ସାବଧାନ ! ରାଜଧାନୀରେ ବୁଲୁଛନ୍ତି ଲୁଟେରା ଗର୍ଲଫ୍ରେଣ୍ଡ ଗ୍ୟାଙ୍ଗ୍ | NandighoshaTV

Поділитися
Вставка
  • Опубліковано 20 вер 2024
  • #bhubaneswar #crime #looters #odisha
    ରାଜଧାନୀରେ ବୁଲୁଛନ୍ତି ମାୟାବିନୀ । କେତେ ବେଳେ ବି ଆପଣ ହୋଇ ପାରନ୍ତି ଟାର୍ଗେଟ । ମୋହରେ ପଡିଲେ ସର୍ବସ୍ବ ଲୁଟିନେବେ ଲେଡି ଠକ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 731
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 479

  • @riteshpradhan5704
    @riteshpradhan5704 2 роки тому +31

    ମିଡ଼ିଆ ଭାଇ ଝିଅ ର ଫୋଟ କଣ ପାଇଁ ଦେଖା ଉ ନ. ଆମେ ବି ଏହି ଝିଅ କୁ ଦେଖିବା ପାଇଁ ଇଛା କରୁଛୁ ହେଲା.

  • @chandrasekharnayaka9658
    @chandrasekharnayaka9658 2 роки тому +199

    ଯୁବକ କୁ ଧରି ସେ ମାୟାବିନି ସୁନ୍ଦରୀ ଙ୍କୁ ଛାଡ଼ି ଦେଲେ କଣ ପାଇଁ। ସେ ସୁନ୍ଦରୀ ଯୁବତୀ ଙ୍କୁ ବି ପୋଲିସ୍ ଗିରଫ କରିବାର ଥିଲା।

    • @charbak9071
      @charbak9071 2 роки тому +5

      Au moja bhi nei thanta !

    • @swayamprakashbehera5218
      @swayamprakashbehera5218 2 роки тому

      Police ku lancha deithibe

    • @chandrasekharnayaka9658
      @chandrasekharnayaka9658 2 роки тому

      @@swayamprakashbehera5218 ସେମିତି ହିଁ ଘଟିଛି ନଚେତ୍.........

    • @djsarangi4757
      @djsarangi4757 2 роки тому

      Are bhai police b tapa tap karibaku ichhuka achi sethi pain sundari jubatiku chhadi dela

  • @vloggermurali
    @vloggermurali 2 роки тому +25

    ଭୁବନେଶ୍ୱର ରେ ହିଁ ହେଉଛି ଏଭଳି ଘଟଣା ଓଡ଼ିଶାରେ ପୋଲିସ ମାନେ କ'ଣ କରୁଛନ୍ତି। ମୁମ୍ବାଇ ଭଳି ଵେସ୍ତ ବହୁଳ ସହର ରେ ଏଭଳି ହେଉନି।ସେଠି ଭଲ ଶାନ୍ତି ଶୃଙ୍ଖଳା ରେ ଲୋକ ମାନେ ଚଳୁଛନ୍ତି।

    • @Misicofficial-raj
      @Misicofficial-raj 2 роки тому +2

      Bro your know operetting by politics

    • @suryapradhan6464
      @suryapradhan6464 2 роки тому

      First know the fact and then comment. Do you have any idea what's going on in Mumbai?

  • @prakashtarai896
    @prakashtarai896 2 роки тому +9

    ମାଗିହା ମାନଙ୍କୁ ସିଧା ଏନକାଉଣ୍ଟର, ନା ରହିବ ବାଉଁଶ ନା ବାଜିବ ବଂସୀ

  • @manasroutbhaijaan1092
    @manasroutbhaijaan1092 2 роки тому +26

    ପୋଲିସ ଫୋର୍ସ ସାର୍ ମାନଙ୍କୁ ମୋର୍ ଅନୁରୋଧ 🙏🏻 କି 2/3Month ଲଗାତର ବୁଲିଲେ ଯେତେ ଚୋର ଆଉ ଡକାୟତ ବୁଲୁଛନ୍ତି ସବୁ ଭୟ କରିବେ !

  • @bibeknaik4303
    @bibeknaik4303 2 роки тому +8

    ସେ ଝିଅ ଟି ଓଡ଼ିଆ ଭାଷା ଠିକି ସେ କହି ପାରୁନି ସେ ପୁଣି ସ୍ୱାମୀ ସ୍ତ୍ରୀ କଥା ଅଲଗା ପ୍ରକାର

  • @tapanmarndi2787
    @tapanmarndi2787 2 роки тому +43

    ଦେଖିଲା ପରେ ମତେ ଲାଗୁନଥିଲା ସେ ଦୁହେଁ ସ୍ୱାମୀ ସ୍ତ୍ରୀ।

  • @baldevekka3899
    @baldevekka3899 Рік тому +2

    ଲୁଟେରା ଗ୍ୟାଙ୍ଗ ମାନଙ୍କୁ ଗୁଳି ମାରିଦିଅନ୍ତୁ

  • @tapanbarik779com4
    @tapanbarik779com4 2 роки тому +30

    ବହୁତ୍ ସୁନ୍ଦର୍ ପଦକ୍ଷେପ କମିଶନ୍ ରେଟ୍ ପୋଲିସ୍ ର ଧନ୍ୟବାଦ୍

    • @Misicofficial-raj
      @Misicofficial-raj 2 роки тому

      Ki dhanya bad daucha mo Bhai tume janicha police pa nije correction nahanti lokha mana ku kn karibe

    • @nitiyaatti893
      @nitiyaatti893 Рік тому +1

      ? Ok BUT

  • @bapimallik5981
    @bapimallik5981 2 роки тому +54

    ସରକାର ମାଡ଼ ଉଠେଇ ଦେଇ ଭୁଲ କଲେ ଏବେ ମାଡ ନୀୟମ ଲାଗୁ ହଉ ଦେଖିବ ସବୁ ଠିକ ହୋଇ ଜିବ

  • @satyaranjanmahana5056
    @satyaranjanmahana5056 2 роки тому +1

    ବାଃ ବାଃ ରେ ଓଡ଼ିଶାର ଆଇନ୍ କାନୁନ୍ ମାୟା ନଗରୀ

  • @duryodhannayak73
    @duryodhannayak73 Рік тому +1

    ସରକାର କହୁଛନ୍ତି ମଦ ପିଆ ପୋଲିସ ବନ୍ଦ କରୁଛି ଆମେ କଣ କରିବୁ ମଦୁଆ ମାନେ

  • @Ramesh-mi9mq
    @Ramesh-mi9mq 2 роки тому +32

    ସେ ଯୁବତୀ ଆଉ ସେ ଟୋକାକୁ ଧରୀ କି ଖାଲୀ ପାହାର ଦରକାର

  • @keyboardkinggaganofficial
    @keyboardkinggaganofficial 2 роки тому +11

    ଇଏ ମାଇକିନା ତୋ ଦୁଇଟା ଭିଡ଼ିଓ ରେ ଅଛି ତାକୁ କଣ ପାଇଁ ଛାଡିଦେଲେ ପୋଲିସ ସିଏ ତା ସ୍ୱାମୀ ଭଳି ଲାଗୁନି ଆଉ ସେ ନନ ଓଡ଼ିଆ ଭାଷା ରେ କହୁଛି 😡😡

  • @rajamishra8526
    @rajamishra8526 2 роки тому +9

    ସବୁବେଳେ ପେଟ୍ରର୍ଲିଙ୍ଗ କରନ୍ତୁ। ଖାଲି ପାର୍ବଣ ଋତୁ ରେ କଣ ପାଇଁ।

  • @manasbeher7264
    @manasbeher7264 2 роки тому +1

    ଖାଲି ଓପନ ଡ୍ରିଙ୍କିଙ୍କି ନୁହେଁ ଭିତର ଡ୍ରଙ୍କିଙ୍କି ବି ପୂଜା ସମୟ ରେ ଚଢ଼ାଉ କରାଯାଉ 🙏🙏

  • @jagabandhupattanayak5782
    @jagabandhupattanayak5782 Рік тому

    ମାୟାବିନି ଏବେ ନୁହଁନ୍ତି ଆଗରୁ ବି ଭୁବନେଶ୍ୱର ବୁଲୁ ଥିଲେ ନିଜେ ସତର୍କ ରହିଲେ ସୁରକ୍ଷିତ ରହିବ

  • @odiasong539
    @odiasong539 2 роки тому +7

    ନମ୍ବର 2ଝିଅ ପିପିଲ ବାଇପାସ ରେ ଗୋଟେ ଗାଡି ମାଡ ହେଇଥିଲା ଏମିତି ମିଛରେ ହାଙ୍ଗାମା କରିଥିଲା ଇଏ ପିଲିଲି ରେ ବୁଲୁଚି

  • @pkchannel3320
    @pkchannel3320 2 роки тому +21

    ଏମାନଙ୍କୁ ଦରକାର ଠିଆ ପେଲା🥒🥒

  • @bhabanijayasingh2144
    @bhabanijayasingh2144 2 роки тому +2

    ଜୟ ଜଗନ୍ନାଥ ଏମିତି ପୋଲିସ ବନ୍ଧୁ କାମ କଲେ ଜନସାଧାରଣ ନିଭ୍ରୟ ରେ ଘରୁ ବହାରିପରିବେ

  • @bpadhan6057
    @bpadhan6057 2 роки тому +6

    ପୋଲିସ କୁ ମାଡ ଦେବାର ଅଧିକାର ଦିଆଯାଉ

  • @souvagyabehera2073
    @souvagyabehera2073 2 роки тому +143

    We need a CM in odisa like yogiji.

  • @MusicMantraMusic
    @MusicMantraMusic 2 роки тому +3

    ଲଗାତାର encounter କର ଅପରାଧୀ ଭୟରେ ଭୁବନେଶ୍ଵର ଛାଡ଼ିଦେବେ

  • @Naresh_Behera
    @Naresh_Behera 2 роки тому

    ସେଟା ସୁନ୍ଦରୀ ମାୟାବିନି ନୁହଁ, ହିଞ୍ଜିଡା ଟା ସେଟା

  • @baldevekka3899
    @baldevekka3899 Рік тому +1

    ସେ ମାୟାବିନୀ ର ବିଆରେ ୩ ଲିଟର ପେଟ୍ରୋଲ ଭରିଦେବା ଥିଲା

  • @mrkanhucharanodiyacomedy5237
    @mrkanhucharanodiyacomedy5237 2 роки тому +6

    ଭଲ ହେଲା ପୋଲିସ ଙ୍କ ପକେଟ ମନି ବି ହୋଇଯିବ ପକେଟ ଗରମ ବି ମଧ୍ୟ୍ୟ ହେଇଯିବ

  • @dhirendranayak2692
    @dhirendranayak2692 Рік тому

    ଠିକ୍ ଅଛି ଧନ ରାତିକି ଅପେକ୍ଷା

  • @pratimabhola8345
    @pratimabhola8345 2 роки тому +2

    Excellent

  • @santunkumarsantunkumar4506
    @santunkumarsantunkumar4506 2 роки тому +1

    ଭଲ ହେଇଚି

  • @pintumajhi9761
    @pintumajhi9761 2 роки тому

    Commiserate police ଏମିତି ମାୟାବିନୀ ଯୁବତୀ ଙ୍କୁ ଜଲଦି arrest karantu

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ତୁମ ମାନଙ୍କଭଳି ପୋଲିସକୁ ବିଷଟିକେ ମିଳୁନି ବେଶ୍ୟାମାନଙ୍କ ଠାରୁ ତୁମେମାନେ କୌଣସିଗୁଣରେ କମ ନୁହେଁ ସେମାନେ ଲୁଟୁଛନ୍ତି ତୁମେବି ତାଙ୍କୁ ସହଯୋଗ କରୁଛ

  • @matin.24
    @matin.24 2 роки тому

    ଏ କୋଉ ସତୀ ଗେହୀ ଝିଅ ଗୁଡା କି ମୁଁହ ଦେଖାଉନ 😡😡😡
    ଲୋକେ ସଚେତନ କେମିତି ହେବେ 😡😡

  • @Lipushort.0002
    @Lipushort.0002 2 роки тому +1

    Bahut badhia

  • @odiasong539
    @odiasong539 2 роки тому +8

    ଇଏ ପିପିଲ ବାଇ ପାସ ରେ ଏମିତି କରିଥିଲା ଏ ଝିଅ

  • @saraswotdwibedi1277
    @saraswotdwibedi1277 2 роки тому +9

    Right action of Commissionret Police .

    • @Misicofficial-raj
      @Misicofficial-raj 2 роки тому

      What you think about it is good 😊😊😊😊 your the best person in odisha because we break the rule

  • @kirttikumarkhatua168
    @kirttikumarkhatua168 2 роки тому +55

    Nice initiative by odisha police 👍

  • @deepakswain391
    @deepakswain391 2 роки тому

    ଜା ମଘୀୟା ସାଇରଣ କଣ ପାଁଇ ଦେଇଛନ୍ତି

  • @chittaranjanshasamal9405
    @chittaranjanshasamal9405 2 роки тому +1

    କିଛି ନାହିଁ ଏ ଗୁଡାକ ନିଚ୍ଚ quality ର ଝିଅ ଏମାନଙ୍କୁ ରାଜ ରାସ୍ତାରେ ପ୍ରମୁଖ ଛକ ରେ ଓଲଟେଇ ବାନ୍ଧି ଦିଅ ।

  • @susantakumarpalai1210
    @susantakumarpalai1210 Рік тому

    Good news.....
    Police should take strictly action against these girls.

  • @baktibirdslovers9148
    @baktibirdslovers9148 2 роки тому

    Bahut bhal sar

  • @Goslow3037
    @Goslow3037 2 роки тому +2

    ନୂଆଁ ଉପାୟ ରେ ଲୋକଙ୍କୁ ଲୁଟ ।

  • @Gyanaranjannayak2121
    @Gyanaranjannayak2121 Рік тому

    ଠିକ୍ ଅଛି

  • @DeepakKumar-jq4ui
    @DeepakKumar-jq4ui 2 роки тому +2

    Great odisha CM sir 😡😡😡

  • @banaushadhibigyan
    @banaushadhibigyan 2 роки тому

    ସାବାସ ପୋଲିସ ଭାଇ ମାନଙ୍କୁ

  • @prtblogs
    @prtblogs 2 роки тому +1

    ପୋଲିସ୍ ସାଇରନ୍ ଦେଇ ପେଟ୍ରୋଲିଂ କଲେ ସମସ୍ତେ ସତର୍କ ହୋଇ ଯିବେ କିନ୍ତୁ ଅପରାଧୀ କୁ ଧରିପାରିବେ ନାହିଁ ।

  • @satyasundarpati3325
    @satyasundarpati3325 2 роки тому +1

    Bahut sundar

  • @maheswarsahoo2235
    @maheswarsahoo2235 Рік тому

    ଅନେକ ଅନେକ ଧନ୍ୟବାଦ ସାର 🙏🙏🙏

  • @kishore12352
    @kishore12352 2 роки тому +2

    ନବୀନ ପଟ୍ଟନାୟକଙ୍କ ଆଉ ଏକ ଯୋଜନା ଯାହା ହଉ

  • @bikrampradhan6292
    @bikrampradhan6292 2 роки тому

    କିଛି ଚଢଉ ନାହିଁ ଶବୁ ପୋଲିସ୍ ଅଧିକାରୀ ଙ୍କ ଜାଣତ ରେ ହେଉଛି

  • @balajisankarpanda2610
    @balajisankarpanda2610 2 роки тому +4

    Excellent work👌

  • @lambodarparhi7155
    @lambodarparhi7155 2 роки тому +1

    Well done..

  • @bibhuprasadmishra1159
    @bibhuprasadmishra1159 2 роки тому

    Good job by police Jawans and the officers.

  • @debamurmu9640
    @debamurmu9640 2 роки тому

    Very nice

  • @malayapatra8062
    @malayapatra8062 2 роки тому

    Very good Indian force

  • @manasbeher7264
    @manasbeher7264 2 роки тому

    ଗୋପୀ ଯନ୍ତ୍ର କାଟି ଦିଅ

  • @sanjayabehera5625
    @sanjayabehera5625 2 роки тому +2

    Need encounter leader like Yogi ji

  • @KEMRAJ339
    @KEMRAJ339 2 роки тому

    ମାଗିୟା ମାନଙ୍କୁ ଜୀବନରେ. ମାରି ଦେବା ଧରକାର

  • @Dineshkumar-fn2to
    @Dineshkumar-fn2to 2 роки тому

    Good👍👍

  • @sunilbehera793
    @sunilbehera793 2 роки тому

    Vary good nice polli ok

  • @jayasenpangi1093
    @jayasenpangi1093 Рік тому

    ବିଦେଶୀ ମଦ ବିକୁଛ.ଦେଶୀ ବନ୍ଦ କରୁଛ. ଏହା ଓଡିଶା ର ପୋଲିସ କୁ ଲାଜ ଲାଗୁନି. ଦିଖ ତୁମର ଜୀବନ.
    ଓଡିଶା ରେ ରହି ଓଡ଼ିଆ ନକହି କେମିତି କାଟୁଚ ଦିନ,
    ଦେଶୀ ମଦ ଛାଡି ବିଦେଶୀ ପିଇଲେ ଚାଲି ଯାଉଛି ଜୀବନ.

  • @samaruhernna4118
    @samaruhernna4118 2 роки тому

    ପୋଲିସ କୁ ଧନ୍ୟବାଦ୍ ଏ ଲୋକ ମାନେ ବହୁତ ଦାଦା ଗିରି କରୁଛନ୍ତି ଗିରଫ କର ସଳେକୁ

  • @abhimanyurout4574
    @abhimanyurout4574 Рік тому

    ଏମିତି,ନଷ୍ଟଚରିତ୍ର,ଝିଅ କୁଆରେଷ୍ଟ,ତୁରନ୍ତ,ଓଦଣ୍ଡ

  • @p.s.2592
    @p.s.2592 Рік тому

    Encounter କରାଯାଉ

  • @basantbhoi8909
    @basantbhoi8909 Рік тому

    Thank you so much
    Op

  • @rajbadalmohantey1974
    @rajbadalmohantey1974 2 роки тому

    Perfect paling

  • @sanjayraut9835
    @sanjayraut9835 Рік тому

    Ja heichi right

  • @pramodsamartha235
    @pramodsamartha235 2 роки тому

    Thanks

  • @ajitadak952
    @ajitadak952 2 роки тому +1

    Good job

  • @ranjitadash6340
    @ranjitadash6340 2 роки тому +1

    Good duty help them God
    Heads up

  • @bminternetworld
    @bminternetworld 2 роки тому +10

    ଏମାନଙ୍କୁ ଥାନା ଙ୍କୁ ନେଇ ଉଚିତ ମଧ୍ୟ୍ୟମ ଦିଆ ଗଲେ ଠିକ ହେଇଯିବେ

  • @santanuchhotaray2404
    @santanuchhotaray2404 2 роки тому +2

    police dcp nku mora req. police mananku normal dress au normal bike re buliba pai kuhantu so that kehi jani paribeni apana police boli and i am sure ki u will get a huge success....salute to police.

  • @jitendrabehera9391
    @jitendrabehera9391 2 роки тому

    Super

  • @deepaknayak9289
    @deepaknayak9289 2 роки тому

    ସରକାର ଭୋଟ୍ ପାଇଁ ଚିନ୍ତା କରୁଛନ୍ତି କିନ୍ତୁ ଅପରାଧୀ ପାଇଁ କିଛି ଚିନ୍ତା ନାହିଁ...

  • @clmex3125
    @clmex3125 2 роки тому +1

    Police knu pura power 💪dia jau. Jemiti sea criminal ku on d spot punishment deiparibe🙏

  • @prasantakumarswain1322
    @prasantakumarswain1322 2 роки тому +3

    Good job thanks commisionerret police

  • @arunakumarbehera6538
    @arunakumarbehera6538 2 роки тому

    Good

  • @prsshanabehera3561
    @prsshanabehera3561 2 роки тому

    ତମକୁ ସାଲୋଟ ଧନ୍ୟବାଦ ପୋଲିସ

  • @rupakanandapradhan6500
    @rupakanandapradhan6500 2 роки тому

    Good officer s

  • @rajakishormallick8939
    @rajakishormallick8939 2 роки тому +1

    👍

  • @swagatikananda8758
    @swagatikananda8758 2 роки тому +1

    Good, these boys deserve this

  • @manmathkumarsethi3539
    @manmathkumarsethi3539 2 роки тому

    Good work from police save the people.

  • @ranilata1444
    @ranilata1444 2 роки тому

    ମିଥ୍ୟା ଚିତ୍କାର କରୁଛି - ମାରି ଦେଲାଲୋ, ମାରି ଦେଲାଲୋ...
    ତୋତେ ଗେହୀ ପକେଇଲା ଲୋ...

  • @tapanswain1812
    @tapanswain1812 2 роки тому

    ପ୍ରଥମେ ସେ ଝିଅ କୁ ଆରେଷ୍ଟ କରିବା କଥା

  • @PriyankaDas-sm9zi
    @PriyankaDas-sm9zi 2 роки тому +1

    🙏🙏

  • @deepakranjan3416
    @deepakranjan3416 2 роки тому

    ପୋଲିସ ମାନଙ୍କୁ ଆଗେ ମାଡ଼ ହେବା ଦରକାର 😡

  • @jayantikumarisethi7730
    @jayantikumarisethi7730 2 роки тому

    Encounter Kariba uchit,👏👏👏 police nijara plan kahile lutera sabdhan haijibe

  • @bidyadharmajhi6219
    @bidyadharmajhi6219 2 роки тому

    Thankyou police officer

  • @sibanandasahoo917
    @sibanandasahoo917 2 роки тому +3

    Navven babu nku pandiyan babu glass re khali bacardi lemon dhaluchhanti bodhe😂

  • @sunilsahoo7434
    @sunilsahoo7434 2 роки тому +2

    That girl is kingpin of the gang. Why she is free?

  • @jaduhemram9930
    @jaduhemram9930 Рік тому

    eitaa ama odisha.jaganath sanskrutira desa.

  • @prashantabehera5715
    @prashantabehera5715 2 роки тому

    Thank you Bhubaneswar police

  • @padminipanda5693
    @padminipanda5693 Рік тому

    Nice plane police officer

  • @knowledgetopic7875
    @knowledgetopic7875 2 роки тому +1

    Good step for our capital public...

  • @kalingasendha
    @kalingasendha Рік тому

    ଏ ମାଗିହା ରାଣ୍ଡି ମାନଙ୍କୁ ମେଘା ଜଂଗଲରେ ନଂଗଳାମୁକୁଳା କରି ଗେହିଁ ଗେହିଁ ବିଆ ଛେତେରା କରିବା କଥା। ୫ଜଣ ଗେହିଁ ଗେହିଁ ତା ମୁହଁରେ ବୀର୍ଯ୍ୟ ପକେଇବ ଆଉ ଏ ଟୋକା ମାଗିହାକୁ କହିବ ଚାଟି କି ସେ ରାଣ୍ଡି ମୁହଁ ସଫା କରିବ

  • @dibyashudevraj
    @dibyashudevraj 2 роки тому

    Thank you Odisha police 🚔 aaku incounter karidia

  • @amiyakumarjena6448
    @amiyakumarjena6448 2 роки тому +1

    Good job...

  • @ulashparida278
    @ulashparida278 Рік тому

    Arrest... Arrest karo...

  • @sandeepkumarnayak3569
    @sandeepkumarnayak3569 2 роки тому +5

    Aare ଶଳା କାଲି ଯାହା ହଉଥିଲା, ମୁଁ ଭାବିଲି ଏ mg ସବୁ ସତ କଥା କହୁଥିଲା, ଆଜି ଜଣା ପଡିଲା ଏ ଶଳା ଗୁଡାକ ପରମ ହାରାମି

  • @sudiptacharles5174
    @sudiptacharles5174 2 роки тому

    Police officer sir good job.

  • @themusiclovers2300
    @themusiclovers2300 2 роки тому

    ଆଉ କଣ ବାକି ଅଛି ଦେଖିବାକୁ