Bigger Scam Of Begging | Gang Operating Beggars In Bhubaneswar
Вставка
- Опубліковано 26 жов 2022
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- kanaknewsof...
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
#KanakNews #Odisha #Beggar
ଘର, ଛତା, ଡାଲି, ଚାଉଳ ସବୁ ତ ନେଲ। ଭୋଟ ବେଳେ ଟଙ୍କା, ମଦ ଆଉ ହାଡ଼ ବିରିୟାନୀ ବି ଠୁଙ୍କିଲ। ଆହୁରି ପେଟ ପୁରିଲା ନି ଯେ ଶେଷ ରେ ଭିକ ବି ମାଗୁଛ?
ଓଡ଼ିଶାର ଭିକାରୀ ନୁହଁନ୍ତି। ସରକାର କାହିଁକି actionନେଉନାହାନ୍ତି
ua-cam.com/video/T9e3LncJ3ow/v-deo.html
Odisa ra govt employees like police tahasil, Ri ,RTO & EA heuchanti bada vikari
@@pravakarprusty1346 Netaa GudaanKu Bhuligalaa Vote Magibaa Bhikariii.😠😠😠😠😠
ଖାଲି ଭୁବନେଶ୍ୱର ରେ ନୁହଁ ଆମ ଅନୁଗୋଳ ରେ ବି ଏମିତି ଭିକ ମାଗୁଛନ୍ତି ଏହା ସବୁଆଡେ ଆକ୍ସନ ନେବା ଦରକାର 😡😡😡😡
ua-cam.com/video/T9e3LncJ3ow/v-deo.html
0
Hrdfje32ā
ରାଜଧାନୀ ରେ ଦୁଇ ପ୍ରକାର ଭିକାରି ଗ୍ୟାଙ୍ଗ, ଗୋଟେ ଗ୍ୟାଙ୍ଗ ରାସ୍ତା ଟ୍ରାଫିକ ରେ ଭିକ ମାଗି ପେଟ ପଶୁଛନ୍ତି, ଆଊ ଗୋଟେ ଗ୍ୟାଙ୍ଗ ସାରା ରାଜ୍ୟକୁ ଲୁଟି ବାରେ ବ୍ୟସ୍ତ
😆😆 ରାଜନେତା
Right
ua-cam.com/video/T9e3LncJ3ow/v-deo.html
ହଁ ଠିକ୍ ଅଛି ଯାହା police sir କରିଛନ୍ତି କିନ୍ତୁ ଏଭଳି ସବୁ case କୁ ଭଲଭାବରେ ଦେଖିବାକୁ ପଡ଼ିବ ନହେଲେ ଦୋଷୀ ଦୋଷ ପାଇପାରିବେ ନାହିଁ ଆଜିକାଲି ସବୁ ନେତା ମାନଙ୍କ ବାମ ହାତର କମାଲ ରେ ଦୋଷୀ ଖସିଯାଉଛନ୍ତି
ua-cam.com/video/T9e3LncJ3ow/v-deo.html
police sir nuhanti.......only police....they are servants only of the democratic society
Yes, Govt is sleeping.
And we the people of odisha too
Aur hum bhi
@@mixcontent494 lkkkkkklklklllkkfgrr(yyuuj..
ହାଲୁକା ଭାବରେ ନେଉନୁ।କିନ୍ତୁ କିଛି କରିବାର ଚାରା ନାହିଁ।
ହଁ ସତ କଥା
ହଁ ଏଇ ସବୁ କାମ ଛୋଟ ପିଲାଙ୍କୁ ଭୀକ ମାଗିବା ରୋକିବା ଦରକାର ସରକାର ଏଇ ଉପରେ ନଜର ଦେଇକି ଏଇସବୁକୁ ତୁରନ୍ତ ରଖାଯାଉ
ସରକାର ଓ ପୋଲିସ ଜଲଦି ଏହି ର୍ୟାକେଟ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର
ua-cam.com/video/T9e3LncJ3ow/v-deo.html
ତାମିଲନାଡୁ କଇମ୍ବୋତଉର ଠାରେ ରାଜସ୍ତାନ ଲୋକ ସମାନ ଢଙ୍ଗ ରେ ପଇସା ମାଗୁ ଛନ୍ତି
ନବିନ ଆଖିରେ ଶୁଖୁଆ କଣ୍ଟା ମାରିଛି
ଭାଗବାନ ଭଲ ହାତ ଗୋଡ ଦେଇଛନ୍ତି ।ମାନସିକ ବିକୃତ ବି ନୁହଁ। ସେମାନଙ୍କୁ ପୋଲିସର ମାଡ଼ ଅଭାବ ପଡ଼ିଛି ।ଦିନେ news reports ମାନଙ୍କ ଘରେ ତାଲ ଲଗେଇ । ଭୁବନେଶ୍ୱରର ଅକର୍ମା ଭିକରୀଙ୍କୁ third degree ଦେଇ ଭିକାରୀ ମୁକ୍ତ କରି ଦିଅ । ନହେଲେ ଆଉ କିଛି ଉପାୟ ନାହିଁ ।
ହଁ ମ ଇଏ କୋଉ ନୁଆ କଥା.. News viral ହେଲେ ପୁଲିସ ର ଚେତା ପଶିବ ପୁଣି କିଛି ଦିନ ପରେ joua କୁ ସେଇଆ.. ଏବେ ତ ପ୍ରତି ଟ୍ରାଫିକ ରେ eamane ଠିଆ houchanti.. Transgender mane b traffic re ଭିକ magileni
ua-cam.com/video/T9e3LncJ3ow/v-deo.html
ସରକାରୀ ବାବୁ ମାନେ ଆଖିରେ ବାଣ୍ଡ ଚଷମା ପିନ୍ଧି ଛନ୍ତି ସରକାରୀ ବାବୁ ମାନଙ୍କର ଆଖି ଏବେ ଖୋଲିଲା
ua-cam.com/video/T9e3LncJ3ow/v-deo.html
Jay jagannath
Good....it's happen only smart cities
Out of country
Finally bbsr delhi mumbai bhalia heigala
ମେଡିକାଲ ରୁ ପିଲା ଚୋରି ଏମାନେ କରୁଛନ୍ତି
Not ony in odisha this is in all over india
Correct Amane beggar besha re Amiti karuchanti
ଏଇ କିଛି ମାସ ହେଲା.. ଆମ କେନ୍ଦୁଝର ଟାଉନ ରେ ଭି ଏମିତି.. ଢଙ୍ଗରେ.. ଭିକମାଗୁଥିବା.. ଲୋକ ମାନଙ୍କୁ ଦେଖିବାକୁ ମିଳୁଛି.. ଯେଉଁ ମାନେ କି ବାହାର ରାଜ୍ୟ ର ଭଳି ଲାଗୁଛନ୍ତି...
.
Just say no to them. Simple. At traffic square where police is present this is going on.
ua-cam.com/video/T9e3LncJ3ow/v-deo.html
Not at BBSR only but at several town in odisha.
Last month I faced Similar situation. They took wallet and Gold chain from Home!!
Authorities take step
Sabu drama subu dhariki deidea
Bangladeshi infiltrators. Police inaction. Begging and fery is illegal in traffic posts
Good news,, please immediately take action
No 1 ସରକାର ଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା
Bbsr 2no market re thiba oil india filling centre samnare traffic police (dalalnka dwara) no parking re two-wheeler parking charge nouchhanti sei scam ta dekha kebe.
Thanks police
ଆମ କଟକ ରୁ ବି ଏମାନଙ୍କୁ ବାହାର କରାଯାଉ ଏମାନେ ବହୁତ ଲୋକ ମାନଙ୍କୁ ହଇରାଣ କରୁଛନ୍ତି
Right
I know that,jaha hau ate Dina pare action,thanks pratik sir
ତାଙ୍କର ସେ ପରିସ୍ଥିତି ପାଇଁ ଦାୟୀ କିଏ ବାହାର କର ହୋ ମେଡିଆ ବାବୁ
Police Bhai mananku anurodh Keonjhar re b asabu chaalichhi, plz tike najar diantu
Yes it's increasing speedly police should take action
ବିହାରୀ ଆଉ ବାଙ୍ଗଲାଦେଶ ର
Good job DCP sir....🙏
Smart income source in smart city.
Most awaited news
ଆରେ ଭାଇ ତମେ କଣ ଭାସ୍କର ନିୟୁଜ ରୁ କନକ ନିୟୁଜ କୁ ଚାଲିଆସିଛ.? ଭଲ ହେଲା କନକ ନିୟୁଜ କୁ ଗୋଟେ ଭଲ voice ଟେ ମିଳିଗଲା |
Kaha kathha kahuchha
Tor fatuchhi na kn......? Paruchhu to dekha
@@universalstudyzone2446 ଭାଇ ଏ ନିୟୁଜ ଟା ଯେ କହୁଛି, ସେ ଆଗ ଭାସ୍କର ନିୟୁଜ ରେ ଥିଲେ ସେଥିରେ ଯେତେ ଯାକ ଘଇତା ଛଡା ନିୟୁଜ ସେ କହୁଥିଲେ,ଏବେ ବୋଧେ କିଛି ଦିନ ହେବ କନକ ନିୟୁଜ କୁ join କରିଛନ୍ତି
@@hakimmajhiraghu4544 କଣ ଫାଟୁଛି?
100% correct news...
ଏମାନଙ୍କୁ ରାଜଧାନୀ ରୁ ବାହାର କରାଯାଉ
Kichi kariba na Emiti Suneibe
Good news. Ya upore properly investigation darkar.
Xlent work
Not only bhubaneswar also in Balasore
Rajdhani bbsr vikari town no no 1citty
Odisha tatha chhatisgarh re Maharashtra ru Bahu thaka madi jaauchhanti ghare purusha mane baharaku kama karibaku jaithila bele hata dekha bahana kari
sarala loka manaku lutuchhanti ,eeiya samste januchhanti
hele kehi kichhi action naunahanti
Very good action of Bhubaneswar Commissionret Police .
Immediately action.
ଦୟା କରି ନାଲକୋ ଛକ check କରନ୍ତୁ | ସେଇଠି ଛକା ଗୁଡାକ ପଇସା ମାଗୁଛନ୍ତି
Right sir
ଏମାନଙ୍କୁ ମାଡ଼ ଦରକାର
Au transgender godak k b traffir re maguchhanti
Hare Krishna 🙏🙏🙏💐💐💐
Emanaku odisharu bhagajau
ଜୟ ଶ୍ରୀ ରାମ
ପୁରି ରେ ଏ ଭଳି ହେଉଛି
Good DCP Saab
right
Kanak News ଭାଇ
ସବୁ railway crossing ରେ ଛକା ଗୁଡ଼ା ଭାରି ହଇରାଣ କରୁଛନ୍ତି। ଟିକେ news ku anantu
Please request to police strict action may u take.
Government take immediate action
Thanks to Bhubaneswar dcp sir
This type of gang now available in Berhampur, they are from Rajsthan and they are doing beggar work.
good job 👏 👍 👌
Good news
ହଁ ରାଜଧାନୀ ରେ ଦେଖିଛୁ
I'm happy that police get an eyy on them. But they should keep close continuous watching on them so that bhui will never be like in mumbai
ଭିକ୍ଷା ବୃତ୍ତି ବେଆଇନ୍ ହେବାର କଥା
ଓଡିଶା ପୋଲିସ କରୁଚି କଣ ?
Full chacking karajau
Yes it's a racket
Unfortunate
Rajdhani re khanda baluchi
Great police
Rourkela re v yahi haal police chup...
ଏ ଆମ ଓଡ଼ିଶା ବାସୀ କି ନାହିଁ ତଦନ୍ତ କରନ୍ତୁ ନଚେତ୍
Plz take immediate step.Honrble..CM sr.🙏.🙏...........public..viral more videos lk ds
Surat re bhi emiti hauchi.
Police Kan karuchi
ଭୁବନେଶ୍ୱର ରେ ମାତିଛନ୍ତି,,, Police କି Traffic police ସବୁ ଦେଖୁଛତି କେହି କିଛି କହୁନାହାଂତି ସେଥିପାଇଁ ବଢ଼ି ଚାଲିଛି ...
Prateek sir good work
Govt land selling in bhubaneswar,who will arest.
ବାଙ୍ଗଲା ଦେଶି
Bahut sad news.
Wow kete bada achivement Odisha Odisha police ra.......
A lot of problem, but no one solve that, only one solution,, kalki avatar
Pura thik
Bichara gariba loka 😔
Police kuade gale bhai
ଓଡିଶା ପୋଲିସ୍ ନିଷ୍କ୍ରିୟ ।
Rajsthan vkri sabu aria ra amit acahnti nurml vkri
Please BBSR Police,kichi bi action nea,
Kete chota chota pilaa .
Se Ebe patha padha bayasare ,vika maguchanti , please Kichi action nea🙏🙏🙏
Right
Finally someone ia talking about this issue . Police should take action against these people.
Archana case gol
ପଇସା ନାହିଁ କଣ କରିବେ