🔵Exclusive Interview With Odisha Deputy CM Pravati Parida

Поділитися
Вставка
  • Опубліковано 16 гру 2024

КОМЕНТАРІ • 127

  • @rojalinsantoshmoharana3308
    @rojalinsantoshmoharana3308 5 місяців тому +6

    ବହୁତ୍ ସୁନ୍ଦର ଉପସ୍ଥାପନା ମାନସ ବାବୁ ଆଉ ପ୍ରଭାତି ଅପାଙ୍କର🙏

  • @HareKrushna-f3d
    @HareKrushna-f3d 5 місяців тому +37

    ଆଗାମୀ ଦିନର ବ୍ୟବସ୍ଥା ପାଇଁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି ,ଯଦି ଏ ଗୁଡିକ ବାସ୍ତବ ଋପ ନେବ ତେବେ ତ ରାମ ରାଜ୍ୟ ଆସିଲା ବୋଲି ଜାଣିବାକୁ ହେବ ।
    ଆମ ଭାଷା ସରକାରୀ କାର୍ଯ୍ୟାଳୟର ମୁଖ୍ୟ ଖବର ହେଉ ।
    ବନ୍ଦେ ଉତ୍କଳ ଜନନୀ ।ମା ଭାଷା ଜନନୀର ବିଜୟ ଯାତ୍ରା ସଫଳ ହେଉ ।

    • @DurgaSingh-b3k
      @DurgaSingh-b3k 5 місяців тому

      🎉❤

    • @gyanabratamohanty4219
      @gyanabratamohanty4219 5 місяців тому +1

      କେବଳ IAS, IPS ନୁହନ୍ତି, ଅନେକ ଅଫିସର ଅଣଓଡ଼ିଆ | ସରକାରୀ କାମ ଓଡ଼ିଆରେ ହେବା ସେମାନେ ଆଦୌ ଚାହିଁବେ ନାହିଁ |

  • @ramachandrapanipani7424
    @ramachandrapanipani7424 5 місяців тому +2

    ମନ୍ତ୍ରୀ ଓ ବିଧାୟକମାନଙ୍କ ପରସ୍ପର ଅପା ଭାଇ ସମ୍ବୋଧନ ସତରେ ଆନ୍ତରିକ ଭ୍ରାତୃ ଭଗ୍ନୀ ସମ୍ପର୍କ ଓ ମିଳିମିଶି କାର୍ଯ୍ଯ କରିବାର ସୂଚନା ।
    ରାମଚନ୍ଦ୍ର ପାଣି

  • @sanjeebkusahu6355
    @sanjeebkusahu6355 5 місяців тому +7

    ଆମେ ସାଧାରଣ ଜନତା ରାଜନୈତିକ ଦଳର ସ୍ୱାର୍ଥରୁ ଉର୍ଦ୍ଧ୍ଵକୁ ଉଠି ରାଜ୍ୟର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଉଚିତ l

  • @Swainjayanti12
    @Swainjayanti12 5 місяців тому +2

    ମାମ, ମିଶନ ଶକ୍ତି ନା ରା,, ସବୁ ଭୁଲ, ମା ମାନେ, ଜୀବନ ଜୀବିକା ମା ମାନେ, ନିଜର, ସତ୍ୟବାଦୀ ବ୍ଲକ, ମାମାନେ, ନିଯୁକ୍ତି ପାଇ, ସରକାର ବିଜେଡି, ଆମ କଥା, ବୁଝିଲେନି, ମାଡାମ, ଆପଣ ଆମ ଭାଗ୍ୟ ଭଗବାନ

  • @AshokPanda-qt4qn
    @AshokPanda-qt4qn 5 місяців тому

    Bahut Sundar Upastapana Jai Maa Bharati 🙏

  • @sanjibkumarmeher1025
    @sanjibkumarmeher1025 5 місяців тому +5

    ମାନସ୍ ଭାଇ ଆପଣ ଜଣେ ଭଲ ରିପୋର୍ଟର୍ କିନ୍ତୁ ଗୋଟିଏ ପ୍ରଶ୍ନ ପଚାରିଲେ ନାହିଁ ବୁଢ଼ା ବୁଢି ଭତା ଏବଂ ବିଧବା ମାନଙ୍କ ୨୦୦୦,,,,୩୦୦୦ କେବେ ମିଳିବ ଆଉ ଯେଉ ମନ୍ତ୍ରୀ ଙ୍କୁ ଭେଟିବ ଏ ପ୍ରଶ୍ନ ପଚାରିବେ

  • @gyanabratamohanty4219
    @gyanabratamohanty4219 5 місяців тому +1

    I hv already met Dy CM. She is a Dynamic Leader with Vast Knowledge and Experience, which will b benefitial for our State👍👍 🙏🙏

  • @ansumansahoo9791
    @ansumansahoo9791 5 місяців тому +2

    Pravati apa is perfect lady,who was struggling 25year poltics,,,,,,, God bless u,,,,

  • @lipu-skumar
    @lipu-skumar 5 місяців тому +7

    Mam a lot lot thanks for explaining so so simply way of all complecated topics. Wish you must implement as simple way as you explained here for the welfare of our Odia ladies, Odisha tourism, mission sakti women, Odia children and over all Odisha Asmita in your scheduled responsible time limit. Expecting a lot from you belonging to a shoulder's family. Jay Jagannath 🙏🙏🙏.

    • @laxminarayanbehera2467
      @laxminarayanbehera2467 5 місяців тому

      Sradhapurn naman.lswar apananku sarbada sukhi rakhantu.

    • @takimunnisha35
      @takimunnisha35 5 місяців тому +1

      GoodNight Manas Bhai veryvery nice topic conversation❤

    • @takimunnisha35
      @takimunnisha35 5 місяців тому

      34:21 GoodNight Manas Bhai you are very nice topics conver sation with our present HonourableVice chief Minister of Odisha . It is the biggest change of state of people .Now Government does and does not there are several problems in
      highly certified young mass unemployed kindly reverence their grievances that's all please forgive me any error thank you best of luck

  • @bibek1549
    @bibek1549 5 місяців тому +13

    ଓଡିଶାରେ କିଛି ବି ପରିବର୍ତ୍ତନ ହେଇନି। ଲୋକ ଯେଉଁ ଦାଦନକୁ ସେହି ଦାଦନ
    Old wine in new bottle....😢😢😢😢

    • @prasantakumarjena2091
      @prasantakumarjena2091 5 місяців тому +8

      Kn Gote Dina re marriage 4th night and Pila b

    • @binilatamajhi6073
      @binilatamajhi6073 5 місяців тому +1

      @@prasantakumarjena2091 😂😂😂

    • @akashnayak5778
      @akashnayak5778 5 місяців тому

      ​@@prasantakumarjena2091yes bro 💕 you are right

    • @shaitansingh9698
      @shaitansingh9698 5 місяців тому

      😂😂14 dinare sabu samasya ra samadhan😂😂 bahut budhi tamara, ete intolerant kebala politics re na sabu samayare??

    • @shaitansingh9698
      @shaitansingh9698 5 місяців тому +1

      ​@@prasantakumarjena2091sei kamare sakhyam heithiba bapa ra pila e a😂

  • @Diptimayeepandavloge
    @Diptimayeepandavloge 5 місяців тому +3

    Maadam ମିଡିଆ ମାଧ୍ୟମରେ ଫୋନ୍ ନମ୍ୱର୍ ଦିଅନ୍ତୁ କାରଣ ମହିଳା ମାନେ ବେଶୀ ଦୁଃଖୀ ହେଲେ ଓ କିଛି ସାହାଯ୍ୟ ଦରକାର୍ ହେଲେ ଜଣାଇ ପାରିବେ

  • @sasmitarani3453
    @sasmitarani3453 5 місяців тому +6

    Ma'am nka upare amara biswas achi odisha ra jhia mananku justice debe.🙏🌷🌷

  • @status_times
    @status_times 5 місяців тому

    ସାର୍, ଅସୀମା ପଣ୍ତା ମାମ୍ ଙ୍କୁ ଥରୁଟିଏ ଡାକନ୍ତୁ❤❤

  • @parbatimallik1489
    @parbatimallik1489 5 місяців тому +1

    Mama is great 🙏🙏🙏🇮🇳👌

  • @ramachandrapanipani7424
    @ramachandrapanipani7424 5 місяців тому

    ଯାହାହେଉ, ଆମେ ଜଣେ ଯୋଗୀ ଉପ ମୁଖ୍ୟମନ୍ତ୍ରୀ ପାଇଲୁ । ଓଡିଶା ତଥା ଓଡ଼ିଶାବାସୀ ଧନ୍ୟ ।
    ରାମଚନ୍ଦ୍ର ପାଣି

  • @mamatabarik5017
    @mamatabarik5017 5 місяців тому

    Mam Namaskar Jay jagannath

  • @UKSATPATHY
    @UKSATPATHY 5 місяців тому

    A polished news anchor n a perfect politician 👍🙏

  • @sanjeebkusahu6355
    @sanjeebkusahu6355 5 місяців тому +1

    ମିଶନ ଶକ୍ତି କି ଗତି ମିଳିବ ରାଜ୍ୟରେ ମଦ ନିଷିଦ୍ଧ ହେଲେ l

  • @sanjeebkusahu6355
    @sanjeebkusahu6355 5 місяців тому

    ସୁନ୍ଦର ସାକ୍ଷାତକର 🌷

  • @minatisamal1129
    @minatisamal1129 5 місяців тому

    You're fully right.

  • @PrabasiniMishra-fw2pe
    @PrabasiniMishra-fw2pe 5 місяців тому

    Thank you sir For your interview 🎉🎉🎉

  • @HARI_EDITX
    @HARI_EDITX 5 місяців тому

    ବିଳମ୍ବରେ କାର୍ଯ୍ୟ ସିଦ୍ଧି ଏହାହିଁ ଥୂଲା ଜଗନ୍ନାଥ ଙ୍କର ନିଦ୍ଧେର୍ଶ।

  • @ramachandrapanipani7424
    @ramachandrapanipani7424 5 місяців тому

    ନିରାମିଷାଶୀ, ରୁଦ୍ରାକ୍ଷମାଳଧାରିଣୀ , ଯୋଗିନୀ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାର ରୂପାନ୍ତର କରନ୍ତୁ ।

  • @rojimandi82
    @rojimandi82 5 місяців тому

    Good news🙏

  • @SubodhaMishra-h6x
    @SubodhaMishra-h6x 5 місяців тому

    Jay jaganath

  • @PradipkumarRoutray-yr9ic
    @PradipkumarRoutray-yr9ic 5 місяців тому +1

    I LIKE PRAVATI MADAM FOR HER GOOD WEIGHTAGE ..SHE TALKE FREELY WITH GOOD VOICE ...A HIGH THINKING LADY ..I KNEW FROM THE OATH TAKING DAY

  • @sabitaomshantidadijena4086
    @sabitaomshantidadijena4086 5 місяців тому

    ମାଡାମ ଜିତିବା ଟା ଓଡିଶା ର ମହିଳା ମାନଙ୍କ ର ବହୁତ କଷ୍ଟ ଦାୟକ ହେବ

  • @BhumisutaHans-x3w
    @BhumisutaHans-x3w 5 місяців тому

    Good news

  • @ramachandrapanipani7424
    @ramachandrapanipani7424 5 місяців тому

    ସୁରକ୍ଷା ଦୃଷ୍ଟିରୁ ଘରେ ରଖି ବାହାର ଦରଜାରେ ତାଲା ପକାଇ ସ୍ଵ - କାର୍ଯ୍ୟରେ ଚାଲି ଯାଉଥିବା ଓ ସମୟ ଅନୁସାରେ ଫେରି ଝିଅଙ୍କ ଯତ୍ନ ନେଉଥିବା ମାଆ ଆମେରିକାରେ ଥିବା ଝିଅଙ୍କଠାରୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ହୋଇ Congratulations ଅଭିନନ୍ଦନ ଶୁଣିଥିବେ ।

  • @KishoreBhoi-cj1lr
    @KishoreBhoi-cj1lr 5 місяців тому

    Right

  • @sanjeebkusahu6355
    @sanjeebkusahu6355 5 місяців тому

    ଦଳର ରଙ୍ଗରେ ଜନତାଙ୍କୁ ରଙ୍ଗେଇବା ଅପେକ୍ଷl ପ୍ରକୃତ କାମରେ ରଙ୍ଗେଇବା ଉଚିତ l ଜନତା ସବୁ ବୁଝନ୍ତି, ଏଣୁ ଯିଏ ସେମାନଙ୍କୁ ବୋକା ବନାଇବାକୁ ଚେଷ୍ଟା କରିବ, ସେ ନିଜେ ଠକି ଯିବ l

  • @chandramakujur495
    @chandramakujur495 5 місяців тому

    Good job mam

  • @srikantdas1698
    @srikantdas1698 5 місяців тому

    Right Decision... RIGHT VICE CHIEF MINISTER MADAM💐💐💐💐💐💐💐💐💐💐💐💐💐💐🙏🙏🙏🙏🙏

  • @ramachandrapanipani7424
    @ramachandrapanipani7424 5 місяців тому

    ଓକିଲାତି କରିଥିବା ବର୍ତ୍ତମାନର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ p୧୨ ଦିନର ସରକାର ତରଫରୁ ଭାରତର ଜନତା ପାର୍ଟିକୁ ବିଶ୍ଵାସ ଓ ସମର୍ଥନ କରିଥିବା ଓଡ଼ିଶାର ନାଗରିକ ମାନଙ୍କୁ କୃତଜ୍ଞତା ଜଣାଇ ଜନସାଧାରଣଙ୍କ
    ସେବା ଠିକ୍ ଭାବେ କରିବାର ପ୍ରତିଶ୍ରୁତି ଦେଲେ ।
    ସମୟ ଦେଖାଇବ ତାଙ୍କ କାର୍ଯ୍ୟ କିପରି ହେଉଛି !
    ରାମଚନ୍ଦ୍ର ପାଣି

  • @pritinandarout3150
    @pritinandarout3150 5 місяців тому

    ସାର ଦୟା କରି ଟିକେ cm ଙ୍କ ସହିତ କଥା କରେଇ ପାରିବେ କି ଜରୁରୀ କଥା ଅଛି

  • @dibya63
    @dibya63 5 місяців тому

    Excellent personality

  • @subalkumarswain1457
    @subalkumarswain1457 5 місяців тому +1

    ଅବିନାଶ sir rapid round Last ku କାହିଁକି ହେଲାନି deputy CM ଙ୍କ ସହ ?

  • @amitamohanty5499
    @amitamohanty5499 5 місяців тому

    Proud of you..

  • @dr.surekhadas2004
    @dr.surekhadas2004 5 місяців тому

    🙏🙏

  • @nutanmohanty5225
    @nutanmohanty5225 5 місяців тому

    Good evening

  • @NetramaniPani-zh7gb
    @NetramaniPani-zh7gb 5 місяців тому

    Sir good morning mam good morning❤u

  • @saubhagyabiswal4401
    @saubhagyabiswal4401 5 місяців тому

    Jay. Jaganath.prabhunka.echa.hi.sar.

  • @pitambarsingh7904
    @pitambarsingh7904 5 місяців тому

    ଓଡ଼ିଶା ସରକାର ପରିବର୍ତ୍ତନ ହୋଇଛି ପଟ ପରିବର୍ତ୍ତନ ହୋଇଛି ନବୀନ ସରକାର ବିକାଶ କାମକୁ ପରିବର୍ତ୍ତନ କରିପାରିବେ ଓଡ଼ିଶା ବି ଜେ ପି ସରକାର ଦମ୍ ଅଛିତ

  • @susantakumarbiswal4797
    @susantakumarbiswal4797 5 місяців тому

    Good job 👍

  • @AbhayaCharanBiswal
    @AbhayaCharanBiswal 5 місяців тому

    Very nice madam

  • @sanjaylnsahoo1981
    @sanjaylnsahoo1981 5 місяців тому

    Mam Namaskar
    Good morning
    Jay jagannath

  • @ramakantachhotaray1002
    @ramakantachhotaray1002 5 місяців тому

    Pranam Madam,Jay Jagannath,pravu Shri Jagannath apananku ashirbad karantu.Ramakanta Chhotaray ---From -At/po-Sagadabhanga

  • @vikaridash6743
    @vikaridash6743 5 місяців тому

    KHAANTY ODIAANI 💯💯💯❤️ SUNDAR❤❤❤ SADHI,PINDHAA🎉🎉🎉🎉

  • @bijayakumarsethi6408
    @bijayakumarsethi6408 5 місяців тому +1

    Sabu panchayat re irrigation pain special interview karantu

  • @rupalighadai5625
    @rupalighadai5625 5 місяців тому +8

    Plz aparajita madamnku invite karantu

  • @goutambehera745
    @goutambehera745 5 місяців тому

    ❤🙏❤

  • @SabitaJena-h2e
    @SabitaJena-h2e День тому

    ମେଡମ ମୁଁ ସବିତା ଜେନା ମର ଜମି ନାହିଁ କିନ୍ତୁ ଜମି ଅଛି ବୋଲି କାଟି ଦେଇଛନ୍ତି ମୁଁ ପୁଣି ଟଙ୍କା କେମିତି ପାଇବି ଯଦି ଟଙ୍କା ନଦେଵ ତାହେଲେ ଜମି କୁଉଠି ଅଛି ମତେ ଚିହ୍ନଟ କରିଦିଅନ୍ତୁ ତାହେଲେ ମୁଁ ସବିତା ଆପଣଙ୍କ ପାଖରେ ଚିରରୃଣିରହିବି

  • @subalkumarswain1457
    @subalkumarswain1457 5 місяців тому

    Congratulations Deputy CM Didi 🙏

  • @bapinaik7595
    @bapinaik7595 5 місяців тому

    Okay 👍 spici

  • @MuraliParida-nh8ix
    @MuraliParida-nh8ix 5 місяців тому

    ARUNA SAHU KU . PHASI,.. BOTHRAKU PHASI, ସରକାର ର
    ମୂଲ୍ୟ ରହିବ

  • @sachaladash7085
    @sachaladash7085 4 місяці тому

    🙏🙏🌹🌹🙏🙏

  • @prahalladchandrashankhua4626
    @prahalladchandrashankhua4626 5 місяців тому

    Madam, actually you are worthy of praise.

  • @rakeshsahooofficial2402
    @rakeshsahooofficial2402 5 місяців тому

    Great lady ❤❤❤

  • @rameshchandraswain2153
    @rameshchandraswain2153 5 місяців тому

    Mam increse payment of AWWs

  • @gyanaranjandash1207
    @gyanaranjandash1207 5 місяців тому +1

    Madam
    mangalajodi chillika ku tk focus karibe

  • @Ayush-gb9wt
    @Ayush-gb9wt 5 місяців тому +1

    Mam please prateka mahila nku subhadra yojajona re samil karantu

  • @padmashreebal9099
    @padmashreebal9099 5 місяців тому

    # women empowerment

  • @sushreeipsitapradhan4504
    @sushreeipsitapradhan4504 5 місяців тому

    ❤ u mem

  • @Diptimayeepandavloge
    @Diptimayeepandavloge 5 місяців тому

    ଆମେ ଭୋଟ ଚାପ ଅନୁଭବ କରି ଦଳ ଛାଡିଲୁ ଆମ ଲାଗି କଣ ବ୍ୟବସ୍ଥା ମୋ ଭଳି ଅନେକ ଅଛନ୍ତି ବୋଲି

  • @SudhansubalaPradhan-o2l
    @SudhansubalaPradhan-o2l 5 місяців тому

    Apaa pranam. I want to talk with you.. I'm daughter of debaprasad pradhan who was d former Zilla Parishad chairman of Cuttack district.i want to about mission sakti. I want to be very clear about shg.plz give me ur valuable time for me.

  • @arunmishra3144
    @arunmishra3144 5 місяців тому

    Waiting two years how mission sakti being empowered matru sakti are feeling happy otherwise wait

  • @rudranarayanmallick3725
    @rudranarayanmallick3725 5 місяців тому +1

    Please Mam.. Kindly Anganwadi Karmi Manankara Selary & Hotput Price Badhantu.. Selary Rs.18000/- Karantu..

  • @rabindrapanigrahyi194
    @rabindrapanigrahyi194 5 місяців тому

    କାମ ନକଲେ ଆଉ ଥରେ ଉପୁଡ଼ିଯିବ

  • @manojpatnaik9605
    @manojpatnaik9605 5 місяців тому

    Maam Ayushman yojana Aiims Re Kene lagu Haba But Bsky &Ayushman About U went Delhi Please Discuss Ab0ut It Congratulations &Hope For The Best For Your 5Yrs Term😅

  • @samaisoren4601
    @samaisoren4601 4 місяці тому

    IITTM Pass out pila pain kebe sthai koribo kamo.😂😂😂😂😂😂

  • @NiranjanaSamal-y2z
    @NiranjanaSamal-y2z 5 місяців тому

    Didi scooty Yojana aou milibana

  • @takimunnisha35
    @takimunnisha35 5 місяців тому

    Respected bhai mane why you are worried for uniform this is the equality of people. It is the salient feature of democratic people of country.Justyfy it thats all

  • @Butterfly-krishna
    @Butterfly-krishna 5 місяців тому

    Tahele mo bus ra colour ଗେରୁଆ kn pain hela ?

  • @Kabitasahu3107
    @Kabitasahu3107 5 місяців тому

    Mission shakti maa manku pension ro subidha b karajau

  • @pritinandarout3150
    @pritinandarout3150 5 місяців тому

    ଟିକେ cmଙ୍କ ସହିତ କଥା କରେଇ ପାରିବେ କି

  • @mochiramhembram1397
    @mochiramhembram1397 5 місяців тому +1

    Ghare Ghare jone leka job dele ame janibu j odisha poriborton hela boli❤

    • @shivom9286
      @shivom9286 5 місяців тому

      😂😂hau.. Tamaku IAS karei diontu

  • @hrudayaragita7961
    @hrudayaragita7961 5 місяців тому

    Jay jagannath

  • @jdhar_11
    @jdhar_11 5 місяців тому

    💯

  • @shaitansingh9698
    @shaitansingh9698 5 місяців тому

    Mu BJP ku pasand kare, karan sadharana janta ku v sujoga mile.
    Mote BJP ra politics bahut pasand, real definition of politics ku karibaku chesta karuchi kebala gotie party BJP

  • @Kabitasahu3107
    @Kabitasahu3107 5 місяців тому

    Madam, mbk, bank mitra, crp cm, km, pm, lsp, community sport staff nku pension subidha karanau

  • @jyotiranjanparida8196
    @jyotiranjanparida8196 5 місяців тому

    Amara biswas au varasa achhi Apanka upare se jaha b karibe Vala nhi karibe, Proud of u #Pravati Apa

  • @RockyReaction-s9b
    @RockyReaction-s9b 5 місяців тому

    Pravati parida jiti chanti❌
    Samir Das jitae chanti ✔️

  • @KalicharanRaul-bv7nk
    @KalicharanRaul-bv7nk 5 місяців тому

    Respected Madam mind it your first priority upon Mission Shakti those are not gave a single vote toBJP ,they are praying vote for BJD with two Sankha for every house

  • @shaitansingh9698
    @shaitansingh9698 5 місяців тому

    Rural tourist area re local style re home stay ku promote kara

  • @moviereview475
    @moviereview475 5 місяців тому

    Madam apanam state president kahuthila nsapath nebara 24 hr re Chit fund scheme pain committee gatha na karahaba au apanaka central home minister amit sha kahithile within 6 month chitfund tanka ferasta haba kain.. committee.. Au shubhra au msp pain 100 din kahuchanti andhra TDP govt asu asu scheme distribution kalani apna pacha re kanhiki...Govt pakhre fund achi atleast msp twnka ta diantu central govt b 2300 katisaila au 800 add kari debaku 100 din laguchi.?? Kharif dhana padiki gaja heba jain jagibi na kan...

  • @titupradhan4909
    @titupradhan4909 5 місяців тому

    Sabu thik helaje kintu tamamananka bichara thik Nani karana BJP aciladinathu panipariba au grocery ret amiti badhila kahiki😅😅😅😅😅 tume Mane sabu bhanda baba nka bhali kama karuchanti

  • @parsuramjena7119
    @parsuramjena7119 5 місяців тому

    One engine Sarkar not able to doing why double engine no any devlopment but colour dresses

  • @HarapriyanayakHarapriya
    @HarapriyanayakHarapriya 5 місяців тому

    Mam nka katha suni laguchi mahila Manaka pain kichi karibea

  • @hasinasahu1871
    @hasinasahu1871 5 місяців тому +1

    Madam mu jane Aww. Tenu ama mananku rajaniti ru banchaebe

  • @rameshchandraswain2153
    @rameshchandraswain2153 5 місяців тому

    Lekha shree mama come to bjp

  • @bipinmaharana3138
    @bipinmaharana3138 5 місяців тому

    Dimak kan bhabi thile pati pai dusur pai kana bhabi thile🎉

  • @pkpati3805
    @pkpati3805 5 місяців тому

    Bhart mata ke jay

  • @diptikantmohapatra9580
    @diptikantmohapatra9580 5 місяців тому

    Manash neta nku pacharibe election samay re hata jodanti post pare kan pain huani

  • @gopalkrishnapattnaik5313
    @gopalkrishnapattnaik5313 5 місяців тому

    MADAM , YOU HAVE STRUGGLED FOR BJP . YOU HAVE GIVEN ODISHA WOMEN SAFTY , HELP , INDEPENDENCY. WHAT IS YOUR LONG TERM PLAN FOR WOMEN & CHILDREN OF ODISHA WITHOUT MODIJI???

  • @akhilanandadeheri
    @akhilanandadeheri 5 місяців тому

    Subhadra jaldi kara

  • @sarojinibeura7612
    @sarojinibeura7612 5 місяців тому

    Total uniform uthei diantu mam

  • @hrushikeshpanigrahi3593
    @hrushikeshpanigrahi3593 5 місяців тому

    Sankhadekhibaku.dhala.tenulightcoller.vala.taramanenuheje.topitharu.genji.undaarwara.jotaparjyant.pindhibe.scoolpilamanesabubele.gotiecollerpindhibapaerajinuhanti

  • @nisithkumargoswami974
    @nisithkumargoswami974 5 місяців тому +1

    Mam🫡

  • @hrushikeshpanigrahi3593
    @hrushikeshpanigrahi3593 5 місяців тому

    Madm.jahakahile.valakahile.writewordand.correct.Aujane.achhanti.madam.aparajita.