News Point: Political Argument Over Free Rice Aid Raising Debate In Odisha | BJP Vs BJD

Поділитися
Вставка
  • Опубліковано 3 січ 2023
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Odisha #rice

КОМЕНТАРІ • 333

  • @jaysrirambulurakhal
    @jaysrirambulurakhal Рік тому +9

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏💞💐🌷🥀🪴🌹🌺🇮🇳🇮🇳🇮🇳🇮🇳🚩

  • @rabihasda6202
    @rabihasda6202 Рік тому +3

    ନବୀନ୍ ସରକାର୍ ତ ଯାହା କଲା କଲା ୧ ଟଙ୍କିଆ ଚାଉଳ ଦେଖାଇ ଲୋକଙ୍କଠୁ ଭୋଟ୍ ପାଇଲା । ଏବେ ମୋଦୀ ସରକାର୍ ଵି ସେ ଚାଉଳ ରେ ଵାୟା ହେଉଛନ୍ତି । ଆଉ କିଛି ମିଳିଲାନି? ସମସ୍ତଙ୍କର ଖାଲି ସେ ଚାଉଳ ଉପରେ ନଜର୍! ଦମ୍ ଅଛି ତ ଆଉ କିଛି ନୂଆ ଜିନିଷ ଦିଅ !

  • @rajendrameleka9005
    @rajendrameleka9005 8 місяців тому +4

    ଆମ ସର୍ବ ଭାରତୀୟ ଜନତାଙ୍କର ଟଙ୍କା ରେ ହିଁ ଯୋଗାଇଦିଆଯାଉଛି।

  • @ReenkuVlogs
    @ReenkuVlogs Рік тому +11

    କରା ଗଲା,,, କରା ଗଲା ନିଜର ଦୁଃଖ ହେଉ କି ଶୁଖ ଦି ଚକିଆ ଜାନ ରଖି ପାରିବୁନି କିନୀୟ ମ ସରକାର ଚାଉଳ ଦେଉଛି ମାଗଣା ବାକି ଜିନିଷ ତାର ଡବଲ ରେଟ,,,,,,

  • @kalicharanmahapatra885
    @kalicharanmahapatra885 Рік тому +7

    ଚାଉଳ ଘରକୁ ଆସୁନାହିଁ କାରଣ ବାଟମାରଣା କରୁଛି ନବିନରର କରି ମଦ, ସରକାର ଦଉଚି କଣ

  • @kalandimurmu3303
    @kalandimurmu3303 Рік тому +6

    ଚାଉଳ ମାତ୍ ବା ବାଜିମାତ ସରକାରଙ୍କୁ କରିପାରେ, ଲୋକମାନେ ଜାଣିବା ଦରକାର ===ଚାଉଳ ଟ. 1.00ସୁବିଧାରେ ,ତେଲ ଟ.60.00 ଜାଗାରେ ଟ.200.00।ଏଠାରେ ଟ. 1.00ଦାମ ଥିବା ଚାଉଳ ବାବଦକୁ ଟ140.00ଦର ରେ ଖାଉଛ। ଠିକ୍ଭଭୁଲ ବୁଝ।

  • @purunachandrabehera2373
    @purunachandrabehera2373 Рік тому +10

    ମାଗଣା ଦେବା ବନ୍ଦ କର

  • @user-vv4yr8wr1l
    @user-vv4yr8wr1l 8 місяців тому +4

    ଓଡିଶା ବାସୀଙ୍କୁ ବୋକା ବନାନ୍ତୁନାହିଁ ସମସ୍ତେ ସବୁ କିଛି ଜାଣିଛଅନ୍ତି ତମେ ନବୀନ ପାଖରୁ କେତେ ଟଙ୍କା ପାଇଛ ତ ଗୁଣ ଗାଉଛଅ 😜😜😜😜😜😜

  • @Gokul-kumar
    @Gokul-kumar 10 місяців тому +4

    Super👌 new❤❤❤❤❤❤❤❤❤❤sir

  • @user-wc2cf3uh8s
    @user-wc2cf3uh8s Рік тому +11

    ଏ ଚାଉଳ ନରେନ୍ଦ୍ର ମୋଦୀ ର ନୁହଁ କି ନବିନ ପଟ୍ଟନାୟକ ର ନୁହଁ।ଏ ଚାଉଳ କଂଗ୍ରେସ ଦଳ ତରଫରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ଯୋଗୁଁ ଦେଶବାସୀ ଆଜି ପାଉଛନ୍ତି।

    • @nonsencepila
      @nonsencepila 8 місяців тому +1

      ନୁହେଁ ହୋ ଭାଇ ଏଇଟା ଆମ ଚାଷୀ ମାନଙ୍କ ଚାଉଳ

    • @user-be1sv1qe8x
      @user-be1sv1qe8x Місяць тому

      ​@@nonsencepila❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤..😂😂

    • @Bindeswar-vy3zp
      @Bindeswar-vy3zp 3 дні тому

      ​@@nonsencepila❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤aaa❤❤❤❤❤❤❤❤❤❤❤❤

  • @subashdas-po3cd
    @subashdas-po3cd Рік тому +7

    God bless you

  • @tapankumarmohanta4982
    @tapankumarmohanta4982 Рік тому +38

    ଲୋକ ମାନଙ୍କୁ ରୋଜଗାର ଦିଅନ୍ତୁ ମାଗଣା ଚାଉଳ ନୁହେଁ ମାଗଣା ଚାଉଳ ଦେଲେ କଣ ଲୋକମାନଙ୍କ ର ଜୀବନ ମାନରେ ଉନ୍ନତି ହେବ ବରଂଗ ଲୋକ ମାନେ ଆଳସୁଆହେଲେଣି କାମଧନ୍ଦା ଆଉ କରୁ ନାହାନ୍ତି ଏହା କଣ ପ୍ରକୃତରେ ଉନ୍ନତି ହେଉଛି

  • @phagunugond8215
    @phagunugond8215 Рік тому +12

    ମାଗଣା ଯୋଜନା ଦେଇ ସରକାର ରାଜ୍ୟ କୁ ବର୍ବାଦ କରୁଛି

    • @banamalisahoo9664
      @banamalisahoo9664 8 місяців тому

      Sarkar chakri anku 50000 tanka kahi diajachi darama,jadi chaula bandh Kara sarkari chakrianka darma half kara

  • @shorifbd6965
    @shorifbd6965 8 місяців тому +4

    💖💖💖💖

  • @healthiswealth694
    @healthiswealth694 Рік тому +18

    ମୁଖ୍ୟ ମନ୍ତ୍ରୀ ଯୋଉ ଯୋଜନା କରୁଛନ୍ତି ସେ କଣ ତାଙ୍କ ଘରୁ ଦଉ ଛନ୍ତି, ଆମ ପଇସା, ଆମକୁ ମିଳୁଛି ତମେ କାହିଁକି ଆମର ବୋଲି କହୁଚ

  • @shorifbd6965
    @shorifbd6965 8 місяців тому +5

    ❤❤❤

    • @amarbhoi8373
      @amarbhoi8373 2 місяці тому

      Jayajagannatha
      Balangirajila
      🙏💩🙏

  • @kppatro5300
    @kppatro5300 Рік тому +4

    Modhe. Jii. Chaulo. Nobina. Rao. Naa modhe. Jii. Goribho. Pain. Kinthu. Dhokobaj. Bjd. Maruche. Bha. Bha

  • @sanjibbagarti7634
    @sanjibbagarti7634 Рік тому +30

    ଆମ ପଇସାରେ ଆମକୁ ଦେଉଛ ତମକୁ ଲଜ୍ଜା ଲାଗୁନି ଆମେ ଦେଉଛୁ ବୋଲି କହୁଛ ।

  • @ashwinisahu6584
    @ashwinisahu6584 Рік тому +3

    MODI JINDABAD JAY JAGANNATH MODI JINDABAD JAY JAGANNATH

  • @meherhendloom1708
    @meherhendloom1708 Рік тому +10

    Jia b dau paisa ta kahara tike kahibe ki

  • @debasishmohanty2637
    @debasishmohanty2637 Рік тому +4

    24Election re bjd sankha fukile bajiba nahi

  • @hrushikeshsahu7049
    @hrushikeshsahu7049 3 дні тому

    ଏ ସଳେ ସରକାର ତାଙ୍କ ଘରୁ ଆଣି ଦେଉଛନ୍ତି ସବୁ ଯେଉଁମାନଙ୍କର ଧନ ଅଛି
    ସେମାନଙ୍କୁସଵୁ ମିଳୁଛି ।ଆଉଯାହାର କିଛିନାହିଁ ସିଏ ଆଜି ପଯନ୍ତ ଭିକାରୀ ହେଇ ଵୁଲୁଛନ୍ତି! ତେଲିଆ ମୁଡ଼ଁକୁ ତେଲ ଯୋଉ ସଳାଭୋଟ ପାଇଁ ଡାକିଆସିଵମୋତେ ଗରମପାଣୀ ଢାଳିଦେଵୀ ତାପରେଜାହାହେଵ ଦେଖିବା! ସଳେ ଭୋଟ ପୂର୍ବରୂ କହୂଛନ୍ତୀ ତମପାଇଁ ଏଇଟା କରିଦେବି ସେଇଟା କରିଦେବି ଭୋଟସରୀଗଲା ପରେ ସଳେ ଚିହୁଁ ନାହାଁନ୍ତି। ଏଇଟା ଓଡ଼ିଶାର ରାଜନୀତି ଧନ୍ୟ ଵାଦ

  • @RCDAS-ue7kw
    @RCDAS-ue7kw Рік тому +8

    Kaha ku miluchi kahaku nahin aheuchhi bhata sarkaar au besidena au nuhen

  • @udhabadigal-tz3bn
    @udhabadigal-tz3bn 7 місяців тому +1

    ବାଜ୍ୟ କଥା ବନ୍ଦକର ନବୀନ ସରକାର ଚାଉଳ ଦୋଉଛି କେନ୍ଦ୍ର ସରକାର

  • @ramadas1204
    @ramadas1204 Рік тому +12

    Good news

  • @muktiranjanpatra4538
    @muktiranjanpatra4538 11 місяців тому +2

    THANK you INDIA PM NARENDRA MODI SIR JI And NeW INDIA UPA RASTAPATI SRI MUKTIRANJAN PATRA ODISHA INDIA 🪔🪔🇮🇳🇮🇳

  • @bharatibeura4236
    @bharatibeura4236 10 місяців тому +1

    ଚାଉଳ ତ ମାଗଣା ରେ ଦଉଛ ,ମଦ ମାଗଣା ଦଉନ.......

  • @brajakishoreojha7868
    @brajakishoreojha7868 9 місяців тому +6

    ଏବେ ମାଗଣା ଚାଉଳ ନୁହେଁ । ଆସିଯିବ ପ୍ରତ୍ୟେକ ପଞ୍ଚାୟତରେ ଆହାର କେନ୍ଦ୍ର ।

  • @amulyagadatia1569
    @amulyagadatia1569 4 місяці тому

    ତଥାପି SHG ghrup ପରିବାର ଗରିବ ହେଇ ଗଲାଣି କାମ କରୁ ନାହିଁ

  • @smohanty3507
    @smohanty3507 Рік тому +7

    BJP bhi last re seia kala..magana chaula..

  • @bbsr919
    @bbsr919 6 днів тому

    କାଲି ଚାଉଳ ଦେଇକି trautra କଥା କହୁଛ।ଓଡ଼ିଶା ବାସୀଙ୍କୁ କଣ ହେତେ ଗରିବକି।

  • @phudanhembram9713
    @phudanhembram9713 Рік тому +17

    ଗ୍ରାମାଞ୍ଚଳରେ ଟଙ୍କାକିଆ ଚାଉଳ ଖାଇ ଲୋକମାନେ ଅଳସୁଆ ହେଲେଣି। ଫ୍ରି ଚାଉଳ ପାଇବାରୁ ଲୋକମାନେ ଚାଷକାମ ମଧ୍ଯ ଛାଡିଦେଲେ ।

  • @barshadash2230
    @barshadash2230 Рік тому +1

    କିଏ ଦଉଚି ମାଗଣା ଦରମା

  • @ranjankumarmohapatra650
    @ranjankumarmohapatra650 4 місяці тому

    ପର ଲୋକ ଦେଉଥିବା ଧାନକୁ ନିଜର କହି ଲୋକଙ୍କୁ ଭକୁଆ ବନେଇ କେତେ ଦିନ ରାଜନୀତି କରିବେ ସତ ଦିନେ ନା ଦିନେ ଧାରା ପଡେ ଆଜି ସେୟା ହେଉଛି

  • @budhusingpurty1827
    @budhusingpurty1827 14 годин тому

    ମୋଦି ଚାଉଳ ଦଉଚି ଜଦି ମୁଣ୍ତ ପିଛା ୧୦kg କଣ ପାଇଁ ଦେଉନି ୫kg ରେ ଗରୀ କଟି କିଆ ଦିନ ମଜରିଆମାନେ ମନୁ ୧ମାସ ଯାଉନି, ମୁଣ୍ଡ ପିଛା ୨kj ଡାଲି ଦିନ ସବୁ କରୁ ଛି ଯଦି ??? ପାରିବ ତ??? ମୋଦି କନ ଏ te ଚାଷ ଜମି ଅଛି କୀ

  • @smadl4626
    @smadl4626 Рік тому +4

    Bekari jubaka mananku job nahi..ea gote faltu katha...

  • @TWO_SISTER_LOVE75019
    @TWO_SISTER_LOVE75019 10 місяців тому +1

    Jay jaganath 💐🙏

  • @fakirmohanmohanta4418
    @fakirmohanmohanta4418 Рік тому +10

    ତାମିଲନାଡୁ ସରକାର କେବଳ ମାଗଣା ଚାଉଳ ବଣ୍ଟନ ହିତାଧିକାରୀଙ୍କୁ ଦିଆଯାଇଛି ଓଡ଼ିଶାର ଶିଷ୍ଟ ମ ରଖନ୍ତୁ ଚାଉଳକୁ ଦୋକାନରେ ବିକ୍ରି କରିବାକୁ ଦିଅ ନାହିଁ ଖାଇବାକୁ ଦିଆଯାଉ ତାମିଲନାଡୁ ସରକାର ବିକ୍ରି କରିବାକୁ ମନା ଯେଉଁ ମାନେ ବିକ୍ରୀ କରିବେ ସରକାର ଦଡ ଦିଅନ୍ତି

  • @ashoknanda1170
    @ashoknanda1170 Рік тому +3

    MAGANA CHAULA
    PETROL RS 60 RU RS 103
    DIESEL RS 50 RU RS 93
    GAS RS 550 RU 1050
    MUSTERD OIL 70 RU RS 160
    CENTER LAKANKU BOKA BANAUCHI 😂😂😂😂😂😂😂

  • @rameshagrawal1581
    @rameshagrawal1581 Рік тому +1

    Odisha re garib nahi

  • @balaramdas9159
    @balaramdas9159 8 місяців тому +1

  • @gokulanandadas4048
    @gokulanandadas4048 Рік тому +2

    Sir Ajogya mananku chinhata Kari dandita Kariba atyanta abasyaka ,Card upare rajya sarakara ka logoo hatiba uchit ,

  • @bibhujyotidash3247
    @bibhujyotidash3247 Рік тому +3

    Petrol. Diesel. Gas rate kebe kamiba.... Kana kahithila kana karucha... Sabu rate akasha chhuaan.. Gariba tie chaliba kemiti....... Bjp ku vote daba band kara samaste..

  • @rabihasda6202
    @rabihasda6202 Рік тому +2

    Sarakar heuchhanti andha dhani kie au gariba kie chinho parunahanti

  • @user-nw2ii5km3m
    @user-nw2ii5km3m 4 місяці тому

    ଚାଉଳ ସସ୍ଥା ବନ୍ଦ. କର. ଖଟି ଖାଅ. କାଟି ପିନ୍ଧ. ଝିଅ. ଥିବା ଘରକୁ ସହୟତାକର ଦେଶ. ଆଗକୁ ଜିବ. ଦେଶରେ ଅନୟ ଅତ୍ୟାଚାର. କମାଅ. ଜୟ. ଜଗନ୍ନାଥ

  • @pradyumnasarangi9667
    @pradyumnasarangi9667 Рік тому +1

    ମୁଁ ଦେଉଚି ଚାଉଳ,ଏଠିଅଶୁବିଧାକୋଣ, ମୁଁ ମୁଁ ମୁଁ,ଭୋଟରବାଇନବୁଝିପାରୁଚ,ତେଲ,ପେଲ, ନେତା କଥାଚିତ୍ର

  • @badalabehera3474
    @badalabehera3474 Рік тому +6

    Magana rice wheat debaku paisa achi. Kintu outsourcing mananka ra darama badhaiba pain paisa nahin.sabu rajaniti

  • @MantuMirdhaGM
    @MantuMirdhaGM Місяць тому

    Mor maa Samalei ❤

  • @bhabagrahipalai4092
    @bhabagrahipalai4092 9 місяців тому +1

    Its right...naveen seek vote by giving tanki kia chaula

  • @AJAYAchhatriaAjayachhatria
    @AJAYAchhatriaAjayachhatria 2 місяці тому

    Odisha Good 👍 👌

  • @sureshratha6436
    @sureshratha6436 6 місяців тому +2

    The real world hero rajiv dixit Jay bhim jay bharat Jay Kishan no choice Modi Yogi police BJD actor RSS

  • @nirupamapatra2625
    @nirupamapatra2625 5 місяців тому

    ମାଗଣା ଚାଉଳ ସଭିଙ୍କ ପାଇଁ ନୁହେଁ। କେବଳ କିଛି ଲୋକଙ୍କ ପାଇଁ....

  • @mantusahoo1319
    @mantusahoo1319 Рік тому +1

    Chaula au tike adhik dia jau 🙏🙏

  • @shreenibas6960
    @shreenibas6960 Рік тому +4

    Odishare Kemiti People achanthi Nabin Odisha basinkuBokka Bonauchi. Nabin kebolo tankar bjd re mla mp village re bjd kujji nettamane lakh lakh income korile

  • @hgaigaria9998
    @hgaigaria9998 Рік тому +6

    Only politics

  • @aratipatra1220
    @aratipatra1220 10 місяців тому +1

    Kia dani kia garib kichi dekhajauni muh dekha karbar karajauchi😭😭

  • @GajendraSingh-tl2ci
    @GajendraSingh-tl2ci 8 місяців тому +1

    🎉🎉🎉❤

  • @sanojkrdalai1046
    @sanojkrdalai1046 6 місяців тому

    ଜଦି କେନ୍ଦ୍ର ଦଉଚି ତାକୁ ପାସ କିୟେ କରୁଛନ୍ତି ମୋଦି ନା"? ନବିନ଼ କେନ୍ଦ୍ର ରେ ନାହିଁ 😂😂😂😂🤣👍

  • @swayambarsuna7762
    @swayambarsuna7762 Рік тому +3

    Chakiri dele sarkar gariba hei jiba

  • @kishanjayapuriaofficial226
    @kishanjayapuriaofficial226 Рік тому +2

    Kukura deuchi gariba manaka saganre dhhani manaki bi

  • @BhagabatiKhara-qe3on
    @BhagabatiKhara-qe3on 5 днів тому

    Om shanti bhai 🎉

  • @ramasing7664
    @ramasing7664 11 місяців тому +1

    5.kila chaula nei kan Kariba ameta masaku 30kila chaula kaiba bala

  • @user-wm1tg5dk3o
    @user-wm1tg5dk3o 10 місяців тому +1

    ସମସ୍ତ ମିଡିଆ ଭାଇ ମାନକଙ୍କୁ କହିବାକୁ ଚାହୁଁଛି କି ଯଦି ମୋଦି ସରକାର କି ନବୀନ ସରକାର ମାଗଣା ଚାଉଳ ଦେଉଛନ୍ତି ତେବେ ଆମଦେଶର ଆଦୟ ହେଉଥିବା ରାଜସ୍ବ ଯାଉଛି କୁଆଡେ।ଆମ ଦେଶରେ ଯେଉଁ ଦିନ ଠାରୁ ଲୋକଙ୍କ ପାଖରୁ ବିଭିନ୍ନ ପ୍ରକାରର ଆଦାୟ ହେଉଥିବା ଟାକ୍ସ କୁ ସରକାର ସମସ୍ତ ଲୋକଙ୍କ ପାଖକୁ ପଠାନ୍ତେ ତାହେଲେ ଲୋକ 730 ଦିନ ବସି ଖାଇଲେ ସରିବ ନାହିଁ।ତେଣୁ ଏଥିରୁ ଜଣା ପଡୁଛି କି ଆଦୟ ହେଉଥିବା ଟାକ୍ସ କୁ ସରକାର ନିଜ ନିଜ ଦଳ ଭିତରେ ଭାଗ କରି ନିଜ ପୋକେଟରେ ରଖି ଖାଲି ମାଗଣା ଚାଉଳ ନାରେ ଭୁଆଁ ବୁଲାଉ ଛନ୍ତି । ଭାଇ ମାନେ ଠିକ୍ କହିଲି ନା ।

  • @kishanjayapuriaofficial226
    @kishanjayapuriaofficial226 Рік тому +2

    Dhani au gariba ra najar nahi pagal sarakar garibanku deba Katha dhaniku bi samilkari dauchi

  • @user-yf5gz5es9r
    @user-yf5gz5es9r 10 місяців тому +1

    16:04

  • @Dineshkumar-fn2to
    @Dineshkumar-fn2to Місяць тому

    J, jagannath

  • @balarambhoi1185
    @balarambhoi1185 Рік тому +8

    Only education & health will be free,
    not require rice, due to free rice now
    People's are idleness every where& every states of India.Only both the
    government clear concept is Vote Bank.

  • @birendrasahu8282
    @birendrasahu8282 Рік тому +3

    Am thu nai am ku dauchnti.
    Am bugi paruna

  • @manojkumarswain2508
    @manojkumarswain2508 Рік тому +5

    BJP. Ok

    • @saiswariparida9536
      @saiswariparida9536 11 місяців тому

      ଗରିବ 20 ଟଙ୍କାରେ ବିକୁଛନ୍ତି 😂😂😂

  • @rajendrameleka9005
    @rajendrameleka9005 8 місяців тому +5

    କେବଳ ଭାରତ ସରକାରଙ୍କର ଅଧିକ ସାହାଯ୍ୟ ଅଛି।

  • @muktiranjanpatra4538
    @muktiranjanpatra4538 11 місяців тому +3

    Good news odiaa ODISHA

  • @NaturalStarSudipta
    @NaturalStarSudipta Рік тому +3

    Sabu Election pain natak chalichi..

  • @ncmworld5332
    @ncmworld5332 Рік тому +12

    Why Govt. not taking any steps to eradicate poverty ?

  • @Skgbul470
    @Skgbul470 10 місяців тому

    ମୋତେ ଛାଡ଼ି ଦେଇ ସମସ୍ତଙ୍କୁ ମାଗଣା ଚାଉଳ ଦିଅ ,

  • @pintumohantypintumohanty3540
    @pintumohantypintumohanty3540 Рік тому +3

    Mora kichi katha sarkar bhala sarkar nka chamcha giri Mane bahut kharap garib loka nku milunahin dhani lokanku miluchi Maya re Baya Jay Jay Jagannath

  • @bbsr919
    @bbsr919 6 днів тому

    ମାଗଣା ଚାଉଳ ଦେଲ ହେଲେ ଡାଲି କିଏ ଦେବ।

  • @user-qj5yw8jd2f
    @user-qj5yw8jd2f 9 місяців тому +1

    State government given rice per head 5kg 5 rupees. Central Government needs money where I get

  • @RahulSahuRahulSahu-vv1yk
    @RahulSahuRahulSahu-vv1yk 7 місяців тому

    NICE to meet you in the morning and then we will be a part of a part of your website is a very happy with the nice to meet you

  • @Gangadaranayak-zs6gh
    @Gangadaranayak-zs6gh Рік тому

    Modi and Naveen Odisha Bharat' Ku latinele

  • @mahendrasubudhi510
    @mahendrasubudhi510 Рік тому +1

    Gariba nunhe sabu dhani pauchhanti chaula

  • @desicomedynayak6335
    @desicomedynayak6335 Рік тому +1

    Odisharu Kendra luha koila neba Banda karu

  • @chandanjena5621
    @chandanjena5621 Рік тому +1

    Vala Kati takhila sahoo Babu saso kata

  • @rasmiranjan6906
    @rasmiranjan6906 Рік тому +3

    Samastnku tike job jojana kar sala nabin chaula centre Ani odisha re bantuchhi

  • @rasmiranjan6906
    @rasmiranjan6906 Рік тому +5

    Odisha re sabu gariba

  • @beheraagency
    @beheraagency Рік тому +1

    kanak tv dauchhi

  • @bhupenkumarbehera6237
    @bhupenkumarbehera6237 Рік тому +1

    Sir mu jane Retired person mora pensan 19000Tanka. Mantra Mora Amanku kichhi ta upokrunta Pai paribuki Ame Chari paribara Ame dui Amora Dui Puora chakri paini SE mA In Ir pm karichhi Enu Sahaja pai paribuki Dhanyabad jai Jagannath sawami Nayan patha gami

  • @ParabasiNaik
    @ParabasiNaik 10 місяців тому +1

    😊

  • @jharanapradhan117
    @jharanapradhan117 Рік тому +5

    CT bed mananku job diajau

  • @bijaykumarbhuyan4749
    @bijaykumarbhuyan4749 3 місяці тому

    ଅଞ।ଯ।ହା କ ଇଲସତ

  • @lachhmansanta1640
    @lachhmansanta1640 Рік тому +4

    ଲୋକ ବାକି ଅଳସୁଆ ହେଇ ଗଲୁଣି,ଆମେ ସମସ୍ତେ,ସବୁ.

  • @rameshagrawal1581
    @rameshagrawal1581 Рік тому +1

    C M band kara sabu free debata

  • @BiranchinarayanMishra-gz5ij
    @BiranchinarayanMishra-gz5ij 7 місяців тому

    ଏକଥା ଗୁଡିକ ହେଉଛି ଷଡ଼ଯନ୍ତ୍ରର ରାଜନୀତି କଥା। ଚାଉଳ ରାଜନୀତି ଭୁଆଁ ବୁଲେଇବା କଥା। ଗରୀବ ଲୋକଙ୍କଠାରେ ପାଖରେ ଧନର ଅଭାବ ବଢୁଛି। କିନ୍ତୁ ଧନୀ ପାଖରେ ଧନର ପରିମାଣ ବଢୁଛି କାହିଁକି?

  • @natureloverbiswa8265
    @natureloverbiswa8265 10 місяців тому

    Rice Congress deuthhila,, yojana kebala congress ku hin jana,,,, But MURKHHANKU DELE UPADESA LAGAI BRAMHA HSTYA DOSA.............. Jaha karichhi congress karichhi jaha kariba congress kariba,,,,,,,,,,,,,,,,,,,,

  • @ghanashamdhrua9135
    @ghanashamdhrua9135 Рік тому +1

    Je bugba tar lagir mor coment bjp bjd ke hi ni debar hamar ta hamku deu che lekin chalaki se public ra het ki budhi ni na he ta kahesan rajniti

  • @bishnuprasad2529
    @bishnuprasad2529 Рік тому +1

    Modi babu naveen babunku falo karuchhanti

  • @saiswariparida9536
    @saiswariparida9536 11 місяців тому

    ଗରିବ 20 ଟଙ୍କାରେ ବିକୁଛନ୍ତି

  • @banamalisahoo9664
    @banamalisahoo9664 8 місяців тому

    Loka manka Paisa,loka manaku dia jauchi,

  • @PusparaniNayak-uz6fn
    @PusparaniNayak-uz6fn Місяць тому +1

  • @ajaypatra4975
    @ajaypatra4975 Рік тому +2

    Sabu elecson pain nato

  • @lalitmohanpradhan3427
    @lalitmohanpradhan3427 Рік тому +2

    Magana deba katha nuha