Prakash mishra bujhiba katha je 5 jana ku pachariki kama kariba much more better eka decision naba vul habar chance thaye Au apana nkara nija swartha bht achhi
Prakash Babu is very honest n outspoken. He should dedicate himself to the welfare of grassroot level of Odisha. Reopening of Laxmanananda Saraswati murder should be declared by the government.
While Nilomoni Routray was C M there was one strike police with Administrative which continued for 3 moths Late J B pattanaik was a very good listener. True human being Very social and kind hearted Biju Babu was visionary spot decession making Giridhari Gamango always slow in decession making
ପ୍ରକାଶ ମିଶ୍ର ଜଣେ ଖୁବ ସରଳ, ସଚୋଟ ଓ ଭଲ ହୃଦୟର ମଣିଷ।
ପ୍ରକାଶ ମିଶ୍ର ଜଣେ ସଚ୍ଚୋଟ , ନିର୍ଭିକ , ମହାନ୍ ହୃଦୟର ଲୋକ, ତାଙ୍କୁ ମୋର ହୃଦୟର ପ୍ରଣାମ
ପ୍ରକାଶ ମିଶ୍ର ଜଣେ ଭଦ୍ର ଲୋକ। ତାଙ୍କୁ ଧନ୍ୟବାଦ ଜଣାଉଛି।
ଶ୍ରୀ ପ୍ରକାଶ ମିଶ୍ର ମହାଶୟ ଙ୍କୁ ପ୍ରଣାମ। ସେ ଜଣେ ସରଳ ଓ ଦକ୍ଷ ସର୍ବ ଭାରତୀୟ ପୋଲିସ ସେବା ଅଧିକାରୀ ଭାବେ ପରିଚିତ ଥିଲେ । ତାଙ୍କ ପୁସ୍ତକ ରେ ବହୁତ ତଥ୍ଯ ଉପସ୍ଥାପନ କରିଥିବାରୁ ସେଥିପାଇଁ ତାଙ୍କୁ ଧନ୍ଯବାଦ।
ପ୍ରକାଶ ବାବୁ ଜଣେ ସରଳ, ନିର୍ମଳ ବ୍ୟକ୍ତିତ୍ବ ସମ୍ପନ୍ନ ବ୍ୟକ୍ତିଙ୍କୁ ମୋର ଅଜସ୍ର ଅଭିନନ୍ଦନ ସହ ହାର୍ଦ୍ଧିକ ଶୁଭେଚ୍ଛା, ଶୁଭକାମନା ତଥା ପ୍ରଣାମ 🙏।ଜୟ ଶ୍ରୀ ଜଗନ୍ନାଥ 🙏🌹।
ଆପଣଙ୍କୁ ମଧ୍ୟ ମୋ 'ତରଫରୁ ପ୍ରଣାମ ସାର୍ 🙏।
ମିଶ୍ର ମହୋଦୟଙ୍କୁ ସଶ୍ରଦ୍ଧ ପ୍ରଣାମ ।ଚାକିରୀ ଜୀବନର ଖଟା ମିଠା ଅନୁଭୂତି ଆଧାରରେ ନବୀନ ଦାସ ସହିତ ନବୀନ ବାବୁଙ୍କ ସମ୍ବନ୍ଧୀୟ କଠୋର ସତ୍ଯ ର ଅବତାରଣା ଅତ୍ଯନ୍ତ ହୃଦୟ ସ୍ପର୍ଶୀ ଅଟେ ।ଧନ୍ଯବାଦ।
ପ୍ରକାଶ ମିଶ୍ର ମହୋଦୟ ଙ୍କ ସହ ସାକ୍ଷାତକାର ଖୁବ୍ ପ୍ରେରଣା ଦାୟକ ଅଟେ । ଧନ୍ୟବାଦ।
ଧନ୍ୟବାଦ ନବୀନ ବାବୁ, ଆଜିର ଅତିଥି ଶ୍ରୀଯୁକ୍ତ ପ୍ରକାଶ ମିଶ୍ରଙ୍କ ସହିତ ଆଲୋଚନା ବହୁତ ସୁନ୍ଦର ଲାଗିଲା /
ସୁନ୍ଦର ଚର୍ଚ୍ଚା 👌ଚକା ଆଖି ସବୁ ଦେଖୁଛି କିଛି ବି ଲୁଚିକି ରହିବ ନାହିଁ ।ଜୟ ଜଗନ୍ନାଥ 🙏
ଜଣେ ସଚ୍ଚୋଟ ମଣିଷ ଏବଂ ଓଡ଼ିଶା ର ଜଣେ ଭଲ ପୋଲିସ ମହାନିର୍ଦ୍ଦେଶକ
Very beautiful presentation thanks sir Jay Jagannath. ଓଡ଼ିଆ ଭାଷା ରେ ଅନୁବାଦ କରିବା ପାଇଁ ଅନୁରୋଧ। ଧନ୍ୟବାଦ ଜୟ ଜଗନ୍ନାଥ ❤
ଆଜ୍ଞା ନମସ୍କାର, ଜ୍ୟୋତିଷ ମାନେ କହନ୍ତି ସବୁ ଦୃଷ୍ଟିକୁ ପ୍ରତିକାର ଅଛି। କିନ୍ତୁ ନର ଦୃଷ୍ଟି ଓ ରାଜ ଦୃଷ୍ଟିକୁ ପ୍ରତିକାର ନାହିଁ। ମିଶ୍ର ସାର୍ ଙ୍କ ଉପରେ ସେହି ନର ଓ ରାଜ ଦୃଷ୍ଟି ଯୋଗୁଁ ପ୍ରମୋସନ୍ ନପାଇବା ସାଙ୍ଗକୁ ରାଜ ଦଣ୍ଡ ଭୋଗିବାକୁ ପଡ଼ିଲା। ଜୟ ଜଗନ୍ନାଥ।
ସୁନ୍ଦର, ବସ୍ତୁନିଷ୍ଟ ଓ ଆକର୍ଷଣୀୟ ସାକ୍ଷାତକାର ।
ଆଜିର ଚର୍ଚ୍ଚା ରେ ନବୀନ ଦାସ ମହୋଦୟ ବରିଷ୍ଠ ସାମ୍ବାଦିକ ଓ ପ୍ରକାଶ ମିଶ୍ର ମହୋଦୟ ବରିଷ୍ଠ ପୋଲିସ ପ୍ରଶାସକ ଉଭୟ ଙ୍କୁ ପ୍ରଣାମ । ଦୁଇଜଣ ଯାକ ସଚ୍ଚୋଟ ନୀର୍ଭିକ ବ୍ୟକ୍ତିତ୍ଵ। ଖୁବ୍ ସୁନ୍ଦର ଚର୍ଚ୍ଚା। ଧନ୍ୟବାଦ।
Sabu dalal
Biscuit khia
@@SahuodJie jemiti tar drusti semiti 😂😂
ଆଞ୍ଜା ବହୁତ ବହୁତ ଭଲ ସାକ୍ଷାତକାର ଟିଏ ଥିଲା,ଅନେକ ବିଷୟ ରେ ଞାନପ୍ରାପ୍ତି ହେଲା ଆପଣଙ୍କ ଜରିଆରେ ଉଚ୍ଚ ପୋଲିସ ବିଭାଗର ଜଣେ ଭଦ୍ରବ୍ୟକ୍ତିତ୍ବଙ୍କ ଠାରୁ👌🙏
ପ୍ରକାଶ ସାର ଆପଣ ଖାକି କମେଡି କୁ ଓଡ଼ିଆ ରେ ଅନୁବାଦ କରିବାକୁ ଅନୁରୋଧ.
କମେଡି ଇନ୍ ଖାକି ର ଓଡ଼ିଆ ଅନୁବାଦ ପୁସ୍ତକ ଶୀଘ୍ର ବଜାରକୁ ଆଣିବାର ବ୍ୟବସ୍ଥା କରନ୍ତୁ ମହାଶୟ।
ଶ୍ରୀ ପ୍ରକାଶ ମିଶ୍ର ସାର ଜଣେ ନିହାତି ଭଦ୍ର ଲୋକ 🙏
ଜାନକୀ ପଟନାୟକ ଙ୍କ କୋଉ ବାଳ କୁ ନବିନା ସରି ହବ, କାହିଁ ଚନ୍ଦ୍ର କାହିଁ କାଣୀ, ଜ୍ଞାନରେ ବିଜୁ ବାବୁ ବି ସମାନ ହେବେନି jb ଙ୍କ ଠୁ
💠 absolutely right...👍💯
💠 Very Very Thanks.. for your Truth DISCUSSION 👍🙏🏻👌👌💐💐🌿🌿🌿🌿🌿🌿🌿🌿🌿🌿🌿🌿🌋🌋🌋
Jabardast episode 👍👍
ହଁ ଭାଇ, ପ୍ରକାଶ ସାର୍ ପୁଣି ଲେଖନ୍ତୁ... ରଥ ଯା ଗଡିଯା....ଜୟ ଜଗନ୍ନାଥ
Jay jagannath best analices sir
😂😂😂
ସାର ଚମତ୍କାର ଚର୍ଚ୍ଚା ବହୁତ ବହୁତ ଧନ୍ୟବାଦ
ଏହି ସାକ୍ଷାତକାର ମାଧ୍ଯମରେ ନବୀନ ପଟ୍ଟନାୟକଙ୍କ ଶାସନ କରିବାର ଦକ୍ଷତା ଓ ତାଙ୍କ କାର୍ଯ୍ୟକାଳର ନଗ୍ନ ବାସ୍ତବତା ଲୋକଲୋଚନକୁ ଆଣି ଥିବାରୁ ଧନ୍ୟବାଦ୍।
ସାକ୍ଷାତକାର ବହୁତ ଭଲ ଲାଗିଲା
ସାର ପ୍ରଣାମ 🙏🌹
ମିଶ୍ର ବାବୁ ଙ୍କୁ ବି ପ୍ରଣାମ 🙏🌹
🙏, ଧନ୍ୟବାଦ, ଜୟ ଜଗନ୍ନାଥ 👍
OK Sir, Such Type of Book is 🙏🙏🙏🙏awaiting ......
ସାର୍ ନମସ୍କାର
ନିଶ୍ଚିତଭାବେ ପ୍ରକାଶ ସାର୍ ତାଙ୍କର ଦ୍ବିତୀୟ ଅଧ୍ୟାୟ ଆରମ୍ଭ କରନ୍ତୁ । ବହୁତ୍ କଥା ଲୋକ ଲୋଚନକୁ ଆସିବ । ସାର୍ ନିରାମୟ ଜୀବନ ଯାପନ କରନ୍ତୁ ଭଗବାନ୍ ଙ୍କ ପାଖରେ ପ୍ରାର୍ଥନା ।
" ନବୀନ ଙ୍କ ଚର୍ଚ୍ଚା"ଏକ ସୁନ୍ଦର ପରିକଳ୍ପନା।
ସାଧୁ ସଚ୍ଚୋଟ ନେତା,ବ୍ୟୁରୋକ୍ରାଟ ଓ ସମାଜସେବୀ ମାନଙ୍କ ସହିତ ଆଲେଚନା ଜାରି ରହୁ।
Jay Jagannath sir namaskar very good person 🙏🙏
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ନବୀନ ପଟ୍ଟନାୟକ ର ତୁଳନା ଆକାଶ ଆଉ ପାତଳ ଭିତରେ ସହ ସମାନ। ଯଦି ରାଜ୍ୟ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ୨୪ଵର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ ପାଇଥିଲେ ରାଜ୍ୟର ଆଜି ର ଅବସ୍ଥିତି ଵହୁତ ଭଲ ସ୍ଥାନରେ ରହିଥାନ୍ତା। ପ୍ରକାଶ ଵାଵୁ ବହୁ ବିଳମ୍ବରେ ଏଵହି କୁ ଲେଖିବାର କରିଛନ୍ତି।
ମହାଶୟ ପ୍ରକାଶ ମିଶ୍ର ଅତି ଉତ୍ତମ ବିଷୟରେ ଲେଖିଛନ୍ତି, କିନ୍ତୁ ତାକୁ ଓଡ଼ିଆରେ ଅନୁବାଦ କଲେ ଭଲ ହୁଅନ୍ତା ଜଣେ ଅକର୍ମା ନୀଳ ବର୍ଣ୍ଣ ଶୃଗାଳ କେମିତି ମିଥ୍ୟା ପ୍ରଚାର ପ୍ରଶାର କରି ଓଡ଼ିଆ ଲୋକଙ୍କୁ ଦୀର୍ଘ 24 ବର୍ଷ ଭୁଆଁ ବୁଲାଉଥିଲା ଯାହା ହେଉ ସେଇଟା ଆଜିକା ଦିନରେ ଅନ୍ତ ହୋଇଛି l
Beautiful interview, Nabin Babu !!!❤❤❤❤
ସୁନ୍ଦର ଉପସ୍ଥାପନା l ଧନ୍ୟବାଦ ଉଭୟଙ୍କୁ l ଅଭିଜ୍ଞତାକୁ ପୁଣି ଲୋକଲୋଚନକୁ ଆଣିବା ପାଇଁ ପୁସ୍ତକ ମାଧ୍ୟମରେ ଚେଷ୍ଟା ଜାରି ରହୁ l
Prakash mishra bujhiba katha je 5 jana ku pachariki kama kariba much more better eka decision naba vul habar chance thaye
Au apana nkara nija swartha bht achhi
Nice information .
Sri Mishra is an honest efficient police officer. He has always discharged his duties honestly.
nice interview👍
Proud of you.
BJP ଯଦି BJD କୁ କାଠଗଡକୁ ନଆଣି ପାରିବ ତେବେ ଆଗାମୀ ଦିନରେ Congress ଆସିବ ନିଶ୍ଚୟ ।
What a wonderful person he is, Thank you Nabin babu for inviting Prakash Mishra Babu
Great
We are proud of you.
Good conversation
ଜୟ ଶ୍ରୀରାମ l🙏🚩🚩🚩
Nice interview
ଜୟ ଜଗନ୍ନାଥ ସାର ନମସ୍କାର ବହୁତ ସୁନ୍ଦର ଲେଖା 🙏🙏🙏
Beautiful
The best episode
Jay Jagannath
🙏, Namaskar, Bahoot Badhiya CHARCHA.... common MEN mananku suheila bhalia charcha.... katha, katha re sabu kahi deley..❤
Too dynamic personality
ପ୍ରକାଶ ମିଶ୍ର ମହୋଦୟ ଙ୍କ ପାଇଁ ସାରା ଓଡିଶା ଗର୍ବିତ
ସାର୍
ଅତି ଉଚ୍ଚ କୋଟିର ସାକ୍ଷାତକାର।
ନବୀନ ପଟ୍ଟନାୟକଙ୍କ ଭଳି ଚରିତ୍ର କୁକୁର ଠାରୁ ବି ହୀନ। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ନୁହେଁ ଯେତେ ଗାଳିଦେଲେ ବି କମ୍ ହେବ। ଛି ଛି ଛି କୁକୁର କୁକୁର କୁକୁର।
ସାର୍
କ୍ଷମା କରିବେ ଏ ସବୁ ଶୁଣିଲା ପରେ କ୍ରୋଧ ସମ୍ଭାଳି ପାରିଲି ନାଇଁ।
Right 👍
🙏 sir.
ମୁଁ ଏ କମେଣ୍ଟ୍ ମାଧ୍ୟମରେ ସମସ୍ତ ଙ୍କୁ ଅନୁରୋଧ କରିବି ଏ ଚର୍ଚ୍ଚା ଶୁଣିବା ପାଇଁ।
The best DGP Odisha has ever seen
ସାର୍ ନମସ୍କାର,
ଆପଣ ସଧାରଣ ଅବସର କଳୀନ ବିଶ୍ରାମ ଜୀବନ ବିତାନ୍ତୁ ନାହିଁ । ଆମେ (ଓଡ଼ିଶାବାସୀ ତଥା ଭାରତବାସୀ) ଆପଣଙ୍କ ଠାରୁ ବହୁତ କିଛି ଆଶା ରଖିଛୁ । ଓଡ଼ିଶାରେ ଆମେ କିଛି ନୈତିକତା ପୂର୍ଣ୍ଣ ସାମାଜିକ କାର୍ଯ୍ୟ ଆପଣଙ୍କ ଠାରୁ ଆଶା କରୁଛୁ । ଭାବୁଛୁ ଆପଣ ନିରାଶ କରିବନି ।
ଆପଣଙ୍କ ନିରାମୟ ଜୀବନ କାମନା କରୁଛୁ ।
ପ୍ରକାଶ ମିଶ୍ର ମହାଶୟ ଙ୍କୁ ହୃଦୟ ରୁ ପ୍ରଣାମ। ଯେଉଁ ତିନି ଚାରି ଜଣ ଆଇପିଏସ ଅଫିସର ବିଜେଡି ସରକାର ଅମଳରେ ଥିଲେ ସେମାନଙ୍କୁ ଗୋଟେ ତରାଜୁ ରେ ଓଜନ କଲେ ଦେଖା ଯିବ ପ୍ରକାଶ ମିଶ୍ର sir ଏକା ଥିବା ପଲା ତଳକୁ ଯିବ ଅନ୍ୟ ପଲା ରେ ବିଜେଡି ସରକାର ଅମଳରେ ଥିବା ଆଇପିଏସ୍ ତିନି ଚାରି ଜଣ ଯାକ ଥିବା ପଲା ଟି ଉପରକୁ ଉଠି ଯିବ। ଏଥିରୁ ଜାଣି ପାରିବେ ପ୍ରକାଶ ମିଶ୍ର ମହାଶୟ କେତେ ଦକ୍ଷ।
ପ୍ରକାଶ ବାବୁଙ୍କୁ ଆପଣଙ୍କ ପରାମର୍ଶ ପୁରାପୂରି ଠିକ । ଆମେମାନେ ଅପେକ୍ଷାରେ ରହିଲୁ ନୂତନ ବହି ପାଇଁ
True man
Odisha Misses Such Great Personality 🙏
Very nice interview with man of highest honesty in a high designation. Many many thanks Nabin Babu.
I salute prakash mishra
BJP new government should be transparent
Let's hope for d best as said by Mr Mishra
ନବୀନ ବାବୁ ବହିଟି ପଢନ୍ତୁ। ବେଶି ବଡ଼ ବହି ନୁହଁ । ପାଞ୍ଚ/ଛଅ ଘଣ୍ଟାରେ ପୁରା ପଢିପାରିବେ ।
ନବ ଦାସ ଙ୍କ କେସ - ସରକାର କିଛି ନିଷ୍ପତ୍ତି ନେଲା ଭଳି ଲାଗୂନି।
ପ୍ରକାଶ ସାର୍ ତାଙ୍କର ତିକ୍ତ ଅନୁଭୂତି ମଧ୍ୟ ପୁସ୍ତକ ସଂକଳନ କରିବା ଉଚିତ
Sri prakasha Mishra is a very nice man. I work under him. His behavior towards his subordinates is very friendly.
ଓଡ଼ିଆ ଲୋକଙ୍କ ପାଇଁ ଆପଣ ଓଡ଼ିଆ ରେ ବହିଟି ପ୍ରସ୍ତୁତ କଲେ ଭାଲ ହେବ ।
ବହୁତ ସୁନ୍ଦର, ପୁଣି ଥରେ ଡାକି ଦୈନନ୍ଦିନ ଜୀବନ ବିଷୟରେ ପଚାରିଲେ ଆମେ ଅଧିକ ଶିଖିବୁ ଓ ଜାଣିବୁ....
❤❤❤❤❤❤
The interview today is fine Namaskar to both of you
ପ୍ରକାଶ ମିଶ୍ର sir ଲେଖିଥିବା ବହିଟିକୁ ଓଡ଼ିଆରେ ଅନୁବାଦ କରି, ପାଠକ ମାନଙ୍କୁ ଉପହାର ଦେବାକୁ ମୋର ବହୁତ୍ ଅନୁରୋଧ । ବହିଟି ଓଡ଼ିଆ ଭାଷାରେ ପ୍ରକାଶ ପାଇଲେ , ନିଶ୍ଚିତ ଭାବେ ଲୋକେ ବହୁତ୍ ଖୁସି ହେବା ସହ ବହୁତ୍ ଅଜଣା କଥା ଲୋକଲୋଚନକୁ ଆସିପାରିବ । ପ୍ରକାଶ sir ଙ୍କୁ ମୋର ଅନୁରୋଧ ରହିଲା ବହିଟିକୁ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ।
ଅନ୍ତାରରୁ ଧନ୍ୟବାଦ୍, ଜୟ ଜଗନ୍ନାଥ।
🙏🙏🙏
ରଂ ସିଗନାଲ ର ଜବାବ ଲୋକେ ନବୀନ କୁ ଯେମିତି ନାମ ଦେଲେ ସେମିତି ବିଜେପି କୁ ଦେବେ ଅପେକ୍ଷା କରନ୍ତୁ l
Mr prakash mishra from nayagada
He is a honest person and he is a jwell our roll model
ଆପଣ ଅଣ ଓଡ଼ିଆ ନବୀନ ର ଅସଲ ମୁଖା ଖୋଲିଦେଲେ
ଆପଣ ଙ୍କ ଲେଖା ଆମ ଆଗାମୀ ପିଢ଼ି ପାଇଁ ନିହାତି ଆବଶ୍ୟକ।
ମୁଁ ଓଡ଼ିଆ ଭାବେ ଅତ୍ୟନ୍ତ ଦୁଖିତ ଯେ ଜଣେ ଅପାରଗ ନେତୃତ୍ବ ମ୍ଲେଛ ନାବିନ ପଟ୍ଟନାୟକଙ୍କ କୁ ନେଇ ଓଡ଼ିଶାର ରାଜନୈତିକ ସ୍ଥାନରେ ଲିପିବଦ୍ଧ ହୋଇ ରହିଯିବ ।
ଆପଣଙ୍କ ଶ୍ରଦ୍ଧେୟ
ଆବାହକ 🙏🏻
ଜନତାଦଳ ବନ୍ଧୁ ଗ୍ରୁପ ଓଡ଼ିଶାର
❤
ନବୀନ ପଟ୍ଟନାୟକ ପ୍ରକାଶ ମିଶ୍ରଙ୍କ ଭଳି ଜଣେ ବହୁତ ଉଚ୍ଚ କୋଟିର ଦକ୍ଷ ଅଫିସରଙ୍କୁ ଚିହ୍ନି ପାରିଲେ ନାହିଁ l
ଦୁର୍ଘଟଣାରେ ମୁଣ୍ଡ ବିଛିନ୍ନ ହୋଇ ମସ୍ତକ ବିହିନ ମ୍ରୁତ ଶରୀର ଚିକିତ୍ସାଳୟକୁ ଆସିଲେ କେତେକ ଡାକ୍ତର ECG କରିଛନ୍ତି
ଜଦି ବୁଝୁଥାନ୍ତେ ମାନସ ପୁତ୍ର ଏତେ ଉଦ୍ଧତ ହୋଇଥାନ୍ତା କେମିତି ଜଗନ୍ନାଥ ବଚଇଦେଲେ
ମାନନୀୟ ପ୍ରକାଶ ମିଶ୍ର ଜଣେ ସଚୋଟ ଆଉ ନିର୍ବିବାଦୀୟ ବ୍ୟକ୍ତି ଯାହାକୁ ଭାରତର ସର୍ବୋଚ୍ଚ କୋର୍ଟ କହିସାରିଛନ୍ତି l ଆପଣ ନବୀନ ବାବୁ ଆଜି ତାଙ୍କସହ ଚର୍ଚ୍ଚା କରି ଚାନେଲର ମର୍ଯ୍ୟାଦା ବଢ଼ାଇଦେଲେ l
ମାନନୀୟ ଶ୍ରୀଯୁକ୍ତ ପ୍ରକାଶ ମିଶ୍ର ମହୋଦୟ ଜଣେ ଅତ୍ୟନ୍ତ ସଚ୍ଚୋଟ ଏବଂ ନିର୍ବିବାଦୀୟ ବ୍ୟକ୍ତିତ୍ଵ ଅଟନ୍ତି । ତାଙ୍କ ବିରୁଦ୍ଧରେ ବିଗତ ସରକାରଙ୍କ ର ଷଡ଼ଯନ୍ତ୍ର କୁ ଭାରତର ସର୍ବୋଚ୍ଚ କୋର୍ଟ ମୁଖା ଖୋଲିବା ସହ ତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି
ଓ ନବୀନ ପଟ୍ଟନାୟକ ଙ୍କ ଅସଲ ମୁଖା ତାଙ୍କ ପୁସ୍ତକ ରେ ସମ୍ୟକ ସୂଚନା ପ୍ରଦାନ କରି ଓଡ଼ିଶା ବାସୀଙ୍କୁ ଅବଗତ କରାଇବା ଅତ୍ୟନ୍ତ ଉଲ୍ଲେଖନୀୟ ଅବଦାନ।
ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ, କୃପା ଓ କରୁଣା ସଦାସର୍ବଦା ପ୍ରକାଶ ମିଶ୍ର ମହୋଦୟ ଙ୍କୁ ମିଳୁଥାଉ।
🙏🏻ସତ୍ୟ ମେବ ଜୟତେ🙏🏻
🙏🏻🚩ଜୟ ଜଗନ୍ନାଥ 🚩🙏🏻
ସାର୍ , ନମସ୍କାର । ପ୍ରକାଶ ବାବୁଙ୍କ ଭଳି ବ୍ୟକ୍ତିଙ୍କୁ ନବୀନ ପଟ୍ଟନାୟକ ଯେଉଁଭଳି ଅପମାନିତ କରିଛନ୍ତି , ତାହା ନବୀନ ପଟ୍ଟନାୟକ ଙ୍କ ଚରିତ୍ର କୁ ପଦାରେ ପକାଇଛି ।
Uttama charcha antarik sradhapurn naman.
ଜଣେ କର୍ତ୍ତବ୍ୟନିଷ୍ଠ ଦକ୍ଷ, ଖୋଲା ହୃଦୟ ର ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀ.... ଆଉ ଜଣେ ନିର୍ଭୀକ ନିଖୁଣ ସାମ୍ବାଦିକ...
ସତ ଓ ତଥ୍ୟ ଉଖୁରେଇବାରେ "ଚର୍ଚ୍ଚା "ଏମିତି ଚାଲୁ.... ଉଭୟ ପ୍ରଥିତଯଶା ଙ୍କୁ ହୃଦୟରୁ ଶୁଭେଚ୍ଛା ଓ ପ୍ରଣାମ..
❤❤❤
First viewer
Excellent, Drama of Navin Pattanaik exposed. We feel ashamed that he was our CM.
Best episode in CHARCHA.
Prakash Babu is very honest n outspoken. He should dedicate himself to the welfare of grassroot level of Odisha. Reopening of Laxmanananda Saraswati murder should be declared by the government.
Wow great man former DGP...a man of integrity
ପ୍ରକାଶ ମିଶ୍ର ଓଡିଶା ର ଗୌରବ ଓ ଜଣେ ବିରଳ ବ୍ୟକ୍ତିତ୍ୱ
While Nilomoni Routray was C M there was one strike police with Administrative which continued for 3 moths
Late J B pattanaik was a very good listener. True human being
Very social and kind hearted
Biju Babu was visionary spot decession making
Giridhari Gamango always slow in decession making
ସାର୍ ନମସ୍କାର ପ୍ରକାଶ ବାବୁ ଙ୍କୁ ବି ନମସ୍କାର ଯଦି BJP BJD ନେତା ପାଣ୍ଡିଆନ କୁ ନାଧରିବେ ବିଜେପି ଦୁଇ ପଞ୍ଜିରୁ ଜୀବ ଗ୍ୟାରେଣ୍ଟି