ୍ରଦାନ କରୁଛନ୍ତି ! ବହି ଜ୍ଞାନ ସହ ବାହ୍ୟ ଜ୍ଞାନ ମଧ୍ୟ ପିଲାମାନେ ସିଖିପରୁଛନ୍ତି !!

  • @khuntiasanjay6763
    @khuntiasanjay6763 15 днів тому +2

    Mam bahut bhala lagila❤❤❤

  • @sudhansusekhar7559
    @sudhansusekhar7559 19 днів тому +4

    🎉 ହୃଦୟ ରୁ ଧନ୍ୟବାଦ

  • @SurendranathSatapthy
    @SurendranathSatapthy 18 днів тому +3

    Excellent, Thanks you.

  • @amatoka2
    @amatoka2 19 днів тому +2

    Bahut badhia Katha Evam byakhya ..Dhanyabaad madam for creating awareness among our students regarding our poets

  • @ganeswarmahanta8253
    @ganeswarmahanta8253 18 днів тому +2

    ଦିଦିଙ୍କୁ ଧନ୍ୟବାଦ

  • @debanandaMahapatra-o7f
    @debanandaMahapatra-o7f 15 днів тому +1

    Bahut badhiya 😊

  • @AnandKumar-vz9dj
    @AnandKumar-vz9dj 19 днів тому +3

    Very nice❤

  • @empoweringindiadefenceacad9593
    @empoweringindiadefenceacad9593 11 днів тому

    Amara athi pila mane only utuber comedian nku jananty.. thanks mam.. .. mahapurush nku janantini..

  • @BkRaul00
    @BkRaul00 10 днів тому

    Best tichar 🎉

  • @sujatabehera6112
    @sujatabehera6112 17 днів тому +1

    ଧନ୍ୟବାଦ

  • @shishirkumar7203
    @shishirkumar7203 11 днів тому

    ବହୁତ ବହୁତ୍ ଧନ୍ୟବାଦ୍

  • @rudraprasadnayak6549
    @rudraprasadnayak6549 6 днів тому

    I'm from Nayagarh and also the same village(itamati)

  • @sunitasahoo9467
    @sunitasahoo9467 18 днів тому +1

    Very good mam

  • @Pradhan-f4l
    @Pradhan-f4l 17 днів тому +2

    ସନ୍ଥ କବି ଭୀମ ଭୋଇ କନ୍ଧ ଜାତିର ଥିଲେ କନ୍ଧ ଶବ୍ଦର ଅର୍ଥକୁ ଠିକ୍ ଭାବରେ ବୁଝାଇ ଦିଅନ୍ତୁ

  • @mnayak6050
    @mnayak6050 12 днів тому

    Well presentation.onc more anothr
    topic by utkal ghata.

  • @jubarajjani4842
    @jubarajjani4842 17 днів тому

    ବହୁତ ଭଲ ଲାଗୁଛି

  • @bipinbmishra2754
    @bipinbmishra2754 16 днів тому

    Jai Jagannath

  • @indiantradition88
    @indiantradition88 7 днів тому

    Great

  • @ajayarath2236
    @ajayarath2236 19 днів тому +1

    Very nice

  • @Sabita889
    @Sabita889 14 днів тому

    🎉❤ very good mam

  • @gobardhanmohanty5740
    @gobardhanmohanty5740 16 днів тому

    Nice teaching.Thanks.

  • @p.kwithurotest4316
    @p.kwithurotest4316 2 дні тому

    🥰🤗🙏🙏🙏

  • @haridas5442
    @haridas5442 4 дні тому

    ଦିଦି ଟିକେ ବାଲେଶ୍ୱର ଉପରେ ଟପିକ୍ ଆସୁ

  • @parikhitamohapatra8714
    @parikhitamohapatra8714 20 днів тому +2

    ହାସ୍ୟ ରସର କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଙ୍କ ଦ୍ଵାରା ରଚିତ ପଦ୍ୟ କୁ ସୁନ୍ଦର ଭାବେ ପିଲାଙ୍କୁ ଉଦାହରଣ ଦେଇ ବୁଖାଇ ଦେଲେ। ପରୋକ୍ଷ ରେ ରୂଢି ପ୍ରୟୋଗ ଶିକ୍ଷା ଦେଲେ

    • @salilarath
      @salilarath  18 днів тому +1

      ପସନ୍ଦ କରିଥିବାରୁ ଅଶେଷ ଧନ୍ୟବାଦ 🙏🙏

    • @SukadebaPanda-v3j
      @SukadebaPanda-v3j 17 днів тому

  • @subratkumarsahoo6172
    @subratkumarsahoo6172 20 днів тому +4

    ଏମିତି ବସ୍ତୁ ଯାହାର ବ୍ୟବହାର କରିବାର ସାମର୍ଥ୍ୟ ତା ପାଖରେ ନଥାଏ।

  • @biplabkumardas3893
    @biplabkumardas3893 19 днів тому +2

    Sabu sikhyaka Mane jadi ehi bhali pilamanku patha padhanti tahale pila Mane khub bhala result karibe

  • @balaramdas9781
    @balaramdas9781 16 днів тому

    thankas

  • @Lipun143.
    @Lipun143. 10 днів тому

    Sundar patha oll the besta

  • @SwetapadmaBehera-n2q
    @SwetapadmaBehera-n2q 11 днів тому

    Didi apananka bhali teacher birala jadi apananka sabu teacher Mane emiti patha padhante tebe odisa kahin bharata sunichita sikhita hoipariba

  • @haridas5442
    @haridas5442 4 дні тому

    ମତେ ଦିଦି ଲଭ ଲାଗିଲାନି (କନ୍ଧ) ଲୋକ କଣ ସତରେ କିଛି ଜାଣନ୍ତି ନି , ଆପଣ କହିଲେ ଏକଥା କେହି ଜଦି ଦେଖୁଥିବେ ଗଲା ପୁଣି ଭାଇରାଲ୍ 😂ହେବ ସବୁ

  • @narayanpradhan6563
    @narayanpradhan6563 13 днів тому

    🙏🙏🙏🙏🙏🙏🙏🙏🙏🙏🙏🙏🙏🎉

  • @khuntiasanjay6763
    @khuntiasanjay6763 15 днів тому

    🙏🏻🙏🏻🙏🏻🙏🏻🙏🏻

  • @surendrakumarsahu3910
    @surendrakumarsahu3910 17 днів тому

    ପିଲା ମାନଙ୍କୁ ଯଦି କିଛି ସିଖାଈବକୁ ଚାହାନ୍ତି ଆଜିକା ଜ୍ଞାନ କୌଶଳ ଶିଖନ୍ତୁ ଏସବୁ ଟାଇମ୍ ପାସ୍ କାହାଣୀ କିଛିକ୍ଷଣ ର ଆମୋଦ ପ୍ରମୋଦ ପାଇଁ ସିନା ଆଉ ଅଧିକ କିଛିନୁହେ ପିଲାମାନେ ତ ଏସବୁ ଆପେ ଆପେ ଯାଣିଯିବେ

    • @SidhantaBehera-r3n
      @SidhantaBehera-r3n 14 днів тому

      Tumaku pasand nasile nadekhipara.jemiti nua technology janibaku hele kichhi abhigyan scientistnka mata ku grahana karibaku hue. Semiti matrubhasa ku sudrudha karibaku hele ebhali kabinku bi anusarana karibaku hue.

    • @salilarath
      @salilarath  14 днів тому

      @SidhantaBehera-r3n 🙏🙏

  • @SANJAYPRADHAN-m2j
    @SANJAYPRADHAN-m2j 19 днів тому +2

    Madam se ganjam re nu han nayagarh itamatire janma hoithile

  • @mahendrabiswal6604
    @mahendrabiswal6604 19 днів тому +3

    ସେତ କାମୁଡ଼ିଦେବ ଏତେ କଥା କଣ କହୁଛ?

  • @sujatabehera6112
    @sujatabehera6112 17 днів тому +1

    ନମସ୍କାର Madam

  • @kedargouda6406
    @kedargouda6406 18 днів тому +3

    ହେ ଦିଦି ଆପଣ ମଧ୍ୟ କାମୁଡା ଘୋଡା ର ଅର୍ଥ ବୁଝି ପାରିଲ ନାହିଁ କାମୁଡା ଘୋଡା ର ଅର୍ଥ କୁକୁର

    • @salilarath
      @salilarath  18 днів тому +1

      ମୁଁ ଜଣେ ଆଜୀବନ ବିଦ୍ୟାର୍ଥୀ । ବିଦ୍ୟାର୍ଥୀ କୁ କିଛି ନୂଆ କଥା ଶିଖାଇ ଥିବାରୁ ହୃଦୟରୁ ଧନ୍ୟବାଦ ।🙏🙏

  • @karanjena1766
    @karanjena1766 14 днів тому

    Casteist and superstitious remark of so called jadi mani utkal bell u disrespect kandha adivasi