Raining Scheme Of Odisha Govt Ahead Of 2024 Election | Speculating Impact

Поділитися
Вставка
  • Опубліковано 18 лют 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #bjd

КОМЕНТАРІ • 619

  • @Indianarmy143
    @Indianarmy143 4 місяці тому +50

    ଲୋକ ଦେଖାଣିଆ ଯୋଜନା ଘୋଷଣା ନିର୍ବାଚନ ସରିଲେ ଯୋଜନା ବନ୍ଦ୍

    • @rahitmajhi7432
      @rahitmajhi7432 4 місяці тому +1

      ଏଗ୍ଦମ୍ ଠିକ୍ କଥା

  • @Save_Odisha_from_looters
    @Save_Odisha_from_looters 4 місяці тому +36

    ଉଠ ଉଠ ଆହେ ଉତ୍କଳ ସନ୍ତାନ ଉଠିବୁତୁ କେତେ ଦିନେ. ପୂରୁବ ଗୌରବ ପୂରୁବ ମହିଁମା ପଡୁନାହିଁ କି ତୋ ମନେ. ଜୟ ଜଗନ୍ନାଥ ପ୍ରଭୁ

  • @labanyamishra
    @labanyamishra 4 місяці тому +126

    ଯେତିକି ଯୋଜନା ରେ ଟଙ୍କା bantuchanti, ଏସବୁ ରେ କଣ ରାଜ୍ୟ ର ଉନ୍ନତି, 500 ଟଙ୍କା ରେ ବିକ୍ରି ହୁଅନି, ଆଗକୁ ଆମେ ସମସ୍ତେ ଦୁଃଖ ଆଉ ଦୁଃଖ ପାଇବା, ଏବେ ଜାଗ୍ରତ ହେବାର ସମୟ ଆସିଚି

    • @Indian4329
      @Indian4329 4 місяці тому +13

      ଓଡ଼ିଶାର ସମସ୍ତେ ଗଧ ଅଟନ୍ତି ସେଥି ପାଇଁ ନବୀନ ଗଧା କା advantage leraha hai

    • @Poor_hu-man
      @Poor_hu-man 4 місяці тому +9

      Only BJP

    • @bhajan_lyrics_2.0
      @bhajan_lyrics_2.0 4 місяці тому +3

      Right 👍

    • @bhajan_lyrics_2.0
      @bhajan_lyrics_2.0 4 місяці тому +3

      Vote for Change hope for future 🙏🏻
      Jay Jagannath 🙏🏻🙏🏻🙏🏻

    • @ramakantasahoo7844
      @ramakantasahoo7844 4 місяці тому +2

      Only BJD

  • @asitsahoo5914
    @asitsahoo5914 4 місяці тому +54

    ପ୍ରଭୁ ଜଗନ୍ନାଥ ଓଡିଶା ଜନତାଙ୍କୁ ମନକୁ ବଦଳେଇଦିଅ ସରକାର ବଦଳୁ

  • @ExploreIndia8342
    @ExploreIndia8342 4 місяці тому +50

    କେବଳ election ପାଇଁ

  • @gaurachandranayak4064
    @gaurachandranayak4064 4 місяці тому +39

    ବେକାର ଯୁବକ ମାନଙ୍କ ପାଇଁ କିଛି କାମ କରୁ ନାହିଁ

  • @adityaswain4595
    @adityaswain4595 4 місяці тому +7

    ସରକାର ଇଲେକ୍ସନ ଆସିଲେ ସବୁ ଯୋଜନା କରିଦେବେ ,ଦୟାକରି ଉପଯୁକ୍ତ ପର୍ଥି ଙ୍କୁ ଭୋଟ ଦିଅନ୍ତୁ🙏🙏

  • @onedayyouandme3268
    @onedayyouandme3268 4 місяці тому +24

    ଯେପର୍ଯ୍ୟନ୍ତ ଆମକୁ ଚାକିରି ନ ଦେଇଛୁ ତତେ ଭୋଟ ନା ବାଳ ଦବୁ।

  • @Save_Odisha_from_looters
    @Save_Odisha_from_looters 4 місяці тому +10

    ଆଜି ପାଣ୍ଡିଆନ୍ ତାମିଲନାଡୁର ଧନୀ ବ୍ୟକ୍ତି ଯିଏ ଆମ ଓଡିଶାର ଗରିବ ଲୋକଙ୍କୁ ଟଙ୍କା ଲୁଟ କରୁଛନ୍ତି |

  • @kasarihikaka7693
    @kasarihikaka7693 4 місяці тому +24

    ଗାଁ ସାଥୀଙ୍କର କଣ ଭୁଲିଗଲେ କି ଆଜ୍ଞା।

  • @renubalamohapatra7437
    @renubalamohapatra7437 4 місяці тому +16

    ଆଉଟସୋରସିଙ୍ଗ ମାନଙ୍କ ପାଇଁ କିଛି ବି କରିନାହାନ୍ତି ଖୁସି କ'ଣ ପାଇଁ।

    • @rkiranaparida
      @rkiranaparida 4 місяці тому +2

      Bhauni agaku lakhya Kari jaha chinta kariba nahele e sarkar new drama kariba

  • @MGNewsLive
    @MGNewsLive 4 місяці тому +4

    ପ୍ରାଥମିକ ଶିକ୍ଷକ ଭୋଟ କରାଈବେ , ହେଲେ ତାଙ୍କ କଥା ଭୁଲି ଗଲେ ସରକାର , ପ୍ରତି ସୋଧ ଅବଶ୍ୟ ନିଆ ଯିବ ।🙏🏻

  • @Indianarmy143
    @Indianarmy143 4 місяці тому +7

    ଲୋକେ ଜାଣିଲେଣି ଯେତେ ଯୋଜନା ଘୋଷଣା କଲେ ମଧ୍ୟ ଲୋକେ ଭୋଟ ଦେବେ ନାହିଁ

  • @bikashpatra-ix2iz
    @bikashpatra-ix2iz 4 місяці тому +3

    ଆମ୍ବୁଲାନ୍ସ ଚାଳକଙ୍କ ମଜୁରୀ କୁ ବୃଦ୍ଧିକରି ଓଡ଼ିଶା ସରକାର ଏକ ସୁନ୍ଦର ପଦକ୍ଷେପ ନେଇଛନ୍ତି ।

  • @Save_Odisha_from_looters
    @Save_Odisha_from_looters 4 місяці тому +3

    25 ବର୍ଷ ହେଲା ନବୀନ ଗରିବ ଓଡିଆ ଏମିତି ବୋକା କରି ଆସୁଛି !

  • @subhrantakumarrath5933
    @subhrantakumarrath5933 4 місяці тому +9

    ଯେତେ ଅଧିକ ଯୋଜନା ହେବ ସେତେ ବାଟ ମାରଣା ହେବ, ନେତା ଧନୀ ହେବେ. ରାଜ୍ୟର ଅର୍ଥନୀତି ବିପର୍ଯ୍ୟସ୍ତ ହେବ. ନିଷ୍ପତ୍ତି ଆପଣଙ୍କର.

  • @tildegaschoolpada9112
    @tildegaschoolpada9112 4 місяці тому +4

    ଅଙ୍ଗନବାଡି ଦିଦି ଙ୍କୁ ସରକାର ଭୁଲିଗଲେ

  • @user-gq1hl9pj3j
    @user-gq1hl9pj3j 4 місяці тому +8

    ୧-ପ୍ରାଥମିକ ଶିକ୍ଷକ
    ୨-ମାଧ୍ଯମିକ ଶିକ୍ଷକ
    ୩-ଆଦର୍ଶ ବିଦ୍ୟାଳୟ ଶିକ୍ଷକ
    ୪-କ୍ରୀଡ଼ା ଶିକ୍ଷକ
    ୫-ପାଚିକା
    ଏମାନଙ୍କର କଥା କଣ ବୁଝିଛନ୍ତି ?

  • @khetrapujhari6124
    @khetrapujhari6124 4 місяці тому +1

    ସରକାର ସବୁ ଜୋଜୋନାମାନକର ପାଇଁ ଘୋଷଣା କଲେ ହେଲେ ଚାଷୀ ମାନଙ୍କ ପାଇଁ କିଛିବି ଘୋଷଣା କଲେନୀ ଚାଷୀ ଧାନରେଟ କେନତା ନାଇଁ ବଢଵାର

  • @laxmipriyabage
    @laxmipriyabage 4 місяці тому +7

    Navin ku election debu ni ,kn pain Aww maa manangkara darama declaration karuni

  • @zerotohero0703
    @zerotohero0703 4 місяці тому +9

    Junior teacher ra kebe

  • @madhugoud1331
    @madhugoud1331 4 місяці тому +3

    ଯେତେ ଯାଆ କର କିଛି କାମ ଦେବନି ସବୁ ଡୋ

  • @nknkunal
    @nknkunal 4 місяці тому +5

    Outsourcing employees manonkoro kn heichi.

  • @choleswaribiswal8437
    @choleswaribiswal8437 4 місяці тому +4

    Outsourcing karmacharinka pai kichinai

  • @sarojgeda5382
    @sarojgeda5382 4 місяці тому +3

    Outsourcing system

  • @rameshchandradash4605
    @rameshchandradash4605 4 місяці тому +4

    Sabu dauchha thik, kintu jeu Mane sikhita achhanti kete chakiri delani? Lazya,

  • @bikashpatra-ix2iz
    @bikashpatra-ix2iz 4 місяці тому

    ପ୍ରିଟିଦିନ ସଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା ପ୍ରଣୟନ କାରୁଛନ୍ତୁ ରାଜ୍ୟ ସରକାର ।

  • @kamakshyasamal4574
    @kamakshyasamal4574 4 місяці тому

    ରାଜକୋଷକୁ ସାରିଦିଅ ଆଉ ବେକାରୀ ବଢାଅ ll ସୁନ୍ଦର ପଦକ୍ଷେପ

  • @gitanjalimalika1914
    @gitanjalimalika1914 4 місяці тому +17

    Only for election

  • @JagabandhubeheraJaga
    @JagabandhubeheraJaga 4 місяці тому +2

    ସତ୍ୟ ମେବ ଜୟତେ

  • @somanathgulel2963
    @somanathgulel2963 4 місяці тому +1

    ଭୋଟ ପୂର୍ବରୁ ସାଜ ସଜା ଚାଲିଛି ଆଗରୁ କେବେ ଏମିତି ଯୋଜନା ଏଇନ ଥାନ୍ତା ଏବେ ନବୀନ ସରକାରକୁ ମନେ ପଡୁଛି ଓଡ଼ିଶାରେ ପାଠ ପଢି ହଜାର ହଜାର ୧୮ ରୁ ୧୫ ବର୍ଷ ର ଯୁବକ ଯୁବତୀ ଅଛନ୍ତି ସେମାନଙ୍କୁ ମାସକୁ କିଛିଟା ଭେକାର ଭତ୍ତା ପ୍ରଦାନ କଲେ ଭଲ ଏଇ ଥାନ୍ତା ଓଡ଼ିଶା ନବୀନ ବାବୁ ହଜାର ହଜାର ଲୋକ ଉପକୃତ ହେବାପାଇଁ 😂😂😂😂😂

  • @prabirkumardas2743
    @prabirkumardas2743 4 місяці тому +1

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଓଡିଶା ବାସୀ ଙ୍କ ବଢୁଥିବା ଭଲ ପାଇବା ତାଙ୍କୁ ଏକ ନମ୍ବର ମାନ୍ୟତା ଦେଇଛି!

  • @Save_Odisha_from_looters
    @Save_Odisha_from_looters 4 місяці тому +2

    ନିର୍ବାଚନ ପରେ ତମର ଆଉ ପାଞ୍ଚ ବର୍ଷ କାନ୍ଦି କାନ୍ଦି ଦିନ ଜିବ !! ତାମିଲ ପାଣ୍ଡୁଙ୍ ସବୁ ଓଡ଼ିଶା ଲୁଟି ତାମିଲନାଡୁ ପଠାଇବ !

  • @babudeogarh3752
    @babudeogarh3752 4 місяці тому

    ସମସ୍ତଙ୍କୁ ତୋ ଦେଲୋ । ପ୍ରତିଘରେ ଆଲୋକ ଯୋଗାଉଥିବା ବିଜୁଳି ବିଭାଗ କ'ଣ ଏତେ ଖରାପ ଯେ ସେମାନଙ୍କ ପାଇଁ କିଛି ନାହିଁ ।

  • @narsingasahu3745
    @narsingasahu3745 3 місяці тому

    ସରକାର ଯେତେବେଳେ ସମସ୍ତ ଙ୍କ ଦରମା ବୃଦ୍ଧି କରୁଛନ୍ତି, ହେଲେ ଯେଉଁମାନେ ବିନା ଦରମାରେ ଗାଁ ଗାଁ ଯାଇ ବ୍ୟାଙ୍କ ସେବା ପ୍ରଦାନ କରି ଆସୁଛନ୍ତି, ତାଙ୍କ ଦରମା କଥା କାହିଁକି ଭାବୁନାହାନ୍ତି ସରକାର??

  • @Laughloudly08291
    @Laughloudly08291 4 місяці тому

    ଘରେ ରହୁଥିବା ଗୃହିଣୀ ମାନଂକ ପାଇଁ ଭତା ବ୍ୟବସ୍ଥା କରନ୍ତୁ

  • @kameshwadaka3143
    @kameshwadaka3143 4 місяці тому

    ସେଇଟା ସବୁଦିନ ରହିବ ନାହିଁ ଗୋରିବ ଲୁକକୁ ଘୋର ଦେଲେ ଶବୁଦିନ ରହିବ ଜୟ ଜଗନ୍ନାଥ

  • @RashmiGallery
    @RashmiGallery 3 місяці тому

    😂 ସବୁ କଣ ନିଜ ଘରୁ ଆଣି ଦେଉଚି, ଶଳା ସବୁଯୋଜନା ଏଇ ସମୟରେ ସବୁ ଖାଇବା ଯୋଜନା

  • @priyanshudas7956
    @priyanshudas7956 4 місяці тому

    ରାଜ୍ୟ ର ପୁରୁଣା କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିଥିବା କଳାକାର ଙ୍କ ଭତ୍ତା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି!

  • @bimalhota8043
    @bimalhota8043 4 місяці тому +1

    30lakhs odiya in bangalore... We can think how many persons are working others states like gujuat, Tamilnadu, Kerala, HyderabadAp etc..

  • @Save_Odisha_from_looters
    @Save_Odisha_from_looters 4 місяці тому +2

    ଓଡ଼ିଶାରେ ତାମିଲ ପାଣ୍ଡୁଆ ର ଆତଙ୍ ରାଜ ଚାଲିଛି !!!
    ଲୋକକୁ ଭୁଆଁ ବୁଲାଉଛି ନବୀନ । ସେ ମରିବା ପୂର୍ବରୁ ଓଡ଼ିଶାକୁ ବରବାଦ୍ କରି ମରିବ । ଓଡ଼ିଆଙ୍କ ଉପରେ ତା'ର ଭରଷା ଜମା ନାହିଁ । ଓଡ଼ିଆ ଲୋକଙ୍କୁ ସେ ବିଶ୍ଵାସ କରୁନାହିଁ । ତେଣୁ ତାମିଲ ଲୋକ ହାତରେ ଓଡ଼ିଶାକୁ ସେ ଟେକି ଦେଇଛି

  • @rabindramohanty3052
    @rabindramohanty3052 4 місяці тому

    ଲୋକଙ୍କର ଆର୍ଥିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଦରମାର ଦୁଇଗୁଣା ଦେଢ଼ ଗୁଣା ଅର୍ଥରାଶି ଘୋଷଣା କରିଛନ୍ତି.

  • @budhadevmohanty9249
    @budhadevmohanty9249 4 місяці тому

    ଭାଇ ଚାଷୀ ମାନଙ୍କ ପାଇଁ କିଛି ଭତା ହୋଇଥିଲେ ଭଲ ହୁଅନ୍ତା

  • @reshmapradhan2620
    @reshmapradhan2620 4 місяці тому

    ଦୟାକରି ଅଧ୍ୟାପକ ମାନଙ୍କ ପାଇଁ GIA 2008-2018 policy ଶୀଘ୍ର ଆଣନ୍ତୁ .

  • @kalpataruswain2198
    @kalpataruswain2198 4 місяці тому

    ସବୁଜ ପତ୍ରିକା ଧାରୀ ମାନଙ୍କୁ ସରକାର ଭୁଲି ଯାଉଛନ୍ତି

  • @dhirenkumar-yi9bf
    @dhirenkumar-yi9bf 4 місяці тому

    ଏତେ ସବୁ ଟଙ୍କା barbad କରି kn ପାଉଛ ଯଦି ଏହି ଟଙ୍କା କିଛି ଗରିବ ଲୋକଙ୍କ କାମରେ ଲାଗନ୍ତା ତେବେ ଆପଣଙ୍କ ପଛରେ ସେମାନେ ଛିଡ଼ା ହୁଅନ୍ତେ . 🙏ଜୟ ଜଗନ୍ନାଥ🙏

  • @niranjandey8666
    @niranjandey8666 4 місяці тому

    ରାଜ୍ୟରେ କୃଷକ, ଶ୍ରମିକ ତଥା ଭତ୍ତା ପାଉଥିବା ସମସ୍ତ ବିଭାଗରେ ଅର୍ଥରାଶିକୁ ଦ୍ବିଗୁଣିତ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ।

  • @yourdoctor200
    @yourdoctor200 4 місяці тому

    ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ,😂😂😂😂ଜାଗୋ ଓଡ଼ିଆ ଜାଗୋ

  • @ExploreIndia8342
    @ExploreIndia8342 4 місяці тому +8

    କିଛିବି ଫରକ୍ ପକେଇବନି

  • @satyashreemishra8823
    @satyashreemishra8823 4 місяці тому

    ରାଜ୍ୟର ସ୍ୱାର୍ଥ ପାଇଁ ସବୁବେଳେ ମୁଖ୍ୟମନ୍ତ୍ରୀ ପ୍ରୟାସ ରତ, ବିରୋଧୀ ଯେତେ ରଡ଼ି ଛାଡ଼ିଲେ ମଧ୍ୟ ଦୃଷ୍ଟି ଦିଅନ୍ତି ନାହିଁ ସେ ।

  • @prabirkumardas2743
    @prabirkumardas2743 4 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ପାଇଁ ରାଜନୀତି କରନ୍ତି ନାହିଁ ଲୋକ ଙ୍କ ଉନ୍ନତି ପାଇଁ ଏହି ଘୋଷଣା କରିଛନ୍ତି!

  • @user-lh2jc9du2m
    @user-lh2jc9du2m 4 місяці тому

    ଲୋକ ପ୍ରିୟତା ନ ଥିଲେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହିସାବରେ ଲୋକଙ୍କ ପ୍ରଥମ ପସନ୍ଦ କେମିତି ହେଲେ |

  • @subhrantakumarrath5933
    @subhrantakumarrath5933 4 місяці тому

    ଦରମା ବଢ଼ିଗଲେ ଯଦି ଖୁସି ଲାଗୁଛି ଦର ବଢିଲେ କାହିଁକି ଦୁଃଖ କରୁଛ ? ଚାକିରି କରିଥିବା ଲୋକ ବର୍ଦ୍ଧିତ ଦରଦାମକୁ ଖାତିର୍ ନ କରିପାରେ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ତାହା ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି . ନିଷ୍ପତ୍ତି ଆପଣଙ୍କର.

  • @rabindramohanty3052
    @rabindramohanty3052 4 місяці тому

    ଲୋକଙ୍କ ଆର୍ଥିକ ଉନ୍ନତି ଦେଖି ବିରୋଧୀ ମାନେ ସମାଲୋଚନା କରିବାକୁ ଅଣ୍ଟା ଭିଡ଼ିଛନ୍ତି.

  • @suryakantapradhan8460
    @suryakantapradhan8460 4 місяці тому

    କଥାରେ ନୁହେଁ ବରଂ କାମ ଯାହାର କଥା କହେ ସେ ହେଉଛନ୍ତି ନବୀନ। ହତାଶ ବିରୋଧୀ ଖୁସ୍ ଜନତା।

  • @onedayyouandme3268
    @onedayyouandme3268 4 місяці тому +1

    ଯେତେ ଟଙ୍କା ବାଣ୍ଟୁଛୁ ବାଣ୍ଟ ରେ ନବୀନ ଭୋଟ କିନ୍ତୁ ଆମେ ତତେ ଦବୁନି।

  • @tankadharghana8679
    @tankadharghana8679 4 місяці тому

    ଆମେ ପ୍ରୋପାଗଣ୍ଡାରେ ଧନ୍ୟ ହେଇଗଲୁ । ଅନେକ ଦିନଠାରୁ କାଳିଆ, ରାସନ୍ କାର୍ଡ, କ୍ରୃଷି କାର୍ଡ ପଛରେ କେତେ କେତେ ଥର ଦରଖାସ୍ତ ବାବଦରେ ଖର୍ଚ୍ଚ କରି --- ମିଳିଲା । ଏବେ ଅନ୍ତତ ଭାଷଣରେ ତ ପାଇଲୁ ।
    ଆମେ ପ୍ରକ୍ରୁତରେ ଧନ୍ୟ ।
    ---- ଜୟ୍ ଜଗନ୍ନାଥ!

  • @user-lh2jc9du2m
    @user-lh2jc9du2m 4 місяці тому

    ଗର୍ଭବତୀ ମା ହୁଅନ୍ତୁ ଅବା ପାଚିକା ହୁଅନ୍ତୁ ସମସ୍ତଙ୍କ ପାଇଁ ଆର୍ଥିକ ସହାୟତା ଦେଇଛନ୍ତି ନବୀନ ପଟ୍ଟନାୟକ |

  • @NirupamaGoud-ld7ci
    @NirupamaGoud-ld7ci 3 місяці тому

    ଗାଁସାଥି ର ତ କିଛିକରିନି ଏତେ ଦୁଃଖ ସହି ନବୀନ ଙ୍କୁ ଗୁହାରି କରି କହିଲେ

  • @ranjanprakash4556
    @ranjanprakash4556 4 місяці тому

    ରାଜ୍ୟର ସମସ୍ତଙ୍କ ଦୁଃଖ ଜାଣୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଭତ୍ତା ଠୁ ଆରମ୍ଭ କରି ମହିଳା ବିଭାଗର ଉଇନିଫର୍ମ ଉପରେ ଅର୍ଥ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି |

  • @user-xj5zh7yo5g
    @user-xj5zh7yo5g 4 місяці тому +3

    Kalaker bhata badhabar kana thila dibyanga ku ki'hi nahi 3:43

  • @rahitmajhi7432
    @rahitmajhi7432 4 місяці тому

    ଏହା ସବୁ ଭୋଟ ପାଇ ଭୋଟ ସରିଲେ ୫ବର୍ଷ ବିସର୍ମ ନେବ ୨୪+ ବର୍ଷ କଣ ସୋଇ ପଡ଼ିଥିଲେ

  • @pradyumndas6510
    @pradyumndas6510 4 місяці тому

    କେବଳ ପ୍ରାଥମିକ ଶିକ୍ଷକ ଙ୍କ ଦରମା ଜମି ରେ ବାଡ଼ ଘେରୁ ଥିବା ମୁଲିଆ ଠୁ ବି ହିନ 9896/- + 6 ବର୍ଷ schematic,,ମାସକୁ ଯେଉଁଠି ଅନ୍ୟ ରାଜ୍ୟ ରେ ପ୍ରାଥମିକ ଶିକ୍ଷକ 42000/- ମାସିକ, ଏତେ ଅନ୍ୟାୟ କଣ୍ ଲାଗି 😢😢😢😢

  • @kishannaik6443
    @kishannaik6443 4 місяці тому +1

    Yes

  • @rabindramohanty3052
    @rabindramohanty3052 4 місяці тому

    ଓଡ଼ିଶାରେ ପ୍ରତ୍ୟେକଦିନ ନବୀନବାବୁ ଗୋଟିଏପରେ ଗୋଟିଏ ପ୍ରକଳ୍ପର ଘୋଷଣା କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ.

  • @prabirkumardas2743
    @prabirkumardas2743 4 місяці тому

    ଏହି ସ୍ୱୀକୃତି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭଳି ଜଣେ କର୍ମବୀର ପାଇଁ ସମ୍ଭବ ଆଉ କାହା ପାଇଁ ନୁହେଁ!

  • @ashissahoo6092
    @ashissahoo6092 4 місяці тому

    ବିଦୂତ୍ ବିଭାଗ ଶ୍ରମିକ ମାନଙ୍କୁ ଟିକେ ଦେଖ 🙏

  • @sanandaMendili-ms4zc
    @sanandaMendili-ms4zc 4 місяці тому +3

    Outsourcing kebe

  • @ranjanprakash4556
    @ranjanprakash4556 4 місяці тому

    ଲୋକଙ୍କ ଜୀବନ ଶୈଳୀରେ ଆହୁରି ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦରମାରେ ଅର୍ଥ ବୃଦ୍ଧି କରିଛନ୍ତି |

  • @prasantabehera5532
    @prasantabehera5532 4 місяці тому +4

    ଆଗୋ ରୁ କୋଉଠି ଗାଣ୍ଡି ମରେଇ ହଉ ଥିଲେ ସରକାର ଏବେ ସବୁ ସଂସ୍ଥା ବାହାର କରୁଚି ମା ଗେହା

  • @jitendrabishi8066
    @jitendrabishi8066 4 місяці тому

    ରୋଜଗାର ଦିଅ ଲୋକ କୁ ତାପରେ ଅଲଗା କଥା ସଵୁ ଵେକାର ରେ ବୁଲୁଛନ୍ତି ପିଲାମାନେ ଭୋଟ ସରିଗଲେ ସବୁ ଭୁଲିଯିବେ

  • @somanathgulel2963
    @somanathgulel2963 4 місяці тому +1

    ଓଡ଼ିଶାର କୋରାପୁଟ ଠାରେ ଜିଲ୍ଲା ବିତିକ ନିଯୁକ୍ତି ପ୍ରଦାନ କରାଯାଉ ୨୨ ତାରିଖ ବିହାର ନାଲି ସମାବେଶ ହେବାକୁ ଯାଉଛି ST SCଲୋକଙ୍କୁ ସମସ୍ତ ଫିସ ପ୍ରି କରୁ ଅଛ ଆଉ ସାଧାରଣ OBC General ପିଲାଙ୍କ ଫିସ ୫୦୦ ରୁ ୧୦୦୦ କରୁଅଛ ଆଉ ଭୋଟ ପାଇଁ ନାଟ ଚଲେଇଚ ନୂଆ ନୂଆ ଯୋଜନା ଏଠି ଆରମ୍ଭ କରୁଅଛ ସମସ୍ତଙ୍କୁ ସମାନତା ଅଧିକାର ଦିଆଯାଉ ST SC ପିଲାଙ୍କ ବୋଲି OBC ପିଲାଙ୍କୁ ସମାନ ଆଇନ ର ବ୍ୟବସ୍ଥା କରାଯାଉ ଓଡ଼ିଶା ସରକାର ଗରିବ ଆଉ ମରିବ

  • @ranjanprakash4556
    @ranjanprakash4556 4 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ ବୋଲି କହିଛନ୍ତି।

  • @sujitsahoo1226
    @sujitsahoo1226 4 місяці тому

    ସଭିଙ୍କ ମନଙ୍କୁ ଜାଣି ବଜେଟ୍ ରେ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର ।

  • @DDas-hp8ii
    @DDas-hp8ii 4 місяці тому

    କେନ୍ଦୁପତ୍ର ତୋଳାଳୀଙ୍କ ଦରମା ବୃଦ୍ଧି, ପାଚିକା ଙ୍କ ପାରିଶ୍ରମିକ ବୃଦ୍ଧି, ମମତା ଯୋଜନା ରେ ମିଳୁଥିବା ଟଙ୍କା କୁ ଦୁଇଗୁଣ କରି ରାଜ୍ୟ ସରକାର ଏବେ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି।

  • @satyashreemishra8823
    @satyashreemishra8823 4 місяці тому

    ଭତ୍ତା ଟଙ୍କା ଠାରୁ ଆରମ୍ଭ କରି ଯୁବପିଢି ମାନଙ୍କ ଆବଶ୍ୟକତା ଅନୁଯାୟୀ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଥାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @ghanashyamsahu3921
    @ghanashyamsahu3921 4 місяці тому

    ଗାଁ ସାଥୀ ମାନେ କଣ ଓଡ଼ିଶାବାସୀ ନୁହନ୍ତି କି ?

  • @niranjandey8666
    @niranjandey8666 4 місяці тому

    ଘୋଷଣା ହୋଇଥିବା ସବୁଯୋଜନାର ଲାଭ ଓଡ଼ିଶାବାସୀ ଏହି ମାର୍ଚ୍ଚ ମାସରେ ପାଇପାରିବେ। ଏହି ସବୁ ଯୋଜନା ନୂଆ ଓ ମାଧ୍ୟମରେ ଘୋଷଣା କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ।

  • @01Bharatiya
    @01Bharatiya 4 місяці тому

    ଅମଲା ମାନେ କଣ୍ ନବୀନ ମୁହଁରେ ମୁତି ଦେଇଥିଲେ କି, ସେମାନେ କଣ ପାଇଁ ଏତେ କମ୍ ଟଙ୍କାରେ ଖଟିବେ??

  • @saraswatimarndi572
    @saraswatimarndi572 4 місяці тому +2

    Ward member,sarpanch,naib sarpanch ku bhuli gale.

  • @rabindramohanty3052
    @rabindramohanty3052 4 місяці тому

    ଅକର୍ମା ଭୂମି ନିନ୍ଦନ୍ତି ଭଳି ବିରୋଧୀ ଓଡ଼ିଶାର ପ୍ରଗତିକୁ ନିନ୍ଦିବାକୁ ପଛାଉ ନାହାଁନ୍ତି.

  • @DDas-hp8ii
    @DDas-hp8ii 4 місяці тому

    ମଧୁବାବୁ ଭତ୍ତା ବୃଦ୍ଧି, ଯୁବ ବର୍ଗ ମାନଙ୍କୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ, ‌ମିଶନ ଶକ୍ତି ମହିଳା ମାନଙ୍କୁ ସହାୟତା ରାଶି ପ୍ରଦାନ କରି ନବୀନ ବାବୁ ଏବେ ଚର୍ଚ୍ଚା ରେ ଅଛନ୍ତି।

  • @prabodhapanda5184
    @prabodhapanda5184 4 місяці тому

    ଏସବୁ କେବଳ ନିର୍ବାଚନ ପାର ହେବାପାଇଁ ଯୋଜନା.

  • @niranjandey8666
    @niranjandey8666 4 місяці тому

    ଆମ ରାଜ୍ୟସରକାର ସବୁବେଳେ ଓଡିଶା ତଥା ଓଡିଶା ବାସୀଙ୍କ ସୁଖ ଦୁଃଖ ରେ ସାଥି ହୋଇଛନ୍ତି ବୋଲି ଦୀର୍ଘ ୨୪ବର୍ଷ କାଳ ରାଜ୍ୟ ଶାସନ ଦାୟିତ୍ୱରେ ଅଛନ୍ତି।

  • @alokacademylive2872
    @alokacademylive2872 4 місяці тому

    ଏତେ ସବୁ କିଛି ଦେଲେ ହବନି, ଯଦି ଦେବାର ଅଛି ତାହେଲେ ବେକାରୀ ଦୂର କର

  • @Save_Odisha_from_looters
    @Save_Odisha_from_looters 4 місяці тому +1

    ପାଣ୍ଡୁ 4200 କୋଟି ଗରିବ ଓଡିଆ ଟଙ୍କା ନଷ୍ଟ କରିଛି ଚାରିଟି ପାଇଖିନାରେ । ପାଣ୍ଡୁ ତାମିଲ କଣ୍ଟ୍ରାକ୍ଟର ମାଧ୍ୟମରେ ସମସ୍ତ ଟଙ୍କା ଖାଇଛନ୍ତି | ରକ୍ତ ବାନ୍ତି କରି ମରିବ 😡 ଅଯୋଧ୍ୟା ଶୀରମ ମନ୍ଦିର ରେ 1600 କୋଟି ଖର୍ଚ୍ଚ ହୋଇଛି ।

  • @Kantapradhan.1416
    @Kantapradhan.1416 4 місяці тому +1

    24ବରଷ କେନ୍ ନ ଥିଲ ହୋ

  • @user-ug9ln1lk4u
    @user-ug9ln1lk4u 4 місяці тому

    ଅଙ୍ଗନବାଡ଼ି ଏବଂ ଆଶା ମାନଙ୍କର କେବେ ବଢେଇବ ସେମାନେ କ'ଣ ନାରୀ ନୁହେଁ କି ନାରୀ ମାନଙ୍କୁ କି ସମ୍ମାନ ମିଳୁଛି । ସରକାର ପରା ନାରୀ ମାନଙ୍କୁ ସମ୍ମାନ ଦିଅନ୍ତି କୁଆଡେ ଗଲା ତୁମର ସମ୍ମାନ । ଏମାନଙ୍କୁ ଅଣଦେଖା କରୁଛନ୍ତି ସରକାର କାହିଁକି ? ସେମାନେ କ'ଣ ଓଡ଼ିଶାର ମା ନୁହଁନ୍ତି କି ?

  • @user-qd2vr5pr5i
    @user-qd2vr5pr5i 4 місяці тому

    କାଇଁ ବିଗତ ୨୪ ବର୍ଷ ଭିତରେ ଥରେ ହେଲେ ଏଭଳି ଘୋଷଣା ହୋଇ ନଥିଲା । ହାତରୁ ଗାଦି ଖସିବା ଭୟରେ, ଏତେ ସବୁ କାଣ୍ଡ ।

  • @suryakanta6990
    @suryakanta6990 4 місяці тому

    ଏବେ ସବୁ ଲୋକଙ୍କ ଦୁଃଖ ଜଣା ପଡୁଛି ବିଜେଡି ସରକାର ର , ଶିକ୍ଷିତ ପିଲାମାନଙ୍କ ଦୁଃଖ ଦେଖା ଯାଉନି ଆମ ମୁଖ୍ୟମନ୍ତ୍ରୀଙ୍କର ସବୁ ବେକାର ହୋଇକି ବୁଲୁଛନ୍ତି , ସବୁ ମା ଓ ଭଉଣୀ ମାନଙ୍କୁ ଅନୁରୋଧ ସବୁ ନିଅ ବିଜେଡି odisharu ହଟାଓ . ଆଉ ଯଉ ଦଳକୁ ଭୋଟ ଦଉଚ ଦିଅ କିଂନ୍ତୁ ବିଜେଡି ହଟାଓ ନହେଲେ ସବୁ ପିଲାମାନେ ଚୁର ଡକାୟତ ହୋଇକି ବୋଲିବେ ଚାକିରୀ ନକରି

  • @niranjannayak2630
    @niranjannayak2630 4 місяці тому

    ଆଗରୁ କୋଉଠି ଥିଲ,ଏବେ ସବୁ ମନରେ ପଡ଼ୁଛି, ଯେତିକି ଦୀନ ଶାସନ କଲ କଲ ଏବେ ଲୋକ ମାନଙ୍କୁ ସ୍ବାଧିନ ମତ ଦାନ କରିବାକୁ ସୁଯୋଗ ଦିଅ,ଆଉ ଏତେ ଟଙ୍କା ର ଲୋଭ ଦେଖାଇ ସାଧାରଣ ଭୋଟରଙ୍କୁ ଦିଗ ହରା କରନାହିଁ

  • @suryakantapradhan8460
    @suryakantapradhan8460 4 місяці тому

    ନବୀନ ରାଇଜେ କେହି ବି ନିରାଶ ହେବେନି, ଏହିଟା ହେଉଛି ନବୀନ ଗ୍ୟାରେଣ୍ଟି। ସଭିଏଁ ଖୁସ୍!

  • @ashokrana8177
    @ashokrana8177 4 місяці тому

    ଏ ବର୍ଷ ଆଉ ନୁହେଁ...

  • @prakashbiswal1257
    @prakashbiswal1257 4 місяці тому +2

    Labour Rate price?

  • @satyashreemishra8823
    @satyashreemishra8823 4 місяці тому

    ରାଜ୍ୟରେ ସବୁ ବର୍ଗର ଲୋକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ନିଷ୍ପତ୍ତି ନେଇଥାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @pradipgiri7841
    @pradipgiri7841 4 місяці тому

    ରାଜ୍ୟର ସାଧାରଣ ଲୋକଙ୍କ ସମସ୍ତ ପ୍ରକାର ଅନୁଦାନକୁ ବୃଦ୍ଧି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @rabindramohanty3052
    @rabindramohanty3052 4 місяці тому

    ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀ ଅନୁଦାନ ରାଶି ବୃଦ୍ଧି କରି ଚାଲିଛନ୍ତି. କେତେକଙ୍କ ଦରମା ଦୁଇଗୁଣ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି.

  • @prabirkumardas2743
    @prabirkumardas2743 4 місяці тому

    ଓଡିଶା ର ସାଧାରଣ ଜନତା ଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ବର୍ଦ୍ଧିତ ଅର୍ଥ ଘୋଷଣା କରିଛନ୍ତି!

  • @ranjanprakash4556
    @ranjanprakash4556 4 місяці тому

    ମୁଖ୍ୟମନ୍ତ୍ରୀ ସବୁବର୍ଗର ଲୋକଙ୍କ ପାଇଁ ପାରିଶ୍ରମିକ ବୃଦ୍ଧି କରିବା ଦ୍ୱାରା ଲୋକଙ୍କ ସମସ୍ୟା ଦୂର ହୋଇଯାଉଛି |

  • @abinash5177
    @abinash5177 4 місяці тому +1

    What about Junior Teacher... Primary teacher...