ବିଜେଡିର ଧମକ, ଭୋଟ ନଦେଲେ ଚାଉଳ କାଟିକୁ || BJD Issue

Поділитися
Вставка
  • Опубліковано 3 тра 2024
  • ବିଜେଡିର ଧମକ, ଭୋଟ ନଦେଲେ ଚାଉଳ କାଟିକୁ ।
    #ArgusNews #Cuttack #Athagarh #DealerIssue #BJD #controversy #RationRice #election2024 #PublicIssue #Demands #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 1 тис.

  • @aratadash5311
    @aratadash5311 Місяць тому +411

    କେଉଁ ବିଜେଡିର ଚାଉଳ ନୁ୍ହଁ କେନ୍ଦ୍ର ସରକାରଙ୍କ ଚାଉଳ .ବିଜେଡି ବାଲାକୁ ଧରୀ ବାନ୍ଧ

    • @Mrindiantelentstar-pt4gk
      @Mrindiantelentstar-pt4gk Місяць тому +12

      Right 👍👍

    • @dugusoren4678
      @dugusoren4678 Місяць тому +6

      Manmahan pm deithila chhaulo

    • @pradyumnakanhar1380
      @pradyumnakanhar1380 Місяць тому +4

      ବାନ୍ଧ ଚୋର ମାନଙ୍କୁ

    • @JagabandhuKanta-ll9nh
      @JagabandhuKanta-ll9nh Місяць тому +2

      Right

    • @BiswajitPratapsingh-pt6qs
      @BiswajitPratapsingh-pt6qs Місяць тому +3

      ଏଠାରେ ଅନ୍ଧାରୀ ଶାସନ ଚାଲିଛି ଆଜ୍ଞା, ଆଠଗଡ଼ ଓଡ଼ିଶା ର ସବୁଠାରୁ ଦୁର୍ନୀତି ର ଗନ୍ତାଘର, ଆଜ୍ଞା ଯେଉଁମାନଙ୍କ ରାଜନୀତି ର ଜ୍ଞାନ ଜଣା ନାହିଁ ସେ ରାଜନୀତି କଲେ ବିପଦ ଆଉ କଣ କହିବି ଲେଖିଲେ ହାତ ଖରାପ ହେବ

  • @KushaRaut-eg1yr
    @KushaRaut-eg1yr Місяць тому +202

    ଓଡିଶା ରାଜ୍ୟ ସରକାର ଡାଲି ଚାଉଳ ସବୁ ଖାଇ ଯାଉଛନ୍ତି

  • @manojkumarmahakul1584
    @manojkumarmahakul1584 Місяць тому +75

    ବି ଜେ ଡି ଏଥର ହାରିବା ସୁନିଚିତ ଜୟ ଶ୍ରୀରାମ

  • @jayakrishnapradhan-ms6tm
    @jayakrishnapradhan-ms6tm Місяць тому +170

    ମାଘିଆ ବିଜେଡି ଡିଲର କୁ ପିଟି କି ଚାଉଳ ଆଣ।ଭାଇ ଓ ଭଉଣୀମାନେ କେହି ଡରନ୍ତୁ ନାହିଁ, ଯେତେ ମାସର ଚାଉଳ ଦେଇ ନାହାନ୍ତି। ଡିଲର ର ବାପା ଶଳା ଘରେ ଚାଉଳ ଦେଇକି ଆସିବ।ଜୟ ବିଜେପି

    • @sradhamihir5552
      @sradhamihir5552 Місяць тому +1

      Masa ku masa chaula diajauchi comments deiki kain michhare phatei heucha

    • @sradhamihir5552
      @sradhamihir5552 Місяць тому +2

      Masa ku masa chaula diajauchi comments deiki kain michhare phatei heucha

    • @kalandisingh4787
      @kalandisingh4787 Місяць тому +1

      Dhamak dei rajniti ଛି ଛି ପୋକ ହେଇ ଜିବ

    • @krishnadeogam4840
      @krishnadeogam4840 Місяць тому

      ​@@sradhamihir5552amo gaa re 3 maso re thore masoku maso nuho

    • @user-nw3st1cq5d
      @user-nw3st1cq5d Місяць тому

      Bjp sara desh ku barbad kari sarilani, aau 5 barsa dele aau 2/3 hazar gujarati desh chhadi paleibe pule pule nei...sesha re sabu thu bada fakir jhola uthei paleiba...bansi fuku thiba...

  • @akshayakumar8712
    @akshayakumar8712 Місяць тому +182

    ଏ ଧର୍ମ ସହିବନି ଏ B J D ଦଳର କର୍ମୀ ମାନଙ୍କୁ 🙏🙏🙏 ଜୟ ଶ୍ରୀ ରାମ 🙏🙏🙏🙏🙏

    • @lifeofodia195
      @lifeofodia195 Місяць тому +1

      😂ଏଟା କୋଉଠିକା news ଆରେ ମିଛୁଆ

    • @krishnachandra4198
      @krishnachandra4198 Місяць тому +1

      ଆଉ କେତେ ସତ ଦରକାର

    • @lifeofodia195
      @lifeofodia195 Місяць тому +1

      @@krishnachandra4198 ମୁ Emiti video କରିକି ଛାଡ଼ିବି BJP କଉଛି vote ନଦେଲେ ଚାଉଳ କଟିଯିବ

    • @user-lm6hj4yj7k
      @user-lm6hj4yj7k Місяць тому

      ତୋତେ ଗେଈବନି ବିଜେପି

    • @barshajena8191
      @barshajena8191 Місяць тому

      ua-cam.com/users/shortsXJPbNPKJ8Uo?si=WfUddZj8_zDkijIa

  • @Indianarmy143
    @Indianarmy143 Місяць тому +214

    ଚାଉଳ କେନ୍ଦ୍ର ସରକାର ମାଗଣାରେ ଦେଉଛନ୍ତି ନଵିନ ପଟ୍ଟନାୟକ ଚାଉଳ ଦେଉନାହାନ୍ତି କି ନବିନ ପଟ୍ଟନାୟକଙ୍କ ବୋପାର ନୁହେଁ

    • @sradhamihir5552
      @sradhamihir5552 Місяць тому +1

      Kendra sarakara ta bapa paket ru aaniki deuchi bhadua sala

    • @user-nw3st1cq5d
      @user-nw3st1cq5d Місяць тому +6

      Kendra sarkar kau ta baap gharu deuchhi, aama tax paisa ru welfare scheme sabu chalichhi...

    • @prasannajena2085
      @prasannajena2085 Місяць тому +2

      ​@@user-nw3st1cq5dkendra sarkar dabani boli kahilaki.

    • @sameer3059
      @sameer3059 Місяць тому +5

      ​@@user-nw3st1cq5dhan ta bjd kahinki dauni naveen pattnaik ta bopa paisaru dauchi ki?

    • @user-nw3st1cq5d
      @user-nw3st1cq5d Місяць тому +1

      @@sameer3059 Seithi pain ta Congress only... Jiye lokanka bhala pain karichhi...

  • @priyadarshanrout2740
    @priyadarshanrout2740 Місяць тому +205

    କିଛି ବାଳ ବଙ୍କା କରି ପାରିବେନି ଭାଇ ଭଉଣୀ ମାନେ... ଉପାଡି କି ସମୁଦ୍ର ମଝି କି ଫୋଫାଡ଼ି ଦିଅ ଏ ତାମିଲି ପାଣ୍ଡୁ ଆଉ ସବୁ ଚର ଟାଉଟର ମାଫିଆ କୁଜିନେତା ଙ୍କୁ... ଗର୍ବ ଅହଂକାର ଆଉ ବେଶିଦିନ ନୁହେଁ ଅପେକ୍ଷା କର ସମୟ କୁ.. ମରଣ କାଳେ ବିପରୀତ ବୁଦ୍ଧି..

    • @alokpardia
      @alokpardia Місяць тому

      Correct
      ua-cam.com/video/WpgVGkT1M9E/v-deo.htmlsi=3G_R31i84MM3sBVo

    • @alokpardia
      @alokpardia Місяць тому

      ua-cam.com/video/WpgVGkT1M9E/v-deo.htmlsi=3G_R31i84MM3sBVo

  • @harishjena5838
    @harishjena5838 2 місяці тому +69

    Only BJP

  • @Thorarmyofficial123
    @Thorarmyofficial123 Місяць тому +83

    ଭଗବାନ ସବୁ ଦେଖୁଛନ୍ତି.. ଲୋକଙ୍କ ନିଶ୍ୱାସ ରେ ନବୀନ ବୁଢ଼ା ର ଶେଷ ନିଶ୍ୱାସ ଯିବ.

    • @Sushsushant
      @Sushsushant Місяць тому +4

      ମରୁନି ପା ସେ , ପାପୀ ଟେ ପୁରା ସେ

    • @sankarsansahoo47
      @sankarsansahoo47 Місяць тому +2

      Se salati nabin maruni kahiki

    • @Sushsushant
      @Sushsushant Місяць тому +2

      ଓଡ଼ିଶା କୁ ଛାଡ଼ିକି ଯିବନି ସେ ଲାଗୁଚି

  • @soubhagyasahoo3218
    @soubhagyasahoo3218 Місяць тому +46

    Sarakar hatao

  • @DilePatel-rz6vm
    @DilePatel-rz6vm Місяць тому +42

    B. J. P. B. J. P

  • @nigamanandabehera2973
    @nigamanandabehera2973 Місяць тому +24

    ମାନିବାକୁ ପଡ଼ିବ ଗ୍ରାମ ବାସୀ ମାନଙ୍କୁ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି। ଏକତା ହି ବଳ।

  • @deepakkumarroul4419
    @deepakkumarroul4419 Місяць тому +47

    ଏଥର ପରିବର୍ତ୍ତନ ହେବା ସମୟ ,.ଏପରି ହୀନ ରାଜନୀତି କଲେ ଲୋକ ମାନେ ଉଚିତ ଜବାବ ଦେବେ।

  • @Indianarmy143
    @Indianarmy143 Місяць тому +63

    ଏଥିରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନ ହେଲେ ନେତା ମାନଙ୍କୁ ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରନ୍ତୁ

  • @hrudanandasahuofficial
    @hrudanandasahuofficial Місяць тому +44

    ବିଜେଡି ମିଛୁଆ ଦଳ ହଟାଇଦିଅ

  • @user-wv9ou4eq1q
    @user-wv9ou4eq1q Місяць тому +33

    ଭାଇ, ଭଉଣୀ ମାନେ ତୁମକୁ ଯଦି ଚାଉଳ ମିଳୁନି ତାହାଲେ, ତୁମ ର ଯଦି ଦେହରେ ରକ୍ତ ଅଛି ତାହାଲେ ଏଥର ଭୋଟ ରେ ରାଜା ସ୍ୱାଇଁ କୁ ହରାଅ

  • @prafullakumarsahu9372
    @prafullakumarsahu9372 Місяць тому +74

    ଭାରଚ ସରକାରଙ୍କୁ ଅନୁରୋଧ ରାଜ୍ୟ ସରକାର ଦ୍ବାରା ଚାଉଳ ଓ ଭତ୍ତା ନବାଣ୍ଟି ଅଲଗା ବଣ୍ଟନ କେବ୍ଦ୍ର କରନ୍ତୁ

    • @ashokkumarsahu3443
      @ashokkumarsahu3443 Місяць тому

      Khali Argus news achhi

    • @RamitaSahoo-fi4ry
      @RamitaSahoo-fi4ry Місяць тому

      Modiji kichhi step nia

    • @barshajena8191
      @barshajena8191 Місяць тому

      Kehi kichhi step nebeni ebe khali election boli fake promises debe

    • @barshajena8191
      @barshajena8191 Місяць тому

      10 years pare b Modi ji India re unemployment change karileni au odisha ku No. 1 karibe jie au baki state ku kn kahibe
      Modi ji sabu state ku No. 1 karibe ( fake promises for votes)

    • @barshajena8191
      @barshajena8191 Місяць тому

      sabu parties ku chance Diya jiba drkr gote parties Raj karile emiti hi haba

  • @raghumaninayak9593
    @raghumaninayak9593 Місяць тому +110

    BJP ଜିନ୍ଦାବାଦ

    • @alokpardia
      @alokpardia Місяць тому

      ua-cam.com/video/WpgVGkT1M9E/v-deo.htmlsi=3G_R31i84MM3sBVo
      Yaaa

  • @user-cn7qo1wp5d
    @user-cn7qo1wp5d Місяць тому +37

    Only bjp win

  • @narendrakarali3469
    @narendrakarali3469 Місяць тому +62

    ତାଙ୍କ ନା ରେ କେସ କରନ୍ତୁ।

  • @ramanayak3052
    @ramanayak3052 Місяць тому +47

    Central govt pls take action

  • @ODISHABHAI-eq8jq
    @ODISHABHAI-eq8jq Місяць тому +95

    ଜୟ ବିଜେପି 🙏🏻 ବିଜେପି କୁ ଭୋଟ ଦିଅ, ସମସ୍ତ ଙ୍କୁ ଚାଉଳ ନୁହେଁ 👍ରନ୍ଦା ଖାଦ୍ୟ ପ୍ରତେକ୍ ଘରେ ଦୁଇ ବେଳା ଦିଆ ଯିବ 👍 ସବୁ ସରକାରୀ ଅଫିସରେ, ଯୋଗ୍ୟତା ଅନୁସାରେ ଚାକିରି ଦିଆ ଯିବ 🙏🏻🙏🏻

  • @rakeshlifestyle25
    @rakeshlifestyle25 Місяць тому +13

    ଓଡିଶା ବାସୀଙ୍କୁ ଅନୁରଧ 🙏 ଏଥର ପରିବର୍ତନ କରନ୍ତୁ 🙏

  • @Binodkumar-if6lk
    @Binodkumar-if6lk Місяць тому +26

    ସବୁ BJP ku VOTE Diya dekha କେମିତି ଚାଉଳ ମିଳିବ। ଚାଉଳ ନିଶ୍ଚିତ ମିଳିବ।

    • @user-nw3st1cq5d
      @user-nw3st1cq5d Місяць тому

      Sare desh re bjp muh re kali pota chali thiba bele,ethi bjp ki bala kariba... Sara desh ku barbad kari sarilani...

    • @akashnayak5778
      @akashnayak5778 Місяць тому

      😂😂😂 so sad what about Odisha GDP and GDP per capita Odisha is India poorest state 😂😂😂 Navin Odisha

    • @jsm9177
      @jsm9177 Місяць тому

      Pagal brainwashed

  • @gunanidhinaik3699
    @gunanidhinaik3699 Місяць тому +40

    କିଏ ବି କାହା ବୋପର ଚାଉଳ ଦେଉନାହାନ୍ତି.ଦେଶର ପଇସାରେ ଚାଉଳ ମିଲୁଛି.

  • @ghanashyampandey9200
    @ghanashyampandey9200 Місяць тому +28

    Only bjp

  • @soubhagyasahoo3218
    @soubhagyasahoo3218 Місяць тому +44

    Only joy shree ram joy bjp

    • @jsm9177
      @jsm9177 Місяць тому

      Whatsap university students😂😂😂😂 BJP supporters

  • @sankarsanbarik2767
    @sankarsanbarik2767 Місяць тому +23

    ଶଳା ବିଜେଡି ବାଲା ଗରିବ ଲୋକ ର ଭାତ ହାଣ୍ଡି କୁ ନେଇ ବି ରାଜନୀତି କଲେ। ଧର୍ମ ସହିବନି ରେ ବିଜେଡି ବାଲା

  • @ramanayak3052
    @ramanayak3052 Місяць тому +41

    Vote for BJP ❤

  • @rabindradas2952
    @rabindradas2952 Місяць тому +29

    ବି ଜେ ପି ସରକାର ଟିକେ ଶୁଣ ବିଜେଡି ଡିଲର କୁ ବିଦାକର

  • @bmn2568
    @bmn2568 Місяць тому +24

    ଚାଉଳ ପାଣ୍ଡିଆନ କିମ୍ବା ନବୀନ ର ବାପାର ଚାଉଳ ନୁହେଁ ବହୁତ ହୋଇ ଗଲା ମୋ ଓଡ଼ିଆ ଭାଇ ମନେ କେତେ ସମ୍ଭାଳିବା? ବିଲକୁଲ ଏ bjd କୁ ଭୋଟ ଦିଅନ୍ତୁ ନାହିଁ ନବୀନ ହଟାଓ... ଓଡିଶା ବଞ୍ଚାଓ
    ପାଣ୍ଡିଆନ ହଟାଓ... ଓଡିଶା ବଞ୍ଚାଓ

  • @anuanushka2003
    @anuanushka2003 Місяць тому +39

    BJP ku vote dia BJP aasile odishare 10 kg lakhe chaula miliba

  • @user-oy8sm8cn6t
    @user-oy8sm8cn6t Місяць тому +20

    Only BJP 🌹🌷

  • @lockenathpandit7801
    @lockenathpandit7801 Місяць тому +27

    Bjp jay

  • @arabindanayak5286
    @arabindanayak5286 Місяць тому +17

    ଚାଉଳ କଣ ବିଜେଡି ବାଲାଙ୍କ ବାପର ନୁହେଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଛି

  • @mahendramajhimajhi3890
    @mahendramajhimajhi3890 Місяць тому +68

    ଚୋର ହଟାଓ ଦେଶ ବଚାଓ

  • @Amarbehera-sw5pn
    @Amarbehera-sw5pn Місяць тому +25

    ଏର୍ଦୁନିତିରେ ଖାଲି ଡିଲର କାହିଁକି!
    ପ୍ରଥମେ ସରପଞ୍ଚ ଦାୟିତ୍ୱରେ ଅଛନ୍ତି
    ସ୍କୁଲ୍ ଶିକ୍ଷକ ଅଛନ୍ତି ଗାଁଟାଉଟର ଅଛନ୍ତି
    ଗାଁରେ କଥା କୁହାଳିଆ କପିଳାମାନେ ଅଛନ୍ତି
    କିଛିଗ୍ରୋସରିଦୋକାନୀମାନେ ଅଛନ୍ତି ୧୦ଟଙ୍କା
    ଚାଉଳ ୩୦ଟଙ୍କାରେ ହୋଟେଲ୍ ର ମାଲିକଙ୍କୁ
    ବିକ୍ରି ହେଉଛି ପ୍ରମାଣ ଅଛି!କିଛି କରି ପାରିବେନାହି
    ତୁମର ଦମ ଅଛି କେବଳ ଭିଡିଓ ଦେଖାଇବା!
    କିଛି କରିକି ଦେଖା ତାହେଲ ତୁମଭିଡ଼ିଓର ଦମ୍ ରହିବ !ସବୁ ଜାଣିଛ ଖାଲିକାଆ କାଆ ଶବ୍ଦରେ ପ୍ରକମ୍ପିତ ହେଉଛି!

  • @soubhagyasahoo3218
    @soubhagyasahoo3218 Місяць тому +63

    Aga pandu hatao

  • @shivaramrout9538
    @shivaramrout9538 Місяць тому +15

    ଆଗ ଶଳା ସେ ଡିଲର୍ କୁ ପିଟ,ସବୁ ଠିକ୍ ହୋଇଯିବ

  • @Bestmohan
    @Bestmohan Місяць тому +4

    ଭାଇ ମାନେ B J P କୁ ହିଁ ଜିନ୍ଦାବାଦ କର👍

  • @user-xb5js1lj2r
    @user-xb5js1lj2r Місяць тому +27

    ଚୋର ଦଳ ଶେଷକୁ ଏହିପରି କୁଚ୍ଛିତ ଓ ହୀନ ରାଜନୀତି କରୁଛି । ନବୀନ ମୂକମନ୍ତ୍ରୀ ତୁମେତ ଓଡ଼ିଆ ବୁଝୁନାହଁ ଏହାବା ଜାଣିବ କିପରି ?ଏଣୁ ତୁରନ୍ତ ଗାଦିଛାଡ ।

  • @jayantamadhei602
    @jayantamadhei602 Місяць тому +13

    ଡିଲର ବାଲାକୁ ତୁରନ୍ତ ବହିଷ୍କାର କରି ଆରେଷ୍ଟ କରାଯାଉ ଚାଉଳ କେନ୍ଦ୍ର ସରକାର ର ଚାଉଳ ବିଡ଼ିଓ ଏ ହାର ତୁରନ୍ତ ପଦକ୍ଷେପ ନିଅନୁ

  • @gunanidhinaik3699
    @gunanidhinaik3699 Місяць тому +13

    ଚକା ଆଖି ସବୁ ଦେଖୁଛନ୍ତି

  • @BirendraKumarChirgun
    @BirendraKumarChirgun Місяць тому +52

    ତୋ ବାପା ର ଚାଉଳ ତ

    • @a_nayak
      @a_nayak Місяць тому +1

      To bapa ra ki. Center ru aasuchhi

  • @pagalm4086
    @pagalm4086 Місяць тому +12

    କେନ୍ଦ୍ର ସରକାର ଦେଉଛି ଚାଉଳ କେନ୍ଦ୍ର ସରକାର ଦେଉଛି ଘର କେନ୍ଦ୍ର ସରକାର ଦେଉଛି ଉଜ୍ଜ୍ୱଳ ଯୋଜନା କେନ୍ଦ୍ର ସରକାର ଦେଉଛି ଜଳ ଯୋଗାଣ ପ୍ରକଳ୍ପ କେନ୍ଦ୍ର ସରକାର ଦେଉଛି ଓଡ଼ିଶା ସରକାର ଦେଉଛି ଦାଦନ ଓଡ଼ିଶା ସରକାର ଦେଉଛି ଧୋକା

  • @chakradharasahoo5948
    @chakradharasahoo5948 Місяць тому +16

    Emergency action needed by Governor

  • @jogendrabarik3279
    @jogendrabarik3279 Місяць тому +4

    ରଞ୍ଜନ ଆଚାର୍ଯ୍ୟ ତା ସ୍ତ୍ରୀ ଗିହଁ

  • @sushilray4557
    @sushilray4557 Місяць тому +20

    Election commission nku kuhantu

  • @ghanashyampandey9200
    @ghanashyampandey9200 Місяць тому +16

    Jay sri ram

  • @hariharpandapanda4798
    @hariharpandapanda4798 Місяць тому +20

    ମାର ଡିଲ ରଙ୍କୁ

  • @yubaraj_2024
    @yubaraj_2024 Місяць тому +10

    ନିରଧୁମ ମାଡ଼ ଦିଅ ତାପରେ ସବୁ ଠିକ୍ ହେଇଯିବ

  • @PrasantaMalik-nx6yn
    @PrasantaMalik-nx6yn Місяць тому +6

    ଆରେ ଶଶୁର ପୁଅ ଡିଲର ଚାଉଳ କଣ ତୋ ବୋପା ଦେଉଛି. ଚାଉଳ ହେଉଛି କେନ୍ଦ୍ର ସରକାର ଙ୍କ ର ସମସ୍ତେ ପାଇବା ହକଦାର. ତୁ ରେଶନ କାର୍ଡ କାଟିବୁ ତୁ ମାଗିହା କିଏ . ଖାଲି ଏଇ ଇଲେକ୍ସନ କୁ ଅପେକ୍ଷା କର. ଓଡ଼ିଶାରେ bjp ସରକାର ତ ନିଶ୍ଚିନ୍ତ ହେବ . ତୋ ଭଳି କୁକୁର ଡିଲର ଆଉ ପ୍ରଶାସନ ମାନଙ୍କ କଥା ବୁଝା ହେବ। ଜୟ ଶ୍ରୀ ରାମ

  • @milannayak6699
    @milannayak6699 Місяць тому +6

    ଧର୍ମ ଛଡା଼ ହେଲା ବିଡେଡ଼ି କୁ ଭୋଟ୍ ହୋଟାଅ।

  • @jchoudhury274
    @jchoudhury274 Місяць тому +5

    BJD Bala ତାଙ୍କ ବାପା ପଇସା ରେ ଚାଉଳ ଦେଉଛି କି 24 ବର୍ଷ ହେଲା ଦୁର୍ନୀତି ରେ ବୁଡି ଛନ୍ତି BJD ନେତା BJP ନେତା କିଛି କରନ୍ତୁ ଜୟ ଜଗନ୍ନାଥ

  • @thefuture6218
    @thefuture6218 Місяць тому +4

    ଏ ମାଘିଆ କେବଳ ଆଠଗଡ଼ ନୁହଁ ସବୁଆଡେ ଏ ଇ କାମ କରୁଛନ୍ତି

  • @ashisbiswal3290
    @ashisbiswal3290 2 місяці тому +16

    Last stage

  • @sushamadash8383
    @sushamadash8383 Місяць тому +17

    Jay shree Ram ji ki 🌷🌷🌷🌷. Gundagardi of BJD government is everywhere 😭😭😭😭😭😭😭😭

  • @RajeevMinz-sg6jq
    @RajeevMinz-sg6jq Місяць тому +5

    ସତେ ନା କଣ
    ଭଗବାନ ସହିବ ନାହିଁ
    ମରିବ ଶଲେ 😢😢😢😢

  • @Manas_Bhoi
    @Manas_Bhoi Місяць тому +3

    ପଦ୍ମଫୁଲ ଜିନ୍ଦାବାଦ୍❤

  • @narendromajhi
    @narendromajhi Місяць тому +6

    Jay sri Ram Bjp କୁ ବୋଟ ଦିଅନ୍ତୁ ସମସ୍ତେ ଜୟ ବିଜେପି ଜୟ ମୋଦି

  • @subhamsahu1322
    @subhamsahu1322 Місяць тому +5

    କିଛି ବି କରିପାରି ବେନି, କାହିଁ କି ନା ଚାଉଳ କେନ୍ଦ୍ର ସରକାରଙ୍କ ର ରାଜ୍ୟ ସରକାର କିଛି ବାଳ ବି ବଙ୍କା କରିପାରି ବେ ନାହିଁ, ସମସ୍ତେ ମିଶିକି ଡିଲର କୁ ବାଡ଼ନ୍ତୁ . କଣ୍ଟ୍ରୋଲ ଡିଲର ନାମ ଜାଗା ର ନାମ ଟା ଦିଅନ୍ତୁ ମୋତେ

  • @khirodkumarpanda4763
    @khirodkumarpanda4763 Місяць тому +6

    ଲୋକ ତ ତୁମକୁ ଭୋଟ ନ ଦେଲେ ତମେ ଏଇଥର ଆସିଵନି ଆଉ ଚାଉଳ ଯିଏ ଆସିବ ସିଏ ଦଵ ଚାଉଳ ତ ତମେ ଦେଉନ କେନ୍ଦ୍ର ଦେଉଛି ଭୋଟର ଭାଇ ମାନେ ତମେ ଏମାନଙ୍କୁ ଜମାରୁ ଭୋଟ ଦିଅନି ଦେଖିବା ତମ ଚାଉଳ କେମିତି ବନ୍ଦ କରିଦେଵେ

  • @rahul-gu5hp
    @rahul-gu5hp Місяць тому +5

    ବିରୋଧୀ ଦଳ ର ପ୍ରମୁଖ ନେତା ମାନେ କଣ କରୁଛନ୍ତି. ମୋ ମତରେ ବିରୋଧୀ ଦଳ ନ ରହିବା ଭଲ..

  • @jitupatra5158
    @jitupatra5158 Місяць тому +12

    Right kahechanti bhae kahaku darani bjp ku jitaedia

  • @maheswarsingh8355
    @maheswarsingh8355 Місяць тому +7

    ସେ ଡିଲର ବାଲା ର ଫୋନ ନମ୍ବର ଟା ଟିକେ ମତେ ଦରକାର ।

  • @gyanaranjanpradhan1911
    @gyanaranjanpradhan1911 Місяць тому +3

    ହଟା ହଟା ହଟା ହଟା ବିଜେଡ଼ି କୁ ହଟା

  • @kailashswainkailashswain6878
    @kailashswainkailashswain6878 Місяць тому +12

    ଚାଉଳ କଟିବେଖାଲି କ'ଣ ପେଳ ମଧ୍ୟ କାଟି ନେଇଯିବେ।

  • @kumarimallick9600
    @kumarimallick9600 Місяць тому +3

    ଡିଲୀର କୁ ମାଡ ଦରକାର

  • @user-su7md3pu9l
    @user-su7md3pu9l Місяць тому +5

    ଏ ଡିଲରକୁ ଵଇସ୍କାର କରଜାଉ

  • @balaramjena3034
    @balaramjena3034 2 місяці тому +8

    Jay jagannath 🙏 odisha basi dekha ei heuchi 25 Barsh ra sasana ra bebastta kichi sikha Mora bhai bhauni Mane

  • @radhakrushnasahu4914
    @radhakrushnasahu4914 Місяць тому +2

    argus news bahut bhala channel Jay Shree Ram

  • @user-hv6md8qx8w
    @user-hv6md8qx8w Місяць тому +3

    ବିଜେଡି କୁ ହଟାଯାଉ 😮😢😮

  • @paricreations382
    @paricreations382 Місяць тому +14

    Jama b votes diani bjd ku

  • @kantabarik1894
    @kantabarik1894 Місяць тому +3

    BJD ଆଜି ପ୍ରଭାବ ଶାଳୀ ହୋଇଛି ଏଇଥି ପାଇଁ । କିନ୍ତୁ ଅତୀତ ରେ କଂଗ୍ରେସ୍ ଏ ଭଳି କରୁ ନ ଥିଲା ସେଥିପାଇଁ ଓଡ଼ିଶା ରୁ ଲୋପ ପାଇଗଲା ।

  • @UmeshChandraMuduli-rs2ww
    @UmeshChandraMuduli-rs2ww Місяць тому +2

    ଏକଜୁଟ ହୁଅ ଅନ୍ୟାୟ ବିରୋଧ ରେ ଲଢ

  • @baikunthabehera4035
    @baikunthabehera4035 Місяць тому +2

    ସର କାର ବଦଳିବା ଦରକାର

  • @naumogomango8888
    @naumogomango8888 Місяць тому +3

    ଚାଉଳ ଖାଇବେ ଭୋଟ ନ ଦେବ କାହିଁକି ଠିକ କଥା 👍

  • @user-tg2dv8iv4k
    @user-tg2dv8iv4k Місяць тому +3

    News ଵାଲେ ହିଁ ବିଜେଡି ରୁ ଲାଞ୍ଚ ଖାଉ ଛ ନ୍ତି

  • @sanjaytripathy9675
    @sanjaytripathy9675 Місяць тому +2

    ଏହାର ସିବିଆଇ ତଦନ୍ତ କରାଯାଉ

  • @lipanmallick1896
    @lipanmallick1896 Місяць тому +3

    ଖାଲି ଧର୍ମ ସହିଲେ ହେଲା 😢😢

  • @janardanmohanty831
    @janardanmohanty831 Місяць тому +5

    ମୋ ପାଖକୁ କଲ ଆସିଥିଲା

  • @jituji5342
    @jituji5342 Місяць тому +3

    ସେ ଡିଲର କୁ ମାଡ଼ ଦରକାର

  • @user-qr2zs8ih4c
    @user-qr2zs8ih4c Місяць тому +2

    ଆମ କୁ 🎉ମଧ୍ୟ ଏ ଭଳି କଥା ଶୁଣି ବାକୁ ମିଳୁଛି 🎉🎉

  • @anupamsahoo
    @anupamsahoo Місяць тому +3

    BJP MLA need to focus in this issue. It's a big issue by BJD.
    Need to be highlighted this issue.

  • @saratmishra7100
    @saratmishra7100 Місяць тому +3

    ଛି ଛି କୁଳାଙ୍ଗାର ସରକାର।

  • @SudhansuSwain-cm4gi
    @SudhansuSwain-cm4gi Місяць тому +3

    ଏତେ ଲୋକ ଦେଖା ଯାଉଛ ଗୋଟେ ଲୋକ କୁ ବାଡ଼େଇକି ବାନ୍ଧି ପାରୁନ, ଫୁଟାଣି ଦେଖାଉଛ ମିଡିଆରେ

  • @saratmishra7100
    @saratmishra7100 Місяць тому +2

    ସାଙ୍ଘାତିକ conspiracy 😮

  • @ODISHAJANATAPARTY-OJP
    @ODISHAJANATAPARTY-OJP Місяць тому

    ଆରେ ଭାଇ ମାନେ ଆପଣ ମାନେ ଯଦି ବିଜେଡି ରେ ଭୋଟ ଦେବେନି ତାହେଲେ ତ ବିଜେଡି ହାରିଯିବ....ହାରିବା ପରେ କିଛି ପାୱାର ରହିବ ନାହିଁ କେମିତି ଆପଣଙ୍କ ଚାଉଳ ରାସନ ବନ୍ଦ କରିବେ....ଡରନାହିଁ ଭାଇ ଭଉଣୀ ମାନେ ସରକାର ବଦଳାନ୍ତୁ ...ଜୟ ଜଗନ୍ନାଥ 🙏

  • @user-km3mg2nq8x
    @user-km3mg2nq8x Місяць тому +8

    Bjd ku vote diantunahni ama echa ame kahaku debu

  • @DukhiniNath
    @DukhiniNath Місяць тому

    ହେ ଭଗବାନ୍

  • @pramadpatra2160
    @pramadpatra2160 Місяць тому +1

    ସେ ଲୋକ ଚେହେରା ଦେଖାଉନ ଖାଲି ମନ କୁମନ କହୁଚ ଜୀଏ କହିଛି ଆଗକୁ ଅଣାଜାଉ

  • @TankadharBhatra-fz7jb
    @TankadharBhatra-fz7jb Місяць тому +1

    Dhanya.odisha.sashana jai jagannath.

  • @Binodkumar-if6lk
    @Binodkumar-if6lk Місяць тому +1

    ଲୋକେ ଘେରାଉ କର ସେ ଡିଲରକୁ ଆଉ ସେ ଆଚାର୍ଯ୍ୟ କୁ ଘେରାଉ କର।

  • @anantanaik549
    @anantanaik549 Місяць тому +1

    Apana Mane khusi ta

  • @sarojkumarnayak9448
    @sarojkumarnayak9448 Місяць тому +1

    ଓଡିଶା ବାସୀ ନିର୍ଭୟ ହୋଇ ରୁହନ୍ତୁ କେହି ଆପଣ ମାନଙ୍କ ହକ କାଟି ପାରିବେ ନାହିଁ। ତେଣୁ ବିଜେଡି ର ଧମକଚମକକୁ ନଡରି ବିଜେପି ରେ ପଦ୍ମ ଫୁଲ ରେ ଦୁଇ ଥର ସୁଇଚ୍ ଟିପି ଭୋଟ ଦିଅନ୍ତୁ। ଏଥର ସରକାର ପରିବର୍ତ୍ତନ ହେବା ଆବଶ୍ୟକ। ଆପଣଙ୍କୁ ଥରେ ଟଂକା ଦେବେ ମାତ୍ର ସେମାନେ ୫ ବର୍ଷ ବସିବସି ଟଂକା ଖାଇବେ।

  • @tirelessindiansagar8924
    @tirelessindiansagar8924 Місяць тому +1

    ଭାଈ ଡରନ୍ତ ନାହିଁ ,(ମରଣ କାଳେ ବିପରୀତ ବୁଦ୍ଧି)

  • @gurucharansahoo9577
    @gurucharansahoo9577 Місяць тому +1

    ମାର ମା...... ମାନଙ୍କୁ 😠😠😠😠

  • @krushnaharijan2091
    @krushnaharijan2091 Місяць тому +1

    Congress party jindabad

  • @SudamPatro-wj3nn
    @SudamPatro-wj3nn Місяць тому

    Jai jagannath

  • @user-wr8du3fm2v
    @user-wr8du3fm2v Місяць тому

    ଭାଇ,ନୁଆ, ସରକାର, ଗଢିବା, ବିଜେପି