Prasnakala Live | ରତ୍ନଚାବି ତାମିଲନାଡୁରେ ! | 20 May 2024 | Argus News

Поділитися
Вставка
  • Опубліковано 19 тра 2024
  • Prasnakala Live | ରତ୍ନଚାବି ତାମିଲନାଡୁରେ ! | 20 May 2024 | Argus News
    #ArgusNews #Prashnakala #Ratnabhandar #JagannathTemple #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 945

  • @BharatKumar-tf2ty
    @BharatKumar-tf2ty Місяць тому +375

    ଆଜ୍ଞା ଆପଣ ମହାପ୍ରଭୁ ଙ୍କର ରତ୍ନ ଭଣ୍ଡାର ଚାବି ହଜେଇ ଦେଉପାରୁଛନ୍ତି . ତେଣୁ ଏ ସରକାର କେତେଦୂର ରକ୍ଷଣାଶୀଳ ଓଡିଶା ବାସୀ ସଜାଗ ହୁଅନ୍ତୁ. ଏହା ଆମଓଡ଼ିଆ ର ସମ୍ମାନ

    • @gopalkrishnapattnaik5313
      @gopalkrishnapattnaik5313 28 днів тому

      ​@@srikantpatnaik2849of WHEN RATNA BHANDARA WAS LAST VERIFIED ?? IS IT 1978 0R 1984 ?? FROM 1978 TILL DATE NO VERIFICATION.. SO MANY GOVTS HAVE GONE.. BJP SHOULD ASK FIRST BJP LAW MINISTER 2000 TO 2009. IF HE SAYS , HE HAS HANDED OVER KEY TO NEXT GOVT, THEN NEXT GOVT IS RESPONSIBLE. . IF HE SAYS HE AS NOT SEEN THE KEY, THEN PREVIOUS CONGRESS GUMASTA IS TO BE ASKED . SO BJP SHOULD ASK THEIR MINISTER FIRST.. BEFORE GOING TO TAMIL NADU, PREVIOUS PROCESS SHOULD BE COMPLETED BY P.M.

    • @nirojmahanta1311
      @nirojmahanta1311 28 днів тому +13

      400/- Paar♥️🙏🏼.......

    • @Liza99947
      @Liza99947 27 днів тому +5

      ପୁଣି ଏଥର ତାମିଲ୍ ଶାସନ ଓଡ଼ିଶା ରେ 😂

    • @Liza99947
      @Liza99947 27 днів тому

      ​@@srikantpatnaik2849ଆବେ mgh ଏଇଠି ତୁ bjd support କର ନା ନହେଲେ ଭଗଵାନ କ୍ଷମା କରିବେ ନାହିଁ 😢

    • @durgakantmohanty6073
      @durgakantmohanty6073 24 дні тому +2

      ସଜାଗ ଓଡ଼ିଆ ଆପଣଙ୍କ ସାଙ୍ଗରେ ନାହାନ୍ତି. କାରଣ ଏହା ଏଵେ CBI ହାତରେ. 5% ମୂର୍ଖ ଆପଣଙ୍କ ସାଙ୍ଗରେ 😄😄

  • @rajendrasahu939
    @rajendrasahu939 Місяць тому +253

    ରତ୍ନ ଭଣ୍ଡାର ଚାବି, ଚିଟ୍ ଫଣ୍ଡ ଠକେଇ, 25 ବର୍ଷ ପରେ କେତ ଦୁର୍ନୀତି କରିବ , BJD ହଟୋ ଓଡ଼ିଶା ବଚାଓ,

    • @Generalknowledge116
      @Generalknowledge116 29 днів тому +9

      Yed

    • @santoshkumarbaliarsingh
      @santoshkumarbaliarsingh 29 днів тому

      S​@@Generalknowledge116

    • @gopalkrishnapattnaik5313
      @gopalkrishnapattnaik5313 29 днів тому +7

      MODIJI PLEASE. ASK. BJP LAW MINISTER 2000 TO 2009 , TO WHOME HE HAS HANDED OVER RATNA BHANDAR KEY .???? THAT IS VERY IMPORTANT. Because he was the GUMASTA of lord JAGANNATHA . THAT WAS TRANSITION PERIOD FROM CONGRESS LAW MINISTER TO COALITION GOVT.

    • @godgift4711
      @godgift4711 28 днів тому +4

      Bjd thu bjp AHURI dangerous

    • @sambhu1683
      @sambhu1683 28 днів тому

      ​@@godgift4711ଆସିବାକୁ ଦେ ଦେଖିବା କେତେ dangerous।।। ମାଗଣା ଖିଆ ଲୋକ ଏତେ କନ କଥା କହୁଛୁ।।।।

  • @KshirodraPradhan-rj8yx
    @KshirodraPradhan-rj8yx Місяць тому +147

    Vote for Modi bjp jindabad

  • @kumarbapi9960
    @kumarbapi9960 Місяць тому +92

    Tamili ବାବୁ ନେଇ ଯାଇଛନ୍ତି,ରତ୍ନ ଭଣ୍ଡାର ଚାବି ଆହୁରି କେତେ ଯାଇଛି ତାହା ହିଶାପ କରିପାରିବେନି,ଓଡ଼ିଶା ବାସୀ ସୁଧୁରି ଯାଆନ୍ତୁ ନହେଲେ ଆଗକୁ ଆହୁରି ଯିବ , ଓଡ଼ିଶା ଭିକାରୀ ହେଇଯିବ,

    • @bibekswain5731
      @bibekswain5731 29 днів тому +1

      100% agree with you

    • @arabindamohanty835
      @arabindamohanty835 26 днів тому

      Bhai. Ea. Tamil ugrabade. 👈👈
      Rajiv Gandhi ku Tamil ugrabade marely

  • @rajendrasahu939
    @rajendrasahu939 Місяць тому +149

    ପାଣ୍ଡୁ ର ନାଟ, ତୁରନ୍ତ ଏକ୍ସସାନ ନିଆଯାଉ,

  • @jyotiprakashyug1653
    @jyotiprakashyug1653 Місяць тому +106

    ରତ୍ନଭଣ୍ଡାର ଚାବି ଅଛି ହେଲେ ରତ୍ନ ନାହିଁ ଏହା ହିଁ ଗ୍ୟାରେଣ୍ଟି

  • @GaneshJena-mr1hf
    @GaneshJena-mr1hf Місяць тому +58

    ଚାବି ହଜିବା ଏକ ବାହାନା ହେଉଛି BJD ର ,ଲୁଟିବା ହେଉଛି ଲକ୍ଷ୍ୟ ।

  • @namasteindia8911
    @namasteindia8911 29 днів тому +75

    ପ୍ରଭୁ ଜଗନ୍ନାଥ ତୁମେ ଯଦି ସତରେ ଅଛ, ବିଚାର କର 🙏

    • @prasantakumarswain8680
      @prasantakumarswain8680 27 днів тому +3

      କିଛି ଅବିଶ୍ବାସ ଅଛି କି
      🌑❗️🌑

  • @bhagabanrana4898
    @bhagabanrana4898 29 днів тому +27

    ଆପଣ ମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଶକ୍ତି ଦିଅନ୍ତୁ ଆପଣ ଓଡ଼ିଶାବାସୀଙ୍କୁ ଜଣାନ୍ତୁ 🙏🙏

  • @DillipSahoo-uc3sm
    @DillipSahoo-uc3sm Місяць тому +69

    Chabi. PANDIAN chori Kari neichi

  • @BantiJena415
    @BantiJena415 Місяць тому +41

    ଗଣେଷ ସାହୁ କୁ ଗୋଟେ କାନମୁଣ୍ଡା କୁ ଗୋଟେ ଦିଅ ସଳା ଗାଲୁଆ ପାଦଚଟା କୁ

  • @babitapriyadarshini220
    @babitapriyadarshini220 26 днів тому +14

    ଶ୍ରୀ ଜଗନ୍ନାଥ ଦୋଷୀ କୁ ଦଣ୍ଡ ଦିଅନ୍ତୁ।

  • @santoshdakua6698
    @santoshdakua6698 Місяць тому +51

    ଏହା ବିଜେଡି କ୍ରୀତଦାସ ମାନଙ୍କର ଗାଲୁଆମୀଙ୍କ ବାରବାଟୀ ଚାଷ

  • @himansuchandramohanta7526
    @himansuchandramohanta7526 Місяць тому +46

    ଦାଇତ୍ୱ ହିନତାର ଗୋଟେ ସିମା ଥାଏ ।

  • @prafullaprafulla5480
    @prafullaprafulla5480 Місяць тому +24

    JAI JAGANNATH🙏

  • @BirendraNayeak
    @BirendraNayeak Місяць тому +35

    ସତ୍ୟ କଥା,,, ଓଡ଼ିଶା ର ସବୁ ସେକ୍ଟର ର ଚାବି ବର୍ତ୍ତମାନ ତାମିଲନାଡୁ ରେ 100% ରତ୍ନ ଭଣ୍ଡାର ରେ ରତ୍ନ ନାହିଁ

    • @dayanidhichhatria5776
      @dayanidhichhatria5776 29 днів тому +3

      Au kichi nai sabu sarigalani kebe ru amane gayap kari sarileni bodhye

    • @foodzeee3978
      @foodzeee3978 29 днів тому

      Sabu return kariba pandian au fine bi deba au ta family ku jail heba ta sange​@@dayanidhichhatria5776

  • @sanu3983
    @sanu3983 29 днів тому +22

    ପ୍ରିୟଦର୍ଶନ ପଟ୍ଟନାୟକ ବାବୁ ଙ୍କର ଜୟ ହଉ. ଜୟ ଜଗନ୍ନାଥ🙏🙏🙏🙏🙏

  • @afsheenchoudhry0123
    @afsheenchoudhry0123 Місяць тому +20

    ତାମିଲ ଆସି ଘରେ ପଶି ଦେଉଳ ଭିତରେ ଗୋରୁଖିଆ କାମ୍ୟା ଯାନି କୁ ଭିତ ରେ ପୁରେଇଲା ବେଳେ ଯଦି ତମ କୁ ଚକିତ , ବ୍ୟଥିତ , ମର୍ମାହାତ ,ଆଚମ୍ବିତ କିଛି ଲାଗୁନି. ତେବେ ତମେ ମାନେ ତାମିଲ ବୀର୍ଯ୍ୟ ରୁ ଜନମ... ଓଡ଼ିଆ ରକ୍ତ ଆଉ ତମଠି ନାହିଁ

    • @saratdas9022
      @saratdas9022 29 днів тому +1

      ଭାଇ ଠିକ କହିଚ ଏ ସଳାପା ତାମିଲ ବିଜରୁ ପଠାଣ ବିଜରୁ ଜନ୍ମ

  • @Rambhaktabibek1234
    @Rambhaktabibek1234 Місяць тому +34

    ଆରେ ମୃଖ ରତ୍ନ ଭଣ୍ଡାର ରେ ଫାଟ ସୃଷ୍ଟି ହୋଇଛି ମରାମତି ଆବସେକ ଅଛି ରତ୍ନ ଭଣ୍ଡାର ଖୋଲାଯିବ,
    ଏତେ ଡ୍ରାମା କାହିଁକି, ବିଜେଡି ଗାଲୁ ମାରିବାରେ ମାହିରି, ବିଜେଡି ର କ୍ରୀତଦାସ ଙ୍କୁ ଡାକିକି କାହିଁକି ସମୟ ନଷ୍ଟ କରୁଛ,

    • @pravatidei5630
      @pravatidei5630 9 днів тому

      Rajank pakhare ta au gote chabi achhi , tala vangajiba kahinki

  • @user-pn4rw2th8t
    @user-pn4rw2th8t Місяць тому +13

    Chabi galakemit hajilakemiti Jay jagannath 🙏

  • @pramodkumarmurmu
    @pramodkumarmurmu Місяць тому +13

    ଶାସକ ଦଳ ର ପ୍ରବକ୍ତା ପାଣିଚିଆ ଅଛନ୍ତି ଏଇ ପ୍ରବକ୍ତା ଙ୍କୁ ଚେଞ୍ଜ କରନ୍ତୁ

  • @dibyalochannaik9152
    @dibyalochannaik9152 29 днів тому +17

    ଗଣେଶ ସାହୁ ଏକ ନଂ -ଗାଲୁଆ ।

  • @purnachandranaak720
    @purnachandranaak720 Місяць тому +30

    Pandian should be asked why he was entering the temple after 3 am every day coming from bbsr.?

  • @gunanidhinaik3699
    @gunanidhinaik3699 29 днів тому +10

    ସନାତନ ସନାତନ ଧର୍ମ ରେ ମଠ ମନ୍ଦିର ସରକାରୀ ନିୟନ୍ତ୍ରଣରେ ।ମାତ୍ର ଅନ୍ୟ ଧର୍ମର ଉପାସନା ପୀଠ ସେହି ଧର୍ମ ର ନିୟନ୍ତ୍ରଣ ରେ ।ଏହା କି ଧର୍ମ ନିରପେକ୍ଷ ।

  • @sarojkantamohanty2079
    @sarojkantamohanty2079 Місяць тому +30

    ପାଣ୍ଡିଆନ ର ପଦାଚତା. ତୁମେ ତାମିଲିନାଡୁ pala

  • @ranjankumarmohanta2003
    @ranjankumarmohanta2003 Місяць тому +15

    ଚାବି ଅଛି ଯଦି ଖୋଲୁନ ଚୋରମାନେ ... 4 ଟା ପାଇଖାନା ର ନାଁ ପ୍ରକଳ୍ପ 😂😂😂😂😂 ପ୍ରଭୁ ଜଗନ୍ନାଥ ତମ ହିସାବ କରିବେ ନିଶ୍ଚିତ ....

  • @padarbindasamal4365
    @padarbindasamal4365 Місяць тому +4

    ଯଦି, 24 ବର୍ଷର ଶାସନ ପରେ ଏହି ପରିସ୍ଥିତିର କାରଣ ହେଉଛି, "ରାଜ୍ୟ ନେତା ଏବଂ ରାଜ୍ୟ ଆଞ୍ଚଳିକ ଦଳ ଭାବେ କାର୍ଯ୍ୟଶୈଳୀ : ଅତ୍ୟଧିକ ଆତ୍ମବିଶ୍ୱାସୀ ଶାସକ ଦଳ + ବେପରୁଆ ଆଭିମୁଖ୍ୟ" ଏବଂ "ଦ୍ୱନ୍ଦ୍ୱରେ ଥିବା ବିରୋଧୀ ଦଳ : ରାଜ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟଶୈଳୀ" - ଏହି ବିଶୃଙ୍ଖଳା ପାଇଁ ଆମେ ମଧ୍ୟ ସମାନ ଭାବରେ ଦାୟୀ

  • @saratdas9022
    @saratdas9022 29 днів тому +12

    ଆରେ ସଳା BJD ବାଲା ଓଡ଼ିଶା କୁ ଜହା ଖାଇଲ ଖାଇଲ ଲୁଟିକି ସେଶରେ ଆମ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର କୁବି ଛାଡିଲନି ତୁମକୁ ଭଗବାନବି କେବେ ଯମାକରିବେନି ମରଳ ବେଳେ ବିପରିତ ବୁଧି ସବୁ ମରିବ ଗୋଟିଏ ଗୋଟିଏ ଗୋଟିଏ କରି ସେଶସମୟ ଆସିଗଲା ଜେଲ ଜିବାକୁ ରେଡି ହେଇଜା ଜୟ ଜଗନ୍ନାଥ 🙏🙏🙏

  • @nareshdash3796
    @nareshdash3796 Місяць тому +8

    କାଳକ୍ଷେପଣ ନିତୀ ସନ୍ଦେହ ଜନକ ନିଶ୍ଚିତ ।

  • @stylishmaahi
    @stylishmaahi Місяць тому +17

    ଧନ୍ୟ ଆମ ଓଡିଶା ସରକାର ଯାହାକୁ ଲୋକ ଭୋଟ ଦେଇ cm ବାନେଇଥିଲେ ହେଲେ ସେ ତାମିଲ ହାତରେ ଟେକିଦେଲା ସେ ସବୁ ଲୁଟି ନେଲେ ଆଉ ଯାଉ ଗଣେଶ ବାବୁ ଙ୍କୁ ଡାକିଛ ସେ କାହାଣୀ କହିବେ ହେଲେ ଉତ୍ତର ରଖିବେନି ତାଙ୍କୁ କଣ ପାଇଁ ଡାକୁଚ ଏମିତି ଚୋର ନେତକୁ

  • @s.n.electronic2004
    @s.n.electronic2004 27 днів тому +4

    Right. ଚାବି ଗଲା କୁଆଡେ

  • @user-vl2bt3bu7y
    @user-vl2bt3bu7y Місяць тому +11

    Jay jagannath 🙏

  • @Abhimanyu97762
    @Abhimanyu97762 28 днів тому +3

    ଏବେ ମହାପ୍ରଭୁ ଦେଖେଇଦେବେ 🙏🙏🙏

  • @gunanidhinaik3699
    @gunanidhinaik3699 29 днів тому +9

    ଜୟ ଜଗନ୍ନାଥ

  • @dasarathkumar886
    @dasarathkumar886 18 днів тому +1

    ଓଡିଶା ର ଯେତେକ ଶ୍ରୀଜଗନ୍ନାଥ ମୁହା ପ୍ରଭୁ ଙ୍କ ଭକ୍ତ ଅଛତି ଚାଲ ଜିବା ତାମିଲି ଲାଡୁ ,.

  • @Itz_styles_boy_official
    @Itz_styles_boy_official 12 днів тому

    ସାର୍ ରନ୍, ଚାବି ଖୁଲାଯାଉ

  • @mihirdwivedi8843
    @mihirdwivedi8843 Місяць тому +17

    PM is quite correct. Why Pandian was going to the temple regularly at 3 am

  • @chandramaninanda1963
    @chandramaninanda1963 Місяць тому +7

    Odisha government responsible. ED inquiry most required.

  • @SibaramGantayat-eu8fx
    @SibaramGantayat-eu8fx 13 днів тому

    ଜଗନ୍ନାଥ ଈସତବାହାର କରିବେ

  • @sarmisthamohanty3071
    @sarmisthamohanty3071 11 днів тому

    Jay Jagannath Swami ❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @t.n.timepass9800
    @t.n.timepass9800 Місяць тому +10

    ନବୀନ ସରକାର ପାଇଁ ଆଜି ଆମ ପରିବାର ଭିକାରି ହେଇ ବାହାରେ ଦାଦନ ପାଇଁ ଯାଉଛୁ 10ଲକ୍ଷ ରୁ ଅଧିକ ଚିତ୍ତଫଣ୍ଡ ପଇସା ବାପା ପାଇବାର ଥିଲା ଓଡିଶା ରେ ତ କାମରେ ନିଯୁକ୍ତି ନାହିଁ l ପୁଣି ଲୋଟ ହଉଚି

    • @user-br4pc9sv9u
      @user-br4pc9sv9u 28 днів тому

      Modi Navin Rahul emane gotie actor sabu selphice

  • @rajendraojha5216
    @rajendraojha5216 Місяць тому +9

    Jay shree jagannath Swami

  • @BhaduTudu95
    @BhaduTudu95 4 дні тому

    Jai jagannath

  • @dhanushjani-vn4lf
    @dhanushjani-vn4lf 6 днів тому +1

    Jay sir Ram ♈

  • @rajendrasahu939
    @rajendrasahu939 Місяць тому +10

    ନବୀନ କୁ ଚୁଟିଆ ବ ନା ଇ ପାଣ୍ଡୁ ଓଡ଼ିଶାରୁ ରତ୍ନ ଭଣ୍ଡାର ବୋହି ନୋଉଚି, ପାଣ୍ଡୁ ହଟାଓ ଓଡିଶା ବାଚାଓ,

  • @prafullakumarsahoo2639
    @prafullakumarsahoo2639 28 днів тому +8

    ଏ ଗଣେଶବାବୁ ଅତି ଗାଲୁଆଙ୍କ ପରି ଉତ୍ତର ଦେଉଛନ୍ତି।ୟାଙ୍କ ପରି ଅନେକ ତାମିଲପାଦଚଟାଙ୍କ ଯୋଗୁଁ ଓଡିଶା କାଙ୍ଗାଳି।

  • @KunaNayak-yj4tl
    @KunaNayak-yj4tl 16 днів тому +1

    Jay Doshi takat danda Diya jaaye Tamil Babu Odisha Shambhu loti Chanti Sri jagannatha Ratna Bhandar chabi kuwari Galla Tamil Babu ko pahchanta Jay Jagannath 🙏🙏🙏🙏🙏🙏🙏

  • @RJVlogers-gu3gt
    @RJVlogers-gu3gt 15 днів тому

    ମଦୀ
    🙏🙏🙏
    ମଦୀ ଙ୍କୁ ଆମର ଏତିକି ଅନୁରଧ
    ଆମ ଓଡ଼ିଶା ରୂ ଅଣ ଓଡ଼ିଆ ମାନଙ୍କୁ
    ଓଡ଼ିଶା ରୁ ଧକା ମାରି ବିଦାକରାଯାଉ
    Plz Modi 🚩🚩🚩🚩🚩🚩🚩
    🙏🙏🙏🙏🙏🙏🙏🙏🙏🙏🙏

  • @sadboysramesh3181
    @sadboysramesh3181 Місяць тому +3

    Only BJP☝☝☝☝☝☝☝☝

  • @Educationvideo-yr8ct
    @Educationvideo-yr8ct 22 дні тому +6

    ତମେ ନେଇକି ଦେଇ ଥିଲ

  • @diludas3414
    @diludas3414 22 дні тому +1

    ଅପେକ୍ଷା କର ଜଗନ୍ନାଥ ନିଶ୍ଚୟ ଆସିବେ ତାହା ପୁଣି କଳ୍କୀ ଅବତାର ରେ।🗡️

  • @RajputSaroj.01-we6fv
    @RajputSaroj.01-we6fv 13 днів тому

    Jay jaganath 🙏

  • @gajendrabarik6605
    @gajendrabarik6605 Місяць тому +4

    Good

  • @pankajtichkule
    @pankajtichkule Місяць тому +12

    Babi ahu Pandin ta master mind sir.... Ethire

  • @user-tv4pk7wn1h
    @user-tv4pk7wn1h 13 днів тому

    ତାମିଲ ବାବୁ ଧରାଜାଉ

  • @hemalatachandhansdah9391
    @hemalatachandhansdah9391 Місяць тому +8

    Pandu bhabuchi se odisara Mallik jama nuhne jay jagannath heuchhanti Ama odisara Mallik sara jagatara Mallik

  • @nareshdash3796
    @nareshdash3796 Місяць тому +4

    ରଥଯାତ୍ରା ବେଳେ ମନ୍ଦିର ଫାଙ୍କା ତ ଫାଙ୍କିବାକୁ ସୁବିଧା ।

    • @prabhatharichandan5475
      @prabhatharichandan5475 29 днів тому

      ଭାବି ଚିନ୍ତି ଭଲ କଥାଟିଏ କହିଛ

  • @user-rr1uy9em5v
    @user-rr1uy9em5v 12 днів тому

    ରତ୍ନ ଭଣ୍ଡାର ଖୋଲା ଯିବା ଦରକାର ଜୟ ଜଗନ୍ନାଥ 🙏🙏🙏🙏🚩🚩🚩🚩

  • @DillipSahoo-uc3sm
    @DillipSahoo-uc3sm Місяць тому +9

    Chabi. Ta. 5TA IS LUCHEIKI. RAKHICHANTI

  • @bkmanoj6057
    @bkmanoj6057 Місяць тому +3

    We need a change in odisha

  • @balrambalramswain1902
    @balrambalramswain1902 23 дні тому

    Modi ji jindabad 💞🔥💞👑🔥

  • @srimantamohapatra8225
    @srimantamohapatra8225 13 днів тому

    Jie jie achanti e satajantra re samil achanti ta bichar hau drudha karyanustan haba darkar odisha swaviman o sanman ra awhan.jay jagannath.

  • @barihababuofficial7356
    @barihababuofficial7356 29 днів тому +4

    ପ୍ରିୟଦର୍ଶନ ଭାଇ right କହୁଛନ୍ତି

  • @RajaBabu-jj8ri
    @RajaBabu-jj8ri 28 днів тому +4

    ଏ ବିଜେଡି ଲୋକଟା ଵୋକା ଚୋଦା ଟା କି ଗୋଟେ କଥା ପଚରା ଜାଉଛି ଆଉ ଗୋଟେ କଥାର ଉତର ଦଉଛି ଖାଲି ମାଡ ଅଭାବ

  • @sabitrinayak288
    @sabitrinayak288 23 дні тому +1

    Jagatara natha Jagannath Swami Prabhu Kalia Thakura 🙏 🙏🙏🙏 nijehin najaku rakhya karantu Pravu a Asura mananka kabalaru

  • @sanu3983
    @sanu3983 29 днів тому +2

    ଚିଟ୍ ଫଣ୍ଡ ନାଁ ରେ କେତେ ଗାଣ୍ଡିମାରିଛି ଲୋକଙ୍କୁ ଲୋକେ କିଛି ପାଗୋଳ ହୋଇଗଲେ କିଛି ଆମ୍ମହତ୍ୟା କରିଛନ୍ତି ଏ ମାଗିହା ବୁଢା ଦିନେ ନା ଦିନେ କୁକୁର ଭଳି ବେଜ୍ଜତ଼ ହୋଇ ପାଗୋଳ ହୋଇ ଯିବୁ

  • @upendrasahoo2777
    @upendrasahoo2777 Місяць тому +4

    ଗଣେଶ ସାହୁ ରତ୍ନ ଭଣ୍ଡାରର ଚେରିରେ ସାମିଲ ଅଛି ତାମିଲ ବାଲା ର ଗେଲାମ କରି ବାକୁ ଅଛି ତାମିଲ ନାଡୁ ପଳା

  • @KrupasinhuKrupasindhududuka
    @KrupasinhuKrupasindhududuka 29 днів тому +4

    Sacha Hindu hai to modi ku vot dia 🚩

  • @sipunkumar5632
    @sipunkumar5632 12 днів тому

    ଜଗତର ନାଥ ଜଗନ୍ନାଥ ଙ୍କର ପ୍ରପର୍ଟୀ କୁ ଛାଡ଼ି ଲେନୀ ଓଡ଼ିଶା କୁ ଏମାନେ କଣ ରଖିବେ 😢😢

  • @indianvillaglifeodisha
    @indianvillaglifeodisha 29 днів тому +2

    JAY JAGANNATH 🙏

  • @ganeswarmohanty569
    @ganeswarmohanty569 Місяць тому +7

    Vote for BJP.

  • @muralidharsahoo1946
    @muralidharsahoo1946 Місяць тому +5

    ନାମ ଗଣେଶ କହୁଛ ବିନାଶ

  • @ChagiliChagili-pb5eb
    @ChagiliChagili-pb5eb 15 днів тому

    He jaganatha tume bujha

  • @bijaykhatua2268
    @bijaykhatua2268 29 днів тому +2

    Jai shree Ram Jai Jai shree Ram

  • @user-vn8yp8ey2s
    @user-vn8yp8ey2s Місяць тому +3

    Pandian ku bahara Kara jau odisha ru jaldi..... CM kuade gale bite dauna Modi ji 🙏 nka kathare....🎉🎉

  • @RanjitKumar-lx1lr
    @RanjitKumar-lx1lr Місяць тому +3

    ମୋଦି ମିଛ କହୁଛନ୍ତି ଶଳା ତମେ ସତ କହୁଚ

  • @BikramkeshariJena-ri6uv
    @BikramkeshariJena-ri6uv 22 дні тому

    ସତରେ ଯଦି ପ୍ରଭୁ ଥିବେ ଏହି ବିଜେଡି କି ଓପାଡି କି ଫୋପାଡ଼ି ଦେବେ ଜୟ ଜଗନ୍ନାଥ

  • @ashokkisan215
    @ashokkisan215 25 днів тому

    B j p. b. j. d. ଭାଇ ଭାଇ

  • @pitamberparida8762
    @pitamberparida8762 Місяць тому +5

    ଆମେ କୋଉ ଦଳର ନୁହେଁ ଆମେ କହୁଛୁ ରତ୍ନ ଭ ଣ୍ଡର ରୁ ରତ୍ନ ଚୋରି କରିଛନ୍ତି ପାଣ୍ଡିଆନ, ନବୀନଙ୍କ ଇଶାରା ରେ।

  • @hrudayakumarnaik1324
    @hrudayakumarnaik1324 Місяць тому +3

    ବିଜେପି ସରକାର ଆସିଲେବି ରତ୍ନଭଣ୍ଡାର ଖୋଲିବ ନାହିଁ

  • @BasudebTarai-it4dx
    @BasudebTarai-it4dx 27 днів тому

    ❤❤❤❤❤❤❤❤bjp

  • @HoSomajTech
    @HoSomajTech 20 днів тому

    ଏତେ ବର୍ଷ ହଜିଲା ନାଇ ଚାବି election ପଃଚିଲେ ଚାବି ହଜି ଗଲା comment balalatile like kara comment ଉପରେ ଭରଷା କର thank you congratulations

  • @manoranjansethi6623
    @manoranjansethi6623 29 днів тому +3

    ଏଥର ହେବ ପରିବର୍ତ୍ତନ

  • @tankeswarbehera
    @tankeswarbehera 24 дні тому +1

    Jaldi ratna bhandar ka chabi mango .

  • @JadabKeher
    @JadabKeher 27 днів тому

    ସେମାନକଙ୍କର ହାତ କେଵେ ଛିଣ୍ଡି ବ ସାର୍

  • @rabindra9556
    @rabindra9556 27 днів тому +1

    Jai Sri Jagannath.

  • @parsuramsahoo7509
    @parsuramsahoo7509 28 днів тому +1

    ପିକୁ ଭାଇନା ସମ୍ବିତ ପାତ୍ର କଣ ଜଗନ୍ନାଥଙ୍କୁ ତାଙ୍କ ବୋପର ହାଲିଆ ପିଲା ଭାବିଲା ତୁମେ ନିନ୍ଦା କରିବା ଜାଗାରେ ତାର ପ୍ରଚାର କରୁଛ ଲାଜ ଲାଗୁନି ତୁମ ଜଗନ୍ନାଥ ସେନାକୁ ଛି ଛି ଛି

  • @gopinathpradhan8205
    @gopinathpradhan8205 28 днів тому +1

    ଯିଏ ଜଗନ୍ନାଥ ଙ୍କ ସହିତ ଛଳନା କରେ ଜନତାଙ୍କ ସହିତ କଣକରିବେ......

  • @khanukisan713
    @khanukisan713 22 дні тому

    Voteformodibjpjindabad

  • @subha3383
    @subha3383 26 днів тому

    ମୋଦି ଚାବି ନେଇଛି

  • @ranjankumarmoharana6647
    @ranjankumarmoharana6647 24 дні тому

    ପ୍ରିୟ ସାର୍ ଯାହା କହୁଚନ୍ତି ଠିକ୍

  • @BIKRAMKESHARISAHOO-eh3bv
    @BIKRAMKESHARISAHOO-eh3bv 24 дні тому

    ପ୍ରଧାନ ମନ୍ତ୍ରୀ ବେଶି ପଣ୍ଡିତ, କଣ ରତ୍ନ ଭଣ୍ଡାର ଚାବି ହଜିଯାଇଛି cbi ଲଗାନ୍ତୁ, ନିଜେ ପ୍ରଧାନ ମନ୍ତ୍ରୀ ପାୱାର କୁଆଡେ ଗଲାକି ଜାମ୍ମୁ କାଶ୍ମୀର ରେ, ଭଗବାନ ଶ୍ରୀ ରାମ ଙ୍କ ମନ୍ଦିର ତିଆରି ବେଳକୁ ପାୱାର ଦେଖାଉଛନ୍ତି, ଏ ଦୁର୍ନୀତି, ଚୋରି, ହଡବ ବେଳକୁ ଭାରତ ସରକାର ଙ୍କର କ୍ଷମତା କୁଆଡେ ଗଲାକି ଏ ଭୟଙ୍କର କାରନାମାରୁ ଭାଗ କମ ମିଳିଲା ନା ଭlଗପାଇଁ ଖାଲି ଭୟ ଦେଖାଉଛନ୍ତି ଆଉ ଅପରାଧୀକୁ ଙ୍କୁ ନିଜେ ଛତ୍ର ଛାୟା ତଳେ ରଖି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସାଧାରଣ ନିରୀହ ଜନତାଙ୍କୁ ଦିନରେ ଜହ୍ନ ମାମୁଁ ଦେଖାଉ ଛନ୍ତି ଛି ଛି ଓଡିଶା, ଶାସନ, ହାୟ ହାୟ ଭାରତ ଶାସନ, ବୁଦ୍ଧି ବିହୀନ ଅଯୋଗ୍ୟ ପ୍ରଧାନ ମନ୍ତ୍ରୀ 😂😂😂😂😂😇😇😇😇😇🙏🏻🙏🏻🙏🏻🙏🏻🙏🏻🙏🏻

  • @BharatKumar-tf2ty
    @BharatKumar-tf2ty Місяць тому +1

    ଏ ବିଜେଡି ସରକାର ର ମହନୀୟ ଭାବମୂର୍ତ୍ତି ପାଦରେ ପଡ଼ିଯିବ ବୋଲି. ଇଲେକ୍ସନ ପରେ ରତ୍ନଭଣ୍ଡାର ଖୋଲାଯିବ. 6ବର୍ଷ ଧରି କଣ କରୁଥିଲ . ଏଥିରୁ ଜଣାନ୍ତୁ ରତ୍ନଭଣ୍ଡାର କେତେ ସୁରକ୍ଷିତ

  • @user-bb5oc2sf4j
    @user-bb5oc2sf4j 11 днів тому

    ହଟାଅଗଣେଶସାହୁ

  • @bipinbiharisarangi6383
    @bipinbiharisarangi6383 14 днів тому +1

    Verigood

  • @srpcreation2584
    @srpcreation2584 26 днів тому

    Yes .jai jagannath. Jagannath bichara karibe

  • @user-un3jv9uo2l
    @user-un3jv9uo2l 24 дні тому +1

    Pandian charkaribaku kebol aamo odisha.dharila ammo odishalako niriho

  • @bhimrajmahalik1763
    @bhimrajmahalik1763 12 днів тому +1

    Kalo asilaa.... Jagotara natha jagonatha.. Sabu dakhuchi. Be kayar full..

  • @user-cz5ro8fy5f
    @user-cz5ro8fy5f 27 днів тому +1

    Ganesh babu ..jodi tume right ...tahele ..Elections agoru ratno vandar kholidouna ...ame B janijibu Apona right ✅..se priyadorsani babuku phashi deideba...
    Jay jagannatha

  • @YouTube-Shorts123
    @YouTube-Shorts123 27 днів тому +1

    ପୁରଠିକା କଥା ଜୟ ଜଗନ୍ନାଥ