Padampur By Election | ଭୋଟ୍ ପାଇଁ ବିଜେଡିର ନୋଟ୍ ଫଣ୍ଡା

Поділитися
Вставка
  • Опубліковано 3 гру 2022
  • #ଭୋଟ୍_ପାଇଁ_ବିଜେଡିର_ନୋଟ୍_ଫଣ୍ଡା
    #ଟଙ୍କା_ବାଣ୍ଟୁଛନ୍ତି_ବିଜେଡି_ପ୍ରାର୍ଥୀ_ବର୍ଷାଙ୍କ_ସିଂହ_ବରିହାଙ୍କ_ଭାଇ
    ପଦମପୁରରେ ଭୋଟ୍ ପାଇଁ ବିଜେଡିର ନୋଟ୍ ଫଣ୍ଡା । ସରେଇକେଲାରେ ଟଙ୍କା ବାଣ୍ଟୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ଭାଇ । ଭୋଟ୍ ପିଛା ହଜାର ଟଙ୍କା ବାଣ୍ଟିବା ବେଳେ ବିରୋଧ କଲେ ଗାଁଲୋକେ।
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900
    #ArgusNews #padampur #padampurbypoll #padampurbyelection #BJD #MoneyDistrubution #Bargarh #Odisha

КОМЕНТАРІ • 511

  • @daimondd
    @daimondd Рік тому +110

    ଲଯ୍ୟ ବିଜେଡି ହାରିବ ବଲି ଭୟ ରେ ପଇସା ବାଣ୍ଟୁଛନ୍ତି/bjd ହାରି ଯିବା ଭୟ

    • @arunadeep4561
      @arunadeep4561 28 днів тому +4

      Bjd keve haribani modi tanka banduchanti

    • @subratkatual840
      @subratkatual840 18 днів тому

      ​@@arunadeep4561pramal dekhailu

  • @babulabindhani5146
    @babulabindhani5146 Рік тому +63

    ଚୋର ଦଳ ମିଛୁଆ ଦଳ ବିଜୁ ଜନତା ଦଳ। ଜୟ ଜଗନ୍ନାଥ। ବିଜେପି ଜିନ୍ଦାବାଦ

    • @MaheswarJena-ed6db
      @MaheswarJena-ed6db Місяць тому +4

      ବି ଜେ ଡି ଦଳ ଚୋର ପରି କାମ କରୁଛି 😊😊

    • @MaheswarJena-ed6db
      @MaheswarJena-ed6db Місяць тому +2

      ବି ଜେଡି ଦଳ ମିଛୁଆ ଦଳ ଜୟ ଜଗନାଥ

  • @musicloverartistonmusic942
    @musicloverartistonmusic942 Рік тому +39

    ଆନ୍ଦୋଳନରେ ବସିଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କ କଥା ଶୁଣିବାକୁ ସମୟ ନାହିଁ। ଦରମା ବଢାଇବାକୁ ମଧ୍ୟ ଶୁଣୁ ନାହିଁନ୍ତି, କିନ୍ତୁ ଏଠି ଏତେ ଟଙ୍କା ଆସୁଛି କେଉଁଠୁ ।

  • @Dina-ud9vt
    @Dina-ud9vt Рік тому +82

    ଅର୍ଗସ news କୁ ଧନ୍ୟବାଦ୍ ଏତିକି ସାହାସ ଦେଖାଉଥିବା।

  • @asutoshpanda8790
    @asutoshpanda8790 Рік тому +40

    ସତ କୁ ସାମ୍ନା କୁ ଆଣିବାର news channel 👍

  • @chakrasahoo4868
    @chakrasahoo4868 Місяць тому +28

    ପଇସା ଖାଇ ଯାଅ ବିଜେପି ଙ୍କୁ ଭୋଟ ଦିଅନ୍ତୁ ଜୟ ବିଜେପି ଜୟ ମୋଦି

  • @user-cc7ep9gt8c
    @user-cc7ep9gt8c Місяць тому +1

    ବିଜେଡି ହଜାରେ ଟଙ୍କା ଦେଇ ବଜାର ବସାଇବି ବାବୁଛି 🙏🙏🙏

  • @sanjaybehera7589
    @sanjaybehera7589 Місяць тому +3

    ବିଜେଡି ଗୁଟେ ରେଣ୍ଡି ଖାନା

  • @01Bharatiya
    @01Bharatiya Рік тому +23

    ବର୍ଷା ଲୋକଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁଛି ଆଉ ପଛପଟେ MLA ହବ ଭାବି ଖୁସିରେ ଟଙ୍କା ବାଣ୍ଟୁଛି

  • @antaryamimishra449
    @antaryamimishra449 Місяць тому +4

    BJP ବିନା ଟଙ୍କା ରେ ଭୋଟ ପାଇ ଯିବ

  • @sipunstudyclasses
    @sipunstudyclasses Рік тому +49

    ନନ୍ଦିଘୋଷ news ku bodhe ae sabh dekha jauni tanku tk send Kari dia 👍

  • @rajiblochanbehera9301
    @rajiblochanbehera9301 Місяць тому +6

    ମାଗିହା ନିଲ୍ଲଜ ଵିଜେଡି ଦଳ, ମିଛରଗନ୍ତାଘର,।

  • @user-pu2rr2hj5k
    @user-pu2rr2hj5k Місяць тому +7

    BJD କୁ କୁ ର ଭଳିଆ ହା ରି ବ ।
    ଜୟ ଜଗନ୍ନାଥ ଜୟ ପଞ୍ଚସଖା ।

  • @dpindian6750
    @dpindian6750 Рік тому +30

    Great Argus ମାଡିଚାଲ

  • @user-rz1cd8co6q
    @user-rz1cd8co6q Місяць тому +5

    ଏ ବିଜେଡି ଚୋର ଦଳ, କାମରେ ଯୋଜନା ପରେ ଯୋଜନା କରି ଖାଇବା ଶିଖିଛନ୍ତି, ଲୋକଙ୍କ ପାଇଁ କିଛି କାମ କରୁନାହିଁ, 25 ବର୍ଷର ଶାସନ ପରେ ବି ଏବେ ଟଙ୍କା ଦେଈ ଭୋଟ କିଣୁଛି, ହାରିବା ଭୟରେ 😂🤣😭

  • @RSCC11
    @RSCC11 Рік тому +6

    Bjd ଚୋର ଓ ଚୋରଣୀ ମାନେ କେମିତି ଭୋଟ ପାଇଁ ଟଙ୍କା ବାଣ୍ଟୁଛନ୍ତି ଦେଖ ଏମାନେ ନିଜର ସ୍ୱାର୍ଥ ପାଇଁ ନିଜର ସ୍ତ୍ରୀ ଓ ମା ଭଉଣୀ ମାନଙ୍କୁ ବିକିବାକୁ ପଛେଇ ଯାଉନାହାନ୍ତି କଣ ଏମିତି ଲୋକଙ୍କୁ ଭୋଟ ଦେବା ଉଚିତ୍ କି କେବେବି ନୂହେଁ
    ଭୁଲ ରେ ବି bjd କୁ ଭୋଟ ଦିଅନ୍ତୁ ନାହିଁ ଦୟାକରି
    ପଦ୍ମପୁର ରେ ପଦ୍ମ ଫୁଲ ଫୁଟିବା ନିହାତି ଆବଶ୍ୟକ ଦରକାର ଅଛି

  • @RSCC11
    @RSCC11 Рік тому +14

    Magiha bjd ନେତା ମନ୍ତ୍ରୀ ମାନେ ନିଜର ସ୍ୱାର୍ଥ ପାଇଁ ନିଜର ସ୍ତ୍ରୀ, ମା ଭଉଣୀ ମାନଙ୍କୁ ବିକିବାକୁ ପଛଉନାହାନ୍ତି ଇଏ ହଉଛି ଆମ bjd ସରକାର

  • @manoranjansahoo1418
    @manoranjansahoo1418 Місяць тому +1

    ବିଜେପିର ଭୋଟର ଓ କର୍ମୀ ମାନେ ମଜୁରୀ ଆଣି ଦଳ ପାଇଁ ଖର୍ଚ୍ଚ କରନ୍ତି, ପ୍ରଦୀପ ପାଣିଗ୍ରାହୀ ତିନି ଏକର ଜମି ବିକ୍ରି କରି ନିର୍ବାଚନ ଲଢ଼ୁଛି।

  • @kunuchhatria718
    @kunuchhatria718 Місяць тому +14

    ଯି ଏ ମୂର୍ଖ ହେବା 1000ଟଙ୍କା ରେ 5ବର୍ଷ ଲାଗି ବିକ୍ରୀ ହେବା ଶଙ୍ଖ ରେ ଯିଏ ଭୋଟ ଦେବା ଇଂରେଜ ଶା ସନ୍ ରେ ମରବା

  • @biswaranjanmohapatra5513
    @biswaranjanmohapatra5513 Рік тому +14

    କଳଙ୍କିତ ସରକାର ... ନଵୀନ ସରକାର ... BJD ହଟାଅ ଓଡିଶା ବଞ୍ଚାଅ।

  • @byangamanbalaram5651
    @byangamanbalaram5651 Рік тому +23

    🌹ଵ୍ୟଙ୍ଗ ବାଣ 🌹
    ବର୍ଷା,,,,,
    ମାଲୋ, ଏଥର କାନ୍ଦିବା ଅଭ୍ୟାସ
    ଜାରି ରଖିଥା,,,,
    ହାରିବା ଟା ସୁନିଶ୍ଚିତ
    🙏🙏

  • @primeeducation5736
    @primeeducation5736 Місяць тому +3

    ଯଦି ସତରେ ପଦମପୁର ଲୋକ ସ୍ଵାଭିମାନୀ, ତାହାଲେ ଏଥର bjd କୁ ଏଥର ଦେଖେଇବେ ନିଶ୍ଚୟ କାରଣ
    Tukuni ସାହୁ ପ୍ରେମ ରେ ନବୀନ ପଟ୍ଟନାୟକ ଜିଲ୍ଲା କଲାଣି। Dekhao ଏଥର ପ୍ରେମ କେମିତି ହୁଏ

  • @arpitasahuproduction449
    @arpitasahuproduction449 Рік тому +14

    Bjd ra faisa 2024 ku odisha jabab daba

  • @maheswarbehera8362
    @maheswarbehera8362 Рік тому +9

    ନନ୍ଦିଘୋଷ Tv ସାମ୍ବାଦିକ ତମ ଆଖିକୁ ଦେଖାଯାଉ ନାହିଁ BJD ଟଙ୍କା ବାଣ୍ଟିବା ଶଳା BJP ପଛରେ ଲଗିଛ ବାଳ କରିବ ଓଡ଼ିଶା ଲୋକଙ୍କ ଝାଡା ଚେନାଲ

  • @paricreations382
    @paricreations382 Рік тому +15

    Salute Padampur Basi🙏🙏🙏🙏🙏🙏🙏🙏🙏

  • @bharatbemal7686
    @bharatbemal7686 Місяць тому +9

    Thank you Aurgus

  • @sbcreation371
    @sbcreation371 Рік тому +18

    ନନ୍ଦିଘୋଷ tv ମିଥ୍ୟା ପ୍ରଚାର କରୁଥିବାରୁ ଓଡ଼ିଶା ବାସି ଅନୁରୋଧ କରୁଛୁ କି ନନ୍ଦିଘୋଷ ଟିଭି କୁ ବେନ କରାଯାଉ। ପଦ୍ମପୁରର ବାସି ଏଥିପାଇଁ ଗୋଇଠା , ବିଧା ,ଚାପୁଡ଼ା ଦେଇ ଘରକୁ ବିଦା କରି ଦେଲେ ।ଏହାକୁ ଓଡ଼ିଶା ବାସି ସ୍ବାଗତ କରୁଛୁ ।

    • @sankarsansahoo47
      @sankarsansahoo47 Місяць тому

      Nandighos tv sexitv

    • @nonasahu771
      @nonasahu771 Місяць тому

      😮😢😊thanks

    • @DhirendraBishi
      @DhirendraBishi Місяць тому

      ଭିଜୁଆଲ ଆଉ ଲୋକଙ୍କ ବାଇଟ ଶୁଣିଲା ପରେ ବି ଅନ୍ଧ ମାନେ ଦେଖି ନାଇଁ ପାରବା କି ଶୁଣି ବି ନାଇପାରିବ ଦୋଷ ଟା ହେଲା ଚାନେଲ ର

    • @maheswarchhatria7994
      @maheswarchhatria7994 Місяць тому

      Tor buar band Kari chhe

  • @daskanhu6775
    @daskanhu6775 Місяць тому +4

    ଠିକ୍ କରିଛନ୍ତି ଗୋଟେ ଟଙ୍କା ବି ରଖନୀ ଶଳା ବି ଜେ ଡି ହାରୁ

  • @pratapkumarjena1829
    @pratapkumarjena1829 Місяць тому +6

    ଓଡ଼ିଶାରେ ସବୁ କୋଣରେ ବିଜେଡି ଟଙ୍କା ଦେଈ ଭୋଟ କିଣିବାକୁ ଜୋରଦାର ରେ କର୍ମୀ ନେତା ଲାଗି ପଡିଛନ୍ତି ଏଟେ ସମସ୍ତ ସରକାରୀ କର୍ମ ଚାରି କୁ ବିଜେଡି କିଣିଛି ସବୁ ଜାଣି ମୁଁହ ବନ୍ଦ୍ କରି ରୋହୁଛନ୍ତି ଏ ଇଲେକ୍ସନ ରେ କେନ୍ଦ୍ରୀୟ ଶାସନ ଆଈନି ଯଥା ଶୀଘ୍ର ଲାଗୁ କରା ଯାଉ ନହେଲେ ଏ ଟି ପ୍ରୁବ ଅବସ୍ଥା ଭଳି ହବ ଗରିବ ସାଧାରଣ ଜନତା ଙ୍କୁ ଯେମିତି ହେଲେ ହଇରାଣ ଅସୁବିଧା ରେ ପକେଇ ନହେଲେ ଅର୍ଥ ଲୋଭ ଦେଖାଇ ଯେଣେ ତେଣେ ଚେଷ୍ଟା ପ୍ରଚେଷ୍ଟା ଆରମ୍ଭ କରି ଦେଇଛି ଦରକାର ପଡିଲେ ଗରିବ ସାଧାରଣ ଲୋକ ଙ୍କୁ ମାଡ଼ ମାରି ଜୋର୍ କରି ଛଡେଇ ନେଇ ସରକାର ଗଢ଼ିବ ବିଜେଡି ଏହା ତାର ମୂଳ ଲକ୍ଷ୍ୟ ରହିଛି ବିଜେଡି ଜାଣି ସାରିଛି ଯେ ମୁଁ ଏ 2024. ରେ ସରକାର ଗଢି ପାରିବିନି ଆମ ସରକାର ଶାସନ ତ୍ ଯିବ ଆମ ପାଇଁ ଫୁଣୀ ଜେଲ୍ ଦୂୟାର ଖୋଲା ରହିଛି ଚେଷ୍ଟା ଜୋର୍ ଦାର ଜାରି ରଖିଛି ଏ ଟି କେନ୍ଦ୍ର ବିଜେପି ସରକାର ର ନିହାତି ଜରୁରୀ ଆଶ୍ୟକତା ରୋହୁଛି

  • @user-wj2yf9vf8t
    @user-wj2yf9vf8t Місяць тому +10

    ବିଜେପି ସରକାରକୁ ଜଣାଇ ଦିଆ ଜାଓ ଅଛିକି ଏବିଜେଡି ଦଲର ପଇସା ବାଟୂଥିବା ଲୋକମାନକୁ ତୁରନ୍ତ ଗିରଫ କରାଯାଉ

  • @rameshmohanty1211
    @rameshmohanty1211 Рік тому +9

    23 ବର୍ଷର ଗଛିତ କଳା ଟଙ୍କାର କମାଲ

  • @NabaLahajal
    @NabaLahajal Місяць тому +1

    ଅର୍ଗସ news. କୁ. ଧନ୍ୟବାଦ

  • @user-wj2yf9vf8t
    @user-wj2yf9vf8t Місяць тому +5

    ଏଠାକାର ପୋଲିସ ଚୂର ଇଏ ବିଜେଡି ଦଳ ପାଇଁ କାମ କରୁଛନ୍ତି ଏପରି ପୋଲିସ ମାନଙ୍କୁ ତୁରନ୍ତ ବାହାର କରାଯାଓ

  • @arjunpanda9015
    @arjunpanda9015 Місяць тому +8

    ବିଜେଡି ହଟାଅ ଓଡ଼ିଶା ବଚ଼ାଅ

  • @anandaparida5966
    @anandaparida5966 Місяць тому +1

    ଅର୍ଗସ ଚାନେଲେ ଧନ୍ୟବାଦ

  • @sanjibbehera9702
    @sanjibbehera9702 Місяць тому +2

    ଆମର ବାଲେଶ୍ୱରେ ଗୋଟେ ବି ଟଙ୍କା ମିଳୁନି. ମାଗିଲେବି ଏମିତି ଭିକ ମିଳୁନି. ଅର୍ଗୁସ ଚାନେଲ ପଠେଇଥିଲେ ଧର୍ମ ହୁଅନ୍ତା.

  • @MaheswarJena-ed6db
    @MaheswarJena-ed6db Місяць тому +3

    ଭୋ ଟ. ପା ଇଁ ଟ ଙ୍କା ବା ଣ୍ଟି ବା ଗ ଣ ତ ନ୍ତ୍ର ବି ରୋଧ

  • @surendrasahu1989
    @surendrasahu1989 Рік тому +11

    Vote for BJP

  • @sureshbehera1010
    @sureshbehera1010 Місяць тому +9

    ସବୁ ଖାଅ ଭୋଟ ଦିଅନି

  • @ranjanbudek3350
    @ranjanbudek3350 Рік тому +27

    Jay BJP🙏❤️

  • @grammartia1234
    @grammartia1234 Місяць тому +4

    ଶଳେ ୧୦୦୦ ଟଙ୍କା ଦେଇ ଭୋଟ୍ ଦଉଛି । ଆମର ସବୁ ଦରକାର।

  • @pranaballavaprusty6696
    @pranaballavaprusty6696 Рік тому +7

    ଓଡିସମୁଖ୍ୟ ବିଚାର ପତିକୁ ମୋର ପ୍ରସନ୍ନ ଓଡ଼ିଶାରେ ଗଣତନ୍ତ୍ର ନା ରାଜତନ୍ତ୍ର ଶାସନ ଚାଲିଛି

  • @surendrasahu1989
    @surendrasahu1989 Рік тому +10

    Vote for pradeep purohith

  • @prakashmahamallik4826
    @prakashmahamallik4826 Рік тому +5

    ହେ ହେ ମ୍ୟାଡମ୍ କେ ପଚାର.... ଲଜ୍ଜା ର କଥା ପୁଲିସ ବାବୁ ମାନେ ତମେ ଆର ଜନ୍ମ ରେ କୀଟ ହେବ ଯାହା ତମ କର୍ମ କହୁଛି.....

  • @TribeVloggernilu962
    @TribeVloggernilu962 Місяць тому +5

    ନୁଆ ସରକାର ବାଛିବା କୁ ହେଲେ ଏମିତି ସଚେତନତା ଆବଶ୍ୟକ

  • @somnathdash
    @somnathdash Місяць тому +6

    Argus tv ku dhanyabad

  • @user-ez7ps1wt6p
    @user-ez7ps1wt6p Місяць тому +1

    ଏପାର୍ଟି ହାରିବା ଭୟରେ ଟଙ୍କାର ଶାହାରା ନେଉଛି ଟଙ୍କା ନିଅ ଆଉ ଭୋଟ ଦିଅନି

  • @bishnuprakashsuna
    @bishnuprakashsuna Рік тому +14

    Opsc scam money

  • @user-wh4kq1qk8o
    @user-wh4kq1qk8o Місяць тому +2

    ଲେଲିନୀ ମହାନ୍ତି, କଥା କୁହା କପିଳା ଓ ଇପ୍ସିତା ସାହୁ କପିଲୀ, ଟଙ୍କା ଦେଇ ଭୋଟ ନେବେ

  • @pplsyoutube
    @pplsyoutube Місяць тому +5

    କ୍ୟାମେରା ରେ କ ଏ ଦ୍ ହୋଇ ଥିବା ପୋଲିସ ମାନଙ୍କୁ ସସ୍ପେଣ୍ଟ କରାଯାଉ

  • @subhu9818
    @subhu9818 Рік тому +5

    ହଁ ଲୋକଙ୍କ ପାଖରେ ଯୋଜନା ପହଁଚେଇ ପାରିଲେନି ତ ସେଥି ପାଇଁ ନୋଟ୍ ପହଁଚୌଛନ୍ତି । ଦୁର୍ନୀତି, ଯୋଜନାର ହରିଲୁଟ୍,ସାଧାରଣ ଜନତାଙ୍କୁ ହଇରାଣ :- ଏ ସବୁ ବଦଳରେ ନୋଟ୍ ନିଆ ଭୋଟ ଦିଅ ବିଜେଡି ର ନୂଆ ନାରା। ନୋଟ୍ ନିଆ ଭୋଟ ଦିଅ । ଜୟ ଜଗନ୍ନାଥ 🙏

  • @dronapatra-mq2bp
    @dronapatra-mq2bp Місяць тому +6

    ପଇସା ଖାଇଦିଅ ଭୋଟ ନାଇଦିଅ ମା ମାନେ

  • @ms.hansdah6043
    @ms.hansdah6043 Рік тому +5

    Argus jai ho great Chanel

  • @Dhruv20518
    @Dhruv20518 Рік тому +26

    Nandighosa tv ku tk send karantu 😍

  • @malkangiriculture8311
    @malkangiriculture8311 Місяць тому +1

    ସେ ମାଆଗୀହା ବର୍ଷା ସିଂ ବାରିହା ର ଭାଇ ପାଖରେ ଏତେ ଟଙ୍କା ଆସିଲା କୁଆଡୁ

  • @tapaskumarjena906
    @tapaskumarjena906 Рік тому +8

    I salut argus tv

  • @rajatkumarmatia6107
    @rajatkumarmatia6107 Рік тому +4

    Thanks Argus TV

  • @raghunathmallick2465
    @raghunathmallick2465 Рік тому +2

    କି ସରକାର ରେ ନବୀନ ପଇସା ବାଣ୍ଟୁଛୁ ଭୋଟ ପାଇଁ

  • @ranjayarout4523
    @ranjayarout4523 Рік тому +7

    Jay Jagannath

  • @ahshokkumarjena4682
    @ahshokkumarjena4682 Рік тому +9

    Jay ବିଜେପି

  • @sanjaya19
    @sanjaya19 Місяць тому +2

    ଟଙ୍କା କାମ ଦେବନି ..... ଆଉ.....

  • @purnanayak5383
    @purnanayak5383 Місяць тому +1

    ଲଜ୍ଜା ହିନ ରାଜନେତା ଙ୍କ ଅଲାଜୁକ କାମ । ଛିଃ ଛିଃ ରେ ରାଜ୍ୟର ରାଜନେତା ତଥା କୁଜି କର୍ମୀ ହଜାର ଟଙ୍କାର ଲୋଭ ଦେଖାଇ ପାଞ୍ଚ ବର୍ଷ ପାଇଁ ଲୋକମାନଙ୍କୁ ଶୋଷଣ ଓ ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ବ୍ୟଭିଚାର ରେ ଲାଗି ରହିଥିବେ,,,

  • @babulibehera3750
    @babulibehera3750 Рік тому +9

    Jay Jagannath
    Chaka akhi sabu dekhuchi adharma ra kete dina Raj chaliba dharma ra heba Jay bjp jindabad argus jindabad

  • @shibaprasadyoutubechanne202
    @shibaprasadyoutubechanne202 Рік тому +10

    Great Argus channel ❤️👍👍

  • @hemanta2970
    @hemanta2970 Рік тому +15

    Sasmit Patra ku dekhua aaa video

  • @BalaramPradhan-wr4eu
    @BalaramPradhan-wr4eu Місяць тому +3

    ନୋଟ୍ ନିଅବିଜେଡିର ଭୋଟ ଦିଅ ବିଜେପି ରେ

  • @jasobantajasobantasrichand1729

    Bhai nadighosh tv ku a video deantu tk bhala haba

  • @dusmantakalar864
    @dusmantakalar864 Місяць тому +4

    Bjd hatao Odisha banchao

  • @Teamodsai
    @Teamodsai Місяць тому +1

    We support Argus news team

  • @dillipkumardillipkumar
    @dillipkumardillipkumar Рік тому +2

    BJP jindabad

  • @ranjetmurum1941
    @ranjetmurum1941 Рік тому +1

    ଆରେ ଭାଇ ପଇସା ବାନ୍ଟିବା ସାଧାରଣ କଥା ଜିଏଜେମିତି ପାଉଛ ସେମିତି ନେଇଜାଅ ଭଟ୍ ଜାହାକୁ ଦବାକଥାତାକୁହି ଦିଅନ୍ତୁ ବିଜେଡି ଅଡିଶା ର ଦଉଚି ବଜେପି ପୁରାଦେସ ର ଦାନ କରୁଛନ୍ତି ଡିସାଇଡ୍ କର କାହାକୁ ଦବ ନବିନ୍ ହେଉଛି ଅଡିଶା ର ନମ୍ବର 1ହିର ଆଉ ଅପରଜିତା ହେଉଛି ଅଡିଶା ହିରଇନ୍ ଆଉ ଧର୍ମେନ୍ଦ୍ର ପର୍ଧାନ୍ ଭିଲିଆନ୍ ଆଉ ନରେନ୍ଦ୍ର ମଦି ତ ଖଳନାୟକ ବିଜେପି ଦଳ ସବୁ ଖେଦାଖୀୟା ଦଳ

  • @brahmanandaghosh6806
    @brahmanandaghosh6806 Рік тому +4

    Police also involve

  • @biswanathchoudhury5362
    @biswanathchoudhury5362 Рік тому +2

    BJPwin

  • @bibhutikumar7244
    @bibhutikumar7244 Місяць тому +2

    BJP win welcome

  • @sujatadash6068
    @sujatadash6068 29 днів тому

    Excellent Very good Argus

  • @biramkumarmandal4669
    @biramkumarmandal4669 Місяць тому

    ସମସ୍ତ ଭୋଟର୍ ଟ୫୦୦/%ରେ ପିଚା ବିକିଲେ ଜୀବନଟା ଧନ୍ୟ।

  • @padmanmugree390
    @padmanmugree390 Місяць тому +3

    ପିଟ ମାଗିହା କେ

  • @AmiyaMallick-js7qy
    @AmiyaMallick-js7qy Місяць тому

    ଆମକୁ କଂଗ୍ରେସ ସରକାର କୁ ଦରକାର, ଟଙ୍କା ସରକାର କୁ ଦରକାର ନାହିଁ, ଜୟ Congress,Odisha

  • @rkentertainment3226
    @rkentertainment3226 Місяць тому +1

    ମାଡ଼ ଦିଅ ଶଳା କୁ। ଏମାନେ ଜନତାଙ୍କ ସେବାରେ ଅଯୋଗ୍ୟ ଲୋକ।😂😂😂😂😂😂

  • @abhijitexpressdp9939
    @abhijitexpressdp9939 Рік тому +6

    Nandighosh news balaku daka asabu viral kariba BJD biridha re.

  • @ranjankumarnayak6141
    @ranjankumarnayak6141 Місяць тому +1

    Dhanyabad padampur bashi

  • @user-bj2od6ww8x
    @user-bj2od6ww8x Місяць тому

    ବିଜେଡି ଭଲ କାମ କରିଛେ ଯଦି ପଇସା କାହିଁ ବାଂଟୁଛି ଡ଼ରିକି କାଳେ ହାରିଯିବ

  • @RajTandi-fb8fh
    @RajTandi-fb8fh Місяць тому +1

    Jai Congress

  • @keshabsethy
    @keshabsethy Місяць тому +1

    BJD..NoT.BJP

  • @user-ew2ib5ck2w
    @user-ew2ib5ck2w Місяць тому +3

    Police arrest

  • @abhijitexpressdp9939
    @abhijitexpressdp9939 Рік тому +5

    Police 🚨 kn kariba se ta chup hoiki basichhi

  • @bhikunmajhi6910
    @bhikunmajhi6910 Рік тому +6

    Nandia kana karuchi

  • @DK-mq1ur
    @DK-mq1ur Рік тому +3

    Dhamnagar re bi ei rate thila Vote picha 1000

  • @balaramjhankar9002
    @balaramjhankar9002 Місяць тому +1

    Thankyou Argus news...🙏🙏🙏🙏🙏🙏🙏

  • @TabatiaGamango-iq4qs
    @TabatiaGamango-iq4qs Місяць тому +1

    ଶେଷରେ ପୋଲିସ ମଧ୍ୟ ପାଣ୍ଡୁ ପଛରେ ସମର୍ଥନ bjd ପାଇଁ କଣ ଆଇନ ବାହାରେ

  • @HariballPatra
    @HariballPatra Місяць тому +1

    Bjd athara Odisha haribo 2024 BJP jiti bo🎉🎉🎉🎉🎉🎉🎉❤❤❤

  • @abhijitexpressdp9939
    @abhijitexpressdp9939 Рік тому +3

    Nandighosh khali khojuchhi BJP ra birudha re gai baku

  • @jajatikishorbarik5199
    @jajatikishorbarik5199 Місяць тому

    ଏ ସମସ୍ତକୁ ତୁମେ ଦେଖୁଅଛ ବର୍ଷା ସିଂ

  • @pramodkumarnaik6923
    @pramodkumarnaik6923 27 днів тому

    Argus news ku ଧନ୍ୟବାଦ୍

  • @sunilnaik2633
    @sunilnaik2633 26 днів тому

    ଜନତା ପାଖରୁ ଲୁଟି ଜନତାକୁ ଭୋଟ ପାଇଁ ଦେଉଛନ୍ତି

  • @user-xe3lo1dc7s
    @user-xe3lo1dc7s Місяць тому

    ଭାଇ ଭଉଣୀ ମାନେ ମୁଣ୍ଡରେ ବୁଦ୍ଧି ରଖି କାମ କର ଟଙ୍କା ଗୋଟିଏ ଦିନ ପାଇଁ ତା ପରେ ଯେମିତି ଭୋଗୁଛନ୍ତି ସେମିତି ଭଗିବେ ନୁଆ ଓଡିଶା ନୁଆ ମନ୍ତ୍ରୀ ଗଢନ୍ତୁ ନିଜେ ନିଜେ ଭାଗ୍ୟବାନ ହୁଅନ୍ତୁ

  • @ramapanda1679
    @ramapanda1679 Місяць тому

    Argus news super duper

  • @josadasahu
    @josadasahu Місяць тому

    Super bhai mane
    Tamapari kantabanji hei gale na mu bhabi nebi sarkar nua heba thanku

  • @pradeepkumarsahoo8809
    @pradeepkumarsahoo8809 Місяць тому

    Lagipada Argus news sambadhik bhai,bhauni Tq sabu district re chalichhi emiti.

  • @akashthanapati6741
    @akashthanapati6741 Місяць тому +1

    Right