ବଡ଼ଦେଉଳର ସୁନ୍ଦରୀ କିଏ ? Dr. Ashutosh Prasad mishra | Rekha Sundari | Odisha 365

Поділитися
Вставка
  • Опубліковано 28 тра 2024
  • ରେଖ ସୁନ୍ଦରୀ କହିଲେ କଣ ବୁଝନ୍ତି ?
    Jagannath Mahima Quiz 19 at the end of this video.
    ଆମ ଜଗନ୍ନାଥଙ୍କୁ ଆମେ କେତେ ଜାଣିଛେ ୧୯
    Ama JagannathNku Ame Kete Janiche 19
    ଗତକାଲିର ପ୍ରଶ୍ନ :-
    ରେଖ ସୁନ୍ଦରୀ କହିଲେ କଣ ବୁଝନ୍ତି ?
    ----------------
    Shreemandira Re Rekha Sundari Kahile Kahaku Bujhajae ?
    What is called Rekha Sundari in Shreemandira ?
    ---------------
    Dr. Ashutosh Prasad Mishra
    Ama Jagannathanku Ame Kete Janiche 19
    Odisha 365
    ----------
    ଭିଡ଼ିଓଟିକୁ ଆପଣଙ୍କ ବନ୍ଧୁ ପ୍ରିୟଜନ ଓ ପରିବାରବର୍ଗଙ୍କୁ ସେୟାର କରିବାକୁ ଭୁଲିବେନି |
    If You Like Our Content
    Join this channel to Support our work:
    / @odisha365
    #odisha365 #AmaJagannathankuAmeKeteJaniche #drashutoshprasadmishra #jagannath #jagannathmahimaquiz #rekhasundari #srimandira #shreemandira #puri #jagannathpuri

КОМЕНТАРІ • 105

  • @RudraprasadMaharana-jw9wc
    @RudraprasadMaharana-jw9wc Місяць тому +14

    ଶ୍ରୀ ମନ୍ଦିର ରେ " ପ୍ରତିହାରୀ ସେବକ "ବେତ ବାଡ଼ି ଧରନ୍ତି, ଏମାନେ ହେଲେ ବଡ଼ ଦ୍ୱାର ପ୍ରତିହାରୀ, ଦ୍ୱାରି ନାୟକ ପ୍ରତିହାରୀ, ଜୟ ବିଜୟ ଦ୍ୱାର ପ୍ରତିହାରୀ, ଭୋଗ ମଣ୍ଡପ ପ୍ରତିହାରୀ, ଦ୍ୱାର ଘର ଓ ସିଂହ ଦ୍ୱାର ପ୍ରତିହାରୀ। ଏମାନେ ମହାପ୍ରଭୁ ଙ୍କ ଦ୍ୱାରପାଳ ସେବକ। 🙏🙏🙏

  • @ritamohanty7997
    @ritamohanty7997 Місяць тому +1

    ❤ JayJagannath ❤ ପ୍ରତିହାରୀ ସେବକ ❤ JayJagannath ❤

  • @puspalatanayak3246
    @puspalatanayak3246 Місяць тому +7

    ପ୍ରଣାମ ଆଜ୍ଞା 🙏
    ଶ୍ରୀ ମନ୍ଦିର ର ପ୍ରତିହାରୀ ସେବକ ମାନେ ବେତ ବାଡ଼ି ଧରି ଥାନ୍ତି 🙏🌹🙏

  • @user-ww5zj6jb6x
    @user-ww5zj6jb6x Місяць тому +1

    Jai shree jagannath 🕉️🙏🙏🙏🙏🙏🙏🙏

  • @sunita30022
    @sunita30022 Місяць тому +3

    ଜୟ ଶ୍ରୀ ଜଗନ୍ନାଥ
    ଶ୍ରୀମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡ଼ି ଧରିଥାନ୍ତି।
    🙏

  • @miraraula1082
    @miraraula1082 Місяць тому +2

    Sri mandir re sebaka jagannath kuha mo Bhai re dukha Dura kar he parvhu ❤❤❤❤❤

  • @AshokkumarAdhikari-og3ex
    @AshokkumarAdhikari-og3ex Місяць тому

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ🙏 ଶ୍ରୀ ମନ୍ଦିରରେ ପ୍ରତିହାରୀ ସେବକ ମାନେ ବେତବାଡ଼ି ଧାରଣ କରିଥାନ୍ତି🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @smitamishra2599
    @smitamishra2599 29 днів тому

    Jay shree Jagannath 🙏🏻🙏🏻🙏🏻
    Pranam Bhaina 🙏🏻

  • @piyushranjanmeher4181
    @piyushranjanmeher4181 Місяць тому +1

    Jay Jagannath 🙏🙏🙏
    Pratihari sebaka

  • @srijagannath2871
    @srijagannath2871 Місяць тому

    ଶ୍ରୀ ମନ୍ଦିର ରେ ପ୍ରତିହାରୀ ସେବକ ମାନେ ବେତ ଧରିଥାନ୍ତି 🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @mausumiswain7569
    @mausumiswain7569 Місяць тому

    ଜୟ ଜଗନ୍ନାଥ 🙏.. ଶ୍ରୀମନ୍ଦିର ରେ ପ୍ରତିହାରୀ ସେବକ ମାନେ ବେତ ବାଡ଼ି ଧରିଥାନ୍ତି.. ଜୟ ଜଗନ୍ନାଥ 🙏

  • @babimakingstudio1864
    @babimakingstudio1864 Місяць тому +3

    ଜୟ ଜଗନ୍ନାଥ ଶିତା ରାମ

  • @Trupti-Sahoo235
    @Trupti-Sahoo235 Місяць тому +2

    ଜୟ ଜଗନ୍ନାଥ🙏
    ଶ୍ରୀମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡି ଧରିଥାନ୍ତି ।

  • @Subhrasweta882
    @Subhrasweta882 Місяць тому

    ଶ୍ରୀ ମନ୍ଦିର ରେ ପ୍ରତିହାରୀ ସେବକ ମାନେ ଵେତ ବାଡି ଧରନ୍ତି, ବଡ ପ୍ରତି ହାରି ଦ୍ଵାରି ନାୟକ ପ୍ରତି ହାରୀ , ଜୟ ବିଜୟ ପ୍ରତି ହାରୀ ଇତ୍ୟାଦି 🙏🙏🙏🌷🌷🌷🙏🙏🙏

  • @cluenesspartha7791
    @cluenesspartha7791 Місяць тому

    ପ୍ରତିହାରୀ ସେବକ ମାନେ ବେତ ବାଡି ଧରନ୍ତି 🙏🙏🙏🙏🙏 Jay Jagannath Mahaprabhu,mo Kalia saanta suna dhana

  • @lopamudrabehera5809
    @lopamudrabehera5809 Місяць тому

    ଜୟ ଜଗନ୍ନାଥ🙏
    ପ୍ରଣାମ 🙏
    ଶ୍ରୀମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡି ଧାରଣ କରିଥାନ୍ତି।

  • @JyotiSahoo-zi5bv
    @JyotiSahoo-zi5bv Місяць тому

    ଶ୍ରୀମନ୍ଦିର ରେ ପ୍ରତିହାରୀ ସେବକ ବେତ ବାଡ଼ି ଧରିଥାନ୍ତି । ଜୟ ଜଗନ୍ନାଥ🙏

  • @samal2110
    @samal2110 Місяць тому

    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ପ୍ରତିହାରୀ ସେବକ

  • @adityadr9982
    @adityadr9982 Місяць тому

    Jai jagannath Swami Nayana patha gami bhaba tume 🙏🙏

  • @rahaskumar19
    @rahaskumar19 Місяць тому +2

    ଶ୍ରୀମନ୍ଦିର ରେ ପ୍ରତିହାରୀ ସେବକ ବେତ ବାଡ଼ି ଧରିଥାନ୍ତି 🙏

  • @sabitasahoo714
    @sabitasahoo714 Місяць тому

    ଜୟ ଜଗନ୍ନାଥ🙏🙏

  • @manoramadakua127
    @manoramadakua127 Місяць тому

    ପ୍ରତିହାରୀ ସେବକ ଜୟ ଶ୍ରୀ ଜଗନ୍ନାଥ

  • @sasmitadatta8819
    @sasmitadatta8819 Місяць тому

    ଜୟ ଜଗନ୍ନାଥ 🙏

  • @pratimaray6080
    @pratimaray6080 Місяць тому

    ଜୟ ଶ୍ରୀ ଜଗନ୍ନାଥ 🙏🌼

  • @manoranjansatapathy3727
    @manoranjansatapathy3727 Місяць тому

    Srimandira ra PRATIHARI SHRBAKA mane gouri beta ku dharana karithanti . Jay JAGANNATH ❤❤❤

  • @niranjanbehera1533
    @niranjanbehera1533 Місяць тому

    🙏🙏🙏 Jay Jagannath Mahaprabhu 🙏🙏🙏

  • @sonali6763
    @sonali6763 Місяць тому +1

    ଜୟ ଜଗନ୍ନାଥ ଆଜ୍ଞା
    ଶ୍ରୀମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡି ଧରିଥାନ୍ତି ।

  • @rakeshkumarkhatua1200
    @rakeshkumarkhatua1200 Місяць тому +2

    ଜୟ ଜଗନ୍ନାଥ ଆଜ୍ଞା
    ପ୍ରତିହାରୀ ସେବକ ଶ୍ରୀ ମନ୍ଦିର ରେ ଗଉରୀ ବେତ କୁ ଧାରଣ କରନ୍ତି

  • @swadhinmishra9440
    @swadhinmishra9440 Місяць тому +2

    ଶ୍ରୀମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡି ଧାରଣ କରିଥାନ୍ତି।। ଜୟ ଜଗନ୍ନାଥ

  • @minatiMohanty-ct5vd
    @minatiMohanty-ct5vd Місяць тому

    Jay sree jaganath.

  • @odiatokabapun2523
    @odiatokabapun2523 Місяць тому

    ଶ୍ରୀ ମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡି ଧରିଥାନ୍ତି ।
    ଜୟ ଜଗନ୍ନାଥ

  • @adityadr9982
    @adityadr9982 Місяць тому

    Dwara pratihari sebaka jai jagannath mahaprabhu 🙏🙏

  • @bhalchandramishraxf1747
    @bhalchandramishraxf1747 Місяць тому +3

    ଶ୍ରୀ ମନ୍ଦିରରେ *ପ୍ରତିହାରୀ* ସେବକ ବେତ ବାଡି ଧରିଥାନ୍ତି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ । 🙏🙏🙏🙏🙏

  • @DiptiRanjanPanda-ce5vj
    @DiptiRanjanPanda-ce5vj Місяць тому +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @prakasinidas8188
    @prakasinidas8188 Місяць тому +2

    ଶ୍ରୀମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡି ଧରିଥାନ୍ତି...ଜୟ ଜଗନ୍ନାଥ 🌹🙏🌹

  • @subhrajitswain8904
    @subhrajitswain8904 Місяць тому

    ଶ୍ରୀ ପ୍ରତିହାରୀ ସେବକ 🙏

  • @asishkumarmahapatra975
    @asishkumarmahapatra975 Місяць тому

    ମହାପ୍ରଭୁ

  • @arunabhor6050
    @arunabhor6050 29 днів тому

    जय जगन्नाथ हरे कृष्ण राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे 🙇‍♀️🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @user-xi8eb8tz3g
    @user-xi8eb8tz3g Місяць тому

    Jay Mahaprabhu Jay Jay Mahaprabhu 🙏❤️❤️♥️

  • @bharatirana3192
    @bharatirana3192 Місяць тому

    Jay Jagannath 🙏🙏🙏🪔🪔🪔🌿🌿🌿🌹🌹🌹 pratihari sebaka

  • @gaganbiharidash6380
    @gaganbiharidash6380 26 днів тому

    Jay jagannath
    Sir namaskar apankar prabachan ati unchakotir

  • @ArunKumar-nx3kr
    @ArunKumar-nx3kr Місяць тому

    Jay Jagannath mahabahu

  • @basantapattnaik7213
    @basantapattnaik7213 Місяць тому

    Jai jagannath 🙏 pratihari sevak beta dharithanti.

  • @pramilapani9960
    @pramilapani9960 25 днів тому

    JAY JAGANNATH🙏❤🙏❤

  • @ShradhanjaliMohapatra-nz5pi
    @ShradhanjaliMohapatra-nz5pi Місяць тому

    ଶ୍ରୀ ମନ୍ଦିରରେ ପ୍ରତିହାରୀ ସେବକ ଓ ରଥଯାତ୍ରା ସମୟରେ ଡାହୁକ ବେତ ଧରିଥାନ୍ତି।

  • @rajeshpradhan3591
    @rajeshpradhan3591 Місяць тому

    Pratihari Sebaka... Jay Jagannath 🙏🙏🙏🥰

  • @mamtapatnaik
    @mamtapatnaik Місяць тому

    Sri Mandira re pratihari sebak beta badi dharithanti❤

  • @anjanamishra5544
    @anjanamishra5544 Місяць тому

    Jay jagannath👏👏👏.Ans is gochhikara sebaka.Semane pratihari sampradayara atanti.

  • @Subhrasweta882
    @Subhrasweta882 Місяць тому

    ଶ୍ରୀ ମନ୍ଦିର ରେ

  • @upperprimaryodisha3797
    @upperprimaryodisha3797 Місяць тому

    Jay Guru Jay Jagannath

  • @sanjaysahoo1254
    @sanjaysahoo1254 Місяць тому

    JAY SRI JAGANNATH 🙏

  • @RKmaa-vd8vc
    @RKmaa-vd8vc Місяць тому

    Jay Jagannath ❤❤❤❤❤

  • @govindadas7095
    @govindadas7095 Місяць тому

    Jai Jagannath

  • @rashmitapanda3166
    @rashmitapanda3166 Місяць тому

    Ratha Yatra re dahuka betabadi dharithanti🙏🙏🙏

  • @Incredible_India_Insight12
    @Incredible_India_Insight12 Місяць тому

    ପ୍ରତିହାରୀ ସେବକ ❤

  • @bandanaseth5985
    @bandanaseth5985 Місяць тому

    Jay Jagannath 🥰🙏

  • @sumitamahapatra9251
    @sumitamahapatra9251 Місяць тому

    Jay jagannath 🙏🙏🙏

  • @ch.abhijeetachary2164
    @ch.abhijeetachary2164 Місяць тому

    Jay Jagannath!!
    Mahaprabhu nka Pratihari Sebaka mane seba bele hatha re Gouri beta namak beta jodae dhari thanti

  • @madhusmitamohanty8320
    @madhusmitamohanty8320 Місяць тому

    ଶ୍ରୀ ମନ୍ଦିର ରେ ପ୍ରତିହାରୀ ସେବକ ବେତ ଧରିଥାନ୍ତି ଏହା ଛଡା ରଥଯାତ୍ରା ସମୟ ରେ ଡାହୁକ ମାନେ ବେତ ଧରିଥାନ୍ତି। ଜୟ ଜଗନ୍ନାଥ 🙏

  • @pramilabarik3626
    @pramilabarik3626 Місяць тому

    Pratiharisebaka🙏🙏

  • @birakishoresahoo3080
    @birakishoresahoo3080 Місяць тому

    Jay jagannath.

  • @anusayamohanty1775
    @anusayamohanty1775 Місяць тому

    Sir pranm Am mahaprabhu🎉❤

  • @akashbarik8387
    @akashbarik8387 Місяць тому

    ପ୍ରତିହାରୀ ସେବକ ⭕‼️⭕

  • @trilochanrout219
    @trilochanrout219 Місяць тому

    ଜୟ ଜଗନ୍ନାଥ, ମଣିମାଙ୍କର ଅଭୟ ପାଦପଙ୍କଜରେ ଏ ଅକିଞ୍ଚନ ର ଶତକୋଟି ପ୍ରଣାମ,🙏🙏🙏🙏, ସାର୍ ପ୍ରଣାମ ନେବେ ଶ୍ରୀମନ୍ଦିରରେ ମୁଖ୍ୟତଃ ପ୍ରତିହାରୀ ସେବକ ମାନେ ସର୍ବଦା ବେତବାଡି ଧାରଣ କରିଥାନ୍ତି,ଏହି ସେବକ ମାନଙ୍କ ମଧ୍ୟରେ ବି ଭିନ୍ନତା ଥାଏ, ଯଥା ସିଂହଦ୍ବାର ପ୍ରତିହାରୀ, ଭୋଗ ମଣ୍ଡପ ପ୍ରତିହାରୀ, ଜୟବିଜୟ ଦ୍ବାର ପ୍ରତିହାରୀ ସେବକ ଇତ୍ୟାଦି, ଏତଦ୍ ଭିନ୍ନ ରଥଯାତ୍ରା ସମୟରେ ରଥ ଉପରେ ମଧ୍ୟ ଡାହୁକ ମାନେ ବେତବାଡି ଧରି ଡାକ ଦିଅନ୍ତି, ମହାପ୍ରଭୁ ଲୀଳାମୟ ଈଛାମୟଙ୍କର ସଦ୍ଇଛା ପୁର୍ଣ୍ଣ ହେଉ 🙏🙏🙏🙏,ଜୟ ଜଗନ୍ନାଥ।

  • @soumyaranjan2051
    @soumyaranjan2051 Місяць тому

    Sri Mandira re pratihari sebaka beta badi dharithanti

  • @PriyanshaMohanty-hr5wi
    @PriyanshaMohanty-hr5wi Місяць тому

    Pratihari sebaka Mane hin beta dhritanti 🙏🙏🙏

  • @socialvision6771
    @socialvision6771 26 днів тому

    ପ୍ରତିହାରୀ ସେବକ

  • @biswajitnaik7337
    @biswajitnaik7337 Місяць тому

    Pratihari sebak

  • @SMcreation145
    @SMcreation145 6 днів тому

    Jay Jagannath 🙏🙏
    Sir Prabhu tume michha kahila original video send karantu

  • @pujabehera5685
    @pujabehera5685 Місяць тому

    ଧନ୍ୟ 😢 ମୁଁ ସତରେ,କାରଣ ବସିଲା ରୁ ଉଠି ମୁଁ ପ୍ରଭୁ 🙏 ମାଁ କଁ ର ଦର୍ଶନ କରି ଚାରିଦିନ ପରେ ହିଁ ଘରକୁ ଫେରିଲି...ଏତେ ଅହେତୁକ କୃପା ପ୍ରଭୁ 🙏 😢😢

  • @asishkumarmahapatra975
    @asishkumarmahapatra975 Місяць тому

    Maha

  • @girijashankarnayak8282
    @girijashankarnayak8282 Місяць тому

    ଶ୍ରୀ ମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡି ଧରିଥାନ୍ତି ।

  • @rashmitapanda3166
    @rashmitapanda3166 Місяць тому

    Jai jagannath, jai jagannath 🙏🙏🙏

  • @papumajhi5541
    @papumajhi5541 Місяць тому

    Pratihari/padhiari sebak
    Gouri beta dharanti

  • @KaminiRao-lx4ll
    @KaminiRao-lx4ll Місяць тому

    Snan yatra din pravu kaltaru ke ware main boliye sir plz......from Kolkata

  • @rajiblochanpanigrahi2814
    @rajiblochanpanigrahi2814 Місяць тому

    ପ୍ରତିହାରୀ ସେବକ ମାନେ ଗୌରୀ ବେତ ଧାରଣ କରିଥାନ୍ତି ।

  • @tapankumar50
    @tapankumar50 Місяць тому

    ଶ୍ରୀମନ୍ଦିରର ପ୍ରତିହରି ସେବକ ମାନେ ବେତ ବାଡି ଧରିଥାଆନ୍ତି

  • @NayanaSahoo-vi5xb
    @NayanaSahoo-vi5xb Місяць тому

    Pratihari sebaka

  • @milansahu8713
    @milansahu8713 Місяць тому

    Ba re

  • @damodarmishra7095
    @damodarmishra7095 Місяць тому

    Sreemandira charipata aka golakara rekha ku kuhajae...

  • @jyotiranjansingh6909
    @jyotiranjansingh6909 Місяць тому

    ଶ୍ରୀ ମନ୍ଦିର ରେ ପ୍ରତିହାରୀ ସେବକ ବେତ ବାଡି ଧରନ୍ତି

  • @dr.pravanjanmallick8839
    @dr.pravanjanmallick8839 Місяць тому

    Pratihari Sebaka Mane

  • @architabehera1357
    @architabehera1357 Місяць тому

    ପ୍ରତିହାରୀ ସେବକ ମାନେ ଗୌରି ବେତ ବାଟି ଧରି ଶ୍ରୀ ମନ୍ଦିର ରେ ଧରିଥାନ୍ତି

  • @purnachandramallik4875
    @purnachandramallik4875 Місяць тому

    ପ୍ରତିହାର ଶବ୍ଦର ଅର୍ଥ "ଜଗୁଆଳ"।
    ଶ୍ରୀମନ୍ଦିରରେ ଏହି ପ୍ରତିହାରୀ ସେବକ ମାନେ ହସ୍ତରେ ବେତ ବାଡି ଧାରଣ କରିଥାନ୍ତି। ଏମାନେ ଭିନ୍ନ ଭିନ୍ନ ବିଭାଗରେ ବିଭକ୍ତ ଯଥା- ବଡଦ୍ବାର ପ୍ରତିହାରୀ, ଦ୍ବାରି ନାୟକ ପ୍ରତିହାରୀ,ଜୟ ବିଜୟ ଦ୍ବାର ପ୍ରତିହାରୀ, ସିଂହଦ୍ବାର ପ୍ରତିହାରୀ, ଭୋଗ ମଣ୍ଡପ ପ୍ରତିହାରୀ, ଦ୍ବାର ଘର ପ୍ରତିହାରୀ, ଏତଦ୍ ବ୍ଯତୀତ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ଘୋଷ ଯାତ୍ରା ସମୟରେ ଡାହୁକ ହସ୍ତରେ ବେତବାଡି ଧାରଣ କରିଥାନ୍ତି।
    😘😘ଶ୍ରୀ ଜଗନ୍ନାଥ😘😘

  • @shaktirupa9
    @shaktirupa9 Місяць тому

    ଶ୍ରୀମନ୍ଦିରେ ପ୍ରତିହାରୀ ସେବକ ଗଣ ବେତ ବାଡ଼ି ଧରି ଥାଆନ୍ତି।

  • @peacepoint3
    @peacepoint3 Місяць тому

    ପ୍ରତିହାରୀ ସେବକ ସେବକ ଜଣକ ହାତରେ ଧରିଥାନ୍ତି ୨ଖଣ୍ଡ ବେତ ବା "ଜାଉଁଳି ବେତ" । ଏହି ବେତକୁ କୁହାଯାଏ ଗଉରୀ ବେତ ।ଶ୍ରେତରାଜାଙ୍କ ଯଜ୍ଞ ଶେଷରେ ଯଜ୍ଞକୁଣ୍ଡରୁ 'ବେତ' ଓ 'ବେନୁବୃକ୍ଷ' ଉତ୍ପନ୍ନ ହୋଇଥଲା । ସ୍ୱୟଂ ପ୍ରଜାପତି ବ୍ରହ୍ମା ସେହି ବେତକୁ ବିଶ୍ୱକର୍ମାଙ୍କଦ୍ୱାରା କଟାଇ ବାଣ୍ଟିଥଲେ । ପ୍ରଥମ ବେତଟିକୁ ଗୌରୀ ଦେଇଥଲେ। ଗଉରୀଙ୍କ ବେତକୁ ପ୍ରତିହାରୀମାନେ ଧାରଣ କରିଥାନ୍ତି ।ବଡ଼ ଦ୍ଵାର ପ୍ରତିହାରୀ, ଧୁକୁଡ଼ି ଦ୍ଵାର ପ୍ରତିହାରୀ, ଦକ୍ଷିଣୀ ଘର ପ୍ରତିହାରୀ, ଦ୍ଵାରୀ ନାୟକ , ଜୟ ବିଜୟ ଦ୍ଵାର, ଭୋଗ ମଣ୍ଡପ ଇତ୍ୟାଦି ପ୍ରତିହାରୀ ସେବକ ରହଛନ୍ତି । ପ୍ରତିବର୍ଷ ଦୁର୍ଗୋତ୍ସବରେ ଭାବେ ବେତକୁ ଘରେ ବସାଇ ପୂଜା କରାଯାଏ । ଏହା ସମ୍ମୁଖରେ ଶୀତଳ ଭୋଗ କରାଯାଏ।ଦଶହରା ଦିନ ପୂଜାରୁ ଉଠାଯାଏ ଓ ବେତଯୋଡ଼ିକ ଆଣି ମହାଭୈରବ ରୂପି ଜଗନ୍ନାଥ ବିଜେ କରିଥିବା ରତ୍ନସିଂହାସନରେ ସ୍ପର୍ଶ କରାଯାଏ ।

  • @bhagabansahu4210
    @bhagabansahu4210 Місяць тому +2

    ଶ୍ରୀମନ୍ଦିରରେ ପ୍ରତିହାରୀ ସେବକ ବେତ ବାଡି ଧରିଥାନ୍ତି।।।
    ଜୟ ଜଗନ୍ନାଥ।।।

  • @naturejourneywithdeepti9428
    @naturejourneywithdeepti9428 Місяць тому

    Jay Jagannath ❤🙏

  • @srinibasrana7484
    @srinibasrana7484 Місяць тому

    ପ୍ରତିହାରୀ ସେବକ

  • @user-lb5ou8cp3u
    @user-lb5ou8cp3u Місяць тому

    Pratihari sebak

  • @sabitadevi8644
    @sabitadevi8644 Місяць тому

    Pratihari sebaka

  • @khirodchandrapanigrahi7951
    @khirodchandrapanigrahi7951 Місяць тому

    ଶ୍ରୀ ମନ୍ଦିର ରେ ପ୍ରତିହାରୀ ସେବକ ଗୌରୀ ବେତ ବାଡି ଧରିଥାନ୍ତି ।

  • @abhinashbehera8434
    @abhinashbehera8434 Місяць тому

    ପ୍ରତିହାରୀ ସେବକ

  • @saumyashreepattanaik5751
    @saumyashreepattanaik5751 Місяць тому

    ପ୍ରତିହାରୀ ସେବକ

  • @suchetasamantaray775
    @suchetasamantaray775 Місяць тому

    ପ୍ରତିହାରୀ ସେବକ

  • @debojeetnaik1209
    @debojeetnaik1209 Місяць тому

    ପ୍ରତିହାରୀ ସେବକ

  • @sabitaprusty5240
    @sabitaprusty5240 Місяць тому

    Pratihari sebak

  • @leezabehera5539
    @leezabehera5539 Місяць тому

    Pratihari sebaka